ଭଜମନ ଓ୩ମ୍ ନାମ (Bhajamana Om Nama)

Поделиться
HTML-код
  • Опубликовано: 18 сен 2024
  • ଭଜ ମନ ଓ୩ମ୍ ନାମ ।
    ଗୀତ- ସ୍ଵାମୀ ସୁଧାନନ୍ଦ ସରସ୍ବତୀ ।
    କଣ୍ଠ - ରବି ମିଶ୍ର ।
    ସଂଗୀତ- ବୁଲୁ ମିଶ୍ର ।
    ଅସୀମରେ ଏକଭୂତ ହୋଇ, ଅନିର୍ବଚନୀୟ ପ୍ରସାଦ ଗୁଣରେ ଉଲ୍ଲସିତ ହେବାର ଦ୍ରୁବାର ଅଭିପ୍‌ସା ହିଁ ଜୀବନକୁ ବିଭୁ ମନସ୍କ କରାଏ ।
    ଜୀବତ୍ମା ପରମାତ୍ମାଙ୍କ ସହ ମିଳନର ଆକାଂକ୍ଷାକୁ ପ୍ରକାଶକରେ । ବ୍ୟକ୍ତି ଚେତନା ସାମଗ୍ରିକ ଚେତନାର ପ୍ରଶାନ୍ତ ଜଳଧିରେ ଆଶ୍ରୟ ନେବାର ଅଭିଳଶକୁ ପୋଷଣ କରେ । ହୃଦୟ ଅଭ୍ୟନ୍ତରରୁ ସତେ ଯେପରିକି କିଏ କହି ଦେଉଥାଏ ସେଇ ଚରମ ସତ୍ୟ “ଓ୩ମ୍‌” ହିଁ ଜୀବନ ସର୍ବଶ୍ରେଷ୍ଠ ଆଶ୍ରୟ । “ଓ୩ମ୍‌” ହିଁ ଜୀବନର ସର୍ବତ୍କୃଷ୍ଟ ଆଶ୍ୱସନା, ସେ ଦିବ୍ୟ ସୁଧାକୁ ପାନକରି ଜୀବନକୁ ଅମୃତମୟ କର ।
    ଭଜ ମନ ‘ଓ୩ମ୍’ ନାମ ତିଳେ ହେଁ ନୋହି ବିମନ ।
    ଭଜନୀୟ, ବରଣୀୟ ସେ ତ ଜଗତ-ଜୀବନ ॥
    ତେଜି ସେ ଅଭୟ ପଦ ଅବିଦ୍ୟାରେ ହୋଇ ଅନ୍ଧ ।
    କରି କେତେ ଛନ୍ଦ ଦ୍ବନ୍ଦ୍ବ କରୁ ପାପ ଅରଜନ ॥୧॥
    ବିତିଲେ ହେଁ ଯେତେ କାଳ ଭୋଗିବୁ କରମ-ଫଳ ।
    ନୋହିବ କେବେ ନିଷ୍ଫଳ ଏ ତ ବିଧୂର ବିଧାନ ॥୨॥
    ବନ୍ଧୁ, ଭ୍ରାତା, ପରିବାର ସକଳେ ସାଥୀ ସୁଖର ।
    ଭାଗୀ ନୋହିବେ ଦୁଃଖର ଚିତ୍ତେ ଚିନ୍ତ ଅନୁକ୍ଷଣ ॥୩॥
    ବେଳୁଁ ହୁଅ ସାବଧାନ ଧର୍ମପଥେ ରଖ ଧ୍ୟାନ ।
    କର ସଦା ସତକର୍ମ ଅସତ୍ୟ ତେଜି ବହନ ॥୪॥
    ‘ଓ୩ମ୍’ -ସୁଧା କଲେ ପାନ ଧ୍ୟାୟିଲେ ପରମବ୍ରହ୍ମ ।
    ନାଶ ହୋଇବ ଅଜ୍ଞାନ ଲଭିବୁ ମୁକତିଧାମ ॥୫॥
    / @swamisudhananda6534

Комментарии • 34

  • @SaraswatiDhal-dh3np
    @SaraswatiDhal-dh3np 3 дня назад +1

    ପୂଜ୍ୟ ସ୍ୱାମୀଜୀ ମୋର ଭକ୍ତି ଭରା ପ୍ରାଣତି ଗ୍ରହଣ କରିବେ ଓମ

  • @SaraswatiDhal-dh3np
    @SaraswatiDhal-dh3np 8 месяцев назад +1

    ପୂଜ୍ୟ ସ୍ୱାମୀଜୀ ଭକ୍ତିଭ୍ରରା ପ୍ରଣାମ ଭଜମନ୍ ଓମ ନାମ। namsste

  • @SaraswatiDhal-dh3np
    @SaraswatiDhal-dh3np 3 месяца назад +1

    ପ୍ରଭାତର୍ ପ୍ରଶାନ୍ତ ବେଳାରେ ପୂଜ୍ୟ ସ୍ୱାମୀଜୀ ମୋର ଭକ୍ତି ପୁର୍ଣ ପ୍ରଣାମ ଗ୍ରହଣ କରିବେ ଭଜ୍ ମନ ଓମ ନାମ ତିଳେନ୍ହେ ନୋହି ଵିମ ନ୍

  • @SaraswatiDhal-dh3np
    @SaraswatiDhal-dh3np 4 месяца назад +1

    ପୂଜ୍ୟ ସ୍ୱାମୀଜୀ ଭକ୍ତି ଭରା ପ୍ରଣାମ ଗ୍ରହଣ କରିବେ ଭଜ୍ ମନ ଓଁ ନାମ। ତିଳେ ହେଁ ନୋହି ଵିମ ନ୍

  • @hadubandhugouda9019
    @hadubandhugouda9019 3 года назад +1

    Swami ji namaste. Swami ji bhajan sabu ati ucha kotir

  • @arabindapradhan4009
    @arabindapradhan4009 Год назад

    ନମସ୍ତେ ସ୍।ମୀଜୀ

  • @rameshdoraputia3040
    @rameshdoraputia3040 Год назад

    Om

  • @SaraswatiDhal-dh3np
    @SaraswatiDhal-dh3np 2 месяца назад +1

    ପ୍ରଭାତ ର୍ ପବିତ୍ର ଲଗ୍ନ ରେ ପୂଜ୍ୟ ନମସ୍ୟ୍ ସ୍ବାମିଜି ମୋର ଭକ୍ତି ଭରା ପ୍ରଣତି ଗ୍ରହଣ କରିବେ

  • @meenagupta5845
    @meenagupta5845 10 месяцев назад +1

    Sadar namaste acchrya ji 🎉🎉🎉🎉

  • @SaraswatiDhal-dh3np
    @SaraswatiDhal-dh3np 8 месяцев назад

    Swamiji bhaktibhara pranati bhajmanom naama tilenhe nohi bimana. Aapanaka asisa pathey om namste

  • @laxminarayanbehera2467
    @laxminarayanbehera2467 Месяц назад

    Swamiji bhaktiputa pranam.

  • @sukantadas3889
    @sukantadas3889 3 года назад

    Swami ji namaste bahut sundar

  • @surendrasethi7316
    @surendrasethi7316 Год назад

    ନମସ୍ତେ ସ୍ୱାମୀଜୀ ।🙏

  • @rabindrasethy6252
    @rabindrasethy6252 3 года назад

    Pujya Swamiji namasthe ji .

  • @damodarbehera713
    @damodarbehera713 2 года назад

    🙏 Swamiji namastee 🙏

  • @tapanpati17
    @tapanpati17 3 года назад

    Swamiji nku asesh Dhanyabad...
    Eibhali ucha kotira hrudayasparsi bhajan pain...🙏🙏🙏🙏🙏🙏🙏🙏

  • @sasmitapradhan4508
    @sasmitapradhan4508 3 года назад

    🙏🙏🙏💐💐💐🙏🙏🙏

  • @baijayantimalabrahma3711
    @baijayantimalabrahma3711 Год назад

    Swamiji Gitikara samasta Karmakar tanku sadare Namaste

  • @ranjankumarmohanty9131
    @ranjankumarmohanty9131 Год назад

    ଅତି ସୁନ୍ଦର ଭାବରେ ପରିବେଷଣ।🙏

  • @bhagabangouda756
    @bhagabangouda756 3 года назад

    नमस्ते...स्वामीजी..| धन्यवाद |

  • @sonaliswapnasunil5012
    @sonaliswapnasunil5012 3 года назад +1

    Guruji Namaste

  • @SaraswatiDhal-dh3np
    @SaraswatiDhal-dh3np 10 месяцев назад +2

    ସ୍ୱାମୀଜୀ ସତବାର୍ ପ୍ରଣାମ ଓମ ଭଜ ଓମ ଜପ ଗାଅଓମ୍ ନାମ ଓମ ସୁଦ୍ଧା ରସ ପାନଏ ହୁଅ ହେ ମ୍ ଗ୍ ନ୍ ସ୍ୱାମୀ ସୁଦ୍ଧା ନନ୍ଦ ସରସ୍ବତୀଏହି ଭଳି ସ୍ୱାମୀଜୀଙ୍କ ପ୍ର।ର୍ଥନା ପରିବେଷଣ କରିବାକୁ ଅନୁରୋଧ ଅଶେଷ ଧନ୍ୟବାଦ ନମସ୍ତେସର୍ବେ ଭଵ ନ୍ତୁ ସୁଖିନଃ

  • @padmanavojha8927
    @padmanavojha8927 5 месяцев назад

    very beautiful voice sir

  • @SaraswatiDhal-dh3np
    @SaraswatiDhal-dh3np 4 месяца назад

    ଓଁ ଶାନ୍ତିହି ଶାନ୍ତିହି ଶାନ୍ତିହି ପୂଜ୍ୟ ସ୍ୱାମୀଜୀ ସତବାର୍ ପଣମ୍ ଜଣାଉଛି ଏହି ଶାନ୍ତିହି କ୍ଷଦ୍ର୍ କାୟ୍ ହେଲେ ବି ଅର୍ଥ ଦୃଷ୍ଟିରୁ ମହକାୟ୍ ଅଟେ ବ୍ୟକ୍ତି ଗତ ଶାନ୍ତି ସାମାଜିକ୍ ଶାନ୍ତି ଓ ବିଶ୍ୱ ଶାନ୍ତିସ୍ତପନ। କେବଳ ଆପଣ ମାନ ଙ୍କର ଧେୟ୍ ଏହି ବିଶ୍ୱ ଶାନ୍ତି ଏହା ସୁସ୍ପସ୍ତ୍ ଯେ ବିଶ୍ୱ ଶାନ୍ତି ବିଶ୍ୱକୁ ସ୍ୱର୍ଗ ରୂପେ ଗଢିବାଅର୍ ଇଛା କରୁଥିବା ବ୍ୟକ୍ତି ମାନେହି ସ୍ଥାପିତ୍ କରି ପାରିବେ ଓଁ ଶାନ୍ତିହି ପୂଜ୍ୟ ସ୍ୱାମୀଜୀ ମୋର ଭକ୍ତି ଭରା ପ୍ରନତି ଗ୍ରହଣ କରିବେ

  • @evenswarpradhan6329
    @evenswarpradhan6329 10 месяцев назад +3

    ନୂଆ ନୂଆଁ ବୈଦିକ ଭଜନ ସେୟା ର କରନ୍ତୁ ଧନ୍ୟବାଦ

  • @anjalijani1799
    @anjalijani1799 3 года назад +1

    Swamiji 🙏Namaste

  • @evenswarpradhan6329
    @evenswarpradhan6329 Год назад

    ସୃ ମୀଜୀଆପଣକୁଙୁ ଅନୁରୋଧ ଧନ୍ୟବାଦ ଜଣାଉଛି କିଅପଣ ଏପରି ବ ଇଦିକୁ ଭଜନ କୀର୍ତ୍ତନ ନୂଆ ନୂଆ ଗିତ ଶୁଣାଇଲେ ଭଲ ହୁଅନ୍ତା

  • @judhisthirjaipuria5073
    @judhisthirjaipuria5073 3 года назад

    Swamiji it's a heart touching bhajan. Waiting for more. Namaste swamiji.

  • @evenswarpradhan6329
    @evenswarpradhan6329 2 года назад

    Thaka bhanda bhajana mobailre micha pra

  • @jayantakumarpanda2146
    @jayantakumarpanda2146 3 года назад

    ଓ୩ମ୍ , ସ୍ୱାମୀଜୀ 🙏🙏🙏🧡🧡🧡 ନମସ୍ତେ ନମସ୍ତେ ନମସ୍ତେ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ଓ ଧନ୍ୟବାଦ୍ ଏହିଭଳି ହୃଦୟସ୍ପର୍ଶୀ ଓ ମନକୁ ଏକାଗ୍ରତା ଆଣି ଦେଉଥିବା ସୁନ୍ଦର ରଚନା ପାଇଁ ।

  • @evenswarpradhan6329
    @evenswarpradhan6329 2 года назад

    O m aipari baidik Bhajan nua nua gitagai share kar antu.

  • @laxminarayanbehera2467
    @laxminarayanbehera2467 Месяц назад

    Swamiji bhaktiputa pranam.

  • @laxminarayanbehera2467
    @laxminarayanbehera2467 Месяц назад

    Swamiji bhaktiputa pranam.

  • @laxminarayanbehera2467
    @laxminarayanbehera2467 Месяц назад

    Swamiji bhaktiputa pranam.