Amarendra Das | ସାଧାରଣ ଲୋକଙ୍କୁ ଥାନା ବାବୁଙ୍କ ଦୁର୍ବ୍ୟବହାର, ଥାନାରେ ବସିଲେ ବିଧାୟକ ଅମରେନ୍ଦ୍ର ଦାସ
HTML-код
- Опубликовано: 4 июл 2024
- Amarendra Das, Jagatsinghpur MLA | ସାଧାରଣ ଲୋକଙ୍କୁ ଥାନା ବାବୁଙ୍କ ଦୁର୍ବ୍ୟବହାର, ଥାନା ବାରଣ୍ଡାରେ ବସିଲେ ବିଧାୟକ ଅମରେନ୍ଦ୍ର ଦାସ
#amarendradas #jagatsinghpur #prameyanews7 #bjpmla #policestation
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews7.com/
RUclips: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews
ଅମେରନ୍ଦ୍ର ଦାସ ଙ୍କ ଭଳିଆ ନେତା ଓଡିଶା ଚାହୁଁଛି
Naai ma. Nuaa nuaa josh.
@@mohantykhoka
ଫାଲତୁ କଥା କୁହନ୍ତୁନି
Tu bedha chhua Sankara chhua, Tote bhala lagibani@@ragaarusaaexpress
@@ragaarusaaexpress emiti kete aasileni, galeni. Naveen start re bhi sudden visit maariki suspend karithile.
Very good bhai
ଅନେକ ପୋଲିସ୍ ଅଫିସର୍ ନିଜକୁ ବାହୁବଳୀ ବୋଲି ଭାବୁଛନ୍ତି . ସେମାନଙ୍କୁ ବିଜେପି MLA ମାନେ ସାବାଡ୍ କରନ୍ତୁ.
Bina Paisa na dele police complain lekhantini...karana most of police officers lancha dei police chaakri paichanti 🎉
Prasant jagdev jibe kuaade...
Right.
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ସାର୍
ଏଇ ଭଳି ଲୋକ ମନ୍ତ୍ରୀ ହେବା ଦରକାର
ବହୁତ ଖୁସି ଲାଗିଲା ଅମରେନ୍ଦ୍ର ବାବୁଙ୍କ ଅବଦାନ ନିମନ୍ତେ ତାଙ୍କୁ ଅନେକ ଧନ୍ୟ ବା ଦ
ଧନ୍ୟବାଦ ସାର୍, ଏହାଙ୍କୁ ତୁରନ୍ତ ସସ୍ପେଟ କରାଯାଉ ।
ଧନ୍ୟବାଦ MLA ବାବୁ ' ମୋ ତରଫରୁ ଆନ୍ତରିକ କୃତଜ୍ଞତା
ଏବେ ବି ଓଡିଶା ପୋଲିସ ର ବିଜେଡି ପ୍ରେମ ଛାଡ଼ିନୀ
😂
ସାଧାରଣ ଜନତାଙ୍କ ଶକ୍ତି,ସାହାସ, ଭରସା ଓ ବିଶ୍ଵାସର ପ୍ରତୀକ ଆମ ସମସ୍ତଙ୍କ ପ୍ରିୟ ଟିଟୁ ଭାଇ।🧡🚩
ମାଲକାନଗିରି କୁ ପଠାଓ ଜୀବନର ମୂଲ୍ୟ କଣ ଜାଣିବ ସେ
Bhai malkangiri re kichi nai , mui 3 thara jaiki asilini 😂
ଏଇଟା ସତ କଥା ଲୋକମାନେ ଡରନ୍ତି ଥାନାକୁ ଯିବାକୁ କାରଣ ଭୁଲରେ ବି ଯଦି ପୋଲିସକୁ ଖରାପ ଲାଗିଲା ଭଳି ପାଟିରୁ କିଛି ବାହାରିଗଲା ଏମାନେ ବିନା କାରଣରେ ସେ ଲୋକକୁ ଜୀବନରୁ ମାରି ଦେହ ଖରାପ ଥିବାରୁ ଲୋକ ମରିଗଲା ବୋଲି କୁହନ୍ତି, ପୋଲିସ ଗୁଡା ହଉଚନ୍ତି ଜାରଜ ଆଉ ବେଶ୍ୟା
ଜଗତସିଂହପୁର ଆପଣ ଙ୍କ ପରି ନେତୃତ୍ୱ ପାଇଁ ଗର୍ବିତ
ଏମିତି ବ୍ୟବହାର ପୋଲିସ ଷ୍ଟେସନ ଯିବାକୁ ଲୋକ ଇଛା କରୁନାହାନ୍ତି...... Titu Bhai seriously ଆପଣଙ୍କୁ salut.....
ଏଇଭଳିଆ ପୋଲିସ ଙ୍କୁ public ମାଡ଼ ଦରକାର❤❤❤❤
ପୋଲିସ ଅଫିସର ଙ୍କୁ ତାଗିଦ କରନ୍ତୁ ।
ସେମାନେ କଣ ଭାବୁଛନ୍ତି ନିଜକୁ !
ପୋଲିସ ବାବୁମାନଙ୍କ ଶିକ୍ଷାର ଦରକାର ଅଛି।
Magia police jibanara au sudhiri bani kata govt chanja helani guda handiki janda lagi Jai chanti bhai he
ଏହିଭଳି ଥାନା ଅଧିକାରୀ ଙ୍କୁ ତୁରନ୍ତ ବହିଷ୍କୃତ କରିବା ଦରକାର ।
Best politician.. I love him..Entire Jagatsinghpur loves him
Ek no1 neta
ଏ ପୋଲିସ ମାନକୁ ନକ୍ସଲ ଏରିଆ କୁ ଟ୍ରାନ୍ସଫର୍ କରିଦିଅ😊😊😊
ଏମିତି କଲେ ତାଙ୍କ ର ଫାଟି ଯିବ 😅😅😅
ଜୟ ଅମରେନ୍ଦ୍ର ଭାଇ 🙏🙏
ସମସ୍ତ MLA MP ଏଇଭଳି ହେବା ଦରକାର ଧନ୍ୟବାଦ ସାର
ପୋଲିସ ବାବୁଙ୍କ ପୁରୁଣା ଅଭ୍ୟାସ ଅଛିତ ବ୍ୟବହାର ପରିବର୍ତ୍ତନ ହେବାକୁ ସମୟ ଲାଗିବ
Police magia mana lancha pai nua Ain asithila bahuta bhala huanta bhai
ଭାଇ ଏଇ ହଉଚି ରାମରାଜ୍ୟ
ସିର ଏମାନଙ୍କୁ ବିଜେଡି ସରକାର ମୁହଁ ବଢିଆ କରିଛି ସମସ୍ତ ଜିଲ୍ଲାର ବିଧାୟକ ଏପରି ପଲିସୀ ଙ୍କୁ ଶାସନ କରିବା ଉଚିତ ସାରଙ୍କ ପାଇଁ ମୋ ତରଫରୁ 🙏🙏🙏🙏🙏
ଆପଣଙ୍କ ଭଳି ନେତା ସାରା ଓଡ଼ିଶାବାସୀ ଚାହୁଁ ଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍
ବାସ୍ତବରେ ଏହିଭଳି ଜନପ୍ରତିନିଧି ଦରକାର। ଅନ୍ଯ MLA ମାନେ ଏହି ସାର୍ ଙ୍କୁ ଅନୁସରଣ କରନ୍ତୁ ।
ଅନ୍ୟ ଜନପ୍ରତିନିଧି ମାନେ ଅମରେନ୍ଦ୍ର ବାବୁ ପାଖରୁ ଶିଖନ୍ତୁ ଓ ସବୁ PS ରେ ଯାଇ କୁହନ୍ତୁ ଯେ ସବୁ ଲୋକଙ୍କୁ ଭଲ ବ୍ୟବହାର କରନ୍ତୁ 😮
Odisha want like this leader.
May almighty up keep him CM in Odisha
ମନ କିନିନେଲେ ସାର।ଓଡ଼ିଶାବାସୀ ଏଇଆ ଚାହାନ୍ତି।
MLA Sir you are absolutely right. I salute you
Very Right sir 🙏🙏
ପୋଲିସ୍ ମାନଙ୍କୁ ଏଇ ଭଲି ନେତା ଦରକାର
ସତରେ ଭାଇ ଆପଣ ଙ୍କ ଭଳିଆ ଲୋକ ଟିକେ ଦରକାର ଆମ ମାନଙ୍କର ଟିକେ ସାହାସ ବଢନ୍ତା 👍👍🙏🙏
Sir ଆପଣଙ୍କ ପଛ ପଟେ ପରା ନବୀନ ପଟନାୟକ ଙ୍କ ନିୟମ ଗୁଡାକ ଲଗା ଯାଇଛି, ଦେଖନ୍ତୁ.
Great sir 👍
Absolutely right attitude of the hon'ble MLA.
ଏହାକୁ କହନ୍ତି ଗଣତନ୍ତ୍ର ଲୋକ ମାନଙ୍କର ଲୋକ ମାନଙ୍କ ପାଇଁ ଲୋକଙ୍କ ଦ୍ଵାରା ଅଫିସର ରାଜ୍ ଖତମ ହେଉ ଧନ୍ୟବାଦ ଅମରେନ୍ଦ୍ର ବାବୁ
ସବୁ ଥାନା ରେ check କରାଯାଉ ସବୁଠି ଏଇ ଲିଳା ଚାଲିଛି,,,,, ସୁଧୁରି ଯାଅ ରେ 🎉🎉🎉🎉🎉🎉🎉🎉
ଅମରେନ୍ଦ୍ର ବାହୁବଳୀ ❤❤❤ ଜଗତସିଂହପୁର ଜିଲ୍ଲାର ଗର୍ବ,,,, ଚମତ୍କାର ବ୍ୟବହାର, ସଂସ୍କାର ❤❤❤ ହୃଦୟଷ୍ପର୍ଶି ❤❤❤❤❤
जन नायक ऐसा होना चाहिए बधाई हो सादर प्रणाम महोदय
Bahut badhiea
ଧନ୍ୟବାଦ ସାର୍ ସବୁ ସମୟରେ ଏପରି କି ସାହାଯ୍ୟ କରନ୍ତୁ
Welcome Amarendra bhai 🙏🙏
Bhai Apana nka nisthapara lagi loka Win karuchhanti.
Thanks brother
Sir koti koti 🙏🙏🙏🙏🙏
Excellent bhai.....aahi bhalia neta darkar....good work
Salute to the Great Leader
Bahut Badia
Excellent. This is called democracy. Of the people, by the people for the people.
Very Good jaiho
ଯଦି mla ନିଜ personal ଲୋକଙ୍କ ପାଇଁ ନ ଯାଇକି ସାଧାରଣ ଜନତା ଙ୍କ ପାଇଁ ଯାଇଛନ୍ତି। ତା ହେଲେ 🙏🙏💗♥️♥️ ଅମରେନ୍ଦ୍ର ଦାସ। ନିଜ ଦାୟିତ୍ୱ ଭଲ ଭାବରେ କରୁଛନ୍ତି
great job sir
Everything should be recorded in CCTV camera.❤❤❤❤❤❤❤❤❤
Sir bhala katha kahuchanti namaste 🙏 ♥️
Sir Thank apana koti pranam.emiti sahajoga sabudina amaprati rakhantu
Titu bhai Great.. This thing need to be implement in every district of Odisha ....
Thankyou MLA sir
Thanks sir 🙏🙏🙏🙏🙏🙏
Amrendra sir tq so much
ଧନ୍ୟବାଦ sir 👌🙏♥️
Proud to be a Jagatsinghpuria❤
Thank you so much
ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ପ୍ରିୟ ଅମରେନ୍ଦ୍ର ସାର 🙏
All public representatives should act like this
Very nice sir Jay Jagannath
Grt person good job 👍 ଅମରେନ୍ଦ୍ର ଭାଇ,good step
ଅଶେଷ ଧନ୍ୟବାଦ, sir
ସେ ପୋଲିସ ମୁଁହ ଟା ଦେଖା camera man 😁😁😁😁😁😁 ଯୋଉ ମାନେ ଅନ୍ୟ କୁ ବେବହାର ଖରାପ କରନ୍ତି ସେ ଦୋଷ ନିଜର ନୁହେଁ
ସେ ଦୋଷ ତା ବୋଉ ର
Good step of Amarendra babu
Danyabad sir
ଯାଗୋ ଓଡ଼ିଶା ଯାଗୋ ........
Thanks m a l sir
ପରିବର୍ତ୍ତନ ଏଥିପାାଇଁ ହୋଇଛି , ସାବାସ୍ ମାନ୍ୟବର ବିଧାୟକ ମହୋଦୟ
ପୋଲିସ ଭୟରେ ଲୋକ ଥାନାକୁ ପାଉନାହାଁନ୍ତି
ଏମିତି mla ନିହାତି ଦରକାର ଓଡ଼ିଶା ରେ ଧନ୍ୟବାଦ୍ sir ❤
ଭଉତ ବଢିଆ ଅମରେନ୍ଦ୍ର ଦାସ ସତରେ ଲୋକ ମାନଙ୍କ ପାଇଁ ଲଢ଼ି ଯିବା ମଣିଷ ହେଲେ ଅମରେନ୍ଦ୍ର ଦାସ.
Wowwwww jabarjast action sir 👍👍👍🙏🙏🙏🙏🙏🙏🙏
ସାରେ ଆମ କୋଣାର୍କ ଥାନା ବାଲା ଲୋକଙ୍କୁ ପୋକ ମାଛି ପରି ବ୍ୟବହାର କରୁଛନ୍ତି ଏବଂ ଶହେ ନମ୍ବରକୁ ଫୋନ କରି ଜଣାଇଲେ ଜାଗାକୁ ଜମା ଆସୁନାହାନ୍ତି ମିଛରେ କୁହନ୍ତି ଗାଡ଼ି ପେଟ୍ରୋଲିଙ୍ଗୀରେ ଯାଇଛି ସକାଳ ପର୍ଯ୍ୟନ୍ତ ବି ଦେଖା ହୁଅନ୍ତି ନାହିଁ
Great work 👏
ୟେ ମାନେ ସୁଧୁରି ବେନି ଖାଲି ଉପରି ଦରକାର
ନେତା ହେବ ତୋ ଏମିତି .❤❤❤ଅନ୍ୟ ନେତା ମାନେ କିଛି ଶିଖନ୍ତୁ SIR ଙ୍କ ପାଖରୁ ... ଏମିତି ପୋଲିସ୍ ଗୁଡାର ପ୍ୟାଣ୍ଟ ଖୋଲି ଦିଅନ୍ତୁ ଆଉ ନଣ୍ଡା କରି ଛାଡି ଦିଅନ୍ତୁ ....👌👌👌👌👌
Dhanyawad sir
ବହୁତ ପୋଲିସ ଅଧିକାରୀ ମାନେ ସାଧାରଣ ଲୋକଙ୍କ ପାଇଁ ଚାକିରି କରିଛନ୍ତି କିନ୍ତୁ ଦୁର୍ଭାଗ୍ୟର କଥା ସେମାନେ ଲୋକଙ୍କୁ ନ୍ୟାୟ କଣ୍ ଦେବେ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି
Jay Jagannath sir
Salute sir
🙏🙏🌹ଜୟଜଗନ୍ନାଥ 👍
Great, Thank you sir for teaching police behaviour…
Thanks.Amarendra Babu🎉👍
Thank you amrendra Bhai
ଏତେ କଥା କଣ ମ , ଡାଇରେକ୍ଟ S.P କୁ କହି Suspended କରାଯାଉ, ଭାଇ Publick କଥା ରଖିବାକୁ ପଡିବ
ଏମାନଙ୍କୁ ସସ୍ପେଣ୍ଡ କରାଯାଇ ସଶ୍ରମ କାରାଦଣ୍ଡ ଦିଆଯିବା ଉଚିତ
Yes you are good leader sir.All should do like this.
Soil of Odisha needs Sons like you Amarendra Sir, Hats off to your act...
ଏମତି ନେତା ଦରକାର ଓଡ଼ିଆ ବାଶୀଙ୍କୁ 🎉
ପୋଲିସ ପାଟିରେ କଣ ବା*ମରାହେଇଛି ଉତ୍ତର ଦଉନୁ ଆଉ କାଗଜ ଦରକାର ହେଲେ M. A. L ମହାଶୟ ଦେବେ 😄😄😄
Great leader 🙏👍
❤❤❤❤❤
ଧନ୍ୟବାଦ ସାର୍
ଆମ ଜଗତସିଂପୁରରେ ଗୋଟେ ସିଂହ ଆସିଛି ଟିକେ ହୁସୀୟାର ରହିବ
Sunapua Amarendra babu tumapari MLA jspur paichhi proud of you God blesd you
Amrendra sir ur great person
Proceed for Truth' sir, Namaskar