ଧୀରେ ଘେନ କାନନରେ | Dhire Ghena Kananare - Heart touching Odia Bhajan - Shiba Prasad Dash (Siba nana)

Поделиться
HTML-код
  • Опубликовано: 6 сен 2024
  • Song : Dhire Ghena Kananare ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
    --------------------------------
    Create Your Reels Here :- bit.ly/3HdMYrb
    --------------------------------
    ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
    ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ । କଳା ମାଣିକରେ !
    ନିଧନ ସଙ୍ଖାଳି ମୋର (ରେ) ଦରିଦ୍ର ପସରା
    ଅନ୍ଧର ଲଉଡ଼ି ବାବୁ(ରେ) ହୃଦ ରତ୍ନ ହାରା । କଳା ମାଣିକରେ !
    ମୋ ଜୀବ ଜୀବନ ତୁହି (ରେ) ନୟନ ପ୍ରତିମା
    ତୋତେ କି ପାସୋରି ହେବ(ରେ) ମୋର ସୁଖ ସୀମା । କଳା ମାଣିକରେ !
    ଡରୁଥାଉ ଅନ୍ଧାରକୁ(ରେ) ରଖିଥାଉ ଗୋରୁ
    ଜନକ ଜନନୀ ସୁଖ କାହିଁପାଇଁ ସାରୁ । କଳା ମାଣିକରେ !
    ବୃଦ୍ଧକାଳେ ତୁ ମୋହର(ରେ) ଏକଇ ନନ୍ଦନ
    ହୃଦ-ତାପ-ବିନାଶନେ(ରେ) ତୁ ହରି ଚନ୍ଦନ । କଳା ମାଣିକରେ !
    --------------------------------
    Sri Sri Jagannath Stuti by Soulful Heart touching singer Sibanana
    Singer : Shiva Prasad Dash (Siba nana)
    Lyrics : Abhimanyu Samantasinghara
    Music Director : Shiba Prasad Dash
    Video Artist :
    Album : Madhaba Hey Kala Madhaba
    Album No : SM - 4285
    Music Label : Sidharth Music
    ------------------------------------------------------- #sibananabhaja #sibanana #sidharthbhakti #sidharthtv #sidharthmusic #sitaramagrawal #namitaagrawal #jayjagannath ଭଜନ ସମାରୋହ ରେ ଶିବ ନନାଙ୍କୁ ନେବା ପାଇଁ ଚାହୁଁ ଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ : 7008310559

Комментарии • 874

  • @villagevloger242Amar
    @villagevloger242Amar Год назад +41

    ଏଇ କବିତା ଟି ଲେଖିଛନ୍ତି ଆମରି ମାଟିରେ ଜନ୍ମ୍ ଆମରି ଗ୍ରାମ ଲୋକ ସିଏ ଶ୍ରୀ ଅଭିମନ୍ୟୁ ସାମନ୍ତସିଂହାର ଯିଏ ଜାଣିଛନ୍ତି ଗୋଟେ like hou ❤️❤️❤️❤️🙏

  • @aswinikumardash2237
    @aswinikumardash2237 Час назад +1

    ଖୁବ୍ ସୁନ୍ଦର କଣ୍ଠଶିଳ୍ପୀ, ଭାବପୂର୍ଣ୍ଣ ଲାଗୁଛି I ଧନ୍ୟବାଦ ଆଜ୍ଞା I

  • @bhagyadharparida4446
    @bhagyadharparida4446 2 года назад +180

    କିଏ କିଏ ସପ୍ତମ ଶ୍ରେଣୀ ରେ ପଢ଼ିଛ ଏହି ଭଜନ ଲାଇକ କର
    Old memories of 7th class 2012

  • @lokanathdas5246
    @lokanathdas5246 Год назад +25

    ବହୁତ ଭଲ ଲାଗୁଛି ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଏବଂ କଣ୍ଠ ଅତୀବ ପ୍ରିୟ ଓଡ଼ିଆ ଭାଷା ଅଟେ।

  • @ChaitanyacharanPanda
    @ChaitanyacharanPanda Год назад +20

    ବହୁତ ବହୁତ ଧନ୍ୟବାଦ ପୁରୁଣା ସ୍ମୃତିକୂ ଉଜ୍ଜୀବିତ କରିଥିବାରୁ।

  • @chinmayrout7255
    @chinmayrout7255 Год назад +14

    ଆପଣକଂ କଣ୍ଠସ୍ବର ରେ ସରସ୍ୱତୀ ବିଦ୍ୟମାନ। ପ୍ରଣାମ ଆପଣଙ୍କ ସ୍ରଷ୍ଟାଙ୍କୁ।

  • @sobhasundarpatra4824
    @sobhasundarpatra4824 2 года назад +8

    ପୂଜ୍ୟସ୍ପଦ ଆପଣ ସରସ୍ୱତୀ ଙ୍କ ବରପୁତ୍ର ଆପଣ ଆପଣଙ୍କୁ ବହୁତ ଧନ୍ୟବାଦ ନମସ୍କାର

    • @sobhasundarpatra4824
      @sobhasundarpatra4824 2 года назад

      ସପ୍ତମ ଶ୍ରେଣୀ ପ୍ରଥମ ଚାପ୍ଟର

  • @pmohanty9622
    @pmohanty9622 2 года назад +77

    ଶିବନନା ଆପଣଙ୍କୁ ପ୍ରଣାମ...ପିଲାଦିନେ ଷଷ୍ଠ କି ସପ୍ତମ ଶ୍ରେଣୀରେ ଏଇ ଗୀତଟି ଆମ ସାହିତ୍ୟ ବହିରେ ଥିଲା... ମନେ ପକେଇଦେଲେ...
    ଜୟ ଶ୍ରୀକୃଷ୍ଣ,🙏

    • @user-fh9tw7mi2c
      @user-fh9tw7mi2c 2 года назад +7

      ସପ୍ତମ ଶ୍ରେଣୀ , ସାହିତ୍ୟ ବହିରେ ଥିଲା

    • @bhimagouri7190
      @bhimagouri7190 2 года назад +4

      ଗିତ ଶୁଣିବାରୁ ବହୁତ୍ ଖୁସି ଲାଗିଲା.🙏

    • @jadunathdas9706
      @jadunathdas9706 2 года назад +2

      Jai srikrishna

    • @rishikesh4340
      @rishikesh4340 2 года назад +1

      ସପ୍ତମ ରେ ଥିଲା

    • @narendraparida5708
      @narendraparida5708 2 года назад +2

      Jay shree krusnn

  • @sanjuktabhuyan6507
    @sanjuktabhuyan6507 2 года назад +73

    ଶିବ ନନାଙ୍କ ହରିବଂଶ ପ୍ରୋଗ୍ରାମ ଅତି ଉଚ୍ଚ କୋଟିର ହେଇଛି । କୃଷ୍ଣ ଓ ଯଶୋଦା ଙ୍କୁ ନେଇ ଭଜନଟି ଅତି ସୁନ୍ଦର । ଶିବନନାଙ୍କୁ ନମସ୍କାର ଓ ଅନେକ ଅନେକ ଧନ୍ୟବାଦ ।🙏🙏🙏🙏👌👌👌👌👌

  • @RR-wp8jt
    @RR-wp8jt 2 года назад +23

    ଅତି ସୁନ୍ଦର 👌ସ୍କୁଲ୍ ବେଳ ମନେ ପଡ଼ିଗଲା
    ଏଭଳି ଶୃତିମଧୁର ସର୍ଜନା ପାଇଁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କୁ ଜୁହାର 🙏🙏

  • @user-us4mk3jq9f
    @user-us4mk3jq9f Год назад +6

    କାହିଁକି କେଜାଣି ଏ ଭାଜନ ଟି ନ ଶୁଣିଲେ ଲେ ଦିନ ଟି ଭଲରେ ଯାଉନାହିଁ ଧନ୍ୟବାଦ ଶିବ ସାର୍ 🙏

  • @bholanathnaik2684
    @bholanathnaik2684 Год назад +11

    ବହୁତ ଭଲ ଲାଗୁଛି, "ଅl ହା "ମନ ପୁରା ମୁଗ୍ଧ ହେଉଛି l

  • @user-jz4nd6cz9z
    @user-jz4nd6cz9z 7 месяцев назад +10

    ବହୁତ ଭଲ ଶିବ ନନା

  • @sandhyaranidehury9460
    @sandhyaranidehury9460 8 месяцев назад +4

    My childhood memories ❤❤
    ମୋ ପିଲା ଦିନ ବହିରେ ଥିଲା ମୁଁ କେତେ ଗାଇ ନାଚେ
    🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kumarjeet1251
    @kumarjeet1251 2 года назад +13

    ଅତି ସୁନ୍ଦର ଗୀତ ଆଜ୍ଞା, ମନ ମୁଗ୍ଧ ହେଇଗଲା ଆପଣଙ୍କ କଣ୍ଠରେ ଗୀତଟି ସୁଣିଲା ପରେ🙏🙏🙏ବହୁତ ବହୁତ ଧନ୍ଯବାଦ ଆଜ୍ଞା

  • @BishnukumarBaral-es6gx
    @BishnukumarBaral-es6gx Год назад +6

    ଗାଇବାର ଭାବଧାରା ବହୁତ ସୁନ୍ଦର

  • @Pratapkumarmaharana2518
    @Pratapkumarmaharana2518 Год назад +21

    ଅତି ଉଚ୍ଚ କୋଟିର 🌹ପ୍ରଭୁ ଶ୍ରୀକୃଷ୍ଣ ଭଗବାନ ମାତା ଯଶୋଦା ଙ୍କ ବାତ୍ସଲ୍ୟ ଭାବ ❤️ହୃଦୟସ୍ପର୍ଶି
    ଓଁ ନମୋ ଭଗବତେ ବାସୁଦେବାୟ 🙏

  • @viewsgodlevel5557
    @viewsgodlevel5557 2 года назад +2

    ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କର କାଳଜୟୀ ରଚନା ର କଳା ମାଣିକରେ ଗୀତ ଟି ଶୁଣି ମନ ଶାନ୍ତ ହୋଇଗଲା।
    ମଦନମୋହନ ସାମଲ ଉପସହ କାରାପାଳ ମାଳିକା ବିଶାରଦ ରାଜନୀତି ବିଶାରଦ ସମାଜ ସେବୀ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତି।

  • @karunakaratuku8304
    @karunakaratuku8304 2 года назад +2

    ନନା ବହୁତ ସୁନ୍ଦର । ଶବ୍ଦ ଟିକେ ନୁଆ ମିଶିଯାଇଛି ଗୋଟିଏ ଗୋଟିଏ ଯାଗାରେ ସେମିତି ଲାଗୁଛି ।

  • @royaldhaba4784
    @royaldhaba4784 7 месяцев назад +4

    ଜୟ ଜୟ ଶ୍ରୀ ରାଧେଶ୍ୟାମ ଅତ୍ୟନ୍ତ ମନୋରମ ସୁ ମଧୁର ଶିବନନାଙ୍କ କଣ୍ଠସ୍ୱର

  • @MANASPARIDA-vo1gh
    @MANASPARIDA-vo1gh 3 месяца назад +3

    ରାଧେ ରାଧେ 🦚🦚🙏🙏

  • @chinmayrout7255
    @chinmayrout7255 Год назад +7

    ଇଶ୍ଵର ତୃପ୍ତ ଆତ୍ମା ରୁ ବିଦଗ୍ଧ କଣ୍ଠ ସ୍ୱର । ଭଗବାନ ଙ୍କ ଆତ୍ମାରେ ବି ଛାପ ଛାଡି ଦେଈ ପାରେ।

  • @narayanasahu7149
    @narayanasahu7149 21 день назад

    ଅତି ସୁନ୍ଦର 1984 /85ମସିଆ ସାହିତ୍ୟ ପାଠ ର ଅତି ସୁନ୍ଦର 👌👏👏👏

  • @shashankbehera3490
    @shashankbehera3490 2 года назад +25

    ମାର ବାତ୍ସଲ୍ୟ ମମତା ର ଅପରୂପ ନିଦର୍ଶନ ଏହି ସଙ୍ଗୀତଟିରେ,ଶିବନାନାଙ୍କ ଯାଦୁଗରି କଣ୍ଠ ରେ ସଙ୍ଗୀତ ଟି ଅତି ମନମୁଗ୍ଧକର ଲାଗୁଚି।ଜୟ ଜଗନ୍ନାଥ 🙏🙏🙏

  • @sasmita4171
    @sasmita4171 Год назад +41

    ମନରେ ଯେତେ କ୍ରୋଧ ଥିଲେ ସବୁ କିଛି ଦୂରେଇଯିବ.. ଏ ଭଳି ସଂଗୀତ ଶୁଣିଲେ... ସତରେ ଆମ ଓଡିଶା ଭୂମି ମହାନ, ଏମିତି ମହାତ୍ମା ସଙ୍ଗୀତଜ୍ଞ ମାନଙ୍କ ଆଗମନରେ... 🙏💐💐💐💐🙏

  • @tlgaming2380
    @tlgaming2380 2 года назад +2

    ଅତି ସୁନ୍ଦର ଶିବ ନନା ଆପଣଙ୍କୁ କୋଟି କୋଟି ପ୍ରଣାମ।

  • @chinmayasahoo4805
    @chinmayasahoo4805 2 года назад +2

    ଅତିସୁନ୍ଦର ଭଜନ , କିନ୍ତୁ ଭଜନର ବାକ୍ୟ ଗୁଡିକ ଆହୁରି ସ୍ପଷ୍ଟ ହବା ଆବଶ୍ୟକ ଥିଲା , ମୋ ମତରେ ।

  • @bijaykumarprusty2597
    @bijaykumarprusty2597 Год назад +2

    ସୁନ୍ଦର ପରିବେଶଣ

  • @sasmitatarasia6841
    @sasmitatarasia6841 3 месяца назад +2

    Hare krushna hare Krushna krushna krushna hare hare hare rama hare rama rama rama hare hare

  • @chintamaninaik3538
    @chintamaninaik3538 Год назад +1

    ନନା ବହୁତ ସୁନ୍ଦର ହୋଇଛି,ହୃଦୟ କୁ ଛୁଇଲା।

  • @upendrapaikaray
    @upendrapaikaray 22 дня назад

    ମୁ ଗର୍ବ ଅନୁଭବ କରେକି ଓଡ଼ିଆ ହୋଈ ଜନ୍ମ ନେଇଥିବାରୁ ଜୟ ଶ୍ରୀ ନୀଳମାଧବ

  • @binobapradhan3848
    @binobapradhan3848 2 года назад +2

    ବହୁତ ସୁନ୍ଦର ଗୀତ ପୁରୁଣା

  • @sauribandhabsi4471
    @sauribandhabsi4471 2 месяца назад +1

    ସପ୍ତମ ଶ୍ରେଣୀରେ ଏହି କଵିତାଟି ଆମେ ପଢିଥିଲୁ କିନ୍ତୁ ସ୍ୱରର ମଧୁରତା ଟିକକ ପାଇନଥିଲୁ।ନନା ଆପଣଙ୍କ ଭଜନ ମାଧ୍ୟମରେ ସଂଧ୍ୟା ସମୟରେ କଵିତାଟିକୁ ଵାରମ୍ଵାର ଶୁଣିଵାକୁ ଇଛ୍ଛା ହୁଏ।

  • @padmajasankhua6455
    @padmajasankhua6455 2 года назад +1

    ବାଃ ବଢିଆ ହୋଇଛି।

  • @kshiroddas8440
    @kshiroddas8440 2 года назад +34

    ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡ଼ିଲା ଭଳି ଭଜନ,ଭଜନ ନୁହେଁ ତ ମହାପ୍ରସାଦ ଯିଏ ଶୁଣିବ ସିଏ ପ୍ରେମ ରେ ପଡ଼ିବ ,ନିସ୍ତବ୍ଧ ,ଅବିଶ୍ଵସନୀୟ ।

    • @sidhantabehera6875
      @sidhantabehera6875 11 месяцев назад +3

      ହଁ ରୀତି ଯୁଗ ର କବି ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ କବି ଙ୍କ ର ଲେଖା ଅତ୍ୟନ୍ତ ସରସ ସୁନ୍ଦର ଏବଂ ଆକର୍ଷଣୀୟ। ଶିବ ନନା ଙ୍କ ସ୍ଵର ରେ ସ୍ଵତନ୍ତ୍ରତା ପରିଲକ୍ଷିତ ହୁଏ। ମୁଁ ମଧ୍ୟ ଯେତେବେଳେ ଟ୍ୟୁସନ ରେ ସପ୍ତମ ଶ୍ରେଣୀ ପିଲା ଙ୍କୁ ସାହିତ୍ୟ ପଢାଉଥିଲି ଏହିପରି ଆବୃତ୍ତି କରି ଗାଇଥିଲି ଏବଂ ଶିଖେଇ ଥିଲି। ଧନ୍ୟବାଦ ଶିବ ନନା ଏବଂ ସିଦ୍ଧାର୍ଥ ଟିଭି। ବହୁତ କିଛି ଶିଖିଛି ଶିବ ନନା ଙ୍କ ଭଜନ ରୁ। 🙏

  • @sumantakumardash7928
    @sumantakumardash7928 2 года назад +1

    ସୁନ୍ଦର ଗୀତ, ପିଲାଦିନ କଥାମନେ ପକାଇଲେ ଆପଣ,,,

  • @anildasyadab8411
    @anildasyadab8411 Год назад +3

    ଜୟ ଶ୍ରୀକୃଷ୍ଣ 🙏ଅତି ସୁନ୍ଦର

  • @indranidash6216
    @indranidash6216 2 года назад +2

    ମୋ କଳାମାଣିକରେ 😘

  • @lokanathdas5246
    @lokanathdas5246 Год назад +2

    ଆମ ପାଇଁ ଏକ ପାରମ୍ପରିକ ପୁରାତନ ଗୀତ ହୃଦୟ ଜିଣିବାକୁ ସମର୍ଥ ଅଟେ ଏବଂ କଣ୍ଠ ଅତୀବ ରହସ୍ୟମୟ ଅଟେ ଏହା ଈଶ୍ବରଙ୍କ ଦାନ। ସହ ତାଙ୍କ ପିତାଙ୍କ ଠାରୁ ଆସି ଅଛି।

  • @santoshkumarpatra9859
    @santoshkumarpatra9859 2 года назад +17

    ଆଖିରୁ ଲୁହ ଆସିଯାଉଛି ନନା 🙏 ବହୁତ ସୁନ୍ଦର 🙏

  • @dharmendradalei9497
    @dharmendradalei9497 2 года назад +3

    ସିବନ ନାଙ୍କୁ ଅନ୍ୟବାଦ

  • @ManojBehera-tz9un
    @ManojBehera-tz9un Месяц назад

    Mo nana Jai jagannath radhe Krishna

  • @prashantpalei361
    @prashantpalei361 2 года назад +1

    ଭଲ ଲାଗୁଚି ଭାବଭରା କନ୍ଠ

  • @user-zv8ik9uk9l
    @user-zv8ik9uk9l 5 месяцев назад +1

    Ehi vajanti kanthara madhurjya pain ete madhura lagila ,Satare AME ehaku class re padhithilu. Ta aji sunilabele ati sundar lagila.❤❤❤❤❤❤❤❤❤❤❤❤❤.

  • @rajendramohapatra1990
    @rajendramohapatra1990 2 года назад +135

    ନନା ଏ ଗୀତଟି ଆପଣଙ୍କ କଣ୍ଠ ରେ ବହୁତ ଶ୍ରୁତି ମଧୁର ଲାଗୁଛି କିନ୍ତୁ ମୋର ଏକ ନିବେଦନ ଆପଣ ଶ୍ରୀ ରାମ ଙ୍କ ନୌ ଯାତ୍ରା ବିଷୟଟି ଉପେନ୍ଦ୍ର ଭଞ୍ଜଙ୍କ ର ଗାଆନ୍ତୁ ବହୁତ ଭଲ ହେବ ମୁ ଆଶା କରୁଛି🙏।

  • @nabakishorekhuntia507
    @nabakishorekhuntia507 Год назад +1

    ଜଗତର ନାଥ ଜଗନ୍ନାଥ ଆପଣଙ୍କୁ ଶଙ୍ଖେ ପୂରାଇ ଘଣ୍ଟ ଘୋଡ଼ାଇ ଚକ୍ରେ ଆଢ଼ୁଆଳେ ରଖିଥାନ୍ତୁ ହେ ମହାପ୍ରଭୁ ଶ୍ରୀଜଗନ୍ନାଥ

  • @niranjanbadatya4466
    @niranjanbadatya4466 11 месяцев назад +1

    Jaya Srikrishna.

  • @subashbehera7466
    @subashbehera7466 8 месяцев назад +2

    ଜୟ ଜଗନ୍ନାଥ ପ୍ରଭୁ ❤❤❤ ଜୟ ଶ୍ରୀ କୃଷ୍ଣ ❤

  • @banashreemuduli5020
    @banashreemuduli5020 2 года назад +6

    ବହୁତ୍ ସୁନ୍ଦର।ଜୟ ପରମ ପିତା।

  • @nahakkrushna1422
    @nahakkrushna1422 2 года назад +1

    ଜୟ ଜଗନ୍ନାଥ ସାର ଆପଣଙ୍କୁ ଆପଣ ଙ୍କ ପ୍ରୋଗ୍ରାମ ଙ୍କୁ ଦେଖି ଅତି ସୁନ୍ଦର ବହୁତ ଖୁସି ଲାଗିଲା ସାର ଭଜନ ସୁଣି ବହୁତ ନମସ୍କାର

  • @sipundas9474
    @sipundas9474 2 года назад +1

    ଜୟ, ଜଗନ୍ନାଥ ସ୍ବାମୀନୟନପଥଗାମୀ, ଭବତୁ ମେ।

    • @sipundas9474
      @sipundas9474 2 года назад +1

      ରାଧେ, ରାଧେ। କୃପାଳୁ ଜୀ
      ଚରଣେଶରଣମ।

  • @gopabandhunayak82
    @gopabandhunayak82 2 года назад +1

    ମହାନ୍ ଅଭିମନ୍ୟୁ ସାମନ୍ତ ସିଂହାର ଧନ୍ୟ ଗାୟକ ସିବନାନ ଆଜି ମା ପୁଅ ର ବସଲ୍ୟ ସେଂହ କହି।

  • @jchoudhury274
    @jchoudhury274 2 года назад +3

    Bahut sundar bhajan haichi sir thank you

  • @user-pl8hv1yy6i
    @user-pl8hv1yy6i Год назад +11

    I love your all shree Jagannath and shree krishna Bhajan really heart touching and your voice nd your immotional for lord Jagannath.

  • @ashokpatra3654
    @ashokpatra3654 2 года назад +1

    ଆହାକି ସୁମଧୁର

  • @sanjaymuduli6493
    @sanjaymuduli6493 3 дня назад

    You are the best ❤❤ best regards ❤ remaining my childhood memories.

  • @klcreation3420
    @klcreation3420 2 года назад +8

    ଅତି ସୁନ୍ଦର ଭାବରେ ସଂଗୀତଟିକୁ ଗାଇଛନ୍ତି, ଧନ୍ୟବାଦ 🙏👍🏻👌🕉🚩

  • @prasannasamantaray808
    @prasannasamantaray808 2 года назад +5

    ବହୁତ ଭଲ ପୁରୁଣା ଗୀତ

  • @iswarsahu9519
    @iswarsahu9519 2 месяца назад

    Jay shree Krishna radhe radhe 🙏🙏

  • @dhirenbiswal5558
    @dhirenbiswal5558 2 года назад +3

    ବହୁତ ସୁନ୍ଦର ପରିବେଷଣ ଜୟ ଜଗନ୍ନାଥ 🙏🙏🙏

  • @sunilpradhan1026
    @sunilpradhan1026 Год назад +1

    ବହୁତ ସୁନ୍ଦର ଲାଗିଲା

  • @prasantakumarsahu4518
    @prasantakumarsahu4518 2 года назад

    ଵହୁତ ସୁନ୍ଦର ଉପସ୍ଥାପନା ।

  • @ranjitjenaranjitjena6371
    @ranjitjenaranjitjena6371 Год назад +1

    Very nice video bhajan 🙏 Jay shree Krishna namo

  • @nandighoshbhoi
    @nandighoshbhoi Год назад +1

    ବାର ବାର ବାରୁଥାଇ ଯିବାପାଇଁ ବନେ☑️

  • @user-fh9tw7mi2c
    @user-fh9tw7mi2c 2 года назад

    ହରି ହରି ବୋଲ 🙏🙏🌹🙏🙏🙏🙏🌹🌹🌹🌹

  • @kunjamohanmishra69
    @kunjamohanmishra69 2 года назад +51

    ଅତି ମନୋଲୋଭା। ଶିବ ନନା ଆପଣଙ୍କୁ କିପରି ଧନ୍ୟବାଦ୍ ଜଣାଇବି ବୁଝି ପାରୁ ନାହିଁ।ଜୟ ଜଗନ୍ନାଥ।ଏ ଭଳି ଖଣ୍ଡେ ଖଣ୍ଡେ ହେଲେ ଯେତେ ମନ ଦୁଃଖ ହେଲେ ଭୁଲି ଯିବା।

  • @dreamboyManas
    @dreamboyManas 4 месяца назад

    Dhanya Baad ❤

  • @jayjagannath8022
    @jayjagannath8022 2 года назад +4

    God bless you sir. Mu kebala apananka vajan sunuchhi.

  • @simarnnayak4355
    @simarnnayak4355 2 года назад +2

    OM JAY SHREE RADHA KRISHNA.
    OM JAY JAGANNATH. 🙏🌹🙏🌹🙏
    HRUDAY SWARAS GITA. BEAUTIFUL VOICE.. 🙏🌹🙏🌹🙏PADMALAYA NAYAK PARALAKHEMUNDI GAJAPATI NAMASTE 🙏🌹🙏🌹🙏

  • @prasannakumardas5419
    @prasannakumardas5419 5 месяцев назад +1

    ଏହି ଗୀତ ପାଇଁ ମୁଁ ସ୍କୁଲରେ ମାଡ଼ ଖାଇଲିନି

  • @lalitmahabhoi4291
    @lalitmahabhoi4291 8 месяцев назад

    ସୁନ୍ଦର ଅତି ସୁନ୍ଦର ଭଜନ ସତରେ ନନା ଆପଣଙ୍କ ଗୀତ ରେ ଭାବ ଅଛି ଆପଣଙ୍କୁ ହୃଦୟ ରୁ ମୋର ପ୍ରଣାମ ଜୟ ଜଗନ୍ନାଥ

  • @thashankarsamshankarsae6433
    @thashankarsamshankarsae6433 Год назад

    Very very happy interesting tha Lord song Nice song ❤❤❤❤❤🙏🙏🙏

  • @benudharpuhan232
    @benudharpuhan232 2 года назад

    Jaya Jaya radhe krishna

  • @rabindrakumarswain2487
    @rabindrakumarswain2487 2 года назад +7

    Dharma ra heu Jaya sri ram gomata ra raksha heu sundara gita bhajana 🌻🙏👍banchi rahu a bhakti bhaba bhajana🙏

  • @nilamanimeher3420
    @nilamanimeher3420 2 года назад

    Wah beautiful fealing

  • @abhi-ik5kz
    @abhi-ik5kz Год назад

    Bahut bhala lagila dhanyawad sir

  • @user-jd4yk3oh8n
    @user-jd4yk3oh8n День назад

    Badia goth heichi nana

  • @user-wq1gq7on6r
    @user-wq1gq7on6r 2 года назад

    ବନ୍ଧୁ ଆପଣଙ୍କୁ ପ୍ରଣାମ । ଈଶ୍ୱରଙ୍କ କୃପାରୁ ଆପଣ ଏକ ସୁନ୍ଦର କଣ୍ଠ ପାଇଛନ୍ତି । ସଙ୍ଗୀତ ପରିବେଷଣର ଶୈଳୀ ଓ ଭାବପ୍ରବଣତା ମଧ୍ୟ ଉଚ୍ଚକୋଟୀର ନିଶ୍ଚୟ । କିନ୍ତୁ ବନ୍ଧୁ ମୋର ଏକ ଛୋଟ ଅନୁରୋଧ, ଏହିଭଳି ପାରମ୍ପରିକ ସଙ୍ଗୀତ ଗୁଡିକୁ ପରିବେଷଣ କରିବା ସମୟରେ ଟିକିଏ ମୂଳ ପାଣ୍ଡୁଲିପି କୁ ଦେଖି ସଠିକ ଭାବେ ପରିବେଷଣ କଲେ କେମିତି ହୁଅନ୍ତା ? ଆଶାକରୁଛି ପରବର୍ତ୍ତୀ ସମୟରେ ଆମକୁ ନିରାଶ କରିବେ ନାହିଁ।

  • @bijayamohanty6365
    @bijayamohanty6365 4 месяца назад

    ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @ramkumarpadhan8729
    @ramkumarpadhan8729 Год назад

    ମୁଁ ରାତି ଶୋଇବା ଆଗରୁ ଏଇ ଗୀତ କୁ ଶୁଣେ ବହୁତ୍ ଭଲ ଲାଗେ .... ଆତ୍ମା କୁ ଶାନ୍ତି ଲାଗେ । ହୃଦୟରୁ ଧନ୍ୟବାଦ୍

  • @tapeswarsahoo3468
    @tapeswarsahoo3468 4 месяца назад

    Jay Sri Radhe Krishna🙏❤

  • @surendramajhi2862
    @surendramajhi2862 2 года назад +3

    ଆପଣଙ୍କ କଣ୍ଠ ସୁର ବହୁତ ସୁନ୍ଦର sir

  • @madhusudanpadhi9899
    @madhusudanpadhi9899 2 года назад

    Your the best ମୋ ନିଜ କଥା 🙏🙏

  • @shasimeher7559
    @shasimeher7559 2 года назад +2

    Jay shri krishana

  • @bishnukeshdishiri6530
    @bishnukeshdishiri6530 2 года назад

    ପିଲାଦିନ କଥା ମନେ ପଡିଗଲା ସ୍କୁଲ ରେ 7ମ ଶ୍ରେଣୀରେ ପଢ଼ୁଥିଲି

  • @rdmirdha2372
    @rdmirdha2372 2 года назад

    Bahut sundar mana khushi heigala bhajanna mruta suni

  • @nandalaljena8121
    @nandalaljena8121 2 года назад +4

    Super fantastic mind blowing and heart touching 🇮🇳🇮🇳🇮🇳🇮🇳

  • @sarojkumarnayak9266
    @sarojkumarnayak9266 Год назад

    ଆହାଃ ହୃଦୟସ୍ପର୍ଶୀ

  • @RatnakarSethi-eh6ok
    @RatnakarSethi-eh6ok 3 дня назад

    What a peaceful song ❣️❣️❣️❣️

  • @dwitikrushnapradhan5002
    @dwitikrushnapradhan5002 2 года назад

    ଵହୁତ ସୁନ୍ଦର 👌👌👌

  • @jagannathkharsel2851
    @jagannathkharsel2851 2 года назад +2

    wah herttuching .very beautiful

  • @gajanannaik6096
    @gajanannaik6096 Год назад

    Nana pranam.sweet voice.

  • @kailashchandrarout2551
    @kailashchandrarout2551 2 года назад

    ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ।

  • @astrologerchandanpanda3607
    @astrologerchandanpanda3607 2 года назад

    ଓମ୍ ନମ୍ଃ ଶିବାୟ ।

  • @sasmitapadhy.9213
    @sasmitapadhy.9213 2 года назад +3

    Dhanyabad sir

  • @dushmantamallik1915
    @dushmantamallik1915 Год назад

    Das sir,. apankar awaz re e song bahut mana chhuan ,...🙏🙏🙏

  • @ramachandrachoudhury2586
    @ramachandrachoudhury2586 6 месяцев назад +1

    Vari naci good singare

  • @jaminisamal202
    @jaminisamal202 2 года назад

    Ati sundara bhajana

  • @All-rounder3j
    @All-rounder3j Год назад +2

    proud to be bidagdha kabi abhimanyu samanta singar ... & siba nana icon of jajpur..

  • @yudhisthirmohanta799
    @yudhisthirmohanta799 Месяц назад

    So nice!It was taught in class -vii when I was a student.It should be reincluded in our textbooks.