Am from Angul but Cultural and emotion difference between both western and eastern Odisha is sky-land difference...Western Odisha people are more strict on non social activities, innocent and simple. Eastern odisha language (Book language)is more of like a jatra party with most of the words are without halant
Ita samvalpuri nei se Bhasa Kalahandia ar kapada Habaspuri.. Stop imposing Sambalpuri identity over our Kalahandia.. Jai Maa Manikeswari.. Jai Maa lankeswari
Dada kai koucha go aame sabu odia se kala hadi heu ki sambalpur heu aame sabu odia sambalpur odia sang Kalahandi bi odia song bhubaneswar odia song Aame Sabu odia Jay jagannath 🙏🙏
କିଏ କିଏ ସମ୍ବଲପୁରୀ ସଙ୍ଗ କେ ପଶନ୍ଦ କର୍ଷ ଲାଇକ କର ,👍👍👍
L
@@AshokGuru-e1e mui nai kare 😆👉
ruclips.net/video/JDIEkNwzcRs/видео.htmlsi=NipIpoZe57HeBZIV
Mui ho
Suipada re ba katapa mamu pitba
ସତେ ପଶ୍ଚିମ୍ ଓଡ଼ିଶାର ପରମ୍ପରା, ଭାଷା ଆର୍ ଗାନା ସବୁନୁ ଅଲଗା ଥିସି ❤️🥰🙏🏽 I always support Western Odisha ❤ Love from Dhenkanal.
Thanks Western odisha k love karthi bar lagi
Thank dada aamar Kalahandi ke support karithibaru
ଭାଇ ଓଡ଼ିଶା ଗୋଟିଏ। ଆମେ ମାନେ ସବୁ ଓଡ଼ିଶା ମା ର ସନ୍ତାନ। ତ ପୂର୍ବ କି ପଶ୍ଚିମ କହି ଓଡ଼ିଶା କୁ ଭାଗ କର ନାହିଁ ।
ଜୟ ଓଡ଼ିଶା ଜୟ ଓଡ଼ିଆ
Jai Koshal
Am from Angul but Cultural and emotion difference between both western and eastern Odisha is sky-land difference...Western Odisha people are more strict on non social activities, innocent and simple. Eastern odisha language (Book language)is more of like a jatra party with most of the words are without halant
ମତେ ସବୁଠାନୁ ଅଧିକା ଭଲ୍ ଲାଗଲା ଯେ ଆମର ସମ୍ବଲପୁରୀ ବସ୍ତ୍ର ପୋଷାକ ବ୍ୟବହାର କରାଯାଇଛେ ଯେ 🙏🙏🙏
Susa
P00poppppk9pppp0p0p0p let us koo0pp0000l000oo9o99oopoooól0pllllllllll
Ita samvalpuri nei se Bhasa Kalahandia ar kapada Habaspuri.. Stop imposing Sambalpuri identity over our Kalahandia.. Jai Maa Manikeswari.. Jai Maa lankeswari
କଳାହାଣ୍ଡିଆ ଭାଷା ବହୁତ୍ ବଢିଆ ❤
କଳାହାଣ୍ଡି = Art Basket of Odisha
ଈ 7 ମିନିଟ୍ ର ଭିଡିଓ ଲାଗି ଆମେ ପୁରା ଟିମ୍ ବହୁତ୍ ମେହେନତ କରିଛୁଁ । ବାକି ସବୁ ରହେଲା ମାଁ ମାଣିକେଶ୍ଵରୀ ଆଉ ଆପଣ ମାନଙ୍କର୍ ଉପରେ କୀ ଈ ଗୀତ କେ ଆପଣ ମାନେ କେତେ ଦୁର୍ କେ ନେବେ। ♥️🙏🏻
We Love Kalahandi🫶
Ek number
♥️🙏♥️
Ek number Dada... All setup music blockbuster Heu.... Super Hit.... Ek number
Super super ❤❤❤❤
Nice accting nice song & best of luck all of you
ବହୁତ୍ ବଢିଆ ଲାଗୁଛି
Jay Kalahandi
Jay maa ମାଣିକେଶ୍ବରୀ 🙏
Jai maa manikeswari 🙏
Jai kalahandi 🙏
@@pinku881 🙏🙏🙏ଜୟ ମା ମାଣିକେଶ୍ଵରୀ 🙏🙏🙏 🙏ଜୟ ନୂଆପଡା 🙏🙏
Jay Jagannath
@@kunucharanbeherabankaapur3787❤❤❤
I❤ KALAHANDI
Lyricist, Composer, Musicians, Dancers, Actors, Singers, DOP ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ।
Love you all❤️
Thanks 🙏
ପାଷ୍ଟ ଟାଇମ କଳାହାଣ୍ଡି ଜିଲ୍ଲା ନେ ବହୁତ ସୁନ୍ଦର ଗୀତ ହୋଇଛି 👍👍
🙏𝗝𝗮𝗶 𝗠𝗮𝗮 𝗠𝗮𝗻𝗶𝗸𝗲𝘀𝘄𝗮𝗿𝗶🙏
𝗜 ❤𝗞𝗔𝗟𝗔𝗛𝗔𝗡𝗗𝗜
ବହୁତ ଭଲ ହେଇଛେ ଗୀତ ❤❤❤
ଜୟ ମାଁ ସମଲେଶ୍ୱରୀ 🙏🙏🙏
ଜୟ ମାଁ ମାଣିକେଶ୍ଵରୀ 🙏🙏🙏
Jay maa manikeswari 🙏
@@KBOfficialODISHA 🙏🙏🙏
ବହୁତ୍ ବଢିଆ Kumar brother,drona ଦାଦା 🕺🏼🙏🏼💙😍👌🏼👍🏼 ଏକ ନମ୍ୱର୍ 💪🏼🤩✊🏼Proud To Be Kalahandi a ପିଲା 💙💙
❤
Thanks 🙏
😊q😊😊@@KBOfficialODISHA
❤se thanks brother
5:14
9ii8Q62l😊@@KBOfficialODISHA
କିଏ କିଏ କଳାହାଣ୍ଡି ନର୍ଲ। ବ୍ଲକ ନୁ ଦେଖୁଛ ❤❤❤❤
A mae dekhu6u bhai
Ame narla ra dekhuchhu
Mui b hooo bhai😅
Agnya mui😂
Aamor TH.Tampur block nu dekhuchhu
ଆମେ ସୁନ୍ଦରଗଡ ନୁ ଦେଖୁ ଛୁଁ ଗୋ 😘😘
O Achha❤
ଗୀତ ଟି ବହୁତ ଭଲ ଲାଗୁଛି । ଏ ଗୀତ କୁ Audio ରେ ଶୁଣିଥିଲି ଆଜି video ରେ ଦେଖିଲି। ଖୁଶି ଲାଗିଲା । ମୁଁ ଜଣେ ଆଦିବାସୀ । ଏବଂ ଏ "ଘୁମୁରା" ବାଦ୍ୟ ଟି ମୋ ଜାତିର ପ୍ରତୀକ ❤️ ଢେଙ୍କାନାଳ
I love keonjhar❤ jay adibasi🎉
@@RangalataDehury-ei9ru 😃😃
ñ
liiiuiuuiiiijjjhjl.pppp😊@@SoumyaDehury-ig1ig
Priyanka mohapatra ❤❤😅❤😂😂😂😂😂
@@RangalataDehury-ei9ru 😃😄😃
ମୁଁ ଜଗତସିଂହପୁର , ସଙ୍ଗୀତ ଡାନ୍ସ ଜବରଦସ୍ତ୍ ହେଇଛି ପୁରା କ୍ଲାସ୍ , ଏପଟେ ଭସାଣିରେ ବୋବାଲ୍ 🔥 ଗୋଟେ like ହଉ ଜୟ ଜଗନ୍ନାଥ ଭାଇମାନେ
Jai Jagannath 🙏
ସତରେ ଗୀତଟି ବହୁତ ବଢ଼ିଆ ହୋଇଛି । ଢ଼େର ସାରା ଭଲ ପାଇବା ଏହି ଗୀତ ଟିକୁ 🥰🥰🥰💕💕🎉🎉 (କେନ୍ଦ୍ରାପଡ଼ା)
କେନ୍ଦୁଝରିଆ ଟୋକା ଆମେ ☺️❤
ଅତି ଆକର୍ଷଣୀୟ ପରିବେଷଣ.... ଆମ୍ଭର କଟତ୍ପା ଅତି ସୁନ୍ଦର 🥳🥳🥳🥳🥳🥳👍
ଗାନା ଲେଖକ no1👌❤️
I from nabarangpur
Nice
right bro
🎉🎉🎉😮❤❤❤
ଯେତେ କଳାହାଣ୍ଡିଆ ସବୁ ଲୋକର Dil ❤ ଥି ଖାଲି ଗୋଟେ ହିଁ ଆମେ କଳାହାଣ୍ଡିଆ ଘୁମ୍ରା ଧରି ଆଈମୁ ବା
ରାତି
🙏🙏
@@KBOfficialODISHA
999
99k
✋✋🐟😄😊@@KBOfficialODISHAm😮😮😢😮😮x,,cx0000000ivcccc
@@nishabibhar6303 Sat katha Te Kahela ❤️
@@kandhpila_jagabhoi sat aaye naa 🙂
କଟପପା ଯିଏ ରୋଲ୍ କରିଛି ସେ ପ୍ରକୃତ ରେ ଭିଲେନ୍ ରୋଲ୍ ପାଇଁ ଉପଯୁକ୍ତ ଓଡ଼ିଶା ରେ ବହୁତ talent ଏକ୍ଟର achanti ତାଙ୍କୁ ନେଇ ଫିଲ୍ମ କଲେ ସୁପର ହିଟ ସିନେମା ହେବ
ଜାଣା ହେଲେ ବି ଆମର ପଶ୍ଚିମ ଓଡ଼ିଶା ର ଗୀତ ଗୁଟେ ଅଲଗା ଆଏ❤❤❤❤❤
❤❤d dugg😊 FCC🎉
Jai kosal
Hnn ta Pura thi❤❤
Jai khosal❤
ସୁପର ହିଟ୍ ଗାନା ହୋ😮 ପୁରା ଦୂଳକିଜିବା ଗାଁ ସାତ ଥର ଦେଖିଲିନା ବଢିଆ ହେଇଛେ💥🥳♥️
କିଏ କିଏ କଟପା କେ ପସଦ୍ଧ୍ କରସ୍ like କର ❤❤
Pasad nai se dada pasand
@@SekharNaik-mo2rp hmm
HAJE LIKE DARKAR KENA❓
Army
Army
ଯେନ୍ ଯେନ୍ ମାନେ ବରଗଡ ରୁ ଦେଖୁଛ ଲାଇକ କର❤❤❤❤
ଆମେ ସଭେ କଳାହାଣ୍ଡିଆ ଭାରି ବଢିଆ ❤️ ❤️❤️❤️👌
କଳାହାଣ୍ଡି ର ବିରବାଦ୍ୟ କେ ସମ୍ମାନ ଦେଇ ଥିବାରୁ ଧନ୍ୟବାଦ୍।।ଏକ ନମ୍ୱର୍ ଗୀତ ବରାତି ଗଲେ ଘୁମାର ନେଇ କରି ଯିବାର କଥା।।
🙏🙏
Sabu thanu e gita bhal lagla mui kahahandia nai se hele bi mate bhal lagsi
ଆମର୍ କଳାହାଣ୍ଡି ଗୀତ 10 ମିଳିଅନ୍ ହେଇଯାଇଛେ ଦିଲ୍ ପୁରା ଖୁଷ୍ ହେଇଗଲା ❤❤❤❤❤❤
ଅଭିଜିତ ମଜୁମଦାର ବହୁତ ସୁନ୍ଦର୍ compose କରିଛନ 🙌🙌
କଟପା ର ଡାନ୍ସ ମାନବ।ର କେ ପଡ଼ବ। ❤❤ Bahut ସୁନ୍ଦର ଡାନ୍ସ
Sz kar diya 😢😢😢😢😢😢
Jete helebi kalahandi bhawanipatna ra pila pare.jay maa manikeswari
Sn u sn❤🥀🥀🥀🥀
Sk ifsbiv
😮 6:30 l
ମସ୍ତ ଲାଗୁଚେ ଦା😍😍😍😍😍
য়😮এফজি
ଯଦି ଓଡ଼ିଶା ଗୋଟେ ଶରୀର ହୁଏ ତେବେ ପଶ୍ଚିମଓଡ଼ିଶାର ପରମ୍ପରା ଏହାର ହୃଦୟ❤
Chikan katha kahikari Upanibes baneicha paschim Odisha k
@@Ndu-ik1cu ସେଟା political ହେଇ ପାରେ
କିନ୍ତୁ ଆଜି ବି ଏପଟେ କୌଣସି function ହେଲେ ପଶ୍ଚିମ ଓଡ଼ିଶା ର ଗୀତ ରେ ଡାନ୍ସ ନ ହେଲେ ସେଇଟା function ଭଳି ଲାଗେନି
@@chandramadhabdash6908 Sete jadi vala paucha ta Haldhar Sirnka lekha padha hauni kahiki
Khali famfa katha re nuhe reality re reflect heba katha
😅😅 appn😊😊@@Ndu-ik1cu
lllllllllllljnnnbbbv oo
କଳାହାଣ୍ଡି ଜିଲ୍ଲା ରେ ଜନମ ହେଇ ଗରବ ଲାଗୁଛେ ଭାଇ ମକେ
Jay Maa ସମଲେଇ bhai ame balangiria❤❤
ଅତି ସୁନ୍ଦର ❤❤। ଜୟ କଳାହାଣ୍ଡି❤❤
ପୁରା ଏକ ନମ୍ବର ଗୀତ ହେଇଛି ❤❤❤
🎉❤❤❤
Nilhilrana❤❤❤🎉😮😊
ବହୁତ ସୁନ୍ଦର ହେଇଛେ ଦାଦା ମାନେ ଆହୁରି ବହୁତ ଆଗକୁ ଯାଅ ମା ମାଣିକେଶ୍ଵରୀ ପାଖରେ ଏତିକି ପ୍ରାର୍ଥନା 🙏❤❤❤
Bdstis
ମୁଁ ମୟୂରଭଞ୍ଜ ରୁ କହସି ବୋ ❤❤❤❤❤❤
ବହୁତ ବଢିଆ ହେଇଛି ପୁରା ଓଡ଼ିଶା ଝୁମିବେ❤❤❤❤❤
😂❤
ଜୟ ମାଁ ମାଣିକେଶ୍ବରୀ ମାଁ କୃପା କରନ୍ତୁ ମାଁ 🌺🌺🌺🔱🔱🔱🪔🪔🪔
Jay maa manikeswari 🙏
😊😊😊😊😊😊😊😊
😊😊@@KBOfficialODISHA
@@KBOfficialODISHA😊
%%😊@@KBOfficialODISHA
Drona sir
Dil khus🙏👏👏👏👏
Au lyrics😀pura ek num
ମୟୁରଭଞ୍ଜ ରୁ ଦେଖୁଛେ ଭାଇ ମାନେ ❤❤❤❤
ବହୁତ ସୁନ୍ଦର ହେଇଛେ 👏🏼👏🏼👏🏼
ବହୁତ୍ ସୁନ୍ଦର ଗୀତ ହେହିଚେ ଆଉ ଡାନ୍ସ ବି ବାର ବାର ଦେକଲେ ବି ବୋର୍ ନାହିଁ ଲାଗବାର ❤
ବହୁତଭଲ ହେଇଚେ ଫାଷ୍ଟ ଟାଇମ୍ ଏନ୍ତା ଗିତ ଶୁନ୍ ବା ମି ଲୁଚେ ଏନ୍ ତା କଲା ବଯାଇ ରଖ ଜୟ କଲାକାର୍ ❤❤❤
ବଲାଙ୍ଗୀର ରୁ କିଏ କିଏ ଦେଖୁଛ❤
Mue daa
Mui
Mui
@@gameritachi093:29 😮
Mui bi ho daa
ବହୁତ୍ ବହୁତ୍ ସୁନ୍ଦର୍ ଗୀତ ଗାନ କରାଯାଇ ଛେ କୋଶଳୀ ସମ୍ବଲପୁରୀ ❤🎉❤
Mind blowing song & video 2:11 😇😍❤️👌Jay maa manikeswari🙏🙏
Jai maa manikeswari 🙏
Sateke
Jay maa manikeswari
ଖେଳ ଆଏ dron ଦାଦା❤
Besh besh hela j🔥🔥🔥
କଲା ହାଣ୍ଡି ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ ବହୁତ ଭଲ ଲାଗିଲା ❤❤❤❤
ପୁରା ଏକ୍ ନମ୍ବର ❤❤
❤ ଆମେ ନୂଆପଡ଼ିଆ ❤
ଜୟ ମାଁ ମାଣିକେଶ୍ବରୀ 🙏🙏🙏
Jai maa manikeswari 🙏
🙏🏻🥰🌺🌺🌺
Jay maa manikeswari❤❤
ବହୁତ ସୁନ୍ଦର ଗୀତ. ନାଚି ଭି ଏକ ନମ୍ୱର ହେଇଛେ 👌👌👌👌
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି
ବରାତିର୍ procession ଲାଗି perfect song ଆଏ ।✅📌
ଗୀତ ଲେଖୁ କେ ମୋର୍ ❤❤❤ ସେ ଜୁହାର ଭାଇ ପୁରା traditional ନେଇ kari ବନି6e
ଅତିସୁନ୍ଦର 👌🤟
ଫାଷ୍ଟ ଟାଇମ୍ କଳାହାଣ୍ଡି ଜିଲ୍ଲାରେ ବହୁତ ସୁନ୍ଦର ଗାନା ହେଇଛି
First time neise bhai bahut hit gita achhe
Ame Kalahandia bhendia rasia pila many more
Wrong Bhai,
bahut enta Kalahandi geet ache
Sola tue fast time Kalahandia song sunichhu badhe jai Kalahandi jai koshal rajya
Fist time nuhe ketethar
ମୁଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରୁ ଭାଇ। ଗୀତ ପୁରା ବୋବାଲ ହେଇଛି ଭାଇ। Katapa ମାମୁଁ ଙ୍କୁ ମୋର ନମସ୍କାର ଯାଇଦେବ। କେବେ ଭବାନୀପାଟଣା ଗଲେ ମିଶିବାକୁ ଯିବି katapa ମାମୁଁ ଙ୍କୁ। 🙏❤️☺️
t2
କଳାହାଣ୍ଡି ର ଫେମସ ସଙ୍ଗ ❤ଜୟ୍ କଳାହାଣ୍ଡି
@@mkgamer6594 Mor Kalahandi Make Sundar ❤️🙏
🎉🎉🎉🎉
❤❤❤@@ytgourabgp523
ଭାଇ ବହୁତ୍ ଭଲ ଗୀତ ସତେ ଜେନ୍ତା ଲାଗୁ ଛେ କି ଗୀତ ସୁନି କରି ଏବେ ଆକା ନାଚି ଦେତି ❤❤❤❤❤❤ I love Kalahandi and katapa daa ❤❤❤❤❤❤❤❤
.😊😊😊😊
ଏକ୍ ନମ୍ବର ହେଇଛେ 👍❤❤
Mu Kalahandi ର ଏ ଗୀତ ର ତାଳ, ସୁର, ଲୟ ନୃତ୍ୟ ବେଶୀ ଉଛ କୁଟୀର ଆଉ ମୋ ହୁର୍ଦୟ କୁ ଛୁଇଁଲା
ଆଜି ପ୍ରଥମ ଥର ହୃଦୟ ରୁ Comment' କରିଛି , ନିଃ ସ୍ବାର୍ଥପର ହିସାବ ରେ...?❤❤❤
Ek number heichhe se song taa🎉🎉❤❤❤
❤ କେନ୍ ଜିଲ୍ଲା ନେ ସମ୍ବଲପୁରୀ singer ମାନେ ବେଶୀ ଅଛନ ଯେ କହ ❤❤❤
Bohot khub Sudarshan dada...Gurudev for a reason ❤❤❤❤
୩୦.୦୦୦୦୦ ଲକ୍ଷ ଆଜି ହିଁ ହେଇ ଯାଉ ❤ jai Maa Manikeswari
Jay maa manikeswari 🙏
ଗଜପତିରୁ ଢେର୍ ସାରା ପ୍ୟାର୍ ଆଉ ଭଲପାଇବା ❤❤
ଗଜପତିରୁ ଯେଉଁମାନେ ଦେଖୁଛ like କର 👍⭕‼️⭕
Feel the magic of sambalpuri music "ସମ୍ବଲପୁରୀ ଗୀତ ର ଯାଦୁର୍ ଆଗେ ସବୁ ଫିକା"
❤❤❤
Dada kai koucha go aame sabu odia se kala hadi heu ki sambalpur heu aame sabu odia sambalpur odia sang Kalahandi bi odia song bhubaneswar odia song Aame Sabu odia Jay jagannath 🙏🙏
ଏତେଦିନପରେ ଆମର କଳାହାଣ୍ଡି ର ଗୀତ ଶୁନଵାକେମିଲା ଷବୁ ଜିଲ୍ଲାର ଗୀତଵାହାରୁଥିଲା ଖାଲି ଆମର କଳାହାଣ୍ଡି ଛାଡିକରୀ❤❤😊
ମୁଇଁ ଗୋଟେ କଳାହାଣ୍ଡିଆ ବଳି ଗରବ୍ କରସି ♥️ ଜୟ କଳାହାଣ୍ଡି ✌️
Dil ଗର୍ଜି ଯାଇସି ଅଭଲିଆ ଗୀତ ସୁନଲେ ଆଉ ନିଜ କେ ଗର୍ବ ଅନୁଭବ ହେସି ଆମେ କଳାହାଣ୍ଡି ଭଳି..... Love you Kalahandi ❤❤❤
ବହୁତ୍ ବଢିଆ ହେଇଛି ଦାଦା ❤❤🎉🎉🎉😊l😅😅😅
❤ଜୟ ଜଗନ୍ନାଥ ମାଲିକେ ଭଲରେ ଥାଆନ୍ତୁ ସମସ୍ତେ ଚକା ଡୋଳା କରୁଛି ଲିଳା ମାଲିକେ 🙏🙏🙏
Bahut badhia heiche sudarshan bhai 👍👍👍
💖
ବହୁତ ସୁନ୍ଦର ଲାଗିଲା Ho 😊🥰🤗☺️😙😙😙ଆଉ ଏନ୍ତା ଗୀତ ମାନେ ବନେଇବ 😊
Ek number heiche❤❤👌👌👍👍
Ek number song bro ...from junagarh block 🎉🎉🎉
କଲାହାଣ୍ଡିଆ ❤ ପିଲା ମାଡିଚାଲ😀😀👈👈
ଆମର ମାଟି ଆମର ପରମ୍ପରା ଆମର କଳା ❤❤❤❤❤❤❤🎉🎉🎉
Badhiya haiche drono daa, prakas daa,hs bhai❤️❤️❤️
ETA hey pare Kalahandia jalba
I ❤ Kalahandi😍🔥✌️
Uuueyeuju❤hduejujud
Ek dum badhiya heiche ❤❤
ବଢିଆ ଲାଗଲା ହୋ ଜବରଦସ୍ତ ଫୁଳ୍ଲ ବୋବାଲ 🥰🥰👌👌👌👌❤️❤️❤️
Ek number 👌👌👌 SUPERHIT SONG 🎉🎉
ଆଜି କିଏ କିଏ ଦେଖୁଛ ଭାଇ ଭଉଣୀ ମାନେ like କର ଜୟ ମା ମାଣିକେଶ୍ଵରୀ
Jay maa manikeswari 🙏
ଅତି ସୁନ୍ଦର ଜୟ ଜଗନ୍ନାଥ ❤
Jay Jagannath 🙏
😅0😢😂😂😂😂
❤❤❤q❤❤@@KBOfficialODISHA
😊😊😊😊@@KBOfficialODISHA
ବହୁତ୍ ବଢିଆ ଲାଗୁଛି ଇ ଗୀତ ଟା ସବୁବେଳେ ସୁନୁଥା ଲେଖେ ଲାଗୁଛି, ମୁଇ ସମ୍ବଲପୁର ରୁ ସୁନୁଚେ ଆଉ ତମେ???
Ek number ❤bahut badhia heichhe 😍
EK number 🎉🎉🎉🎉❤❤❤❤
Thanks 🙏
ବହୁତ ସୁନ୍ଦର ଗୀତ ହେଇଛେ ଆଉ 6:16 ଡଏନ୍ସ ଆମେ ବି କଳାହାଣ୍ଡିର
🤗🤗💞💓💗💖💝👍🙏
ଜିଏ ଏହି ଗୀତ ଶୁଣିବ ସେ ନିହାତି ନାଚିବାକୁ ମନ ହବ ଦମଦାର ଡାନ୍ସ କଲାଭଳିଆ ଗୀତ ❤❤❤❤❤❤❤❤❤❤
Zabardast hei chhe 🔥💥💓
Bahut badhiya katha song re jete words achhe seta chitra madhyamare dekhba k milichhe sabke Bahut Bahut dhanyabad ❤❤
Khatarnak choreography heiche dada with execution n dance n editing....❤❤❤❤❤...
Mor bahen aae Snigdha thanku bhuski
@@SudarshanBivar bahut jaldi 1 million views heba dada.....
I love you କଳାହାଣ୍ଡି ❤❤❤❤❤😊😊😊🎉🎉
❤❤❤❤😂🎉😢😮😮😮😅😅😊😊😊😊😊😢
❤😂🎉😮😅😊😅😮😢🎉😂❤
କଳାହାଣ୍ଡିଆ ପାର୍ଟି କମେଟ୍ କର 👍 super song
Hrufhi❤
Ananta Daa ra Shooting jabardast ...kalahandia bhenia mane like mara ❤❤❤❤
super video 👌👌👌
Sambalpuria Mane like karo 🔥🔥 SAMBALPURIA Only, ସମ୍ବଲପୁରୀଆ ମାନେ ଲାଇକ କର ,❤❤ଜୟ ମା ସମଲେଇ 🎉❤❤