Respected sir, please take my hearty namaskar. Sir became very happy on this episode. Being a regular listener of your each episodes i would like to say that, mistakes has been occourrd not only for subordinates but on the other hand higher supreme authorties are far away from "odia bhasha and odia bhasha sahitya". I presume all the events were organised viewing horrily owing to coming election. Your estimate is fully correct no one higher authority can read and write odia language correctly and how can we expect " Sudha odia"from them. Sir i hope mahaprabhu jaganath may bless you and your episodes may open the eyes of odia people. Jaya jaganath, jaya jaganath, jaya jaganath.
Sir nku mora 🙏,se mora bapa nka bayasa ra,sir nka pratyeka alochana atyanta hrudayasparshi,sir nka saha sahitya ku nei charcha karibaku tanku jogajoga karibaku phn number chahunchi,sir tk apana nka number debeki pls,
ବଢ଼ିଆ କହିଛନ୍ତି ସାର୍। ନିର୍ଲଜଙ୍କ ମୁଖା ଖୋଲିଦେଇଛନ୍ତି ଆପଣ। ପୁରସ୍କାର ଆଉ ଟଙ୍କା ପାଇଁ ଏମାନେ ବିବେକ ବିକି ଦେଇଛନ୍ତି। ପଦ୍ମଶ୍ରୀ, ପଦ୍ମଭୂଷଣ, ସରସ୍ଵତୀ ସମ୍ମାନରେ ଭୂଷିତ।
ଏହି ବକ୍ତବ୍ୟଟି ରଖି ଶ୍ରୀ ବୈଷ୍ଣବ ମହାନ୍ତି ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ନିଜର ପରମ କର୍ତ୍ତବ୍ୟ ସଂପାଦନ କରିଛନ୍ତି।
ମାତୃଭାଷା ମାଆ ସଦୃଶ ଅଟେ । ଭାଷାର ଅପମାନ ମାଆର ଅପମାନ ଅଟେ । ଓଡ଼ିଆ ବର୍ଣ୍ଣମାଳା ଏବଂ ଏହାର ତତ୍ତ୍ଵ ପ୍ରକୃତରେ ପରିପୂରକ । ଅଜ୍ଞାନ ବଶତଃ ବର୍ଣ୍ଣମାଳା ଉଚ୍ଚାରଣ ଏବଂ ଲିଖନ ଅଶୁଦ୍ଧ ହୋଇଯାଏ । ପ୍ରଖର ଜ୍ଞାନ ଶୈଶବରୁ ଏବେଠାରୁ ଜାଗ୍ରତ ନକଲେ ଏହି ଜାତି ନିଶ୍ଚିହ୍ନ ହେବାର ଆଶଙ୍କା ଅବଶ୍ୟମ୍ଭାବୀ ।
ଅପ୍ରିୟ ସତ୍ୟ,ବୈଷ୍ଣବ ବାବୁ।
ଭାଷାର ଠିକା ନେଇଥିବା ବ୍ୟକ୍ତି ମାନଙ୍କର ମୁଖା ଓ ଆଖି ଖୋଲିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
ସ୍ବୀକାର କର ବା ନକର,ଏହା ଧୃବ ସତ୍ଯ ଯେ ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ଭୁଲ୍ କରାଯାଇଛି ।
ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...
ଧନ୍ୟ ଆପଣଙ୍କ ସାହସ ପାଇଁ। ପ୍ରଣାମ ଜଣାଉଛି ଆପଣଙ୍କୁ।
ଆପଣଙ୍କ ନିର୍ଭୀକ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ ❤
ହେ ମହାପ୍ରଭୁ ଜାଗନ୍ନାଥ ରକ୍ଷା କର ଏ ଜାତି କୁ 🙏
ସାବାସ । ମୁଖା ଖୋଲିବା ପାଇଁ ଏଇଭଳି ସତ୍ ସାହସ ଜରୁରୀ ଅଟେ , ଯାହା ଆଜି ଆପଣ ସତ୍ ହିତରେ ଆପଣ ରହି ସ୍ଵର ଉତ୍ତୋଳନ କରିଛନ୍ତି । ନମସ୍କାର
କାନ୍ତକବିଙ୍କୁ କଣ୍ଠକବି ଆଖ୍ୟା ଦେଲାବେଳେ ଅନେକ ବିଜ୍ଞ ବ୍ୟକ୍ତି ମଞ୍ଚାସୀନ ଥିଲେ। ସଂଯୋଜିକା ସିନା ଓଡ଼ିଆ ପଢ଼ି ପାରନ୍ତି ନାହିଁ ଅନ୍ୟମାନେ କ'ଣ ଓଡ଼ିଆ ଶୁଣି ବୁଝି ପାରୁ ନ ଥିଲେ। ମୁହଁ ତାଙ୍କର ବନ୍ଦ ଥିଲା କାହିଁକି?
ଅପ୍ରିୟ ସତ୍ୟର ନିତାନ୍ତ ଆବଶ୍ୟକତା ରହିଛି।
ଅତି ସୁନ୍ଦର ହୃଦୟ ସ୍ପର୍ଶି ସତ କଥା,
ଟଙ୍କା ପାଇଁ ନିଜ ମାତୃଭାଷା କୁ ଖାଇ ଗଲେଣି,
ଆପଣ ଧରି ପାରି ଥିବା ଭୁଲ୍ କୁ ବ୍ୟାଖ୍ୟା କଲେ
ଯେଉଁ ମାନେ ପୁରସ୍କୃତ ହେଇଛନ୍ତି ସେମାନେ ଯଦି ଶୁଣି ପାରିଥିବେ, ତାହାହେଲେ ନିଜ ଭୁଲକୁ ସ୍ପିକାର କରି ନିଜ ମାତୃ ଭାଷା ର ଟେକ ରଖନ୍ତୁ
ଆଜ୍ଞା,ନମସ୍କାର!ଆପଣଙ୍କ ସ୍ପଷ୍ଟବାଦିତା ଓ ନିର୍ଭୀକତା ପାଇଁ ଅଶେଷ ଧନ୍ୟବାଦ ।ଆମ ରାଜ୍ୟରେ ପରା ଚାଲିଛି ଏହି ବ୍ୟବସ୍ଥା,ଯେପରି-ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଉପରେ ନିଶା ନିବାରଣ
ଭାର
ଚୋରିକରି ଚୋର କରୁଛି ଚିତ୍କାର 'ଚୋର ପଳାଇଲା ଧର।'ଏ ତ ବଡଘର ବଡ ଗୁମର କଥା।' 'ନାମ ବଡା,ଖାରିଆ ଖଡା।'ଏ କଥା ବି କୁହାଯାଇ ପାରିବ,'ମାଙ୍କଡ଼ ହାତରେ ଶାଳଗ୍ରାମ।'ଏ ପରିସ୍ଥିତିରେ ଯାହା ହେବା କଥା ତାହା ହିଁ ହୋଇଛି।କବିସୂର୍ଯ୍ୟଙ୍କ ଭାଷାରେ,"କାହାକୁ କହିବା କପାଳରେ ସିନା କର ତାଡ଼ିବା।"ସେମାନଙ୍କର ମାତୃଭାଷା ଓଡ଼ିଆ ପ୍ରତି କାଷ୍ଠାନିଷ୍ଠା ଥିଲେ ଏତେ ବିକଳାଙ୍ଗ କରି ମାତୃଭାଷାକୁ ଅପମାନିତ କରି ନ ଥା'ନ୍ତେ।ହୋଇପାରେ, "They are qualified without having proper education in concerned subject. " ପିତାମାତା ମାତୃଭୂମି ମାତୃଭାଷା ପ୍ରେମ
ଯା' ହୃଦେ ଜୀବନ୍ତ ନୁହେଁ ସେ ନିଶ୍ଚେ ଅଧମ।"
ଜୟ ଜଗନ୍ନାଥ ସ୍ବାମୀ ।
ମୁଁ ଯେତିକି ଜାଣିଛି, ତାମିଲନାଡୁ କି ମହାରାଷ୍ଟ୍ର ହୋଇ ଥିଲେ ଭାଷା ସମ୍ମିଳନୀ ବାବୁ ମାନଙ୍କ ଗାଲ ଓ ଗଣ୍ଡି ଅଲଗା ଅଲଗା ଥାଆନ୍ତା. ଲାଜ ଥିଲେ ଅପରାଧ ମାନି ପ୍ରତିକାର କରନ୍ତୁ.
ବୋର୍ଡ଼ରେ ପାଠ୍ୟପୁସ୍ତକ କାମ କଲାବେଳେ ଅଧିକାଂଶ ପ୍ରଫେସର ଙ୍କ ଯୋଗ୍ୟତା ପରଖା ଯାଇଛି।ପୁଳାପୁଳା ବନାନ ଆଉ ତଥ୍ୟ ଅଶୁଦ୍ଧ। ଓଡ଼ିଆ ଭାଷାରୁ ଟଙ୍କା ରୋଜଗାର ଏମାନେ ଶିଖିଛନ୍ତି।ଭାଷାକୁ ଭଲ ପାଇବା ଜାଣନ୍ତିନି।
ଆପଣଙ୍କ ପ୍ରତିବାଦ ସରକାର ଙ୍କ କାନ ଖୋଲିଦେବ ଆଶା କରେ
ଜୟ ଜଗନ୍ନାଥ ସ୍ବାମୀ 🙏⭕‼️⭕🙏
ଆପଣ ଅପ୍ରିୟ ସତ୍ୟ କଥା ଟେ କହିଛନ୍ତି 👍👍👍
ଠିକ କଥା କହିଛନ୍ତି ଆପଣ, ଯୋଗ୍ୟତା ନଥାଇ କ୍ଷମତା ପ୍ରାପ୍ତ ହେଲେ ଏମିତି ଅବସ୍ଥା ହେବ । ଜୟ ଜଗନ୍ନାଥ
ସତ୍ୟ କହିବା ର ସାହସ ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏
ଅନ୍ତରରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ସାର୍ । 🙏🙏🙏
ନିର୍ଭୀକ ଭାବରେ ସତ୍ୟକୁ ଉପସ୍ଥାପନା କରିଥିବାରୁ ଆନ୍ତରିକ ଅଭିନନ୍ଦନ ଏବଂ ପ୍ରଣାମ।
ଜୟ ମହାପ୍ରଭୁ 🙏🌷 ମହାପ୍ରଭୁ ଆପଣଙ୍କୁ ସୁସ୍ଥ ରଖନ୍ତୁ,🙏🙏🙏
ନମସ୍କାର ଭାଇ। ଜଣେ ସାହିତ୍ଯିକ ହେଇ ସତକଥା ନିର୍ଭୟରେ କହିଛନ୍ତି, ସେଥିପାଇଁ ଧନ୍ଯବାଦ। ଓଡିଆ ସାହିତ୍ଯର କ'ଣ ସତରେ ଏତେମାତ୍ରାରେ ଅଧୋଗତି ହେଲାଣି, ବିଶ୍ବାସ ହେଉନି । ବଡ ଧରଣର ବିପ୍ଳବ ଦରକାର ।
Sir apana nku koti koti dhanyabad,karan a odisha re apana jane nirvika byaktitwa,🙏🙏🙏 , jeki anyaya agare munda nuanu nahanti,apana nka painn,ama odisha garba karuchhi,
Sata sata Pranam Mr Mohanty.
ବୈଷ୍ଣବ ଆଜ୍ଞାଙ୍କୁ ଶହେ ପ୍ରଣାମ।
ବିଭୂତି ଭୂଷଣ ପଟ୍ଟନାୟକ ସେଇ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହେଇ ଖୁବ୍ ଖୁସି ହୋଇଗଲେ। କାନ୍ତ କବି ପଛେ କଣ୍ଠ ବନି ଯାଆନ୍ତୁ। କିଛି ପ୍ରତିବାଦ ନାହିଁ। ଆପେ ବଞ୍ଚିଲେ ବାପ ର ନାଁ!!
ବୈଷ୍ଣବ ସାର୍ ଙ୍କ କଥା ଶତପ୍ରତିଶତ ସତ୍ୟ।
🙏ଜୟ ଶ୍ରୀ ଜଗନ୍ନାଥ🙏 ପୁରା ଠିକ୍ କହିଲ 🙏
ଓଡିଶାରେ ଓଡ଼ିଆ ସାହିତ୍ୟ ପ୍ରତି ଯେଉଁ ମାନଙ୍କର ଜ୍ଞାନ ନାହିଁ ସେମାନେ ଭାଷା ସାହିତ୍ୟର ପୁରୋଧା
ସାଜିଛନ୍ତି ।
ମୁଁ ତ ମୁତୁରୀ ତୁତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା ।
ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ କରିଦେଲେ ମୁଁ ତ ଓଡ଼ିଆ ଜାଣିନାହିଁ ହେଲେ ତୁମେ ମୋଠାରୁ ଅଧିକ ଜାଣିନାହିଁ ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ।
ସାର ନମସ୍କାର 🙏
ଏମିତି ବିକୃତ ଭାଷା କେମିତି ସମସ୍ତଙ୍କ ନଜରରୁ ବାଦ ପଡିଲା ତାହା ଆହୁରି ଆଶ୍ଚର୍ଯ୍ୟର କଥା।
ସରକାରୀ ମୁଦ୍ରଣାଳୟ କଟକରେ କାମ କରୁଥିବା ସମସ୍ତ କର୍ମଚାରୀ କଣ ଅଣଓଡ଼ିଆ?? ଶହେ
ସେଣାରେ ଏଠି ପାଣି ବୁହା ଚାଲିଛି, ଅଥଚ ସାଧାରଣ ତ୍ରୁଟି ମଧ୍ୟ କାହାର ଦ୍ତୁଷ୍ଟିଗୋଚର ହେଉ ନାହିଁ.. 😔😔🤦♂️🤦♂️
ଦଲାଲଙ୍କ ପୁଣି ଆତ୍ମସମ୍ମାନ
ଗଜମୂର୍ଖ ଠାରୁ ଆହୁରି ହୀନ
ଗର୍ବ ଘମଣ୍ଡରେ ବିଶ୍ୱସ୍ତରୀୟ
ନିର୍ଲ୍ଲଜ ହୋଇଲେ ଜଗତ ଭୟ
ଯେ ଜନ ତେଜିଲେ ଲଜ୍ଜା ଓ ଭୟ
ତାକୁ ଶୁଦ୍ଧି ହୋଇଯିବା ବିଧେୟ 😢
😭😂
ଜୟ ଜଗନ୍ନାଥ ସାର,ପ୍ରଣାମ❤️🙏
ବହୁତ ବହୁତ ଧନ୍ୟବାଦ 🙏
Sir, ଆପଣଙ୍କ ଏହି ଭିଡିଓ ଦେଖିଲା ପରେ ହୁଏ ତ କିଛି ଓଡ଼ିଆମାନେ ସୁଧୁରି ଯିବେ।
ସଂପୂଣ୍ଣ ସତ୍ୟ ଧନ୍ୟବାଦ ବୌଷ୍ଣବ ବାବୁ
Jai Jagannath
ଆଜ୍ଞା ପ୍ରଣାମ
ସାଧୁ ସାଧୁ ସାଧୁ
Good. Your role to make Odias aware of our blunder is laudable.
ଏହାକୁ ସମସ୍ତ ଓଡିଆଙ୍କୁ ଏ ଖବର ଜଣେଇବା ଦରକାର
ସାର ,ପ୍ରଣାମ ।ଆପଣଙ୍କ ବଳିଷ୍ଠ ବକ୍ତବ୍ୟ ସବୁ ଓଡ଼ିଆଙ୍କୁ ପ୍ରେରଣା ଦେଉ ।
ହୢଦୟସ୍ପର୍ଶୀ ଓ ନିଚ୍ଛକ ସତକଥା 🙏🙏
Very beautiful analysis, we should think over it 🙏
ମର୍ମଭେଦୀ ବକ୍ତବ୍ଯ 🙏🙏🙏
You are right 👍
Bahut badhia kahichhanti bhaina
Respected sir, please take my hearty namaskar. Sir became very happy on this episode. Being a regular listener of your each episodes i would like to say that, mistakes has been occourrd not only for subordinates but on the other hand higher supreme authorties are far away from "odia bhasha and odia bhasha sahitya". I presume all the events were organised viewing horrily owing to coming election. Your estimate is fully correct no one higher authority can read and write odia language correctly and how can we expect " Sudha odia"from them. Sir i hope mahaprabhu jaganath may bless you and your episodes may open the eyes of odia people. Jaya jaganath, jaya jaganath, jaya jaganath.
ଧନ୍ୟବାଦ ମହାଶୟ 🙏❤️
Thik kahichhanti sir, Mankada hatare salagrama....
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭୁଲ ଦେଖେଇ ଥିବାର
Sir apana nka vali sujogya byakti mane nijara adhikar ru banchita heuchhanti, apana nka ra pension ,a durniti khor sarkar karaideunahin,apana nka luha re a sarkar dhoiheijiba,jay jagannath swami
Jai jagannath
ଧନ୍ୟବାଦ ସାର୍। ନମସ୍କାର। ଏକଦମ୍ ଠିକ୍ କଥା।
Very good Mohanty sir many many thanks to you
ନମସ୍କାର ଆଜ୍ଞା।
Odisha sarkar Baishnab sir nka ehi video upare tarzama Kari action grahan karantu.
Odia eminent writers mane ta bikala hauthile award paibaku sethu. Debi pattanaik, pratibha ray, santanu Acharya samastnkara Pati bandda heithila sedina
ସାହିତ୍ୟ ସମାଜରେ *ଚାରି ଦଉଡ଼ି କଟା* ସମାଲୋଚକ ନହେଲେ ଏଡେ ଦାଣ୍ଠରେ, ଖୋଲା ମଞ୍ଚରେ, ମୁକ୍ତ କଣ୍ଠରେ, ପ୍ରମାଣ ସହିତ ଏତେ କଠୋର ସତ୍ୟ କେହି କହିପାରିବେ ନାହିଁ। ବିଶ୍ଵ ସ୍ତରୀୟ ଭାଷା ସାହିତ୍ୟ ସମ୍ମିଳନୀର ମଞ୍ଚ ଉପରେ ସାହିତ୍ୟ ରଥି ମାନଙ୍କ ଗଳାରେ ଫୁଲ ମାଳ ଦେଇ , ସେମାନଙ୍କ ଆଖି ଆଗରେ ଆମ ଭାଷା ସାହିତ୍ୟକୁ ଜେଉଁପରି ଭାବରେ ବିବସ୍ତ୍ର କରାଯାଇଛି ସେ କଥା ଭାବିଲେ ହିଁ ନିଜକୁ ଓଡିଆ କହିବାକୁ ଲଜ୍ୟା ଲାଗୁଛି। ଛିଃ !!!!
Right 👍
😢😢😢😢😢kemiti ame ama vasa ku banchei rakhiba ama odisha sara ta English ku pradhanya dia jauchi communications aau medium ra madhyam😢😢😢
Thik
ମୁଁ ବି ଜଣେ କବି ହେଲେ ମୋତେ ଆଉ କବି ସମ୍ମିଳନୀରେ ଯୋଗଦେବାକୁ ଇଚ୍ଛା ଲାଗୁନି
Dhanyawad
🪔🪔🪔जय जगन्नाथ महाप्रभु 🙏🙏🙏
PRA nama sir jay jagannath🙏
Ame adhunika banibara ghoda doudare ete magna je ama nija bhasa o pradesh ra adhogati ku anadekha kari chalichu
ପ୍ରଣାମ ଆଜ୍ଞା
🙏🙏🙏
Mu eka mata apananka saha sir👏
😥☹☹☹
ସତ କଥା କହିଛନ୍ତି। ସର୍କାର ଆଖି ଖୋଲନ୍ତୁ
Bohut dukha lagila Odia bhasa ra rakhyanka mananka katha Suni.
ଜଣେ ଓଡ଼ିଆ ଭାବେ
Sir 🙏🙏. Aapanaka sahita mu achi.
Sir nku mora 🙏,se mora bapa nka bayasa ra,sir nka pratyeka alochana atyanta hrudayasparshi,sir nka saha sahitya ku nei charcha karibaku tanku jogajoga karibaku phn number chahunchi,sir tk apana nka number debeki pls,
Khod C M Mohan Majhi odia hoekari Bharat mata lekhi parunahanti puni Jane teacher
Adhyatmika chhanel re tike topic ta val lagilani
Great analysis
🙏🙏