Malika Devotee Shocking Statement | ମାଳିକା ବର୍ଣ୍ଣିତ ଭକ୍ତ | Satya Bhanja

Поделиться
HTML-код
  • Опубликовано: 13 янв 2025

Комментарии • 994

  • @SatyaBhanja
    @SatyaBhanja  3 года назад +47

    To watch More videos Related to This Content Join Telegram. Click here👇 t.me/satyabhanja

    • @asitkumarparija4776
      @asitkumarparija4776 3 года назад +6

      Apana jaha Sahi ta Katha hauchanty jou bisayare Katha hebe Taku note karantu Malika ru ta pare Katha huantu, Sabu Katha gudaka Abul tabul laguchi.

    • @Deepak7D
      @Deepak7D 3 года назад +1

      Kichhi malika bhakta michha kahuchhanti.pabana kathaa..

    • @indrajitbehera4709
      @indrajitbehera4709 3 года назад

      @@asitkumarparija4776 a@aaa@@Aaaa

    • @nibeditabehera5264
      @nibeditabehera5264 3 года назад

      Satya sir apan kauthikar😀

    • @SantoshNayak-hh4qy
      @SantoshNayak-hh4qy 3 года назад

      Fake

  • @sonubhuyan2262
    @sonubhuyan2262 3 года назад +11

    ଜଣେ ଭକ୍ତ କେବେ ହେଲେ ଏମିତି ବାହାଦୂରୀ କଥା କହେ ନାହିଁ । ସେ କେବଳ ଭଗବାନ୍ ଙ୍କ ନାମକୁ ଚିନ୍ତନ କରେ ।
    ଇ ହେ କଣ କହିଲା ମୁଁ saptapeni ସାପକୁ ଦେଖିଛି । ଭଗବାନ୍ ପର୍ଶୁରାମ କୁଆଡେ଼ ସାଢେ ଛ ଅ feet ।
    ଜଣେ ଭକ୍ତ କେବେ ବି ଅନ୍ୟ ଆଗରେ ପ୍ରକାଶ କରିବନି ମୁଁ ଅମକ ଭଗବାନଙ୍କୁ ଦେଖିଛି ବୋଲି ।
    କ୍ୟାମେରା ଆଗରେ ଆମ ସମସ୍ତଙ୍କୁ ଝୁଣା ମାରୁଚି ।ହେଲେ ଆମେ ଜାଣି paarune ।

    • @lulululu904
      @lulululu904 3 года назад

      Seita ta chamatakar ! Kebala bhakta hi Sata michha bujhi paribe aau sabu galu maruthibe

  • @chandramanimajhi1162
    @chandramanimajhi1162 3 года назад +10

    "କଳି ଯୁଗରେ ହଜାର ହଜାର କଳକୀ ହେବେ ଯେ ବାହାର ଜ୍ଞାନ ଖଡ଼ଗ ଧରି ନ ଥିବାକୁ ବଳ କଳା ଘୋଡ଼ା ଛାଡ଼ି ଧଳା ଘୋଡ଼ା ଯେ ଚଢ଼ିବେ ଘୋଡ଼ାଙ୍କ ର ପଦା ଘାତେ ପତନ ହୋଇବ " ଜୟ କଳକୀ ରାମ"🙏🙏🙏🙏

  • @narayantripathy8515
    @narayantripathy8515 3 года назад +23

    ଏହି ମହାଶୟ ଥରେ ମୋତେ ଭେଟ ହୁଅନ୍ତୁ।
    ପର୍ଶୁରାମ ଦର୍ଶନ ବିଷୟ କେତେଦୂର ସତ୍ୟ ମୋ ସହିତ ସାକ୍ଷାତ ହେଲେ ସତ୍ୟତା ଜଣାପଡିବ ।

    • @lulululu904
      @lulululu904 3 года назад

      Tathapi Kemiti kichhi hints dele bhala huanta

    • @soumyaram7861
      @soumyaram7861 3 года назад +1

      Kain tm Kan bhagaban.

    • @lulululu904
      @lulululu904 3 года назад +2

      @@soumyaram7861 Nara dehe Narayan ye Katha bodhahuye Jana Nahi

    • @soumyaram7861
      @soumyaram7861 3 года назад

      Jana Achi. Don't mind alpa Vidya bhayankara.

    • @soumyaram7861
      @soumyaram7861 3 года назад

      Ame Kain haripur dian habu Hana khaele Jana padiba kia Kan

  • @sitanshusahani8260
    @sitanshusahani8260 3 года назад +9

    ବାବା ଙ୍କୁ ଗୋଟେ କ୍ୟାମେରା ଦିଅନ୍ତୁ ଭାଇ......

  • @rajeswarapat7126
    @rajeswarapat7126 3 года назад +6

    ତୁମ channel କୁ ନେଇ ତୁମ ବହୁତ୍ ପରିଶ୍ରମ କରୁଛ। ଧନ୍ୟବାଦ୍। ହେଲେ ଏଇ episode ରେ ମୋତେ ଏଇ ବାବା ଙ୍କ କଥା ସେତେ ବିଶ୍ୱାସ ଯୋଗ୍ୟ ହଉନି। ଏଥିପାଇଁ ନୁହେଁ ଯେ ସେ ଭଗବାନ ପର୍ଶୁରାମ ଙ୍କୁ ଦର୍ଶନ କଲେ, ଏଥିପାଇଁ ଯେ ସେ ଯେଉଁ ଭାବରେ ପର୍ଶୁରାମ ଙ୍କ ଉଚ୍ଚତା ବର୍ଣ୍ଣନା କଲେ ତାହା ଅବିଶ୍ୱସନୀୟ। କାରଣ ଭଗବାନ୍ ପର୍ଶୁରାମ ସତ୍ୟ ଯୁଗ ସମୟରୁ ଅମର ଯାହା ଆମେ ପୁରାଣ ରୁ ଜାଣିଛେ। ପୌରାଣିକ ଦୃଷ୍ଟି କ୍ଷେତ୍ର ରୁ ସେ ଯୁଗରେ ଲୋକ ଙ୍କ ଉଚ୍ଚତା ୧୩ ଫୁଟ ଥିଲା, କାଳକ୍ରମେ ଯୁଗ ଅନୁଯାୟୀ ସେ ଉଚ୍ଚତା କମି କମି ଆଜି ୫ ଫୁଟ ଯାଏ ପହଞ୍ଚିଲାଣି। ତେଣୁ ଯୁଗ ପରିବର୍ତ୍ତନ ହେଲେ ଯେ ସେ ଯୁଗ ର ମଣିଷ ଙ୍କ ଉଚ୍ଚତା ୭ ଫୁଟ କମିଯିବ, ତାହା ଯୁକ୍ତି ବିହୀନ। ତେଣୁ ବାବା ଙ୍କ କଥା ରେ ମୁଁ ଏକମତ ନୁହେଁ।

    • @lulululu904
      @lulululu904 3 года назад

      Kehi kahunahanti yekamata heba pain Tama ichhare ye sansar chalini jaha heuchhi Taha god Lila jogu heuchhi

    • @dibakarasethy
      @dibakarasethy Месяц назад

      Bhai kebe thare asi baba nku Dekha kara

  • @basudebparaja1937
    @basudebparaja1937 3 года назад +1

    Jay jagarnatha ୧୦୦ morr ଜୁହାର 🙏🙏🙏🙏

  • @mahendraswain2175
    @mahendraswain2175 3 года назад +10

    ସତ୍ୟ ବାବୁ କିଏ କହୁଛନ୍ତି କଳ୍କୀ ଜନ୍ମ ନେଇସାରିଲେଣି, କୀଏ କହୁଛନ୍ତି ଜନ୍ମ ନେବେ, ସତ କେଉଁଟା.... ଆପଣ ପାଗଳ ନା ଦର୍ଶକ ପାଗଳ,

  • @dkdraked1159
    @dkdraked1159 3 года назад +12

    ଓଁ ନାରାୟଣ ବିଦ୍ମହେ.. ବାସୁଦେବାୟ ଧିମହୀ , ପଦ୍ମନାଭାୟ ବିଦ୍ମହେ ତନୁ ବିଷ୍ଣୁ ପ୍ରଚୁଦୟା.🙏🙏🙏

  • @maheshkumarmahali
    @maheshkumarmahali 3 года назад +4

    ଗାଲୁଆ ବାବାଙ୍କର ଜୟ ହେଉ

    • @lulululu904
      @lulululu904 3 года назад +1

      Please time wait

    • @dibakarasethy
      @dibakarasethy Месяц назад

      Bhai thare asi baba nku dekha kara janiba kie galua maruchi

  • @basudev3349
    @basudev3349 2 года назад

    Jay Jagannath Swami Nayana Patha gami Bhave tume

  • @chandramanimahanto6284
    @chandramanimahanto6284 3 года назад +4

    ସତ୍ୟ ଭାଇ ଓ ବାବାଙ୍କୁ ପ୍ରଣାମ

  • @Anilkumarrath
    @Anilkumarrath Год назад +1

    ଜୟ ଜଗନ୍ନାଥ ସ୍ୱାମୀ କି 🙏🙏🙏

  • @Chinmayee19R
    @Chinmayee19R 3 года назад +6

    Apananku bahut baht dhanyabad satya bhai....jai jagannath

  • @pitabashsahoo263
    @pitabashsahoo263 3 года назад +1

    ଏଇ ଲୋକ ଟା ଟାଉଟରୀ ମାରୀକି ଆମ ସନାତନ ଧର୍ମକୁ ବଦନାମ କରୁଚି ,
    ଜୟ ଜଗନ୍ନାଥ

  • @tenvideos3028
    @tenvideos3028 3 года назад +18

    ଭାଈ କିଛି ହଉ କି ନ ହଉ , ବାବା ଙ୍କ ତୁଣ୍ଡ ସୁତୁଣ୍ଡ ହଉ ଚାଇନା ଧୂଳିସାତ ହଉ, 🙏 ଜୟ ଜଗନ୍ନାଥ

    • @sujandebata7769
      @sujandebata7769 3 года назад +2

      anyar amangal arthata nijar amangal hue bhai aapan bi manisa muhi sustir niyaj

    • @trustworthy-guy6408
      @trustworthy-guy6408 3 года назад

      @@sujandebata7769 ଆପଣଙ୍କ ବୁଦ୍ଧି ଦେବତା ଭଳିଆ 😁👍

  • @subhasmitajena688
    @subhasmitajena688 3 года назад +4

    Baba bahut bhala katha kahichanti suninaku bahut bhala laguchi🙏🙏🙏

  • @nihalmohanty6135
    @nihalmohanty6135 3 года назад +2

    ମାଳିକା ସତ କିନ୍ତୁ ଏ ବାବା ଜଣକ ପୁରା ପବନା ଟା

  • @aswanibehera8591
    @aswanibehera8591 3 года назад +6

    Jay jagannath🙏🙏🙏 satya bhai apanaku dhanyabad

  • @rakeshchandrarout2320
    @rakeshchandrarout2320 2 года назад

    ସତ୍ୟ ଭାଇ ଙ୍କୁ ମୋର🙏
    ଖ୍ରୀଷ୍ଟ ଧର୍ମ ପଚାର ପସାର ଧର୍ମାନ୍ତିକରଣ ବନ୍ଦ୍ କରିଲେ ବଂଶୀ ବାବା ମହାରାଜି🙏 ବହୁତ୍ ଖୁସି ଲାଗିଲା । ସନତାଧର୍ମ ଧ୍ୱୋଜା ଉଡୁ ମହେନ୍ଦ୍ରଗିରି ପର୍ବତ ରେ ଏବଂ ସାରା ବିଶ୍ଵ ରେ 🙏 ଜୟ ଜଗନ୍ନାଥ ସ୍ୱାମୀ 🙏 ଜୟ ପଞ୍ଚା ସଖା 🙏 ଜୟ ଗୋମାତା 🙏ଜୟ ସନାତନ ଧର୍ମ 🙏

  • @starboy1256
    @starboy1256 3 года назад +4

    Pura sata Katha kahile baba dhanyavad satya bhai video kale Jay jagannath. Devotee knows the truth not others. Satya bhai this is best video ever u made

  • @rabinarayandas5474
    @rabinarayandas5474 Год назад

    ବହୁତ ଭଲ ଉପସ୍ଥାପନା କିନ୍ତୁ ମାଳିକା ବିଚାର ବହୁତ ଆଶ୍ଚର୍ଯ୍ୟ ବୁଝି ହେଉନାହିଁ। କାରଣ ସମସ୍ତଙ୍କ ବିଭିନ୍ନ ମତ। 🙏🙏🙏

  • @dattaharimoharana5224
    @dattaharimoharana5224 3 года назад +10

    Thanks for useful discussion,Prañam Mahatma.

  • @umeshpenter1107
    @umeshpenter1107 3 года назад

    Jay Gagannath so great information Satya siit ur so great PL continue to manba Dharma malikabachan and sat sat pranam Malika baba.

  • @amworld794
    @amworld794 3 года назад +21

    ସତ୍ୟ ଭାଇ ଆଉ ଏକ ସାକ୍ଷାତ କାର କରନ୍ତୁ ବାବା ଙ୍କ ସହ

  • @suryasadhika4157
    @suryasadhika4157 2 года назад

    ଭଗବାନଙ୍କୁ ସବୁ ଭାଷା ଜଣା ଅଛି ।

  • @nitishkumar-by5hc
    @nitishkumar-by5hc 3 года назад +16

    Satya babu I request u use your valuable time in right path
    Don't miss use it

  • @sidharthbaral143
    @sidharthbaral143 3 года назад +1

    ସାରଥିକି ଭି କାଟି ଦବ ହେ ପ୍ରଭୁ ରକ୍ଷାକର ଲୋକକୁ ଆଉ ଏତେ ଅନ୍ଧ ଭାବନି ସେଥିପାଇଁ ଯଦି ଆପଣ ସବୁ ଜାଣି ଥାନ୍ତେ ତାହେଲେ ଆମେ ଆଉ କାହିଁକି ଠାକୁର ଙ୍କୁ ପୂଜା କରିବା ଆସ ଆପଣ ମାନେ କୋଉଠି ସବୁ ଅଛ

  • @jeevanjena6479
    @jeevanjena6479 3 года назад +12

    Satya Babu Apan plz Malika bisharada Pramod Babu nka sangare sakshyata karantu

  • @drxsubhendumishra2307
    @drxsubhendumishra2307 3 года назад +2

    ଏମିତି ଗପ କହିକି କାହିଁକି ଲୋକ ଙ୍କୁ ଚୂନ ଲଗାଉଛ ବାବା . ତାଙ୍କୁ ସାହାଯ୍ୟ କରୁଥିବା ସତ୍ୟ ବାବୁ ଙ୍କୁ ବି ମାନିବାକୁ ପଡିବ .

  • @susantasahoo173
    @susantasahoo173 3 года назад +3

    କଥାରେ ସ୍ପଷ୍ଟ ଜଣାପଡୁଛି ଜାଣିଶୁଣି କିଛି ମନ ଗଢା କଥା କହୁଛନ୍ତି ପାଗଳଙ୍କ ଭଳି

  • @easytrade3471
    @easytrade3471 2 года назад +2

    Baba maha yogi Pranam🙏
    Thank You Satya Bhanja and team
    Jai Jagannath
    Jai Shree Krishna
    Jai Shree Ram
    Jai Parshuram
    Jai Kalki
    Jai Ananta deva
    🙏🙏🙏

  • @RajendraKumar-fe1cx
    @RajendraKumar-fe1cx 3 года назад +19

    ବାବାଙ୍କ କଥା ବିଶ୍ୱାସ ଯୋଗ୍ୟ ହେଉନି,,,

    • @nitishnutanbarik7988
      @nitishnutanbarik7988 3 года назад

      Tate gandimaruni na

    • @satyanarayansethi3601
      @satyanarayansethi3601 3 года назад

      🤣🤣🤣🤣🤣🤣

    • @Bishnu______5
      @Bishnu______5 3 года назад +1

      Barik to maa bia bedha chua gandi galu hauchi

    • @suryasadhika4157
      @suryasadhika4157 2 года назад +1

      ବିଶ୍ବାସ କଥାବି ସେ ବାବା କହୁନି। ଠକ ଜ୍ଞାନ ଭାସୁଥିବେ ଥୋକେ ସାଧୁଜନ । ଠାବ ନପାଇଣ ବଣାହୋଇବେସେ ଜାଣ ।। ଠକ ବୃତ୍ତି ଆଚରିଣ ଠୁକର ଖାଇବେ । ଠିକେ କହିଲେ ଅଚୁତି ଠାବ ନପାଇବେ ।।

  • @umakantarautray9492
    @umakantarautray9492 3 года назад +9

    ଭକ୍ତ ଓ ସତ୍ୟ ଉଭୟଙ୍କର ମୁଣ୍ଡ ଖରାପ ।

  • @amulya-123-in
    @amulya-123-in 3 года назад +1

    ୧୯୯୫/୧୯୯୭ମସିହାରେ ଯଦି ଭଗବାନ କଳକୀ ଜନ୍ମଗ୍ରହଣ କଲେ ତେବେ ୩୦ବର୍ଷ ହେବ କେମିତି କଥାର ତାଳମେଳ ରହୁ ନାହିଁ

  • @sivaramasahu8434
    @sivaramasahu8434 3 года назад +44

    ମହେନ୍ଦ୍ର ଗିରିରେ ଘଟିଥିବା ଘଟଣା, କଳ୍କୀଙ୍କ ତପସ୍ୟା ସ୍ଥାନ ବିଷୟରେ ବି ପୁଣି ଆଲୋଚନା କରନ୍ତୁ 🙏🙏

  • @biswabhusanrath2814
    @biswabhusanrath2814 3 года назад +2

    Khub sundar laguthila Babanka saha alochana. Dhanyabad. Jay Jagannath. 🙏

  • @reenaroutray9246
    @reenaroutray9246 3 года назад +9

    Very interesting! Thanks to ds channel ! Thanks for d effort!

  • @alokrout7426
    @alokrout7426 2 года назад

    Guru .Gobind.bhakta.nku sadar pranam janai...satya bhai nku bahut thanks..she bahut parishram kari Nusa nuaa katha loka samnare upasthapana karibare prayash jarirakhichhanti....

  • @debasissamantaray3134
    @debasissamantaray3134 3 года назад +7

    Bahut bhala kama karuchanti Satya bhai....emti karichalantu...🙏 Jay jagannath...jay maa adishakti...🙏🙏🙏🙏

  • @ripuchandrasahoo9279
    @ripuchandrasahoo9279 3 года назад +1

    ବାବା ଈଶ୍ୱରଙ୍କ ଭକ୍ତ ଏଥିରେ ମୋର ସନ୍ଦେହ ନାହିଁ ।।
    ହେଲେ ବାବା 'ମୁଁ ମହେନ୍ଦ୍ର ଗିରି ରେ ଆଶ୍ରମ କରିଛି,ମୁଁ ଏଇଠି ଯଜ୍ଞ କରୁଛି,ମୁଁ ଏଇଠି ରହିବି ନାହିଁ' ଏହି କଥା ଭିତରେ 'ମୁଁ' ର ବ୍ୟବହାର କରିଛନ୍ତି ।। ବାସ୍ତବରେ ଭକ୍ତର ସବୁ କାମ ଭଗବାନ କରନ୍ତି,,।।।🙏🙏🙏
    ଜୟ ଜଗନ୍ନାଥ🙏🙏 ଈଶ୍ୱର ଜଗତର କଲ୍ୟାଣ କରନ୍ତୁ ।।

  • @chandankumar-zt5yn
    @chandankumar-zt5yn 3 года назад +10

    Satya Bhai I salute you...

  • @pabitrasahoo762
    @pabitrasahoo762 3 года назад +2

    ଜୟ ଜଗନ୍ନାଥ ଜୟ କଳକୀ ଜୟ ସନାତନ ଧର୍ମ ।

  • @satrughanapadhiary2624
    @satrughanapadhiary2624 3 года назад +3

    ମୋର ଗୋଟେ ପ୍ରଶ୍ନ :-ଭଗବାନ ଯେ ତାଙ୍କୁ ଦେଖା କରିକି କଥା କହିଲେ... ସେ କଥା କେମିତିକା କଥା... ମୋ କହିବା ଅର୍ଥ ଭଗବାନ କଉଁ ଭାଷା ରେ ତାଙ୍କ ସହ କଥା ହେଇଥିଲେ... So plz ଯଦି ଆପଣ ଜାଣିଛନ୍ତି କୁହନ୍ତୁ ଯଦି ଜାଣି ନାହାନ୍ତି ତେବେ ସେ ବାବା ଙ୍କୁ ପଚାରି next ଭିଡ଼ିଓ ରେ ଜଣାନ୍ତୁ 🙏

    • @rajendramuduli6009
      @rajendramuduli6009 3 года назад +1

      Right bro,,,କେବଳ ଭାରତରେ ହିଁ 26 ରୁ ଉର୍ଦ୍ଧ ଭାଷା କହୁଛନ୍ତି,,ତେବେ ଭଗବାନ କେଉଁ ଭାଷାରେ କଥା ହେଲେ??

    • @jagdishnayak4328
      @jagdishnayak4328 3 года назад +3

      Are bhai bhagaban bhakta bujhi parila bhali bhasa re hin katha hebe. Sie ta sarbangya. Jou bhagaban Odia lokanka thu neiki foreigners mananka bhasa bujhi paruchhanti sie kn khali sanskrit re katha hebe na kn

    • @satyakaliyug8763
      @satyakaliyug8763 3 года назад

      Sanskrit

    • @Humanity299
      @Humanity299 2 года назад

      Odia

  • @gourangapanda7884
    @gourangapanda7884 Год назад

    Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam baba satya bhai 🙏🏻

  • @prasadmajhi5559
    @prasadmajhi5559 3 года назад +5

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽

  • @meghanandasahoo8344
    @meghanandasahoo8344 3 года назад +1

    ପ୍ରକୃତରେ କଳ୍କୀ ବିଜେକରିଥିଲେ ଗଜପତି ର ମହେନ୍ଦ୍ର ପର୍ବତରେ,କିନ୍ତୁ ୟେ ବାବା ତାକୁଂ ଦର୍ଶନ କରିନାହାଁନ୍ତି।ଅସଲ ସମୟରେ ୟେ ବଂଶିଧର ବାବା ସେଠି ଉପସ୍ଥିତ ନଥିଲେ।ଯେହତୁ ତୁମେ ସେ ମହେନ୍ଦ୍ର ପର୍ବତରେ ପାଦପକେଇଛନ୍ତି,ତେଣୁ ମହାନ।କଣ କହିଲ କଳ୍କୀକୁଂ ତିରିଶ ବର୍ଷ ହେଇଛି।ଖୋଜୁଥାଅ କଳ୍କୀକୁଂ ,ଯୁଗ ବିତିଗଲେ ବି ପାଇବନି।

  • @sujatasambalpurivlogs4409
    @sujatasambalpurivlogs4409 3 года назад +6

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏

    • @kalpatarunikhil2316
      @kalpatarunikhil2316 3 года назад

      A baba nka saha mu direct contact re achhi. Jadi kia contact kariba pae chahnucha mote contact kara. Really. Se bahut kichhe janichhante. Tumara problem b solve karedebe.

  • @jyotiprakashdas8658
    @jyotiprakashdas8658 3 года назад

    Baba nka katha suni bahut bahut bhala lagila. One of the best episodes

  • @smitaray7530
    @smitaray7530 3 года назад +16

    Baba mask pindhinchanti,, hele Apana
    Jay Jagannath 🙏

    • @rajatkumarswain2471
      @rajatkumarswain2471 3 года назад +2

      Emane malika ku alaga prakar karisarileni

    • @jamesoo7300
      @jamesoo7300 3 года назад

      @@rajatkumarswain2471 ତା ହେଲେ ସତ୍ୟ ଟା କଣ ସ୍ୱାଇଁ ଭାଇ.............kalki ଜନ୍ମ କେବେ ନେବେ

  • @sonubhuyan2262
    @sonubhuyan2262 3 года назад +9

    ମୁଁ ବହୁତ୍ ଗର୍ବିତ । ମୁଁ ମହେନ୍ଦ୍ରଗିରି ଅଞ୍ଚଳ ର ବାସିନ୍ଦା । ମୋ ଘର ଠୁ ମହେନ୍ଦ୍ରଗିରି ୬ କିଲୋମିଟର

    • @user-nd2bs5de2k
      @user-nd2bs5de2k 3 года назад +2

      ଅହ,,,,, କି ଭାଗ୍ୟ ତୁମର ତାହେଲେ କଛି ହବନି ଆଉ,,,,,,,,,

    • @adityananda1218
      @adityananda1218 3 года назад

      Mahendra giri parbata kou district re

    • @sonubhuyan2262
      @sonubhuyan2262 3 года назад

      @@adityananda1218 ଗଜପତି districts । ଆପଣ ଆନ୍ଧ୍ର ପ୍ରଦେଶ ଦେଇକି ଆସିଲେ( ପଲାସା ଷ୍ଟେସନ୍ ରୁ ଗାରାବନ୍ଧ ଆସିବେ ତା ପରେ koinpur ଆସିବେ । ତାପରେ koinpur ଠାରୁ ମହେନ୍ଦ୍ରଗିରି ଯିବେ )
      ଆପଣ Berhampur ru aasile ତିନି ଟା ରାସ୍ତା
      ୧. Berhampur ରୁ ଦିଗପହଣ୍ଡି । ଦିଗପହଣ୍ଡି ରୁ ରାମଗିରି ଦେଇକି ମହେନ୍ଦ୍ରଗିରି ଯାଇ ପାରିବେ ।
      ୨. Berhampur ରୁ ପାତ୍ରପୁର, ତୁମ୍ବା ଦେଇକି ମହେନ୍ଦ୍ରଗିରି ଯାଇ ପାରିବେ।
      ୩. Berhampur ରୁ ଡାଇରେକ୍ଟ ପାରଳାଖେମୁଣ୍ଡି ଆସି ମହେନ୍ଦ୍ରଗିରି ଯାଇ ପାରିବେ ।

    • @lulululu904
      @lulululu904 3 года назад

      @@sonubhuyan2262 thnx

    • @lulululu904
      @lulululu904 3 года назад

      You contact meet immediately Baba or learn knowledge .

  • @Cseriesodia
    @Cseriesodia 3 года назад

    ସେ ବାବା କହିଲେ କି ସେ ପର୍ଶୁରାମ ଙ୍କୁ ଦେଖିଛନ୍ତି ଆଉ ସପ୍ତଫେଣି ନାଗ କୁ ଦେଖିଛନ୍ତି ସେ ନାଗ ତାଙ୍କୁ ନିଶ୍ୱାସ ମାରିଲା ଏଇଟା କି ପ୍ରକାର କଥା ମୋର ବିଶ୍ୱାସ ହଉନି ଜମାରୁ କିଏ କତେ କଥା କତେ ପ୍ରକାର ବାବା ବୁଲୁ ଛନ୍ତି ତମକୁ ଜଗନ୍ନାଥ ଭରଷା ଜୟ ଜଗନ୍ନାଥ ମୋହା ପ୍ରଭୁ 🙏🙏🙏

  • @jharananayak1940
    @jharananayak1940 3 года назад +4

    Thank you so much Satya sir 🙏🙏🙏🙏🙏🙏🙏jay jaganath 🙏🙏🙏🙏🙏🙏🙏🙏

  • @debabratamishra9633
    @debabratamishra9633 3 года назад

    Satya babu apananku koti dhanyavaad 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sonubhuyan2262
    @sonubhuyan2262 3 года назад +6

    ସତ୍ୟ sir mu ଆପଣଙ୍କୁ ଅନୁରୋଧ କରୁଛି ,ସେ ଠକ ବାବା ଜଣକ ପଚାରନ୍ତୁ । ସେ କେଉଁଟି କେଉଁଟି ୯ ଟା ଆଶ୍ରମ କରିଛି । ମହେନ୍ଦ୍ରଗିରି ରେ ମନ୍ଦିର ଗୁଡିକ ଯଥା- ଯୁଧିଷ୍ଠିର ମନ୍ଦିର, ପର୍ଶୁରାମ ମୂର୍ତ୍ତି , ହନୁମାନ ମୂର୍ତ୍ତି , ଭୀମ ମନ୍ଦିର , ଜଗନ୍ନାଥ ମନ୍ଦିର, ଅର୍ଜୁନ ଗୁମ୍ଫା, ଏବଂ ଖୁନ୍ତି ମନ୍ଦିର ଅଛି । ଏବଂ ଅନେକ ଗୁଡ଼ିଏ ଶିବ ଲିଙ୍ଗ ଅଛି । କେତେ ବେଳେ ସେ ୯ ଟା ଆଶ୍ରମ କରିଦେଲା ଟିକେ ପଚାରନ୍ତୁ ।
    ମୁଁ ସେ ଅଞ୍ଚଳର ବାସିନ୍ଦା ଆଜ୍ଞା , ମୁଁ କଣ କିଛି ଜାଣିନି ।
    ଆଉ ସେ ବାବା କୁ ପଚାରିବେ ସେ koinpur ପଞ୍ଚାୟତ ଅନ୍ତର୍ଗତ ତୁମ୍ଭ ଗାଆଁ ରେ ରହୁଛି ।
    ସେ କିଛି ବି ଆଶ୍ରମ କରିନାହାନ୍ତି । କାଲି ବାହାଦୂରୀ କଥା କେବେ ସେ ୯ ଟା ଆଶ୍ରମ କରିଦେଲା ।। ଆଉ କେଉଁଟି
    ଟିକେ ଲାଜ୍ୟ ନାହିଁ । କହୁଛି କଣ ନା ୯ ଟା ଆଶ୍ରମ କରିଛି ।
    ସତ୍ୟ sir ମୁଁ ଆପଣଙ୍କୁ ଆଉ ଥରେ ଅନୁରୋଧ କରୁଛି ,ସେ ଆପଣକୁ ଠକୁଚି ଆଉ ଆପଣଙ୍କ ସତ୍ୟ ଭଞ୍ଜ chennal କୁ ମଧ୍ୟ ଠକୁ ଛି । ଏବଂ ସତ୍ୟ ଭଞ୍ଜ chennal ku ନେଇ ଲୋକଙ୍କୁ ମଧ୍ୟ ଠକୁଚି ।।
    ଏମିତି ଯଦି ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଠକି ଲେ , ମାଲିକାକୁ ବିଶ୍ୱାସ କରୁଥିବା ଭକ୍ତ ମାନଙ୍କର ବିଶ୍ବାସ ଥୁଟି ଯିବ ଆପଣଙ୍କ chennal ଉପରେ ।। ଏଇ ପରି ଠକ ବାବା ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।
    ବର୍ତ୍ତମାନ ନିଷ୍ପତ୍ତି ଆପଣଙ୍କର ।।।
    ଧନ୍ୟବାଦ

  • @jubarajpradhan5829
    @jubarajpradhan5829 3 года назад +1

    ସାରଥି ବାବା ଠୁ ବି ୟେ ଭୟାନକ ବାବା, ବେକାର କଥା କଣ ପାଇଁ ଲୋକ ମାନଙ୍କୁ ଦେଖଉଚ୍ଚ ହେ ବେକାର କଥା,

  • @sitanshusahani8260
    @sitanshusahani8260 3 года назад +3

    ମହାବାତ୍ୟା ଠୁ ବି ଅଧିକା ପବନ ଏ ବାବାଙ୍କର....
    ସମୟ ନଷ୍ଟ....

  • @deepaksingh-lp4vx
    @deepaksingh-lp4vx 5 месяцев назад

    ଏମିତି ବାବା ମାନଙ୍କ କାରଣ ରୁ ହିଁ ସନାତନ ଧର୍ମ ବଞ୍ଚି ରହିଛି

  • @dipuswain184
    @dipuswain184 3 года назад +3

    Thank you so much Satya bhai,good job,carry on.Banshidhara baba nku koti koti pranam🙏🙏🙏🙏🙏

  • @adumallick2027
    @adumallick2027 3 года назад

    ଅଯଥା ପ୍ରଚାର ଏବଂ ପ୍ରସାର ଛାଡନ୍ତୁ ଭୋକ ରେ କାନ୍ଦୁଥିବା, ଘର ପାଇଁ ଭାବୁଥିବା ଗରିବମାନଙ୍କୁ ଭଗବାନ, ପ୍ରଭୁ ଏବଂ ସରକାର ଏହା ଯୋଗେଇ ଦିଅନ୍ତୁ ଜନସାଧାରଣ ଏବଂ ମାଳିକା ଭକ୍ତ ଏହି ନିବେଦନ କରନ୍ତୁ ସମସ୍ତ କଂର ମଗଂଳ ହବ

  • @sivaramasahu8434
    @sivaramasahu8434 3 года назад +4

    ଦେବ ଧ୍ବଜା ର ଆକାର ଓ ଦେଖାଯିବା ସମୟ ବିଷୟରେ ବାବାଙ୍କ ସହ ପୁଣି ଆଲୋଚନା କରନ୍ତୁ 🙏

  • @cgirimedia7753
    @cgirimedia7753 3 года назад +1

    କେତେ ମିଛ କହୁଛନ୍ତି ବାବା । ଭଗବାନ ପର୍ଶୁରାମ ଙ୍କୁ ଦେଖିଛନ୍ତି । ଗୋଟେ କଥା ବି ସତ ନାହିଁ ।

  • @shomendrapradhan9558
    @shomendrapradhan9558 3 года назад +19

    Salute to your Hard work. Jai Jagannath Jai Shree Krishna 🙏

  • @rashmisahoo291
    @rashmisahoo291 2 года назад

    Jay Jagannath 🙏🏼🙏🏼🙏🏼🙏🏼 Jay Panchasakha 🙏🏼🙏🏼🙏🏼🙏🏼🙏🏼

  • @swanitnailart3289
    @swanitnailart3289 3 года назад +5

    Satya bhai...ae baba nku Sabu jana aau thare pls dekha karantu tanku 🙏🙏🙏🙏

  • @indrajitmahanta7714
    @indrajitmahanta7714 3 года назад +2

    🙏🙏🙏ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏 🌻🌻🌻ଜୟ ମା ସାରଳା 🌻🌻🌻

  • @sankarmallik4234
    @sankarmallik4234 3 года назад +4

    ସତ୍ଯ ବାବୁ ଙ୍କ ଖୋଜ ବହୁତ ମଜା ଲାଗୁଛି,ପିଲାବେଳେ ଆଈମା ଠାରୁ ଗପ ଶୁଣିବା ମଜା ଭଳି ଲାଗୁଛି,ଏ ଅଜା ବୟସରେ ନିଜକୁ ନାତି ପରି ଲାଗୁଛି.

  • @bprasad1094
    @bprasad1094 3 года назад

    Babanka katha suni bhari maja laguchhi...😀😀😀😀..satya nistha baba

  • @sunilsahoo458
    @sunilsahoo458 3 года назад +5

    Sir tike long video karantu

  • @manoranjansenapati-jh5wo
    @manoranjansenapati-jh5wo 3 месяца назад

    Jai jagannath Jai panchasakha jai Satya sanatana dharma 🚩🚩🚩🚩🚩🌴🌴🌴🌴🌴🌿🌿🌿🌿

  • @alekhsenapati2396
    @alekhsenapati2396 3 года назад +5

    Bhai baba ama ghara pakhare achanti 🙏🏼

  • @wondergirlradhikavlogs9652
    @wondergirlradhikavlogs9652 3 года назад +1

    🙏🙏🙏🙏🙏🙏Jay Shree Krishna 🙏🙏🙏🙏🙏🙏

  • @barshapaikaray5238
    @barshapaikaray5238 3 года назад +4

    Jay Jagannath 🙏🙏

  • @brundabanpatra6345
    @brundabanpatra6345 Год назад

    ଜୟ ଜଗନ୍ନାଥ...... 🙏🙏🙏🙏🙏🙏

  • @balabhadrarout2
    @balabhadrarout2 3 года назад +6

    Jay maa saral.

    • @kulamanibehera9058
      @kulamanibehera9058 Год назад

      ❤ସତ୍ୟ ବାବୁ ତମ ନାଁ ବଦଳେଇ ମିଥ୍ୟାବାବୁ କର ତମେ ମିଥ୍ୟା କଥା ପ୍ରଚାର କରୁଛ।

  • @gopinathsabarofficial4105
    @gopinathsabarofficial4105 3 года назад +1

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ କଳ୍କୀ ରାମ୍ ଜୟ ପର୍ଶୁରାମ

  • @sibaswin3732
    @sibaswin3732 3 года назад +4

    Mu gote nirat satya khibi
    Kalaki kehi nahanti prakruti hauchhi nije kalaki

  • @kaushikpradhan6536
    @kaushikpradhan6536 3 года назад +2

    ଜୟ ଜଗନ୍ନାଥ ପ୍ରଭୁ 🙏🌺🙏

  • @badaljit999
    @badaljit999 3 года назад +1

    ମଜ଼ା ଆସିଗଲା ଗୁରୁ ଜୟ ଜଗନ୍ନାଥ🙏🙏🙏

  • @pjcreation7055
    @pjcreation7055 3 года назад +8

    Jay କାଳିଆ ସାଆନ୍ତ 🙏🙏

  • @namitabhuyan7266
    @namitabhuyan7266 3 года назад

    ବର୍ତମାନ ଓଡିଶା ଆନ୍ଦ୍ରପ୍ରଦେଶ ଭିତରେ ଯୋଉ ବିବାଦ ଲାଗିରହିଛି କେବଳ ମହେନ୍ଦ୍ରଗିରି ପାଇଁ ତେଣୁ ସରକାରଙ୍କୁ ଅନୁରୋଧ ପ୍ରଥମେ ସେଇ ଏରିଆ କୁ ବଞ୍ଚାନ୍ତୁ ତା ପରେ ସେଠିକାର ଠାକୁର ଜଗତରନାଥ ଶ୍ରୀ ଜଗନ୍ନାଥ ,ଦାରୁବ୍ରହ୍ମ, ଗୁରୁ ପର୍ଶୁରାମ,କଳ୍କୀ ରାମ ଙ୍କୁ ଦର୍ଶନ କରିପାରିବେ ଆନ୍ଦ୍ରପ୍ରଦେଶ ତ ରୋଡ଼ ଖୋଳିବା ଆରମ୍ଭ କଲେଣି ମହେନ୍ଦ୍ରଗିକୁ ଯିବାପାଇଁ ଯଦି ଓଡିଶା ସରକାର ଅଣଦେଖା କରନ୍ତି ତା ହେଲେ ମହେନ୍ଦ୍ରଗିରି ଆନ୍ଦ୍ରପ୍ରଦେଶ ର ହେଇଯିବ ଗୁରୁ ପର୍ଶୁରାମ ସେଠାରେ ଅବସ୍ଥିତି ଅଛନ୍ତି ସେଇଟା ମାଳିକା , ଭାଗବତ ରେ ଲେଖାଅଛି ଏହା ନିରାଟ ସତ୍ୟ ......

  • @trustworthy-guy6408
    @trustworthy-guy6408 3 года назад +14

    ବଢିଆ ବାବାମାନେ ଜୁଟୁଛନ୍ତି ହା ହା ହା😅😅😁

  • @pratapchandrbehera6551
    @pratapchandrbehera6551 3 года назад +1

    ଯୋଉ ଭକ୍ତ ଙ୍କ ପାଖ କୁ ଆପଣ ଯାଉଛନ୍ତି। ସେ ଭକ୍ତ ଙ୍କ ବିଷୟ ରେ କୋଉ ବହି ରେ ଆଉ କଣ ଲେଖା ହେଇଚି ସର୍ବ ପ୍ରଥମେ କୁହନ୍ତୁ

    • @lulululu904
      @lulululu904 3 года назад

      U follow Malika book Siva kalpa or all book u most known

  • @satyakaliyug8763
    @satyakaliyug8763 3 года назад +5

    Satya babu... Sabu bhakta nku gote question pacharantu

  • @manassahoo3134
    @manassahoo3134 2 года назад +1

    🙏Jagannath Sharanam 🙏 panchasakha Sharanam 🙏

  • @reenaroutray9246
    @reenaroutray9246 3 года назад +10

    Once more please with ds baba🙏🙏bcoz ds baba is very outspoken. We can know many things. Please🙏

  • @balabhadrarout2
    @balabhadrarout2 3 года назад +3

    Jay jaggnnath Jay sriram

  • @princesukanta2052
    @princesukanta2052 3 года назад +1

    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @TheSunilmittal
    @TheSunilmittal 3 года назад +3

    Jajpur upare kichhi karantu, jajpur na bahut sunuchhu, kintu jajpur ra bhakta nka darshan karantu

  • @babub4u323
    @babub4u323 3 года назад +4

    ସତ୍ୟ ବାବୁ ଆପଣ ମାଳିକା ପ୍ରଚାର ପ୍ରସାର କରୁଛନ୍ତି ସ୍ବାଗତ ଯୋଗ୍ୟ କଥା, କିନ୍ତୁ ଭକ୍ତ କେବେ ତାହା ଗୁପ୍ତ ତଥ୍ୟ ଉପସ୍ଥାପନ କରେ ନାହିଁ ଏହା ବାସ୍ତବିକ କିନ୍ତୁ ଏହି ସାଧୁ ଜଣକ ଯେମିତି ଗୁପ୍ତ ତଥ୍ୟ କୁ ପ୍ରଚାର କରୁଛନ୍ତି ଏହା ନାଁ ଆଧ୍ୟାତ୍ମିକ ବିକାଶ ନାଁ କୌଣସି ସତ୍ୟତା ଅଛି ଏହା କେବଳ ମନ ଗଢା କାହାଣୀ , ପ୍ରକୃତରେ ଯିଏ ଭକ୍ତ ତାକୁ ତୁମ କ୍ୟାମେରା ଖୋଜି ପାଇବ ନାହିଁ , ଆପଣ ଭଲ ମଠ ମନ୍ଦିର ଈଶ୍ୱର ସ୍ଥାନ ତୁମ ଚାନେଲ୍ ରେ ପରିବେଷଣ କରନ୍ତୁ ଆମେ ଦେଖିବୁ କିନ୍ତୁ ଏହି କାଳ୍ପନିକ ବାବା ଙ୍କୁ ଦେଖନ୍ତୁନି ଭାଇ 🙏

    • @parthasarathipradhan8720
      @parthasarathipradhan8720 3 года назад +1

      ""'Ekdum thik kathaa""'👍👍👌👌👌

    • @nareshachary2382
      @nareshachary2382 3 года назад +2

      ଠିକ କଥା କହିଲ ଭାଇ

    • @lulululu904
      @lulululu904 3 года назад

      Just time bhakta ra ichhare kichhi heuni jaha heuchhi Taha bhagaban nkar Lila ba ichha . Tenu u don't worry !

  • @basantkumarnayak6546
    @basantkumarnayak6546 3 года назад +4

    Congrats for your hard work to locate The Malika Bhakta and publish the Interview.
    Thank you so much l

  • @lalitmohan1110
    @lalitmohan1110 3 года назад +6

    ଆଶ୍ଚର୍ଯ୍ୟ ଲାଗୁଚି,?? କେଜାଣି

  • @laxmidharkumar2271
    @laxmidharkumar2271 3 года назад +1

    Thank you so much❤❤❤❤

  • @dinabandhusahoo9038
    @dinabandhusahoo9038 3 года назад +11

    Prabal paban hauchi.....

  • @pragnyashreesadangi7898
    @pragnyashreesadangi7898 3 года назад +2

    Jai jaganatha🙏🙏

  • @ajithmishra3971
    @ajithmishra3971 3 года назад +5

    Au thare asi discuss karantu

  • @Dear-Viewer
    @Dear-Viewer 3 года назад +6

    Acha paeshuram nk height 6.5 kahuchanti emiti heipare baba...bhawan parshuram satya juga ru achanti au dwapar juga re manab nk height average 10 feet thila au bhawan parshuram t satya juga ru asichanti calculate kr kete height hei thiba....

    • @user-nd2bs5de2k
      @user-nd2bs5de2k 3 года назад +1

      😀😀😁😁😂😂😂

    • @dusmantabehera3412
      @dusmantabehera3412 3 года назад

      Hann bt bhagavan Parsuram chahinle nija hight b kam kari paribe mo bhai

    • @dusmantabehera3412
      @dusmantabehera3412 3 года назад

      Thik katha bhai

    • @Humanity299
      @Humanity299 2 года назад

      Tretaya jugaru kintu se kana chahile tanka height kam kariparibeni ki ?

  • @dhurjatikumbhar5552
    @dhurjatikumbhar5552 3 года назад +2

    Jai jagannath 🙏👍

  • @prasant459
    @prasant459 3 года назад +3

    The real and original knowledge is in Srimad Bhagwat Gita and Srimad Bhagwat which are the extracts from Beda.Malika prediction differs from man to man.A single and definite decision is not coming from Malika because variety people predicting Malika in variety ways.So there is no guarranty on Malika,it is only assumption,may be or may not be.

    • @lulululu904
      @lulululu904 3 года назад

      Wait time u realize all matter .

  • @RaniRani-ek8sj
    @RaniRani-ek8sj 3 года назад +1

    Jai jagannath 🙏🙏🙏