Sir , jai jagannath 🙏 For every student one board must be compulsory . There are so many board like icse, cbse, and state board. Parents are worried to put in which board to their students. State board has no value . When a job apply , you must follow NCERT. So what will be a student do ? 😢 Odisha board means state board ku important dia jau
Sir namaskar. Apana ekdam thik kahichhanti , paid media Bala rahile Khali political chitkar karibaku. Ama bhasa samasya , kimba lokankara Anya kounasi problem semane samna ku anunahanti. Future kan heba kebala bhagaban hin jananti.
Sir ,infact you are great 👍 👌
ସାରେ ଆପଣଙ୍କ ଧାରୁଆ ଶାଣିତ ଶବ୍ଦ ଏବର ମୂର୍ଖ ଓଡ଼ିଆ ଅଫିସର ମାନେ କିଛି ବୁଝି ପାରିବେନି l
ଓଡ଼ିଆ ଭାଷାର ଅସ୍ମିତା କହି ଫମ୍ପା ଆଦର୍ଶ ଭାବୁଛୁ।ବହୁତ୍ ସୁନ୍ଦର୍ ଆଲୋଚନା।ମୋର ପ୍ରଣାମ ଏବଂ ଧନ୍ୟବାଦ୍।
You are our pride. You are unique and bold writer. You are having strong personalty and moral values.
Super Like❤
Sir,🙏
Right 👍👍👍 sir
Very true sir
Right sir🎉
Sadhubad.Congratulation.Youhave the strength to speak The Truth.
❤🎉💯
ବହୁତ ମୂଲ୍ୟବାନ କଥା ଆଜ୍ଞା, ସମୟ ଆସିଛି ଏବେ ସବୁ ଓଡ଼ିଆ ଭାଷା ର ମୂଲ୍ୟବୋଧକୁ ବୁଝିବା ଦରକାର, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ମୋ ତରଫରୁ 🙏🏼
Really you are great & very practical.
Thank you sir. Apanaka katha bhala laguchi.
Sir 🙏🙏🙏🙏🌹
🙏🙏🙏🙏
ବର୍ଣ୍ଣବୋଧକୁ ପ୍ରଥମ ଶ୍ରେଣୀ ରେ ବାଧ୍ୟତାମୂଳକ କରାଯାଉ
ଏବଂ syllabus ର ସଂସ୍କାର କରାଯାଉ
Very very good analysis
Apana....Akashbani re kete sunder katha kahuchanti...suni vari khusi laguchi....apanaku koti koti dhanyabad......❤
Right sir 🙏🙏🙏💐
ଆପଣଙ୍କ ପରି ଭାଷାବିତ ମାନେ ଆଗକୁଆସି ଓଡ଼ିଆ ଭାଷା କୁ ସୁରକ୍ଷା ଦିଅନ୍ତୁ 🙏
ମୂଳ ସଢ଼। ରୋଗ।
ପୁଣିଥରେ ସ୍ବାର୍ଥମେଧ ଯଜ୍ଞର ନିତ୍ୟାନ୍ତ ଆବଶ୍ୟକ 🙏🙏🙏
Beautiful discussion,Respected Sir.
ଭାଷା ଆମ ଅସ୍ମିତା।ଭାଷାକୁ ଉପଯୁକ୍ତ ସମ୍ମାନ ଦିଆଯାଉ।
ଏଥିପାଇଁ ଦାୟୀ। ହିନ୍ଦୀ ଭାଷା ଓଡିଶାରୁ ବନ୍ଦ ହଉ । କେବଳ ଓଡିଆ ଆଉ ଇଂରାଜୀ ଓଡିଶା ରେ ରହୁ
Kahin ki odia au Hindi rahile kana asubidha
@@AnimeshMoharana-m2s ହିନ୍ଦୀ ଏକ ଆନ୍ଚଳିକ ଭାଷା । ଏହାର ବ୍ୟବହାର ଓଡିଶା ନିମିତ୍ତ ଅନାବଶ୍ୟକ । ଯଦି ସଂସ୍କୃତର ପ୍ରତିଷ୍ଠା ନ ହେଉଛି ତାହେଲୋ ଇଂରାଜୀ ବିକଳ୍ପ ହିଁ ଓଡିଆଂକୁ ସଫଳତା ଦେବ ।
କାହିଁକି? ଓଡ଼ିଆ, ହିନ୍ଦି, ସଂସ୍କୃତ ତା ପରେ ଇଂରାଜୀ...
@@mathsforcompetitiveandscho3189 ହିନ୍ଦିର ଓଡିଶା ପରିପେକ୍ଷୀରେ କଣ ଆବଶ୍ୟକତା ଅଛି ବୁଝାନ୍ତୁ ??
ସଂସ୍କୃତ କୁ ଯଦି ବିକଳ୍ପ ନ କରାଯାଇପାରିବ କେବଳ ଦୁଇ ଭାଷା ଠିକ୍
It is rare to have a personality that you own.Thanks...
ଧନ୍ୟବାଦ୍ ବୈଷ୍ଣବ ବାବୁ। ଓଡିଆ ବର୍ଣ୍ଣମାଳା ଯଦି ଶାଳଗ୍ରାମ ହୁଏ ଆଜିକାଲି ଯେଉଁ ଭାଷାବିତ୍ ମାନେ ପ୍ରାଥମିକ ଓଡିଆ ପିଲାଙ୍କ ପାଇଁ ପୁସ୍ତକ ପ୍ରସ୍ତୁତ କରୁଛନ୍ତି ସେମାନେ ହେଲେ ମାଙ୍କଡ। ତେଣୁ ମାଙ୍କଡ ହାତରେ ଶାଳଗ୍ରାମ ବ୍ୟବସ୍ଥା ଚାଲିଛି।
ଡିହ ଗାଲୁଆମାନେ କେବେ ବି ଭୁଲକୁ ସ୍ବୀକାର କରନ୍ତି ନାହିଁ । ସଂଶୋଧନ କରିବେ କ'ଣ ? ସଂଶୋଧନ କଲେ ସେମାନଙ୍କର ପ୍ରଷ୍ଟିଜ୍ ଲିକ୍ ହୋଇଯିବନି ?
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ମହାଶୟ 🙏, ଆପଣ ଭଳିଆ ସମସ୍ତେ ହେବା ଉଚିତ ❤️🙏
ପରମ୍ପରା କୁ ବଜାୟ ନରଖିଲେ ବିନାଶ ସୁନିଶ୍ଚିତ।
ଓଡ଼ିଆ ଭାଷା ରସାତଳ, ଏଟା ନବୀନ ସାହିତ୍ୟ, ଗଧ ବି ତା ମାତୃ ଭାଷା ଛାଡୁନି ଆମେ କଣ,ଆମ ନେତା କଣ ଆମ ବାବୁ ମାନେ କଣ, ଆମ ଭାଷା କଉଠି, କଠୋର ଶାସନ ବ୍ୟବସ୍ଥା ସୁଧାରିବାର ମନବୃତ୍ତି ଦରକାର।
ମୂର୍ଖ ବନେଇବା ର ଲକ୍ଷ୍ୟ।
ପୂର୍ବେ ଓଡ଼ିଆ ଭାଷାକୁ ଲୋପ କରିଦେବାକୁ ଚେଷ୍ଟା ହୋଇଥିଲା। ବର୍ତ୍ତମାନ ଓଡ଼ିଆ ଭାଷାକୁ କୁତ୍ସିତ ଓ କଥାକାର କରାଯାଇଛି। ବର୍ତମାନ ସମୟ ଆସିଛି ସମସ୍ତ ଶିକ୍ଷକ ତଥା ଜ୍ଞାନୀ ଗୁଣୀ ଓଡ଼ିଶାବାସୀ ଓଡ଼ିଆ ଭାଷା ପ୍ରତି ସତର୍କ ଦୃଷ୍ଟି ରଖିବା।
ଆଜ୍ଞା ସାର୍ ପୁରା ସଠିକ୍ କଥା କହିଲେ।
Sir apana agaku asanto ame apana ka sahita achhu . Sir pranam.
ଏବେ ଭି ଓଡ଼ିଆ ଖବର ରେ Headlines ବୋଲି କହୁଛନ୍ତି ।
ସାର, ଅସ୍ମିତା ଶବ୍ଦର ଅର୍ଥ କଣ ଟିକିଏ ଜଣାଇବେକି।
ଆମେ ପଢିଥିବା ମୋ ପାଠ ବହି ଓ ମୋ ଛବି ବହି କୁଆଡେ ଗଲା?କିଛି ପାଠୁଆ କହିଲେ ଭାଲୁ କେବେ ନାଚେନି ,ହାତୀପିଠି ରେ ବାଘ ବସେନି ଇତ୍ୟାଦି ଇତ୍ୟାଦି।ମୋ ପାଠ ବହି ଓ ମୋ ଚBଇ ବହି ପୁନଃ ପ୍ରଚଳନ କରାଯାଉ।
ଖୁବ ଉଚ୍ଚକୋଟିର ଏବଂ ଶିକ୍ଷଣୀୟ ଆଲୋଚନା ଯାହା ଆଜିର ସମୟ ପାଇଁ ମହୋଷଧି କିନ୍ତୁ ଏଗୁଡିକ ବୁଝିବା ପାଇଁ ସେମିତି ଲୋକ ବର୍ତ୍ତମାନ ସମୟରେ ନାହାନ୍ତି। ତେଣୁ ଆଜିର ସମୟରେ ସମାଜରୁ ଧିରେ ଧିରେ ଶିକ୍ଷିତ ଲୋକଙ୍କ ସଂଖ୍ଯା କମୁଛି...!!ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ଆପଣ ଭାଷା ର କଥା କହୁ କହୁ ରାଜନୀତି ଆଡ଼କୁ କୁଆଡେ ପଳେଇଲେ, ଆପଣଙ୍କର ଏ ପ୍ରଚେଷ୍ଟା ଅର୍ଥ ରାଜନୀତି ନୁହେଁ ତ, ଆପଣ ଖାଲି ନେତା ମାନଙ୍କ କଥା କୁହନ୍ତୁନି, ପ୍ରାୟ ସବୁ ଓଡ଼ିଶାବାସୀଙ୍କର ପରିସ୍ଥିତି ଏଇଆ , ମୁଖ୍ୟ କଥା ହେଲା ଆମେ ସମସ୍ତେ ବଡ଼ଠୁ ଛୋଟ ପର୍ଯ୍ୟନ୍ତ ଆମ ଦୈନଦିନ ଚଳନି ପଦ୍ଧତି ବଦଳେଇ ଦେଇଚୁ, ଏ ସବୁ ପାଇଁ ପ୍ରତେକ ଗାଁ ରେ ଗୋଟେ ଗୋଟେ ସମାଜ ଗଠନ ଦଳ ହବା ଦରକାର ଆଉ ପ୍ରତେକ ପରିବାର ରେ ଲୋକମାନେ ନିଜ ନିଜର କର୍ତ୍ତବ୍ୟ କୁ ଠିକ୍ ଭାବରେ ପାଳନ କରିବା ଉଚିତ୍ ।
ସାର୍ ଏମାନେ ଲାଞ୍ଚ ଖିଆ। କେବେ ଏମାନେ ପ୍ରତିବାଦ କରି ଶିଖିବେ ତାହା ସମୟ କହିବ। 🙏
ଜୟ ଶ୍ରୀ ଜଗନ୍ନାଥ 🙏🙏🙏ଗୁରୁଜୀ ଆପଣଙ୍କୁ ନମସ୍କାର 24ବର୍ଷ ପୂର୍ବରୁ ହୋଇପାରିଥାନ୍ତା 🙏🙏🙏
"ହସ ଖେଳ" ଭଳିଆ ବହି ହାଇବ୍ରିଡ ଶିକ୍ଷାବିତମାନଙ୍କର ସୃଷ୍ଟି । ଏଇ ହାଇବ୍ରିଡ ବହି ପଢ଼ି ପିଲାମାନେ ହାଇବ୍ରିଡ ଶିକ୍ଷିତ ହେଉଛନ୍ତି । ଜୟ ଜଗନ୍ନାଥ, ... ... ...
ଆପଣ ମାନେ ଖୁସି ତ 🎉🎉🎉🎉
Prakrut .babu maha Prabhu tumaku dirghayu karantu s m j
Ame padhuthilu chhabila barnabodha
ଏଇ କିଛି ଭାଷାବିତ୍ ମାନଙ୍କୁ ପିଟା ଯାଉ
ତମେ ପିଟିଵ ଆଉ ଆମେ ଚୁପ୍ ରହିବୁ କି 😂
@@Vividhavichita 😄😄😄😄😄😄😜😜😜😜😜
ଉଚିତ କଥା କହିଛନ୍ତି ।
ଜାତିର ଉନ୍ନତି ସେକlହିଁ କରିବ ସ୍ୱlର୍ଥେ ଯାର ବ୍ୟସ୍ତ ମନ
ଶାଗୁଣା ବିଲୁଆ ଚିକିତ୍ସକ ହେଲେ ସବ କୀ ପାଇବ ପ୍ରାଣ?
ବିଦ୍ୟାବିହୀନ ପାଠ ।ତଥ୍ୟଜ୍ଞାନ କୁ ମାପ କରି ଉର୍ଦ୍ଧ ଶତକଡା ସହିତ ପ୍ରମାଣପତ୍ର ପ୍ରଦାନ।ସ୍ବାର୍ଥ ସାଧନ କରାଇ ଉପାଧି ବୋହି ଆଣୁ ଛନ୍ତି। ମୌଳିକ ଶିକ୍ଷାଅଧିକାର ଛଡ଼ାଇ ଆମଦାନୀ ଭାଷାକୁ ଗୁରୁତ୍ୱ ଦେଇଛନ୍ତି।
ମୂର୍ଖ ହୋଇବେ ପଣ୍ଡିତ।
ଓଡିଆ ଭାଷା ପାଇଁ ମଧୁ ବର୍ଣ୍ଣବୋଧ ଦର୍କାର ମେନ ଆଜିର ପାଠ ପଢା ପାଇ
Otv
ମାଛ ମାନେ ଫକଫକ 😂😂😂😂
ମାଙ୍କଡ଼ ହାତରେ ଶାଳଗ୍ରାମ 😄😄
ଆମ ଭ। ଷ। ବିଦ୍ ଲ।ଞ ଛିଡା ମ।ଙ୍କଡ
ପ୍ରଣାମ ମହାଶୟ 🙏🏼💚
Sir Namaskar ❤❤❤
Jay Jagannath Swami nayan path grami bhava tume 👏👏👏👏🙏🥥💐
ଏ ଛତା ଟା ଅଜବ ଲାଗୁଛି ।ଛତା ବାନ୍ଧିବା ଡୋରିଟି ଭିତରେ ପଟେ ଝୁଲୁଥିବାର ଦେଖାଯାଉଛି ।ମୁ ଭୁଲ୍ ଦେଖୁଛି କି?ହଁ।
Satare agyna
ଚାଟୁକାର ତୋଷାମଦିଆ ମାନେ ସବ କ୍ଷେତ ରେ ଦେଶକୁ ବରବାଦ କରିଦେଲେ।
R8 sir 🙏🏻🙏🏻Jagannath
Pranam sir
୧ମ, ୨ୟ , ୩ୟ ଶ୍ରେଣୀ ପାଇଁ ମଧୁ ବର୍ଣ୍ଣବୋଧ ବାଧ୍ୟତାମୂଳକ ହବା ଜରୁରୀ ସମସ୍ତ ବିଦ୍ୟାଳୟ ପାଇଁ। ୧୦ମ ଶ୍ରେଣୀ ପର୍ଯ୍ଯନ୍ତ ଶ୍ରୁତଲେଖ ବାଧ୍ୟତାମୂଳକ କରାଯାଉ ...
ଛବିଳ ମଧୁ ବର୍ଣ୍ଣବୋଧ ଗୋଟେ ପିଲା ପଢ଼ି ଲେଖି ବନାନ,ଯୁକ୍ତାକ୍ଷର ଆଦି ଆୟତ କଲେ ଜୀବନ ଥିବାଯାଏ ଅନ୍ୟ କୌଣସି ବହିର ଅବଶ୍ୟ ନାହିଁ।
ଟିଭି ରେ କିଛି ଦଶ ମୁଁହା ସାମ୍ବାଦିକ ଦେଖା ଦିଅନ୍ତି.
ଅସ୍ମୀତା କହିଲେ ଭାଷା,ଧର୍ମ, ସଂସ୍କୃତି ଐତିହ୍ୟ ଭଳି ବହୁ ବିଷୟକୁ ବୁଝାଏ।କେବଳ ଭାଷା ନୁହେଁ।ଏହାର ତର୍ଜମା
ରାଜ ନେତାମାନେ ନକରି,ଜ୍ଞାନୀ ଗୁଣୀ ମାନଙ୍କ ଉପରେ ଛାଡି ଦିଅନ୍ତୁ।
ଆପଣଙ୍କୁ ମୋର୍ ବିନମ୍ର ଭକ୍ତିପୁତ୍ତ 🙏
ଆଜିର ତଥା କଥିତ ଓଡ଼ିଆ ଭାଷାବିତ୍ ମାନେ ଜାଣିଛନ୍ତି କି ଆମ ଓଡ଼ିଶା ରାଜ୍ୟ ଏକମାତ୍ର ପ୍ରଥମ ରାଜ୍ୟ ଯେ କି ଭାଷା ଭିତ୍ତିରେ ସ୍ବତନ୍ତ୍ର ରାଜ୍ୟ ଭାବରେ ଗଠିତ ହୋଇଥିଲା। 20:34
Sir , jai jagannath 🙏 For every student one board must be compulsory . There are so many board like icse, cbse, and state board. Parents are worried to put in which board to their students. State board has no value . When a job apply , you must follow NCERT. So what will be a student do ? 😢 Odisha board means state board ku important dia jau
Pranam sir 🙏🙏❤
ମୂଷା ର ଆଉ ବିଲେଇ ପ୍ରତି ଭୟ ନାହିଁ । ବିଲେଇ ନାନୀ ଉଠାଏ ଫଟୋ ମୂଷା ପହ୍ଲ କୁ ଦେଖି ।
ସମ୍ପୂର୍ଣ୍ଣ ସତ୍ଯ ପ୍ରକାଶ କରିଥିବାରୁ ଧନ୍ୟବାଦ 🙇
ଈଶ୍ବରଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଯେ ଆପଣ ଏହି ପରି ନିର୍ଭିକ ଭାବେ ଲୋକମାନଙ୍କୁ ଠିକ୍ ଭୁଲ୍ର ଶିକ୍ଷା ଦେଉଥାନ୍ତୁ।
ସାର୍ ନମସ୍କାର 🙏🙏🙏🙏🙏
ଆପଣଙ୍କ ବାଣୀ ଅତି ଉଚ୍ଚ କୋଟିର
ହୃଦୟ ରୁ ଧନ୍ୟବାଦ୍ 👍👍👍👍👍
Thik katha,sir. A bahi ku je lekhichhi,se gote pagala,vari biraktikara,tenu ama vasa amaku phereidiajau,puruna barnabodha ,puni thare chalu heu,🙏🙏🙏,odia vasa aji kichhi kulangar nka pain bipada re achhi,
ଏଇ ହସ ଖେଳ ପଢ଼ିକି ଆଇଚି ମୁଁ ଶିଶୁ ମନ୍ଦିର ପିଲା ତ
Right
Nandigosh ra kana hela କେଜାଣି
ହଁ ଭାଇ ପ୍ରାଥମିକ ଶିକ୍ଷକ ମାନେ କଣ କରିବେ ? ସେମାନେ ହସଖେଳ ବହି ସହିତ ବର୍ଣ୍ଣ ବୋଧ ପଢାଇବାକୁ ବାଧ୍ୟ ହେଲେ।ସରକାରୀ ହିସାବ ରେ ଆମେ ହସଖେଳ ବହିର ପ୍ଲାନଲେଖି ବର୍ଣ୍ଣ ବୋଧ ପଢାଉ।ନଚେତ ଦେଖିଲୁ ପିଲାମାନେ ମୁର୍ଖ ହେବେ।
ବିଦ୍ୟାଳୟରେ ବର୍ଣ୍ଣବୋଧ ବାଧ୍ୟତାମୂଳକ କରାଯାଉ
ପ୍ରଥମ ଶ୍ରେଣୀ ରୁ ଆରମ୍ଭ ହେଉ.....
ନମସ୍ତେ ମହାଶୟ ,ଏଠି ବି ଇ ଓ ଏବଂ ଡି ଇ ଓ ବୁଝନ୍ତି ନାହିଁ ଓଡ଼ିଆର ବର୍ଣ୍ଣମାଳା । ଏଣୁ ଆମ ରାଜ୍ୟରେ ଓଡ଼ିଆ ଭାଷାର ଅବସ୍ଥା ଦୟନୀୟ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ କିନ୍ତୁ ଏଠି ଓଡ଼ିଆ ଭାଷାର ସ୍ଥାନ କେଉଁଠି ? ଉଚ୍ଚ ହବା ପାଇଁ କର ଯେବେ ଆଶା ନୀଚ୍ଚ କର ଆଗ ନିଜ ମାତୃଭାଷା ଏହାର ଜ୍ଜ୍ୱଳନ୍ତ୍ ପ୍ରତ୍ୟକ୍ଷ ପ୍ରମାଣ ଆମ ମୁଖ୍ୟମନ୍ତ୍ରୀ ବିଜୁଙ୍କ ନନ୍ଦନ ।
Na
Sir village re basti na thaye basti keval township re thaye....
ପାଣ୍ଡୁ ଭ ଅକ୍ଷର ଖାଇଥିବ
Mu kahibaku chahuchhi kana karibi
Sir mu apanka sangare achi
Odia bhasa premi, ae video ku nischya dekhiba darkar.
Some new appointment teachers also don't know proper Odia language.
Mote jahalaguchhi rajnaitikar mane hin odishar sanskruti ku sesa karidebar bhitiri abhijan chalei chhanti ame kahaku dhari odia o odisha sanskruti pain garba kariba ?
Odisha daptara engine re chaluchi pila engine padhile foren chalile
Mu bi jebe dekhili seya bhabili, pratama ru kan ameti akhyra boli, bhala heba jadi madhu barna bodha bahi ama pila mane padhibe
ଖରାପ ଭାବିବେ ନାହିଁ ସାର୍,ଯେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଆପଣ ଏମିତି ଭିଡିଓ କେତେ ତା ପ୍ରସ୍ତୁତ କରିଥିଲେ କୁହନ୍ତୁ ??ସତକଥା ସମସ୍ତେ ଜାଣନ୍ତି,କେବଳ ନିଜ ମନକୁ ସନ୍ତୁଷ୍ଟ କରିବା ପାଇଁ କହିବା କଥା,ସିଂହ ଫାଶରେ ପଡ଼ିଥିଲେ ମୂଶା ବି ତା ଉପରେ ଦାଦାଗିରି କରେ,ଆପଣ ଏହି ୨୪ ବର୍ଷ ହେଲା କୋଉଠି ଥିଲେ??
Sir apana Jane Bhasvit.Please save Odia Language in Odisha.You please open a new Channel for our Odiya Language .
ଆଜ୍ଞା ନମସ୍କାର 🙏ମୁ ଆପଣଙ୍କ ସହ ଏକମତ,
ଆମର ମୁଖ୍ୟ ପରିଚିତ ପତ୍ର ଭୋଟର କାର୍ଡ ଆଧାର
କାର୍ଡ ଦେଖୁନାହାନ୍ତି l
Nuaa kari punascha moulik patha. Ku Padhantu. S m j
😂
✅✅✅✅✅✅✅
Sir namaskar. Apana ekdam thik kahichhanti , paid media Bala rahile Khali political chitkar karibaku. Ama bhasa samasya , kimba lokankara Anya kounasi problem semane samna ku anunahanti. Future kan heba kebala bhagaban hin jananti.
ସେଥି ପାଇଁ ମୋର୍ ମତ ହେଉଛି ଯେ ଓଡ଼ିଶାର ପ୍ରଶାସକ୍, ମୁଖ୍ୟମନ୍ତ୍ରୀ ସଭିଏଁ ଓଡ଼ିଆ ଭାଷା ଓ ସାହିତ୍ୟ କୁ ଭଲ୍ ପାଉଥିବା ଖାଣ୍ଟି ଓଡ଼ିଆ ହୋଇଥିବା ଆବଶ୍ୟକ୍ ।
Durniti babu sabu patha bhrasta .s m j
Right sir 👍👍👍👍👍
North said gale hindi bhasa chale tanka vasa Hindi