Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଛୋଟ ପିଲା ବେଳ କଥା ମନେ ପଡିଗଲା😢😢😢😢😢 beautiful song ❤❤❤❤❤
ବହୁତ ବଢ଼ିଆ, ମନେ ପଡ଼ିଗଲା ସ୍କୁଲ୍ ବେଳ କଥା....
ଏହି ଗୀତଟି ଶୁଣିବା ପରେ,ପିଲା ଦିନର କଥା ମନେ ପଡୁଛି।
ପିଲା ଦିନର ଅଭୁଲା ଚିରସ୍ମରଣୀୟ ସାହିତ୍ୟ ବହିର ଲେଖା ଟି, ସେ ଦିନ କଥା ମନେ ପଡ଼ିଲେ ଯେମିତି ଇଛା ହେଉଛି ଆଉ ଥରେ ଫେରି ଆସନ୍ତା କି ପିଲା ଦିନ 😢😢🙏🏻
बहुत सुन्दर भजन प्रस्तुति सुन्दर गायन शैली विडियो अपलोड धन्यवाद राधे राधे ♥️♥️
ଏଇ ଗୀତ ଏବେ ବି ମୋର ମନେ ଅଛି ଆମେ ପିଲା ଦିନ ପଞ୍ଚମ ଶ୍ରେଣୀ ରେ ପଢ଼ୁ ଥିଲୁ ସତରେ ଏଇ ଗୀତ ଶୁଣି ଲେ ପିଲା ଦିନ ର କଥା ମନେ ପଡ଼ିଯାଏ
Reality of chilika .❤❤❤
Panchama nuha 6th re
@@pramodbehera2651 hnn 6th
👍👍❤️❤️
Bhaii 5th ..4th re thila ..re
ବହୁତ୍ ସୁନ୍ଦର୍ ଗୀତ ପିଲା ଦିନ ମନେ ପଡ଼ୁଚି
Saumya Shriବହୁତ,ଭଲଗାଉଛି,କୁନି,ନମିତାବଗବାନତମକୁଭଲରେ,ରଖତୁ❤❤❤
ସୌମ୍ୟା ର ଭିଡିଓ କୁ ବହୁତ ଡେରି ରେ ସିଦ୍ଧାର୍ଥ ଟିଭି ଛାଡୁଛି.
j ex etc 😢
@@SupravaDas-y5t I could not understand your language.
Jay Jagannath, very nice voice soumyashree thekua tukutuku
ଖୁବ ସୁନ୍ଦର ଚମତ୍କାର ପରିବେଷଣ 🎉🎉
ସୋମ୍ୟା ଶ୍ରୀ ❤❤❤ଜୟ ଜଗନ୍ନାଥ ସ୍ବାମୀ 🙏♥️♥️
I am very happy hearing this song.Because I was reading this song in primary class.Thanks you very much.
ବହୁତ ସୁନ୍ଦର। ମୋର ପିଲା ଦିନ କଥା ମନେପଡିଲା। ଯେତେବେଳେ ଆମେ ପଞ୍ଚମ ଶ୍ରେଣୀରେ ପଢୁଥିଲୁ ସାହିତ୍ୟ ବହିର ଏ ପଦ୍ୟ ଟି ଥିଲା, ବିଷୟ ର ନାମ ଥିଲା " କାଳିଜାଈ ରେ ସନ୍ଧ୍ୟା"। ଏ ଗୀତ କୁ ବାରମ୍ବାର ଆବୃତ୍ତି କରି ମନେରଖିଥଲି। ଏବେ ପୁରୁଣା ସ୍ମୃତି ମନେପଡିଯାଉଛି।
After long long years I got an opportunity to hear this song.Thank you.
ଏହି ଗୀତ ଟିକୁ ଆମ ସାର୍ ଓ ଆମ ଦିଦି ବୋହୁତ ସୁନ୍ଦର ଭାବରେ ଗାଇ ଆମକୁ ବୁଝାଉ ଥିଲେ କୁଆଡେ ଚାଲିଗଲା ସେ ଦିନ ଏହାର ଚିତ୍ର ମଧ୍ୟ କହୁଥିଲେ ଆମକୁ 😊❤❤❤
କଳି ଯାଇରେ ସନ୍ଧ୍ୟା 🙏
Soumya lam well acquainted with your past performance in Sidhartha TV.Really Out Standing and God gifted.Keep it on.God bless You.Golak Mohanty,Bhadrak
ଏ ଗୀତ ଶୁଣି ପିଲା ବେଳ କଥା ମନେ ପଡେ i miss you
ରାଧେ ରାଧେ ଅତିସୁନ୍ଦର 🎉🎉🎉🎉🎉❤❤❤❤
90s early 00s knows this song very well...not only a song but also emotion for us......se pila dinoro smurti...❤
Soumya is no.1 .Future of Odisha pride .
ଖୁବ ସୁନ୍ଦର👈
The great devotional song from your voice is really superb. May Lord jagannath bless you for your bright future. Thanks.
ସବୁ comment ପଢିଲି ସବୁ ଠିକ୍ ଅଛି ଯେ ଏ ବାଜା ଆଉ music ନ ବଜୁଥିଲେ ଆଉ ଅଧିକ ସୁନ୍ଦର ଲାଗିଥାନ୍ତା
Miss my childhood ☹️ satare ki sundar thila se pila dina ra smruti sabu 😔😔😔😔😔😔
ସତେକି ମୋପିଲାଦିନ ମୋଆଗରେ ଛିଡାହୋଇଗଲା ଏଗୀତଟିମୋଆଖିରେ ଲୁହ ଆଣିଦେଲା
ମନେ ପଡ଼ିଯାଏ ଆଜି ବି ସେ ପିଲାଦିନ ବହୁତ ମନେପଡେ ସ୍କୁଲ ସମୟ
Best soumyashree Mandhur sora ❤❤❤
ଏହି ଗୀତଟି ପଞ୍ଚମ ଶ୍ରେଣୀ ସାହିତ୍ୟ ବହି ରେ ଥିଲା। ସେତେବେଳେ ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥିଲି, ପଞ୍ଚମ ଶ୍ରେଣୀର ବଡ଼ ଦିଦି ଏବଂ ଭାଈ ମାନେ ଯେତେବେଳେ ଗାଉଥିଲେ, ଶୁଣିବାକୁ ବହୁତ୍ ଭଲ ଲାଗୁଥିଲା।ଆଉ ଏବେ ପୁଣିଥରେ Mobile ରେ ଶୁଣୁଛି।❤❤❤2024
ଓଡ଼ିଆ ସାହିତ୍ୟ ବହିର ସମସ୍ତ ପଦ୍ୟ ହୃଦୟ ସ୍ପର୍ଷି ଦୟା କରି ଆହୁରି ଅନେକ ପଦ୍ୟ ୟୁଟୁବ୍ ରେ ଅପଲୋଡ଼ କରିଲ ଭଲ ହେଇଥାନ୍ତା।
Right👍
Beautiful voice keep on going soumya beta God bless you.
ବହୁତ ବଢିଆ 👍👍
ତୃତୀୟ ଶ୍ରେଣୀ କଥା ମନେପକାଇ ଦେଲ❤
୪ଥ ଶ୍ରେଣୀ ର ପଦ୍ୟ
Very nice song Amara chota belara sahitya bahhire padithilu au kichi kahuni Mane mu bahutt imotional laguchi mote ilike Hartley super very nice
ପିଲା ବେଳ କଥା ମନେ ପଡି ଗଲା 😌
ପୁରୁଣା ଦିନର ସୁନ୍ଦର ମନଛୁଆଁ ଗିତ
Aga time ra a Gita 5th class re thila but ama bele nathila but Gita ti bohut bhala Lage ❤❤❤❤❤❤❤ thank you so much sister god bless you ❤❤❤
4th re thila ..2007 🙃
ବହୁତ୍ ଭଲ
ପିଲାଦିନର କବିତା ଗୁଡ଼ିକ ଵ ହୁ ତ ମ ନେଅଛି ମୋର
4 ର୍ଥ ଶ୍ରେଣୀ କlଳିଯାଇରେ ସନ୍ଧ୍ୟା
ଅତି ସୁନ୍ଦର୍ କଣ୍ଠ ସ୍ବର
Dil Khuso Heigala real Nice song Dil se Dil tak❤
ନାରାୟଣ
Bahut sweet somyashree
Ati sundar gita piladinarasuruti
ଭଲ
I like your all programmes , Thanks✌
Superb performance fabulous outstanding soulful singing soumya
Atisundar....❤❤❤❤❤
Very nice.God bless you Betaa
Bahut Sundar song & singer , touch my heart 💜
Very beautiful song & sweet voice ❤️
Nice little sister god bless ❤❤
Very good Nani good morning ❤❤
Bahut bhal lagu thila jete bele Ame padhu thini❤❤
Soumya shree bahut sundar gauchu ma tate eswar saha huantu re ma tu odisha re khub na kare
remember sweet memories ❤Nice padya
All the best sister
Bahut smruti ethire❤
ସୁନ୍ଦର ସ୍ଵର
Very nice 👍👍 good morning
❤❤
Jai shree Ram
Very natural song. Heart touch
Very nice song, God bless you
Very very good.
Wowwwwww😮😮😮😮😮
Bahuta sundar
Kalijaire sandhya
Very good poem
My sweet heart Jaan Soumya Shree 🥰❤️🔥💜🥀💕🌹🎵🎸🏆🎖️🕺🏻💃🏻👍🏻
👌👌 good song
Nice song dii ❤❤❤❤❤❤❤❤❤
Biutiful voice
👍😊👌
Mu bi padhi thhili. Amo school bahi re thhila.
Beautiful very Very nice thanks from RUKMINI PRODUCTION 🎉🎉🎉
Piladina Katha Mane pakaidela nice
Miss you my school
Very nice
Nice soumasri song is greate
👍👍👍👍👍
Very nice song
Childhood memories ❤
Ati sundar kabita
I love you songs 😍😢😢😢😢😢
Very very nice👍👍👍
Yes it was our school time song
Child hood memory
Beutiful song
Very nice video. Somiya sri achaajay
Missing shool time ❤❤❤
❤ very beautiful ❤
Ba mama mo puruna sruti Mane pakeidel
Beautiful song
Beautiful voice
Mu ahi gitati fegarret
ଫେରିବକି ଶୋଭା ମୟୀ ଗି ତୋର ଲୁପ୍ତ ଗୌରବ, ,,, ଏଇଟା କହିଲାନି
Beauty full voice ❤❤
ଛୋଟ ପିଲା ବେଳ କଥା ମନେ ପଡିଗଲା😢😢😢😢😢 beautiful song ❤❤❤❤❤
ବହୁତ ବଢ଼ିଆ, ମନେ ପଡ଼ିଗଲା ସ୍କୁଲ୍ ବେଳ କଥା....
ଏହି ଗୀତଟି ଶୁଣିବା ପରେ,
ପିଲା ଦିନର କଥା ମନେ ପଡୁଛି।
ପିଲା ଦିନର ଅଭୁଲା ଚିରସ୍ମରଣୀୟ ସାହିତ୍ୟ ବହିର ଲେଖା ଟି, ସେ ଦିନ କଥା ମନେ ପଡ଼ିଲେ ଯେମିତି ଇଛା ହେଉଛି ଆଉ ଥରେ ଫେରି ଆସନ୍ତା କି ପିଲା ଦିନ 😢😢🙏🏻
बहुत सुन्दर भजन प्रस्तुति सुन्दर गायन शैली विडियो अपलोड धन्यवाद राधे राधे ♥️♥️
ଏଇ ଗୀତ ଏବେ ବି ମୋର ମନେ ଅଛି ଆମେ ପିଲା ଦିନ ପଞ୍ଚମ ଶ୍ରେଣୀ ରେ ପଢ଼ୁ ଥିଲୁ ସତରେ ଏଇ ଗୀତ ଶୁଣି ଲେ ପିଲା ଦିନ ର କଥା ମନେ ପଡ଼ିଯାଏ
Reality of chilika .❤❤❤
Panchama nuha 6th re
@@pramodbehera2651 hnn 6th
👍👍❤️❤️
Bhaii 5th ..4th re thila ..re
ବହୁତ୍ ସୁନ୍ଦର୍ ଗୀତ ପିଲା ଦିନ ମନେ ପଡ଼ୁଚି
Saumya Shriବହୁତ,ଭଲଗାଉଛି,କୁନି,ନମିତାବଗବାନତମକୁଭଲରେ,ରଖତୁ❤❤❤
ସୌମ୍ୟା ର ଭିଡିଓ କୁ ବହୁତ ଡେରି ରେ ସିଦ୍ଧାର୍ଥ ଟିଭି ଛାଡୁଛି.
j ex etc 😢
@@SupravaDas-y5t I could not understand your language.
Jay Jagannath, very nice voice soumyashree thekua tukutuku
ଖୁବ ସୁନ୍ଦର ଚମତ୍କାର ପରିବେଷଣ 🎉🎉
ସୋମ୍ୟା ଶ୍ରୀ ❤❤❤ଜୟ ଜଗନ୍ନାଥ ସ୍ବାମୀ 🙏♥️♥️
I am very happy hearing this song.Because I was reading this song in primary class.Thanks you very much.
ବହୁତ ସୁନ୍ଦର। ମୋର ପିଲା ଦିନ କଥା ମନେପଡିଲା। ଯେତେବେଳେ ଆମେ ପଞ୍ଚମ ଶ୍ରେଣୀରେ ପଢୁଥିଲୁ ସାହିତ୍ୟ ବହିର ଏ ପଦ୍ୟ ଟି ଥିଲା, ବିଷୟ ର ନାମ ଥିଲା " କାଳିଜାଈ ରେ ସନ୍ଧ୍ୟା"। ଏ ଗୀତ କୁ ବାରମ୍ବାର ଆବୃତ୍ତି କରି ମନେରଖିଥଲି। ଏବେ ପୁରୁଣା ସ୍ମୃତି ମନେପଡିଯାଉଛି।
After long long years I got an opportunity to hear this song.Thank you.
ଏହି ଗୀତ ଟିକୁ ଆମ ସାର୍ ଓ ଆମ ଦିଦି ବୋହୁତ ସୁନ୍ଦର ଭାବରେ ଗାଇ ଆମକୁ ବୁଝାଉ ଥିଲେ କୁଆଡେ ଚାଲିଗଲା ସେ ଦିନ
ଏହାର ଚିତ୍ର ମଧ୍ୟ କହୁଥିଲେ ଆମକୁ 😊❤❤❤
କଳି ଯାଇରେ ସନ୍ଧ୍ୟା 🙏
Soumya lam well acquainted with your past performance in Sidhartha TV.Really Out Standing and God gifted.Keep it on.God bless You.Golak Mohanty,Bhadrak
ଏ ଗୀତ ଶୁଣି ପିଲା ବେଳ କଥା ମନେ ପଡେ i miss you
ରାଧେ ରାଧେ ଅତିସୁନ୍ଦର 🎉🎉🎉🎉🎉❤❤❤❤
90s early 00s knows this song very well...not only a song but also emotion for us......se pila dinoro smurti...❤
Soumya is no.1 .Future of Odisha pride .
ଖୁବ ସୁନ୍ଦର👈
The great devotional song from your voice is really superb. May Lord jagannath bless you for your bright future. Thanks.
ସବୁ comment ପଢିଲି ସବୁ ଠିକ୍ ଅଛି ଯେ ଏ ବାଜା ଆଉ music ନ ବଜୁଥିଲେ ଆଉ ଅଧିକ ସୁନ୍ଦର ଲାଗିଥାନ୍ତା
Miss my childhood ☹️ satare ki sundar thila se pila dina ra smruti sabu 😔😔😔😔😔😔
ସତେକି ମୋପିଲାଦିନ ମୋଆଗରେ ଛିଡାହୋଇଗଲା ଏଗୀତଟିମୋଆଖିରେ ଲୁହ ଆଣିଦେଲା
ମନେ ପଡ଼ିଯାଏ ଆଜି ବି ସେ ପିଲାଦିନ
ବହୁତ ମନେପଡେ ସ୍କୁଲ ସମୟ
Best soumyashree
Mandhur sora ❤❤❤
ଏହି ଗୀତଟି ପଞ୍ଚମ ଶ୍ରେଣୀ ସାହିତ୍ୟ ବହି ରେ ଥିଲା। ସେତେବେଳେ ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥିଲି, ପଞ୍ଚମ ଶ୍ରେଣୀର ବଡ଼ ଦିଦି ଏବଂ ଭାଈ ମାନେ ଯେତେବେଳେ ଗାଉଥିଲେ, ଶୁଣିବାକୁ ବହୁତ୍ ଭଲ ଲାଗୁଥିଲା।ଆଉ ଏବେ ପୁଣିଥରେ Mobile ରେ ଶୁଣୁଛି।❤❤❤2024
ଓଡ଼ିଆ ସାହିତ୍ୟ ବହିର ସମସ୍ତ ପଦ୍ୟ ହୃଦୟ ସ୍ପର୍ଷି ଦୟା କରି ଆହୁରି ଅନେକ ପଦ୍ୟ ୟୁଟୁବ୍ ରେ ଅପଲୋଡ଼ କରିଲ ଭଲ ହେଇଥାନ୍ତା।
Right👍
Beautiful voice keep on going soumya beta God bless you.
ବହୁତ ବଢିଆ 👍👍
ତୃତୀୟ ଶ୍ରେଣୀ କଥା ମନେପକାଇ ଦେଲ❤
୪ଥ ଶ୍ରେଣୀ ର ପଦ୍ୟ
Very nice song Amara chota belara sahitya bahhire padithilu au kichi kahuni Mane mu bahutt imotional laguchi mote ilike Hartley super very nice
ପିଲା ବେଳ କଥା ମନେ ପଡି ଗଲା 😌
ପୁରୁଣା ଦିନର ସୁନ୍ଦର ମନଛୁଆଁ ଗିତ
Aga time ra a Gita 5th class re thila but ama bele nathila but Gita ti bohut bhala Lage ❤❤❤❤❤❤❤ thank you so much sister god bless you ❤❤❤
4th re thila ..2007 🙃
ବହୁତ୍ ଭଲ
ପିଲାଦିନର କବିତା ଗୁଡ଼ିକ ଵ ହୁ ତ ମ ନେଅଛି ମୋର
4 ର୍ଥ ଶ୍ରେଣୀ କlଳିଯାଇରେ ସନ୍ଧ୍ୟା
ଅତି ସୁନ୍ଦର୍ କଣ୍ଠ ସ୍ବର
Dil Khuso Heigala real Nice song Dil se Dil tak❤
ନାରାୟଣ
Bahut sweet somyashree
Ati sundar gita piladinarasuruti
ଭଲ
I like your all programmes , Thanks✌
Superb performance fabulous outstanding soulful singing soumya
Atisundar....❤❤❤❤❤
Very nice.
God bless you Betaa
Bahut Sundar song & singer , touch my heart 💜
Very beautiful song & sweet voice ❤️
Nice little sister god bless ❤❤
Very good Nani good morning ❤❤
Bahut bhal lagu thila jete bele Ame padhu thini❤❤
Soumya shree bahut sundar gauchu ma tate eswar saha huantu re ma tu odisha re khub na kare
remember sweet memories ❤
Nice padya
All the best sister
Bahut smruti ethire❤
ସୁନ୍ଦର ସ୍ଵର
Very nice 👍👍 good morning
❤❤
Jai shree Ram
Very natural song. Heart touch
Very nice song, God bless you
Very very good.
Wowwwwww😮😮😮😮😮
Bahuta sundar
Kalijaire sandhya
Very good poem
My sweet heart Jaan Soumya Shree 🥰❤️🔥💜🥀💕🌹🎵🎸🏆🎖️🕺🏻💃🏻👍🏻
👌👌 good song
Nice song dii ❤❤❤❤❤❤❤❤❤
Biutiful voice
👍😊👌
Mu bi padhi thhili. Amo school bahi re thhila.
Beautiful very Very nice thanks from RUKMINI PRODUCTION 🎉🎉🎉
Piladina Katha Mane pakaidela nice
Miss you my school
Very nice
Nice soumasri song is greate
👍👍👍👍👍
Very nice song
Childhood memories ❤
Ati sundar kabita
I love you songs 😍😢😢😢😢😢
Very very nice👍👍👍
Yes it was our school time song
Child hood memory
Beutiful song
Very nice video.
Somiya sri achaajay