ଲକ୍ଷ୍ମୀ ବସକୁ ନେଇ ନବୀନ ପାଣ୍ଡିଆନଙ୍କ ମୁଖା ଖୋଲିଦେଲେ ବିଜେପିର ଏହି ନେତା...

Поделиться
HTML-код
  • Опубликовано: 27 фев 2024
  • ATV ODISHA LIVE | ODISHA NEWS | POLITICAL NEWS
    ଶୁଣନ୍ତୁ କଣ କହୁଛନ୍ତି ଏଇ ନେତା ଜଣଙ୍କ...#bjd #Naveen #Vkpandian #laxmibus #bjp #bjpticket #Atvodishalivenews #Odisha #Avodishalive #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Soumya #tanaya #Odisha #manoranjan #Amitshah #Sambitpatra #Sambit #Election #atvodishalive #bjdnews #Atvodishalive #ganjam #yogiadityanath #nda
    #Atvodishalive is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    #Odianews #OdishaNewsChannel #SpecialReport

Комментарии • 400

  • @prafullakumarpanda2690
    @prafullakumarpanda2690 3 месяца назад +78

    ନବୀନ ମୂର୍ଖବନାଉଛନ୍ତି ଓ ପାଣ୍ଡିଆନ କୁ ଓଡିଶା କୁ ବନ୍ଧା ପକାଅଇଦେଲେଣି,

  • @bhaktimarga853
    @bhaktimarga853 Месяц назад +8

    ସପ୍ତମ ଆଶ୍ଚର୍ଯ୍ୟ ପରେ ଏହା ଅଷ୍ଟମ ଆଶ୍ଚର୍ଯ୍ୟ .

  • @purnachandrasahu6785
    @purnachandrasahu6785 Месяц назад +7

    ED ଲଗାଇ ତଦନ୍ତ କରି......ଦୋଶୀ କୁ ଦଣ୍ଡ ଦେବା ନିତାନ୍ତ ଜରୁରୀ........

  • @purnachandrasahu6785
    @purnachandrasahu6785 Месяц назад +24

    Faltu ଯୋଜନା ବନ୍ଦ କର ❤......govt. ବହୁତ loss re chaluchi

    • @gourinayak7166
      @gourinayak7166 Месяц назад

      7777777777777666676666666667666777776666666666666666666666666666666666666666666666666666666666666666666666666666666666666666666666666666666777777⁷7⁷úugg hihi ⁸888888⁸8888888I

    • @K120a26
      @K120a26 Месяц назад +1

      Govt kete profit ray achi ଆପଣ ମାନେ ଜାଣୁ ନାହାନ୍ତି

    • @K120a26
      @K120a26 Месяц назад

      ହିସାବ କରି ଟିକେ ଦେଖ big bro

    • @PrakashKumar-ml2px
      @PrakashKumar-ml2px Месяц назад

      ଗାଁ ଲୋକ ତ ସୁବିଧା ପାଉଛନ୍ତି

  • @jayaramasahoo7106
    @jayaramasahoo7106 Месяц назад +4

    ପାଣ୍ଡିଆନ କୁ ଲଷ୍ମୀ ବସ ଘୋଟାଲା ରେ ଆରେଷ୍ଟ କରାଯାଉ

  • @user-jt3sb6pw3p
    @user-jt3sb6pw3p 4 месяца назад +7

    ହରିଲୁଟ ର ସୁନ୍ଦର ମାଧ୍ଯମ

  • @kantabarik1894
    @kantabarik1894 3 месяца назад +23

    ଠିକ୍ କଥା ଏ ବାବଦ ରେ ନିର୍ଭୟ ଗୁମର କଥା ରେ ଶୁଣିଲେ ଆହୁରି ଭଲ ଲାଗିବ ।

  • @Sambalpur955
    @Sambalpur955 3 месяца назад +4

    ନବୀନ ପୁଣି ଆସିଲେ ପୁରା ଓଡିଶାଟା ପାଣ୍ଡିଆନ ହାତରେ ଦେଇ ଦେବ ଆଉ ପାଣ୍ଡିଆନ ଓଡିଶାକୁ ତାମିଲନାଡୁ କୁ ବିକ୍ରି କରିଦେବ

  • @surjyasethi6499
    @surjyasethi6499 3 месяца назад +8

    Nobin Babu Do out, Padier quick.we are out B.J.DParty. vote for B.J.P Debu

  • @srisaidesignvastu9209
    @srisaidesignvastu9209 Месяц назад +3

    ମା ଘିଆ ବିଜେଡ଼ି ଦଳ ସରକାର କୁ ବାପ ସମ୍ପତ୍ତି ଭାବି ମନଈଛା ଭ୍ରଷ୍ଟାଚାର କରିଚାଲିଥିଲେ !

  • @alekhapradhan4954
    @alekhapradhan4954 Месяц назад +4

    City bus କୁ town bus କୁ change କରି ତୁମ gov. ଦ୍ଵାରା ଚଲା ଯାଉ

  • @prasannachoudhury669
    @prasannachoudhury669 Месяц назад +6

    Pandu ghare vigilance red heu sir

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 3 месяца назад +5

    ସଂକୀର୍ଣ୍ଣ ତା ଛାଡ଼ୁନି ପରସ୍ପର ମାଡ଼ଗୋଳ ହେଉଛ, ଯେତେ କହିଲେ କିଏ ଶୁଣିବ, କାହା କଥା ବିଶ୍ୱାସ କରିବୁ

  • @rajibpradhan6558
    @rajibpradhan6558 2 месяца назад +6

    ପଣ୍ଡିଆନ ବାବୁ ଓଡ଼ିଶା କୁ କାଙ୍ଗାଳ କରିବା ପାଇଁ ଯୋଜନା କରିଛନ୍ତି ଏବଂ ଓଡ଼ିଶା ର ସବୁ ଟଙ୍କା ଲୁଟି ନେବା ଯୋଜନା କରୁଛନ୍ତି । ଓଡ଼ିଶାର ଟଙ୍କା ନେଇ ପଣ୍ଡିଆନ ତାମିଲନାଡୁର 2nd ଧନୀ । ଲଷ୍ମୀ ବସ ଟେଣ୍ଡର ର ସବୁ ମାଲିକ ମନେ କୋଇଠିକାର । ଟେଣ୍ଡର ମାଲିକ ମାନେ ଓଡ଼ିଶା ର ନା ତାମିଲନାଡୁ ର ।

  • @user-sf5ll7ig4y
    @user-sf5ll7ig4y 4 месяца назад +10

    Sampurna thik Bhai bujhuchi kia na sunuchikia lut hi lut chalichi

  • @user-bm9sl4ld2k
    @user-bm9sl4ld2k Месяц назад

    ଇଲେକ୍ସନ ହେବା ଦୁଇ ମାସ ଆଗରୁ ଲକ୍ଷ୍ମୀ ବସ 24 ବର୍ଷର ସରକାର କେମିତି ଚଳାଇଲା ଏହା ର ଜବାବ କିଏ ଦେବା ବିଜୁ ପଟ୍ଟନାୟକ ର ଭୁତ ନା ପ୍ରେତ ଦେବା ଜୟ ମା ସମଲେଇ

  • @GaneshJena-mr1hf
    @GaneshJena-mr1hf 4 месяца назад +14

    BJD ହଟାଉ ଓଡ଼ିଶା ବଞ୍ଚାଊ .thanks to you.

  • @surendrakumarpradhan2315
    @surendrakumarpradhan2315 Месяц назад +1

    ରାଜ୍ୟ ରେ ଯେଉଁ ମାନେ ଦୁର୍ନୀତି କରିଛ ନ୍ତି ସେମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ କରି ସେମାନଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରି ରଜକୋସ କୁ ଅଣା ଯାଉ।

  • @coolguruspiritual4660
    @coolguruspiritual4660 3 месяца назад +9

    ଓଡ଼ିଶା ଲୋକ ସୋଇଥାନ୍ତୁ... ଆହୁରି 3000 କୋଟି ଟଙ୍କା ଖାଇବାର ଯୋଜନା ପାଣ୍ଡୁ କରିଚାଲି ଥାନ୍ତୁ... ପା ଣ୍ଡୁ ର Crime level is very Bad... So bad intensions...!!!!!!!

  • @ruturajpanigrahiruturaj8855
    @ruturajpanigrahiruturaj8855 2 месяца назад +1

    Ek dum RIGHT KAHILE bhai, JAY SHREE RAM

  • @NirupamaDevi24
    @NirupamaDevi24 24 дня назад

    କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରନ୍ତୁ, ଖାଲି ପ୍ରମାଣ ଦେଲେ ଲାଭ ନାହିଁ, ଶୂନ୍ୟରେ ଉଡିଯିବ ସମୟ କ୍ରମେ, ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ 🙏

  • @bnaikkjr6502
    @bnaikkjr6502 Месяц назад +1

    ନବୀନ,ପାଣ୍ଡିଆ କୁ ଅତିଶିଗ୍ର ଖୋଲ ତାଡ଼ କରନ୍ତୁ ନହେଲେ ଓଡ଼ିଶା ବୁଡ଼ିଯିବ । ଦୁର୍ନୀତି କରୁଥିବା ସମସ୍ତ ଙ୍କୁ ଅତି ଶୀଘ୍ର ତନା ଘନା କରି ଆରେଷ୍ଟ କରନ୍ତୁ CM ମହୋଦୟ।ଜୟ ଜଗନ୍ନାଥ🎉🎉🎉🎉❤❤❤❤

  • @laxmidharapanda6086
    @laxmidharapanda6086 Месяц назад +2

    ଆଜ୍ଞା ଓଡ଼ିଶାର ସଚେତନ ଲୋକ ନବୀନ ସରକାର ଦୁର୍ନୀତି ବିଷୟରେ ଅବଗତ ଅଛନ୍ତି ! ଏବେ ଦାୟିତ୍ୱ ବିଜେପି କୁ ଲୋକେ ଦେଇଛନ୍ତି ! ତେଣୁ ଆପଣଙ୍କ ସରକାର ନବୀନର ସମସ୍ତ ଦୁର୍ନୀତିର ପର୍ଦାଫାଶ କରି ବିଜେଡିର ଚୋର ଠକ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିପାରିଲେ ଆମେ ବହୁତ ଖୁସିହେବୁ ଓ ଓଡ଼ିଶାର ବିକାଶ ହୋଇପାରିବ ! ନବୀନ ଓ ପାଣ୍ଡିଆ ଜେଲର କାଳକୋଠରୀ ଭିତରେ ସାରା ଜୀବନ ରହିବାର ବ୍ୟବସ୍ତା କରନ୍ତୁ !

  • @kabichandrasethi9432
    @kabichandrasethi9432 3 месяца назад +16

    ଏତେ ସବୁ କରୁଥିବା ପାଣ୍ଡୁ ପାଇଁ କଣ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନାହିଁ ନା ଶାସକ ଦଳ ସହିତ ବିରୋଧୀ ଦଳ ସହିତ ସାଲିସ ନାହିଁତ,ଏହା ମୋର ସନ୍ଦେହ

  • @pradeepsworld9966
    @pradeepsworld9966 Месяц назад

    ସବୁ ରାଜନୈତିକ ଦଳ ଜନସାଧାରଣ ଙ୍କ ଟିକସ ପଇସା କୁ ଲୁଟିବାରେ ବ୍ୟସ୍ତ। କେହିବି ଦେଶର ବା ରାଜ୍ୟ ର ଉନ୍ନତି ଚାହୁଁ ନାହାନ୍ତି।

  • @santoshkumarmohapatra78
    @santoshkumarmohapatra78 2 месяца назад +2

    ED ଲଗାଇ enquiry କର

  • @ashokroul4337
    @ashokroul4337 5 месяцев назад +5

    Yes very good 👍🏻👍🏻👍🏻👍🏻👍🏻👍🏻👍🏻👍🏻

  • @parbatirale1986
    @parbatirale1986 16 дней назад

    ଏମିତି କୁହାକୁହି ହେଲେ ଲାଭ କଣ ମିଳିବ |ଯଦି ଦୋଷ କରିଛନ୍ତି ତେବେ ଦଣ୍ଡ ଦେଉନ, ବେକାର କଥା |

  • @gokulanandadas4048
    @gokulanandadas4048 4 месяца назад +9

    Odisha loka kebey sachetana hebey eha ଚିନ୍ତାର ବିଷୟ ।

    • @GopabandhuSahu-nv8ym
      @GopabandhuSahu-nv8ym 4 месяца назад +1

      ଯେତେଦିନ ପର୍ଯ୍ୟନ୍ତ ଲୋକ ମାଗଣା ଖାଉଥିବେ ପିଠାର କଣା ଗଣୁ ନ ଥିବେ ଆଉ ଯେତେଦିନ ପର୍ଯ୍ୟନ୍ତ ମଦ ମାଂସ ଟଙ୍କା ନେଇ ଭୋଟ୍ ଦେଉ ଥିବେ ସେତେଦିନ ପର୍ଯ୍ୟନ୍ତ ସଚେତନ ହେବେ ନାହିଁ।

    • @K120a26
      @K120a26 Месяц назад

      ଆପଣ ମାନଙ୍କ ଭଳି ଲୋକ ଶାସନ ରେ ଆସିଲେ

  • @manaspallai4442
    @manaspallai4442 Месяц назад

    Mu dei thiba vote successful heba, jai jagannath

  • @oldisgold1379
    @oldisgold1379 Месяц назад +1

    👍👍👍👍,ବଡ଼ ଦୁର୍ନୀତି BJD କରିଛି 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @bhaskardeuricuttackdeuri7128
    @bhaskardeuricuttackdeuri7128 Месяц назад +3

    ଲକ୍ଷ୍ମୀ ବସ୍ ଆମ ଗାଁ ଗହଳିରେ ଗଡୁନି ଏହି ଯୋଜନା ବନ୍ଦ ହେଉ

    • @K120a26
      @K120a26 Месяц назад

      Ama pate chali chi bhaina

  • @premapardia6974
    @premapardia6974 Месяц назад

    Jay Jagannath 🙏🙏🙏

  • @premapardia6974
    @premapardia6974 Месяц назад

    Jay Jagannath 🙏🙏 🙏

  • @KPstudio143
    @KPstudio143 2 месяца назад +2

    ଏବେ next ଯୋଜନା ହେବାକୁ ଯାଉଛି ଓଡ଼ିଶା ରେ ତାହା ହେଉଛି କଙ୍ଗାଳ ଯୋଜନା 😅..

  • @rpattanaik8383
    @rpattanaik8383 Месяц назад

    ଫଣ୍ଡିଂ ର terms conditions କଣ ଏବଂ OSRTC balance sheet ଦେଖିକି ସଠିକ୍ analysis କରନ୍ତୁ।

  • @budhusingpurty1827
    @budhusingpurty1827 3 месяца назад +3

    BJP sarakar copy Sarkar ଆଗେ ଦେଖି ବ ପରେ କରିବ

  • @tapankumarsahu4075
    @tapankumarsahu4075 4 месяца назад +2

    ଏତେ ଗପୁଚ ଇଡି ସିବିଆଇ କେଉଁଠି ସୋଇଛି ସେମାନ ଙ୍କୁ ଉଠେଇଲେ ଭଲ ହୁଅନ୍ତା

  • @rabinarayanacharya3705
    @rabinarayanacharya3705 Месяц назад

    After change of Governance Laxmi Bus should be modernise according to demand and small bus should be provided to remote area..

  • @user-vq5lk8jp9w
    @user-vq5lk8jp9w 2 месяца назад +1

    ଲକ୍ଷ୍ମୀ ବସ୍ ଷ୍ଟପ୍ ଯାତ୍ରୀଗାର ହେବ୫ ଲକ୍ଷ ରେ, ହେଲେ ଗରିବ ଲୋକଙ୍କ ଘର ପାଇଁ ୧ଲକ୍ଷ୨୦ ହଜାର।

  • @welsonsahoo9718
    @welsonsahoo9718 4 месяца назад +3

    Very good sir

  • @nrusinghsahoo414
    @nrusinghsahoo414 Месяц назад

    ଏବେ ବିଜେପି ସରକାର ଆସିଲା ଶଳା ଙ୍କୁ ଧରି ଭିତରେ ପୁରାଅ ।

  • @diptiranjannayak279
    @diptiranjannayak279 Месяц назад

    Ati bhayankara durniti

  • @bhaktimarga853
    @bhaktimarga853 Месяц назад +1

    ଆଗରୁ ବିଜୁ ଗାଁ ଗାଡି କରିଥିଲେ. ତାହା ବନ୍ଦ ହୋଇଗଲା.

  • @durgachoudhury329
    @durgachoudhury329 Месяц назад +2

    RTO ମଧ୍ୟ ଦାୟୀ

  • @gobardhannaik899
    @gobardhannaik899 3 месяца назад +7

    ଗରୀବ ଲୋକକୁ Lakshmi bus sahajya ହେଉ ଛି

    • @biswajitpanigrahi5008
      @biswajitpanigrahi5008 3 месяца назад +2

      Ehi jojana kari kari ame gariba hei galuni je

    • @hemantaghibhela6746
      @hemantaghibhela6746 2 месяца назад

      Abe ghare ghare bike hei sarilani j

    • @sammbah876
      @sammbah876 2 месяца назад

      Lakshmi bus ku nabin,pandian ro gandi re purao

  • @ratikantaacharya3960
    @ratikantaacharya3960 Месяц назад

    All such points need immediate investigation and result there or need be made public.

  • @user-ly9xm7xb4b
    @user-ly9xm7xb4b Месяц назад

    Thank you 🙏

  • @biranchisuna8353
    @biranchisuna8353 4 месяца назад +2

    Right question sar

  • @parbatirale1986
    @parbatirale1986 16 дней назад

    ଯଦିବିଜେଡି ବାଲା ଏତେ କାଣ୍ଡ କରୁଛନ୍ତି ବୋଲି ପ୍ରମାଣ ଦେଉଛନ୍ତି ତେବେ ସେମାଙ୍କ against ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କାହିଁକି |ଏବେତ BJP ସରକାର ଅଛି |ଏସବୁ ଆଲୋଚନା କରି ଲାଭ କଣ? Bjd ବାଲା କଲେ, Bjp ବାଲା କରୁ ନାହାନ୍ତି କିଛି ହେବା ନାହିଁ!

  • @srustidhardey5817
    @srustidhardey5817 2 месяца назад +3

    BJD hatau odisha ru 🎉🎉🎉🎉🎉🎉🎉doing 🎉🎉

  • @SumitaRoul
    @SumitaRoul 4 месяца назад +5

    Thiki kahuchhanti

  • @gobindachandragidi1760
    @gobindachandragidi1760 Месяц назад +1

    ଠିକ୍ କଥା ବିଲ୍ ତ ପାଣ୍ଡିଆନ ଦସ୍ତଖତ କରିନାହାନ୍ତି ତାହାଲେ ସେ ମନ୍ତ୍ରୀ ଜଣକ କିଏସେ କୁହ
    ତାହାଲେ ଯଣଆ ପଡିବ ସାସକ ଓ ବିରୋଧି କିଏ କେତେ ଖାଇଛନ୍ତି

  • @pitambarmohanta9790
    @pitambarmohanta9790 2 месяца назад +1

    Good snewsforindia

  • @bijayakumarchoudhury8319
    @bijayakumarchoudhury8319 4 месяца назад +2

    Great issue!

  • @IndramaniNayak-lo7qy
    @IndramaniNayak-lo7qy Месяц назад

    Ok, thank you, Satya sabubele Satya l

  • @GOLAKTHAKUR-n8u
    @GOLAKTHAKUR-n8u 27 дней назад

    It should be investgat by CBI&must punish

  • @jogirambehera6558
    @jogirambehera6558 Месяц назад

    This issue to be handed CBI for clear

  • @bijaymohanty2248
    @bijaymohanty2248 3 месяца назад +11

    ED CBI କଣ କରୁଚି ? କେନ୍ଦ୍ର ସରକାରଙ୍କର ବିଜେଡି ଦଳ ପ୍ରତି ଏତେ ଡର କାହିଁକି ? ୟା ଭିତରେ ଗୋଟିଏ କଥା ଅଛି ଡବଲ ଇଞ୍ଜିନ ସରକାର ??
    କିଛି ଦାନା ମିଳିଚି କି ?

    • @antaryamimohanty3520
      @antaryamimohanty3520 2 месяца назад

      ଆପଣ ବିରୋଧୀ ଦଳରେ ଥାଇ କଣ କରୁଛନ୍ତି ସାଧାରଣ ଜନତାଙ୍କୁ କହିଲେ ସରକାର ଙ୍କ ର କଣ କରିବେ

  • @harekrishnav
    @harekrishnav Месяц назад

    Investigation heba nihati darkar

  • @SUMITRAIloveraj
    @SUMITRAIloveraj 2 месяца назад

    👌👌👌👌👌👌👍👍👍👍

  • @manojtripathy2415
    @manojtripathy2415 Месяц назад

    It's enquiry very quick

  • @a.r.sgamer4051
    @a.r.sgamer4051 3 месяца назад +1

    BJP ଲୋକ ସବୁ ମାଇଚିଆ କେତେଟା ଅଫିସରେ ଯାଇ କହିଛି ଲାଂଚ କଣ ପାଇଁ ନେଉଛୁ କାମ କରିବାକୁ BJD ନେତା ଘରେ ଆଣ୍ଠଉଛୁ

  • @basudevhajira5479
    @basudevhajira5479 Месяц назад

    Very Good job brother

  • @jasminKuldip
    @jasminKuldip Месяц назад

    Osrtc heu sir

  • @tapasmohanta7649
    @tapasmohanta7649 Месяц назад

    OK sir

  • @user-qg4ib1kt8n
    @user-qg4ib1kt8n 2 месяца назад +1

    Is only one IAS that is mr.pandiyan in Odisha?

  • @user-gb1ov7se5s
    @user-gb1ov7se5s 2 месяца назад +1

    What is doing central govt.is ed silence.

  • @AJ.....440
    @AJ.....440 Месяц назад +1

    Sabu chuna mara heichi sabu kada ebe sarkar helo tame

  • @alekhpradhan1191
    @alekhpradhan1191 3 месяца назад +1

    Good news

  • @sikunkumar1011
    @sikunkumar1011 2 месяца назад

    Battery bus krnai le palustion zero hooi thantha and money saving

  • @shototodoroki9055
    @shototodoroki9055 2 месяца назад

    Currect

  • @himansupadhy9389
    @himansupadhy9389 Месяц назад

    ପୁରା ଠିକଣା ପ୍ରଶ୍ନ ଉଠାଇ ଛନ୍ତି

  • @sanatankar5245
    @sanatankar5245 Месяц назад

    Laxmi bus should handed over to ED and CBI

  • @saisenapati972
    @saisenapati972 Месяц назад

    Private agency mane mota rakam ra pc government ku deiki tender neichanti, odisha government re jete bus chaliba sehi 3 ti company hi tender paibe.

  • @SuvendukumarSahoo-lc4rn
    @SuvendukumarSahoo-lc4rn 3 месяца назад +1

    Moo sarkar bada dhhangad sarkar ekdam ,hun

  • @blessingofnaturemother3587
    @blessingofnaturemother3587 Месяц назад

    Jail khali nahi , jadi aau nua jail bana jau , samastanku jail re pureee bare kichi ausubidha nahi , jehetu now your govt.

  • @srabanirout3278
    @srabanirout3278 2 месяца назад

    Recently went to sambalpur and found the so called bus standing jusy by the roadside, not running

  • @budhusingpurty1827
    @budhusingpurty1827 3 месяца назад +1

    ଲକ୍ଷ୍ମୀ ବସ୍ ଯଦି ଚାଲିଲା ଜନ ସାଧାଣଙ୍କୁ ଯିବା ଆସିବା ରେ ଗରି ବ ଲୋକ ଅଙ୍କର ସୁବିଧା ପାଇ, tahar ଶଳା କଣ ଯାଉଚି ତମେ ଶଳା BJP ଆଗେ କରି କେ ଦେ ତାହା ପରେ ତମ ର କଣ ??? ଯାଉଛି

  • @bibhuprasadmishra1159
    @bibhuprasadmishra1159 2 месяца назад

    Aagyan , apana court re case kari e durnitira kahinki cbi investigation karuna, media re basi bhada bhada huani.

  • @user-rx5tx2vz6g
    @user-rx5tx2vz6g 18 дней назад

    Leave it to osrtc to sell it & return the price to present govt.

  • @user-yc8ne1xd6g
    @user-yc8ne1xd6g Месяц назад

    Eata
    Tadanta
    Kara.jau
    Karjya
    Anustan.tankauprekarajau

  • @digitomesh
    @digitomesh Месяц назад

    Bhai mun fan tamara

  • @MrManas1989
    @MrManas1989 2 месяца назад

    #Odisha

  • @tilakgoswami727
    @tilakgoswami727 Месяц назад

    Aou ta sarkar nahi ebe kete janaku jail re sadeipariba

  • @user-wf6xt2yt7w
    @user-wf6xt2yt7w Месяц назад

    Very nice

  • @user-qc2vn7jv4i
    @user-qc2vn7jv4i 2 месяца назад +7

    ଓଡ଼ିଆ ଲୋକ ହେଲେ ସବୁ ପାଗଳ ଆମ ପାଇଁ ପଇସା ଆସୁଛି ତାଙ୍କ ନା ପଡୁଛି

  • @kunjabiharisahu9020
    @kunjabiharisahu9020 Месяц назад

    All these scheme and it's history may be widely aware among the public repeat widely aware. People of odisha does not know.

  • @sanjayadas5270
    @sanjayadas5270 Месяц назад

    Right 👍👍👍

  • @ramakrushnapatra1805
    @ramakrushnapatra1805 2 месяца назад

    Nice explanation disclosing the truth .

  • @sanjayadas5270
    @sanjayadas5270 Месяц назад

    ED ku dia jau

  • @rcci4810
    @rcci4810 2 месяца назад +1

    Ete kahuchha kana bjd government upper case karuna.... We are with you

  • @SANJAYDAS-wy3nz
    @SANJAYDAS-wy3nz Месяц назад

    High court re case kara ,jie aesabu pachare achi

  • @BIKRAMKESHARISAHOO-eh3bv
    @BIKRAMKESHARISAHOO-eh3bv 2 месяца назад

    ଗଣ ମାଧ୍ୟମ,ହୋମେ ଡିପାର୍ଟମେଣ୍ଟ, କମ୍ପାନୀ କଂଟ୍ରାକଟର ସବୁ କରେପଟେଡ଼,କୂଟନୀତି ଚଳାଇଛନ୍ତି

  • @jayadebpadhan2505
    @jayadebpadhan2505 3 месяца назад

    Why ED is sleeping may be drinks more then Nabeen

  • @PintuGuru-rx3bh
    @PintuGuru-rx3bh Месяц назад

    Bhai e bisayaku loka lochana ku anithinaru bahut dhanyabad

  • @srimantabehera-gf4te
    @srimantabehera-gf4te 2 месяца назад

    Very good

  • @TankeswarSahu-qp8kk
    @TankeswarSahu-qp8kk 2 месяца назад +1

    Modi 2019 pratyek account ko 15000 divisibility Twitter Jahan coach

  • @premapardia6974
    @premapardia6974 Месяц назад

    Laxmi bus bend hebar katha jadi odisha ra mangal chahu chhanti Jay hind🇮🇳

  • @dolagobindamandal1043
    @dolagobindamandal1043 4 месяца назад +9

    ଏତେ ସବୁ ଜାଣିଲା ପରେ ତୁମ ଦଳର ମେଣ୍ଟ
    କରିବା ପାଇଁ ଏତେ ଭାବ କାହିଁକି ? ଯିଏ ଲଙ୍କା ଗଲା ସେ ରାବଣ ହେଲା । ଏଗୁଡିକ ମନଭୁ,ଲା କଥା ।ତୁମ ଦଳର ଦମ୍ ଅଜିତ ଇଡି ଲଗାଇ ଦେଖାଅ । ଜୟ ଜଗନ୍ନାଥ ।

    • @JAIHIND-JAI.BHARAT
      @JAIHIND-JAI.BHARAT 4 месяца назад +1

      RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDIR K SAMNE VIK MANGNA QUN K JOB thu DESDROHI MODI NE KHATM KR DEA APNI GUJRATI BHAI AMBSNI ADANI CHOWsKI ...IN SAB K LIE...Modi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to
      [06/12, 2:54 pm] SIMO: Modi hrmi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to