From the core of my heart, Kuni Namita should be the winner.... Really I fully impressed with Kuni Namita... What a melodious voice. May God bless you Soumyashree, it's a golden opportunity to show your hidden talent.... No one was known about you, but in course of time and blessings of God you are now in everyone's heart.... Keep it up Kuni Namita
Beautiful voice soumya sree... heartly like you....up coming odisha star girl.. next generation you have star in odisha sure in our challenge..plz updaod you sung mp3
Love ur voice kuni soumya I have repeatedly listened ur song 5 times .u have a magical voice jhia.love uh n wish uh all d best girl.so kind hearted and down to earth
Thank God and the judges....🙏Jai Jagannath.Somyashree , It's a golden opportunity and perfect blessed time to fulfil the dreams of self and your mother. Keep in more and more practice, need a dedication with a hard work for lightening your future smoothly. We are waiting...God bless you a lot. From Kolkata, west bengal.
Very cute child she has born world as a god i will pray sri jagannath for bright future though i am tamil nadu state but her voice is brilliant i have listen 10times
Soumyashree is the example for every one..Just watch her audition round nd mega audition..She was still in waiting list..But now how grooming his performance nd finally won the title..nvr loss confidence..🙌🙌
What a voice ,what a talent what magical voice ,what a creative,what a emotion , outstanding mind blowing, fantabulous ,we have no power to judge this voice , 🙏🙏🙏 god bless you
Within a few days viewer of this video will cross the original video of Namita agrawal. Amazing..... Unbelievable voice of Soumya touches the core of heart also the lyrics of the song is the best for her.
ବହୁତ ବଡ଼ିଆ 👌👌
ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ଦୀର୍ଘାୟୁ କରନ୍ତୁ । ଜୀବନ ରେ ଏତେ ଏତେ ଆଗକୁ ଯାଅ ପରିବାର ପାଇଁ ଓଡିଶା ପାଇଁ ଗର୍ବ ଆଣ
Hii
Nhchk
God bless you
ସତରେ କୁନି ନମିତା ର କଣ୍ଠସ୍ୱର ମନ ମୋହି ନେଲା। ବହୁତ୍ ବହୁତ୍ ଧନ୍ୟବାଦ୍ ବେଟା
ବହୁତ୍ ସୁନ୍ଦର ଗୀତ ଭଉଣୀ ଜଗନ୍ନାଥଙ୍କ ଠାରେ ମୋର ପ୍ରଥାନା ସବୁ ବେଳେ ତମକୁ ଖୁସିରେ ରଖନ୍ତୁ
ବହୁତ ସୁନ୍ଦର କୁନି ନମିତା ଅଗ୍ରୱାଲ ସୌମ୍ୟାଶ୍ରୀ ଆଚାଯ୍ୟ ଏତେ ସୁନ୍ଦର ଲାଗୁଛି ଯେମିତି ମା ସରସ୍ୱତି ତାଙ୍କ କଣ୍ଠରେ ବସିଛନ୍ତି
ବହୁତ ଭଲ ଲାଗିଲା
ସବୁବେଳେ ଇଚ୍ଛା ହେଉଛି ସୁଣି ବାକୁ
👌👌👌👌 Super voice
Right bro
❤❤❤❤❤❤like
ସତରେ ଯେମିତି ମାଁ ସରସ୍ୱତୀଙ୍କ ସ୍ଵର ତାଙ୍କର ଗଳାରେ ବସିଛନ୍ତି। 🙏🙏🙏
ବହୁତ ବଡିଆ ଗାଇଲା। 😍🥰😍🥰
Nice 👌👌👌👌👍👍👍👍👍
Right
🤦🏻
Very good Soumya shree
Nice
ସୋମ୍ୟଶ୍ରୀଙ୍କ ସ୍ବର ଭାରି ମଧୁର। ଆଗକୁ ତାଙ୍କ ଭବିଷ୍ଯତ ଉଜ୍ଜ୍ବଳ ମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। କୁନି ନମ୍ରତାଙ୍କ ସ୍ବରରୁ ଜଗନ୍ନାଥ ଭଜନ ଶୁଣି ମୁଁ ଭାରି ଆନନ୍ଦିତ। ❤❤❤❤❤❤❤❤❤❤
Joy jagarnath🙏🙏🙏
ମାଆ ବାପା ବହୁତ୍ ପୂଣ୍ୟ କରିଛନ୍ତି,ଏମିତି ଝିଅ ପାଇଛନ୍ତି,ଶୁଣିଲେ ମନ ମୁଗ୍ଧ ହେଇଯାଉଛି , ଅତି ସୁନ୍ଦର
Op
Hmm
ଜଗନ୍ନାଥହ ଗିତରେ ବହୁତ ବଢିଆ ଖାଇଲେ ଜଗନ୍ନାଥଙ୍କ ପାଖରେ ଏତିକି ଅଳିତାଙ୍କ ଚଲାପଥ ମଂଗଳ ମୟ ହେଉ ଜ ଇଜଗନ୍ନାଥ
Bahut bhala gauchha god bless you beta
ସତରେ କୁନି ନାମିତ ତମ ସ୍ୱର ବୋହୁତ ସୁନ୍ଦର। ଧନ୍ୟ ସେ ବାପା ଆଉ ମା । ଜଗନ୍ନାଥ ତମକୁ ଭଲରେ ରଖନ୍ତୁ।
Very nice 👍 God bless you 👍👍👍
ଆଗକୁ ଆହୁରି ଯାଆ ଏତିକି ଭଗବାନ୍ ଙ୍କ ପାଖରେ ମୋର ପ୍ରାର୍ଥନା ସୌମ୍ୟା ଶ୍ରୀ
ଅତି ଚମତ୍କାର! ମୋ ଜୀବନରେ ଏତେ ସୁନ୍ଦର ସ୍ଵର ଆଉ କାହାଠାରୁ ଶୁଣିବାକୁ ପାଇନାହିଁ। ସୁନ୍ଦର ଚେହେରା ଓ ଶାନ୍ତ ଶିଷ୍ଟ ସ୍ବଭାବ ର କୁନି ପିଲାଟି, ଭଗବାନ କରନ୍ତୁ ତୁ ଦିନେ ବଡ଼ ମଣିଷ ହବୁ ଆଉ ଏମିତି ଜନ ମନରେ ହସ ଫୁଟେଇ ଦବୁ।
ଶ୍ରୀ ଜଗନ୍ନାଥ ତୁମକୁ କୋଟି ପରମାୟୁ ଦିଅନ୍ତୁ । ଆଶା କରୁଛୁ, ସାରା ଦେଶ ବିଦେଶରେ ତୁମ ନାମ ପ୍ରଚାର ଓ ପ୍ରସାର ହେବ। ବହୁତ ସୁନ୍ଦର ସ୍ୱର।
🎊🎈🎊ଅଭିନନ୍ଦନ ସୌମ୍ୟାଶ୍ରୀ 🎊🎈🎊
🙏🙏ଜୟ ଜଗନ୍ନାଥ ସ୍ୱାମୀ🙏🙏
ଜୟ ଜଗନ୍ନାଥ🙏🙏🙏
Congratulations beta love u...finally winner hoegala🥰😘👌. Bahut khusi laguchhi. God bless u..
Excellent performance
Joy Jaggarnath
Nice very nice
Performance
Joy Jagannath
ମୁକୁଟ ରାଣୀ ସୌମ୍ୟା ଭଉଣୀ
କୁନି ନମିତା ସେ ମଉଡମଣୀ
ଗୀତ ଶୁଣି ସ୍ରୋତା ବକ୍ତା ଓ ବିଚାରକ
ସାରା ଓଡ଼ିଶା ହୋଇଲା ବିମୋହିତ
ଝିଅ ହୋଇଲ ତୁମେ ଜଗାର ସତ
ପ୍ରଶଂସା ମିଳୁଛି ସାରା ଜଗତ
ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏
ରାଇଜ କହିଲା ଜଗାର ଝିଅ
ଜଗାର ଵଢିଲା ମମତା ସୁଅ
କଅଁଳ ହୃଦୟ କମଳ ହୃଦେ
ଝିଅ ନ ଜିତିଲେ ବାପକୁ ଵାଧେ
ମହାପ୍ରଭୁଙ୍କ ର ଧରମ ସୁତା
ହୁଅନ୍ତା କେଅବା ଜଗତଜିତା
..cm..zb bmbccc@@likudash9762
@@likudash9762 bz .c.
.
@@likudash9762 c
ଅତି ସୁନ୍ଦର କଣ୍ଠ. ମା ସରସ୍ବତୀ ସର୍ବଦା ସହାୟ ହୁଅନ୍ତୁ.
Speechless,no doubt She will be next future of music industry,God bless her
ଅତି ସୁନ୍ଦର କହିବାକୁ କିଛି ଭାଷା ନାହିଁ 👌🏻👌🏻👌🏻 , ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ତମ ଉପରେ ଥାଉ ଧନ ଆହୁରି ଆଗକୁ ଯାଅ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା 🙏🏻ଜୟ ଜଗନ୍ନାଥ 🚩🙏🏻
ଜୟ ଜଗନ୍ନାଥ 🙏👍👌ବହୁତ ବଢିଆ.. ଧନ୍ୟବାଦ ଝିଅ.. ଦୀର୍ଘାୟୁ ଭବ 💐💐😍😄
ବହୁତ ବଢିଆ ଗୀତ ଗାଇଲ ସତରେ ତମେ ହିଁ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ🙏🙏
ତୁମ ଭଳି ଜଣେ କୁନିପ୍ରତିଭା ଯେଉଁ ବାପା ମାଆ ଙ୍କ କୋଳମଣ୍ଡନ କରିଛି ଧନ୍ୟ ଧନ୍ୟ ସେ ପିତା ମାତା ।ପ୍ରଭୂ ଜଗନ୍ନାଥ ସ୍ବାମୀ ତୁମର ମଙ୍ଗଳ କରନ୍ତୁ , ତୁମର ଭବିଷ୍ୟତ ଉଜ୍ଜ୍ୱଳ ହେଉ ।
Vo ne men
Lo
Jun
Jim
Jun
JJ
Wow nice
@@umakantnayak9106 666
Bbjk
0
Soumyashree nka sabu performance 100/100👌.❤️ All the best Kuni Namita Agrawal.
ବହୁତ ସୁନ୍ଦର ବୋଲିଚି ଏଇ କୁନି ଝିଅ ଟି ମୋର ଆଶା କି ତୁ ବହୁତ୍ ଆଗକୁ ଯିବୁ ଆଉ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତୋ ଉପରେ ସବୁବେଳେ ଥାଉ god bless u 🥰🎉❤️😘
ବହୁତ ଭଲ ଲେଖା ଛୋଟ ନମିତା କଣ୍ଠଦାନ ବହୁତ ସୁନ୍ଦର 👌👌👌👌
Thank you Siddhartha Tv.
ଛୋଟ ଛୋଟ ପିଲା ଙ୍କୁ ନେଇ ନୂତନ ପ୍ରତିଭା ଖୋଜିବା ର ପ୍ରୟାସ।
ପୁରୁଖା ପୁରୁଖା ଦକ୍ଷ ସଙ୍ଗୀତ ଗାୟକ ଗାୟିକା ଙ୍କୁ ନେଇ ଜଜ୍ କରା ଯାଇଛି। Thank you ନମିତା ମାଡାମ. I am your good fan. Every morning I woke up with your sweet Odia bhajan.
କିନ୍ତୁ ଅନ୍ୟ ଟିଭି ଚାନେଲ ମାନଙ୍କୁ ଅନୁରୋଧ ଯେତେବେଳେ କୌଣସି ରିଅଲିଟି ସୋ ରେ ଜଜ୍ ଙ୍କୁ ଆମନ୍ତ୍ରଣ କରୁଛନ୍ତି ଏମିତି ଦକ୍ଷ ବ୍ଯକ୍ତିତ୍ୱ କୁ ଡାକନ୍ତୁ।
ରଜ କୁଇନ, ଲିଟିଲ ଡାନ୍ସ ପରି କେତେ ସୋ ରେ କାଲି ଆସିଥିବା ଲୋକ କୁ ଜଜ୍ ସିଟ ରେ ବସେଇ ଦେଲେ, ଆଉ ଫାଲଟୁ ଡାଇଲଗ ସୁଣି ବାକୁ ଖରାପ ଲାଗେ। Deba, Pupi, Prakut, Eli, Riy, ଗୋଟେ ଫିଲ୍ମ ରେ ମୁହଁ ଆସି ଗଲା,ହେଇଗଲେ ଜଜ୍।କେବେ ଲୋକ ମାନଙ୍କ ର କମେଣ୍ଟ ଦେଖନ୍ତୁ। ସେ ଜଜ୍ ଙ୍କୁ ଲୋକ ଏତେ ଘୃଣା କରନ୍ତି।
ଏମାନଙ୍କ ଅପେକ୍ଷା "ରଜ ର ରାଜା " କମେଡି ବହୁତ ଭଲ ଲାଗେ। 😀
ଓଡିଶା ରେ ବହୁ ପୁରୁଖା କଳାକାର ଅଛନ୍ତି ସେମାନଙ୍କୁ ଜଜ୍ ସିଟ ରେ ବସାନ୍ତୁ।
ଆପଣ ଙ୍କ ର ଏହି ସୋ ଟି ୧୦୦% ଭଲ ଲାଗୁଛି। ସମସ୍ତ ଜଜ୍ ଙ୍କୁ ପ୍ରଣାମ🙏
Se
Mu janithili somyasri winner heba ,God bless you beta love u so much.
ଅତି ସୁନ୍ଦର. ମହାପ୍ରଭୁ ଜଗନ୍ନାଥ ତୁମକୁ ଦୀର୍ଘାୟୁ ଜୀବନ ଦିଅନ୍ତୁ. ଜୟ ଜଗନ୍ନାଥ
ବହୁତ ସୁନ୍ଦର ଲାଗିଲା କୁନି ଝିଅ ତୋ ଗୀତ 💐💐💐💐
ଜେତେ ଥର ଶୁଣିଲେ ଷେତେଥର ଶୁଣିବାକୁ ଇଛା ହୁଏ ସଉମ୍ୟାସ୍ରୀ ଙ୍କ କଣ୍ଠ ରେ ଗୀତ,,,,,, ନୁଆ ଗୀତ ନୁଆ କଣ୍ଠ ରେ ଭଜନ ଶୁଣି ବାକୁ ବହୁତ ଇଚ୍ଛା ଜୟ ଜଗନ୍ନାଥ 🙏
Very nice
Mor maa
0
@@bktuku205 👌👌👌
Saroj Barik Bargarh odisa ps sohel
ଭଗବାନ ଆଶୀର୍ବାଦ ରୁ ଏହା ସମ୍ଭବ ଯେଉଁ ପିଲା ପ୍ରଥମ ଅଡିସନରେ ହାତରେ ଗୀତଲେଖି ପଢିକି ଗାଉଥିଲା ସେ ଆଜି winner ,ବାଃ ଚମତ୍କାର
Hn
Hmm 💯
Thik katha kahila
ବିଶ୍ୱାସ କରି ହେଉନି, ଗୀତର ଶବ୍ଦ ଗୋଟି ଗୋଟି କରି ପରିଷ୍କାର ଶୁଭା ଯାଉଛି
ବହୁତ ସୁନ୍ଦର କଣ୍ଠ ଯିଏ ବି ସୁଣିବ ମନ ଖୁସିରେ ଭରିଯିବ 🥰🥰 ଜୟ ଜଗନ୍ନାଥ ସ୍ବାମୀ
ମା ସୌମ୍ୟା ବହୁତ ସୁନ୍ଦର ଆଗରୁ ବି ଆଜିବି ସବୁବେଳେ ହୃଦୟ କୁ ଛୁଇଁ ଥାଏ ତୋର ସୁମଧୁର ସଂଗୀତ ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ l
Hrudayaku Chuinla best of luck swomyashree juniayr namita agrawal jagannatha ra krupa hei tome bahut agaku jao
God bless you
Beautifull soumya, nice super voice
And you , thank you for this song singing , ଭଗବାନ ତୁମ ଲକ୍ଷ୍ୟ କୁ ପୂରଣ କରନ୍ତୁ
Right
ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଗୁହାରି ତୁମ ଚଲା ପଥ କୁ କୁସୁମିତ କରନ୍ତୁ 👌🙏🏻
Unbelievable!! Such a performance is witnessed for the first time. Hats off to you. Lots of wishes to you, your mentor and your parent
ଈଶ୍ୱର ଏମିତି ସ୍ୱର ତୁମ କଣ୍ଠରେ ଭରି ଦେଇଛନ୍ତି ଶୁଣିଲେ ଖୁସିରେ ସ୍ପନ୍ଦନ ସୃଷ୍ଟି ହେଉଛି । ମୋ ପରି ଅଗଣିତ ଦର୍ଶକଙ୍କ ଶୁଭ କାମନା ତୁମ ସହିତ ଅଛି । ଜୟ ଜଗନ୍ନାଥ ।
ruclips.net/video/6fKS8rDl6XI/видео.html.
Ko
@@janakipanda1931 (
V
@@gagandasbynow4645 ko ko ko pl
Little Soumyashree 👍👍👍👍👍 outstanding performance 👍👍👍 Your voice is so sweet 👍
ସାନ ଭଉଣୀର performance ଅତି ସୁନ୍ଦର ଏବଂ ଅତୁଳନୀୟ, ପ୍ରଭୁ ଜଗନ୍ନାଥ ତାଙ୍କୁ ଏମିତି ଆଗେଇ ନିଅନ୍ତୁ ମୋର ଏତିକି ପାର୍ଥନା
ruclips.net/video/6fKS8rDl6XI/видео.html.
@@janakipanda1931 we ca
Hyy
V
Atyà
Speechless ........ bahut sundar ..... Jai jagannath 🙏🙏🙏🙏🙏🙏🙏.....
ସୌମ୍ୟାଶ୍ରୀ ସାନ ଭଉଣୀଟିଏ । ବହୁତ୍ ବହୁତ୍ ଭଲ ଗାଇଲ । ଆମ ସମସ୍ତଙ୍କ ଆଶୀର୍ବାଦ ତୁମ ଉପରେ ଅଛି । ଆଗକୁ ମଧ୍ୟ ଏମିତି ସୁନ୍ଦର ସୁନ୍ଦର ଗୀତ ଗାଇ ତୁମ ନାମ ଉଜ୍ଜ୍ୱଳ କର । Goddess Bless you 👍👍👍👌
Huge respect to her Aunty (Bada Mama) who has promised to try her best for SOUMYASREE. Look her emotion.... Like her own mother
ସୌମ୍ୟା ଜମେଇ ଦେଲ ରେ 👌👌👌👌ସଂଗୀତମୟ ସୁଭବିଷ୍ୟତ
Very very nice
Thanks
Dhananjay Mohanty very sweet song
@@sonudash6811 Yb
Very clear voice with clear notes 🎶.... mind-blowing...keep up beta... Mahadev baba bless you ❤🎉
ସତରେ ସେ କୁନି ନମିତା ବହୁତ ସୁନ୍ଦର voice 👌😍😘
👌👌👌
Congratulations soumya... really I'm very happy cz u r winning this grand show...god bless u soumya 👍👍👍
ସମ୍ୟା ଶ୍ରୀ ତୁମକୁ ବହୁତ ଧନ୍ୟବାଦ୍ ମୋ ପ୍ରଭୁ ଗୀତ ଗାଇ ଥିବାରୁ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 💐 ସମସ୍ତ ଓଡ଼ିଶା ବାସିଙ୍କୁ ଶୁଭ ସକାଳ 💐
ସାର୍ ମୁଁ ଆପଣଙ୍କର ସବୁ ୟୁଟ୍ୟୁବ ଭିଡିଓ ଦେଖେ।
ମୁଁ ଆପଣଙ୍କର ବହୁତ୍ ବଡ଼ ଫ୍ୟାନ 🙏🏼
ନମସ୍କାର ସାର୍
ଆପଣଙ୍କୁ ମଧ୍ୟ ସୁଭ ସକାଳ 🙏🏼
Sir apana nka video mo jiban badaleichi.
From the core of my heart, Kuni Namita should be the winner.... Really I fully impressed with Kuni Namita... What a melodious voice. May God bless you Soumyashree, it's a golden opportunity to show your hidden talent.... No one was known about you, but in course of time and blessings of God you are now in everyone's heart.... Keep it up Kuni Namita
👍🏾
@@odigaming977 7
Wow super
Dhanya Dhanya Tume 🙏#Jagannath ...au Dhanya Tumar Vakta Gana ....Outstanding performance.... #Somyashree 🙏#Sidharthtv & your entire Team .
Thank YOu
@@OfficialSidharthTV Most welcome Siddharth Babu
Samyad
ସୁନା ଝିଅ ତୁମର କଣ୍ଠ ରେ ମା ସରସ୍ବତୀ ଅଛନ୍ତି ଆଗକୁ ଆହୁରି ଯାଅ ଭଗବାନ ତୁମର ଚଲା ପଥକୁ କୁସୁମିତ କରନ୍ତୁ
Baajhiati Abe tharu kunimamita hooechi tahele a bada hela kana hooecha❤❤😜🤪❤🤪❤
Beautiful voice soumya sree... heartly like you....up coming odisha star girl.. next generation you have star in odisha sure in our challenge..plz updaod you sung mp3
Mora kuni namita ku mora ashirwad 🙌so sweet voice 😍😍🥰 so lovely voice 😍🤗❤️😘🤗 kete sundara voice 🥰🥰🥰🥰🥰❤️❤️❤️❤️ god bless you mama
N chiranjibi Choudhury Baunsalundi Bhanjanagar Sri Jagnntha Mahaprabhu somyasri nku Bhala re Rakhantu
Future Best singer of the odia industry.
God bless you ...sister
Love ur voice kuni soumya I have repeatedly listened ur song 5 times .u have a magical voice jhia.love uh n wish uh all d best girl.so kind hearted and down to earth
Bahut bahut sundara bhauni also clean and sweet voice .... God bless you
🙏ଜୟ ଜଗନ୍ନାଥ ଅତି ସୁନ୍ଦର ମନକୁ ଶାନ୍ତି ଦେଉଥିବା ଏହି ଗୀତ
ଗୀତର ଲେଖା ସଙ୍ଗୀତ ଆଉ କଣ୍ଠ ରେ ନମିତା ମ୍ୟାମ ଙ୍କ ଘରେ ଘରେ ଲୋକ ପ୍ରିୟ ଗୀତ ସମସ୍ତ କର୍ମ କର୍ତାଙ୍କୁ ମଧ୍ୟ ଧନ୍ୟବାଦ ଜୟ ଜଗନ୍ନାଥ 🙏
Re
ସୌମ୍ୟାଶ୍ରୀ , ବହୁତ୍ ବଢିଆ ଗାଇଲ । 💕💓💞
Outstanding Singing Beta. Keep it up. God bless you.
Odisha no 1 singer of soumyashree best best voice
Jagarnath nka jhioo sounya joy jagarnath🙏🙏🙏
Bahut sundar voice Dhana tamar god bless you Dhana❤️❤️❤️❤️
Thank God and the judges....🙏Jai Jagannath.Somyashree ,
It's a golden opportunity and perfect blessed time to fulfil the dreams of self and your mother. Keep in more and more practice, need a dedication with a hard work for lightening your future smoothly. We are waiting...God bless you a lot. From Kolkata, west bengal.
00000
00000
..
ବହୁତ ସୁନ୍ଦର ଗୀତ ଯିଏ ବି ଏ ଗୀତ ଶୁଣିବ ତା ମନ ଭିତରେ ଥିବା ସବୁ ଦୁଶ୍ଚିନ୍ତା ଦୂର ହୋଇଯିବ ଏବଂ ତା ମନ ଭକ୍ତିରେ ଭରିଯିବ 🙏🙏 ଜୟ ଜଗନ୍ନାଥ 🙏🙏
Very cute child she has born world as a god i will pray sri jagannath for bright future though i am tamil nadu state but her voice is brilliant i have listen 10times
Outstanding performance soumya...we just wait your melody song..we must winner ...May God bless you
Super singing
ruclips.net/video/6fKS8rDl6XI/видео.html.
Yess
Congrats kuni namita soumashree god bless you 🙏❤️❤️♥️ plz grand finale Ra full episode upload karantu
Voice so beautiful little 👑👑👑 queen
କୁନି ଝିଅ ର voice ବହୁତ ମଧୁର, ଜଗନ୍ନାଥଙ୍କ କୃପାରୁ ଆହୁରି ଆଗକୁ ଯାଆନ୍ତୁ କୁନି ଝିଅ🙏🙏
Combination of devotional song and sweet voice make saumya beautiful.
Soumyashree is the example for every one..Just watch her audition round nd mega audition..She was still in waiting list..But now how grooming his performance nd finally won the title..nvr loss confidence..🙌🙌
Yes .....
excelent voice
Very.sentime
God bless u beti
ବହୁତ୍ ସୁନ୍ଦର ମିଠା କଣ୍ଠ ପାଇଚ ଭଉଣୀ , ବହୁତ୍ ଆଗକୁ ଯାଓ, ଜୟ ଜଗନ୍ନାଥ 🙏🙏🙏🙏
Tremendous my dear. What a voice. God bless you
Best child Play back singer of the time..
God bless you always dear Soumya...
Soumyashree is cute & excellent singing for every one.best of luck.
ruclips.net/video/6fKS8rDl6XI/видео.html.
@@janakipanda1931 😣😣😎😋☺😶😶😶😺😺🤖👺💩💩😺💩💩😼😼😼
What a voice ,what a talent what magical voice ,what a creative,what a emotion , outstanding mind blowing, fantabulous ,we have no power to judge this voice , 🙏🙏🙏 god bless you
Finale ରେ ସୌମ୍ୟାଶ୍ରୀ ମାମାଙ୍କୁ ବି ଡାକନ୍ତୁ l ତାଙ୍କ କଣ୍ଠ ରୁ ଗୋଟିଏ ପଦ ଶୁଣିବାକୁ ବହୁତ ଇଚ୍ଛା 🙏🏻🙏🏻🙏🏻🙏🏻🙏🏻
Soumyasree-the super duper dhamal beautiful Sangeeta performer.God bless you 👌👌👌💯
Hart touching beautiful lovely voice so quiet daughter God bless Jay jaganath Ong nam vagabata basudavya
ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ସୋଉମ୍ୟାଶ୍ରୀ ବହୁତ୍ ଆଗକୁ ଜାଓ।ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏
B0uuuuuùììiiiiiiiiuiii
Jay Jagannath 🙏🙏🙏🙏🙏
Really God gifted quality....Mindblowing performance Stay blessed
Nice voice 😘😘 Dil khus heigala 🙏 bahut bhal gaichhan 10 RU 10
Outstanding performance 👌👌👌👌.. You are the 2nd Namita Agrawal as Kuni Namita, best of luck
Good very good
My favourite singer Soumyashare ,, god bless you beta,, ଜୟ ଜଗନ୍ନାଥ 🙏
My fevorite also, God bless her
Winner
Bidusmita parida
Soumya will be a greate singer in future God bless you
Exllent singing God bless you🙏🙏🌺 saraba mangala Jagannath🌺 🌺🕉🌺💟🌺💛🌺🖤🌺🙏🙏,,,,,,,,,, nama shivaay🌺
But, absolutely Soumya's voice is teacher of excellence
I can't believe that she can sing in this type of a wonderful voice.
TG
Ojj
Within a few days viewer of this video will cross the original video of Namita agrawal. Amazing..... Unbelievable voice of Soumya touches the core of heart also the lyrics of the song is the best for her.
Write
My lyf ra sabbuthu best & adorable speech vocabulary cute girl......... love u & god blessed uu... bahut aagaku jaaa...... 💞💞💞
She is the winner this reality show...💐💐💐
I o
Speechless performance by Soumyashree...
ମୁଁ ଆରମ୍ଭରୁ ସଙ୍ଗୀତ ର ପଛେ ପଛେ ପୁରା ଶେଷଯାଏଁ ଦଉଡି ଥିଲି କିନ୍ତୁ ଟିକେ ବି ଭୁଲ୍ ଧରି ପାଇଲିନି ।
ଜୟ ଜଗନ୍ନାଥ 🙏 ଝିଅ ତୁ ବହୁତ୍ ବଡ଼ ସିଙ୍ଗର ହେବୁ ନିଶ୍ଚିତ
Bahut mature voice?? Very beautiful... suna jhia❤️❤️
Outstanding performance my sweet sister. Really u r a champion🏆 and i am proud of you😘 love you sister... Keep continue always.... God bless 🙏you❤
ଅତି ସୁନ୍ଦର, ଜୟ ଜଗନ୍ନାଥ ❤️🙏❤️
8
Speechless singing wow Soumya Sri voice very sweet and god bless you
Satare a jhia Jagannath nka jhia👏🏻👏🏻👏🏻
Mind blowing performance....if u listen the song by headphones or best sound system your heart will beating in a slow motion.
Soumaysree kuni namita little singer sweet voice Gad bless you 😍😍❤❤👍👍
Unbelievable soumyashree
Singing
God bless you
Soumyasree kuni Namita.sundar Kantha
Outstanding voice beta. God bless you 💐💐