ଅଦିନିଆ ରଥଯାତ୍ରାର କଡା ଜବାବ | Praneswar Krishna Das | ISKCON Ratha Yatra Controversy

Поделиться
HTML-код
  • Опубликовано: 20 ноя 2024

Комментарии • 691

  • @saratpurnimadas5453
    @saratpurnimadas5453 9 дней назад +146

    🔥💥ଶ୍ରୀକ୍ଷେତ୍ର ଭାଙ୍ଗୁଛି ପରମ୍ପରା👇
    1.ସ୍କନ୍ଧ ପୁରାଣ ଅନୁସାରେ ସୂର୍ଯ୍ୟାସ୍ତ ପରେ ରଥା ଟଣା ହେବାକଥା ନୁହେଁ। କିନ୍ତୁ ଆଜି କାଲି ତ ରାତିରେ ବି ରଥ ଟଣା ହେଉଛି।
    2.ବିମଳା ମା ଙ୍କ ନିକଟରେ ଲାଗିଥିବା ମାଂସ ଭୋଗ କୌଣସି ଦ୍ୱାର ବାଟେ ନ ଯାଇ ପାଚେରୀ ଉପରୁ ବାହାରକୁ ପକାଇବାର ବିଧି ଅଛି କିନ୍ତୁ ଏବେ ତ ପଣ୍ଡାମାନେ ଦ୍ବାର ଦେଇ ନେଇ ଯାଉଛନ୍ତି।
    3.ଶାସ୍ତ୍ରରେ କେବଳ ସିଂହ ଦ୍ବାର ଦେଇ ହି ପ୍ରବେଶ ର ନିୟମ ରହିଛି। କିନ୍ତୁ ଆଜିକାଲି ତ ପଶ୍ଚିମ ଦ୍ଵାର ଦେଇ ବି ଲୋକ ପ୍ରବେଶ କରୁଛନ୍ତି।
    ଏପରି ଅନେକ କିଛି ତଥ୍ୟ ଆମ ନିକଟରେ ଅଛି । କହିଦେଲେ ପୁରୀ ପ୍ରଶାସନ ନଙ୍ଗଳା ହେଇଯିବ।
    ସ୍ଥାନ କାଳ ପାତ୍ର ହିସାବରେ ସଂସ୍କୃତି ଓ ପରମ୍ପରାର ନିୟମ ବଦଳାଇ ହେବା ବୋଲି ମନୁ ସଂହିତାରେ ଉଲ୍ଲେଖ ଅଛି।
    ହିନ୍ଦୁ ଧର୍ମର ବିପୁଳ ମାତ୍ରାରେ ପ୍ରଚାର ପ୍ରସାର କରୁଥିବା ISKCON କୁ ବଦନାମ କରନ୍ତୁ ନାହିଁ।

    • @Rashje
      @Rashje 9 дней назад +4

      ଶ୍ରୀମଦ ଭଗବତ ଗୀତା ଅଧ୍ୟାୟ 4(13),,चातुर्वर्ण्यं मया सृष्टं गुणकर्मविभागशः । तस्य कर्तारमपि मां विद्ध्यकर्तारमव्ययम् ॥ ४-१३॥.... ଭଗବାନ ନିଜେ କହୁଛନ୍ତି ଯେ ମୁଁ 4 ବର୍ଣ୍ଣ ସୃଷ୍ଟି କରିଛି ତୁମ କଣ କହୁଛ ସମସ୍ଥେ ଜନ୍ମ ରୁ ଶୁଦ୍ର 🤣🤣🤣🤣

    • @Rashje
      @Rashje 9 дней назад

      ଗାଲୁଆ କଥା କହିଲେ ମୁଁହ କୁ ମୁଁହ ବହେ ସେକିବି... କାହିଁକି ତମେ ଅଦିନିଆ ରଥ ଯାତ୍ରା କରିବ?.. କଣ ତମ ମନକୁ? ତମେ କଣ ଆମ ପରମ୍ପରା ଉପରେ??

    • @srmidia6453
      @srmidia6453 9 дней назад +6

      ଜଗନ୍ନାଥ ଙ୍କୁ ନେଇ ଯିଏ ବି ଖେଳ ଖେଳି ବ ତାର ପତନ ନିଶ୍ଚିନ୍ତ ଅପେକ୍ଷା କର

    • @Pinkcolour21adhaswami
      @Pinkcolour21adhaswami 9 дней назад

      ​@@PranesvarKrsnaDasKrishna babu, apana bahut bhala katha kuhanti, apanankara bahut gyana achi,,, but aji apana iscon ra mukha patra hei asantuni, nahele nija sanman nije hareibe,,,

    • @souravsahoo1590
      @souravsahoo1590 9 дней назад +1

      Manu sanhita re lekha achhi badalei pariba hele iskcon badaleiba aeita lekha nahi...

  • @Travellertitu
    @Travellertitu 9 дней назад +76

    Jaha kuha କଥା ର ଜାବାବ ବହୁତ ସୁନ୍ଦର ଦେଇଛନ୍ତି ❤

  • @learntogetknowledge9927
    @learntogetknowledge9927 7 дней назад +25

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଏହି ଅତ୍ୟନ୍ତ ସୁନ୍ଦରମୟ ବାର୍ତ୍ତା ପାଇଁ।

  • @manorama3684
    @manorama3684 2 дня назад +7

    ଅତିସୁନ୍ଦର କଥା ଭଗବତ ସେବା ଇସ୍କନ ରେ ଦେଖିବାକୁ ମିଳେ ହୃଦୟରେ ଭକ୍ତି ଆସେ ।ପୁରୀରେ କେବଳ ଗାଳି ଗୁଲଜ ଇସ୍କନ ସମ୍ମାନ ଦିଅନ୍ତି ସେଠି ସବୁ ସୁନ୍ଦର ଭରି ରହିଅଛି ।❤❤❤❤❤

    • @NilamaniAyurveda
      @NilamaniAyurveda 2 дня назад

      ଓଉମ ନମୋ ଭଗବତେ ବସସୁଦେବାୟ ଇସ୍କକନ ଭଗବାନଙ୍କ ଭକ୍ତି ନମୋ ଶ୍ରୀଲ ପ୍ରଭୁପାଦ

  • @gangotrimohanty2596
    @gangotrimohanty2596 9 дней назад +29

    ହରିବୋଲ ହରିବୋଲ ହରିବୋଲ 🙇🏻‍♀️🙏🏻
    ଜୟ ପ୍ରଭୁପାଦ 🙇🏻‍♀️🙇🏻‍♀️🙇🏻‍♀️

  • @Tippa_official_12
    @Tippa_official_12 8 дней назад +17

    ଅତି ସୁନ୍ଦର ଜବାବ

  • @jharanasahoo2615
    @jharanasahoo2615 День назад +1

    ଅତି ସୁନ୍ଦର ଜବାବ 🙏🙏🙏

  • @PariphulagoudaPariphulagouda
    @PariphulagoudaPariphulagouda День назад +1

    ଅତି ସୁନ୍ଦର ବିଚାର ଧାରା

  • @santidattamohanty7680
    @santidattamohanty7680 3 дня назад +6

    ଜୟ ଜଗନ୍ନାଥ ❤❤❤❤❤।।।। ଜଗନ୍ନାଥ ଅଛନ୍ତି ।।ଆଉ ଯିଏ ବି ଯେମିତି କାମ କରୁଛ କର।।।ଏଠୁ ସିନା ଖସି ଯିବା।କିନ୍ତୁ। କୋଟି କବଲ୍ୟ ପତି ଙ୍କ ର ସେଠୁ ପାରିବନି।।❤❤❤

  • @SubhashreeMallick-y9v
    @SubhashreeMallick-y9v 6 дней назад +5

    ଜଗତର ନାଥ ହେଉଛନ୍ତି ଜଗନ୍ନାଥ ⭕‼️⭕ ସମସ୍ତେ ତାଙ୍କୁ ପୂଜା କରିବାର ଅଧିକାର ରହିଛି 🙏

  • @skdsingerkumarsaroj655
    @skdsingerkumarsaroj655 9 дней назад +16

    ବହୁତ ସୁନ୍ଦର ବାର୍ତ୍ତା ସମାଜ ପାଇଁ
    ଜୟ ଜଗନ୍ନାଥ

  • @brahmanandarana8151
    @brahmanandarana8151 6 дней назад +5

    ସନାତନ ଧର୍ମର ଅନନ୍ୟ ରୂପ ଇସ୍କନ ❤❤

  • @brajakishorpanigrahi5094
    @brajakishorpanigrahi5094 9 дней назад +27

    ସୁନ୍ଦର ଓତର ଦେଇଛନ୍ତି ବହୁତ ଜ୍ଞାନ ଥିବା ବ୍ୟକ୍ତି ଠାକୁର କ୍ରୀଷ୍ଣା ଙ୍କ ର ଆଶୀର୍ବାଦ ଅଛି ତାଙ୍କ ଓପରେ

  • @srikantabehera1046
    @srikantabehera1046 8 дней назад +4

    ବହୁତ ସୁନ୍ଦର ଶିକ୍ଷ୍ୟା ଟିଏ ପାଇଲୁ

  • @jyotikantadash2477
    @jyotikantadash2477 6 дней назад +2

    ପ୍ରଭୁଜୀ,
    ଏହି ଆଲୋଚନାରେ ଆପଣଙ୍କ ଯୁକ୍ତି ନ୍ୟାୟ ସଙ୍ଗତ ଅଟେ | ଯାହା ସବୁ ପ୍ରତିପାଦନ କଲେ ତାହା ଥିଲା ଅକାଟ୍ୟ ଆଉ ମଧ୍ୟ ଜ୍ଞାନ ଭିତିକ । ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ |🎉🙏🎉

  • @tapasbehera5758
    @tapasbehera5758 9 дней назад +23

    ପ୍ରଭୁ ଆପଣ ବହୁତ୍ ଭଲ ଭାବରେ ବୁଝାଇଲେ 🙏🏻🙏🏻🙏🏻❤❤

  • @ArabindaNayak-my2ds
    @ArabindaNayak-my2ds 9 дней назад +16

    ଭାଈ ଯେତିକି ଧର୍ମ କୁ ନେଇକି ବିରୋଧ କରୁଛ ଥରେ ସମ୍ପୂର୍ଣ ମନ ଧ୍ୟାନ ଦେଇକି ସମ୍ପୁର୍ଣ୍ଣ ଶ୍ରୀକୃଷ୍ଣ ଗୀତା ସାର all episode (ରାମାନନ୍ଦ ସାଗର ଦ୍ୱାରା ପ୍ରସ୍ତୁତ) ଦେଖିବା ପାଇଁ ଅନୁରଧ 🙏

  • @sumanishere5161
    @sumanishere5161 9 дней назад +94

    ଯେଉଁ ଜାଗାରେ ଧର୍ମ ପରିବର୍ତ୍ତନ କରାଯାଉଛି ସେଠି ଦେଖା ଯାଉନି ,ଯେଉଁ ମାନେ ହିନ୍ଦୁ ଧର୍ମକୁ ସାରା ବିଶ୍ଵରେ ପରିଚିତ କରାଇଛନ୍ତି ,,ସେମାନଙ୍କୁ କୁହା ଯାଉଛି ସବୁ ଇସ୍କନ ମନ୍ଦିରର ତାଲା ପକାଇବାକୁ ୱା ୱଆ ରେ ତମ ଧାର୍ମିକ ଚିନ୍ତା ଧାରା 😅 #i ❤️ଇସ୍କନ

    • @Sritagobinda_Behera
      @Sritagobinda_Behera 9 дней назад +2

      Right bhai

    • @narayanrout7667
      @narayanrout7667 9 дней назад +2

      Right

    • @Khandiajaganath
      @Khandiajaganath 9 дней назад

      Right naa peda

    • @SWARNALATAMOHANTY-vm8cow
      @SWARNALATAMOHANTY-vm8cow 9 дней назад +3

      Right

    • @DEV_333
      @DEV_333 9 дней назад +7

      କିଛି ବାମପନ୍ଥୀ ବିଚାରଧାରାର ବ୍ୟକ୍ତି ବିଶେଷ ମାନେ ଇସ୍କନ ସଂସ୍ଥାକୁ ଅପପ୍ରଚର କରୁଛନ୍ତି।

  • @RamakantaSahoo-b7g
    @RamakantaSahoo-b7g 7 дней назад +4

    ହରେକୃଷ୍ଣ ପ୍ରଭୁଜୀ ଦଣ୍ଡବତ ପ୍ରଣାମ 🙌🌹🙌🙏🙌

  • @mahaprabhusangeet
    @mahaprabhusangeet 9 дней назад +5

    ଅଶେଷ ଧନ୍ୟବାଦ୍ ଇସକନ ସାଧୁ । କାରଣ ଆପଣ ଜଗନ୍ନାଥଙ୍କ ପରମ୍ପରାକୁ ସମ୍ମାନ ଭାରତରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି , ବିଦେଶରେ ମଧ୍ୟ ବନ୍ଦ କରିବ ।

  • @Jeevan.routray
    @Jeevan.routray 9 дней назад +22

    I love iskcon ❤❤ hare krishna hare krishna krishna krishna hare hare hare ram hare ram ram ram hare hare🙌🙌🙌🙌🚩🚩🚩🙏🙏🙏

  • @KingAfricaOdia
    @KingAfricaOdia 8 дней назад +10

    କଳି ର ଅନ୍ତିମ ଚରଣ ଆସିଯାଇଛି.... ସେଥିପାଇଁ ହରି ଭକ୍ତ ଙ୍କୁ ଅଧର୍ମୀ ବୋଲି କହୁଛନ୍ତି.....ଜୟ ଜଗନ୍ନାଥ 🙏🙏

  • @abhimanyuparida7499
    @abhimanyuparida7499 9 дней назад +19

    Iskcon ଥିବାରୁ ଦେଶରେ ଧର୍ମ ଅଛି

  • @saroj1296
    @saroj1296 8 дней назад +16

    ଭାରତ ରେ ଯେତେ ମନ୍ଦିର ଅଛି ପୁରୀର ଜଗନ୍ନାଥ ମନ୍ଦିର ରେ ବେଶୀ ଦୁର୍ନୀତି

  • @omofficial7788
    @omofficial7788 6 часов назад

    ବହୁତ୍ ସୁନ୍ଦର ଭଗବାନ୍ କ ଗାଥା

  • @bikashsahu4503
    @bikashsahu4503 8 дней назад +12

    ଯେଉଁ ମାନେ ଇସ୍କନ କୁ ବିରୋଧ କରୁଛନ୍ତି ସେମାନେ ଗୋଟେ ଗୋଟେ ବିଧର୍ମୀ।।।
    ଇସ୍କନ ପାଇଁ ଆଜି କୃଷ୍ଣ ଜଗନ୍ନାଥ ସଂସ୍କୃତି ବିଶ୍ଵ ଦରବାର ରେ ଆଗକୁ ବଢୁଛି।
    A ବିଧର୍ମୀ ହିନ୍ଦୁ ଧର୍ମ ରୁ ଅନ୍ୟ ଧର୍ମ କୁ ଧର୍ମାନ୍ତରୀକରଣ ହେଉଥିବା ଉପାୟ ଉପରେ କେବେ ଚିନ୍ତା କରିଛନ୍ତି କି,???
    ସଂସାର କୁ ଚଳାଉଥିବା ମହାବାହୁ ଜଗନ୍ନାଥ ଙ୍କ ହାତରେ ସେବାୟତ ଅlହୁଦି ହେଇ ଠିଆ ହେବା ଫଟୋ ଦେଶ ସାରା ବୁଲୁଛି ଯେ ତାହା ଜଗନ୍ନାଥ ସଂସ୍କୃତି ପ୍ରଭୁ ଜଗନ୍ନାଥ ଙ୍କ ଅପମାନ ହେଉ ନାହି କି???କଣ ଏ ପଣ୍ଡା ଭଗବାନ ଠୁ ବଡ଼।ଆଉ ବିଭିନ୍ନ ଟିପ୍ପଣୀ ଦେଉଥିବା ଲୋକଙ୍କ ପାଟି ରେ ସେ ସମୟ re ତୁଣ୍ଡି ବନ୍ଧା ହେଇ ଥାଏ କି?
    ଇସ୍କନ ବିଦେଶ ରେ ଜଗନ୍ନାଥ ଙ୍କ ପ୍ରଚାର କରି ହିନ୍ଦୁ ଧର୍ମ କୁ ଆଗକୁ ନେଉଛି ଯେ ଏମାନଙ୍କ ଗାଣ୍ଡୀ ରେ ଖୁଜୁରି କାହିଁକି ହେଉଛି।
    ଇସ୍କନ ପାଇଁ ହିନ୍ଦୁ ଧର୍ମ ଆଗକୁ ବଢୁଛି।
    ଯିଏ ଇସ୍କନ କୁ ନିନ୍ଦା କରିବ ସେ ଗୋଟେ ହିନ୍ଦୁ ଧର୍ମ ର ରାକ୍ଷସ।

  • @nilamanibehera6308
    @nilamanibehera6308 День назад

    ⭕‼️⭕ଜୟ ଜଗନ୍ନାଥ ସ୍ୱାମୀ 🙏ଜୟ ଶ୍ରୀ ରାମ 🙏ହୃଦୟରୁ ପ୍ରଣାମ 🙏ସୁନ୍ଦର ସଚେତନ ର ବାର୍ତ୍ତା 🙏

  • @LaxmanOfficial8
    @LaxmanOfficial8 9 дней назад +20

    ସନାତନ ଧର୍ମ ର ପ୍ରଚାର ପ୍ରସାର ହେବା ଦରକାର,, ଜୟ ଜଗନ୍ନାଥ 🙏🚩🕉️♥️✌️

    • @ommcellcaresolution
      @ommcellcaresolution 6 дней назад

      ❤❤❤ଚମତ୍କାର ଉପସ୍ଥାପନା ପ୍ରଭୁ ଜି।
      ଏ ଯୁକ୍ତି ଯେଉଁମାନେ ରଖିଛନ୍ତି ଯେ ଇସ୍କନ ଗୋଟିଏ ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲି ସେମାନେ ସବୁ ବିଧର୍ମୀ ଏବଂ ଦୁରାଚାରୀ।❤❤❤

  • @rankanidhinaik161
    @rankanidhinaik161 8 дней назад +3

    ହରେକୃଷ୍ଣ ଜୟ ଇସ୍କନ

  • @tarun-zl2vh
    @tarun-zl2vh 9 дней назад +31

    ଆମେ ଅନ୍ୟ ଧର୍ମର ଦେଶ ମାନଙ୍କରେ ଇସ୍କନ ଦ୍ଵାରା ପରିଚାଳିତ ରଥ ଯାତ୍ରା ଦେଖି ଗର୍ବ ଅନୁଭବ କରୁ,ଅନ୍ୟ ଦେଶରେ ଜଗନ୍ନାଥଙ୍କୁ ଦେଖି ଆନନ୍ଦ ଅନୁଭବ କରୁ,ମାତ୍ର ଘରେ ଇସ୍କନ କୁ ବିରୋଧ କରୁ। ଅନ୍ୟ ଧର୍ମର ଲୋକ ହିନ୍ଦୁ ହେଲେ ଆମେ ଆନନ୍ଦିତ ହେଉ ମାତ୍ର ସେହି ଧର୍ମ ର ଲୋକଙ୍କୁ ଆମ ମନ୍ଦିର ପ୍ରବେଶ ମନା। ଏ ସବୁ ଆମର ଅସନ୍ତୁଳିତ ମାନସିକତା କୁ ପ୍ରତିଫଳିତ କରୁଛି।

  • @dilipDilipkanhar
    @dilipDilipkanhar Час назад

    ହେତୁ ବାଦୀ ମାନଙ୍କୁ ସଦବୁଦ୍ଧି ଦିଅନ୍ତୁ.... ଭଗବାନ.... 🙏🙏🙏🙏

  • @subratrout3950
    @subratrout3950 7 дней назад +5

    ପଚାରୁ ଥିବା ପ୍ରଶ୍ନ ଠିକି ନ ଥିଲା,,, ଉତ୍ତର ଠିକି ଥିଲା 🙏🙏🙏🙏🙏

  • @samirpattanaik7789
    @samirpattanaik7789 5 дней назад +2

    EXTRAORDINARY STATEMENT . WELCOME SIR

  • @deenabandhusahoo7291
    @deenabandhusahoo7291 6 дней назад +1

    Thanks to ISCON for spreading Jagannath Tatwa and Bhagabat Gita through out the world.

  • @BijayTama
    @BijayTama 9 дней назад +12

    Great iscon grow up 😊

  • @skofficial8665
    @skofficial8665 9 дней назад +44

    ସବୁଠୁଁ ବଡ଼ ବେପାର ତ ଓଡ଼ିଶା gov କରୁଚି
    ଶ୍ରୀ ମନ୍ଦିର ରେ ଭୋଗ ପର୍ଯ୍ୟନ୍ତ ବିକ୍ରି ହେଉଚି
    ଓଡ଼ିଶା କଣ ଏତେ ଗରିବ ଯେ ପ୍ରସାଦ ବି ବିକ୍ରି କରିବାକୁ ପଡୁଚି ,,,

  • @prabhat1431
    @prabhat1431 8 дней назад +3

    ଜୟ ଜଗନ୍ନାଥ 🙏 ବା ଵା
    Jay shree Radhe Krishna 🙏 🙏

  • @saroj1296
    @saroj1296 8 дней назад +6

    ଇସ୍କନ କେବେ ବିଧର୍ମି ନୁହେଁ ବରଂ ପୁରୀ ମନ୍ଦିର ରେ ବେଶୀ ଅଧର୍ମ ହେଉଛି

  • @shreedevipadhi2940
    @shreedevipadhi2940 День назад

    Haribol
    Harekrishna
    Perfect 👍 answer prabhuji

  • @santoshkumarmishra2620
    @santoshkumarmishra2620 9 дней назад +64

    ପୁରୀ ରେ ବହୁ ଅନ୍ଯାୟ ଅନୀତି ଘଟିଛି ଘଟୁଛି. ଏଥିପାଇଁ ଆମେ ସଚେତନ ନୁହେଁ କିନ୍ତୁ ଆମେରିକା ରେ କଣ ଘଟୁଛି ସେ ବିଷୟରେ ଅଧିକ ଚିନ୍ତା କରୁଛେ.

    • @PankajSwain-m5o
      @PankajSwain-m5o 9 дней назад +2

      ରାଇଟ brow

    • @dk.djbrothers
      @dk.djbrothers 6 дней назад +1

      😢

    • @TusharSahoo-wm7qs
      @TusharSahoo-wm7qs 6 дней назад +1

      Bhai ye matter hauchi Amara jagannath mahaprabhunkar sanskruti upare kathaa paduchi...kana adiniya ratha yatra kariba kete dur thik kuhantu

    • @dk.djbrothers
      @dk.djbrothers 6 дней назад

      @@TusharSahoo-wm7qs bhul eaita
      Mahaparbhu nkara kichi niyama achi ama ku seaita maniba ku haba

    • @subhambarik3525
      @subhambarik3525 6 дней назад +1

      Hn. Bhai Puri panda mane jeu bhali lokonkara gandi Maruchanti sebhali bahut kichi durniti houchi sesabu kaha akhire pasuni. media b nahi tanka akhire b Banda pasijauchi

  • @metaix2960
    @metaix2960 9 дней назад +4

    Hare krishna prabhuji 🙏🏼❤️🙏🏼
    Jay jagannth 🙏🏼
    Jay iskcon temple 🌷🎈🎉❤️🌎🇮🇳🇮🇳🇮🇳🇮🇳🌎❤️🎉🎈🌷

  • @padumehera6328
    @padumehera6328 5 дней назад

    ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେରାମ ହରେରାମ ରାମ ରାମ ହରେ ହରେ

  • @sudhirsahoo841
    @sudhirsahoo841 6 дней назад

    ଖୁବ ସୁନ୍ଦର ଆଲୋଚନା

  • @dhamsevakdas8566
    @dhamsevakdas8566 7 дней назад +3

    From Mangalore harekrishna prabhuji dandavat pranam

  • @sureshandharua7891
    @sureshandharua7891 9 дней назад +22

    ଯେଉଁ ମାନେ ଜଗନ୍ନାଥଙ୍କ ଜମି ଖାଇଦେଇ,ଦାନ ପଇସା ଖାଉଥିବା ଭକ୍ତ ଙ୍କୁ ଲୁଟୁଥିବା, ମଣିଷ ହିନ୍ଦୁ କି ?

    • @jitendranath9946
      @jitendranath9946 6 дней назад

      Puri re thiba panda Mane ate lutu chanti se jinisha kahaku disibani

    • @Adivasi563
      @Adivasi563 6 дней назад

      Bada danda re au loka nku thaki pariba nahin boli , Virodh kaleni !

  • @samantitripathi4916
    @samantitripathi4916 9 дней назад +2

    Hare Krishna 🌸🙏🏻 prabhuji dandvat pranam 🙏🏻🙏🏻🙏🏻🙏🏻 bahut sundar sundar upadesh apana ama samastanku pradan kruchanti apanku koti koti dhanyawad 🙏🏻🙏🏻🙏🏻

  • @kishorcreations556
    @kishorcreations556 6 дней назад +2

    ଯିଏ interview ନେଉଛନ୍ତି ସେ ବି ଜଣେ ISCKON ଭକ୍ତ....

  • @PriyambadaNayak-vb1ur
    @PriyambadaNayak-vb1ur 2 дня назад

    ବାବାଜୀ ଙ୍କ ଉତ୍ତର ପୂର୍ଣ୍ଣ ଶାସ୍ତ୍ରୀୟ। ପ୍ରାଚ୍ୟ, ପାଶ୍ଚାତ୍ୟ ବାସୀ ଙ୍କୁ ଇସ୍କନ କୃଷ୍ଣ ପ୍ରେମ ରସ ରେ ଭିଜେଇଛନ୍ତି। ତେବେ ଅନେକଙ୍କ ଭାବାବେଗ କୁ ଆଘାତ ନଦେଇ, ପ୍ରଭୁ ପରିକ୍ରମା, ନଗର କୀର୍ତ୍ତନ, ନଗର ପରିକ୍ରମା, ଆନନ୍ଦ ହାଟ, ହରି ହାଟ, ଏହିଭଳି ନାମ ଦେଇ ଭଗବାନ ଙ୍କୁ ବିମାନ ରେ ବସାଇ ବୁଲାଯାଇପାରେ। ଜୟ ଜଗନ୍ନାଥ।

  • @tejaswi8725
    @tejaswi8725 9 дней назад +2

    ମହାପ୍ରଭୁଙ୍କ ଭକ୍ତିରେ କଣ ଦିନ କଣ ବା ଅଦିନ, କେବଳ ଭକ୍ତି ହିଁ ଗୋଟିଏ ଅର୍ଥ। ପ୍ରଭୁ ହେଉଛନ୍ତି ସର୍ବବ୍ୟାପୀ ଅନନ୍ତ ଆଉ ସମୟ ଓ ଦିନରୁ ଉର୍ଦ୍ଧରେ। ସେଇଥି ପାଇଁ ଭକ୍ତଙ୍କୁ ସମଚକ୍ରରେ ବାନ୍ଧନ୍ତୁ ନାହିଁ , ପ୍ରଭୁଙ୍କ ସେବା କରିବାକୁ ଦିଅନ୍ତୁ । ଜୟ ଜଗନ୍ନାଥ

  • @sivacharana3867
    @sivacharana3867 9 дней назад +6

    ପ୍ରାୟଜିତ୍ ଆଲୋଚନା
    ପଚାରୁଥିବା ପ୍ରଶ୍ନରୁ ଜଣା ପଡ଼ୁଛି
    ପୁରୀ ପଣ୍ଡିତଙ୍କ ସହ ଆଲୋଚନା ହେଉ
    ପ୍ରଶ୍ନ ଉତ୍ତର ହେଉ

    • @kishorcreations556
      @kishorcreations556 6 дней назад

      ପ୍ରଶ୍ନ ପଚାରିବା ପ୍ରଭୁ ବି ଜଣେ ଭକ୍ତ.........

  • @Srinathmandal-us6yc
    @Srinathmandal-us6yc 9 дней назад +3

    Haribol jai shree krishna chaitanya prabhu Nityanand shree Addoitya Gadadhara srivas adi Gour Bhakta brinda.Hare Krishna 🙏🙏🙏🙏🙏🙏🙏🥀🥀🥀🥀🥀💐💐💐💐💐🌹🌹🌹🌹🌹🌷🌷🌷🌷🌷🪷🪷🪷🪷🪷🪷

  • @gopabandhuBarik-og8nt
    @gopabandhuBarik-og8nt 5 дней назад +1

    ଇସ୍କନ ପ୍ରେମି କୁ ମୋର ବିନମ୍ର ଅନୁରୋଧ ସକିରତନ ଓ ସତସଙ୍ଗ ସମୟରେ ଇସ୍କନ ପୋଷାକ ଇସ୍କନ ନାଚ ଇସ୍କନ ନାମ ସ୍ଵର ପ୍ରତି ଧ୍ୟାନ ଦିଅନ୍ତୁ ବିଶେଷ କରି ସମ୍ବଲପୁର ଓ ବଲାଙ୍ଗିର ରେ ଉଲଂଘନ କରାଯାଉଛି ଏବଂ ଗାଁ ପଞ୍ଚାଯତ ବ୍ଲକ୍ ଓ ଜିଲ୍ଲା ସ୍ତରରେ ସବୁ ଜାତି କୁ ନେଇ ଇସ୍କନ ସଂଗଠନ କରୁ ଏବଂ ବିବାହ ଏବଂ ପୂଜା ବିଧି ଇସ୍କନ ଭକ୍ତ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଉ ନିଜ କାମ ନିଜେ କରିବେ ଜୟ ଜଗନ୍ନାଥ

  • @Samir-t7g4w
    @Samir-t7g4w 9 дней назад

    Thanks for this podcasts,people will know about their dharma🎉🎉
    Hare krishna prabhu ji

  • @createboy12.0
    @createboy12.0 14 часов назад

    ଏହି ଭଳିଆ କିଛି ମିଡ଼ିଆ ପାଇଁ ଧର୍ମ ହ୍ରାସ ହେଉଛି

  • @saheedkumar6317
    @saheedkumar6317 7 дней назад

    excellent explanation .. thik kahicha bhai. salute

  • @trinathbehera9008
    @trinathbehera9008 4 дня назад

    Bahut sundar answer

  • @niharranjansahoo3281
    @niharranjansahoo3281 6 дней назад

    ସୁନ୍ଦର୍ ଆଲୋଚନା

  • @mukundacharannayak4667
    @mukundacharannayak4667 6 дней назад

    Bhakti bhava- Good organization-krisna hey Rakshyamam ...................... Pahimam.

  • @debasishsahoo164
    @debasishsahoo164 7 дней назад +3

    ସମୟ ଆସିଛି ଜଗନ୍ନାଥ ଙ୍କ ପାଇଁ କିଏ ପ୍ରକୃତ ରେ ସେବକ ଆଉ କିଏ ରଙ୍ଗବୋଳା ସେବକ ,କିଏ ପ୍ରକୃତ ରେ ପ୍ରଚାର ପ୍ରସାର କରୁଛି ?ଆଉ କିଏ ଜଗନ୍ନାଥ ଙ୍କ ସମ୍ପତ୍ତି, ଜଗନ୍ନାଥ ଙ୍କ ନାମ ରେ ଦାନ ନେଇ ଶ୍ରୀମନ୍ଦିର ଲୁଟ କରୁଛି,ମାଦଳା ପାଞ୍ଜି ଓ ଅତିତ ର ନିୟମ କୁ ନେଇ ଏବେ ଶ୍ରୀମନ୍ଦିର ରେ ଯାବତିୟ ବିଭ୍ରାଟ,ସେବା ପୂଜା ରେ ହେଉଛି,ଏସବୁ ଟିକେ ଜନତା ଜନାର୍ଦ୍ଦନ ବିଚାର କରିବା ସମୟ ଆସିଯାଇଛି।।
    ୧..ନିଜେ ଜଗନ୍ନାଥ ଙ୍କ ସେବାୟତ କହୁଥିବା ସେବାୟତ ମାନେ ଏବେ ଜଗନ୍ନାଥ ଙ୍କୁ କେବଳ ନାମ ରେ ଜଗନ୍ନାଥ ମାନୁଛନ୍ତି କିନ୍ତୁ ଜଗନ୍ନାଥ ଙ୍କ ନାମ ରେ ସମସ୍ତ ଦାନନେଇ ମନ୍ଦିର ଲୁଟ କରୁଛନ୍ତି , ଏମାନେ ମହାକାଳ ଫଳ ଭଳି।
    (୨) ଯେପରି ଅଯୋଧ୍ୟା ରେ ରାମ ମନ୍ଦିର ପାଇଁ ଶାସ୍ତ୍ରୀୟ ଶୁଦ୍ଧ ବ୍ରାହ୍ମଣ ଚୟନ ହେଇ ରାମଲାଲା ଙ୍କ ସେବାପୂଜା ହେଉଛି, ଠିକ୍ ସେହିପରି ପୁରୀ ସେବାୟତ ଙ୍କୁ ଶାସ୍ତ୍ର, ଭାଗବତ,ସେବା ପୂଜା ବିଧି, କିପରି ଭକ୍ତମାନଙ୍କୁ ଭଗବତ୍ ପ୍ରାପ୍ତି ରେ ସାହାଯ୍ୟ କରିବେ, ସେହିପରି ଶୁଦ୍ଧ ସେବାୟତ ଙ୍କୁ ତାଲିମ ଦେଇ ଜଗନ୍ନାଥ ଙ୍କ ସେବା ପାଇଁ ପଠାନ୍ତୁ।
    (୩) ପୂର୍ବତନ ଶ୍ରୀ ମନ୍ଦିର collector ରବିଦ୍ର ନାରାୟଣ ମିଶ୍ର କହୁଥିଲେ, ସେତେବେଳେ ଅତିତ ରେ ସିନା କପିଳେନ୍ଦ୍ର ଦେବ ଗୋଟେ set ସୁନା ବେଶ ସାଜ କରିଦେଇଥିଲେ ଯାହା ଏବେ ଭାଙ୍ଗି ଯାଇଥିଲେ ବି ,ସୁନା କିରୀଟ ପଛରେ ତମ୍ବା plate ଦିଆଯାଇ ଜଗନ୍ନାଥ ଙ୍କୁ ସୁନାବେଶ କରାଯାଉଛି,, କିନ୍ତୁ ଭକ୍ତମାନଙ୍କୁ ମିଡିଆ ରେ କୁହାଯାଉଛି ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ।
    ଖାଲି ଓଡିଶା ନୁହେଁ ବିଶ୍ଵ ବାସୀଙ୍କୁ ଅନୁରୋଧ ବର୍ଷକୁ ୫ ଥର ସୁନା ବେଶ ହେଉଥିବା ବେଳେ ସମାନ ସୁନା ମୁକୁଟ ପରିବର୍ତ୍ତେ ଜଗନ୍ନାଥ ଙ୍କୁ ୫ ପ୍ରକାର ସୁନା ମୁକୁଟ କରାଯାଉ ଆଉ ୫ ଥର ବେଶ ରେ ୫ ପ୍ରକାର‌ ସୁନା ମୁକୁଟ,ଆଭୂଷଣ ରେ ଶ୍ରୀଅଙ୍ଗ ଶ୍ରୀଙ୍ଗାର ହେଉ।
    ଏହା ମୋ ନିଜସ୍ୱ କଥା ନୁହେଁ ପୂର୍ବତନ collector rabindra narayana mishra ଙ୍କ ଆନ୍ତରିକ ଇଛା ଥିଲା।
    କିନ୍ତୁ ସରକାର ଙ୍କ ଶ୍ରୀ ଜଗନ୍ନାଥଙ୍କ ପାଇଁ ଧ୍ୟାନ ନାହିଁ କି ତଥାକଥିତ ସେବାୟତ ଙ୍କ ବି ମୁଣ୍ଡରେ ପଶିବ ନାହିଁ।କାରଣ ଜଗନ୍ନାଥ ଙ୍କ ମନ୍ଦିରେ ଭକ୍ତଙ୍କ‌ ଟଙ୍କା ନେଇ ନିଜ ଇନ୍ଦ୍ରିୟ ଭୋଗ ପାଇଁ ନୁତନ‌ ସୁନା ଅଳଙ୍କାର କିଣିବେ, କିନ୍ତୁ ଜଗନ୍ନାଥ ଙ୍କୁ ଭଙ୍ଗା ତମ୍ବା plate ଉପରେ ସୁନା ମୁକୁଟ କୁ ମରାମତି କରି ସୁନାବେଶ କରେଇବେ।
    ଯାହାକି ଘୋର ନିନ୍ଦନୀୟ।
    (୪) ପଣ୍ଡିତ ପୁଅ ମାଙ୍ଗଡ ମାରିଲେ ଦୋଶ ନାହିଁ, ପୁର୍ବତନ ସରକାର ସେବାୟତ ଙ୍କ ପାଇଁ ଖଣ୍ଡଲାଇଟ ପଥରେ ରେ ପାଇଖାନା କରିବା ପରେ ବି ଜଗନ୍ନାଥ ଙ୍କ ମନ୍ଦିର ଭିତରେ ସ୍ନାନ ବେଦୀ ର ଦକ୍ଷିଣ ପାର୍ଶ୍ଵ,ପେଜନଳା ସବୁସ୍ଥାନରେ ମୁତ୍ର ଓ ପାନ ଛେପ ପକାଉଛନ୍ତି, ମନ୍ଦିର ରେ ଭକ୍ତଙ୍କୁ ଅସାଦାଚାର କରି ଟଙ୍କା ଲୁଟ୍ ଚାଲିଛି।
    (୫) ଜଗନ୍ନାଥ ସମସ୍ତଙ୍କର ଖାଲି ସେବାୟତ ଙ୍କ ବେପାର ପାଇଁ ନୁହେଁ, ସେବାୟତ ଙ୍କୁ ଯଥେଷ୍ଟ ପରିମାଣରେ ଟଙ୍କା govt ଦେଉଛି କିନ୍ତୁ ସୁଆର ସେବାୟତ ମହାପ୍ରସାଦ କୁ ଅତ୍ୟଧିକ ଉଚ୍ଚା ଦରରେ ବିକ୍ରିକରି ନିଜର ଲାଭ ଉଠାଉଛନ୍ତି।। ଏବେ ସରକାର ଓ ଭକ୍ତ ଉଭୟ ବିଚାର କରନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦରକାର।
    ମହାପ୍ରସାଦ ବିକ୍ରି ହେଉ କିନ୍ତୁ ଲାଭ ସବୁ ଶ୍ରୀମନ୍ଦିର ପାଣ୍ଠି କୁ ଯାଉ ଯେପରି ରାଜା ମହାରାଜା ମାନେ କରୁଥିଲେ।
    (୬) ଏବେ ର ଗଜପତି ବି ଚୁପ୍ । କିନ୍ତୁ ସେ ଜାଣି ରଖିବା ଉଚିତ୍ ଯେ ତାଙ୍କ ବାପ ଅଜା ପୂର୍ବପୁରୁଷ ରାଜାମହାରାଜା ମାନେ କେତେ କଷ୍ଟ କରି ମନ୍ଦିର କରିଥିଲେ ଏବଂ ସବୁ କିଛି ମନ୍ଦିର କୁ ଦାନ ଦେଉଥିଲେ ,ଯଦି ଏସବୁ ନିୟମ ସେବାୟତ ଙ୍କ ପାଇଁ ଲାଗୁ କରିଥାନ୍ତେ ଏବେ ଜଗନ୍ନାଥ ଭଙ୍ଗା ମୁକୁଟ ଛାଡି ୫ ପ୍ରକାର ସୁନା ଆଭୁଷଣ ରେ ଆଭୂଷିତ ହୋଇଥାନ୍ତେ।
    ଆହୁରି କେତେ କଥା ଅଛି ଯେଉଟି କହିହୁଏନି କି ସହି ହୁଏନି,ଏବେ ପରିବର୍ତ୍ତନ ର ସ୍ଵର ଉଠିବା ଦରକାର

  • @shankarmandal7713
    @shankarmandal7713 2 дня назад

    Hare Krishna prabhu Jai jagannath swamy

  • @CHIKUN.CREATION.1234
    @CHIKUN.CREATION.1234 9 дней назад +5

    ଯେଉ ଭାଇ interview ନଉଛନ୍ତି ସେ ଭାଇ ସବୁ ତିଥି ବାର କରୁଛନ୍ତି ତ । କାର୍ତ୍ତିକ ମାସରେ ଆଇସ ଖାଇଛନ୍ତି କି ନାହିଁ ପଚାରିଲେ 😢😢

  • @SusmitaNayak-p3k
    @SusmitaNayak-p3k 3 дня назад

    Good answer hare Krishna Hari bol

  • @adityabehera1361
    @adityabehera1361 9 дней назад +3

    କୌଣସି ଭଗଵାନ ନିଜ ପରିବାର ଠୁ ବଡ଼ ନୁହେଁ, ସେ ରାମ ହେଉ, କୃଷ୍ଣ ହେଉ, କିମ୍ବା ଶିବ ହେଉ, ବ୍ରହ୍ମା ହେଉ। କେହି ବି ନିଜ ପରିବାର ଲୋକଙ୍କଠୁ ଅଧିକ ମହତ ନୁହନ୍ତି।

  • @SanjaykumaraPradhan
    @SanjaykumaraPradhan 9 дней назад +51

    ପ୍ରତ୍ୟେକ ମନ୍ଦିର ରେ ବେପାର ହେଉଛି ଏ କଥା ନୂଆ ନୁହେଁ

    • @Kaliatvlive
      @Kaliatvlive 9 дней назад +6

      ଆପଣ ମାନଙ୍କୁ ମୁଁ ଗୋଟେ କଥା କହୁଛି ଯିଏ ଆମ ସନାତନ ଧର୍ମକୁ ବା ଆମ ଦେବୀ ଦେବତାଙ୍କୁ ଅପମାନ କରିବ ତାର ବଞ୍ଚିବାର କୌଣସି ଅଧିକାର ନାହିଁ ⚔️⚔️⚔️ ଜୟ ପର୍ଶୁରାମ 🚩🚩🚩 ଜୟ ସନାତନ 🌺🙏🙏🙏 ଜୟ ଶ୍ରୀ କଲକି ଭଗବାନ⚔️⚔️⚔️⚔️

    • @KabirajBiswal-z2b
      @KabirajBiswal-z2b 9 дней назад

      9vwßgum❤❤😅Opp mbbs ​@@Kaliatvlive

    • @Humanity299
      @Humanity299 9 дней назад +1

      ​​​@@Kaliatvlive ଯେଉଁ ମାନେ ନିନ୍ଦା କରନ୍ତି (ପାପି) ସେମାନେ ରହିବେ ନାହି, ଭଲ ଲୋକ ଭଗବାନଙ୍କୁ ନ ମାନୁଥିଲେ ବି ଅପମାନ ନ କରୁଥିଲେ କିଛି ଖରାପ୍ ନାହିଁ

    • @Kaliatvlive
      @Kaliatvlive 9 дней назад

      @@Humanity299 thik katha bhai ❤️

    • @Mamita8802
      @Mamita8802 8 дней назад

      Correct 💯

  • @HariharaGomango-ck6cq
    @HariharaGomango-ck6cq 9 дней назад +6

    Jay jisu ❤❤❤

    • @bishnupadanayak7869
      @bishnupadanayak7869 8 дней назад +1

      ହଇରେ ମାଗିହା ପଇସା ପାଇଁ, ହିନ୍ଦୁ ଖ୍ରୀଷ୍ଟିଆନ ହେଇ. ଆସିକି ଜୟ ଯୀଶୁ ଲେଖୁଛୁ

  • @Kalingaudra95
    @Kalingaudra95 9 дней назад +2

    Always support iskcon & jay jaganath ❤

  • @prakashpanda9291
    @prakashpanda9291 5 дней назад

    ହରେ କୃଷ୍ଣ 🪷 ପ୍ରଭୁ ଜୀ

  • @pranayranjan3202
    @pranayranjan3202 5 дней назад

    Hare Krishna🙏🙏 Prabhu bahut bhalare bujheiki kahiba pain asesa asesa dhanyabad🙏🙏

  • @NilamaniAyurveda
    @NilamaniAyurveda 2 дня назад +1

    𝙸𝚜𝚔𝚌𝚘𝙽 𝚒𝚜 𝚙𝚞𝚛𝚎 𝚔𝚛𝚒𝚜𝚑𝚗𝚊 𝚋𝚑𝚊𝚔𝚝𝚒 𝚋𝚎𝚜𝚝 𝚏𝚘𝚛 𝚠𝚘𝚛𝚕𝚍

  • @ManoramaMohapatra-du1lb
    @ManoramaMohapatra-du1lb 6 дней назад

    ଜୟ ଜଗନ୍ନାଥ ସ୍ଵାମୀ।

  • @rajaramnahak3254
    @rajaramnahak3254 7 дней назад +1

    Kate sundara bhasare prabhu ji samasta pasnara utara deichanti ate gyana ra bhandara jaganatha prabhu apanku AMITI gyana diantu AU ama sanskruti ra prachar prasar karuthao,jay jaganatha 🙏⭕‼️⭕ radhe Krishna

  • @sanjeebkusahu6355
    @sanjeebkusahu6355 2 дня назад

    Bahut sundar katha kahichhanti 🌷

  • @binodray8258
    @binodray8258 8 дней назад +2

    ପୂଜ ନିଜେ ଗୁରୁଧାରା ଶିଖାଆ ସଂସାର ସାରା

  • @Maribhagabanj5w
    @Maribhagabanj5w 9 дней назад +3

    Hare Krishna prabhuji

  • @BikashMishra-wo6fs
    @BikashMishra-wo6fs 8 дней назад +1

    Iscon is no doubt, good for changing to people a great lifestyle.

  • @sukantasahoo4585
    @sukantasahoo4585 4 дня назад

    Jay guru 🙏🌺♥️

  • @rajeshpatra456
    @rajeshpatra456 5 дней назад

    Hare krishna....Jai Jagannath.....🙏🙏🙏🙏

  • @atishlenka3682
    @atishlenka3682 16 часов назад

    HAre Krishna Prabhu jee 🙏🙏🙏🙏🙏🙏🙏🙏🙏🙏

  • @janardanbarik5042
    @janardanbarik5042 2 дня назад

    Harekrishna, Apanka mahan prabhu

  • @Bibhutibhusanrout-bc4zy
    @Bibhutibhusanrout-bc4zy 6 дней назад

    ଇସ୍କନ ଧର୍ମୀଇସ୍କନନଲେଖିବାଇସ୍କନବୋଲିନକହିସନାତନଧର୍ମବୋଲିକୁହନ୍ତୁଓଲେଖନ୍ତୁତା‌ହେଲେତାଙ୍କୁ‌ହିନ୍ଦୁବୋଲିମାନିନେବା

  • @dharanidhararout3663
    @dharanidhararout3663 9 дней назад +1

    କଥା ବଢିଆ କାମ ଖାତାର କଥାମେଧୁଆ

  • @MagicianSamir
    @MagicianSamir 3 дня назад +1

    ଏ ଯିଏ ପ୍ରଶ୍ନ ପଚାରୁଛନ୍ତି ସେ ସବୁ ଠୁ ଭଲ acting କରୁଛନ୍ତି 👏

  • @The_glxsyy.__x
    @The_glxsyy.__x 6 дней назад

    ⭕‼️⭕ ଜୟ ଜଗନ୍ନାଥ ❤️🙏🙌🚩

  • @sanjeebkusahu6355
    @sanjeebkusahu6355 2 дня назад

    Jaati, guna-karma anusare, Geetare bi a katha bhagabaan kahichhanti. 🌷

  • @sambhuprasadpanda923
    @sambhuprasadpanda923 8 дней назад +1

    ଦିନ ଦ୍ୱିପହର ରେ ନବକଲେବର ସମୟ ରେ କେଉଁଠି ଜଗନ୍ନାଥ ଭକ୍ତ ବନ୍ଧୁ ମାନେ ଥିଲେ

  • @prakashpanda9291
    @prakashpanda9291 5 дней назад

    I LOVE ISKCON ❤️

  • @sukantaskb143
    @sukantaskb143 9 дней назад +19

    ଏ ବାଳ ଲୋକ ମାନଙ୍କ କଥା କେହୀ ଶୁଣନି😡
    ଇସ୍କନ ଏକ ଭଲ ସଂସ୍ଥା କାରଣ ଯେଉଁ ସଂସ୍ଥା ଆମ ମହା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି କୁ ସାରା ବିଶ୍ବ ରେ ପ୍ରଚାର ଏବଂ ପ୍ରସାର କରୁଛନ୍ତି ତାଙ୍କୁ ଏମାନେ ବିରୋଧ କରୁଛନ୍ତି ହେଲେ ଶ୍ରୀ ମନ୍ଦିର ର ଆଖ ପାଖରେ ଆମିଷ ବିକ୍ରୀ ହଉଚି ତା ପାଇଁ କେବେ ବିରୋଧ କରିଛନ୍ତି 😢
    ମୋ କଥାରେ ଯଦି କିଛି ଭୁଲ ଥାଏ ତା ହେଲେ ମହାପ୍ରଭୁ ମତେ କ୍ଷମା କରିଦେବ🚩
    ଜୟ ଜଗନ୍ନାଥ 🚩🚩🙏

    • @PankajSwain-m5o
      @PankajSwain-m5o 9 дней назад

      Hari bolo

    • @MrSantoshpattnayak
      @MrSantoshpattnayak 9 дней назад

      ଠିକ୍। ଓଡ଼ିଆ ଲୋକ ହିଁ ବାହାରେ ଇସ୍କନ ଆରମ୍ଭ କରିଥିଲେ। ବିଦେଶ ରେ ଭି ଲୋକ ଆମ ସଂସ୍କୃତ କୁ ଜାଣିଛନ୍ତି ହିନ୍ଦୁ, ସନାତନ, ଇସ୍କନ୍ ସବୁ ଗୋଟେ।

    • @Mercy789
      @Mercy789 9 часов назад

      ​@@MrSantoshpattnayakOdia loka nuha bhai Bangali loka. Gaudiya vaishnav. Semane Sri Chaitanya nku Jaganath nka abatar boli kuhanti

  • @purnachandrasahoo3361
    @purnachandrasahoo3361 8 дней назад

    JAY JAGANNATH JAY ISKCON❤❤❤

  • @RudradevMaharana-nr7lp
    @RudradevMaharana-nr7lp 6 дней назад

    ଜୟ ଶ୍ରୀ କ୍ରିଷ୍ଣା

  • @gopinathkhilari1934
    @gopinathkhilari1934 7 дней назад +1

    Isckon ଭଲ ସଂଥା l ପୁରୀ ଜଗନ୍ନାଥ ମନ୍ଦିର କଣ ସବୁ ଘଟୁଛି l ସମସ୍ତେ ଆଖିବୁଜି ଦେଇଛନ୍ତି l ଶୃଙ୍ଖଳା କିଛି ନାହିଁ l

  • @plaban9277
    @plaban9277 5 дней назад +1

    ପ୍ରାଣେ ସ୍ଵାର ବାବୁ ଭଲ ତାଳି ମାରି ନମ୍ରତାର ସହ ନମସ୍କାର୍ କରିଲେ 😆🤣ଏଟା ଭଲ ଲାଗିଲା 🙊🙈🙉

  • @susantapradhan332
    @susantapradhan332 8 дней назад

    Hare krishna prabhuji dandavat pranam 🙏🙏🙏🙏

  • @dharashreesamal1051
    @dharashreesamal1051 День назад

    ଅତୀ ସୁଦର

  • @od.videos
    @od.videos 7 дней назад +2

    ମୋର ଇସ୍କନ୍ ବଲାଙ୍କୁ ଗୋଟେ ଅନୁରୋଧ: ଯେହେତୁ ତମେ ମାନେ ହେଲ ବଙ୍ଗୀୟ/ ଗୌଡ଼ିୟ ବୈଷ୍ଣବ ମତାବଲମ୍ବୀ, ତୁମେ ମାନେ ରାଧା କୃଷ୍ଣଙ୍କୁ ଯେମିତି ମନ ସେମିତି ପୂଜା କର।
    କିନ୍ତୁ ତମେ ରାଧା କୃଷ୍ଣଙ୍କ ସହ ଯଦି ଜଗନ୍ନାଥଙ୍କୁ ପୂଜା କରିବାରେ ଅଛି ତେବେ ତମେ ଓଡ଼ିଆ ସଂସ୍କୃତି ଆଉ ଜଗନ୍ନାଥଙ୍କ ଆଦେଶ ଅନୁସାରେ ନିର୍ଦ୍ଧାରିତ ପୁରୀ ଶ୍ରୀମନ୍ଦିରର ନୀତି ନିୟମ ଅନୁସାରେ କରିବାକୁ ବାଧ୍ୟ।
    ଏଥିରେ ବ୍ୟତିକ୍ରମ କଦାପି ଗ୍ରହଣୀୟ ନୁହେଁ।

  • @PurnimaBhanja-pg8wv
    @PurnimaBhanja-pg8wv 5 дней назад

    Bahutu bhala

  • @trinathbehera9008
    @trinathbehera9008 4 дня назад

    Jay Jagannath,,, bahut sundara jabab,,, au suder bhabana prabhu

  • @santanuray7596
    @santanuray7596 9 дней назад +1

    Hare krishna 👏👏👏

  • @debaprasaddas4723
    @debaprasaddas4723 9 дней назад +1

    ଜୟ ଜଗନ୍ନାଥ 🙏

  • @RomanticBoyAmar
    @RomanticBoyAmar 5 дней назад

    Thanks 🙏 Jay Jagannatha Swami

  • @MukundaShoo
    @MukundaShoo 5 дней назад

    ପ୍ରାଣେ ଶ୍ୱର୍ ବାବା ଯାହା କହୁଛନ୍ତି ସମ୍ପୂର୍ଣ ସତ୍ୟ।