Kata Dhari Dhire Nauri || Kalijaira Sandhya || କାତ ଧରି ଧିରେ ନାଉରୀ

Поделиться
HTML-код
  • Опубликовано: 9 ноя 2024

Комментарии • 361

  • @pinkymallick9109
    @pinkymallick9109 Год назад +31

    ଦିଦି ମୋର ବି ବହୁତ ମନେ ପଡେ ସେହି କବିତା... ବହୁତ ବହୁତ ସୁନ୍ଦର ହଇଛି... 👌

  • @Sujitjp-kz4cu
    @Sujitjp-kz4cu 11 месяцев назад +2

    ମୋର ସ୍କୁଲ କଥା ମନେ ପଡିଗଲା ଏହା ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର ପଦ୍ୟ

  • @kedarnathbiswal925
    @kedarnathbiswal925 Год назад +29

    ଏହି କବିତାରେ ଅଭୁଲା ସ୍ମୃତି ଲୁଚି ରହିଛି, ଯେତେ ଥର ପିଲାଦିନେ ଆବୃତି କରିଛୁ ଆପୁର୍ବ ପ୍ରେରଣା ମିଳିଛି । ଧନ୍ୟବାଦ ଆପଣମାନଙ୍କୁ ।

  • @gaurachandrapatro4404
    @gaurachandrapatro4404 Год назад +14

    ହେ ଲେଖକ ତୁମକୁ ଅଶେଷ ଧନ୍ୟବାଦ ।ସତୁରି ଦଶକର ଲେଖାଟି ଅତ୍ୟନ୍ତ ଉଚ୍ଚ କେ।ଟିର । ଗାୟିକା କନଠ ମଧ୍ୟ ସୁନ୍ଦର ।

  • @mihirpattnaik1963
    @mihirpattnaik1963 Год назад +2

    ଏତେ ସୁନ୍ଦର କବିତା
    ସତେ ଯେପରି କିଛି କ୍ଷଣ ମଧ୍ୟ ରେ ମୁଁ ମୋ ପିଲା ଦିନ କୁ ଫେରିଗଲି।
    ବହୁତ ପାଠ ସରିଛି କେତେ ଡ଼ିଗ୍ରୀ ଅତିକ୍ରମ ହୋଇଛି କିନ୍ତୁ ପିଲା ଦିନ ର ଏହି କବିତା ଓ ତୃତୀୟ ଶ୍ରେଣୀ ପୁରା ଅଭୁଲା

  • @ganeshpanda5514
    @ganeshpanda5514 Год назад +36

    ଏହାକୁ ଶୁଣିଲେ ମନେ ପଡେ primary ସ୍କୁଲ ଜୀବନର ଅଭୁଲା ସ୍ମୃତି , ଆଉ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର କାଳିଜାଇ ପଦ୳।
    ଧନ୍ୟବାଦ।

    • @bhagyalaxmisavara1023
      @bhagyalaxmisavara1023 Год назад

      Very nice song

    • @dillipchandradas6812
      @dillipchandradas6812 Год назад +2

      It reminds me my past school days. Thanks.

    • @debakisa4684
      @debakisa4684 9 месяцев назад

      V​@@dillipchandradas6812

    • @maheswarbehera6272
      @maheswarbehera6272 9 месяцев назад

      😂😂😂😂​@@bhagyalaxmisavara1023

    • @adityamishra4263
      @adityamishra4263 5 месяцев назад +1

      na thila sete bele ae smart phone , au na thila sei Sita sandhya ra abhula atita ra kichhi chenae hasa dukha au Luha ra chhotia dipalli t a....

  • @chaitanyabariki810
    @chaitanyabariki810 Год назад +18

    ମନେପଡିଯାଉଛି👍 ପଞ୍ଚମ ଶ୍ରେଣୀ ସ୍କୁଲ ଜୀବନ କଥା 👍 O MY GOD 🙏🙏🙏
    OLD IS GOLD 🙏🙏🙏

  • @asitkumarpanda6660
    @asitkumarpanda6660 Год назад +14

    କାଇଁ ସେଭଳି କୃତି ଆଜିକାଲି ଆଉ କିଏ ଲେଖୁଛି? ସେହି ପୁରୁଣା କୃତି ଗୁଡିକ ଏତେ ହୃଦୟସ୍ପର୍ଶୀ। କାହାର ପ୍ରକୃତି ପ୍ରେମ ତ କାହାର ଦେଶ ପ୍ରେମ, କେଉଁଥିରେ ଜାତି ଓ ଭାଷାର ସ୍ଵାଭିମାନ ତ କେଉଁଠି ଭକ୍ତି ଓ ପୌରାଣିକ ହୃତଗୌରବର କି ସୁନ୍ଦର ଭାଷା ଓ ଛନ୍ଦରେ ପ୍ରସ୍ତୁତ କରିଥିଲେ। ଆଜିର କବିତା ଗୁଡ଼ିକରେ ସେଭଳି ସାହିତ୍ୟ, ପାଣ୍ଡିତ୍ୟ, ନୈତିକତା, ଭାବ ଓ କାବ୍ୟ ଚାତୁର୍ଯ୍ୟର ଏତେ ଅଭାବ ହେଇଯାଇଛି।

  • @banabasipradhan1170
    @banabasipradhan1170 Год назад +8

    ସ୍କୁଲ ସମୟ ମନେ ପଡିଗଲା 🙏🙏🙏

  • @kishorsahoo3034
    @kishorsahoo3034 Год назад +8

    ସୁନ୍ଦର ସ୍ଵରରେ ଗୀତ ପରିବେଷିତ ହୋଇ ଥିବାରୁ ଧନ୍ୟବାଦ। ତୃପ୍ତ ଗୌରବ ନୁହେଁ ହୃତ ଗୌରବ। ଧ୍ୟାନ ଦେବାକୁ ଅନୁରୋଧ। ପୋତ, ପତ ନୁହେଁ।

  • @namasteindia8911
    @namasteindia8911 Год назад +7

    ଅତି ସୁନ୍ଦର ହୃଦୟସ୍ପର୍ଶୀ ମନାଛୁଆଁ ଗାନ

  • @agnikumarsahu8863
    @agnikumarsahu8863 Год назад +4

    ପୁରୁଣା ସ୍ମୃତି କୁ ମନେ ପକେଇବାକୁ ବହୁତ ସୁନ୍ଦର ପ୍ରୟାସ। ସୁନ୍ଦର ଉପସ୍ଥାପନା।। ପ୍ରୟାସ ଜାରି ରହୁ ।
    ଜୟ ଜଗନ୍ନାଥ ସ୍ବାମୀ 🙏🙏

  • @adityajena4165
    @adityajena4165 25 дней назад +1

    Mo akhiru luhaa bahrigala.....mo pilaadina memory....akhi agee vasi gala.....thank u ....Bhauni bahut...badhia voice tamara

  • @bibhutiparida4870
    @bibhutiparida4870 Год назад +6

    ଉତ୍ତରା ପବନ ଆଗକୁ
    ଦିଏ ତଲେଇ ଠେଲି ,
    ସତୁରୀ ଦଶକ ପଛକୁ
    ଅଜାଣତେ ମୁଁ ଗଲି ।
    ଅତି ଚମତ୍କାର ।
    ଅନେକ ଅନେକ ଧନ୍ୟବାଦ ।

  • @pritikar5409
    @pritikar5409 9 месяцев назад +1

    ଛାତ୍ର ଜୀବନ ର କଥା ମନେ ପଡ଼ିଗଲା ।ପଞ୍ଚମ ଶ୍ରେଣୀରେ ଏଗୀତ ବୋଲିବା ପାଇଁ ପ୍ରତିଯୋଗିତା ହେଉଥିଲା ଆମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହାତ ତିଆରି ବିଦ୍ୟାଳୟରେ ।
    ମୁଁ ସତ୍ୟ ପ୍ରକାଶ କର ,କେରା, ଚକ୍ରଧରପୁର, ପଶ୍ଚିମ ସିଂହଭୂମି, ଝାଡ଼ଖଣ୍ଡ ।

  • @trilochannagesh226
    @trilochannagesh226 4 месяца назад +1

    ସୁଲଳିତ କଣ୍ଠ। ଶ୍ରୁତି ମଧୁର।

  • @nirolabehera1233
    @nirolabehera1233 Год назад +11

    ବହୁତ ମନେ ପଡ଼େ ସେ ପିଲାଦିନ ଆମେ ସାଙ୍ଗ ହେଇ ଏଇ ଗୀତ ଗାଉଥିଲୁ😢

  • @pankajchoudhury8220
    @pankajchoudhury8220 Год назад +6

    ବହୁତ୍ ସୁନ୍ଦର ହୃଦୟସ୍ପର୍ଶୀ କଣ୍ଠସ୍ୱର 👍👍👍

  • @nityanandadehury5416
    @nityanandadehury5416 2 месяца назад +1

    ପୁରୁଣା ସ୍ମୃତି,ବହୁତ ଖୁସି ଲାଗିଲା ,ପୁଣି ସେ ପିଲା ଦିନ ଫେରି ଆସିବ କି,ସେ ସମୟର ଗଦ୍ୟ କୁ ମଧ୍ୟ ପ୍ରକାଶ କଲେ ଭଲ ହୁଅନ୍ତା

  • @kailashbehera4581
    @kailashbehera4581 3 месяца назад +1

    ବହୁତ ସୁନ୍ଦର ଉପସ୍ଥାପନା
    ପିଲାଦିନର ବିସ୍ମୃତି ହୋଇଆସୁଥାବା କବିତା ମନରେ
    ବହୁତ ଆନନ୍ଦ ଲାଗିଲା ।
    ବହୁତ ବହୁତ ଅଭିନନ୍ଦନ ।

  • @animamardi
    @animamardi Год назад +7

    Miss You mom😢 sabu bele aei song sunei deuthilo 😢

  • @geetanjalitripathy4772
    @geetanjalitripathy4772 Год назад +61

    ଧନ୍ୟବାଦ sir ଆମ ପିଲାଦିନର ସ୍ମୃତିକୁ ମନେ ପକାଇବାପାଇଁ ଆପଣଙ୍କ ସୁନ୍ଦର ପ୍ରୟାସ । ପୁଣି ଥରେ ସେ ପିଲାଦିନ କୁ ଫେରି ଯିବାକୁ ଇଚ୍ଛା ହେଉଛି।

  • @AjaykumarSwain-y7u
    @AjaykumarSwain-y7u 11 месяцев назад +2

    EXCIDENTY

  • @sankirtankanhar2559
    @sankirtankanhar2559 Год назад +2

    ବହୁତ ସୁନ୍ଦର ପୁରୁଣା ଗିତଟି ପଞ୍ଚମ ଶ୍ରେଣୀର

  • @mranilcomedy4090
    @mranilcomedy4090 Год назад +2

    Ohooo ki shanti

  • @santoshofficial1001
    @santoshofficial1001 Год назад +4

    ହୃଦୟର ସହ ଧନ୍ୟବାଦ 🙏

  • @gopalpatro1047
    @gopalpatro1047 7 месяцев назад +1

    ଏ କବିତା ଅତି ଶିକ୍ଷଣ, ଅତି ସୁନ୍ଦର..

  • @saishibatmanbehera8634
    @saishibatmanbehera8634 2 года назад +20

    ପଞ୍ଚମ ଶ୍ରେଣୀ କଥା ମନେ ପଡୁଛି । ବହୁତ ବହୁତ ଧନ୍ୟବାଦ ।

  • @jayanandadas6936
    @jayanandadas6936 Год назад +2

    Excellent jhiaa.

  • @bisworanjan2755
    @bisworanjan2755 Год назад +1

    Pheribaki ଶୋଭା ମୟୀଗୋ ତୋର ଲୁପ୍ତ ଗୌରବ....ତୃପ୍ତ ନୁହେଁ

  • @dhirenkumarchinara2872
    @dhirenkumarchinara2872 Год назад +1

    Very nice. A gita ti more pura mane achi. School time katha mane pakai deuchi.

  • @aradhya8044
    @aradhya8044 Год назад +14

    ଶୁଣି ବହୁତ୍ ଖୁସି ଲାଗିଲା ପିଲା ଦିନ କଥା ମନେପଡିଗଲା

    • @benudhardas735
      @benudhardas735 Год назад

      ଏଇ ଗୀତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚନା ନୁହେଁ, ବଂଶୀଧର ସାମନ୍ତରାୟଙ୍କ ରଚନା ।

  • @lilimagarnaik5408
    @lilimagarnaik5408 Год назад +7

    Authare se gita suni khusi laguchhi କି ମଜା ma

  • @AcharyaMunna
    @AcharyaMunna Год назад +2

    ବହୁତ ସୁନ୍ଦର video ଟିକୁ ଦେଖି ପିଲା ଦିନ ସ୍କୁଲ୍ କଥା ମନେ ପଡିଗଲା

  • @subratbarik4381
    @subratbarik4381 Год назад +1

    Ahi padyare amiti smutiachi jetethara sunilebi ahuri sunibaku echha heba .sundara ati sundera 👍

  • @Monalisa-nw3dy
    @Monalisa-nw3dy Год назад +10

    ଏ ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡୁଛି

  • @babuldas3529
    @babuldas3529 4 месяца назад +2

    ପୁରୁଣା ସ୍ମୃତି

  • @karbanik5518
    @karbanik5518 Год назад +2

    ❤❤ ଏହି ଗୀତ ଓଡ଼ିଶା, ର ଗୌରବ ଅର୍ଜନ କରିଛନ୍ତି

  • @shantilatabeura3211
    @shantilatabeura3211 Год назад +4

    Very nice song childhood smurti Mane pade

  • @diptiranjanbehera3511
    @diptiranjanbehera3511 4 месяца назад

    ବହୁତ ସୁନ୍ଦର ପ୍ରୟାସ 👍👍🙏🙏

  • @bidhanpanda6962
    @bidhanpanda6962 Год назад +1

    ବହୁତ ବଢିଆ ଲାଗିଲା

  • @gadadharkar3527
    @gadadharkar3527 Год назад +1

    ପିଲାଦିନର ପାଠ ପଢା ବେଳେ ଏପଦ୍ୟଟିପଢା ଯାଉ ଥିଲା ।ମାଆର ସ୍ଵରକୁ ଗୀତଟି ଵେଶ୍ ଭଲଲାଗିଲା। ଧନ୍ୟବାଦ୍ ।

  • @prasannakumardas1834
    @prasannakumardas1834 5 месяцев назад +1

    Unique poem. The little girl is singing excellently.

  • @AchyutanandaBishi
    @AchyutanandaBishi 5 месяцев назад +1

    Dhanyabad medam pila dina ku mane pakaile jay jaganntha

  • @chittaranjansahu8113
    @chittaranjansahu8113 Год назад +1

    ବହୁତ୍ ଧନ୍ୟବାଦ ଆପଣଁକୁ

  • @NILANCHAL6515
    @NILANCHAL6515 5 месяцев назад

    Apana emti Sundar Gita anantu hrudaya ku chhuin jauchhi❤❤❤

  • @nirakarsahu1355
    @nirakarsahu1355 Год назад +1

    ସୁପର

  • @TheUnknown79
    @TheUnknown79 4 месяца назад +2

    Dhanyabad Mohini dhanya se manmohania Mohini

  • @ranjeetkumarnayak3097
    @ranjeetkumarnayak3097 2 года назад +5

    ସ୍କୁଲ life ମନେଲଡି ଗଲା ଧନ୍ୟବାଦ

  • @badalparida1443
    @badalparida1443 Год назад +8

    ବର୍ତ୍ତମାନ ସବୁ ଶ୍ରେଣୀ ର ବହି ରେ ନୁଆଁ ନୁଆଁ ଅଧ୍ୟାୟ ଯୋଡି ହେଇଚି କିନ୍ତୁ ସେଇ ପୁରୁଣା କବିତା ର ସ୍ପର୍ଶ ନିଆରା

  • @shaankumar9705
    @shaankumar9705 Год назад +1

    ସ୍କୁଲ time ମନେ ପଡିଗଲା ବହୁତ୍ ସୁନ୍ଦର voice

  • @swadhinrana450
    @swadhinrana450 Год назад +2

    Thanks you pila din Katha mane pakei thibaru

  • @jbsMilanEntertainmentYouTube
    @jbsMilanEntertainmentYouTube Год назад +13

    Great efforts by ASHOK BAL, revival of traditional odia songs 👏👏👏👏👏

  • @sarojkumarpradhan1917
    @sarojkumarpradhan1917 Год назад +2

    Sundar prachestha thanks

  • @laxmipriyaswain3730
    @laxmipriyaswain3730 Год назад +1

    Bahut Sundar thank you

  • @bulusabat1132
    @bulusabat1132 Год назад +3

    Jaya maa kalijai

  • @sunitakumarirauta2715
    @sunitakumarirauta2715 Год назад +3

    The best beautiful gita Mora pila dinara

  • @rambhakadraka1164
    @rambhakadraka1164 5 месяцев назад

    ବହୁତ ସୁନ୍ଦର ହଇଛି

  • @sunilbehera3144
    @sunilbehera3144 Год назад +1

    Mo odisha bashi and mo Lekhaka sir nku bahut bahut pranam karuchi
    Mane pade aji se pila dina ra katha desha ra ek jawan haiki duty karie sarila pare ye gita ku barambar sunibaku icha hue.

  • @anakarsethi4385
    @anakarsethi4385 7 месяцев назад

    Kejani kahinki e Gita to Mora bhari Priya thila,gayika nku dhanyabad

  • @pradeepsabar4614
    @pradeepsabar4614 Год назад +1

    ବହୁତ ବଢିଆ କବିତା

  • @udayalima9094
    @udayalima9094 Год назад +4

    ବହୁତ ସୁନ୍ଦର କବିତା ଧନ୍ଯବାଦ 🤝 old is gold 🏆 Thanks ❤🌹🤝

  • @dushasanbehera4819
    @dushasanbehera4819 Год назад +4

    My favourite song.
    Excellent singer.
    I listen again and again in free time.
    There is no end to it.
    Being ex-seafarer enjoy the song.
    Wish you all the best.

  • @sudarshonbej8218
    @sudarshonbej8218 Год назад +1

    Ki smuti ki Gita ki Voice ❤

  • @lalatendukanungo5013
    @lalatendukanungo5013 Год назад +8

    It's truly reflects traditional days of life of our State with happiness and prosperity.

  • @T-s1982
    @T-s1982 Год назад +3

    ପଞ୍ଚମ ଶ୍ରେଣୀ କଥା ମନେ ପଡୁଛି

  • @DurgaPrasad-us8uf
    @DurgaPrasad-us8uf Год назад +2

    Bahut sunadar

  • @nirakarjena2001
    @nirakarjena2001 Год назад

    Bahuta badhia mam

  • @dilipkumarpatnaik9190
    @dilipkumarpatnaik9190 Год назад +1

    A beautiful song about Chilika Lake beautiful rendition by the singer in a mellifluous voice. KUDOS to the lyrics writer & singer.

  • @dhaneswarmahanta9959
    @dhaneswarmahanta9959 4 месяца назад +1

    Kalajai kabita .piladinara smruti romanthana karuchi a kabitasuni .Sundara kantha swara .Subhakamana .

  • @ramapujari99
    @ramapujari99 Год назад +1

    ପଞ୍ଚମ ଶ୍ରେଣୀ ରେ ଥିଲା ,nice

  • @suryamanimallikofficial5637
    @suryamanimallikofficial5637 Год назад +2

    ବହୁତ ସୁନ୍ଦର ସଜାହେଇଛେ।

  • @dillipkumarsen9149
    @dillipkumarsen9149 3 месяца назад +2

    ମୁଁ ଅଲଗା ସ୍ଵରରେ ପୁରା ଗୀତ ଟିକୁ ଗାଇ ଦେଉଥିଲି, ସାର୍ ଙ୍କ ମାଡ ଡର ରେ

  • @susilbehera3854
    @susilbehera3854 2 месяца назад

    ଆଖି ଆଗରେ ନାଚି ଯାଉଛି ସେହି ପିଲା ଦିନ ର ସ୍ମୃତି ।ସତେ ଯେମିତି ଏ କବିତା ଆଜିର କବିତା

  • @alekhkumarsingh2722
    @alekhkumarsingh2722 Год назад +1

    Piladine mun eigitaku sampurna mukhasth karithili atita ku manepakauchha tume nice

  • @GaneswarRout-lx3gf
    @GaneswarRout-lx3gf Год назад +1

    So nice poem

  • @manoramamuduli5555
    @manoramamuduli5555 Год назад +1

    Ama piladin Gita Thank you

  • @OdiaKaraokeOldisGold
    @OdiaKaraokeOldisGold 2 года назад +2

    Ati sundar 👌

  • @manassahoo5718
    @manassahoo5718 Год назад +1

    Jay maa kalijai

  • @aluvaarjanjena1204
    @aluvaarjanjena1204 Год назад +4

    Excellent Effort by Ashok Bal 👌👍

  • @sunilkumarrout1788
    @sunilkumarrout1788 Год назад +10

    Childhood memories ❤️

  • @debarchannaik8898
    @debarchannaik8898 Год назад +3

    Very sweet voice.

  • @chhabilatadevi5604
    @chhabilatadevi5604 2 года назад +4

    Jay Jagannath

  • @sureshchandrajena9134
    @sureshchandrajena9134 Год назад +6

    Thank you so much for your melodious tone with perfect note. God bless you.

  • @baikuntharautaray4737
    @baikuntharautaray4737 Год назад +2

    Best singer.

  • @chandrasekharbehera7295
    @chandrasekharbehera7295 Год назад +1

    School carrier very beautiful career that song is in my school carrier reading to you outstanding performance your singing very nice

  • @raghumaninayak9593
    @raghumaninayak9593 Год назад +2

    🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @taranisahu713
    @taranisahu713 2 года назад +3

    Nice song

  • @ranjansahu4730
    @ranjansahu4730 Год назад +6

    Old
    Gold
    🎉❤

  • @banamalibarik8097
    @banamalibarik8097 Год назад +2

    Nicee

  • @dhaneswarrout4711
    @dhaneswarrout4711 Год назад +1

    ପିଲା ଦିନର ଗୀତ

  • @Dakshya143toall
    @Dakshya143toall Год назад +2

    Emotional song but my favourite odia song❤❤❤ miss u sir

  • @ashokkumarpandia9630
    @ashokkumarpandia9630 Год назад +1

    Feri ba ki sovamayee go Tora lupta gouraba. Trupta gouraba nuhan. Otherwise a very nice poem and composition. Remind the childhood school time.❤

  • @mamatakhadanga9797
    @mamatakhadanga9797 Год назад

    Sundara

  • @New_on_YouTube001
    @New_on_YouTube001 Год назад +1

    Very nice old is gold
    Hariom ❤❤❤

  • @rabindrapadhy896
    @rabindrapadhy896 Год назад +1

    କବିତାର ନାଁ ଥିଲା କଆଳଇଯଆଈଋ ସଧ୍ୟା

  • @jayanandadas6936
    @jayanandadas6936 Год назад +2

    ❤ song

  • @pravakarsahoo2075
    @pravakarsahoo2075 Год назад +3

    1976 old is gold ❤

  • @jyotiranjanpanda1367
    @jyotiranjanpanda1367 2 года назад +4

    Ati sundar thank you🙏 my favorite song

  • @bibhutibhusanpanda2818
    @bibhutibhusanpanda2818 Год назад +3

    Very nice voice.wish you all the best.