Officers Concerned To Retain BJD Government | Nirbhay Gumara Katha

Поделиться
HTML-код
  • Опубликовано: 20 окт 2024

Комментарии • 403

  • @Sambhunath_Patra
    @Sambhunath_Patra 6 месяцев назад +3

    One of the best in odisha news RUclips channel

  • @RanjanKumarDehuri-qj8bb
    @RanjanKumarDehuri-qj8bb 6 месяцев назад +2

    Welcome

  • @chandipadapanda4707
    @chandipadapanda4707 6 месяцев назад +3

    ଅତି ସୁନ୍ଦର ପରିବେଷଣ ଓ ଇଲେକ୍ସନ କମିସନରଙ୍କ ର ଆଦେଶନାମା କୁ ସାଲ୍ଯୁଟ ଜଣାଉଛି ।

  • @gajendranathjena356
    @gajendranathjena356 6 месяцев назад +9

    ଆଠଜଣ ଗଲେ ବହୁତ ଭଲ ହେଲା ବାକୀ ତଳସ୍ତର ବିଡିଓ ତହସିଲଦାର ଏମାନଙ୍କୁ ନଜର ନିର୍ବାଚନ କମିଶନର କଡା କାର୍ଜ୍ୟାନୁଷ୍ଠାନ ହେଉ ବିଡିଓଙ୍କୁ ନଜର ରହିବା ଦରକାର ଶିକ୍ଷକ ପର୍ଯ୍ୟନ୍ତ କଡା କାର୍ଯ୍ୟନୁଷ୍ଠାନ ହେବା ଦରକାର ନିର୍ବାଚ଼ନ କମିଶନର T.N.SeShanଭଳି ହୁଅନ୍ତୁ ଭୟ ରହିବ ଅଫିସର ରାଜ୍ରୁକିବା ପାଇଁ

  • @geetaranisamal6638
    @geetaranisamal6638 6 месяцев назад +55

    ନିର୍ବାଚନ କମଶନରଙ୍କୁ କୋଟି ଧନ୍ୟବାଦ ଏପରି ସୁନ୍ଦର ପଦକ୍ଷେପ ନିମନ୍ତେ।

  • @prafullamishra6535
    @prafullamishra6535 6 месяцев назад +10

    ଆପଣଙ୍କ ବିଶ୍ଲେଶଣ ଅତ୍ୟନ୍ତ ବିଚକ୍ଷଣ, ନିରପେକ୍ଷ ଏବଂ ସ୍ପଷ୍ଟବାଦି।

  • @LaxmikantaPradhan-h1d
    @LaxmikantaPradhan-h1d 6 месяцев назад +54

    ଏଆଠଜଣଯାକଙ୍କୁ ଚାକିରୀ ରୁ ବିଦା କରବା ଉଚିତ୍।ସହିପରିକା ବ୍ଲକ ସ୍ତରିୟ ଅଧିକାରୀ ମାନଙ୍କର ମଧ୍ଯ ନିର୍ବାଚନ କ୍ଷମତା ହଟେଇ ଦେବା ଆବଶ୍ଯକ।

    • @debendrababu2474
      @debendrababu2474 6 месяцев назад +1

      No coet

    • @successfullife6722
      @successfullife6722 6 месяцев назад

      Right.

    • @କଳିଙ୍ଗପୁତ୍ର-ର8ଦ
      @କଳିଙ୍ଗପୁତ୍ର-ର8ଦ 6 месяцев назад +1

      ବିଲକୁଲ୍ ଠିକ କଥା କହିଛନ୍ତି ଆପଣ, କେବଳ ବ୍ଳକ ନୁହେଁ ଆଜ୍ଞା, ଜିଲ୍ଲା ପୋଲିସ ବିଭାଗ ରୁ ନେଇ ବ୍ଲକ ପୋଲିସ ବିଭାଗ ଓ ପଞ୍ଚାୟତର GRS,VLW, ସବୁ ବଦଳି ହେବା ଦରକାର,

  • @kastucharansahu6656
    @kastucharansahu6656 6 месяцев назад +51

    ଓଡ଼ିଶାର ହିତ ପାଇଁ ଅଫିସରରାଜ ହଟାଅ ପାଇଁ ଭୋଟ ଦିଅନ୍ତୁ।ଇଲେକ୍ସନ କମିସନଙ୍କ ପଦକ୍ଷେପ ଉତ୍ତମ।

  • @successfullife6722
    @successfullife6722 6 месяцев назад +1

    ସୁନ୍ଦର ଉପସ୍ଥାପନା l ଜୟ ଶ୍ରୀରାମ l🙏🙏🙏

  • @jyotirmayjena1869
    @jyotirmayjena1869 6 месяцев назад +8

    ଯାହାହେଉ କେନ୍ଦ୍ର ନିର୍ବାଚନ କମିଶନର ଏତେଦିନ ପରେ ଗୋଟିଏ ଭଲ ପଦକ୍ଷେପ ନେଲେ । ଅବଶ୍ଯ ଏସବୁ ପଦକ୍ଷେପ ବହୁତ ଆଗରୁ ନିଆଯିବାର ଥିଲା ।

  • @radhashyambehera3020
    @radhashyambehera3020 6 месяцев назад +1

    Very nice

  • @sandeepmohapatro6879
    @sandeepmohapatro6879 6 месяцев назад +14

    ନବୀନ ସାର
    Govt ହଟିବା ଦରକାର
    ଶିକ୍ଷିତ ହିସାବରେ ଆମେ ଜାଣିପାରୁନେ ଆମର ନେତା କିଏ. ଭୁଲି ଯାଆନ୍ତୁ ଗରିବ ମାନଙ୍କ କଥା
    ପୂର୍ବରୁ ପ୍ୟାରୀ ମୋହନ... ପ୍ୟାରୀମୋହନ
    ଏବେ ପାଣ୍ଡିଆନ ପାଣ୍ଡିଆନ
    ଚାଲୁଛି କଣ ବୁଝା ପଡୁନି 25 ବର୍ଷ ହୋଇଗଲା
    ନେତା ମାନେ ପାଣ୍ଡିଆନ ପାଇଁ ଚେର ପକାଉଉଛନ୍ତି ଆଉ ନମସ୍କାର କରୁଛନ୍ତି
    ଭଗବାନ କରନ୍ତୁ ଲୋକମାନଙ୍କୁ ନିଜ ବୁଦ୍ଧି ପ୍ରୟୋଗ ର ବାଟ ଶିଖାନ୍ତୁ
    ଭଲ ସରକାର ଆସୁ ଚାମଚା ଗିରି ବନ୍ଦ ହେଉ
    ଜୟ ଜଗନ୍ନାଥ
    ଜୟ ଶ୍ରୀ ରାମ

  • @abhaybiswal9375
    @abhaybiswal9375 6 месяцев назад +1

    Very good👍

  • @baikunthabehera4035
    @baikunthabehera4035 6 месяцев назад +2

    Thanku sir

  • @dhamirona8662
    @dhamirona8662 6 месяцев назад +32

    ଏ ପ୍ରକ୍ରିୟା ରେ ପାଣ୍ଡିଆନ କେତେବେଳେ ନିର୍ବାଚନ ଭିତରେ ଗିରଫ ହୋଇ ଜେଲ୍ ପଳେଇବେ କିଛି କହିହେବ ନାହିଁ

    • @sachikantasahoo6981
      @sachikantasahoo6981 6 месяцев назад +4

      ତୁମ କଥା ସତ୍ୟ ହେଉ ଏହା ହିଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା 🙏🏼

    • @abhiramsahoo5642
      @abhiramsahoo5642 6 месяцев назад

      ​@@sachikantasahoo6981ତୁରନ୍ତ ସେ ତିନିପାଞ୍ଜିରୁ ଯିବା ଦରକାର !

    • @successfullife6722
      @successfullife6722 6 месяцев назад +1

      ଜୟ ଶ୍ରୀରାମ l👍🙏

  • @durgaprasadsamantaray7084
    @durgaprasadsamantaray7084 6 месяцев назад +6

    ବାସ୍ତବରେ ଅଫିସର ମାନଙ୍କର ରାଜତ୍ୱ ହିଁ ଚାଲିଛି, ସେଥିପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କ ତୀକ୍ଷ୍ଣ ଦୃଷ୍ଟି ରହିବା ନିତାନ୍ତ ଆବଶ୍ୟକ।

  • @raghumaninayak9593
    @raghumaninayak9593 6 месяцев назад +13

    ଜୟ ଶ୍ରୀ ରାମ ଜୟ ଜଗନ୍ନାଥ ଜୟ ମା ତାରିଣୀ

  • @dipakpanda9075
    @dipakpanda9075 6 месяцев назад +18

    ଭାଗ୍ୟ ଭଲ ଯେ ପାଣ୍ଡୁ ଚାକିରୀ ଛାଡିଦେଇଛି, ନହେଲେ ପ୍ରଥମେ ସେ ଏକ ନମ୍ବର ରେ କାର୍ଯ୍ୟନ୍ତର ହୋଇଥାନ୍ତା l

    • @sanatsenapati4236
      @sanatsenapati4236 6 месяцев назад

      Income source ta pata kale bhala huanta, kete nija nare kete benami sampati karichu jana padanta...

  • @santoshkumarsahoo8671
    @santoshkumarsahoo8671 6 месяцев назад +39

    ଯେ କୌଣସି ପ୍ରକାରେ ଏ ଦଳକୁ ଆମ ରାଜ୍ୟରୁ ହଟାଇବା ଦରକାର

  • @nareshpattnaik2454
    @nareshpattnaik2454 6 месяцев назад +7

    ଏଇ ପରି ଅଫିସରଙ୍କୁ ବଧ୍ୟାତ ଅବସର ଦେବା କଥା ଓ ସମସ୍ତ ସମ୍ପତି ବଜ୍ୟପ୍ଟ କରିବା କଥା

    • @sachikantasahoo6981
      @sachikantasahoo6981 6 месяцев назад +1

      Right
      ଏହି ଦାବି ଆପଣ ବହୁତ share କରନ୍ତୁ
      ଯେତେବେଳେ କୋଉ ପ୍ରାର୍ଥୀ ଆପଣଙ୍କ ନିକଟକୁ ଭୋଟ ପାଇଁ ଯିବ ତାକୁ ବି ଜଣାନ୍ତୁ

  • @padarbindasamal4365
    @padarbindasamal4365 6 месяцев назад +33

    ଆମ ରାଜ୍ୟର ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ଏବଂ ଏହି ବିଶୃଙ୍ଖଳା ପାଇଁ ଆମେ ମଧ୍ୟ ସମାନ ଭାବରେ ଦାୟୀ

  • @swadhikarbetaj3768
    @swadhikarbetaj3768 6 месяцев назад +21

    ଅଫିସର ରାଜ୍ ର ସହି ଦମନ୍ ହେଉଅଛି।

  • @alhadamahanta1899
    @alhadamahanta1899 6 месяцев назад +7

    Very good

  • @GangadharSahoo-wr4ho
    @GangadharSahoo-wr4ho 6 месяцев назад +1

    Thanks for your timely episode

  • @JohnnSony
    @JohnnSony 6 месяцев назад +7

    Perfect analysis sir.....

  • @ranjankumarmohanta2003
    @ranjankumarmohanta2003 6 месяцев назад +14

    ତହସିଲଦାର , BDO ଏବଂ SUB COLLECTER ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ କରାଯାଉ ....:::::::

  • @SAROJKUMARDASH-c8q
    @SAROJKUMARDASH-c8q 6 месяцев назад +6

    ବହୁତ୍ ସୁନ୍ଦର୍ ବିଶ୍ଳେଷଣ

  • @monajsabat8383
    @monajsabat8383 6 месяцев назад +4

    Naveen Babu anliyce varey nice

  • @arjunpradhan5615
    @arjunpradhan5615 6 месяцев назад +5

    ନାଇଁ ମ ଭାଇ ପଣ୍ଡିଆନ ପାଇଁ ଓଡ଼ିଶା ନଷ୍ଟ ହୁଇନାହି ଖୁଦ୍ ଆମ ମୁଖ୍ୟନ୍ତ୍ରୀ ଙ୍କ ପାଇଁ ଓଡ଼ିଶା ନଷ୍ଟ ହୁଇଛି। ସେ ଓଡ଼ିଶା ର ସ୍ୱାଭିମାନ କୁ ଅଣ ଓଡ଼ିଆ ହାତ କୁ ଟେକି ଦେଇ ଓଡ଼ିଶା କୁ ବର୍ବାଦ କରିଦେଲେ।

  • @rashmipattanaik915
    @rashmipattanaik915 6 месяцев назад +2

    ଆଖିଖୋଲ ଓଡ଼ିଶା ବାସୀ ନ ହେଲେ ତମ ପିଲା ମାନଙ୍କ ଭବିଷ୍ଯତ ଆଗକୁ ଅନ୍ଧକାର 😢

  • @brajakishorepadhi4022
    @brajakishorepadhi4022 6 месяцев назад +74

    ଆଗକୁ ନବୀନ ପଟ୍ଟନାୟକ ପାଇଁ ଦିନ ଗୁଡିକ କଣ୍ଟକିତ ହେବ। ମୋଦି କଂର ଚାବୁକ୍ ବୁଢା ଗାଣ୍ଡି ରେ ବାଜିବ।

  • @janardanpanda5378
    @janardanpanda5378 6 месяцев назад +42

    ଆହୁରି ଅଧିକ ଅଫିସର ଅଛନ୍ତି ସେମାନଙ୍କୁ ରାଜନୀତି ଠାରୁ ଦୂରେଇବା ଦରକାର

    • @successfullife6722
      @successfullife6722 6 месяцев назад +1

      ଜୟ ଶ୍ରୀରାମ l👍👍🙏🙏

  • @maatarinimusicproductions4557
    @maatarinimusicproductions4557 6 месяцев назад +1

    Great sir🙏🏾🙏🏾🙏🏾👌👌👌👌👌

  • @dipakpanda9075
    @dipakpanda9075 6 месяцев назад +12

    June 4 ପରେ ଦେଖିବେ ରାଜ୍ୟରେ କେମିତି ଆକ୍ରମଣ ହେବ ED and CBI ର l ଧରା ପଡିଯିବେ ସବୁ ଧୁଆ ମୂଳା ଅଧୁଆ ମୂଳା l

  • @gyanabratamohanty4219
    @gyanabratamohanty4219 6 месяцев назад +2

    ଅନ୍ୟକୁ ଦୋଷ ଦେବା ପୂର୍ଵରୁ ଆମ ନିଜ ଭୁଲ ଆମେ ଦେଖିବା ଉଚିତ | ଆମ mla, mp, ମନ୍ତ୍ରୀ, ଓ ଆମେ ସବୁ ଦେଖି ନ ଦେଖିବା ପରି ଚେଇଁ ଶୋଇବା ଯୋଗୁଁ ହିଁ ଗୋଟିଏ ଅଣଓଡ଼ିଆ ଏଠି ଏତେ ଦାଦାଗିରି କରିଗଲା |ଓଡ଼ିଆଙ୍କୁ ଜାଗ୍ରତ କରିବାର ଆପଣଙ୍କ ନିୟମିତ ଚେଷ୍ଟା ଯୋଗୁଁ ଆପଣଙ୍କୁ ଶତ ପ୍ରଣାମ, ଧନ୍ୟବାଦ 🙏🙏🙏

  • @gdash111
    @gdash111 6 месяцев назад +1

    🎉🎉🎉🎉🎉
    Thank you sir.

  • @Narayan6u
    @Narayan6u 6 месяцев назад +3

    ଆଉ ଜଣଙ୍କୁ ଛାଡି ଦେଲେ ଆପଣ ସେ ହେଲେ ଶିକ୍ଷକ ମାନେ ବିଜେଡିର ଶକ୍ତି ଶାଳୀ ବିଜେଡି ନେତା ମାନେ 🙏

  • @abhaybiswal9375
    @abhaybiswal9375 6 месяцев назад +1

    Right decision

  • @BabuBiswal-bk1sl
    @BabuBiswal-bk1sl 6 месяцев назад +6

    Mbk crp ମାନଙ୍କୁ ମଧ୍ୟ ନିର୍ବାଚନ ରୁ ଦୁରେଇ ରଖାଯାଉ।

  • @saratsahoo268
    @saratsahoo268 6 месяцев назад +10

    BJD ଏକ ଏକ ଛତ୍ର ବାଦ୍ ଗଣତ୍ରନ୍ତିକ ଦଳ।ବାସ୍ତବ ରେ ଅଣ ଓଡ଼ିଆ ଏ ରାଜ୍ୟକୁ ଲୁଟ୍ କରୁଛନ୍ତି କିନ୍ତୁ ଏ ଓଡ଼ିଶା ବାସୀ ବୁଝନ୍ତି ନାହିଁ।।😊

  • @RatiramBadek
    @RatiramBadek 6 месяцев назад

    Bhala khabar jayshreeram

  • @laxmidharapanda6086
    @laxmidharapanda6086 6 месяцев назад +19

    ନିର୍ବାଚନ କମିଶନରଙ୍କ ଉଚିତ ପଦକ୍ଷେପ ! ଓଡ଼ିଶାରେ ନଷ୍ଟହୋଇ ଯାଇଥିବା ଲୋକ ପ୍ରତିନିଧି ଶାସନର ପୁନଃପ୍ରତିଷ୍ଠା କରି ମୃତପ୍ରାୟ ଗଣତନ୍ତ୍ରକୁ ଜୀବନ୍ୟାସ କରିବାର ସଠିକ ନିଷ୍ପତି ! ବହୁତ ଧନ୍ୟବାଦ ! କଂସ ର ଅଷ୍ଟମଲ୍ଲ ନିପାତ ହେବାର ଆବଶ୍ୟକ ଥିଲା !

  • @ManasMallick-fc3bq
    @ManasMallick-fc3bq 6 месяцев назад +2

    Right action

  • @rabindarnathdash2512
    @rabindarnathdash2512 6 месяцев назад +17

    ଧୃତରାଷ୍ଟ୍ର ଦୁର୍ବଳ ଯୋଗୁଁ,ଅନ୍ୟମାନଙ୍କ ପାଈଁ କାଳ I

  • @NameTital-mm1sv
    @NameTital-mm1sv 6 месяцев назад +10

    ତାମିଲ ସାସନ ଆଉ ଚାଲିବୋ ନାଇ

  • @basantapattnaik7812
    @basantapattnaik7812 6 месяцев назад +14

    ସାର ପ୍ରଣାମ 🙏🌹

  • @ShibaprasadDas-sv4yp
    @ShibaprasadDas-sv4yp 6 месяцев назад +4

    Right decition of Election commition

  • @biranchisrichandan8411
    @biranchisrichandan8411 6 месяцев назад +4

    ପର୍ଯ୍ୟାୟ କ୍ରମେ ଆହୁରୀ ଅନେକ ଅଧିକାରୀ ମାନଙ୍କୁ ନିର୍ବାଚନ ପରିଚାଳନା କାର୍ଯ ରୁ ଅନ୍ତର କରିବା ଉଚିତ।

  • @manmathpanda37
    @manmathpanda37 6 месяцев назад +6

    OK। SIR

  • @manojsahu1495
    @manojsahu1495 6 месяцев назад +3

    Right comments for Odisa govt. Servent few
    .

  • @ArakhitaDash
    @ArakhitaDash 6 месяцев назад +2

    Right step

  • @dibakarpanigrahy9369
    @dibakarpanigrahy9369 6 месяцев назад +1

    Absolutely right observation 👍✅ officer's high handedness.....in odisha...

  • @କଳିଙ୍ଗପୁତ୍ର-ର8ଦ
    @କଳିଙ୍ଗପୁତ୍ର-ର8ଦ 6 месяцев назад +1

    ଓଡ଼ିଶା ର ବେଇମାନ ନମହକାରମ୍ ସ୍ବାର୍ଥୀ ନେତା ମାନେ ନିଜ ସ୍ୱାର୍ଥ ପାଇଁ ଓଡ଼ିଶା ବାସୀ ଙ୍କୁ ଏକ ତାମିଲ ଲୋକ ହାତରେ ବଳି ପକେଇ ଦେଇଛନ୍ତି,
    ତେଣୁ ଓଡ଼ିଶା ବାସୀ ଏବେ ବୁଝି କି ଭଲ କରି ଭୋଟ୍ ଦିଅନ୍ତୁ

  • @nandakumarjagdila7861
    @nandakumarjagdila7861 6 месяцев назад +2

    Good decession

  • @ramachandranayak367
    @ramachandranayak367 6 месяцев назад +1

    ସ୍ଵାଗତ ଯୋଗ୍ୟ ପଦକ୍ଷେପ, ସୁନ୍ଦର ଉପସ୍ଥାପନା,

  • @jyotiranjan203
    @jyotiranjan203 6 месяцев назад +4

    Sir 🙏

  • @wisdomhotspot360
    @wisdomhotspot360 6 месяцев назад +17

    ଏବେ ଅପରେଶନ ଲୋଟସ ନିଶ୍ଚୟ ହେବ

    • @bijaymohanty2248
      @bijaymohanty2248 6 месяцев назад +1

      ସମୟ ବଡ଼ ବଳବାନ ।

  • @radhamadhabmishra2750
    @radhamadhabmishra2750 6 месяцев назад +7

    ଆମେ ବହୁତ ଖୁସୀ।

  • @upendrapanigrahi8035
    @upendrapanigrahi8035 6 месяцев назад +2

    Very very good video. Very good presentation.

  • @bimalmishra3240
    @bimalmishra3240 6 месяцев назад +1

    Your brain is computer brain.Thank u.

  • @sanjibghose8284
    @sanjibghose8284 6 месяцев назад +1

    Very good decision

  • @satyabratamohanty6001
    @satyabratamohanty6001 6 месяцев назад +1

    Excellent step by Centre.

  • @abinashjena5246
    @abinashjena5246 6 месяцев назад +13

    ବିଜେଡି ର ବଳ ନାହିଁ 2024 ରେ
    ମୁ ବହୁତ ଖୁସି
    ବିଜେପି ଜିନ୍ଦାବାଦ
    ମୋଦି ମୋଦି ମୋଦି

  • @himansusekharrout2433
    @himansusekharrout2433 6 месяцев назад +2

    🙏JAY JAY JAGANNATH 🙏

  • @abhiramsahoo5642
    @abhiramsahoo5642 6 месяцев назад +2

    ଓଡିଶାକୁ ଚମକେଇ ଦେବା ଭଳି ଖୁବ୍ ଯଥାର୍ଥ ପଦକ୍ଷେପ ! ତଳିଆ ଅଫିସରମାନେ ଛୋଟ ସାପ ହେଲେ ବି ବିଷ ଟାଣ ! ସେମାନଙ୍କ କାମକୁ ମଧ୍ଯ ନିର୍ବାଚନ କମିଶନ୍ ତଥା ବୋରୋଧୀ ଏବଂ ଜନତା ସତର୍କତାର ସହ ତଦାରଖ କରିବା ନିହାତି ଦରକାର ! ଏଥରକ ଏପରି ସୁଯୋଗକୁ ହାତଛଡା କଲେ ଓଡିଶା ସବୁଦିନ ନିଜର ସ୍ବାଧୀନତା ହରେଇବ ! ପ୍ରଭୁ ଜଗନ୍ନାଥ ବଳଭଦ୍ର ମଧ୍ଯ ରାଜା ପୁରୁଷୋତ୍ତମଙ୍କୁ ସାହାଯ୍ଯ କଲା ଭଳି ଏଥର ଛଦ୍ମବେଶରେ ଜନତାଙ୍କ ପାଇଁ ଯୁଦ୍ଧ କରିବେ ବୋଲି ମୋର କାହିଁକି ଦୃଢ ବିଶ୍ବାସ ସୃଷ୍ଟି ହେଉଛି !

  • @atulyapujari2013
    @atulyapujari2013 6 месяцев назад +2

    Really truth exposed.

  • @surendranathsatapathy8654
    @surendranathsatapathy8654 6 месяцев назад +1

    Great job done by CEO.This matter should be reflected in the CCR of these officer. Jay Hind.

  • @krushanaapatta3761
    @krushanaapatta3761 6 месяцев назад +2

    Right on line

  • @chittaranjansamal8853
    @chittaranjansamal8853 6 месяцев назад

    Very nice episode sir I like the your program God bless you sir

  • @geetasrijena6566
    @geetasrijena6566 6 месяцев назад +1

    We like ur presentation very much

  • @arunamohanty2208
    @arunamohanty2208 6 месяцев назад

    ଧନ୍ୟବାଦ ସହିତ ନମସ୍ତେ ନବୀନ ସାର୍

  • @niranjanpanda8574
    @niranjanpanda8574 6 месяцев назад +6

    CBI & ED should investigate mining & chitfund scam .

  • @dhaneswarentertainment9149
    @dhaneswarentertainment9149 6 месяцев назад +1

    ବିଜେଡି ହଟାଅ ଓଡିଶା ବଞ୍ଚାଅ

  • @sagarpradhan251
    @sagarpradhan251 6 месяцев назад +5

    ବିଧାନ ସଭାର ଟିକେଟ ବଣ୍ଟନ ଉପରେ ଭିଡିଓ ବନାନ୍ତୁ ମୁଖ୍ୟ ତ ଦିଗପହଣ୍ଡି, berhampur ticket upare

  • @smitamishra9554
    @smitamishra9554 6 месяцев назад

    Apananka presentation swagat johya.

  • @prabasinipattanayak
    @prabasinipattanayak 6 месяцев назад

    Solid

  • @nrusiniharanjanbehera1973
    @nrusiniharanjanbehera1973 6 месяцев назад

    ❤ସୁନ୍ଦର

  • @abhijitnanda40
    @abhijitnanda40 6 месяцев назад +1

    ଆପଣ ଉଚ୍ଚ କୋଟିର ବିସ୍ଲେଷଣ କରୁଛନ୍ତି ଭଲ ଲାଗୁଚି. ହେଲେ ଏ ପାପିଷ୍ଟ ବିଜେଡି ସରକାର ଠାରୁ କେମିତି ମୁକ୍ତି ମିଳିବ ରାସ୍ତା କିଛି ଦେଖାନ୍ତୁ. ବୁଦ୍ଧିଜୀବୀ ମାନେ ଏକ ହୋଇ ଆଗେଇ ଆସିବା ଦରକାର.

  • @Just_randomhuman
    @Just_randomhuman 6 месяцев назад +31

    ବାବୁ ଶାସନ ଓ ଅଣ ଓଡ଼ିଆ cabinet neta କୁ ବାହାର କର ।

  • @smitamishra9554
    @smitamishra9554 6 месяцев назад

    Correct

  • @saratmishra129
    @saratmishra129 6 месяцев назад +1

    ନବୀନ ସାର,ନିର୍ଭୟର ମୁଁ ଜଣେ ଫ୍ଯାନ୍। ଧୃତରାଷ୍ଟ୍ର ରୁପୀ ମୁଖ୍ୟମନ୍ତ୍ରୀ ଜାଣି ପାରୁନାହାନ୍ତି, ଶକୁନି ରୁପୀ ପାଣ୍ଡିଆନ୍ ଦ୍ବାରା କୁରୁବଂଶ ରୁପୀ B.J.D.ପରିବାର ଧ୍ବଂସ ହେବାକୁ ଯାଉଛି।

  • @laxmidharnayak4191
    @laxmidharnayak4191 6 месяцев назад +1

    Ases2 dhanyabad. Ati sunder jukti jukta bislesanatmk upastapana. Sir aha biswastariy rajya tenu athare peon tharu officer subu praya biswastariy. Jaha hau etedinapare EC janiparile o 8 officer nku tatkshynat nirbachan dayetwaru hataile.

  • @manasmohapatra7874
    @manasmohapatra7874 6 месяцев назад

    U r right sir

  • @tusharmohapatra7704
    @tusharmohapatra7704 6 месяцев назад +1

    You always spot on in ur analysis sir....keep it up....let BJP win in odisha state and centre 🪔

  • @bulusethy9220
    @bulusethy9220 6 месяцев назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤❤

  • @subashdurua5707
    @subashdurua5707 6 месяцев назад +1

    Tahasildar,BDO,SubCollector, IICs ମାନଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଉ

  • @manojkumarsaint7803
    @manojkumarsaint7803 6 месяцев назад +1

    Jay Shree Ram

  • @chakradharmishra5274
    @chakradharmishra5274 6 месяцев назад +2

    ଯେଉଁ ଅଣଓଡ଼ିଆ ଲୋକଟା ନିଜେ ନିଜେ ଏତେ କ୍ଷମତାର ଅଧିକାରୀ ବୋଲି ଭାବୁଛି, ଓଡ଼ିଶାର ଲୋକମାନେ ତାକୁ ଓଡିଶାରୁ ହଟାଉ ନାହାନ୍ତି କାହିଁକି?

  • @rasmiranjanmoharana6779
    @rasmiranjanmoharana6779 6 месяцев назад +5

    Absolutely right

  • @janemanmohapatra85
    @janemanmohapatra85 6 месяцев назад

    Good political advice

  • @umakantsamal8487
    @umakantsamal8487 2 месяца назад

    Jayshriram 🙏

  • @jayantanayak1793
    @jayantanayak1793 6 месяцев назад +20

    ଓଡ଼ିଶା ରେ ସବୁ ଚାକିରିଆ ଙ୍କୁ ବାହାର କରିବା ଦରକାର

    • @fudanhansdah9287
      @fudanhansdah9287 6 месяцев назад +2

      Bahut,Bahut,Dhanya,AtisighraOffisarraj,OTamiliThikadarkhani,luteraku,baharkari,susta,Odia,Odisa,Anantu😂😢😮😅😊

    • @sachikantasahoo6981
      @sachikantasahoo6981 6 месяцев назад +1

      ସମସ୍ତେ ଯୋଗ୍ୟତା ଯୋଗୁଁ ନୁହେଁ ବରଂ ଲାଞ୍ଚ ଦେଇ ଚାକିରୀ ପାଇଛନ୍ତି

    • @successfullife6722
      @successfullife6722 6 месяцев назад

      ଧନ୍ୟବାଦ, ଯଥାର୍ଥ ମତାମତ l👍👍🙏

    • @gyanabratamohanty4219
      @gyanabratamohanty4219 6 месяцев назад

      ନା ଭାଇ, ସମସ୍ତେ ଖରାପ ନୁହନ୍ତି | ଏଇଠି ଦେବତୁଲ୍ୟ, ମାନବତୁଲ୍ୟ ଓ ଦାନଵ ତୁଲ୍ୟ ମଣିଷ / ଅଫିସର ଅଛନ୍ତି | ଠିକ ନଜର ପଡୁଛି, ଆଗକୁମଧ୍ୟ ପଡିବ | ଜୟ ଜଗନ୍ନାଥ 🙏🙏

  • @rajendraacharya5842
    @rajendraacharya5842 6 месяцев назад +1

    We should not hide truth& morality.

  • @narugouda2133
    @narugouda2133 6 месяцев назад +1

    officer's Raj from odisha should be removed. change change change is required in Odisha

  • @kalicharanpanda4079
    @kalicharanpanda4079 5 месяцев назад

    Aahuri aneka achhanti. ❤❤❤

  • @sanjaypandaias9981
    @sanjaypandaias9981 6 месяцев назад

    Thanks a lot for your brilliant presentation particularly touching upon the miuse of power by non-entitled nonconstutional person.
    It is sad unfortunate and dangerous.
    I am sure your fact based presentation will enlighten and empower the voters to excercise their right to franchise judiciously
    Jay Shree Jaganath

  • @krushnamohanprusty2728
    @krushnamohanprusty2728 6 месяцев назад +8

    ଘଇତା ର ଅପାରଗ ପଣେ ,
    ମାଇପ ଶୁଏ ଚାକୁଣ୍ଡା ବଣେ ?🎉

  • @rajiblochanpanda5170
    @rajiblochanpanda5170 6 месяцев назад +3

    😢 ଗଣତନ୍ତ୍ର ପାଇଁ ଭଲ ଖବର ।

  • @AmaGnaAmaChasa
    @AmaGnaAmaChasa 6 месяцев назад +4

    Right. Badali

  • @BatakrushnaSwain-hj8qr
    @BatakrushnaSwain-hj8qr 6 месяцев назад +5

    ନିର୍ବାଚନ ପୂର୍ବରୁ ଦଳ ଡିଆଁ ନିର୍ବାଚନ ଉପରେ କି ପ୍ରକାର ନାକାରାତ୍ମକ ପ୍ରଭାବ ପକାଇବ ତା ଉପରେ ଆପଣଙ୍କ ବିଶ୍ଳେଷଣ ଚାହୁଁଛି। ଓଡିଶାରେ ବିଜେପି ଓ କଙ୍ଗ୍ରେସ କି କି ପ୍ରକାରର ଆଭିମୁଖ୍ୟ, ପଦକ୍ଷେପ, ନିର୍ବାଚନ ପରିଚାଳନା କଲେ ବିଜେପି ଶାସନ ଗାଦିରେ ବସିବ, କଙ୍ଗ୍ରେସ ମୁଖ୍ୟ ବିରୋଧୀ ଦଳ ହେବ।ଏ ପ୍ରଶ୍ନ ଆପଣଙ୍କୁ ଅବାନ୍ତର ଲାଗିପାରେ, କିନ୍ତୁ ତାର ଉତ୍ତର ଦୟାକରି ଦେବେ।ଜୟ ଶ୍ରୀରାମ।