Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଯେଉଁଠି ଯେଉଁଠ ଦୂର୍ନିତି ହୋଇଛି focus Plusତାହାର ପର୍ଦ୍ଦାଫାସ କରି ସରକାରଙ୍କ ସାମନାକୁ ଆଣିବା ଦରକାର
Right 👍👍
👍
Khali dekhile habani Munda khateiki development Kariba darkar😍
Pathua loka sashana karu thile, ebe murkhamantri maane rajuti karibe.
Focus plus, aagaru soi thila ,ebe jaagi gala ?
Congratulations5T school ଗୁଡ଼ିକର କାର୍ଯ ର ଅନୁଧ୍ୟାନ କରି ଟିକେ ଲୋକ ଲୋଚନକୁ ଆସିବା ଦରକାର ।
GreatSalute to you brotherFocus plus ସବୁ ଦୁର୍ନୀତି ର ପର୍ଦ୍ଦାଫାସ କରୁ
ଅତି ସୁନ୍ଦର । ମୋତେ ଭଲ ଲାଗିଲା ଆପଣଙ୍କର ଉପସ୍ଥାପନା । ଜୟ ଜଗନ୍ନାଥ ।
ପ୍ରତି ଜିଲ୍ଲା ଆଉ ପ୍ରତି ବ୍ଲକ୍ କୁ Focus + ଯିବା ଦରକାର ପଡୁଛି ଟା ହେଲେ ଓଡ଼ିଶାର ଦୁର୍ନୀତି ର କିଛି ଖୁଲାଶା ହୋଇ ପାରିବ Thanks 👍👍👍 Focus + Thanks Sundhansu Bhai
Right
Argus+ focus plus= 🔥
Thanks all
Focus plus ଏବଂ Aurgas news ସବୁଠୂ ଭଲ ଖବର ଦେଉଛନ୍ତି ତେଣୁ ବହୁତ ବହୁତ ଧନ୍ୟବାଦ୍
Yanku kebala bjd birodha re news ta mile nain .tame b seya
@@lifeislucky508 jaha kahuchanti taha bhul ta nuhen na bhaii
Samaste gandia au ta gote news thk nahi sabu ta news channel bikri sarilani au focus
Hele news ta nirapakhya hele bhala huanta ni ki.Kn bjp re sabu deba tulya loka ki
Bjp pai bhala
ବହୁତ୍ ବଢିଆ ଲାଗିଲା କିନ୍ତୁ ସୁଧାଂଶୁ ଭାଇ ରତ୍ନ ଭଣ୍ଡାର କଥା ଉଠାନ୍ତୁ
ସୂର୍ୟ ସୂର୍ଯ୍ୟବଂଶୀ ଏକ ନିଆରା।ସେ ସଚିବ ଙ୍କୁ ପାଣି ପେଇବ।ଜୟ ଜଗନ୍ନାଥ।
ବହୁତ୍ ବଢିଆ ଲାଗୁଛି ସୂର୍ଯ୍ୟ ବଂଶୀ ସୁରଜ୍ ଙ୍କ ପାଇଁ
ଅଶେଷ ଅଶେଷ ଧନ୍ୟବାଦ ସୁଧାଂଶୁ ଭାଇ ଜୟ ଶ୍ରୀରାମ 🙏🙏🙏
ଯା ହଉ ଏ ଦୃଶ୍ୟ bjp ଆସିବା pare ଦେଖିଲୁ..... Bjd ନେତାଙ୍କ ପାଇଁ କ୍ରୀତଦାସ ଶବ୍ଦ ଯିଏ ବାହାରକରିଥିଲା ତାକୁ ମାନିବାକୁ ପଡିବ....
Babi babu😅
Dharmendra Pradhan prathame kritadas boby das ku kahi thile..
ସମସ୍ୟା ସୃଷ୍ଟିକାରୀ ସମସ୍ୟା ସମାଧାନ ନ କଲେ ଘୋର ଅରାଜକତା ସୃଷ୍ଠି ହୁଏ ଯାହା ବିଜେଡି ସରକାର୍ ଗଠନ ପରେ ଚାଲିଛି 😢 ସୂର୍ଯ୍ୟ ବଂଶୀ ସୁରଜ୍ ପାଇଁ ଓଡିଶା ଗର୍ବିତ
👍ସୁଧାଂଶୁ ବାବୁ ଆପଣ expose କରିଚାଳନ୍ତୁ, suraj ବାବୁ ଆପଣ ଜୈଲ ପଠାନ୍ତୁ.
Bala na
@@manoranjanmaharana9549 bala nuha bia
Kou surj , sala harami mada piki gaduchi bala mantri haba ,ta naare puni criminal case achhi 2 ta bail re aasichi aahuri details janibaku achhi ta congress twitter handel re video v upload congress karici jaiki dekhinia.
@@manoranjanmaharana9549 Tote Hajam heuni
Thou Pandu Ra Chamcha @@manoranjanmaharana9549
ମାନ୍ୟବର କ୍ରୀଡା ମନ୍ତ୍ରୀ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ. ଏମାନଙ୍କୁ jail ପଠାଯାଉ ଏବଂ ଅର୍ଥ ଏମାନଙ୍କ ଦରମାରୁ ଭରଣା କରାଯାଉ.
You are right Ashok babu
In addition to that semanakar property pura Raja kosha ku jau...
ମନ୍ତ୍ରୀ ହେବ ଏମିତି ❤❤❤
ଏମାନେ ଯେତିକି ଲୁଟି ଛନ୍ତି ଓଡ଼ିଶା ଓଡ଼ିଆଙ୍କ ପଇସା ତାଙ୍କ ଠୁ ୪ଗୁଣା ପଈସା ଆଦାୟ କରି ଗରିବ ଲୋକଙ୍କ ଅଭାବ ଅସୁବିଧା ପୂରଣ କରାଯାଉ ଜୟ ଜଗନ୍ନାଥ 🙏 ପ୍ରଭୁ ଆପଣଙ୍କୁ ଶକ୍ତି ଦିଅନ୍ତୁ ଏ ତାମିଲ୍ ନାନୀ ମାନଙ୍କୁ ମେଣ୍ଢା କର
25 years lut, my God.
ତୁମକୁ bjp ସରକାର ୧୦ ଟଙ୍କା ରେ ଆଳୁ ଦେବ
କାଇଁ ସେ mg ଙ୍କୁ ବଦଳି ହଉନି ଭାଇ... Mg ଙ୍କୁ ଦେଖିଲେ ହାଡ଼ ଜଳୁଛି 😡
ଭାଇ, ଅପେକ୍ଷା କର ସବୁ ହେବ l ବର୍ତ୍ତମାନ ସରକାର ଚିନ୍ତାରେ ଅଛନ୍ତି ଯଦି ବଦଳି କରିବେ ତେବେ କତେଜଣଙ୍କୁ କାହିଁକିନା ଏଠି ପା ସବୁ ଦୁର୍ନୀତି ଖୋର
Bhai kan kahilure ❤❤❤❤❤
Really, au gotae achhi Mathivathan
Tu kn pai raguchhu heba
Bhai besta huani se mg jhardpada jeba
ଧନ୍ୟବାଦ ମାନ୍ୟବର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଧନ୍ୟବାଦ ସୁଧାଂଶୁ @8
ସବୁ ଅଣ ଓଡ଼ିଆ ଓ କିଛି ବେଇମାନ ଓଡ଼ିଆ ଅଫିସର ମାନଙ୍କୁ ବାହାର କରାଯାଉ
Sadhharana janata nku badhya kara n jau aaena ki haataku nebaku. Taa purbaru nua sarkar karjyanushthhan niantu. 6:21
ETHIRE PRATHAME BALI PADIJIBE JEUN ODIA OFFICERMANE ANYA RAJYARE ACHANTI EITA KAPURUSHATARA KAMA AME BHARATABASHI SAMASTE EK, BHAI BHAI
ଅଶେଷ ଅଶେଷ ଧନ୍ୟବାଦ୍ ସୁରଜ୍ ସୂର୍ଯ୍ୟ ବଂଶୀ ବାବୁଙ୍କୁ । ହାର୍ଦ୍ଦିକ ଶୁଭେଚ୍ଛା।❤❤
Hrudaya ku aji shanti milila. 🤗😇
ଜୟ ଜଗନ୍ନାଥ ଓଡ଼ିଶା ଉନ୍ନତି ଦିଗରେ ଦେଶର ଉନ୍ନତି ହେବ ଜୟ ଶ୍ରୀ ରାମ
ଧନ୍ୟବାଦ ସୁଧାଂଶୁ ଓ ସୁରଜ ବାବୁଙ୍କୁ ,
ମୁଁ ତ ଆଗରୁ ଦେଖେନି କିନ୍ତୁ ଏବେ ଦେଖିଲି ଆପଣ ଆପଣଙ୍କର ଚ୍ୟାନେଲ ପ୍ରସାରିତ pagram ବହୁତ ସୁନ୍ଦର ହୃଦୟ ସ୍ପର୍ଶୀ 🎉🎉 ଜୟ ଜଗନ୍ନାଥ ଲଗିରୁହ ପାଣ୍ଡୁ କୁ ଆରାଷ୍ଟ ହେବା ଯାଏ ❤❤
🌹👍ସlବାସ ସୁରଜ ସୂର୍ଯ୍ୟବଂଶୀ ମାନ୍ୟବର ଯୁବ କ୍ରୀଡା ମନ୍ତ୍ରୀ ମହାଦୋୟ 👍👌
ସୁଧାଂଶୁ ବାବୁ ଆପଣ କେନ୍ଦୁଝର ବଡ ମେଡିକାଲ ର ପୁରୁଷ ବିଭାଗ ବିଷୟରେ ଟିକେ ପ୍ରସଙ୍ଗ ଉଠେଇବେ।ଏଠାରେ ପୁରୁଷ ବିଭାଗ ରେ ଶଯ୍ୟା ସଂଖ୍ୟା ବୃଦ୍ଧି କଲେ ବହୁତ୍ ଉପକାର ମିଳନ୍ତା।କିଛି ରୋଗୀ ତଳେ ଶୋଇଛନ୍ତି
ଖୁବ୍ ସୁନ୍ଦର ଉପସ୍ଥାପନା
ସୂର୍ଯ୍ୟବଂଶୀ ସୁରଜ୍ ସଠିକ୍ ଚିକିତ୍ସା କରିବେ ବୋଲି ଦୃଢ ବିଶ୍ବାସ ରହିଛି କିନ୍ତୁ ଅପେକ୍ଷା କରିବା ଆଗକୁ କଣ ହେଉଛି ???
Suraj sir u r great.god bless u
Good moments of New Common people. Felicitate to Mr. Suraj Surya Bansi ideal for odisha political. Learn so mthings all new commers
BJD matlab Bika hua Janata Dal ...Now it's over . Proud to our Constituency to give birth such a high visionary leader ...Out beloved SURAJ❤❤❤❤❤❤❤
ଧନ୍ୟବାଦ ଭାଇ ଆପଣଙ୍କ ପରି ମନ୍ତ୍ରୀ ହେବା ଦରକର❤🎉😊
ମାନ୍ୟବର ସୂର୍ଯ୍ୟବଂଶୀ ଅନ୍ଧାରୀ ମୂଲକର ଉଦୀୟମାନ ସୂର୍ଯ୍ୟ।
ସୁଧାଂଶୁ ବାବୁ ଆପଣଙ୍କ ନିର୍ଭିକ ଉପସ୍ଥାପନା ପ୍ରଂଶସନୀୟ। ଓଡ଼ିଶାର ଜନତା ଆପଣ ଙ୍କ ସାଙ୍ଗରେ ଅଛନ୍ତି।
Ebhali prayas jari rahu odisha basi apananka sathire achhanti ❤❤❤❤❤
Thanks to Sudhansu Babu. Fight against corruption. No fear now.
Focus plus ଗୋଟେ ସତ୍ୟ ଖବର ପ୍ରସାରଣ news chanel ଆଉ ସୁଧାଂଶୁ ଭାଇଙ୍କର ସମ୍ବାଦୀ କତା ବହୁତ୍ ବଢିଆ ମାଡ଼ି ଚାଲ ସରକାରୀ ଅବ୍ୟବସ୍ଥା ପରିବର୍ତ୍ତନ ରେ ଆପଣ ଙ୍କ ଭଲ ଭୂମିକା ନିଭାଉଛନ୍ତି
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍
ଧୀରେ ଧୀରେ ସବୁ ଦୁର୍ନୀତି କୁ ସାମ୍ନାକୁ ଆଣିବ Focus plus
Hela pare kahi be sir Abe kichi hei ni
ଭାଇ ସାଦର ଅଭିନନ୍ଦନ ଓ ଶୁଭକାମନା।ଆମ କାମାକ୍ଷାନଗର ମେଡିକାଲ କୁ ଫୋକଶ ଦିଅନ୍ତୁ ଏଠି ଡଃ ଏବଂ ପରିଚାଳନା ବିଭାଗ ରେ ବହୁତ ଘୋଟାଲା ଚାଲିଛି।
ଶୁଧାସୁଂ ବାବୁ ଆଜି ଆପଣଙ୍କ ଚ୍ୟାନେଲ୍ ମାଧ୍ୟମରେ ଓଡ଼ିଆ ସ୍ୱାଭିମାନର ଚିହ୍ନ ଦେଖି ଲୁ
ଫୋକସ ପ୍ଲସକୁ ବହୁତ ବହୁତ ଧନ୍ୟବାଦ। ବହୁତ ଭଲ ପ୍ରୟାସ🙏👍
ସୁନ୍ଦର ଲୋକତନ୍ତ୍ର 👌👌👌
ବହୁତ ଭଲ ଉପସ୍ଥାପନା ସୁଧାଂଶୁ ବାବୁ ❤
ଭତ୍ତା ବୃଦ୍ଧି ପାଇଁ ଉଦ୍ୟମ କରାଗଲେ ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମ ମାନେ ଉପକୃତ ହେବେ
Thank you minister saheb🎉🎉🎉
ପରିବର୍ତ୍ତନ ଦେଖାଯାଉଛି । ଆଉଟିକେ ନୂତନତାର ଆବଶ୍ୟକତା ରହିଛି।
ସୁନ୍ଦର ଉପସ୍ଥାପନା
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୁର୍ନୀତି ର ପର୍ଦାଫାଶ କରିଚାଳନ୍ତୁ, ଓଡ଼ିଶାର ଜନସାଧାରଣଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷା ହେବ।ଜୟଶ୍ରୀଜଗନ୍ନାଥ 🙏🙏
Brave you and the minister concerned are....
Thanks Sudhansu.Congratulation for yourState forwardness.
Bhai apanku sahy salam bharat mata ki jay
Thanks very much for your message to Odian
Focus channel ra video gudika bahutu bhala laguchi.... really true news
🎉🎉🎉 Thanks Suraj ji 🎉🎉🎉
Salute to Hon'ble minister
The Real Nayak , congratulations Honourable minister Suryavanshi .... Ye hui baat
ସୁଧାଂଶୁ ବାବୁ ଆପଣଙ୍କ ଫୋନ୍ ନମ୍ବର୍ ଦେଲେ କଥା ହେବି ।
Focus plus ku bahuta bahuta dhanyabad
ମନ୍ତ୍ରୀ ହେବ ତ ଏମିତି
Sudhanshu babu, your investigative reporting is excellent and very informative.Keep it up.God bless you.
ବିଜେଡ଼ି ଦଳର ସବୁ ନେତାଙ୍କୁ ଜେଲରେ ପୁରାଓ.
BEST NEWS . HEARTLY THANKS TO YOU BHAI .
ସୁରଜ୍ ବାବୁ,ପୁରା ସତ୍ୟତା ତଦନ୍ତ ନ କଲେ, ବିଜେପି ର ଅବସ୍ଥା ବିଜେଡି ଭଳି ହେବ 😭🤪😂🤣
Karibe Bhai you hope 😊😊😊
@@Beautifulnture-et2bk 👌👏🫶👍 ଅପେକ୍ଷା 😭
Keep it up Surjya babu.Allthe best 👍 congratulations 🎉🎉
Thanks for your highlights.
Thank you Sudhansu Baboo
Many many thanks to focus plus for bringing the fact to public God bless you
Great massege. We want this type of news. Newly talented MINISTER
Very good , proceed forward, we are with you're.Thanks
Great sir🙏🏻🙏🏻🙏🏻
Thank you sudhansu sir.
ବହୁତ୍ ବଢିଆ ଲାଗିଲା ଭିଡ଼ିଓ ଦେଖିକି//ଆପଣ ଏମିତି ଦୁର୍ନୀତି ର ପର୍ଦ୍ଦାଫାଶ ଜାରିରଖନ୍ତୁ//ଆମେ ଆପଣଙ୍କୁ ସ୍ବାଗତ କରୁଛୁ
ଧନ୍ୟବାଦ୍,, ଓଡିଶା ବାସୀ ❤
SIR KEEP ON DOING THIS WORK FOR OUR ODISHA
Hoi ho focus plus ଭାଇନା ଏତେ ଭାଷଣ ମାରୁଚ କାଇଁ ତୋର ଯଦି ଦୋମ ଅଛି bjp ଉପରେ କହୁନୁ ଆଳୁ ୧୦ଟଙ୍କା ରେ ବିକିବେ ଆଉ ଓଡ଼ିଶାର ବଜେଟ ବିଷୟ ରେ କହୁନ
ସୂର୍ଯ୍ୟ ଆଗରୁ ଆଲୋକ ପ୍ରଦାନ କରିଆସୁଛନ୍ତି,ଏବେ କରୁଛନ୍ତି, ଆଗକୁ ବି ଆଲୋକ ପ୍ରଦାନ କରିବେ ।
ରୋକ ଠୋକ କଥା ବହୁତ ଭଲ ଲାଗୁଛି sir Focus + good news chennal
Thak you Suraj Sir.Take action against the corrupted officer.
Thanks u Suraj bhai❤❤❤❤❤
Bahut bahut dhanyawad
Sunda katha kahithibaru bahut bahut dhanyabad.s bhainku .
ଏଇ ଭଳି ସାସନ ଦରକାର👏👏👏
Thanks Sudhansu babu for your effort
Beautiful analysis by you Sudhanshu babu. I request you give your analysis like this every day for the betterment of Odiya people.
ମାନ୍ୟବର ସୂର୍ଯ୍ୟବଂଶୀ ଙ୍କୁ ଅଜସ୍ର ବଧେଇ।ଜୟ ଜଗନ୍ନାଥ!!!
Great topic.... fantastic......
Well done Suraj Bhai. we love you
ସତ୍ୟର ସବୁବେଳେ ଜୟ ହୋଇଥାଏ 👍 🙏 ଜୟ ଶ୍ରୀ ଜଗନ୍ନାଥ 🚩
Thank you very much for all this information..
Thank you focus news very good
Congratulations Suryavanshi Sir❤❤❤
Bhalajinsa Upasthapana Karuchanti❤❤❤❤❤❤❤
Very good info. Thanks to TEAM🎉
Great
Sudhanshu babu carry on whole odisha wasi with you.
Great!Thanks to Focus Plus
ଧନ୍ୟବାଦ focus plus ଏଇଭଳି ଦୁର୍ନିତି ଗ୍ରସ୍ତ officer ମାନକୁ ବାରମ୍ବାର ଲୋକ ଲୋଚନ କୁ ଆଣନ୍ତୁ ତେବେ ଯାଇ ଓଡିଶା ରୁ କଳାପାହାଡ଼ ଶାସନ ର ଅନ୍ତ ହେବ
ସୂର୍ଯ୍ୟବଂଶୀ ଙ୍କ ପାଖରୁ ଓଡ଼ିଶା ବହୁତ କିଛି ଆଶାକରେ । ଦେଖାଯାଉ ଭାଇ ଆମର କେତେଦୂର ସଫଳ ହେଉଛନ୍ତି।
କେବଳ focus plus ରେ ବହୁତ ବଡ଼ କାମ ,
ଯେଉଁଠି ଯେଉଁଠ ଦୂର୍ନିତି ହୋଇଛି focus Plusତାହାର ପର୍ଦ୍ଦାଫାସ କରି ସରକାରଙ୍କ ସାମନାକୁ ଆଣିବା ଦରକାର
Right 👍👍
👍
Khali dekhile habani Munda khateiki development Kariba darkar😍
Pathua loka sashana karu thile, ebe murkhamantri maane rajuti karibe.
Focus plus, aagaru soi thila ,ebe jaagi gala ?
Congratulations
5T school ଗୁଡ଼ିକର କାର୍ଯ ର ଅନୁଧ୍ୟାନ କରି ଟିକେ ଲୋକ ଲୋଚନକୁ ଆସିବା ଦରକାର ।
Great
Salute to you brother
Focus plus ସବୁ ଦୁର୍ନୀତି ର ପର୍ଦ୍ଦାଫାସ କରୁ
ଅତି ସୁନ୍ଦର । ମୋତେ ଭଲ ଲାଗିଲା ଆପଣଙ୍କର ଉପସ୍ଥାପନା । ଜୟ ଜଗନ୍ନାଥ ।
ପ୍ରତି ଜିଲ୍ଲା ଆଉ ପ୍ରତି ବ୍ଲକ୍ କୁ Focus + ଯିବା ଦରକାର ପଡୁଛି ଟା ହେଲେ ଓଡ଼ିଶାର ଦୁର୍ନୀତି ର କିଛି ଖୁଲାଶା ହୋଇ ପାରିବ Thanks 👍👍👍 Focus + Thanks Sundhansu Bhai
Right
Argus+ focus plus= 🔥
Thanks all
Focus plus ଏବଂ Aurgas news ସବୁଠୂ ଭଲ ଖବର ଦେଉଛନ୍ତି ତେଣୁ ବହୁତ ବହୁତ ଧନ୍ୟବାଦ୍
Yanku kebala bjd birodha re news ta mile nain .tame b seya
@@lifeislucky508 jaha kahuchanti taha bhul ta nuhen na bhaii
Samaste gandia au ta gote news thk nahi sabu ta news channel bikri sarilani au focus
Hele news ta nirapakhya hele bhala huanta ni ki.Kn bjp re sabu deba tulya loka ki
Bjp pai bhala
ବହୁତ୍ ବଢିଆ ଲାଗିଲା କିନ୍ତୁ ସୁଧାଂଶୁ ଭାଇ ରତ୍ନ ଭଣ୍ଡାର କଥା ଉଠାନ୍ତୁ
ସୂର୍ୟ ସୂର୍ଯ୍ୟବଂଶୀ ଏକ ନିଆରା।
ସେ ସଚିବ ଙ୍କୁ ପାଣି ପେଇବ।
ଜୟ ଜଗନ୍ନାଥ।
ବହୁତ୍ ବଢିଆ ଲାଗୁଛି ସୂର୍ଯ୍ୟ ବଂଶୀ ସୁରଜ୍ ଙ୍କ ପାଇଁ
ଅଶେଷ ଅଶେଷ ଧନ୍ୟବାଦ ସୁଧାଂଶୁ ଭାଇ ଜୟ ଶ୍ରୀରାମ 🙏🙏🙏
ଯା ହଉ ଏ ଦୃଶ୍ୟ bjp ଆସିବା pare ଦେଖିଲୁ..... Bjd ନେତାଙ୍କ ପାଇଁ କ୍ରୀତଦାସ ଶବ୍ଦ ଯିଏ ବାହାରକରିଥିଲା ତାକୁ ମାନିବାକୁ ପଡିବ....
Babi babu😅
Dharmendra Pradhan prathame kritadas boby das ku kahi thile..
ସମସ୍ୟା ସୃଷ୍ଟିକାରୀ ସମସ୍ୟା ସମାଧାନ ନ କଲେ ଘୋର ଅରାଜକତା ସୃଷ୍ଠି ହୁଏ ଯାହା ବିଜେଡି ସରକାର୍ ଗଠନ ପରେ ଚାଲିଛି 😢 ସୂର୍ଯ୍ୟ ବଂଶୀ ସୁରଜ୍ ପାଇଁ ଓଡିଶା ଗର୍ବିତ
👍ସୁଧାଂଶୁ ବାବୁ ଆପଣ expose କରିଚାଳନ୍ତୁ, suraj ବାବୁ ଆପଣ ଜୈଲ ପଠାନ୍ତୁ.
Bala na
@@manoranjanmaharana9549 bala nuha bia
Kou surj , sala harami mada piki gaduchi bala mantri haba ,ta naare puni criminal case achhi 2 ta bail re aasichi aahuri details janibaku achhi ta congress twitter handel re video v upload congress karici jaiki dekhinia.
@@manoranjanmaharana9549 Tote Hajam heuni
Thou Pandu Ra Chamcha @@manoranjanmaharana9549
ମାନ୍ୟବର କ୍ରୀଡା ମନ୍ତ୍ରୀ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ. ଏମାନଙ୍କୁ jail ପଠାଯାଉ ଏବଂ ଅର୍ଥ ଏମାନଙ୍କ ଦରମାରୁ ଭରଣା କରାଯାଉ.
You are right Ashok babu
In addition to that semanakar property pura Raja kosha ku jau...
ମନ୍ତ୍ରୀ ହେବ ଏମିତି ❤❤❤
ଏମାନେ ଯେତିକି ଲୁଟି ଛନ୍ତି ଓଡ଼ିଶା ଓଡ଼ିଆଙ୍କ ପଇସା ତାଙ୍କ ଠୁ ୪ଗୁଣା ପଈସା ଆଦାୟ କରି ଗରିବ ଲୋକଙ୍କ ଅଭାବ ଅସୁବିଧା ପୂରଣ କରାଯାଉ ଜୟ ଜଗନ୍ନାଥ 🙏 ପ୍ରଭୁ ଆପଣଙ୍କୁ ଶକ୍ତି ଦିଅନ୍ତୁ ଏ ତାମିଲ୍ ନାନୀ ମାନଙ୍କୁ ମେଣ୍ଢା କର
25 years lut, my God.
ତୁମକୁ bjp ସରକାର ୧୦ ଟଙ୍କା ରେ ଆଳୁ ଦେବ
କାଇଁ ସେ mg ଙ୍କୁ ବଦଳି ହଉନି ଭାଇ... Mg ଙ୍କୁ ଦେଖିଲେ ହାଡ଼ ଜଳୁଛି 😡
ଭାଇ, ଅପେକ୍ଷା କର ସବୁ ହେବ l ବର୍ତ୍ତମାନ ସରକାର ଚିନ୍ତାରେ ଅଛନ୍ତି ଯଦି ବଦଳି କରିବେ ତେବେ କତେଜଣଙ୍କୁ କାହିଁକିନା ଏଠି ପା ସବୁ ଦୁର୍ନୀତି ଖୋର
Bhai kan kahilure ❤❤❤❤❤
Really, au gotae achhi Mathivathan
Tu kn pai raguchhu heba
Bhai besta huani se mg jhardpada jeba
ଧନ୍ୟବାଦ ମାନ୍ୟବର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଧନ୍ୟବାଦ ସୁଧାଂଶୁ @8
ସବୁ ଅଣ ଓଡ଼ିଆ ଓ କିଛି ବେଇମାନ ଓଡ଼ିଆ ଅଫିସର ମାନଙ୍କୁ ବାହାର କରାଯାଉ
Sadhharana janata nku badhya kara n jau aaena ki haataku nebaku. Taa purbaru nua sarkar karjyanushthhan niantu. 6:21
ETHIRE PRATHAME BALI PADIJIBE JEUN ODIA OFFICERMANE ANYA RAJYARE ACHANTI EITA KAPURUSHATARA KAMA AME BHARATABASHI SAMASTE EK, BHAI BHAI
ଅଶେଷ ଅଶେଷ ଧନ୍ୟବାଦ୍ ସୁରଜ୍ ସୂର୍ଯ୍ୟ ବଂଶୀ ବାବୁଙ୍କୁ । ହାର୍ଦ୍ଦିକ ଶୁଭେଚ୍ଛା।❤❤
Hrudaya ku aji shanti milila. 🤗😇
ଜୟ ଜଗନ୍ନାଥ ଓଡ଼ିଶା ଉନ୍ନତି ଦିଗରେ ଦେଶର ଉନ୍ନତି ହେବ ଜୟ ଶ୍ରୀ ରାମ
ଧନ୍ୟବାଦ ସୁଧାଂଶୁ ଓ ସୁରଜ ବାବୁଙ୍କୁ ,
ମୁଁ ତ ଆଗରୁ ଦେଖେନି କିନ୍ତୁ ଏବେ ଦେଖିଲି ଆପଣ ଆପଣଙ୍କର ଚ୍ୟାନେଲ ପ୍ରସାରିତ pagram ବହୁତ ସୁନ୍ଦର ହୃଦୟ ସ୍ପର୍ଶୀ 🎉🎉 ଜୟ ଜଗନ୍ନାଥ ଲଗିରୁହ ପାଣ୍ଡୁ କୁ ଆରାଷ୍ଟ ହେବା ଯାଏ ❤❤
🌹👍ସlବାସ ସୁରଜ ସୂର୍ଯ୍ୟବଂଶୀ ମାନ୍ୟବର ଯୁବ କ୍ରୀଡା ମନ୍ତ୍ରୀ ମହାଦୋୟ 👍👌
ସୁଧାଂଶୁ ବାବୁ ଆପଣ କେନ୍ଦୁଝର ବଡ ମେଡିକାଲ ର ପୁରୁଷ ବିଭାଗ ବିଷୟରେ ଟିକେ ପ୍ରସଙ୍ଗ ଉଠେଇବେ।
ଏଠାରେ ପୁରୁଷ ବିଭାଗ ରେ ଶଯ୍ୟା ସଂଖ୍ୟା ବୃଦ୍ଧି କଲେ ବହୁତ୍ ଉପକାର ମିଳନ୍ତା।
କିଛି ରୋଗୀ ତଳେ ଶୋଇଛନ୍ତି
ଖୁବ୍ ସୁନ୍ଦର ଉପସ୍ଥାପନା
ସୂର୍ଯ୍ୟବଂଶୀ ସୁରଜ୍ ସଠିକ୍ ଚିକିତ୍ସା କରିବେ ବୋଲି ଦୃଢ ବିଶ୍ବାସ ରହିଛି
କିନ୍ତୁ
ଅପେକ୍ଷା କରିବା ଆଗକୁ କଣ ହେଉଛି ???
Suraj sir u r great.god bless u
Good moments of New Common people.
Felicitate to Mr. Suraj Surya Bansi ideal for odisha political.
Learn so mthings all new commers
BJD matlab Bika hua Janata Dal ...Now it's over . Proud to our Constituency to give birth such a high visionary leader ...Out beloved SURAJ❤❤❤❤❤❤❤
ଧନ୍ୟବାଦ ଭାଇ ଆପଣଙ୍କ ପରି ମନ୍ତ୍ରୀ ହେବା ଦରକର❤🎉😊
ମାନ୍ୟବର ସୂର୍ଯ୍ୟବଂଶୀ ଅନ୍ଧାରୀ ମୂଲକର ଉଦୀୟମାନ ସୂର୍ଯ୍ୟ।
ସୁଧାଂଶୁ ବାବୁ ଆପଣଙ୍କ ନିର୍ଭିକ ଉପସ୍ଥାପନା ପ୍ରଂଶସନୀୟ। ଓଡ଼ିଶାର ଜନତା ଆପଣ ଙ୍କ ସାଙ୍ଗରେ ଅଛନ୍ତି।
Ebhali prayas jari rahu odisha basi apananka sathire achhanti ❤❤❤❤❤
Thanks to Sudhansu Babu. Fight against corruption. No fear now.
Focus plus ଗୋଟେ ସତ୍ୟ ଖବର ପ୍ରସାରଣ news chanel ଆଉ ସୁଧାଂଶୁ ଭାଇଙ୍କର ସମ୍ବାଦୀ କତା ବହୁତ୍ ବଢିଆ ମାଡ଼ି ଚାଲ ସରକାରୀ ଅବ୍ୟବସ୍ଥା ପରିବର୍ତ୍ତନ ରେ ଆପଣ ଙ୍କ ଭଲ ଭୂମିକା ନିଭାଉଛନ୍ତି
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍
ଧୀରେ ଧୀରେ ସବୁ ଦୁର୍ନୀତି କୁ ସାମ୍ନାକୁ ଆଣିବ Focus plus
Hela pare kahi be sir Abe kichi hei ni
ଭାଇ ସାଦର ଅଭିନନ୍ଦନ ଓ ଶୁଭକାମନା।ଆମ କାମାକ୍ଷାନଗର ମେଡିକାଲ କୁ ଫୋକଶ ଦିଅନ୍ତୁ ଏଠି ଡଃ ଏବଂ ପରିଚାଳନା ବିଭାଗ ରେ ବହୁତ ଘୋଟାଲା ଚାଲିଛି।
ଶୁଧାସୁଂ ବାବୁ ଆଜି ଆପଣଙ୍କ ଚ୍ୟାନେଲ୍ ମାଧ୍ୟମରେ ଓଡ଼ିଆ ସ୍ୱାଭିମାନର ଚିହ୍ନ ଦେଖି ଲୁ
ଫୋକସ ପ୍ଲସକୁ ବହୁତ ବହୁତ ଧନ୍ୟବାଦ। ବହୁତ ଭଲ ପ୍ରୟାସ🙏👍
ସୁନ୍ଦର ଲୋକତନ୍ତ୍ର 👌👌👌
ବହୁତ ଭଲ ଉପସ୍ଥାପନା ସୁଧାଂଶୁ ବାବୁ ❤
ଭତ୍ତା ବୃଦ୍ଧି ପାଇଁ ଉଦ୍ୟମ କରାଗଲେ ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମ ମାନେ ଉପକୃତ ହେବେ
Thank you minister saheb🎉🎉🎉
ପରିବର୍ତ୍ତନ ଦେଖାଯାଉଛି । ଆଉଟିକେ ନୂତନତାର ଆବଶ୍ୟକତା ରହିଛି।
ସୁନ୍ଦର ଉପସ୍ଥାପନା
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୁର୍ନୀତି ର ପର୍ଦାଫାଶ କରିଚାଳନ୍ତୁ, ଓଡ଼ିଶାର ଜନସାଧାରଣଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷା ହେବ।
ଜୟଶ୍ରୀଜଗନ୍ନାଥ 🙏🙏
Brave you and the minister concerned are....
Thanks Sudhansu.
Congratulation for your
State forwardness.
Bhai apanku sahy salam bharat mata ki jay
Thanks very much for your message to Odian
Focus channel ra video gudika bahutu bhala laguchi.... really true news
🎉🎉🎉 Thanks Suraj ji 🎉🎉🎉
Salute to Hon'ble minister
The Real Nayak , congratulations Honourable minister Suryavanshi .... Ye hui baat
ସୁଧାଂଶୁ ବାବୁ ଆପଣଙ୍କ ଫୋନ୍ ନମ୍ବର୍ ଦେଲେ କଥା ହେବି ।
Focus plus ku bahuta bahuta dhanyabad
ମନ୍ତ୍ରୀ ହେବ ତ ଏମିତି
Sudhanshu babu, your investigative reporting is excellent and very informative.
Keep it up.God bless you.
ବିଜେଡ଼ି ଦଳର ସବୁ ନେତାଙ୍କୁ ଜେଲରେ ପୁରାଓ.
BEST NEWS . HEARTLY THANKS TO YOU BHAI .
ସୁରଜ୍ ବାବୁ,ପୁରା ସତ୍ୟତା ତଦନ୍ତ ନ କଲେ, ବିଜେପି ର ଅବସ୍ଥା ବିଜେଡି ଭଳି ହେବ 😭🤪😂🤣
Karibe Bhai you hope 😊😊😊
@@Beautifulnture-et2bk 👌👏🫶👍 ଅପେକ୍ଷା 😭
Keep it up Surjya babu.Allthe best 👍 congratulations 🎉🎉
Thanks for your highlights.
Thank you Sudhansu Baboo
Many many thanks to focus plus for bringing the fact to public God bless you
Great massege. We want this type of news.
Newly talented MINISTER
Very good , proceed forward, we are with you're.Thanks
Great sir🙏🏻🙏🏻🙏🏻
Thank you sudhansu sir.
ବହୁତ୍ ବଢିଆ ଲାଗିଲା ଭିଡ଼ିଓ ଦେଖିକି//ଆପଣ ଏମିତି ଦୁର୍ନୀତି ର ପର୍ଦ୍ଦାଫାଶ ଜାରିରଖନ୍ତୁ//ଆମେ ଆପଣଙ୍କୁ ସ୍ବାଗତ କରୁଛୁ
ଧନ୍ୟବାଦ୍,, ଓଡିଶା ବାସୀ ❤
SIR KEEP ON DOING THIS WORK FOR OUR ODISHA
Hoi ho focus plus ଭାଇନା ଏତେ ଭାଷଣ ମାରୁଚ କାଇଁ ତୋର ଯଦି ଦୋମ ଅଛି bjp ଉପରେ କହୁନୁ ଆଳୁ ୧୦ଟଙ୍କା ରେ ବିକିବେ ଆଉ ଓଡ଼ିଶାର ବଜେଟ ବିଷୟ ରେ କହୁନ
ସୂର୍ଯ୍ୟ ଆଗରୁ ଆଲୋକ ପ୍ରଦାନ କରିଆସୁଛନ୍ତି,ଏବେ କରୁଛନ୍ତି, ଆଗକୁ ବି ଆଲୋକ ପ୍ରଦାନ କରିବେ ।
ରୋକ ଠୋକ କଥା ବହୁତ ଭଲ ଲାଗୁଛି sir Focus + good news chennal
Thak you Suraj Sir.Take action against the corrupted officer.
Thanks u Suraj bhai❤❤❤❤❤
Bahut bahut dhanyawad
Sunda katha kahithibaru bahut bahut dhanyabad.s bhainku .
ଏଇ ଭଳି ସାସନ ଦରକାର👏👏👏
Thanks Sudhansu babu for your effort
Beautiful analysis by you Sudhanshu babu. I request you give your analysis like this every day for the betterment of Odiya people.
ମାନ୍ୟବର ସୂର୍ଯ୍ୟବଂଶୀ ଙ୍କୁ ଅଜସ୍ର ବଧେଇ।
ଜୟ ଜଗନ୍ନାଥ!!!
Great topic.... fantastic......
Well done Suraj Bhai. we love you
ସତ୍ୟର ସବୁବେଳେ ଜୟ ହୋଇଥାଏ 👍
🙏 ଜୟ ଶ୍ରୀ ଜଗନ୍ନାଥ 🚩