Modi-Shah set trap, will it strike Naveen! Raghubar will play a big role । Nirbhay Gumara Katha

Поделиться
HTML-код
  • Опубликовано: 24 окт 2024

Комментарии • 300

  • @netajidash9367
    @netajidash9367 9 месяцев назад +26

    ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେବାରେ ମୋଦୀ - ସାହା ଯୋଡ଼ିଙ୍କୁ ଟକ୍କର ଦେବା ପାଇଁ ଓଡ଼ିଶା କ'ଣ ଦେଶ ଯାକରେ ଏବେ କେହି ନାହାନ୍ତି। ଭିନ୍ନ ଏକ ଭିଡିଓରେ ମୁଁ କମେଣ୍ଟରେ ଲେଖିଥିଲି ବ୍ୟସ୍ତ ନହୋଇ ଜାନୁଆରୀକୁ ଅପେକ୍ଷା କରିବାକୁ। ଖେଳ ଆରମ୍ଭ ହେଇଗଲା। ସମୟ ଗଡ଼ିବା ଅନୁସାରେ ଆଗକୁ ଖେଳ ଭାରି ଜମିବ। ଜୟ ନାରାୟଣ ମିଶ୍ରଙ୍କ ଭଳି ଆହୁରି ଦୁଇ ତିନିଜଣ ବାହାରିବେ।

    • @bulusethy9220
      @bulusethy9220 9 месяцев назад +2

      ସାର୍ ଠିକ୍ କଥା କହିଛନ୍ତି କିନ୍ତୁ କହିବା ଆଉ କରିବା ମଧ୍ଯ ରେ ବହୁତ ଫରକ୍ #ଓଡିଶା କଣ ଦୁର୍ନିତି ନ ହେଇଛି କୁହନ୍ତୁ କିନ୍ତୁ କଣ ହେଇଛି #ଆଇନ୍_ତା_ବାଟରେ_ଯିବ କହି ଚାଲିଛନ୍ତି ଆଉ କଣ ଆଶା କରିବା ଏହି ସରକାରଙ୍କ ପକ୍ଷରୁ ସାର୍।

    • @chandanfitness192
      @chandanfitness192 9 месяцев назад

      ବହୁତ ସୁନ୍ଦର....ଆଗକୁ କଣ ହେବ

  • @Save_Odisha_from_looters
    @Save_Odisha_from_looters 9 месяцев назад +42

    ରାଜ୍ଯ ଦୌହୀ ବିଜେଡିକୁ ଓଡିଶାରୁ ତଡ଼ିଦେବୁ ! ବିଜେଡି ବାଲା ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!!

    • @rajadash9390
      @rajadash9390 9 месяцев назад

      ତୁ ଗୋଟେ ବାଣ୍ଡ ମୁଣ୍ଡି ଅଗିରା,. ସବୁ ଛୋଡ଼ି ଦବୁ

  • @hemantmohapatra551
    @hemantmohapatra551 8 месяцев назад +1

    ମହାଶୟ ବହୁତ୍ ବଢିଆ କଥା, କଥାଟି ମନକୁ ଆସିଲା. ଦେଖା ଯାଉ 2024

  • @AnadiPadhan-xq1pg
    @AnadiPadhan-xq1pg 8 месяцев назад +1

    Atisundar Sundar politically analysis system

  • @er.priyadarsiniswain8401
    @er.priyadarsiniswain8401 9 месяцев назад +11

    ବିଜଦ ର ଚିନ୍ତାରେ କାରଣ ନୁହେଁ। ଇଲେକ୍ସନ ପରେ ବିଜଦ ବିଲୀନ ହେବ..... ଏହାର ମୁଖ୍ୟ ଭୂମିକା ମହାମାୟୀ ଙ୍କର 🙏

  • @bulusethy9220
    @bulusethy9220 9 месяцев назад +9

    ସାର୍ କିଛି ବିଚଳିତ ହେବା କିଛି ଦରକାର୍ ନାହିଁ କାହିଁକି ନା ଯାହା ଦୀର୍ଘ ବିଗତ ୯ବର୍ଷ ପୂର୍ବରୁ ହେବାର ଥିଲା ଏବେ ତାହାକୁ ବି ହେବ ବୋଲି କହିପାରିବା ନାହିଁ ହେଲା ପରେ ହିଁ ଆମେ କହିବା କିଛି ହେଲା ବୋଲି କହିବା ଠିକ୍ ହେବ।ସାର୍ ଧନ୍ୟବାଦ

  • @AjitKumar-w5l6q
    @AjitKumar-w5l6q 9 месяцев назад +17

    କିଛି ହେବାର ସମ୍ଭାବନା ନାହିଁ, ଯେ ପର୍ଯ୍ୟନ୍ତ ବିଜେପି ର କେନ୍ଦ୍ରୀୟ ନେତା ଯୁଧ୍ୟାମ ଦେହି ଡାକରା ନ ଦେଇଛନ୍ତି ଓଡ଼ିଶା ରେ ବିଜେପ ର ଭବିଷ୍ୟତ ଅନ୍ଧାର ରେ ରହିବ ମୁ ଜଣେ ବିଜେପି ର କର୍ମକର୍ତ୍ତା କିନ୍ତୁ ନିଜକୁ ମନ କୁ ଆଉ କେତେ ବୁଝେଇବୁ, ଆମେ ମାନେ ତଳ ସ୍ତର ରେ ଜୋରଦାର ଫାଇଟ୍ କରୁଛୁ କିନ୍ତୁ ଲୋକଙ୍କ ର ଅସ୍ଥା ଭାଜନ ହୋଇପାରୁନାହୁଁ।

    • @hariomm2301
      @hariomm2301 9 месяцев назад +5

      Dharmendra pradhan jogu karmi haras 😂. Ta lagi bjp 2009 pakharu udhiparuni odisha re.

    • @balarambehera6845
      @balarambehera6845 9 месяцев назад

      Yata bjd dalla

    • @nirakarsahoo7004
      @nirakarsahoo7004 9 месяцев назад

      @@hariomm2301
      ବନ୍ଧୁ , ରାଜ୍ୟର ଶାସନ ବ୍ୟବସ୍ଥାରେ ଥିବା କିଛି ଅଣ ଓଡ଼ିଆ ପାରିଷଦ ବର୍ଗଙ୍କ ଦ୍ଵାରା ଗଠିତ ମାଗଣାଖିଆ ଗୋଷ୍ଠୀର ସଦସ୍ୟଙ୍କ ରାଜ୍ୟରେ ଉତ୍ପାତ ଯୋଗୁଁ ଆଜି ପର୍ଯ୍ୟନ୍ତ ଗୋଟିଏ ଅପାରଗ ଓ ବ୍ୟଭିଚାରୀ ତଥା ଗୋଟିଏ ଭ୍ରଷ୍ଟାଚାରୀ ସରକାର ଦୀର୍ଘ ଚବିଶ ବର୍ଷ ଧରି ରାଜ୍ୟର ଶାସନ ଗାଦିକୁ ଅନୈତିକ ଉପାୟରେ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି।

    • @sankarnathmaharana7859
      @sankarnathmaharana7859 9 месяцев назад

      ଧର୍ମେନ୍ଦ୍ର ପ୍ରଧାନ ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାରୁ ବାହାର ହେଇନି ସେତେବେଳେ ପର୍ଯ୍ୟନ୍ତ ବିଜେପି ସରକାର ଆସିବା ଏତେ ସହଜ ନୁହେଁ ସେ ହଉଛି ଏକ ନମ୍ୱର ଚୋର ନେତା

    • @omsahoo4370
      @omsahoo4370 9 месяцев назад +1

      BJP voter hele silent loka , election time re vote tipanti

  • @dharitreedash1701
    @dharitreedash1701 9 месяцев назад +13

    ଏତେ ଲୁଚକାଳି କାହିଁକି state govt ର ଯେତିକି corruption file center ପାଖରେ ଅଛି ଗୋଟିଏ ଦିନ ରେ Ed ଓଡିଶା ରୁ ଅଧେ ନେତା ଙ୍କୁ ବାନ୍ଧି ଦେବ ପୁଣି ଏ ପ୍ରହସନ କଣ ପାଇଁ, ବାଘ ର ବି ଫାଗ କୁ ଡର ଅଛି

    • @thirdeye9492
      @thirdeye9492 9 месяцев назад

      ଚତୁରେ ଚତୁରେ କୋଳା କୋଳି
      ଆନ ମୁହେଁ କଳା ବୋଳା ବୋଳି
      😢😢😭

  • @pabitrakumarchinhara4101
    @pabitrakumarchinhara4101 9 месяцев назад +5

    Sir pranam. ନବୀନ ଦାସ ଓଡିଶା ର ଗର୍ବ ଆଉ ଗୌରବ.

  • @surendranarayanpanda8021
    @surendranarayanpanda8021 9 месяцев назад +7

    ଆପଣ ସଠିକ ଆକଳନ କରିଛନ୍ତି..ଅବଶ୍ଯ ବହୁତ କିଛି ଘଟଣା ଆଗକୁ ନିଶ୍ଚିତ ଘଟିବ. ଯାହା କେହିବି ଭାବିପାରିବେନି ..

  • @gopabandhuacademy8648
    @gopabandhuacademy8648 9 месяцев назад

    ଜୟ ଶ୍ରୀ ରାମ

  • @dwarikanath1958
    @dwarikanath1958 9 месяцев назад +8

    ରାତି ରାତି ସବୁ ବଦଳିଯିବ ଆଜ୍ଞା |

  • @hrishikeshbehera7072
    @hrishikeshbehera7072 9 месяцев назад

    Bahut Bhala

  • @lalatmisra4832
    @lalatmisra4832 9 месяцев назад +20

    Sir, the analysis made by you are absolutely right.
    The day when I heard about Hon'ble Governor Shree Raghuvar Das is on visit from districts to districts, I was truly overwhelmed with his step. For the first time the locals had direct communication with the Governor and narrate their apathy. Moreover, his presence will prove that some one is having a close watch on what Odisha Government is up to.

  • @krushanapriyasamantaray9074
    @krushanapriyasamantaray9074 9 месяцев назад

    ଖୁବ ସୁନ୍ଦର ବିଶ୍ଳେଷଣ ।💯

  • @BibhuSankarMishra
    @BibhuSankarMishra 9 месяцев назад +28

    BJD ଵାଲା ଙ୍କ ନଜରରେ କୌଣସି ଓଡ଼ିଆ ଯୋଗ୍ୟ ନୁହନ୍ତି।

  • @rajkishoremajhi7394
    @rajkishoremajhi7394 9 месяцев назад +4

    ଅତି ସୁନ୍ଦର ଆକଳନ ଏବଂ ଉପସ୍ଥାପନା, ଗ୍ରହଣ ଯୋଗ୍ୟ ଗୁମର କଥା 🙏

  • @PrasantapandaJajpur
    @PrasantapandaJajpur 8 месяцев назад

    Badhiya Katha

  • @Save_Odisha_from_looters
    @Save_Odisha_from_looters 9 месяцев назад +15

    ହେଲୋ ନବୀନ, ହିସାବା ଦିଅ - ଗତ 20 ବର୍ଷରେ ଆପଣ କେତେ ଓଡିଆ ଦାଦନ ସୃଷ୍ଟି କରିଛ ?? ତାମିଲ ଓଡିଶାକୁ ଶାସନ ଏବଂ ଲୁଣ୍ଠନ କରୁଛି? କେତେ କରଖାନା, ଶିଳ୍ପ ଏବଂ ଚାକିରି ସୃଷ୍ଟି କରିଛ ? ଶ୍ରୀଜଗନ୍ନାଥଙ୍କା ରତ୍ନଭନ୍ଦରଙ୍ ରୁ କେତେ ସୁନା ଚୋରି କରିଛ?? ତୁମେ ଓଡିଶାରେ କେତେ ମଦ ଦୋକାନ ଖୋଲିଛ ?? କେତେ ଓଡିଆ ଯୁବକ, ଗରିବ ପରିବାର କୁ ତୁମେ ମଦ ଦେଇ ଧ୍ବସଂ କରିଛ ??
    ଗରିବ ଓଡିଆ ଲୋକଙ୍କ ଚିଟ୍ ଫଣ୍ଡରେ କେତେ ଟଙ୍କା ଲୁଟ୍ କରିଛନ୍ତି ? ଜୟ ଜଗନ୍ନାଥ 🙏🙏🙏

  • @kumari02-m3n
    @kumari02-m3n 9 месяцев назад +2

    ଜୟ ମା ଭଗବତୀ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ପଞ୍ଚ ସଖା ଜୟ ଶ୍ରୀରାମ

  • @rameshchandrabehera9435
    @rameshchandrabehera9435 9 месяцев назад +3

    Very good information to public . Many many thanks to you Sir.

  • @dhaneswardash8114
    @dhaneswardash8114 9 месяцев назад

    ଆଲୋଚନା ବହୁତ ଭଲ ଲାଗିଲା
    ଧନ୍ୟବାଦ ଭାଇ। ଏହିପରି ଆଲୋଚନା ଜାରି ରହୁ

  • @daitarithakur5096
    @daitarithakur5096 8 месяцев назад

    Perfect sir 🙏🙏

  • @gyanabratamohanty4219
    @gyanabratamohanty4219 9 месяцев назад

    ସମ୍ପୂର୍ଣ ସଠିକ ବିଶ୍ଳେଷଣ | ଅତି ରୁ ଇତି ହୁଏ | ଅତି ଉତ୍ପାତିଆ - ଏମାନଙ୍କ ଦିନ ସରିଆସିଲାଣି | ଜାଗ ଓଡ଼ିଆ ଜାଗ, ଏମାନଙ୍କୁ ଶାସନରୁ ହଟାଇ ଓଡିଶା ବଞ୍ଚାଅ | 🙏👍🙏

  • @manjupravamishra8000
    @manjupravamishra8000 9 месяцев назад +2

    ଜୟ ଶ୍ରୀ ଜଗନ୍ନାଥ 🙏।

  • @JagadishMahapatra-pr7vc
    @JagadishMahapatra-pr7vc 9 месяцев назад +2

    Absolutely right analysis rir

  • @rabimohanty112
    @rabimohanty112 9 месяцев назад +1

    Truth will come out itself.

  • @shibaprasadsahoo3162
    @shibaprasadsahoo3162 9 месяцев назад +1

    Very good analysis Jay jaganatha

  • @nrushinghnathsahu1630
    @nrushinghnathsahu1630 9 месяцев назад +5

    ସତରେ କଣ ରାଜ୍ଯ ବିଜେପି ଓ ନବୀନ ପାଣ୍ଡିଆନ୍ ଙ୍କ ଭିତରେ ଥିବା ସୁସମ୍ପର୍କ କୁ ରଘୁବର ଦାସ୍ ଭାଙ୍ଗି ପାରିବେ କି?

    • @bijayanandadash5344
      @bijayanandadash5344 9 месяцев назад

      Perhaps yes.

    • @laxmidharapanda6086
      @laxmidharapanda6086 9 месяцев назад +1

      ରାଜନୀତିରେ ସୁସମ୍ପର୍କ ଓ କୁସମ୍ପର୍କ କିଛିନଥାଏ ! ସବୁ ସ୍ୱାର୍ଥ ଓ ଫାଇଦା ଉପରେ ନିର୍ଭରକରେ ! 3ଟା ରାଜ୍ୟରେ ବିଜେପି ଜିତିନଥିଲେ ନବୀନ ସମ୍ପର୍କ ଭାଂଗିଥାନ୍ତେ ଓ ବିଜେପି ଜିତିଲା ମୋଦି ସମ୍ପର୍କ ଭାଙ୍ଗିଲେ ! ଆଶ୍ଚର୍ଯ୍ୟ ହେବାର କିଛିନାହିଁ ! ଏହାକୁ କହନ୍ତି ରାଜନୀତି ଯେଉଁଥିରେ କିଛି ନୀତି ନଥାଏ !

    • @nrushinghnathsahu1630
      @nrushinghnathsahu1630 9 месяцев назад

      @@laxmidharapanda6086 ଏପରି କହି ଆମେ କେବଳ ରାଜ୍ଯ ବିଜେପି ର ନେତାଙ୍କୁ ସୁରକ୍ଷା ଦେଉଛେ

  • @srustidhardey5817
    @srustidhardey5817 9 месяцев назад

    Right

  • @ramchandradas8076
    @ramchandradas8076 9 месяцев назад

    Sir. Pranam...bahut.Mulyaban.Katha........

  • @ashokkumarchhotaray1885
    @ashokkumarchhotaray1885 9 месяцев назад +1

    ବର୍ତମାନ କଲେଜ ମାନଙ୍କରେ ପାଠପଢ଼ା ହେଉନାହିଁ । କଲେଜ ମାନଙ୍କରେ ପାଠପଢ଼ା ବଦଳରେ ଖେଳକୁଦ,ନାଚ ତାମସା ଚାଲିଛି । କଲେଜରେ ସିଧାସଳଖ ବିଜେଡ଼ି ଦଳର ପ୍ରଚାର ହେଉଛି । ଡିସେମ୍ବରରେ ଏହା ସରିବା ପରେ ଏବେ ଜାନୁଆରୀ ରେ ମଧ୍ୟ କଲେଜ ମାନଙ୍କରେ ପୁଣି ଆରମ୍ଭ ହେଲାଣି ନାଟ ତାମସା ।

  • @sheshadevpradhan2880
    @sheshadevpradhan2880 9 месяцев назад

    👌👌👌

  • @jagannathpanigrahi5286
    @jagannathpanigrahi5286 9 месяцев назад +1

    ଵର୍ଊମାନ୍ ରାଜ୍ୟପାଳ ଯେଉଁ ଭୂମିକା ନେଉଛନ୍ତି ଦେଶର ସବୁ ରାଜ୍ୟପାଳ ସେହିଭଳି ଭୂମିକା ନେବା ଉଚିତ୍। କେନ୍ଦ୍ର ରେ ବା ରାଜ୍ୟ ରେ ଯେ କୌଣସି ଦଳ
    ସରକାରରେ ଥାଆନ୍ତୁ।

  • @sanghamitramishra91
    @sanghamitramishra91 9 месяцев назад +3

    Good analysis sir.

  • @sudhirsoren3088
    @sudhirsoren3088 9 месяцев назад +3

    Very good analysis.Democracy should bring changes in poltical parties runing Government.No particular party should administer the states or central for more years.Change is necessary to witness development and more welfare.From Sudhir Chandra Soren Chandua,Mayurbhanj,Odisha.

  • @RatnakarRatnakar-i3o
    @RatnakarRatnakar-i3o 9 месяцев назад +1

    Very nice

  • @amiyamishra1661
    @amiyamishra1661 8 месяцев назад

    Very much perfect.... analysis

  • @sadasibapalai8899
    @sadasibapalai8899 9 месяцев назад

    Good news for odisha

  • @brundabanmandika5298
    @brundabanmandika5298 9 месяцев назад +2

    ଦୀର୍ଘ ଦିନର ସାଶନରେ ଓଡ଼ିଶାର କିଛି ହୋଇ ନାହିଁ। କଂଗ୍ରେସ ଅମଳରେ ଆଉ ଭଲ ଥିଲା। କଂଗ୍ରେସ ଗୋଟିଏ ଅଞ୍ଜନା ମିଶ୍ର କେତେ ବର୍ଷ ତଳକୁ ନେଇଗଲା ଆଜି ପ୍ରତି ଦିନ ଗୋଟିଏ ଅଞ୍ଜନା ମିଶ୍ର ଦର୍ଶିତା ହେଉଛି ତଥାପି ଓଡ଼ିଆ ମାନଙ୍କ ନିଦ ଭାଙ୍ଗିଲା ନାହିଁ ।ଯଦି 24ରେ ବିଜେଡି ଆସେ ତାହା ହେଲେ ରାଜ୍ୟ ରେ ଅରାଜକତା ସୃଷ୍ଟି ହୋଇପାରେ ପାରେ ।

  • @dillipkumarpradhan2981
    @dillipkumarpradhan2981 9 месяцев назад +1

    Sir very good analysis
    You continue sir

  • @NiranjanRauta-c9f
    @NiranjanRauta-c9f 9 месяцев назад

    Thanku sir thanku our gobhanar

  • @manojkumarsaint7803
    @manojkumarsaint7803 9 месяцев назад +1

    Jay Shree Jagannath

  • @AnilKumar-xg8ew
    @AnilKumar-xg8ew 9 месяцев назад

    Many..many..happy

  • @Swap3331
    @Swap3331 9 месяцев назад +1

    ଏବେ ଓଡ଼ିଶା ରେ ରାଜ୍ୟପାଳ ଅଛନ୍ତି ବୋଲି ଜଣା ପଡୁଛି!

  • @tanushreesahoo6702
    @tanushreesahoo6702 9 месяцев назад +1

    I proud of Sir

  • @pratapchandrasamal2396
    @pratapchandrasamal2396 9 месяцев назад +2

    ମୁଁ ଆପଣଙ୍କ କଥାରେ ଏକମତ। ହେଲେ ରଘୁବର ଯଦି ଏତେ କାଢ଼ୁଆ ନେତା, ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଝାରଖଣ୍ଡ କେତେ ବିକାଶ କରିଛି। ସେ ତାଙ୍କ ନିଜ ରାଜ୍ୟରେ କେତେ ବୁଲୁଥିଲେ। ତାଙ୍କ ଗସ୍ଥ ସମ୍ପୂର୍ଣ୍ଣ ରାଜନୈତିକ ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି। ଆଶା କରୁ ରଘୁବର ଲକ୍ଷ୍ମଣ ରେଖା ସୀମା ମଧ୍ୟରେ ରହନ୍ତୁ, ନହେଲେ ଅନ୍ୟ ରାଜ୍ୟ ପରି ବିବାଦ ସୃଷ୍ଟି ହେବ।

  • @NrusinghaCharanRatha
    @NrusinghaCharanRatha 9 месяцев назад

    ଯାହା ହେଉ ଓଡ଼ିଶାବାସୀ ଚିକ୍କଣିଆ ପ୍ରଚାର ଓ ତୃଣମୂଳସ୍ତରର ବାସ୍ତବତାର ଚିତ୍ର ଜାଣିବାର ସୁଯୋଗ ପାଇବେ ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ... ...

  • @sanatansethi7659
    @sanatansethi7659 9 месяцев назад +1

    ମହାପ୍ରଭୁ ଜଗନ୍ନାଥଙ୍କ ର ୟେ ହେଉଛି ବିଚାର।ସେ ସବୁ ଠିକ୍ ନିଷ୍ପତ୍ତି ନେବେ।

  • @DebasishMohapatra-tw1lf
    @DebasishMohapatra-tw1lf 9 месяцев назад

    Right sir, right sir, right sir,,, 🙏🙏🙏🙏

  • @sirjanpharma8982
    @sirjanpharma8982 9 месяцев назад

    Good decision 👏 well come it . Beautiful Governor.

  • @UpendraMahapatra-le8fy
    @UpendraMahapatra-le8fy 9 месяцев назад

    Good 👍🙏

  • @goutammazumdar3897
    @goutammazumdar3897 9 месяцев назад

    Apankar upasthapana Satya adhare hoi thibaru bhaut bhaut dhanyabad
    I am follow your channel,Many many congratulations 🙏🙏🙏🙏🙏

  • @PradeepDas-m1s
    @PradeepDas-m1s 8 месяцев назад

    ସମଗ୍ର ଓଡ଼ିଶା ପାଇଁ ବର୍ତ୍ତମାନ ସମୟ ଆସିଛି
    ରାଜନୈତିକ ପରିବର୍ତ୍ତନ ଆବଶ୍ୟକ ।

  • @PrasantapandaJajpur
    @PrasantapandaJajpur 8 месяцев назад

    Super plan

  • @minaketanrout1922
    @minaketanrout1922 9 месяцев назад

    Sir very nice topic

  • @jagannathpanigrahi5286
    @jagannathpanigrahi5286 9 месяцев назад

    JAI SHREE JAGANNATH.
    Welcome NIRBHAY.

  • @ashokpatra4972
    @ashokpatra4972 9 месяцев назад +1

    Sir Very Very Good

  • @PRAKASHMOHANTY-x1x
    @PRAKASHMOHANTY-x1x 8 месяцев назад

    Very good analysis

  • @UtkalikaPradhan-ds6bl
    @UtkalikaPradhan-ds6bl 9 месяцев назад +6

    So beautiful steps by our Governor i am proud of you for your analysis sir

  • @satyanaryanpraharaj5840
    @satyanaryanpraharaj5840 9 месяцев назад +1

    ବି ଡି ଜତି ରାଜ୍ୟକାଳ ବେଳେ ଏହିପରି ପରାମର୍ଶ ଦତା ଥିଲେ ତେଣୁ ଏବେ ରାଷ୍ଟ୍ରପତି ସାସନ ହେବ କି ?

  • @sankarnathmaharana7859
    @sankarnathmaharana7859 9 месяцев назад +2

    ଏସବୁ ଭିତରେ ଓଡ଼ିଶାର ଲୋକମାନେ ବୁଝିଲେ ହେଲା

  • @sudarsandalai7001
    @sudarsandalai7001 9 месяцев назад

    ପାଞ୍ଚ ବର୍ଷ ପୃବରୁ ମନ୍ତ୍ରୀଙ୍କ କାମ ସାରିଥିଲା ଏବେ ଦଳ ମୁଳରୁ ଜିବ

  • @bipinsamal4279
    @bipinsamal4279 9 месяцев назад

    Best super super super❤❤❤❤❤❤❤❤❤❤❤❤❤❤❤❤❤

  • @ambikasarangi3042
    @ambikasarangi3042 9 месяцев назад

    It will have great impact on Odisha politics.

  • @chamdrashekar2262
    @chamdrashekar2262 9 месяцев назад

    🎉

  • @pravatsahoo2612
    @pravatsahoo2612 9 месяцев назад

    ବିଜେଡି ବିଧାୟକମାନେ ବର୍ତ୍ତମାନତ୍ରିସଙ୍କୁ ଅବସ୍ଥିତ ରେ ଅଛନ୍ତି ।

  • @swamirameshwarananda8276
    @swamirameshwarananda8276 9 месяцев назад +1

    Dynamic Governor

  • @trilochanpatnaik6321
    @trilochanpatnaik6321 9 месяцев назад +1

    ମୋର ଯାହା ମନେ ହେଉଛି ଆପଣ ନବିନ ଦାସ ବାବୁ ଆଗେ ନିର୍ଭୟ ଚାନେଲ ଖୋଲିବା ସଙ୍ଗେ ଖାଲି ଜୟ ଜଗନ୍ନାଥ କହୁଥିଲେ, କିନ୍ତୁ ଯେବେ ଠାରୁ BJD ଦଳର ସମସ୍ତେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନି ଆରମ୍ଭ କରି ଦେଲେ ସେବେଠାରୁ ଆପଣ ଜୟ ଜଗନ୍ନାଥ ମଝିରେ ଶ୍ରୀ ଯୋଗ କରିଛନ୍ତି। ବୋଧେ ଏହା ଠିକ୍। ଆମର ବର୍ତ୍ତମାନ ମହା ମହୀମ ରାଜ୍ୟପାଳ ନିଶ୍ଚୟ ଓଡ଼ିଶା ପାଇଁ ବରଦାନ by ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର।

  • @rajyabardhandhalmahapatra1631
    @rajyabardhandhalmahapatra1631 9 месяцев назад +1

    Excellent analysis. Namaskar 🙏

  • @kalyanpanda5885
    @kalyanpanda5885 9 месяцев назад +1

    ଗଣେସୀ ଭାଇ ଅୟସ କରୁଥିଲେ ଏଠି

  • @kailashrana5820
    @kailashrana5820 9 месяцев назад +2

    ସିଏମ୍ଓରେ ଓଡିଆ ଥିଲେ କଣ ହେବ ! ସେମାନଙ୍କର ଚାହିବା ହେଲା ନିଜର ଉନ୍ନତି କିନ୍ତୁ ଓଡିଶାର ନୁହଁ ,ଯାହା ବି ହେବ ମୁଖ୍ୟମନ୍ତ୍ରୀ ମୁଣ୍ଡରେ ଯିବ ।ଆଇଏସ୍ ବାଲାଙ୍କର ଅବସର ପରେ ଥୈଥାନ ଏବଂ ଚାକିରୀ କାଳ ବୃଦ୍ଧି ।

  • @bulusethy9220
    @bulusethy9220 9 месяцев назад +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @dharitreedash1701
    @dharitreedash1701 9 месяцев назад +9

    ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉସ୍ଛବ ରେ କାହିଁକି ଚାରିଧାମ ର ଶଙ୍କରାଚାର୍ଯ୍ୟ ଯାଉ ନାହାଁନ୍ତି ଟିକିଏ ଦୟାକରି କହିବେ କି?

  • @acharyaone7500
    @acharyaone7500 9 месяцев назад

  • @chintamanibehera4791
    @chintamanibehera4791 9 месяцев назад

    Right,things.

  • @KeshabcharanMishra
    @KeshabcharanMishra 9 месяцев назад +2

    Correct analysis sir

  • @karunakargiri9880
    @karunakargiri9880 9 месяцев назад

    Governor
    Raghuvar Das
    Active mode

  • @gayadhargiri6258
    @gayadhargiri6258 9 месяцев назад

    Very good political an

  • @BhimasenDhal
    @BhimasenDhal 9 месяцев назад +9

    ଆଗକୁ ସାଧାରଣ ନିର୍ବାଚନ।ଏହି ସମୟରେ ଆପଣଙ୍କୁ ସବୁଦିନ ଶୁଣିବାକୁ ପ୍ରବଳ ଇଛା।ସାତ ଦିନ ନ ହେଲା ନାହିଁ, ଅନ୍ତତଃ ପକ୍ଷେ ଶନିବାର ଆଉ ରବିବାର ଭିତରୁ ଆଉ ଗୋଟିଏ ଦିନ ନିର୍ଭୟ ଗୁମର କଥା ରେ ଆପଣ ଦର୍ଶକମାନଙ୍କ ସାମ୍ନାକୁ ଆସି କିଛି ଶୁଣାଇବା ପାଇଁ ଅନୁରୋଧ।

  • @arjunpradhan5615
    @arjunpradhan5615 9 месяцев назад

    ରାଜ୍ୟ ପାଳ ଯାହା କହିଲେ ବି କିଛି ହେବନି ଯେ ପର୍ଯନ୍ତ କେନ୍ଦ୍ର ସରକାର ଉଚିତ୍ ପଦକ୍ଷେପ ନ ନିଅନ୍ତି

  • @nitaspatra8330
    @nitaspatra8330 9 месяцев назад

    🙏🙏

  • @ratikantasethi3270
    @ratikantasethi3270 9 месяцев назад

    Excellent analysis
    All the best Nirbhay

  • @laxminarayanbehera2467
    @laxminarayanbehera2467 9 месяцев назад

    Apanank anuman sathik heu.sradhapurna naman

  • @santoshpurohit8540
    @santoshpurohit8540 9 месяцев назад

    🙏👍😍Der sahi Durust...let's..

  • @purnachandrasahoo3361
    @purnachandrasahoo3361 9 месяцев назад

    💜💜💜💜💜💜

  • @sudeepkumardian1548
    @sudeepkumardian1548 9 месяцев назад

    ମୋଦି ଗ୍ୟାରେଣ୍ଟି ରାଜଭବନରୁ ହିଁ ଆରମ୍ଭ ହେଲା ବୋଲି ଭାବନ୍ତୁ

  • @sibasisgouda7273
    @sibasisgouda7273 9 месяцев назад +1

    Nabin sir, Your reading between the line style of analysis of each and every development in Odisha politics is quite mind blossoming.

  • @gayadhargiri6258
    @gayadhargiri6258 9 месяцев назад +3

    Very good political analysis

  • @MrPpcops
    @MrPpcops 9 месяцев назад +1

    ଶ୍ରୀଯୁକ୍ତ ସନ୍ତୋଷ ସତପଥି ଗଞ୍ଜାମ ର ଜିଲ୍ଲାପାଳ ମଧ୍ୟ ଥିଲେ । ତାଙ୍କରି ସମୟ ରେ ଗୋପାଳପୁର ଟାଟା ପ୍ରକଳ୍ପ ର ପ୍ରାରମ୍ଭିକ କାର୍ଯ୍ୟ ଚାଲି ଥିଲା ।

  • @RameshNayak-tr3zl
    @RameshNayak-tr3zl 9 месяцев назад

    Keep showing the right ways to the all odia. At least they can wake up after sleeping a long time. Thank you.

  • @ghasiramsing4216
    @ghasiramsing4216 9 месяцев назад +1

    Thank you nabin sir.

  • @upendrapanigrahi8035
    @upendrapanigrahi8035 9 месяцев назад

    Very good video, beautiful description about Manyabara Rajyapal jinkra agrisib mood to attack to B J D sarkar.

  • @kabitasahoo8385
    @kabitasahoo8385 9 месяцев назад

    🙏👍❤️

  • @prasantaroutraya4952
    @prasantaroutraya4952 9 месяцев назад

    Right assessment , Respected Sir.

  • @rameshwarbadamali4742
    @rameshwarbadamali4742 9 месяцев назад

    ଏବେ ଖେଳ ହେବ...

  • @hrudanandasahuofficial
    @hrudanandasahuofficial 9 месяцев назад

    ବିଜେଡି ହଟାନ୍ତୁ ଓଡିଶାବଞ୍ଚାନ୍ତୁ ଜୟଜଗରନ୍ନାଥ

  • @majhililyvlogs2611
    @majhililyvlogs2611 9 месяцев назад +1

    ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ

  • @dasharathiroutray7176
    @dasharathiroutray7176 9 месяцев назад +1

    Good analysis. NAMO is the best PM of the world honest hard working for development corruption free

  • @anchalikasambad3464
    @anchalikasambad3464 9 месяцев назад

    ମତେ ତ ଲାଗୁଛି,ଆଉ ଓଡିଶାରେ ଜଗନ୍ନାଥ ନାହାନ୍ତି,ତେଣୁ ଏପରି ଘଟୁଛି।
    ଏବେ ଖେଳ ଆରମ୍ଭ ହୋଇଗଲା , ରାଜନୀତିର ପଶାପାଲିରେ ବିଜେଡି ବିଜେପି ଟକ୍କର।