Assault on ASO allegedly by Governor son: Baikunthanath's wife demands justice for husband
HTML-код
- Опубликовано: 6 сен 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
RUclips: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
ବାଃ ବାଃ ରେ ଓଡ଼ିଆ ଅସ୍ମିତା। ଝାଡ଼ଖଣ୍ଡ ଲୋକ ଓଡ଼ିଆ ଲୋକ ଙ୍କୁ ମାରିଲେ।ଦେଖ ଆଗକୁ କଣ ହେଉଛି
ଆମେ ସବୁ ପାଣ୍ଡିଆ କୁ କହୁଥିଲେ ଏବେବତଃ ବାହାର ଲୋକ ଆସକି ଓଡ଼ିଆ ASO ଙ୍କୁ ମାରିଲେଣି... ଓଡ଼ିଆ ଆଉ ଓଡିଶାରେ ସୁରକ୍ଷିତ ନୁହେଁଁ
Pandiyan tho avuri bodmas.Naveen babu Ku slow poison dahiki maruthilla.odisha lokomankoro bhagya ei Anyo Rastro ro loko asiki odisha ra raja
@@lopintimani9819 any proof na mana gadha kahani
ଏ ତ ବିଜେପି ସରକାର ଙ୍କ ଉପହାର... ଏ ଟ୍ରେଲର ମାତ୍ର.. ଆଗକୁ ଦେଖ କଣ ସବୁ ହେଉଛି
ସାତ ଦିନ ବିତିଗଲା ନ୍ୟାୟ କାହିଁ ?
Agaru pari , bebina etc. samasta nku nyaya mili thila .. ebe au kn kahaku nyaya miliba odisha re.
@@niksharma-ol8iisamastanku nyaya milib hele public jo din bujhibe neta kahar nuha
@@rabinarayannayak7951 ନିଶ୍ଚୟ ସାର
କଣ କହୁଛ ବାବୁ??? ତମ ହିସାବରେ ଆଗରୁ ନ୍ୟାୟ ମିଳୁ ନଥିଲା ବୋଲି ତ ତୁମେ ନ୍ୟାୟ ପାଇବା ପାଇଁ ସରକାର ବଦଳ କରିଦେଲ। ପୁଣି କଣ ହେଲା???@@niksharma-ol8ii
OTV and Argus and OR Chanel kuadegala ODIA ASMITA. God blessed all Kalinga staff
Ex Servicemen association should look after this matter .
ଅପେକ୍ଷା ରହିଲା ମୋହନ ସରକାର କଣ ଉପାଡ଼ିବ ଏଇ କେସ ରେ
କୁଆଡେ ଗଲା ଓଡ଼ିଆ ଅସ୍ମିତା 😅
ମାଡାମ ପୋଲିସ କେସ ଦିଅନ୍ତୁ... ନ୍ୟାୟାଳୟ ରୁ ନ୍ୟାୟ ଭିକ୍ଷା କରନ୍ତୁ
Jago odisha Jago
ବାନ୍ଧ,ସିଏ ଯିଏ ବି ହେଉ।
I can feel her pain in her eyes😰
BJP government odisha loka nku ghruna karanti...odia nka dukha bujhibaku kehi nahi.
ବିଜେପି କ୍ଷମତା ରେ ରହିଲେ ଗୁଣ୍ଡା ଗିରି ସୁନିଶ୍ଚିତ ରହିବ, ଛି ଛି ଛି
Please take action India government
Madam ame apnanka sathere achhu
ବିଜେପି ସରକାର ସମୟରେ ବିରଳ ଘଟଣା ଘଟୁଛି
Arrested him immediately..
Immediately Government should take action against culprit
ଓଡ଼ିଆ ଅସ୍ମିତା କହୁଥିବା ଲୋକ କୋଉଠି ସୋଇପଡ଼ିଲ,ଆମ ଓଡ଼ିଆ ଲୋକଙ୍କୁ ଅଣ ଓଡ଼ିଆ ଲୋକ ପୁଣି ଓଡ଼ିଶା ଗଭର୍ଣ୍ଣର ଙ୍କ ପୁଅ ମାରିଲା, ଉଚିତ୍ ନ୍ୟାୟ ମିଳିବା ଦରକାର, ଇଏ ହେଉଛି BJP ର ରାଜନୀତି
ଏ ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କୁ ଜଣାନ୍ତୁ l
ଏସବୁ ବିହାରୀ ଗୁଣ୍ଡା ଓଡ଼ିଆ ଅସ୍ମିତା ବିଜେପି ଶାସନ ର ।ଆଗକୁ ଭଗବାନ ଭରସା ।
FIR needs to be registered & Culprits must be arrested .
ଏ ସରକାର ଏଭଳି କମଜୋର, କେହି ମନ୍ତ୍ରୀ ଯଦି ଆସି କହନ୍ତି ଏ ସବୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ ll
ଓଡିଶାରେ ଓଡ଼ିଆ ମାଡ଼ ଖାଉଛନ୍ତି ଆଉ ଜଣେ ଭଦ୍ରମହିଳା ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଏଇ କଅଣ ଓଡ଼ିଆ ଅସ୍ମିତା ll ବିଜେପି ସରକାର ଆସିବା ପରେ ଲାଗୁଛି ଓଡ଼ିଆ ଶକ୍ତି ହୀନ ହୋଇଗଲେ ll ବଡ଼ ଦୁଃଖ ଓ ପରିତାପର ବିଷୟ ll କଂଗ୍ରେସ ଏକା ଲଢେଇ କରୁଛି ll ବିଜେଡି କୌଣସି କାରଣରୁ ରାଜରାସ୍ତାକୁ ଆସିବାକୁ ଡ଼ରୁଛି ll ଏଇ କଥା ବଙ୍ଗଳାରେ ହୋଇଥିଲେ ବଙ୍ଗାଳୀ ତାଙ୍କ ଶକ୍ତି ଦେଖେଇ ସାରନ୍ତେଣି ll ଏଇଥିପାଇଁ ବଙ୍ଗାଳୀ ମମତା ଦିଦିକୁ ଭରସା କଲେ ll ଓଡ଼ିଆ ବିଜେଡିକୁ ପ୍ରତ୍ୟାଖାନ କଲେ ll
ଏ ଜାତିକୁ କିଏ ବଞ୍ଚେଇବ?
Odisha want justice
Can odisha cm take against governor's son,is not ashmita,where is odisha bjp leaders
ई तो अभी ट्रेलर है आगे आगे देखिए पिक्चर अभी बाकी है
Governor should give justice.
ରାଷ୍ଟ୍ରପତି ଙ୍କୁ ଅନୁରୋଧ କର।
ଅତି ଶୀଘ୍ର ନ୍ୟାୟ ମିଳୁ
ଏହା ହେଲା ବିଜେପି ଦଳର ଗୋଲାମ ନେତାଙ୍କର ଔକାତ ଗୋଟେ କ୍ରମରତ ସରକାରୀ କର୍ମଚାରୀଙ୍କ ପ୍ରତି
ବିଜେପି ହଟାଓ ନ ହେଲେ ଦେଶକୁ ବଞ୍ଚାଓ
ଆଗୁରୁ ପାଟି କୁଆଡେ ଗଲା
ଏଇଟା ହେଉଛି bjp ର ଅସଲ ପରିଚୟ. ଆମ ଓଡିଶା କୁ ଆସି ଆମ ଓଡ଼ିଆ ଲୋକଙ୍କୁ ମାରିବେ ଆମ ଆମ ଓଡ଼ିଆ ଲୋକ ଚୁପ ଚାପ ରହିବେ ଏଇଟା ଠିକ ନୁହେଁ. ପ୍ରତିବାଦ କର ମୋର ସବୁ ଓଡିଶା ର ଭାଇ ଭଉଣୀ ମାନେ. ତୁରନ୍ତ ଆରେଷ୍ଟ କରାଯାଉ ଆଉ ଜେଲ ପଠା ଯାଉ.
PMO ku tweet kara..
A herd of goats led by a tiger is far better than the group of tigers led by goats.
Strange
Strange
ଏବେ ଆଉ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠୁନି
ଏହା ଓଡ଼ିଆ ଅସ୍ମିତା ର ଆରମ୍ଭ ମାତ୍ର ।
Cm sir please jaban sir nku nyaya milu
Ye haini kichi ye haini kichi....dekha aguku kana hauchi dekha aguku kana hauchi 😂😂😂...
Where is Sachibalaya karmachari sangha ? Why I A S & IPS Of Odisha are silent ?
ତା ପାଇଁ ଠେଲା ରିକ୍ସା ପଠାଇଲେନି VIP
Media bahi tika update huvo.side ra bahut noise asuchi,taya dhavra tik sa news suba javunahi
Otv kuade gale
Tumaku aaji bbsr railway station dekhichi katha hoichi
Pura ekachatrabadi sasana
Governer son କୁ ସୁରକ୍ଷା ଦେବାକୁ ଯାଇ ସରକାର ନିଜ ଗୋଡ଼ରେ ନିଜେ କୁରାଢି ନ ମାରୁ , ଅତୀତ ସାକ୍ଷୀ ଅଛି ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର କୁ ଏହି ଓଡ଼ିଶା ଭୁଶୁଡ଼ି ଦେଇଛି କ୍ଷମତା ରୁ , ନ୍ୟାୟ ବିଚାର ଓଡ଼ିଶାରେ ଠିକ୍ ରହୁ ନଚେତ୍ BJP ହଟାଇବାକୁ ବି ଲୋକେ ବେଶୀ ସମୟ ନେବେନୀ ।
Se toka ku age pita odisha aniki....OTV office ku vangi dia
Aau a video dekha a nahi,madam nija statement badaleesarileni
ଆମ କୁଜି ନେତା ମୀନେ ସବୁ ଓଲଟ ପାଲଟ କରୁଛଂତି ତମେ ସବୁ ଗୋଟେ ଗୋଟେ ମାହିଆ
ଛିଛି ବିଜେପି ଛିଛି
ଛି ଛି ଛି ଲଯା
CM Mohan Majhi should take it seriously & take proper action, otherwise people of Odisha will not excuse him.
ସିଏ କିଏ ବେ ଏତେ ସାହାସତାର ଓଡିଶାକୁ ଆସି ଓଡିଆ ଙ୍କ ଉପରେ ଦାଦାଗିରି ଦେଖଉଛି
Odish people always be with you
Respected cm of odisha , give justice to baikunthnath very quickly.
Bahut kastare jiteithilu
Raghubir das should resigned forthwith.
Kanoon achhi nischay nyaya miliba ,aji nahele 5 Barsha pare
Shame shame 😞
Nya miliba nahele odisha band dakara diajiba
Argus news and OTV kuade gala tama news Re A khabar nahi 😅😅😅
ASO nku transfer kahinki karagala
Cm BJP and governer BJP what do this case ......
Governor s son is not above law.He should be arrested as he misbehaved a govt.police officer.Governor should also interfere in the matter instead of remaining silent.
Hau dekha kn hau6i....
ସବୁ ଜଣା ପଡ଼ିଯିବ, ଠିକ୍ କି ଭୁଲ୍, ସରକାରୀ ଚାକିରିଆ ମାନେ ଠିକ୍ ରେ ନିରପେକ୍ଷ ହେବା ଦରକାର
Definitely arest to acuse
ଓଡିଆ ଅସମିତା କହୁଥିବା ଗାଂଡିଆ ସବୁ ଗଲ କୁଆଡେ ? ହଇରେ ସବୁ ଗାତରେ ଲୁଚିଛ କି ବେହିଆ ତମେ ତମର ବାପା କେତେଟା?
ଆଗକୁ ସବୁ ବିଜେଡି ପୋଲିସ ଚମଚା ସୁଧୁରି ଯାଅ ଆଉ ମନ ଇଚ୍ଛା କାମ ଦବନି 👍
Odia Asmita 😂😂😂😂😂😂
Chief secretary non odia.Eita ki odia osmita
Odisha re khali ref muder
Odisara loka lanchua
Odisara mahatgala.ba ba kalia
Se argus news kuade gala
Only Odisha re Naveen sir good cm 2029 ku bjp hatao Odisha bancao
To cm of odisha, give protection safety n security to baikunth n his family. Pl. Take immediate steps n arrest the misguided son of hon'ble governor of odisha. Pl.do not delay.
ଏବେ ତ ଷ୍ଟାର୍ଟ ହେଲା ।
ଅପେକ୍ଷା। ଏବେ ଗୁଜରାଟ ରୁ ଆସିବେ ଓଡ଼ିଆ ଅସ୍ମିତା କୁ ଧୁଳିସାଥ କରିବା ପାଇଁ।😢😂😢
Madam apana dara ntu nahi apana nka sathi re odisa basi achha nti
Maa tomo jaya kahucho taya tikk.leader manoko opakya tankoro relatives ko mohanga bodijavuchi.
Ex service hoei kahiki service kala
ଆଇନି କାନୁନୁ ଅଛି ସେ ଯିଏ ବି ହଉ ଭୁଲ୍ କଲେ ଦଣ୍ଡ ସମସ୍ତଙ୍କୁ ଦଣ୍ଡ ମିଳିବ ସେମାନେ ଙ୍କୁ ଆମ ଓଡ଼ିଶାର ଜନତା govt power ଦେଇ ଛନ୍ତି govt kama କରିବାକୁ ନାକି ଗୁଣ୍ଡା ଗର୍ଦୀ ରାଜ୍ୟ ପାଲଙ୍କୁ ଏ ତିକି ଅନୁରୋଧ ଯେ ଆପଣ କୌଣସି ଗୁଣ୍ଡା ନୁହନ୍ତି ଆପଣ ଆମ ଜଗନ୍ନାଥ ଙ୍କ ଦେଶର ବା ଆମ ଓଡ଼ିଶାର ପ୍ରଥମ ନାଗରିକ ସେଭଳି କରିବା ନିନ୍ଦନିଅ ଜୟ ଜଗନ୍ନାଥ
Thik heaichi
Rajyapala ra Pua hela kn hela.. Se emiti kie ki.. Ama President nka pila mane kemiti simple se rahuchanti... Rajyapala nije nija pua ki sanskar dei sikhini se kn Gote Rajya ra Rajyapala heba.. Resign deiki Gharaku Jao aaga
pasteibe agaku bhabisat apankar lamba achhi sir se afisernk god dhriki bhulmagntu au jeljaiki salendarkarntu nijaku apan Mane amitihele amekan sikhibu jay jay jay odisa
Eia ki type ra sasan
Se governor pua boli kn jahaicha sabukariba, se salaku vitare pureidia, 7 days vitare rakhidia, sabuthik heijiba,
ରାଜ୍ୟ ପାଳ ପୁଅ ମାରିଲେ ASO ଙ୍କୁ ASO କିଛି କହିଲେ ନି କଣ ପାଇଁ ଗାଣ୍ଡିରେ ଦମ୍ ଅଛି ଆମ ଓଡ଼ିଆ ସାଧାରଣ ଲୋକ ଙ୍କ ଦେହରେ ହାତ ମାରିକି ଦେଖ ସେ ASO ଙ୍କ କିଛି ଭୁଲ ଅଛି ବୋଧେ
In what capacity governer s son slapped and kicked our odia 😮😊son congess and bjd have good concern I being a iaf personnel we demand proper enquiry and intimate the news to rajnathsing defence minister
Mohan mahji gote chora
Odia ashmita 😄
Pandita pua mankad marile .....,
Odia Asmita ra hatya naheu
@@yogeswarpradhan2689 ବିଜେପି ତ ଓଡ଼ିଆ ଅସ୍ମିତା ଦ୍ୱାହି ଦେଇ କ୍ଷମତା କୁ ଆସିଛି..ଏ ଘଟଣା ରୁ ଦେଖାଯାଉ ଓଡ଼ିଆ ଅସ୍ମିତା କିପରି ରକ୍ଷା ହେଉଛି
ଜୟ ଜଗନ୍ନାଥ
Ye ta padia ra baapa nikla .....😂😂
ବଡ ଵାପ ର ପୁଅ ତାର ଗର୍ବ କୁ ଦୂର କରାଯାଉ
A gay apne oukat me...
Bada Thakura nei jeu bhali patikriya dei chanti odisha bjp sarkar tanka thue sadaran janta besi asha kariba thik nuhe
କଆଡେ ଗଲା BJPର ନିରମଳ ଶାସନ
Rajyapal ra power nahi nya deba pain jaldi raghubar resign BJP chal reraghubar fulluchi jaldi bhaga
Bjd ehaku nei ki rajniti karuchii
Didi nya mileb. Nhile Odisha re niha jalib. Mo bhand srkar. Magiya. Bed chuaa as ladib. Pakistan sangre
Bjp ganatantra hatyakari dala
We are with you sister....
If we ignore this Odia Asmita will be in danger by Jumla party