Mallika Devotee's Excellent Solution | Malika Bichara | Satya Bhanja

Поделиться
HTML-код
  • Опубликовано: 6 сен 2024
  • #Malika #ମାଳିକା #SatyaBhanja
    For Malika Book
    Visit: satyabhanja.in/
    ----------------------------------------------
    Subscribe Now:
    / satyabhanja
    Follow on us:
    Facebook: / satyabhanjaofficial
    Twitter: / satyabhanja
    Telegram: t.me/satyabhanja
    LinkedIn: / satyabhanja
    Instagram: / satyabhanja
    Website: satyabhanja.in

Комментарии • 674

  • @SatyaBhanja
    @SatyaBhanja  3 года назад +51

    To watch More videos Related to This Content Join Telegram. Click here👇 t.me/satyabhanja

    • @suvendutripathy7355
      @suvendutripathy7355 3 года назад +6

      ଆପଣଙ୍କର ପ୍ରୟାସ ଜାରି ରହିଛି ବୋଲି ଆମେ ବହୁତ୍ ଆନନ୍ଦ ଉପଲବ୍ଧି କରୁଚୁ

    • @rinkun8864
      @rinkun8864 3 года назад +6

      Jai ma durga

    • @tapasahu9066
      @tapasahu9066 3 года назад +3

      Mu debagadia debananda pradhan.

    • @tapasahu9066
      @tapasahu9066 3 года назад +4

      Thanks bhai

    • @kcbiswal5712
      @kcbiswal5712 3 года назад +1

      Jay jagaran ath

  • @durgamadhav9613
    @durgamadhav9613 3 года назад +32

    ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ଆପଣ ବି ବାଲ୍ୟ ବୟସ ରୁ ଈଶ୍ୱର ପଥଗାମୀ ହୋଇଛନ୍ତି ! ଆପଣଙ୍କର କଥାର ମର୍ମ ଏବଂ ଏହାକୁ ପ୍ରକାଶ କରିବାର ଭଙ୍ଗୀ ଜ୍ୱଳନ୍ତ ଉଦାହରଣ ! ଧନ୍ୟ ସେଇ ଜନ୍ମଦାତ୍ରି ମା, ଧନ୍ୟ ପଞ୍ଚସଖା ଙ୍କ ଲୀଳା, ଧନ୍ୟ ତୁମେ ପୁଣ୍ୟାତ୍ମା 🙏

  • @kanchannayak9515
    @kanchannayak9515 3 года назад +129

    ପ୍ରକୃତ ଭକ୍ତର ଲକ୍ଷଣ ଏବଂ କଥା ଏଇମିତି ହେବା ଆଵଶ୍ୟକ । ଧନ୍ୟବାଦ ସେହି ପୁଣ୍ୟଗର୍ଭା ମାଆଙ୍କୁ । କେତେ ଜନ୍ମର ପୁଣ୍ୟ ବଳରୁ ଆପଣଙ୍କ ପରି ପୁତ୍ରକୁ ଜନ୍ମ ଦେଇଛନ୍ତି । ଶତ ଶତ କୋଟି ପ୍ରଣାମ ଉଭୟଙ୍କୁ ।

    • @archanathesingercummotivat1495
      @archanathesingercummotivat1495 3 года назад

      ସତରେ ଠିକ୍ କଥା ।

    • @AsdfAsdf-os5kt
      @AsdfAsdf-os5kt 3 года назад +1

      U comet very nice

    • @kanchannayak9515
      @kanchannayak9515 3 года назад +3

      @@AsdfAsdf-os5kt ମୋ କମେଟ very nice ନୁହେଁ ପ୍ରକୃତରେ very nice ଆଜିର ଭକ୍ତ । ସତ୍ୟ ଭାଇ ଚ୍ୟାନେଲରେ ବର୍ଣିତ ମାଳିକା ଭକ୍ତଙ୍କ ମଧ୍ୟରେ ଆଜିର ଭକ୍ତ ସମ୍ପୂର୍ଣ୍ଣ ଭାବରେ ନିଆରା । ପ୍ରକୃତରେ 1 ନମ୍ବର ଭକ୍ତ । ସତ୍ୟ ଭାଇ ମୋ ମତରେ ଆଜିର ସାକ୍ଷାତକାର ଆପଣଙ୍କର ସଫଳ ସାକ୍ଷାତକାର ନିଶ୍ଚୟ । ଜୟ ଜଗନ୍ନାଥ ।

    • @AsdfAsdf-os5kt
      @AsdfAsdf-os5kt 3 года назад

      Apananka bhabana bahu uchare... 🙏🙏🙏 thenks

    • @kanchannayak9515
      @kanchannayak9515 3 года назад +1

      @@AsdfAsdf-os5kt ପ୍ରକୃତରେ କଥା ସେଇୟା ନୁହଁ । ସବୁ ଭଗବାନଙ୍କ ଇଛାରେ ହୁଏ । ଆପଣ କିନ୍ତୁ ମୋତେ ମିଛଟାରେ ପ୍ରଶଂସା ଭିତରକୁ ଠେଲି ଦେଉଛନ୍ତି । ପ୍ରଶଂସା କରିବାର ଥିଲେ ସେହି ଇଚ୍ଛାମୟଙ୍କୁ କରନ୍ତୁ । ଯାହାଙ୍କ ଇଚ୍ଛାରେ ଆମ ଦେହରେ ନିଶ୍ୱାସ ଛାଲିଛି । ଜୟ ଜଗନ୍ନାଥ, ଜୟ ପଞ୍ଚସଖା ।

  • @RajendraKumar-fe1cx
    @RajendraKumar-fe1cx 3 года назад +58

    ସତ୍ୟଭଞ୍ଜ ଚ୍ୟାନେଲରେ ପ୍ରସାରିତ ଅଧାୟ ଗୁଡ଼ିକ ମଧ୍ୟରେ ଆଜିର ଅଧ୍ୟାୟ ବହୁତ୍ ସୁନ୍ଦର ଏବଂ କିଛି ଶିକ୍ଷା ମଧ୍ଯ ମିଳିଲା। ବାବା ଜଣେ ପ୍ରକୁତ ଭକ୍ତର ଅଧିକାରୀ। ବାବାଙ୍କ ନିକଟରେ ବହୁତ ଗୁପ୍ତ ତଥ୍ୟ ଅଛି। ସତ୍ୟ ବାବୁ ନିଶ୍ଚିତ ଭାବେ ବାବାଙ୍କର କିଛି ଅଧ୍ୟାୟ ଲଗାତାର ଭାବେ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ କରନ୍ତୁ।

    • @saratchandrasahoo5818
      @saratchandrasahoo5818 3 года назад +2

      ଆଜିର ଅଧ୍ୟାୟ ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି। ବାବା ଜଣେ ପ୍ରକୁତ ଭତ୍ତ।ବାବା ପାଖରେ ଆଉଧରେ
      ଅଧ୍ୟାୟ ହବାର ଅଛି

    • @rajaraula5595
      @rajaraula5595 3 года назад

      🙏🙏🙏🙏

    • @rajaraula5595
      @rajaraula5595 3 года назад

      @@saratchandrasahoo5818 jay Jagannath swami

  • @lalitmohan1110
    @lalitmohan1110 3 года назад +33

    ଆଜିର ଉପସ୍ଥାପନା ଅତି ଚମତ୍କାର, ଏଭଳି ଭକ୍ତ ଙ୍କୁ କେମିତି ପାଉଛନ୍ତି? !!ଧନ୍ୟବାଦ.

    • @geetacreation8003
      @geetacreation8003 3 года назад

      Aeta bhagaban nka Lila sir jauta agaru kehi janinathile bhagaban dekheibaku chahinle ta aji tanka pakhaku Satya Bhai jaithile

  • @anupamanayak8568
    @anupamanayak8568 3 года назад +40

    ଧନ୍ୟବାଦ ସତ୍ୟ ଵେଟା ୧ ନମ୍ବର ଭକ୍ତ କୁ ଦେଖାଇଲ ।ବାବା କୁ କୋଟି ପରଣାମ ।ଜୟ ଜଗନ୍ନାଥ ।

  • @satrujitsingh4790
    @satrujitsingh4790 3 года назад +2

    ସତ୍ୟ ବାବୁ 🙏 🙏🙏 ବାସ୍ତବରେ ଆପଣ ମଧ୍ୟ ଜଣେ ମାଳିକା ବର୍ଣ୍ଣିତ ଭକ୍ତ, ଆପଣଙ୍କ ନାମ ନିଶ୍ଚିତ କେଉଁଠି ନା କେଉଁଠି ଲେଖା ଯାଇଥିବ । ମାଳିକା ବିଷୟରେ ଅଜ୍ଞ ଥିଲା ନାସ୍ତିକ ମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା , ଭକ୍ତି ଭାବ ଜାଗ୍ରତ କରିବା , ଭକ୍ତ ମାନଙ୍କୁ ଖୋଜି ପାଇବା , ଏହା ଏକ ସାଧାରଣ ତଥା ସହଜ କାର୍ଯ୍ୟ ନୁହେଁ ।
    ଜଗନ୍ନାଥଙ୍କର ଅପାର କରୁଣା ଅପାର କୃପା ସବୁବେଳେ ରହିଥାଉ । ଆପଣଙ୍କ ଅନୁସନ୍ଧାନ ର କାର୍ଯ୍ୟରେ ଅଭୂତପୂର୍ବ ସଫଳତା ମିଳୁ। ଦୁନିଆକୁ ସତ୍ୟ ଶାନ୍ତି ଭାବ ଭକ୍ତି ର ପଥ ଦେଖନ୍ତୁ , ଜଗନ୍ନାଥ ଙ୍କ ଶ୍ରୀ ଚରଣରେ ଏତିକି କାମନା ଏବଂ ପ୍ରାର୍ଥନା । 🙏🙏🙏

  • @manabpremimalaya5097
    @manabpremimalaya5097 Год назад +2

    ଆପଣ ଙ୍କ ପାଦରେ ଶତକୋଟି ପ୍ରଣାମ🙏🙏🙏🙏
    ଜୀବନ ଧନ୍ୟ ହେଇଗଲା ଏ ଅଧମର

  • @user-ge1yk6il3x
    @user-ge1yk6il3x 3 года назад +16

    ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏😓🙏❤️❤️😓🙏

  • @anjanpallai5646
    @anjanpallai5646 3 года назад +3

    ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ ସତ୍ୟ ବାବା। ଆଜି ର ଏହି ଅଧ୍ୟାୟ ଟି ବହୁତ ସୁନ୍ଦର ଲାଗିଲା। ବାବା ଙ୍କ କଥାବସ୍ତୁ ଆମ ମାନଙ୍କ ପାଇଁ ବହୁତ ଶିକ୍ଷଣୀୟ। କିନ୍ତୁ ବାବା ମାଳିକା ବିଷୟ ରେ କିଛି ନ କହି ଗୋପନ ରଖିଲେ।ବାବାଙ୍କ ସହିତ ଆଉ ଥରେ ମିଳନ୍ତୁ।ଆପଣ ଏହି ଚ୍ୟାନେଲ ମଧ୍ୟମରେ ଜନସମାଜକୁ କୁପଥ ରୁ ସୂପଥ କୁ ଆଣିବା ପାଇଁ ବାଟ ଦେଖାଉଛନ୍ତି। ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା ଜୟ ବିଶ୍ଵନାଥ ବାବା।

  • @prasantasing771
    @prasantasing771 3 года назад +2

    ଜୟ ଜଗନ୍ନାଥ,, ପ୍ରଭୃ ତୁମ ଇଚ୍ଛା ପୁର୍ଣ୍ଣ ହେଉ ମାହାବାହୁ

  • @alokkumarparida1251
    @alokkumarparida1251 3 года назад +30

    ସତ୍ୟବାବୁ ଦୟାକରି କଟକ ଜିଲ୍ଲାରେ ଥିବା ମାଳିକା ସ୍ଥାନକୁ ଯିବାକୁ ଅନୁରୋଧ

  • @karunakirannayakodiavlog7841
    @karunakirannayakodiavlog7841 3 года назад +10

    ଆପଣଙ୍କ ପ୍ରୟାସ ଜାରି ରହୁ ଆପଣ ସଫଳ ହୁଅନ୍ତୁ ଶତ୍ୟ ଭାଇ ମୋର ଭଗବାନଙ୍କ ପାଖରେ ଏତିକି କାମନା ଧନ୍ୟବାଦ ନମସ୍କାର ରହୁଛି।‌

  • @jaganathbehera1602
    @jaganathbehera1602 3 года назад +9

    Satya sir I have been watching all of your Malika discussions. I feel extremely happy and greatful for your channel. I hope many more malika devotes will be discovered in the future. Please visit again to biswsnath baba for new insights about future events of Malika. Thank you very much for you hardwork and presentation. God bless you.

  • @aditiyatripathy645
    @aditiyatripathy645 3 года назад +19

    ଜୟ ଜଗନ୍ନାଥ, ଜୟ ବାବା ବିଶ୍ଵନାଥ, ଜୟ ସତ୍ୟ ବାବୁ, ସତ୍ୟବାବୁ ଆପଣଙ୍କୁ ଅନୁରୋଧ କରୁଛି କି ବିଶ୍ଵନାଥ ବାବାଙ୍କ ଚରଣ କମଳ ଙ୍କୁ ଗୋଟିଏ ଫଟୋ ଉଠେଇ ମୋତେ whatsapp ମାଧ୍ୟମରେ ପଠାନ୍ତେ, ଯଦି କହିବେ ମୁଁ whatsapp ନମ୍ବର ଆପଣଙ୍କୁ ଦିଅନ୍ତି. ବିଶ୍ଵନାଥ ବାବା ଜଣେ ମହାନ ଆତ୍ମା,. 🙏🙏🙏🙏🙏

  • @rknath5693
    @rknath5693 3 года назад +2

    ବାବା ବିଶ୍ଵନାଥ ଦାସଙ୍କ କଥା ବହୁତ ଭଲ ଲାଗିଲା
    ଜୟ ଜଗନ୍ନାଥ🙏

  • @sandhyaranibehera2944
    @sandhyaranibehera2944 3 года назад +5

    Dhanya dhanya dhanya he bhakta, dhanya tuma vakti, dhanya tuma pravu. Tuma pade sarana.

  • @narayandalai9799
    @narayandalai9799 3 года назад +1

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @sridharbej7054
    @sridharbej7054 3 года назад +13

    ସତ୍ୟ ବାବୁ ଏତେ ଦିନପରେ ଜଣେ ମାଳିକା ଭକ୍ତଙ୍କୁ ଦେଖେଇଲେ ପ୍ରଭୁ ମଙ୍ଗଳ କରନ୍ତୁ

  • @neerennayak7417
    @neerennayak7417 3 года назад +2

    ଜୟ ମାଳିକା ଜୟ ଜଗନ୍ନାଥ ଜୟ ଜୟ ଜୟ ଜୟ ଜୟ

  • @smitadas4870
    @smitadas4870 3 года назад +2

    Baba pranam... Really down to earth person , no much miracle or magic only bhakti... Babaji please show us path to overcome this critical pendamic situation

  • @liteshkumar2496
    @liteshkumar2496 3 года назад +5

    Jai Jagannath swami nayana patha gami bhaba tume🙏🙏🙏

  • @RajendraKumar-fe1cx
    @RajendraKumar-fe1cx 3 года назад +8

    🙏ଜୟ ଶ୍ରୀ ମାଧବ 🙏 ଜୟ ଶ୍ରୀ ଅଚ୍ୟୁତ

  • @narayandalai9799
    @narayandalai9799 3 года назад +3

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @SatyaBhavishyaMalika
    @SatyaBhavishyaMalika 3 года назад +3

    ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ ସାଧୁ🙏🙏🙏

  • @vocationaleducation5015
    @vocationaleducation5015 3 года назад +15

    ମୟୁରଭଞ୍ଜ ଜିଲ୍ଲାର ମାଳିକା ସ୍ଥାନ ଗୁଡିକ Discover କରିବାକୁ ଅନୁରୋଧ

  • @satyajitpratap6535
    @satyajitpratap6535 2 года назад +1

    ଜୟ ଶ୍ରୀ ଜଗନ୍ନାଥ 🙏ଜୟ ଶ୍ରୀ ମହାପୁରୁଷ ପଞ୍ଚସଖା 🙏ବାବାଙ୍କ ପାଦେ ପ୍ରଣାମ 🙏

  • @pravatmohanty1052
    @pravatmohanty1052 3 года назад +15

    Praise worthy work. Your labour wouldn't go lapsed. God bless you 🙏

    • @tushartulasi6014
      @tushartulasi6014 3 года назад

      Chaina re, na hele England re jaeki rahijibu, odia jadi janinu, eitha odia desh jagarnath mohaprabhu nk desha. Bujhiluki nahi,

  • @sasmitadas2805
    @sasmitadas2805 3 года назад +1

    Jay Jagannath satya babu apananku bahut bahut dhanyawad apana ae Malika barnita katha ku Malika barnita bhakta nka dwara you tube madhyamare amaku dauchanti really I am so proud of you

  • @mahaswarapatro656
    @mahaswarapatro656 3 года назад +4

    ଜୟ ମାଁ ମଙ୍ଗଳା ସତରେ ଏହି ଭକ୍ତ ବିଷୟରେ ଜାଣିବାରୁ ବହୁତ ଖୁସି ଲାଗିଲା ଆପଣ ଏହି କାର୍ଯ୍ୟକ୍ରମ ଜାରି ରଖନ୍ତୁ

  • @rakeshchandrapradhan114
    @rakeshchandrapradhan114 3 года назад +3

    ଶତ ଶତ କୋଟି ପ୍ରଣାମ ବାବା 🙏

  • @benuojha6434
    @benuojha6434 3 года назад +5

    Ate dina pare jane bhagaban nkara Bhakta ra dekha hela bhali lagila kete santa, namra au peta purila Bhali lagila sata ea bhagaban n ka prathama Bhakta hebara jogiya bahut bahut dhaniyabad satiya babu

    • @ajitkumarmaharana9275
      @ajitkumarmaharana9275 2 года назад

      Ame chandi seba karuchhanti tenu nischaya reaserch karantu ta pakhapakhi pagal thibe na hele manasika rogi na hele atmahatya karuthibe.......

  • @debasishmohanty6604
    @debasishmohanty6604 3 года назад +10

    Satya bhai Prabhu jagannath apanks kalyan karantu, apana chamatkar bhabe rahasaya ku unmochana karuchanti 👍

  • @kalyanisao2618
    @kalyanisao2618 3 года назад +1

    Jay jagannath satya bhai god bless you

  • @rkucchannel9079
    @rkucchannel9079 3 года назад +1

    I never seen such type of great saint. Koti koti pranam apanaku.kindly interview again with him. God 🙏 bless you. ture saint.

  • @jharanamallick3405
    @jharanamallick3405 3 года назад +3

    🙏🙏🙏 jai Jagannath swami nayan patha gami bhaba tume 🙏🙏🙏🙏🌷🌺🌷🌺🌹

  • @ramprasadjagat7709
    @ramprasadjagat7709 3 года назад +5

    ଆପଣଙ୍କ ଚେନାଳ କୁ ସତ୍ଯ sir ନମସ୍କାର
    ଜୟ ଜଗନ୍ନାଥ ଜୟ ଶ୍ରୀରାମ ଜୟ ହନୁମାନ ଜୟ ସୀତାରାମ

  • @sabitaprusty6374
    @sabitaprusty6374 3 года назад +2

    Mahaprabhunku addhamar koti koti pranam🙏🙏🙏
    Gurudevnku addhamar koti koti pranam🙏🙏🙏
    Gurudevnku addhamar akul nivedan mahaprabhunk nimantea jogya hebar asrivad pradaan karntu🙏🙏🙏

  • @pradeeppaul4511
    @pradeeppaul4511 3 года назад +3

    Jay Jagannatha Jay Panchasakha

  • @SashankaSekharPatel00
    @SashankaSekharPatel00 3 года назад +7

    ଜୟ ଜଗନ୍ନାଥ 🙏🙏
    #SatyaBhanja sir... Great job😍😍😊

  • @krishnamastivlogs3144
    @krishnamastivlogs3144 3 года назад +2

    Bisonath guru Baba apanku koti koti pranam ...apanka katha aji hurdaya safa Kari dela sabuthu best episode aji🙏🙏jay jagananath..jay panchasakha🙏🙏

  • @amitavsarangi1883
    @amitavsarangi1883 3 года назад +8

    I know, He is a devotee of Shree Jagannath🙏 ..... My village is here and also holy place...
    He is my younger brother also ....

    • @amitavsarangi1883
      @amitavsarangi1883 3 года назад

      @@adarshkumardey2718 pls share what's ur last education... Idiot person

    • @adarshkumardey2718
      @adarshkumardey2718 3 года назад

      @@amitavsarangi1883 tell me yours , then I will tell you mine

    • @amitavsarangi1883
      @amitavsarangi1883 3 года назад

      @@adarshkumardey2718 Ha ha.. Patgaya.... I am matric fail and u... Eight pass 😄

    • @adarshkumardey2718
      @adarshkumardey2718 3 года назад

      @@amitavsarangi1883 😂😂😂 Right. Now I came to know who is Idiot. Pokhal kha soi pade

  • @krushnachandraprusty4447
    @krushnachandraprusty4447 3 года назад +1

    ଜୟ ଜଗନାଥ ସ୍ଵାମୀ କି ଜୟ🙏🏻🙏🏻🙏🏻
    ସତରେ ସତ୍ୟବାକୁବହୁତ ଧନ୍ୟବାଦ ଏମିତିକା କାମକୁ କେବେ ବନ୍ଦ କରିବେ ନାହିଁ 🙏🏻🙏🏻🙏🏻

  • @niranjannanda445
    @niranjannanda445 3 года назад +5

    Prabhu ki Lila Pravu hi jane Pravu ki Jai Ho.

  • @subratdas6633
    @subratdas6633 3 года назад +5

    Jaya jaganath, Jaya pancha sakha🙏🙏🙏🙏🙏

  • @villagejituvideo8094
    @villagejituvideo8094 3 года назад

    Koti koti pranam ..aji mana ku santi lagila baba nka katha suni..prabhu
    Aji apanka darshan pailu...

  • @snigdhasamantaray5389
    @snigdhasamantaray5389 3 года назад +1

    Satya bhai apana nku bahut bahut dhanyabad

  • @dattaharimoharana5224
    @dattaharimoharana5224 3 года назад +2

    Many many thanks . The real disciple discussed on a disciplined life for peaceful living Pranam Baba

  • @SunilpalGold
    @SunilpalGold 3 года назад +2

    Satya bhai Namaskar.Apananka chanel ru bahut sikhi baku Miluchi.JAYJAGANATH.

  • @padmagouda2627
    @padmagouda2627 2 года назад

    ଶତ୍ୟ ବାବୁଆପଣଧନ୍ୟ
    ଆପଣଙ୍କର ଭକ୍ତିଭାବ ଥିବା ଯୋଗୁ
    ଅଚ୍ୟୁତାନନ୍ଦ ମହାପୁରୁଷଙ୍କ
    ପରମ ଭକ୍ତଙ୍କ ସଙ୍ଗେ ଶାଖ୍ୟାହେଲା
    ଆଉରିମଧ୍ୟ
    ଜନ ସମାଜକୁ ଶିଖ୍ୟ ମିଳିଲା
    ଆପଣଙ୍କୁ ଧନ୍ୟବାଦ ଗୁରୁଙ୍କୁ ମଧ୍ୟ
    କୋଟି କୋଟି ଧନ୍ୟବାଦ
    ଜୟ।ଜଗନ୍ନାଥ ଜୟ ଗୁରୁ ଦେବ
    🙏🙏🙏

  • @prasantacreation2341
    @prasantacreation2341 3 года назад +2

    Satya Babu apana madhya Jane bada bhakta ba sadhu..apananku koti pranam. Agaku apanankar e prayash jari rahu. Jay jagannath 🙏

  • @prashantkumarprashant456
    @prashantkumarprashant456 3 года назад +1

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @wonmakkitchen
    @wonmakkitchen 3 года назад +8

    I'm very sad to see this video I think I saw a real God in my life, this is very inspiring for me and our society ,I really thanks to #Satya Bhanja team 🙏😭😘

  • @narayandalai9799
    @narayandalai9799 3 года назад +2

    jay🚩☘️ shree🌴🚩 guru☘️🚩 dev🚩☘️
    jay ☘️🚩shree ☘️🚩panchasakha☘️🚩
    jay 🚩☘️shree☘️🚩 hanuman☘️🚩
    jay 🚩☘️shree☘️🚩 jagannath☘️🚩

  • @dattaharimoharana5224
    @dattaharimoharana5224 3 года назад +2

    The real disciple discussed on a disciplined life for peaceful living Pranam Baba.

  • @binayaksahoo4611
    @binayaksahoo4611 3 года назад +2

    Mahan bhakta nka Charan re pranam

  • @jjjg9030
    @jjjg9030 3 года назад +1

    ସତ୍ୟ ଭାଇ ଗୁରୁସ୍ଵାମୀ, ନମସ୍ତେ, ଆପଣଙ୍କୁ କୋଟି କୋଟି ସାଧୁବାଦ,ଏ ଅଧମର ଛୋଟ ବୟସରୁ ମାଳିକା ଶାସ୍ତ୍ର ପ୍ରତି ବହୁତ ଦୁର୍ବଳତା ବା ଭଲ ପାଇବା ଅଛି, ଆପଣ ମାଳିକା ଶାସ୍ତ୍ରକୁ ନେଇ ଏ ଯେଉଁ ସାଧୁ ଗବେଷଣା ତଥା ପ୍ରଚେଷ୍ଟା ଚଳାଇଛନ୍ତି, ତାକୁ ନେଇ ଏ ଅଧମ ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ, ସ୍ବାଗତ ତଥା ଶୁଭ କାମନା କରୁଅଛି। କିନ୍ତୁ ସତ୍ୟ ଭାଇ ଏ ଅଧମର ଗୋଟିଏ ଅନୁରୋଧ ଆପଣଂକୁ ରହିଲା ଯେ ଆପଣଙ୍କ ଇଲାକାରେ କେବଳ ଗବେଷଣା କଲେ ଚଳିବ କି ଭାଇ, ଓଡ଼ିଶାର ଅନାନ୍ୟ ଇଲାକାରେ ମଧ୍ୟ ଗବେଷଣା କଲେ ବହୁତ ଭକ୍ତଙ୍କ ଠିକଣା ମିଳିପାରେ, ତେଣୁ କରି ଆପଣ ଏ ଅଧମର ଅନୁରୋଧଟିକୁ ନଜର ଦେବେ ବୋଲି ଆଶା ଓ ବିଶ୍ବାସ । ତତ୍ ସହିତ ଆଉ କିଛି ଅନୁରୋଧ କରୁଛୁ ଯେ ଆପଣ ଆଉଥରେ ପୁଣି ବିଶ୍ଵନାଥ ବାବା, ତ୍ରିଲୋଚନ ଭଞ୍ଜ,ଅଷ୍ଟାବକ୍ର(ତ୍ରେତୟା ଯୁଗର) ତଥା ପୂର୍ବରୁ ପରିଚୟ କରାଯାଇଥିବା ସମସ୍ତ ଭକ୍ତଙ୍କ ପାଖକୁ ଆଉ ଥରେ ଲେଖାଏଁ ଯାଇ ଆଉ କିଛି ତଥ୍ୟ ଆଣିଲେ ଆମେ ଆନନ୍ଦ ଲାଭ କରନ୍ତୁ। ପରିଶେଷରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏ ସାଧୁ କର୍ମ ପାଇଁ ଈଶ୍ଵର ଆପଣଙ୍କର ମଙ୍ଗଳ କରନ୍ତୁ, ଗୁରୁସ୍ଵାମୀ ନମସ୍ତେ, ଧନ୍ୟବାଦ......

  • @laxmidharsasmal1597
    @laxmidharsasmal1597 3 года назад +15

    ଜୟ ଶ୍ରୀ ସତ୍ୟ ଅନନ୍ତ ମାଧବ କଳ୍କୀ ରାମ ହରି ହରି ହରି 🙏🙏

  • @alokkumarparida1251
    @alokkumarparida1251 3 года назад +6

    ଧନ୍ୟବାଦ ସତ୍ୟବାବୁ

  • @SRMishra_Official
    @SRMishra_Official Год назад

    ହରେ କୃଷ୍ଣ ହରେ କୃଷ୍ଣ
    କୃଷ୍ଣ କୃଷ୍ଣ ହରେ ହରେ।।
    ହରେ ରାମ ହରେ ରାମ
    ରାମ ରାମ ହରେ ହରେ🙏
    ଜୟ ଜଗନ୍ନାଥ🙏
    ଜୟ ପଞ୍ଚସଖା🙏
    ଆପଣଙ୍କୁ ଅଶେଷ ଧନ୍ୟବାଦ ସତ୍ୟ ଭଞ୍ଜ ବାବୁ🙏

  • @manassahoo8457
    @manassahoo8457 3 года назад +10

    Jay Jagannath 🙏🙏🙏

  • @bipinnayak9561
    @bipinnayak9561 3 года назад +2

    Jay jagannath Jay shree ram jay panchasakha 🙏🏼🙏🏼🙏🏼🙏🏼

  • @subashmohanty5612
    @subashmohanty5612 3 года назад +11

    When life is in critical stage why not malika Bhatia come out for help.

    • @smitadas4870
      @smitadas4870 3 года назад

      Exactly...

    • @soumyadas9951
      @soumyadas9951 3 года назад +1

      End of KALYUG is going to happen within next few years.
      MAHAPRABHUnkar Leela.
      DHARMA ra STHAPNA KARIBA pain PRABHU Sabu yug re sanhar karichanti.
      YADA YADA HI DHARMASYA GLANIR BHABATI BHARAT.....
      PRABHU DWAPAR YUG RE MAHABHARATA LEELA KARI THILE.
      KEBALA DHARM RAKHYA PAIN.
      KALYUG re BHAKTI, GYAN (ATMA GYAN), BAIRAGYA sabu durei jaichi...
      Everybody is running after ILLUSION (MAYA) in this materialstic world without knowing the TRUTH OF LIFE.
      MALIKA RE LEKHA THIBA SAMASTA KATHA VEDA RA LEKHA PARI.
      Nobody can change the DESTINY except LORD JAGANNATH......
      JAY JAGANNATH SWAMI NAYAN PATH GAMI BHABATU ME........

    • @thesupremeplayer2949
      @thesupremeplayer2949 3 года назад +3

      Mr subash mohanty tume kn life re jaha karucha Sabu thik karicha

    • @bikashpanda5437
      @bikashpanda5437 3 года назад +2

      Karma ra phala bhogibaku pade,

    • @satyanarayanpadhan3675
      @satyanarayanpadhan3675 3 года назад

      He Bhagaban Sansaraku Rakhya Karantu

  • @narayandalai9799
    @narayandalai9799 3 года назад +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @rushinathsethy9095
    @rushinathsethy9095 Год назад +1

    Om
    Saranam

  • @bhagyalatakanhar7152
    @bhagyalatakanhar7152 3 года назад +2

    Jay Jagannath 🙏🙏 🙏 Jay Baba Biswanath 🙏🙏🙏 and Satya bhai many many thanks

  • @ashokbag3012
    @ashokbag3012 3 года назад +1

    One of the Best Episode 🙏🙏
    Baba nku mor koti koti Pranam 🙏
    Jay Jagannath🙏 Jay panchsakha 🙏

  • @jatindas9613
    @jatindas9613 3 года назад +2

    1 no bhakta kanhiki baba??

  • @pradeepdash2004
    @pradeepdash2004 3 года назад

    Hare Krishna hare Krishna Krishna Krishna hare hare Hare ram hare ram ram ram hare hare 🙏🙏🙏🙏🙏🙏🙏

  • @urmilasahoo5807
    @urmilasahoo5807 3 года назад +1

    Bahut bahut Thank you Baba. Bahut Santira bartta dele baba🙏Tqq Saty bhai 🙏

  • @urmilasahoo5807
    @urmilasahoo5807 3 года назад +2

    Tqq Satya bhai. Baba manka sahit dekha kari sabu loka lochanku aniparithibaru. Tqq Baba 🙏🙏

  • @asitandannu...familyexpres6261
    @asitandannu...familyexpres6261 3 года назад +2

    Bohut sunder laguchhi bhai apanakara sabu episode gudika...🙏🙏🙏🙏

  • @prabirmajhi2086
    @prabirmajhi2086 3 года назад +2

    Jay jagannath 🙏🙏

  • @munnamalik4899
    @munnamalik4899 3 года назад +3

    Jay Sri jaganatha swami

  • @mahendrapradhani2925
    @mahendrapradhani2925 3 года назад +1

    Great mother great son

  • @sasmitapradhan6636
    @sasmitapradhan6636 3 года назад +2

    Jay jagannath🙏🙏🙏🙏

  • @jatingochhayat5277
    @jatingochhayat5277 3 года назад +4

    Jay jagannath 🙏🌹

  • @debaramkrishnasethy6180
    @debaramkrishnasethy6180 3 года назад +1

    Jay Jagannath Jay panchasakha

  • @ranjitkumarbehera1445
    @ranjitkumarbehera1445 2 года назад

    guruji nku koti koti pranam Jay jagannath sir Jay jagannath Jay jagannath Jay jagannath

  • @goutamgjadei8451
    @goutamgjadei8451 2 года назад

    Mahaatma nku sat sat pranam

  • @rathamalik7907
    @rathamalik7907 3 года назад

    Baba satare mahan loka.tanka kathare Bhagaban nka prati kete samrapana bhaba.dhanya baba. Satya babu apanabi Jane Mahan Bhakta.

  • @arundhatibiswal8460
    @arundhatibiswal8460 3 года назад

    Baba bku koti koti pranam 🙏
    Plz bless the whole world n my families 🙏

  • @satyajit8056
    @satyajit8056 3 года назад +1

    Good work by satya bhanja channel....thanx for every thing you do ..

  • @basantakumarbhuyan2558
    @basantakumarbhuyan2558 2 года назад +1

    ବହୁତ ସୁନ୍ଦର କାର୍ଯକର୍ମ 🙏🙏

  • @debrajbhoi9677
    @debrajbhoi9677 3 года назад +1

    Jay jagannath 🙏 🙏 🙏

  • @chandanmohanty607
    @chandanmohanty607 3 года назад +1

    Thank you so much 🙏🏻Satya

  • @sanjaylenka6891
    @sanjaylenka6891 3 года назад +2

    Jai Jagannath.
    Baba aur satya ji nku pranam.
    Yeh vipatiru udhar rasta Kaan pacharantu

  • @debajanimajhi2539
    @debajanimajhi2539 Год назад

    Jay jagannath jay panchasakha 🙏🙏🙏🙏🙏🙏

  • @bhagysree5576motivation
    @bhagysree5576motivation 4 месяца назад

    Biswnatha das jou katha kahuthile se hin mu bjagysree mu hin malikaku bancei paribi jay jagnatha ❤

  • @narayandalai9799
    @narayandalai9799 3 года назад +1

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @bhagabatimahanta3621
    @bhagabatimahanta3621 2 года назад

    Babanku mara koti koti pranam

  • @MAHAKALVLOGE
    @MAHAKALVLOGE 3 года назад +2

    ଯୟ ଜଗନ୍ନାଥ

  • @bbrubahanmajhi4315
    @bbrubahanmajhi4315 3 года назад +3

    Jay Jagannath, dhanyavad satyababu puni thare sidhagiri jibe

  • @AsdfAsdf-os5kt
    @AsdfAsdf-os5kt 3 года назад +1

    Satya babu apananku koti koti pranaam🙏🙏🙏... Apana kou janmare tapasya karithile seithi paeni apana bhagwan nk sewa karuchanti.... Satare satya babu apana bada bhagyaban... Prabhu nk pakhare mora prathana apanank sewa agragati hau. Bhagban apanank saparivaar ku koti paramau diantu.. Bhaktanku mora koti koti pranaam🙏🙏🙏🙏🙏

  • @premalatasahoo1086
    @premalatasahoo1086 3 года назад

    Baba nka katha ucha n saragarbhaka. Iswar biswasi . Pranam baba.

  • @rakeshmohanty214
    @rakeshmohanty214 3 года назад +3

    Episode t bahut bhala lagila. Baba nka sahita augote episode karantu...

  • @babub4u323
    @babub4u323 2 года назад +1

    ସତ୍ୟ ବାବୁ ଏହି ଭଳି ସାଧୁ ଙ୍କ ଖୋଜ ରେ ରୁହନ୍ତୁ ,ଆମେ ମଧ୍ୟ ଭିଡିଓ ରେ ଅନୁଭବ କରୁ ଛୁ , ନିହାତି ଶୁଦ୍ଧ ସାଧୁର ପରିଚୟ , ଏହି ସାଧୁ ଙ୍କ ଆଶ୍ରମ କୋଉଠି ଟୀକେ କୁହନ୍ତୁ । ସାଧୁବାଦ୍ 🙏

  • @mr.classic3503
    @mr.classic3503 3 года назад +1

    Jay jagannath

  • @pratibhamallick8257
    @pratibhamallick8257 3 года назад +1

    Very Nice initiative. Thank you for sharing and spreading the knowledge.

  • @kousalyapatra5831
    @kousalyapatra5831 3 года назад +2

    Satya bhai pranam and jaganath vakta mananku koti koti pranam. Mora mana hauchi apana jaganathankar prana. Ahi prunya kama pai.rahuchi bhai agaku jibara acchi apananku.