ସାଧାରଣ ଲୋକ ପୁରୀ ଆସିଲେ କେମିତି ହଇରାଣ ହୁଅନ୍ତି 😡

Поделиться
HTML-код
  • Опубликовано: 23 ноя 2024

Комментарии • 791

  • @jayaprakashsamantray8674
    @jayaprakashsamantray8674 13 дней назад +72

    Excellent work
    This kind of observation must need by someone.
    But LORD JAGANNATH send you like a DEEBDOOT. Really great work.
    Please continue it.
    Puri TOWN need it.
    Remember puri police and local municipalities are corrupted and they all are take COMISSION from all shop.
    So this kind of ACTIVITIES are happen at puri TOWN.
    All are suffering.
    Good work by your team.
    👍👍👍🙏🙏🙏

  • @asisgiri7021
    @asisgiri7021 14 дней назад +179

    ସବୁ ୟୁଟୁବର୍ ମାନଙ୍କୁ ଅନୁରୋଧ ପୁରୀ ରେ ଯେତେ ସବୁ ଲୁଟ୍ ମାମଲା ପଦାକୁ ଆଣନ୍ତୁ,🙏🙏🙏

  • @debasismajhee7876
    @debasismajhee7876 12 дней назад +69

    ଏମାନଙ୍କ ଏହି ଗୁଣ ପାଇଁ ଆମ ଓଡିଶା ବଦନାମ ହେଉଛି. ଆପଣକୁ ବହୁତ ବହୁତ ଧନ୍ୟବାଦ ଏହିପ୍ରକାର ଭିଡ଼ିଓ ଦେଖାଇଥିବାରୁ

    • @knaik354
      @knaik354 День назад +1

      ପ୍ରାୟ ଭାରତ ର ସବୁ ତୀର୍ଥ ସ୍ଥାନ ରେ ଏଇଆ। ଆପଣ କାଶୀ ବିଶ୍ଵନାଥ ମନ୍ଦିର ପାଖ ରେ ବି ଏଇ ଭଳି।

  • @MadhabaPujari-y9z
    @MadhabaPujari-y9z 9 дней назад +45

    ଏ ବ୍ରାହ୍ମଣ ମାନେ ଲୁଟିବାରେ ଧୁରନ୍ଧର ଭାଇ

  • @DEBASISHPATRA-wr1tz
    @DEBASISHPATRA-wr1tz 20 дней назад +130

    ଏଇ ମାନଙ୍କ ଡରରେ ଭଗବାନ କୁ ଦର୍ଶନ କରିବାକୁ ବି ଡର ଲାଗୁଛି

    • @DurbadalMajhi-by5ot
      @DurbadalMajhi-by5ot 11 дней назад

      Sat re bhai

    • @dev-creation781
      @dev-creation781 3 дня назад +1

      Literally Bhai mu 6 thar puri gali ni kintu e chutiya mananka paai mui mandira jaae ni

  • @nityanandasahu9110
    @nityanandasahu9110 20 дней назад +147

    ପୁରୀ ସହ ଆମ ଓଡ଼ିଶା ବଦନାମ ହେଉଛି। ଆମେ ଅମୃତସର ସ୍ବର୍ଣ୍ଣ ମନ୍ଦିରରୁ ବହୁତ କିଛି ଶିଖିବାର ଅଛି।
    ଏମିତି ଭିଡିଓ ପାଇଁ ଅନେକ ଧନ୍ୟବାଦ ଭାଇଙ୍କୁ।

    • @ranjanpuri758
      @ranjanpuri758 12 дней назад

      On to bou ku kie gehidela magiha chhua

    • @pratapkumarmajhi7038
      @pratapkumarmajhi7038 11 дней назад +7

      Right katha..mu jaichhii sei ମନ୍ଦିର..seba aw bhakti bhaba achhi semana knara achhi.. aw odisha sabu ବିଜନେସ panda mane sabu gote gote ଲୁଟେରା..

    • @gudly637
      @gudly637 9 дней назад +2

      Bhai thik katha Amritsar re kichhi kehi paisa magantini

    • @prabirmohanty6864
      @prabirmohanty6864 6 дней назад

      Thik katha...puri mandir bhitare Jani Kari ebe Vida kara jauchi..

    • @pratapkumarmajhi7038
      @pratapkumarmajhi7038 6 дней назад

      @@gudly637 hna tame bi sethi dekhi thiba kehi gote bhikari ki tanka pujari paisa maganti nahi..aw ଜୋତା phone rakhiba pura free..rahiba free khaiba ba bi free..hele ama thi olta..aw semane free re pani bi dianti..bhakti aw seba example mu ka. Semana kna thu sikhiba darkar..ama government aw puri panda mane

  • @golakhkumarsahoo3302
    @golakhkumarsahoo3302 15 дней назад +54

    ଭିଡିଓ ନିଶ୍ଚିନତଵନାନ୍ତୁ good job Bro

  • @litulitulitu
    @litulitulitu 14 дней назад +35

    ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ଏମିତି ଭିଡିଓ

  • @prasantparida8453
    @prasantparida8453 10 дней назад +12

    ବହୁତ ଭଲ ଲାଗିଲା ଭିଡିଓ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏହିପରି ସଚେତନା ମୂଳକ କାର୍ଯ୍ୟକ୍ରମ ପାଇଁ🎉🎉🎉

  • @alekhabehera8112
    @alekhabehera8112 22 дня назад +43

    ଆପଣଙ୍କ ଭିଡିଓ ଦ୍ଵାରା ବହୁତ୍ ଲୋକଙ୍କର ଉପକାର ହେଉଛି

  • @rashmikantabehera8847
    @rashmikantabehera8847 15 дней назад +63

    ପୁରୀ ଯିବାକୁ ଇଚ୍ଛା ହେଉନି ଲୋକ ଙ୍କ ର ଏଥିପାଇଁ।

    • @rashmikantabehera8847
      @rashmikantabehera8847 11 дней назад +3

      @chintu19691 ମୁଁ 5 years ରେ 700 ରୁ ବେଶୀ ଥର ପୁରୀ ବୁଲିକି ଆସିଛି । ଗାଡ଼ି ନେଇକି ବହୁତ୍ ଥର ଯାଇଛି ।

    • @trilochanentertainment5965
      @trilochanentertainment5965 11 дней назад

      😂😂😂😂Bala na​@@chintu19691

  • @DocTapan
    @DocTapan 16 дней назад +31

    ସବୁ ତୀର୍ଥସ୍ଥଳୀ ରେ ଲୋକଙ୍କୁ ବିଭିନ୍ନ ଉପାୟରେ ଠକୁଛନ୍ତି

  • @anandasahu472
    @anandasahu472 14 дней назад +20

    ଏତେ ଦିନ୍ ପରେ ଭିଡିଓ ଟେ ଭଲ୍ ଲାଗ୍'ଲା

  • @ManashMahany
    @ManashMahany 13 дней назад +27

    ଧନ୍ୟବାଦ୍ ଭାଇ , ଏ ମା ନକୁ ଆହୁରି ଭାଇରାଲ କରାନ୍ତୁ

  • @abhijeetkivines238
    @abhijeetkivines238 26 дней назад +45

    Thanks video volo lagila agoku ahuri volo volo video chado

  • @JahaKahibiSataKahibi-q7e
    @JahaKahibiSataKahibi-q7e 12 дней назад +8

    ଜୟ ଜଗନ୍ନାଥ,ଭାଇ ଭଲ କଣ୍ଟେଣ୍ଡ ଟେ ମିଳିଗଲା, ମାଡ଼ିଚାଲ 👍👍👍👍👍

  • @dillipkumarpattanaik3038
    @dillipkumarpattanaik3038 14 дней назад +120

    ମନ୍ଦିର ଭିତରେ ପଣ୍ଡା ମାନେ ବଡ଼ ବଡ଼ ଥାଳିରେ ଦୀପ ତୁଳସୀ ରଖିଥାନ୍ତି ତୁଳସୀ ମଗିଲେ ହାତ ଛାଟି ଦିଅନ୍ତି,ତୁଳସୀ ଦେଇଥିଲେ ଟଙ୍କା ନ ଦେଲେ ହାତରୁ ତୁଳସୀ ଛଡ଼ାଇ ନିଅନ୍ତି ।

  • @TiTu_CREATION
    @TiTu_CREATION День назад +1

    Really very nice video ମୋ ସହ ବି ଏମିତି ହେଇଚି

  • @ishwarasahuofficial9371
    @ishwarasahuofficial9371 8 дней назад +9

    ସତ କଥା ଭାଇ ସେମାନେ ଜବରଦସ୍ତି ତିଳକ ଲଗାଉ ଛନ୍ତି ଆଉ ଜବରଦସ୍ତି ପଇସା ନେଉଛନ୍ତି
    ଆଉ ମେନ ଦଲାଲ ହେଉଛନ୍ତି ସେଠାକାର police ଦଳଲାଠାରୁ ପଇସା କମିଶନ ନେଉଛନ୍ତି
    ଦର୍ଶନ କରିବା ପାଇଁ
    ଯେ ଲାଇନରେ ଠିଆ ହେବ 3/4ଘଣ୍ଟା ଲାଗୁଛି
    ଦଲାଲ ଆଉ police ମିଶିକରି ଜଣକୁ 200 ନେଉଛନ୍ତି ଆଉ 10 ମିନିଟ ରେ କରିବ ବୋଲି କହୁଛନ୍ତି
    ସରକାର ଦୃଷ୍ଟି ଦେବା ଦରକାର

  • @allhindisongsahs580
    @allhindisongsahs580 16 дней назад +28

    ଏମିତି ସତ ଭିଡିଓ ଆହୁରି ବନାନ୍ତୁ

  • @Raja443.
    @Raja443. 16 дней назад +14

    ଧନ୍ୟବାଦ ଭାଇ ମୁଁ ମୟୂରଭଞ୍ଜ ରୁ❤❤❤

  • @bijoy86190
    @bijoy86190 13 дней назад +7

    Sea beach and Railway station ରୁ ଶ୍ରୀ ମନ୍ଦିର auto ଭଡ଼ା video chhada.

  • @sanidhyavideo2758
    @sanidhyavideo2758 12 дней назад +6

    ଏମିତି ଭିଡ଼ିଓ ପାଇଁ ଆପଣକୁ ଭାଇ ଧନ୍ୟବାଦ

  • @srisaidesignvastu9209
    @srisaidesignvastu9209 16 дней назад +16

    ଏମାନଙ୍କ ଅପେକ୍ଷା ଅଭଡା ଦଲାଲ ହେଉଛନ୍ତି ସବୁଠାରୁ ବଦମାସ୍

  • @prasantapattanaik862
    @prasantapattanaik862 12 дней назад +7

    ପୁରୀ ତୀର୍ଥ କ୍ଷେତ୍ର। ଜଗନ୍ନାଥଂକ ସ୍ଥାନ।ମହାପୁଣ୍ୟ ମିଳେ। ଜୀବନ ଧନ୍ୟ ହୁଏ। କେତେ ଭକ୍ତଂକ କଥା ଶୁଣି ଆମେ କେତେ ଭାବରେ ଯାଉ। ତାର ଫାଇଦା ଉଠାଇଚାଲିଛନ୍ତି ପୁରୀର ପଣ୍ଡାଏ ଠୁଁ ଆରମ୍ଭ କରି ବ୍ୟବସାୟୀ ଓ ସବୁ ଲୋକ ବାହାରେ ଓ ଭିତରେ।

  • @SumitKumar-dg8cd
    @SumitKumar-dg8cd 8 дней назад +3

    ଭଲ ଲାଗିଲା ଆପଣଙ୍କ video...ଏମିତି expose କରି ଚାଲନ୍ତୁ

  • @debabratamohanta2001
    @debabratamohanta2001 9 дней назад +6

    Bahut badhiya bhai... emiti panda mananku sabu expose kara❤. Lingaraj mandira ra madhya ya thu beshi halat kharap ,taku madhya expose kara

  • @taladhwajamahananda8616
    @taladhwajamahananda8616 5 дней назад +1

    ମୁଇ ବରଗଡ ର ଦାଦା, ଆପଣଙ୍କର vdo ବହୁତ୍ ସୁନ୍ଦର୍ ସଚେତନ ର ବାର୍ତ୍ତା ଟେ ଆୟେ ସମାଜ ର ଲାଗି,ମହାପ୍ରଭୁ ସବୁବେଳେ ତମକୁ ଏନ୍ତା ସାମାଜିକ ହିତକର କାମ ଲାଗି ଦୃଢ଼ ମନୋବଳ ଦଉଁନ୍,ଜୟ ଜଗନ୍ନାଥ,ଜୟ ମାଁ ସମଲେଇ🙏🙏🙏

  • @Subhash_malik_official
    @Subhash_malik_official 8 дней назад +6

    ବହୁତ ଭଲ ଭାଇ badhia video

  • @OmPrakash-qs8uk
    @OmPrakash-qs8uk 24 дня назад +26

    Ete dina pare tora gote vdo jouta mo dill khus kari dela

  • @sushilkumarmahaling7779
    @sushilkumarmahaling7779 12 дней назад +4

    ବହୁତ ବଢ଼ିଆ ... ସେଇ କେତେ ଜଣ ଲୁଟିଆ ଙ୍କ ପାଇଁ ସମ୍ପୂର୍ଣ୍ଣ ପୁରୀ ବଦନାମ....

    • @satyasovonsingh6612
      @satyasovonsingh6612 11 дней назад

      କେତେ ଜଣ ନୁହନ୍ତି ସବୁ ସେବାୟତ ଚୋର ,

  • @baikunthanathswain6191
    @baikunthanathswain6191 25 дней назад +41

    ପ୍ରଭୁ ଙ୍କୁ ଭି ଛାଡୁ ନାହାନ୍ତି

  • @jayakrushnamuduli9141
    @jayakrushnamuduli9141 10 дней назад +5

    ପୁରୀ ଶ୍ରୀମନ୍ଦିର ବଦନାମ ଠକ ପଣିଆ ଲୋକମାନଙ୍କ ପାଇଁ ।

  • @MoheswarRetta
    @MoheswarRetta 11 дней назад +6

    ପୁରୀ ଶ୍ରୀ ମନ୍ଦିର ଉପରେ ସଚେତନ କରିଛନ୍ତି ଧନ୍ୟବାଦ

  • @subaladehury6700
    @subaladehury6700 11 дней назад +5

    ଆପଣଙ୍କ ଅଞ୍ଚଳବଦନାମ ହେଉଛି ଆପଣମାନେ ଦାୟିତ୍ ନିଅନ୍ତୁ ଅଞ୍ଚଳ ରେ ସଂଗଠନ ଗୁଡିକ ଏହାର ମୁଳ ଉତ୍ପାଟନ କରନ୍ତୁ,

  • @Sikhya555
    @Sikhya555 14 дней назад +43

    ଏମାନେ ବ୍ରାହ୍ମଣ ନୁହନ୍ତି😂
    କିନ୍ତୁ ପଇତା ପକାଇ ବିଜନେସ କରନ୍ତି😅

    • @bingepeer2284
      @bingepeer2284 11 дней назад +1

      Next time gale sabu Laxmi Purana 3rd Line ki ja kaunsi line randomly pacharo kahi parile debi kuha nahele thako tu bahe chchecho

  • @baishnabcharansahoo9119
    @baishnabcharansahoo9119 9 дней назад +5

    ମଣିଷ ଏବଂ ମେଣ୍ଡା ମଧ୍ୟରେ ଗୋଟିଏ ସମାନତା ଥାଏ,ଆଗ ବ୍ୟକ୍ତି ଟି ଯେଉଁ ରାସ୍ତାରେ ଯାଉଛି, ତା ପଛ ବ୍ୟକ୍ତି ଟି ଆଗ ବ୍ୟକିକୁ ଅନୁସରଣ କରିଥାଏ।
    ଆମ ସମାଜରେ ଆଗରେ ଚାଲୁଥିବା ବ୍ୟକ୍ତିମାନେ ହିଁ ପଛ ବ୍ୟକ୍ତିଙ୍କୁ ମେଣ୍ଡା ଭଳି ଅନୁସରଣ କରିବାକୁ ଶିକ୍ଷା ଦେଇଥିବାରୁ ଆଜି ମଣିଷ ସମାଜର ଏହିଭଳି ଦୁର୍ଦ୍ଦଶା ଅଟେ।

  • @debasmitabikrant565
    @debasmitabikrant565 25 дней назад +15

    Aji video dekhiki bahut bhala lagila 😍❤️Lord shree Jagannath blessed you my bro❤

    • @Trekkrider
      @Trekkrider  25 дней назад

    • @sumitsahu8044
      @sumitsahu8044 25 дней назад

      ​@@Trekkriderare bhai kn badnam kohilu

    • @sumitsahu8044
      @sumitsahu8044 25 дней назад

      ​@@Trekkridertoro kouti ghor b chodi pua

  • @srikantpradhani7321
    @srikantpradhani7321 6 дней назад

    ଏତିକି video ବନେଇବା ପାଇଁ ମଧ୍ଯ ବଡ କଲିଜା ଥିବା ଦରକାର ଭାଇ ବହୁତ୍ ବହୁତ୍ ଧନ୍ଯବାଦ... 🙏👍👌

  • @kptveerbhai
    @kptveerbhai День назад +1

    Continue bhai

  • @prafullakumarsahoo2639
    @prafullakumarsahoo2639 8 дней назад +3

    ମୁଁ ଭାରତର ପ୍ରାୟ ସବୁ ମନ୍ଦିର ବୁଲିଛି।ପୁରୀରେ ତୀର୍ଥଯାତ୍ରୀ ମାନଙ୍କୁ ଯେପରି ଲୁଟ୍ କରାଯାଏ,ଅନ୍ୟ କେଉଁଠି ବି ଏପରି ହୋଇନଥାଏ।କେବଳ ପୁରୀ କାହିଁକି ଆପଣ ଯାଉନାହାନ୍ତି କଣ୍ଟିଲୋ , ଯାଉନାହାନ୍ତି ଚର୍ଚ୍ଚିକା ଯୋତା ଷ୍ଟାଣ୍ଡ ଠାରୁ ଶୋଷଣ ଆରମ୍ଭ ହୋଇଯିବ। ପର୍ଯ୍ୟଟନ ବିଭାଗ ଏପରି ଶୋଷଣ ଓ କୁତ୍ସିତ ବ୍ୟବହାରରୁ ତୀର୍ଥଯାତ୍ରୀ ମାନଙ୍କୁ ରକ୍ଷା କରିବାପାଇଁ କୌଣସି ବ୍ୟବସ୍ଥା କରନ୍ତୁ।

    • @rajakishornaik9062
      @rajakishornaik9062 7 дней назад

      Bhubaneswar Lingaranj temple re b Bahut lutanti bhai, mo madhya bahut thar sikara heaichi bhai

    • @rabindramohanty8225
      @rabindramohanty8225 7 дней назад

      Iti Mr jagmohan jammu kashmir governor thila bele vaishno devi mandira panda nku sabad kari thile semiti jane administratior hele puri panda sabad hoi jante

  • @sudhirsallinone2279
    @sudhirsallinone2279 12 дней назад +5

    ବସଷ୍ଟାଣ୍ଡ ରେ ହୋଟେଲ ଦଲାଲ ବିଷୟରେ କେମିତି ଠକନ୍ତୀ ଭିଡିଓ ତିଆରି କରନ୍ତୁ

  • @sangitamishra856
    @sangitamishra856 15 дней назад +6

    Thank you, Bhai video chalu rahu

  • @chandramadhabdash6908
    @chandramadhabdash6908 16 дней назад +11

    ଇସ୍କନ୍ କୁ ଖାଲି ଧମକ ଦିଅ
    ଆଉ ଏସବୁ ବେପାର ନୁହ କି
    ଏଇ ସେବାୟତ ମାନେ ପରା ଦିନେ ଠାକୁରଙ୍କୁ ଉପାସ ରେ ରଖେଇ ଦେଇ ଥିଲେ । ସେତେବେଳେ ଶାସ୍ତ୍ର କୁଆଡେ ଗଲା ଶ୍ରୀ ମନ୍ଦିର ରେ ସେବାୟତ ଙ୍କ ଭିତରେ ଯେତକ କଳି ହଉଚି କେଉଁ ଘରେ ବି ସେତିକି ହେଉ ନଥିବ । ତାଙ୍କ ପରିସ୍ଥିତି ଯୋଗୁ ସେମାନେ ଅନ୍ୟ date ରେ କରୁଛନ୍ତି, । ଆଉ ଗୋଟିଏ କଥା ଆପଣ ମାନନ୍ତୁ କି ନ ମାନନ୍ତୁ ଜଗନ୍ନାଥ ଙ୍କୁ ସାରା ବିଶ୍ଵ ରେ ଇସ୍କନ୍ ହ୍ନି ପହଞ୍ଚାଇଛି। ଜୟ ଜଗନ୍ନାଥ

    • @tribikrampanda938
      @tribikrampanda938 14 дней назад +1

      Tum capacity kana je tuma iskcon jogu loka jagannath nku janibe..this is only ego n ignorance...😊
      Institute like ISKCON thrives n sustain only because of Lord Jagannath n Shree Krishna...it's real wisdom 🙏

    • @deepakjena3628
      @deepakjena3628 13 дней назад

      Jagganath is a peace of wood, a non living thing, who has no life. How would peace of wood eat food??. Be logical man, this is 2024 ,

    • @deepakjena3628
      @deepakjena3628 13 дней назад

      Isckon is fraud people, I hate these iskon people

    • @Sonu.pratihari720
      @Sonu.pratihari720 10 дней назад

      Bokachod@ yemane sebayst nuhanti kuadu kuadu asi aithi bhaina dekhauchanti jadi kichi janina tahele comment v karani

    • @JagannathDhamPuri1
      @JagannathDhamPuri1 10 дней назад +1

      Are bhai tu iskcon thu tanka neichu bodhe amiti kahibaku .m

  • @priyanshocreation
    @priyanshocreation 22 дня назад +6

    ଆମ କୁ ବି ଲୁଟି ଥାଆନ୍ତା ଭାଇ ମୋ ଭାଇ ଠିକ୍ ସମୟରେ ଆସିଗଲେ ଭାଈ ଜୟ ଜଗନ୍ନାଥ ⭕‼️⭕

  • @chandramanipingua2327
    @chandramanipingua2327 20 часов назад

    Very good bhaina......tame bahut bhala kama karichha.....amananka asala chehera amt baharaku asiba darkar

  • @Odishaorg
    @Odishaorg 10 дней назад +2

    ଏଇ ଭଳି ବ୍ରାହ୍ମଣ ମାନଙ୍କ ପାଇଁ ଆଜି ବ୍ରାହ୍ମଣ ସମାଜ ଓ ସମ୍ପୂର୍ଣ ସନାତନ ଧର୍ମ ଆଜି ବିପଦରେ

  • @SumanSahoo-l4l
    @SumanSahoo-l4l 5 часов назад +1

    Bhaut bhal video,loknku sachetan kariba pain

  • @SoumyaRanjan187
    @SoumyaRanjan187 25 дней назад +7

    Tweet mohan majhi sir ..abhijog kar ae pari video sabu anantoo....thank you bhai

    • @deepakjena3628
      @deepakjena3628 13 дней назад

      Mandir kahin jauncha, kamma dganda kichi nahin, mandir dauducha....

  • @subashchandrarout1938
    @subashchandrarout1938 12 дней назад +4

    ସମୁଦ୍ର କୂଳ, ଓ ଖଜ ଦୋକାନ, ଶଙ୍ଖ ଦୋକାନ, ଓ ହୋଟେଲ ଗୁଡ଼ିକ ଦେଖା

  • @fagurammajhi6596
    @fagurammajhi6596 9 дней назад +1

    Bohuth bohuth dhanywad bhai .
    Bhai lingaraj mandir ra gote vdo bonao

  • @JANATANEWS10
    @JANATANEWS10 11 дней назад +3

    ଗୁଡ଼ ଭିଡ଼ିଓ ଭାଇ ଏଥି ପ୍ରତି ସରକାର କିଛି ପଦ ପକ୍ଷ ନେବା କଥା ଆଉ ବାହାର ରାଜ୍ୟର ଆସୁଥିବା ଲୋକ ମାନଙ୍କୁ ହୋଇରଣ କରୁଛନ୍ତି ଯେଉଁଥିରେ କି ଆମ ଓଡ଼ିଶା ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦୀର ଆସୁଥିବା ପର୍ଯ୍ୟଟକ ମାନ ଙ୍କ ମାନ ଭାଙ୍ଗି ଯାଇଛି ।। ଜୟ ଜଗନ୍ନାଥ

  • @dipakkumarmohanty3389
    @dipakkumarmohanty3389 8 дней назад +1

    Apka himmat bahat achhahe.baki RUclips Mane kouthi maruchannti.ya upare ta kebe vedio karu nahanti

  • @sushantatanty6099
    @sushantatanty6099 11 дней назад

    Jay Jagannath ✋🤚 17:08 Helpfull Video 👍 Thanks Bhaina.

  • @drawingweb7649
    @drawingweb7649 12 дней назад +3

    ସେଥିପାଇଁ ମୁଁ ସେଠାକୁ ଯାଏନି

  • @sukantaskb143
    @sukantaskb143 13 дней назад +1

    Bhai apananku dhanyawad 🚩🙏mandira bhitare ya tharu bhi adhika loko mananku hairan karuchhanti kintu kan kariba ame mahaprabhu jagannath nku dekhibaku jauche tenu ye era gera nathugera manankara katha kai suniba
    Jay Jagannath 🚩

  • @natureloverasit2683
    @natureloverasit2683 7 дней назад

    Great work journalist bhai habara thila ...very good work brother emt expose kara eaia tatutar manaku

  • @arunkumarmishra9212
    @arunkumarmishra9212 10 дней назад +4

    ଏ ଗୁଡାକ ବ୍ରାହ୍ମଣ ନୁହଁନ୍ତି,ଚନ୍ଦନ ଲଗେଇକି ବ୍ରାହ୍ମଣ କହି ଠକନ୍ତି, ଟାଉଟର

  • @mithunsahu5181
    @mithunsahu5181 12 дней назад +1

    Good discsion 👍Jaya jagannaatha

  • @BighneswarMallick-l6h
    @BighneswarMallick-l6h 13 дней назад +3

    ଭାଇ ମୁଁ କନ୍ଧମାଳ ଜିଲ୍ଲା ରୁ ମହାପ୍ରଭୁଙ୍କ ଦର୍ଶନ କରୁଛି

  • @gopinathsethi7432
    @gopinathsethi7432 7 дней назад

    ବହୁତ ଧନ୍ୟବାଦ ଭାଇ, ସତ ଦେଖାଇବା ପାଁଇ

  • @extranews1997
    @extranews1997 10 дней назад +2

    ଭାଇ ପୁରୀ ରେ ସବୁ ଜାଗା ରେ ଠକାମୀ, ମନ୍ଦିର ଭିତରେ ମନ୍ଦିର ବାହାରେ ଖାଲି ପଇସା ଦରକାର ଲୁଟୁ ଛନ୍ତି କିନ୍ତୁ ଆମେ ସହଜେ କାହାକୁ ଫାଲତୁ ପଇସା ଦେଉଁ ନାହିଁ, ଭଗବାନଙ୍କୁ ଦର୍ଶନ କରିବାରେ ପଇସା ଦରକାର ନୁହେଁ ତମର ଯଦି ଭେଟି ଦେବାର ଇଚ୍ଛା ତାଙ୍କ ହୁଣ୍ଡି ରେ ଦାନ କରିବ। ଜୟ ଜଗନ୍ନାଥ🙏🏻

  • @Bhaktishravan
    @Bhaktishravan 9 дней назад

    Amiti video kari thibaru bahut bahut dhanyawad bhai..

  • @Mr__biswa_67
    @Mr__biswa_67 15 дней назад +3

    ଠିକ୍bhai

  • @purandarkisan6289
    @purandarkisan6289 13 дней назад +1

    Ae vedio jea dhiba puri aau thakura darsan pain Bhakta jibe nahin bhai bhala vedio tia karithibaru anek anek dhnyabad bhai bahut sundar vedio.

  • @123comedy12
    @123comedy12 7 дней назад +1

    ଆରେ ଭାଇ ସବୁ ଠିକ ଯେ ଏମିତି ନ କଲେ ବ୍ରାହ୍ମଣ ଲୋକ ଚଳିବେ କେମିତି

  • @biswanathpadhi023
    @biswanathpadhi023 8 дней назад

    Bhai thanks......... Ama pachima odisha ra lokanku bahuta hairan karanti ai Mane

  • @AnjanaDandia-d5d
    @AnjanaDandia-d5d 9 дней назад

    E mane Sabu thakami loka sima tapi tapi jauchhanti bro emiti lokanku samnaku aanantu .. thanks bro

  • @mamatapatra3774
    @mamatapatra3774 24 дня назад +18

    ନିଳମାଧବରେଟାଉଟରପୁଜାରି

    • @ofskshirod958
      @ofskshirod958 13 дней назад

      ମନ୍ଦୀର କୁ ଏମାନେ ନିଜ ନିଜ ର Own Property ଭାବିନେଇଛନ୍ତି, ପୁରି ସହ କଣ୍ଟିଲୋ ନୀଳ ମାଧବ ମନ୍ଦୀର ରେ ପଣ୍ଡା ମାନେ ଦକ୍ଷିଣା ର ଆଳରେ ଜୋର୍ ଜବରଦସ୍ତ ବଟି ଆଦାୟ କରୁଛନ୍ତି,ଭୟ ଲାଗୁଛି ସେମାନଙ୍କ ଦାଦାଗିରି ମନ୍ଦିର ଭିତରେ ଦେଖିଲେ । ମନେହେଉଛି ମନ୍ଦୀର ଭିତରେ କାଳେ ସେମାନଙ୍କ କଳାକାରନାମା ଧରା ପଡ଼ିଯିବ ସେଥିପାଇଁ ସାଧାରଣ ଲୋକ ଙ୍କୁ ମୋବାଇଲ୍ ନେଇ ଯିବା ମନା ହେଇଛି,ସତରେ ଯଦି ସେମିତି କିଛି ମନ୍ଦୀର କୁ ବିପଦ ଥାନ୍ତା ସେମାନେ କେବେବି ଦୁଇ ଦୁଇ ଟା ମୋବାଇଲ ଧରି ବୁଲୁ ନଥାନ୍ତେ

  • @Binayanaik0
    @Binayanaik0 3 дня назад

    bahut bahut dhnyabad bhai❤

  • @prasantapattanaik862
    @prasantapattanaik862 12 дней назад +2

    ସେଠାରେ ସାଧାରଣ ରୁମ୍ ଭଡା ସାଧାରଣ ଲୋକ ପାଇଁ ଯାହା ୫୦୦/-ଟଂକା, କାର୍ତ୍ତିକ ମାସରେ, ପୁରୁଣା ବର୍ଷ ଯାଉଥିବ, ନୁଆଁ ବର୍ଷ ଆସୁଥିବ,ଓ ସ୍ଵତନ୍ତ୍ର ତିଥି ମାନଙ୍କରେ ତାହା ୧୫୦୦/- ହେଇଯାଏ।

  • @bijaykumardas1676
    @bijaykumardas1676 7 дней назад

    यह आम पर्यटकों के लिए बहुत अच्छा जागरूकता कार्यक्रम है धन्यवाद

  • @subhamgiri6946
    @subhamgiri6946 8 дней назад

    Bhala video te boneilo Bhai na.......Nice bro ❤❤

  • @sasibhusansharma1987
    @sasibhusansharma1987 12 дней назад

    Bhai dhanyabaad, ei video to pain.
    Emanku expose Kariba darkar

  • @uttamdehury1313
    @uttamdehury1313 16 дней назад +3

    ଭଲ କାମ କରିଛ

  • @Astalavista435
    @Astalavista435 8 дней назад

    Pura 1 no. Video. Aama main stream media jadi apari kama Kari thanta, bahut khusi lagi thanta.

  • @DusmantaKumarSahoo-nz1qx
    @DusmantaKumarSahoo-nz1qx 15 дней назад +1

    Very good suggestion

  • @Bayley-b2z
    @Bayley-b2z 10 дней назад +1

    Thank you bro _ ମୁଁ Christian ତଥାପି ଜଗନ୍ନାଥଙ୍କୁ ମୁଁ respect କରେ ।

  • @jaganmansingh1516
    @jaganmansingh1516 2 дня назад +1

    Pua, dhanyabad. Why Govt. can't take actions? Are they also share holders for these bribes. Good initiatives.. Keep up! EXCELLENT JOB BETA .KEEP MOVING. Definitely you'll succeed one day with lots of blessings..🎉👌👍

  • @tekrammmm
    @tekrammmm 3 дня назад +1

    Next Video Karantu

  • @AkashMohanty-s1v
    @AkashMohanty-s1v 12 дней назад

    Thank you for making this video.

  • @alekhabehera8112
    @alekhabehera8112 22 дня назад +4

    ପୁରୀ ର ଅଧିକ ଭିଡିଓ ବନାନ୍ତୁ

  • @srisaidesignvastu9209
    @srisaidesignvastu9209 16 дней назад +4

    ପୁରୀ ଯିବା କ'ଣ ଦରକାର?

  • @MobileTechnology-m9i
    @MobileTechnology-m9i День назад

    ଏତେ ଦିନ ପରେ ସତ ସତିକା ଭିଡିଓ ଟେ ପାଇଲି ସତରେ ଭାଇ ବହୁତ ହଇରାଣ ଭାଇ

  • @hotsantaboy5798
    @hotsantaboy5798 9 дней назад

    Bahut badhiya bhai.mandira reality dekhae la bahut vala.aau kichi scam cover kara.

  • @minaranikhatua5022
    @minaranikhatua5022 10 дней назад +1

    Must awareness vdo

  • @krishnaputel6267
    @krishnaputel6267 7 дней назад

    ପୁରୀରେ ବହୁତ ଠକ ବୋଲି ବହୁତ ଦିନରୁ କୁହନ୍ତି ଲୋକେ ଆଉ ଏବେବି ଠକୁ ଛନ୍ତି ସବୁ ପ୍ରକାର ର ଲୋକଙ୍କୁ ପଦାକୁ ଆଣ ୟୁଟୁବର ଭାଇ ମାନେ ଲୋକ ହଇରାଣ ଆଉ ହେବେ ନାହିଁ ଧନ୍ୟବାଦ୍।❤❤❤

  • @mahabirprasadpatra2278
    @mahabirprasadpatra2278 12 дней назад +1

    Bahut badiya pua bhala video

  • @SameerExpress93
    @SameerExpress93 10 дней назад

    Bholo information te dala bhai mane ❤ thank YOU

  • @ajayaswain8425
    @ajayaswain8425 День назад

    ଏମାନଙ୍କ ଯୋଗୁ ଓଡ଼ିଶା ବଦନାମ ହେଉଛି ।

  • @rajeshmohanty2224
    @rajeshmohanty2224 12 дней назад

    Great work .next video please

  • @ashokkumarsamal8480
    @ashokkumarsamal8480 12 дней назад

    Nice informative video in the interest of devotees

  • @bindass-girl..hakunamatata6610
    @bindass-girl..hakunamatata6610 10 дней назад

    Grt job.this shud b stopped in every religious places

  • @buddhadattamishra1590
    @buddhadattamishra1590 7 дней назад

    ଏ ବ୍ରାହ୍ମଣ ନୁହନ୍ତି ଆଜ୍ଞା। ବ୍ରାହ୍ମଣ ପାଦ ଛୁଇଁବା ଆଉ ମାଗିବା ସବୁ ବ୍ରାହ୍ମଣ ର ବିପରୀତ । ତାଙ୍କ ଆଧାର କାର୍ଡ ଦେଖା ଲୁଗା ପିନ୍ଧି ଚିତା ଚନ୍ଦନ ଲଗାଇଲେ ବ୍ରାହ୍ମଣ ହୁଏନି । ବ୍ରାହ୍ମଣ ଏକ ମାର୍ଜିତ ବିଚାରଧାରା ଏବଂ ଶୃଙ୍ଖଳିତ ସଭ୍ୟ ସଂସ୍କାର । ଯିଏ ସେହି ସଂସ୍କାର ଧାରଣ ନକରିଥନ୍ତି ତାଙ୍କୁ ବ୍ରାହ୍ମଣ କହିବା ହାସ୍ୟାସ୍ପଦ।

  • @rupeshmohanty8
    @rupeshmohanty8 9 дней назад

    Nice video bhai ..Puri mandira aji jaeen kou b sarkar sudhariparni ki paribani

  • @pramodpadhan8662
    @pramodpadhan8662 10 дней назад

    Bhai apanaku jadi vitatra video Kari paribe, tahele video nischita banhantu👍👍👍👍

  • @gulsonkhadija919
    @gulsonkhadija919 25 дней назад +7

    Badhia informetion dele...👍👍ai type ra content banantu bhal lagiba👍

  • @MalayaRanjanPradhan-co9pk
    @MalayaRanjanPradhan-co9pk 13 дней назад

    The system of Amritsar & Akshardham is best.thank you for your information. Jay jagannath.

  • @suhaginisingh8312
    @suhaginisingh8312 День назад

    Nice video bhai 👍

  • @ManojkumarSwain-k7j
    @ManojkumarSwain-k7j 12 дней назад

    Jay jagannath.Nice vdo . government stand re camera bi rakhunahanti .