Prof.Manoj Das was a good speaker. The way of his expression in a simple language gives immense anxiety to hear and remember the matter he explained before the audience. Here in a nutshell he gave the existence of Lord Jagannath in Puri and His blessings towards devotees.
ଆମେ ସମସ୍ତେ ଓଡ଼ିଆ ଭାବରେ ଜଗନ୍ନାଥ ସଂସ୍କୃତି ର ତତ୍ତ୍ବ ଵୁଝି କିଛି ଅଂଶରେ ନିଜ ଜୀବନରେ ଆପଣାଇଲେ ଧନ୍ୟ ହେବା।
We are fortunate that we have got opportunity to hear him
Pray two things:
May Manoj Das take a thousand births to deliver speeches.
May i be blessed to hear his speeches.
ଉତ୍କଳର ମହାପୁରୁଷ ସାହିତ୍ୟ ମହାରଥୀ ଆଧ୍ୟାତ୍ମିକ ଉତ୍ତରଣର ଚୀର ସ୍ମରଣୀୟ ପ୍ରଣମ୍ୟ ମନୋଜ ଦାସ ଅମର କଥାକାର
କୋଟି ନମନ୍ ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ।
koti pranam HE PRANGYA PURUSHA
🙏ଆଧୁନିକ ଓଡ଼ିଆ ସାହିତ୍ୟର ପିତାମହ,,ଆଧ୍ୟାତ୍ମିକ ,ଦର୍ଶନ ଓ ସମାଧାନର ତ୍ରିବେଣୀ ସଙ୍ଗମ ମନୋଜ ଦାସ, ତାଙ୍କ ସାରସତ୍ବ ସୃଷ୍ଟି ଗୁଡିକ କର୍ଣ୍ଣ, ଅର୍ଜୁନସମ ଯୋଦ୍ଧା ପ୍ରାୟ ପ୍ରତୀୟମାନ ହୁଅନ୍ତି ଏକ ବଳିଷ୍ଠ ତାତ୍ପର୍ଯ୍ୟଯୁକ୍ତ ପୃଥିବୀ ସର୍ଜନା ନିମନ୍ତେ ll 🙏
ଜୟ ଶ୍ରୀ ଜଗନ୍ନାଥ 🌹🌹🙏🌹🌹ଗାଳ୍ପିକ ମନୋଜ ଦାସ ଙ୍କୁ ଅଜସ୍ର ବଧେଇ ଏବଂ ହାର୍ଦିକ ପ୍ରଣାମ 🌹ଯାହାଙ୍କର କଥା ସାହିତ୍ୟ, ଲେଖା ସାହିତ୍ୟ, ଚିନ୍ତନ ସାହିତ୍ୟ, ଏବଂ ଚେତନା ସାହିତ୍ୟ ସେହି ସାରସ୍ୱତ ପ୍ରତିଭା କଥାକାର ମନୋଜ ଦାସ ଙ୍କର ବକ୍ତବ୍ୟ ଖୁବ ପ୍ରେରଣା ପ୍ରଦ, ଶିକ୍ଷଣୀୟ ଏବଂ ଆମ ଦେବ ସଂସ୍କୃତିର ଆଲୋକବର୍ତ୍ତିକା ଭାବରେ ଜଗନ୍ନାଥ ସଂକୃତିର ଯେଉଁ ଦିବ୍ୟ ବିଭବ ସେ ଆଲୋକପାତ କରିଛନ୍ତି ତାହା ପ୍ରତ୍ୟେକ ଓଡ଼ିଆ ଙ୍କୁ ଉଦବୁଦ୍ଧ କରୁ, ଏବଂ ଜଗନ୍ନାଥ ଦେବ ସଂସ୍କୃତି ଆହୁରି ବିଶ୍ୱବ୍ୟାପକ ହେଉ ଏବଂ ମହାପ୍ରଭୁ ଙ୍କ ପ୍ରତି ଆମ ବିଶ୍ୱାସ ଆହୁରି ଦୃଢ ହେଉ, 🌹🙏🌹ଜୟ ଶ୍ରୀ ଜଗନ୍ନାଥ
ଜଗତର ନାଥ ଜଗନ୍ନାଥ ଆପଣ ସର୍ବଵ୍ୟାପକ,ସର୍ବଶକ୍ତିମାନ ଓ ସର୍ବଜ୍ଞ ଆପଣ ସର୍ବଜୀଵ ଅନ୍ତରଵାସୀ। ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ।
Pranam sir.
dhanyabad
Very nice thanks a lot
The great speech of Sr. Manoj Das about Jagannath Sanskruti is really impressive.🙏
Wonderful and Greatful
Prof.Manoj Das was a good speaker. The way of his expression in a simple language gives immense anxiety to hear and remember the matter he explained before the audience. Here in a nutshell he gave the existence of Lord Jagannath in Puri and His blessings towards devotees.
Marvelous speech, most lucky to hear him...
ଧନ୍ୟବାଦ...!!!
ଜୟ ଓଡ଼ିଆ...ଜୟ ଓଡ଼ିଶା...ଜୟ ଜଗନ୍ନାଥ...!!!
ପ୍ରଶାନ୍ତ କୁମାର ଭୂୟାଁ,
ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ - ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
ଜୟ ଜଗନ୍ନାଥ
Sundar jaganath sanskruti god bless you
Love to listen the exellent talk of Manoj Das on SriJagannath culture.
I've never heard your voice in real sir... I've heard emotion spirituality essense of life in your writings ❤️❤️❤️
ମନୋଜ ଦାସ ଙ୍କ ଲେଖା ପରି ତାଙ୍କ ଗୁରୁ ଗମ୍ଭୀର ବକ୍ତବ୍ୟ ଶୈଳୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ।
Jai Jai Shree Jagannatha swami.
ମୋନୋଜ ଦାସ ଙ୍କ ଠାରୁ ଆଉ କଣ୍ expect କରାଯାଇପାରିବ😅 ମୁ ଟିକେବି ଆଶ୍ଚର୍ଯ୍ୟ ହେଇନି।❤
Sundar jaganath sanskruti thank you a lots
ପ୍ରଣାମ 🙏। ଜୟ ହୋ ମହାନ୍ ଆଧ୍ୟାତ୍ମ/ ଦର୍ଶନ ସାହିତ୍ୟର ବିଦ୍ୱାନ ମନୋଜ ଦାସ।
Very nice information sir thanks a lot.
I listen you Manoj Das everyday
Prof MANOJ DAS a living legend.
Odisha is proud of U.
Atisundar tapik
Wonderful 🌹 talk
Bahut bahut dhanyabad 🙏🏻
Wow,speechless with this immortal philosophy
19th.July.2023. Wednesday. Om Jaya Shree Shree Rama Krushna Basudeva Jagannatha Mahaprabhu Paramaatmane Namo Namah Om !!🇮🇳!! 🙏🙏
He is himself a good orator with amazing voice.
ପଦ୍ମଭୂଷଣ ମନୋଜ ଦାସ ବାସ୍ତବିକ୍ ସନ୍ଥ ମହାତ୍ମା।ଯେତେ ଶୁଣିଲେ ବି ମନ ବୋଧ ହେଉ ନାହିଁ।ତାଙ୍କ ବର୍ଣ୍ଣିତ ତତ୍ତ୍ଵ ଓ ତଥ୍ୟ କୁ ବୁଝିବା ପାଇଁ ସେତିକି ଜ୍ଞାନ ଆବଶ୍ୟକ
🙏🏻🙏🏻Sada Namasta.....🙏🏻🙏🏻
mahaprabhu jay Jagannath koti koti pranam
ଚମତ୍କାର ବକ୍ତବ୍ୟ🙏🙏
ଜୟ ଜଗନ୍ନାଥ, ମୋନାଜ୍ ସର୍, ଧନ୍ୟବାଦ୍ ଆପଣଙ୍କ ଏହି ସୁନ୍ଦର୍ ଉପସ୍ଥାପନ ପାଇଁ
Nice
Anunhab ra thakura shreejaganath...jai jaganath
Great speech
ଜୟ ଜଗନ୍ନାଥ, ପ୍ରଣାମ
🙏🙏🙏
Jaya jagannath
Excellent speech
Prakuta ananda hela bhagabana sahita bhaktara milana guru sahita shisyara milana pita sahita putrara milana atma sahita paramatmara milana atimanasha chetana ra parama chetanara milana.JAY JAGANNATH SAKRUTI.
jay jagannath
You are great Sir.
👏👏👏
Legend
i love manoj das
ଅତି ଉଚ୍ଚ କୋଟି ଆଲୋଚନା
🙏🏻🙏🏻🙏🏻🙏🏻🙏🏻🙏🏻🎉🎉🎉🎉❤
Super
Supper
,🙏
Bharat muni natysastra
sri Jagannath .....
No one can compare with him.
premananda pradhan b.
any body knows about his mail ID please.
🙏🛕🇮🇳🛕🇮🇳🛕🇮🇳🙏
Baktuta sambalita tathya re samanya truti smruti nasta jukta
I respect u sir
Pranam koti koti
Jai jagannath🙏
Jay Jagannath