"Kudos to Panigrahi Babu for his selfless work! Despite having parents in government service, he's taking risks to serve the people. He could have easily led a comfortable life, but instead, he's chosen to make a difference. I've had the privilege of knowing him, and I can attest to his passion, intention, and courage in helping the needy and helpless. Let's support and encourage him to continue his good work! #I_love_reporter #i_love_mor_samiya"
Comedy+Action+Mass+Entertainment+True story+Brave New Chennal=Blockbuster News. 🫡 Reporter sir.Love from Sambalpur. Please Come to Sambalpur and Show Sambalpur problems by your cheneel.❤
I hardly like , More samiya, Focus plus, Argus,& Nirbhaya.but in ground repotting Nibes sir argument is absolutely right his braveness is example of such a respected journalism.thanks .
Tumar bhalia chinta dhara lagi ho nadu agya ajir din re jia bhal kam karu thibe se bi ni kare na ,tamr kahebar mane se sambadika hene mad khai tbita bele bi chup hei padi thita
ଓଡିଶା ସରକାର ମୋର୍ ସମିୟା କେ best news channel ର award ଦଉ ଇଟା ଆମର ଦାବୀ
Right
Right ❤❤
Banda debar katha
Right
Right 👍
ମୋର ସମିୟା ନ୍ୟୁଜ କେ ବହୁତ ବହୁତ ଧନ୍ଯବାଦ ସେ ସରପଞ୍ଚ ର ସ୍ବାମୀ କେ ଆରେଷ୍ଟ କରାଯାଉ
👌👌 ବହୁତ ବହୁତ ଧନ୍ୟବାଦ ମୋର ସମୀୟା କେ.... ନିର୍ଭିକ ଆଉ ନିରପେକ୍ଷ ନିୟୁଜ ଚେନେଲ 🙏🙏
ବହୁତ ବହୁତ ଧନ୍ୟବାଦ ଭାଇ ମୁଇଁ ଦିଲ୍ଲୀ ରୁ ଆପଣଙ୍କର ଭିଡ଼ିଓ ଦେଖସି... ଆପଣ ସବୁବେଳେ ଏନ୍ତା ହିଁ ସଚ୍ଚୋଟ ହେଇ ରହେବେ ଇଟା ଆମର ଆଶା ଆଉ ଭରସା 🙏🏻🙏🏻🙏🏻
ତମ ପରି କିଏ ହେଇ ପାରି ବେନି ନିବେଶ୍ ଦାଦା ❤❤
Bala
ଧନ୍ଯବାଦ ଦାଦା ଆଗକେ ବଢିଚାଲ ଆମେ ସଭେ ତମର ପଛେ ଅଛୁ
Pachhe nii , sange achhun kaha
ମୋର ସମିୟା ହେଉଛେ ନମ୍ବର 1 news ରିପୋର୍ଟର,, salute salute, salute salute,,
ପଛ ଘୁଞ୍ଚା ନାହିଁ ବୀର ର ଜାତକେ,,,
ନ ମରେ ସେ କେବେ ପ୍ରାଣ ର ଆତଙ୍କେ..!
Pagal samiya😂😂😂😂
ଦାଦା ତମେ ଓଡ଼ିଶାର ବେଷ୍ଟ ରିପୋଟର ଆୟେ..... ତମକୁ ବେଷ୍ଟ ଆୱାର୍ଡ ମିଲୁ 🎉🎉🎉 ପଶ୍ଚିମ ଓଡିଶା ର ବଡ଼ ଚେନାଲ ହେବାର କଥା .....ମୋର ସମିୟା......❤
ପଛର କଥା ତ କହି ନିଁପାରେ ବାକି ନିବେଶ ଦାଦା ଆପଣଂକର ବାଗିର ନିର୍ଭିକ ସାମ୍ବାଦିକ ମୋର ଜୀବନ ଥି ନି ଦେଖବାର 🙏 salute dada ମତେ ବି ତୁମର ଟିମ ରେ ସାମିଲ କରବ
ଜୟ ହିନ୍ଦ
ନିର୍ଭିକ୍ ସାହସିକତା ର ସହିତ ଲୋକ ର ପାଖ କେ ସତ୍ ଘଟଣା ଦେଖାଉଛନ ଆଉ ଅନ୍ୟାୟ ଅତ୍ୟାଚାର ଅଧର୍ମ ବିରୁଦ୍ଧେ ଲଢେ଼ଇ କରି ଚାଲିଛ,,ଆମେ ସମସ୍ତେ ସାଥ ଦେବାର ଆବଶ୍ୟକତା ଅଛେ ତେବେ ଅହୁର୍ ବଡ଼ ବଡ଼ ଚେର ବାହାରି ଯିବା,,dil se salute 🙏🙏💐
Salaute ମୋର ସମିୟା 🙏🙏 ମାନବା କେ ପଡବା ତମର ସାହସ 🙏🙏🙏
ନିବେଶ ଦାଦା school aru clg ଟାଇମ ରେ ଗୁର୍ଡୁ ଉତ୍ପତିଆ ଥିଲେ ... ଛୁଆ ବେଳୁ ହେନ୍ତ୍l ଟା
Good
ଆମର ପଶ୍ଚିମ ଓଡିଶା ର NO-1 ଚେନେଲ ମୋର ସମୀୟା 🙏🏻🙏🏻🙏🏻
ଧନ୍ୟବାଦ୍ ନିବେଶ୍ ଦାଦା ଆପଣଙ୍କର୍ ସାହାସ୍ କେ Salute Mor Samiya❤❤❤ se...🙏🙏
ଖାଲି ଇ ସରପଞ୍ଚଙ୍କର ସ୍ବାମୀ ନିଜକେ ସରପଞ୍ଚ ବଲି କହିଛନ୍ ବୋଲି ନାଇଁ ଭାବୁନ ପ୍ରାୟ ମହିଳା ସରପଞ୍ଚ ମାନଙ୍କର ସ୍ବାମୀ ନିଜେ ସରପଞ୍ଚ ବନିକରି ଫୁଲ ରାଜ କରୁଛନ୍, ସ୍ତ୍ରୀ ସରପଞ୍ଚ ହେଲେ ସ୍ବାମୀ ହାତରେ ଫୁଲ ପାୱାର। ଇଟା ସବୁନେ ଚାଳିଛେ। ମୋର ସମିୟା ନ୍ୟୁଜ କେ ବହୁତ୍ ଧନ୍ୟବାଦ୍,, ଜେନ୍ ପଞ୍ଚାୟତ ମାନକୁ ମହିଳା ସରପଞ୍ଚ ଅଛନ୍, ସେ ପଞ୍ଚାୟତ ମାନକୁ ଭଳସେ ଟିକେ ତଦାରଖ୍ କରି ଇସବୁର ପର୍ଦ୍ଦାଫାଶ କରୁନ୍। ଧନ୍ୟବାଦ୍
ଜଲଦି ସରପଞ୍ଚ ର Husband,କେ ଆରେଷ୍ଟ କରାଯାଉ 😮😮😮 ସଲା ଗୁଣ୍ଡା ଗରଦି କରୁଛେ 🤬
One and only no one reporters in Odisha..ଆପଣଙ୍କର ସାହସକୁ ମାନିବାକୁ ପଡିବ Sir 🙏ନମସ୍କାର
*ଏଭଲି ନିର୍ଭିକ ପତ୍ରକାରିତା ପାଇଁ ଆପଣଙ୍କୁ ସାଧୁବାଦ.... ଆପଣଙ୍କ ପତ୍ରକାରିତା ପାଇଁ ମୁଁ ଆପଣଙ୍କ ଚ୍ୟାନଲ୍ ଟା କୁ ସବସ୍କକ୍ରାଇବ କରୁଛି*
ମୋର୍ ସମିଆ ଚେନାଳ ଓଡ଼ିଶାର୍ ଏକ ସାହସିକ ଚେନାଳ୍ ଆଏ ❤❤❤
ନିବେଶ ଦା ଦା କେ ଯେତେ ଧନ୍ୟବାଦ୍ ଦେଲେ ବି କମ ହୋଇଯିବା। ତାକର ସାହସ କେ ମାନବାର କେ ପଡ଼ବା l ଏନ୍ତା ଇ news ଆକ୍ସନ ମୁଡ୍ ଥିବାର କଥା। ମୋର ସମିୟା ବି ଆମର୍ ସମୀୟା ବି ୟେ l
ମୋର୍ ସମ୍ ୟା କେ ସମସ୍ତେ ସାହାଯ୍ୟ କରିବା ପାଇଁ ଅନୁରୋଧ
ଆମର ଦେଶ ର ସବୁ channel ବାଲେ ବିକେ ହେଲେ , ହେଲେ ତୁମେ ଆଜି ତକ ନାଇ ବୀକେ ହେବା salute to u dada.
Right bro
ସବୁ ଦାଦାଗିରି ବନ୍ଦ ହେଇ ଯିବା ଯେତେଦିନ ତକ୍ ମୋର ସମିୟା ଦାଦା❤ ଅଛନ୍
Mor SAMIYA number one news channel Odisha re❤
Odisha's best News channel Mor Samiya
ମୋର ସମୀୟ କେ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ 🎉🎉ବେଷ୍ଟ news chennal 🙏🙏🙏
ହେ sarpanch କେ ଅନାସ୍ଥା ପ୍ରସ୍ତାବ କରିଦିଅ
ମୋର୍ ସମିୟା news କେ ମୋର୍ ବହୁତ ବହୁତ୍ ଧନ୍ୟବାଦ୍ ❤❤
ଓଡିଶା ସରକାର ମୋର ସମିୟା କେ best news channel ର award ଦଉ ଇଟା ଆମର ଦାବି
#ଓଡିଶାର- ୧.ନଂ ନ୍ୟୂଜ ଚେନାଲ୍ #ମୋର୍_ସମିୟା ❤❤❤❤❤❤❤❤❤❤❤❤❤❤❤❤❤❤
All over odisha ra news cover kara
@@MRShark7 Satelite channel heba , Wait..
Mor samiya...is the best news channel
ଶଳା କେ ଚପଲ୍ ରେ ପିଟ ହାରାମି କେ ଥାନା ରେ କେସ କର ଆଉ ସରପଞ୍ଚ କେ ଡାକ
"Kudos to Panigrahi Babu for his selfless work! Despite having parents in government service, he's taking risks to serve the people. He could have easily led a comfortable life, but instead, he's chosen to make a difference. I've had the privilege of knowing him, and I can attest to his passion, intention, and courage in helping the needy and helpless. Let's support and encourage him to continue his good work! #I_love_reporter #i_love_mor_samiya"
ମୋର ସମିୟା ଜିନ୍ଦାବାଦ..... ଶଳା କେ ପିଟ ମାଗିହା କେ
Jay koshal odisha.no.1newschnnel
Police action କାଣା ହେଲା ଭାଇ. Meeting ରେ tiffin ଟିକେ ନାଇଁ ଦେଲେ headquarters ର ସାମ୍ବାଦିକ ମାନେ colletriate ଆଗେ ରାସ୍ତା ରୋକ କରୁଛନ, ନିର୍ଭୀକ ସାମ୍ବାଦିକ ଭାଇ ଲାଗି କେନ୍ତା ନାଇଁ ବାହାରି ବା
Odisha ro no 1 fearless & faithful reporter ❤️❤️, great effort Nabish bhai , lets support his news channel ❤❤
ପହେଲା ସରପଞ୍ଚ କେ ଡାକ ଆର ତାର ପରେ ପିଟ ମାଗିହା କେ ସରପଞ୍ଚ ର ମୁନସ କେ, ଏନ୍ତା ଫେମିଲି କେ କେ ଯେ ସରପଞ୍ଚ କରିସନ୍
ପୋଲିସ ଏ ବ୍ୟକ୍ତି ଉପରେ କାଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବା।ଏ ସରପଞ୍ଚ କେ ପିଟ ମାଦରଚୋଦ୍ କେ
ବହୁତ୍ ବହୁତ୍ ଧନ୍ୟବାଦ୍ ବଡ ଭାଇ ତମର ଇନ୍ତା କିଏ ନାଇ ସାହସ କରନ୍ ବଡ ଭାଇ 🙏🙏🙏
❤ନିବେଶ ଦାଦା 💐ବହୁତ୍ ବହୁତ୍ ଧନ୍ୟବାଦ୍
Salute 🫡 Nibesh panigrahi dada
Mor samiya jindabad ,nibes sir jindabad
Amazing nibesh daa tumku bahut bahut dhanyawad ae .....
Tumar sahash bahut bad ae Daa....
Tumku maa samlei Saha heithaun.... ❤❤❤❤❤
ମୋର ସମିଆ ମିଡ଼ିଆ ଭାଇ ଙ୍କୁ ଧନ୍ୟବାଦ
ଧନ୍ୟବାଦ୍ ମୋର୍ ସମିୟା 🙏🙏
ଧନ୍ୟବାଦ. ମୋର ସମିୟା. 👍ମାଡିଚାଲ ଭାଇ 🙏👌
ସରପଂଚ କେ ମାଡ଼ ଦିଆଯାଉ, ଥାନା ରେ ଦିଆଯାଉ
ଜୟ କୋଶଲ ଜୟ ଭାରତ ❤️❤️❤️ ତମର ଅନ୍ତା ହିମତ 🙏🙏🙏🙏 ମା ସମଲେଇ ସବୁଦିବ ତମକୁ ଦେଉ
Mor samya bhut bhut dhanywade sir
Salute Nibesh dada. mor samiya bahut bahut dhanyabad🙏🙏🙏🙏
Mor samiya news k bahut bahut dhanyabad agaku ahuri madi chala all india God bless you daa au all team ku
Tame hi paschim odisha ra garba...Jai hind❤❤❤
Mor samiya k bahut bahut dhanyawad sir ❤
सही मे, ऐसे पत्रकार की आवश्यकता हे देश को, सलाम हे आप को❤,आप को ईश्वर लंबी उमर दें
Ek number reporter NIBES dada jindabad
Nibes best ରିପୋର୍ଟର
ସେ So Called ସରପଞ୍ଚ କେନ୍ ଆଡେ ଗଲେ...?? ଇ ତାକର୍ ସ୍ବାମୀ କିଏ ଯେ ଆସି କରି ଗୁଣ୍ଡାଗିରି କରୁଛନ୍..??
ମୋର ସମୀୟା ରିପୋର୍ଟର ଭାଇ ର ସାହସ ଦେଖି ବହୁତ ଭଲ ଲାଗସୀ ❤️❤️
ଆଉ ଗୁଟେ କଥା ଯେତେ ସାମ୍ବାଦିକ ଅଛନ ସମକୁ request ଆଏ, journalism କରିଛନ ତ ? ନେହେଲେ ପବ୍ଲିକ କେଁ କରି ପାରବା ।
ଆରେ ସରପଞ୍ଚ ର ସ୍ୱାମୀ ତୁଇ ହେ ନିବେଶ ଦାଦା କେ ନେଇ ଜାନବାର 🙏🙏🙏🚩🚩🚩
ହେ କିଏ ଆଏ, ପହେଲା ସରପଞ୍ଚ କେ ଡାଖ । ଇ କିଏ ଆଏ
ବହୁତ୍ ବହୁତ୍ ଧନ୍ଯବାଦ ମୋର୍ ସମିଆଁ ..... ନିବେଶ ଦାଦା
ବହୁତ ବହୁତ ଧନ୍ୟବାଦ ନିବେଶ ଦାଦା ମୋର ସମିୟା🙏
ବହୁତ ବହୁତ ଧନ୍ୟବାଦ ମୋର ସମୀୟା ରିପୋର୍ଟର ଭାଇ ମାନଙ୍କୁ 🙏
ନିବେଶ ଦା ଜିନ୍ଦାବାଦ 🙏🙏🙏🙏🙏🙏🙏🙏🙏🙏🙏🙏 real hero🙏🙏🙏🙏🙏🙏🙏🙏
East or west mor samaya is best ❤❤❤❤❤
Nibesh dada ra attitude bhal lagla...❤
Dhanyawad mor samiya sambadik sir nku ete sahas karithibaru
Comedy+Action+Mass+Entertainment+True story+Brave New Chennal=Blockbuster News.
🫡 Reporter sir.Love from Sambalpur.
Please Come to Sambalpur and Show Sambalpur problems by your cheneel.❤
Mor samiya reporter ko aur mor samiya news channel ko sahi Manyata milna joruri, thanks media
ପହେଲା ତ ନିବେଶ୍ ଦାଦା କେ ଜୁହାର୍ କରମି, ଆଉ ବହୁତ ଟେ ଧନ୍ଯବାଦ, ଗାଁ ସହର ର ଅସୁବିଧା ଦେଖାବାରୁ ମର 𝙎𝙖𝙡𝙪𝙩𝙚 ମୋର ସମିୟା କେ
ମୋର ସମିୟା ନ୍ୟୁଜ ର ରିପୋଟର ଦାଦା ଙ୍କର ଦୁର୍ନୀତି ବିରୋଧୀ ଅଭିଯାନ ର ଚେଷ୍ଟା କେ ମୁଇ କୃତଜ୍ଞତା ଜଣାଉଛେ🙏
This kind of fearless journalist we want... salute you dada
ମୋର ସମିୟା news channel ସବୁବେଳେ ସତ୍ ଲୋକ ଲୋଚନକୁ ଆନୁଚେ ସେଥି ଲାଗି ମୋର ତରଫରୁ ମୋର ସମିୟା କେ ବହୁତ ବହୁତ ଧନ୍ୟବାଦ।
ଧନ୍ୟବାଦ ମୋର୍ ସମିୟା,ଏତେ ବିପଦର ସାମନା କରି ଖବର ପ୍ରସାରଣ କରୁଛନ୍ତି।ଗବ୍ବର୍ ର ନାଁ ରେ ନିହାତି ଥାନାରେ f,I,r, ଦିଅନ୍ତୁ।
ମୋର ବାଇକ ବୋଲି ପହେଲା କହୁଛେ ଆଉ ତଲଵାର ପାଇଲା ପରେ ମୋର ବାଇକ ନାଇଁ ସେ ବୋଲି କହୁଛେ ହେ ବି ସରପଞ୍ଚ ସାଙ୍ଗେ ସାମିଲ ଅଛେ ପରେ ଠକି ଦଉଛେ ଲାଷ୍ଟ କେ ପଳେଇ ଗଲା ବି ଧରା ପଡି ଯିବାର ଡରେ........
ବାକି ମୋର ସମୀୟା news କେ ବହୁତ ସାରା ଧନ୍ୟବାଦ ଏନ୍ତା ସବୁ ବେଳେ ଲୋକଙ୍କୁ ଅସୁବିଧା ରୁ ବଞ୍ଚେଇ ବାର ଲାଗି 🙏🙏🙏🙏ସେଲୁଟ କରୁଛେଁ ତମର ଟିମ କେ 🙏🙏🙏🙏🙏🙏🙏🙏🙏🙏🙏🙏
ବହୁତ ଦାଦାଗିରି କୁରୁଛେ ଭାଇମାେନ
Best News Media Western Odisha ra....TQSM salute hai aap k aur aap k team ko🙏🙏🙏🙏🙏
ମିଡ଼ିଆ ଵାଲାକେ ଧମକୀ ଦଉ ଛନ, ଇ ଶଳା କେ ଜଲଦି ଜେଲରେ ଭରବାର କଥା
I hardly like , More samiya, Focus plus, Argus,& Nirbhaya.but in ground repotting Nibes sir argument is absolutely right his braveness is example of such a respected journalism.thanks .
ମୋର ସମୀୟା ଚେନେଲ ଲେଖେ ଆଉ କେତେଟା ଚେନାଲ୍ ଯଦି ବାହାର ବା ବେଳେ ଆମର ପଶ୍ଚିମ ଓଡ଼ିଶା ବଦଲିଯିବା। ଜୟ କୋଶଳ ଜୟ ମୋର ସମିୟା 🙏🏻
Mor samiya news channel no. 1.Thanku sir🙏🙏
ସରପଞ୍ଚ ର ସ୍ବାମୀ କେ ଯଲ୍ ଦି ଗିରଫ କରାଯାଉ
Mor samiya news k award dia jau ❤❤❤ love you da
Otv ରୁ ମୋର ସମୀୟା ର ଦମ ବେଶୀ 😱😱🙏🙏🙏🙏
Otv bhikmanga chhanel ae
Bhai Tamar Bebaak News Reporting dekhi mui Khub khush heli.... Full Support Bhai 🙏💪🇮🇳
ଦାଦା ତମେ ଗୁଟେ ବି Gun ଆଣିପକାଅ,, ତମର Against ରେ ବହୁତ ଟେ ଏନ୍ତା ଚଠା କୁକୁର ମାନେ... ଗଦ୍ଦାର ମାନେ ତମକେ ଟାର୍ଗେଟ କରୁଛନ
Band krbe ne Anu gihamu ghre
Thanks ମୋର ସମିୟା news reporter
Nibesh sir mani Baku padiba 🙏
ବହୁତ ବହୁତ ଧନ୍ୟବାଦ ନିବେଶ ଦାଦା ମୋର ସମୀୟା ମେଡ଼ିଆ ଚେନାଲ କେ...
Great sir ......mor samiya news ete riks re news dekhau6n dil se salute 🫡
ମୁଇଁ କେବେ ନୀ ଭାବି ଥେଇ ଯେ ଆମର ପଶ୍ଚିମ ଓଡ଼ିଶା ରେ ଏତେ ନିର୍ଭୀକ ନିଉଜ୍ ରିପୋଟର ମାନେ ଭି ଅଛନ । ସଲୁଟ ଦାଦା ତମକୁ।। ଗର୍ବ ଥି ମୋର ଛାତି ଫାଟି ଯାଉଛେ । ମୋର ସମୀୟା ❤❤❤
ସାମ୍ବାଦିକତା ତାର୍ ଜାଗାରେ ଠିକ୍ ଅଛେ। କିନ୍ତୁ ଅଯଥା କଥା କହେବାର ଟା ଭି ଠିକ୍ ନିସେ। ସମାଧାନର ବାଟ୍ ବାହାର କାରବାର କେ ଚେଷ୍ଟା ହେଉ। ଅଯଥା ଘଟଣାକେ ନାଟକୀୟ କାରବାର ଲାଗି ଚେଷ୍ଟା ନି ହେବାର କଥା। ଏନ୍ତା କର୍ବାର ଦ୍ଵାରା ସାମ୍ବାଦିକତାର ବିଶ୍ୱସନୀୟତା କମ୍ ହେଇ ହେଇ ଯାଉଛେ। ସବୁ ଯାଗାରେ ଭଲ ଆଉ ଖରାପ୍ ଲୋଗ ଅଛନ। ଇଟା ଲୋକତନ୍ତ୍ର ଆଏ ଆଜିର୍ ଦିନର। ଭୋଟର ଯେନ୍ତା କେ ନେତା ହେନ୍ତା। ଦୋସ୍ ସମକିରର ଆଏ। ସମାଧାନର ରାସ୍ତା ଖୁଯବାର୍ ଟା ବଡ କଥା ଆଏ। ପଶ୍ଚିମ ଓଡ଼ିଶାରେ ଆପଣ ଏତକି ସାହସ କରିକରି ଇ କାମ ଟା କରୁଛନ, ବହୁତ୍ ତାରିଫର କଥା ଆଏ। କିନ୍ତୁ ଆପଣଙ୍କୁ ବିବେକଶିଲ ହେବାର କେ ପଡବା। ନିହେଲେ ଆପଣଙ୍କର ସାମ୍ବାଦିକତା ର ଓଜନ ନି ରହେ। ଯେନ୍ କହେଶନ ଯେ ଢେଲ ଟେ ମାର୍ଲେ ଗୁକେ ସାମ୍ବାଦିକ କେ ବାଜବା। ଆପଣଙ୍କର ଶୁଭଚିନ୍ତକ।
Tumar bhalia chinta dhara lagi ho nadu agya ajir din re jia bhal kam karu thibe se bi ni kare na ,tamr kahebar mane se sambadika hene mad khai tbita bele bi chup hei padi thita
@@radheshyamnayak right kahila da🙏🙏
Bahut sundar katha kahele.....manar katha kahichan..........
Salute mor somiya News reporter bro ❤❤❤❤
ମୋର୍ ସମିୟା ନ୍ୟୁଜ୍ ଗୁଟେ ନ୍ୟୁଜ୍ ନାଇସେ ଗରୀବର ସାଥି ଏ ଆଉ ଭ୍ରଷ୍ଟାଚାର ର ପୋଲ୍ ଖୁଳ୍ ବାର୍ ଲାଗି ଅନ୍,, ମୋର୍ ସମିୟା ର ଲାଗି ମୂଈ ଜାନ୍ ଭି ଦେମୀ ଖାଲି ଛି କରି ଦେଖ୍,,,, ଦାଦାଗିରି ନାଇ ଚଲେ,,,, ମୋର୍ ସମିୟା ଆପଣ ଙ୍କର୍ ସାଙ୍ଗେ ଅଛୁଁ ସାରା ଓଡ଼ିଶା ,,, ମୋର୍ ନା ଅଶୋକ କୁମାର ତାଣ୍ଡି ବଲାଙ୍ଗୀର ଜିଲ୍ଲା ଆଗଲପୁର ରାଜ,,,,long live moor samiya news...
Mor samiya Thank you so much❤❤❤❤❤❤❤
Nibesh Dada Pura Ek Number ❤❤❤
No. 1 news chenal thanks bro
Nibes Babu nku Bhagwan nkar asirbad sabu bele thau etki Guhari
Tamar sahas k juhar da ,, inspiration ae ho da tame ❤❤❤❤❤❤❤❤