Respected sir take my hearty namaskar, sir your analysis on ODIA BHASA learning is very beautiful. Now nor government or odia people are thinking about our " BHASHA and BHASHA SAHITYA". Hence like you other intelligences of our Odia Bhasabit may come forward for drive out of worng method of odia bhasa learning.
According to the researchers "(1)English is widely spoken across the globe... (2)Much part of our education are in english.(3)where ever you'll take your look that must be identified in english Due these reasons english is the king of languages
Sir mu eka primary school re teacher achhi..apanka katha ku marme marme anubhaba kariparuchi.. teacher manaku abahela kari sarkar hi ama sanmana ku tale pakauchnti.
Namaskar Sir,mu apankara every video dekhe,bahut bhala lage,mora health dept re service,1996 sanskarana book mo pakhare ebebi achi.apankar ketoti books padhichi bhalalage.
Kehi chauhunahati odia medium re padhibaku but mo jhiku odia school re padhuchi samasteee kahuchanti se competition kariparibani sir plzz matee tike suggests kichi karantu.
To patita paban Mahapatra. Nabeen nkara english au French bhasa re utkrsata achhi tamara odia bhasa re ukrsata achhi ki. English mane tanka bhasa ku ama upare ladi deichhanti. Sarakara heuchjanti english manankara godania. Ame hauchhi sarakara nkara godanian.
ମହାନ୍ତି ସାର୍ ବହୁତ ସୁନ୍ଦର ଉପସ୍ଥାପନା
ଧନ୍ୟବାଦ ଆଜ୍ଞା ❤
Thank you mohanty sir ❤🎉🎉
Jay jagannath 🙏🏼🙏🏼🙏🏼
🙏🙏🙏
You are absolutely right sir
Correct thinghs
ନମସ୍କାର ସାର୍, ସୁନ୍ଦର ବିଶ୍ଳେଷଣ।
ଆମ ଭାଷା ଆମ ସଂସ୍କୃତି ଭାରି ବଢିଆ ଆମେ ଓଡ଼ିଆ । ଓଡିଶା ଆମ ଗର୍ବ ଗୌରବ।
ସୁନ୍ଦର ବିଶ୍ଳେଷଣ ଆଜ୍ଞା! ଆପଣଙ୍କୁ 🙏
ପ୍ରଣାମ ମହାଶୟ 🙏❤️
ଅତୀତରେ ଅବଧାନମାନେ ଚଉତିଶାରୁ କାହିଁକି ପାଠ ପଢା ଆରମ୍ଭ କରୁଥିଲେ ସେ କଥା ଗଣଶିକ୍ଷା ବିଭାଗର ଅଧିକାରୀମାନେ ବୁଝିବା ଉଚିତ ।
Pura thik kotha kohila sir 👌🙏🏿🤝
ଓଡ଼ିଆ ଶବ୍ଦକୋଷ ସମସ୍ତ ସ୍କୁଲରେ ରହିବା ଅବଶକ୍ୟ, ପୁଣି ଶବ୍ଦକୋଷ ପାଇଁ ଏକ ସ୍ୱତନ୍ତ୍ର ପାଠ୍ୟ ରହିବା ଦରକାର ତେବେ ଯାଇ ଓଡ଼ିଆ ଭାଷା ର ଉନ୍ନତି ହୋଇପାରିବ l
ଆଜ୍ଞା 🙏, କେବଳ ଶବ୍ଦକୋଷ ରଖିଲେ ହବନି, କଠିନ ଶବ୍ଦ ଗୁଡିକର ପ୍ରଚଳନ ହେବା ଜରୁରୀ, ତା ଛଡା ଗୀତିକାର ମାନେ କେବଳ ଓଡ଼ିଆ ଶବ୍ଦ ବ୍ୟବହାର କରି ଗୀତ ରଚନା କରିବା ଉଚିତ, ଦୈନନ୍ଦିନ ଜୀବନରେ କିଛି କଠିନ ଶବ୍ଦ ର ବ୍ୟବହାର ହେବା ଉଚିତ,
😭😭😭😭
ଠିକ୍ କହିଲେ ଆଜ୍ଞା
Sir very nice
Gurunku na maniba nara guru je sakhyata eswar🙏
ଜୟ ମହାପ୍ରଭୁ 🙏🙏
ଧନ୍ୟବାଦ୍ ସାରେ ।। ଏବେପୁଣୀ ଛବିଳ ମୋଦି ବର୍ଣ୍ଣ ବୋଧ ପ୍ରକାଶ ପାଇବାକୁ ଯାଉଛି ।
ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନର ପରିଭାଷା ସମ୍ପୂର୍ଣ୍ଣ ବଦଳିଯାଇଛି ଆଜ୍ଞା... ଏହା ସାମ୍ପ୍ରତିକ ସ୍ଥିତିରେ ଏକ ବିଡମ୍ବନାର ବିଷୟ... 😢😢
Dhanyawad
ନମସ୍ତେ , ଧନ୍ୟବାଦ । ସୁନ୍ଦର ବିଶ୍ଳେଷଣ । ଆମର ଏଠିତ ରାଜ୍ୟ ମୁଖ୍ୟ ଓଡ଼ିଆ କହିପାରନ୍ତି ନାହିଁ ପଢି ପାରନ୍ତିନାହିଁ. ବୁଝିପାରନ୍ତି ନାହିଁ ଆଉ ଓଡ଼ିଆ ଭାଷାର ଦୁଃଖ ଦୂର ହେବ କିପରି ? ପୁଣି ଶିକ୍ଷକମାନେ ସୁବିଧାସୁଯୋଗ ହାତେଇ ଦରମା ବଢ଼ାଇବା ପାଇଁ ଯେତେ ତତ୍ପର ଶିକ୍ଷାର ବା ମାତୃଭାଷା ଓଡ଼ିଆର ମାନ ବୃଦ୍ଧିପାଇଁ ସେତିକି ଚିନ୍ତିତ ନୁହନ୍ତି । ଏଣୁ ପୁଣି ଏଥିପାଇଁ ଆନ୍ଦୋଳନ ହେବା ଆବଶ୍ୟକ ।
ଆପଣ୍ ୧୦୦% ✓ କଥା କହିଛନ୍ତି ।
🙏🙏
ପ୍ରଣାମ ସାର୍ ❤🙏🙏 ଶିକ୍ଷା ପ୍ରଦାନ କରିବାର ପ୍ରକୃତ ପନ୍ଥା ଉପରେ ଏକ ବିଷୟ 🙏🙏🙏 ଆଣନ୍ତୁ।ସାର୍
Actually right
Jay shree Jagannath baba🙏pranama sir
ରାମ ବନବାସ କାହାଣୀ ସେଶ
ଶେଷ
ଏକାନ୍ତ ଯୁକ୍ତିଯୁକ୍ତ କଥା।
Respected sir take my hearty namaskar, sir your analysis on ODIA BHASA learning is very beautiful. Now nor government or odia people are thinking about our " BHASHA and BHASHA SAHITYA". Hence like you other intelligences of our Odia Bhasabit may come forward for drive out of worng method of odia bhasa learning.
କ୍ଷମା କରିବେ, ଆପଣ ଓଡ଼ିଆ ରେ ଦୁଇଧାଡ଼ି ଲେଖିବାକୁ ଅସମର୍ଥ, କିନ୍ତୁ ଓଡ଼ିଆ ଭାଷା ପାଇଁ ଚିନ୍ତା,😅
Thanks sir
ଆପଣଙ୍କୁ ମୋର୍ ସାଦର୍ ପ୍ରଣାମ୍ । ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ ଭାରି ବଢିଆ।
ଆପଣ ଙ୍କର କଥା ଶୁଣି, ମନରେ କ୍ଷୋଭ ଆସୁଛି, ସତରେ କଅଣ ଓଡ଼ିଆ ଶିକ୍ଷା ଏତେ ଦୁର୍ବଳ ହେଇପଡ଼ିଛି? ଆପଣ ଙ୍କୁ ଅଂନୁରୋଧ ଏହିପରି ଲୋକମାନଙ୍କୁ ସଚେତନ କରିଚାଲନ୍ତୁ, ଧନ୍ୟବାଦ
Jay jagannath sir
According to the researchers "(1)English is widely spoken across the globe... (2)Much part of our education are in english.(3)where ever you'll take your look that must be identified in english
Due these reasons english is the king of languages
Yuchh Heba paayee kare. Jebe aasa ...Yuchha Kara aage Nija Matru Bhasa
Appan Mane Khuse taa
😪😪😪😭😭😭
ଟ୍ରକେ ତଳି ୨ଟା ରୁଆଳି
୨୦ଜଗୁଆଳି
ଶିକ୍ଷକ ନଥାଆନ୍ତୁ
ଯୋଜନା ନାରେ
ହରିଲୁଟ ତ ହଉଛି
ସାର ଆପଣ ସତ କହୁଛନ୍ତି,କିନ୍ତୁ ସରକାର ସରକାରୀ ସ୍କୁଲରେ ପଢ଼ି ମୂର୍ଖ ହେବେ, ନହେଲେ ଏତେ ପିଲାକୁ ଚାକିରୀ କେମିତି ମିଳିବ, ସେଥି ପାଇଁ ବିଭିନ୍ନ ପ୍ରକାର sylaabus , କେବଳ ମହାପ୍ରଭୁ ରକ୍ଷା କରିବେ । ସବୁ ଭୁଲ ଆମର କାହିଁକି ନା ଆମେ ସଚେତନ ନାହୁ
Sir mu eka primary school re teacher achhi..apanka katha ku marme marme anubhaba kariparuchi.. teacher manaku abahela kari sarkar hi ama sanmana ku tale pakauchnti.
Arvind kejriwal school ku sudharuchi boli taku arrest karajauchi
ଠିକ କଥା ଆଜ୍ଞା
Jai Shree Laxmi Narasimha Thakura.😍😍😍😍😍😍
School re patha padha hauni ,kebal sarkarnkar Kam chalichi, odisa bhasa sikhibe kemit,. Jay jagannath sir
Namaskar Sir,mu apankara every video dekhe,bahut bhala lage,mora health dept re service,1996 sanskarana book mo pakhare ebebi achi.apankar ketoti books padhichi bhalalage.
ତଥାପି ଆପଣ ଇଂରାଜୀ ମିଶା ଓଡ଼ିଆ ଲେଖୁଛନ୍ତି,😂
Thanks
Naveen aau Pandian Hatantu aau Odisha Prasasana ku Banchantu
ମୋର୍ ଭାଗ୍ୟ ଭଲ ଯେ, ମୁଁ ଏହି ଅଧ୍ୟାୟଟିକୁ ଦେଖିଲି ।
Mu sabi kahuchi
Education department first alphabet practice karantu
Hnn sir mu mo jhiku chabila bahi padhauchi
Odia luka odia bhasa aau itihasa bisayare kichhi janantini tenu, odia bahire odia thu adhika Sanskrit aau apabhransa odia achhi,kana gute odia sabda nunhe kintu aji sabu kan kan gai buluchhanti
Kehi chauhunahati odia medium re padhibaku but mo jhiku odia school re padhuchi samasteee kahuchanti se competition kariparibani sir plzz matee tike suggests kichi karantu.
ଆପଣ ନିଜେ ଓଡ଼ିଆ ଓ ଇଂରାଜୀ ଭିତରେ ଛନ୍ଦି ହୋଇଛନ୍ତି, ନା ପୂର୍ଣ୍ଣ ଓଡ଼ିଆ ନା ପୂର୍ଣ୍ଣ ଇଂରାଜୀ,😂😂
Sir samasteee English medium re padhauchanti