କଣ୍ଠ ଭରି କର ଓ୩ମ୍ ନାମ ଗାନ(Kanthabhari kara om nama gana)

Поделиться
HTML-код
  • Опубликовано: 18 сен 2024
  • ଗୀତ- ସ୍ଵାମୀ ସୁଧାନନ୍ଦ ସରସ୍ଵତୀ ।
    ସଙ୍ଗୀତ- ବୁଲୁ ମିଶ୍ର ।
    କଣ୍ଠ- ସୌରଭ ନାୟକ ।
    କଣ୍ଠଭରି କର ଓ୩ମ୍ ନାମ ଗାନ
    ଏ ସଂସାର ଅଳିକ, ଆଉ ଏ ଜୀବନ ନଶ୍ଵର, ସୃଷ୍ଟିର ଏ ଅବଧାରିତ ସତ୍ୟକୁ ଉପଲବ୍ଧି କରି ନା ପାରିବା ହିଁ ସବୁଠାରୁ ବଡ଼ ବିଡ଼ମ୍ବନ। ନିଃଶବ୍ଦରେ ଜୀବନ ସ୍ରୋତ ଧାଇଁ ଚାଲିଛି ମୃତ୍ୟୁ ସିନ୍ଧୁର କରାଳ ଲହରିରେ ମିଶିବା ପାଇଁ। କ୍ଷଣ ଭଙ୍ଗୁର ସଂସାରରେ ଜୀବନକୁ ଚିହ୍ନୁ ଚିହ୍ନୁ ଜୀବନ ହିଁ ସାରିଯାଉଛି। ଏଣୁ ହେ ଅମୃତର ସନ୍ତାନ ପରମ ମହାନ, ଜଗତ ନିୟନ୍ତା, ଜ୍ଞାନଦାତା, ପୂଜନୀୟ, ସ୍ତୁତ୍ୟ ପରାମେଶ୍ଵରଙ୍କ ଗୁଣଗାନରେ ତୁମେ ମୁଖରିତ ହୁଅ। ତାଙ୍କରି ପରମପଦରେ ତୁମେ ଆଶ୍ରୟ ଖୋଜ। ସେ ହିଁ ତୁମର ସମ୍ପଦର ସଖା ଆଉ ବିପଦର ବନ୍ଧୁ।
    କଣ୍ଠଭରି କର, କ୍ରତୋ ! ଓ୩ମ୍ ନାମ ଗାନ ।
    ପ୍ରଭୁ-ପ୍ରେମେ ପୁଲକିତ ହେବ ତନୁ-ମନ ||
    କି କରମ ପାଇଁ ଆସିଥିଲୁ ଧାଇଁ
    ନର ଦେହ ବହି ଏ ମରତ ଭୂଇଁ ?
    ଭୁଲି ଯାଇ ଭୋଗେ ତୁହି ହେଉଛୁ ମଗନ ||୧||
    ନୁହଁ ଚିରଦିନ ରୂପ, ଯଉବନ,
    ଧନ, ପ୍ରଭୁପଣ ଅବା ପରାକ୍ରମ ।
    ଅକାରଣ ଅଭିମାନ କରୁ ରେ ଅଜ୍ଞାନ ॥୨॥
    କ୍ଷଣୁ-କ୍ଷଣ କ୍ଷୀଣ ହୁଅଇ ପରାଣ
    କେଶ ତୋ, ମରଣ କରେ ଆକର୍ଷଣ ।
    ଶଙ୍କାହୀନ ଦକାହୀନ ଯାପୁଛୁ ଜୀବନ ॥୩॥
    ମାତା, ପିତା, ପୁତ୍ର, ସୋଦର, କଳତ୍ର
    କର୍ମଫଳେ ମାତ୍ର ବନ୍ଧନ ବିଚିତ୍ର ।
    ସମୟର ଅସିଧାର କରେ ଛିନ୍ନ-ଭିନ୍ନ ॥୪॥
    ଏକା ସେ ଈଶ୍ବର ଚିର ଆପଣାର
    ସଖା ସମ୍ପଦର ବନ୍ଧୁ ବିପଦର ।
    ଏପାରର ସେପାରର ସହାୟ ପରମ || ୫ ||

Комментарии • 29

  • @subhasmita1277
    @subhasmita1277 3 года назад +2

    ଓ ୩ ମ ନମସ୍ତେ ସ୍ବାମୀଜୀ

  • @minakshisahu3271
    @minakshisahu3271 3 года назад +2

    Ah ki sundara upasthapana.mana puts Santi.samastanku Sadar namaste.

  • @ranjanaprusty2416
    @ranjanaprusty2416 3 года назад +5

    Namaste Swamiji ati sundar bhajana tie dhanyawad

  • @balabhadrapradhan3243
    @balabhadrapradhan3243 3 года назад +1

    Omm

  • @damodarbehera713
    @damodarbehera713 2 года назад +1

    🙏 Swamiji namastee 🙏

  • @bhagabangouda756
    @bhagabangouda756 3 года назад +2

    🙏🏻🙏🏻🙏🏻

  • @surendrasethi7316
    @surendrasethi7316 8 месяцев назад

    ନମସ୍ତେ ସ୍ୱାମୀଜୀ ।🙏

  • @sonaliswapnasunil5012
    @sonaliswapnasunil5012 3 года назад +1

    Om Namaste Guruji

  • @a.santoshkumarpatra8986
    @a.santoshkumarpatra8986 3 года назад +3

    ଵହୁତ ଭଲ

  • @sitaramsahu950
    @sitaramsahu950 3 года назад +3

    ଓମ୍ ସ୍ବାମିଜୀ ନମସ୍ତେ ଆପଣଙ୍କ ଭଜନ ଓ ପ୍ରବଚନ ଅତି ଉପଦେଶାତ୍ମକ ।

  • @baijayantimalabrahma3711
    @baijayantimalabrahma3711 3 года назад +1

    Baijayanti ooom sadare namaste samasta karmkarta. nku

  • @sasmitapradhan4508
    @sasmitapradhan4508 3 года назад +1

    🙏🙏💐💐🙏🙏

  • @sukantadas3889
    @sukantadas3889 3 года назад +1

    Swami ji namaste

  • @neelakanthasahu390
    @neelakanthasahu390 3 года назад +1

    Namaste swami ji

  • @nepalchandrasahu8532
    @nepalchandrasahu8532 Год назад

    Vhajana piyusha ra vedic vajan ati sundar, Namaste.

  • @mjgamer1995
    @mjgamer1995 3 года назад

    Eak Mantra japte raha omm🕉️🕉️🕉️omm🙏🙏🙏🙏 Swamiji Namaste

  • @SaraswatiDhal-dh3np
    @SaraswatiDhal-dh3np 8 месяцев назад

    e puny prabhata rebhaktii bhraa pranati janauchhi namste. Kanta baharı Kara kratos Om anama gaana. pujya smamiji

  • @rabindrasethy6252
    @rabindrasethy6252 3 года назад +1

    ଓଡ଼ିଆରେ ବୈଦିକ ଭଜନ ଶୁଣିବାକୁ ମିଳୁନଥିବା ବେଳେ ଏ ପ୍ରାୟାସ ଅତ୍ୟନ୍ତ ସୁଖକର ବିଷୟ ସେଥି ପାଇଁ ସମସ୍ତ ପୂରୁଷାର୍ଥି ଭାଈ ମାନଙ୍କୁ ନମସ୍କାର ଜଣାଉଛି ଧନ୍ୟବାଦ ।

  • @meenagupta5845
    @meenagupta5845 10 месяцев назад

    🎉🎉 Sadar namaste 🎉🎉

  • @meenagupta5845
    @meenagupta5845 10 месяцев назад

    Sadar namaste acchrya ji 🎉❤🎉

  • @SaraswatiDhal-dh3np
    @SaraswatiDhal-dh3np 9 месяцев назад

    ଏହି ମଧ୍ମ୍ ମୟ ଉଷା କାଳ ରବ ହେ ବ୍ରହ୍ମାଣ୍ଡ ପତି ଆମେ ଆପଣ ଙ୍କ ସ୍ତୁତି ପ୍ରା ର୍ଥ ନା କରୁଛୁ ପ୍ରଣାମ ସ୍ୱାମୀଜୀ ନମସ୍ତେ ସର୍ବେ ଭଵନ୍ତୁ ସୁଖିନଃ

  • @Techkishore11
    @Techkishore11 3 года назад +1

    Namaste Swamiji 🙏🙏🙏

  • @SaraswatiDhal-dh3np
    @SaraswatiDhal-dh3np 9 месяцев назад

    ଏ ପୁଣ୍ୟ ପ୍ରଭାତ ରେ ପୂଜ୍ୟ ସ୍ୱାମୀଜୀ ଙ୍କୁଭକ୍ତିଭରା ପ୍ରଣତି ଜଣାଉଛ୍ହି କଣ୍ଠ ଭରି କର krato ଓମ ନାମଗାନ ବହୁ ସୁନ୍ଦର ପ୍ରାର୍ଥନା ପ୍ରାତ ପ୍ରାର୍ଥନା ନମସ୍ତେ

  • @tapanpati17
    @tapanpati17 3 года назад +2

    The Nectar of devotional song is very nice...🙏🙏🙏🙏🙏🙏🙏🙏🙏

  • @gayatripanda8849
    @gayatripanda8849 3 года назад +1

    Sabu baidic vajan odiya ra vajan poisa re achi segudika utube re chadile vala heba.. Namste...

  • @SaraswatiDhal-dh3np
    @SaraswatiDhal-dh3np 9 месяцев назад

    ମହର୍ସିଙ୍କ୍ bisudha ପ୍ରକ୍ରିୟାର୍ ପ୍ରୟାସ sandhy ଉପାସନାଓ ପ୍ରାତଃ ପ୍ରାଥନାଗ୍ରୁହେ ଗୃହେ prabrtita ହେଉପରିବ।ର୍ ର୍ ସୁଖ ଶାନ୍ତି ବୀର।ଜ୍ ମାନ କରୁ ଈଶ୍ୱରଙ୍କ ନିକଟରେ ପ୍ରାଥନା ଭକ୍ତି ଭରା ପ୍ରଣାମ ସ୍ୱାମୀଜୀ ଓମ ସର୍ବେ ଭଵନ୍ତୁ ସୁଖିନଃ

  • @SaraswatiDhal-dh3np
    @SaraswatiDhal-dh3np 9 месяцев назад

    ଓମ ନାମ ଗାନ ଏକ ଭାବ ଭକ୍ତି ପୁର୍ଣ ଭଜନ ସ୍ୱାମୀଜୀ ଙ୍କର। ଭକ୍ତି ଭରା ପ୍ରଣତି ଜଣାଉଛି ତାଙ୍କ bhajan କୁ ନମସ୍ତେ

  • @raghukadraka5833
    @raghukadraka5833 2 года назад

    P

  • @padmanavojha8927
    @padmanavojha8927 5 месяцев назад

    Sir oriya bhajan ariyasamaj ra RUclips chdithibaru apnoku asesa asesa dhanya bada