Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ହିନ୍ଦୋଳରେ ମିଛ ନିୟୁଜ କରି ଭଦ୍ର ଲୋକଙ୍କୁ ଡରାଇ ପଇସା କମଇଁବା ଗୋଟେ ନିତି ଦିନିଆଁ କଥା କିଛି ମାସ ପୂର୍ବେ ଜଣେ ସମାଜ ସେବୀଙ୍କୁ ରାସ୍ତା କାମରେ ମିଛ ନିୟୁଜ କରି ବ୍ଲାକମେଲ କରି ପଇସା ମାଗିଥିବା ହିନ୍ଦୋଳ ବ୍ଲାକ ମେଲ ମିଡ଼ିଆ ଗେଙ୍ଗର ଜଣେ ବ୍ୟକ୍ତିଙ୍କ ନାମରେ ହିନ୍ଦୋଳ ଥାନାରେ ମାନହନୀ କେସ ହେବାରୁ ଥାନାରେ ଭୁଲ ମାଗି କେସ ଟିକୁ ସମାଧନ କରିଥିଲେ ତେଣୁ ହିନ୍ଦୋଳରେ ଏଭଳି ମିଡ଼ିଆର କୌଣସି ଜନ ମଙ୍ଗଳ ନିୟୁଜ ବିନା ପଇସାରେ ହେଇ ନାହିଁ ତେଣୁ ଏଭଳି ରିପୋର୍ଟର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ
କୌଣସି ମଦ କିମ୍ବା ବାନ୍ତି ହେବାର ପ୍ରମାଣ ନାହିଁ ଅରୁଣ ସାରଙ୍କୁ ଆମେ ଭଲରେ ଜାଣିଛୁ ସେ କେବେ ନିଶା ବ୍ୟବହାର କରନ୍ତିନି ଏହି ଭିଡ଼ିଓରେ ମଧ୍ୟ ମଦର କିଛି ପ୍ରମାଣ ନାହିଁ ହିନ୍ଦୋଳ ମିଡ଼ିଆ ଵାଲା କେବେ କାହାର ଅସୁବିଧାକୁ ସରକାରଙ୍କ ନଜରକୁ ଆଣନ୍ତିନି କିମ୍ବା ଜନ ମଙ୍ଗଳ ନିୟୁଜ ଗୁଡ଼ିକ ବିନା ପଇସାରେ କେବେ କରନ୍ତିନି ତ ଏହି ଭିଡିଓ କେମିତି ବିନା ପଇସାରେ କଲେ ଆସର୍ଯ୍ୟ ଲାଗୁଛି ମିଡ଼ିଆ ଵାଲା ଦଶଦିନ ଆଗରୁ ଏହି ଭିଡିଓ କରାଯାଇ ଥିଲେ ମଧ୍ୟ ଭାଇରଲ କରାଯାଇ ନଥିଲା କାରଣ ସେମାନେ ପ୍ରଥମେ ପଇସା ମାଗି ଥିବେ ଏବଂ ଶ୍ରୀ ନାଏକ ଜଣେ ଭଦ୍ର ଲୋକ ଏବଂ ସେ କୌଣସି ଭୁଲ କରି ନାହାନ୍ତି ଯେଣୁ ମିଡ଼ିଆ ବାଲାଙ୍କୁ ପଇସା ଦେଇ ନଥିବେ ତେଣୁ ମିଛ ନିୟୁଜ କରି ତାଙ୍କୁ ବ୍ଲକ ମେଲ କରାଯାଉଛି ତେଣୁ ମିଡ଼ିଆ ବାଲାଙ୍କ ନାମରେ ମାନହନୀ କେସ ହେବା ଉଚିତ ତଥା ହିନ୍ଦୋଳରେ ଜନ ହିତରେ ନଥିବା ବ୍ଲାକମେଲିମିଡ଼ିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ
Dhanya re sikhya byabasta, dhanya re master. Tuma mananku chakari dela kiye???
This is against his position and status