Malika Future Prediction | Chhata Bata, Oldhi, Kendrapara | Satya Bhanja

Поделиться
HTML-код
  • Опубликовано: 28 дек 2024

Комментарии • 436

  • @narayandalai9799
    @narayandalai9799 3 года назад +8

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @RajendraKumar-fe1cx
    @RajendraKumar-fe1cx 3 года назад +23

    🙏ମଉସା ଙ୍କ ପାଇଁ ପଦେ🙏 (ବୁଝିଲନା),,, ବୁଝିଲନା ବୁଝିଲନା କହି ବୁଝାଇଲେ ମଉସା, ବୁଝିବା ଲୋକ ଯେ ବୁଝିବ,,, ଅବୁଝା ଲୋକକୁ ଯେତେ ବୁଝେଇଲେ ସେ ବା କାହୁଁ ବୁଝିବ। ମାଳିକା ତ ଅଟେ ଗହନ ର ପାଠ,,, ବୁଝିବା ତ ନୁହେଁ ସହଜ। ନିତ୍ୟ ତିନିକାଳ ହୃଦୟେ ଭଜ,,, ମିଳିବ ମୁକ୍ତିର ବାଟ। ☸️ଜୟ ଜଗନ୍ନାଥ ☸️ ଜୟ ଶ୍ରୀ ମାଧବ ☸️

  • @sanjayapradhan4150
    @sanjayapradhan4150 3 года назад +26

    ସତରେ ସୁଣିକି ବହୁତ ଭଲ ଲାଗିଲା ମଉସାଙ୍କୁ କୋଟି ନମସ୍କାର ମଉସା ଯାହା କହୁଛନ୍ତି ସବୁ ସତକଥା 🙏🙏🙏🙏🙏 ଜୟ ଜଗନ୍ନାଥ

  • @sulochanabarik7265
    @sulochanabarik7265 2 года назад

    🌺💐🙏ଜୟ ଜଗନ୍ନାଥ 💐🙏🌺 ଜୟ ପଞ୍ଚ ସଖା 🙏🌺💐ସତ୍ୟଭାଇ ଧନ୍ୟବାଦ ,ଆପଣ ମ ଉଷା ଙ୍କ ସହ ପୁଣି ଥରେ ମାଳିକାର ଆଲୋଚନା କରିଥିବା ରୁ।

  • @sanjuktabhuyan6507
    @sanjuktabhuyan6507 2 года назад +3

    ବହୁତ ସୁନ୍ଦର ଗୁପ୍ତ ରହସ୍ୟ ବିଷୟରେ ଅନେକ କଥା କହିଲେ। ମଉସା ଓ ସତ୍ୟ ବାବୁଙ୍କୁ ପ୍ରଣାମ । ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ ଙ୍କ ଚରଣ ତଳେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏❤️❤️🌺🌺

    • @biswanathsir2875
      @biswanathsir2875 Год назад +1

      Satya Abu apanku bahutbahut dhanyabad, apanka parish ram paln

  • @ranjanbehera.1165
    @ranjanbehera.1165 3 года назад +17

    ସତରେ ହିନ୍ଦୁ ଧର୍ମ କେତେ ମହାନ. ଅମ ଧର୍ମ ଗୁରୁ
    ମାନେ କେଵଳ ଭାରତ ଗୋଟିଏ ହିନ୍ଦୁ ମାନଙ୍କ ଦେଶ
    ମାତ୍ର ମୁସିଲିମ, ଇଷାଇ ଧର୍ମ ର ଦେଶ ବିଶ୍ୱ ରେ ଅନେକ.ଭାରତ ର ଅଧା ପାକିସ୍ତାନ, ଅଧା ବାଙ୍ଗଲାଦେଶୀ, ଏବେ ପଶ୍ଚିମ ବେଙ୍ଗାଳ ଯିବା
    ଉପରେ, ଭାରତ ର ହିଲେ ସ୍ୱାତୀୟ ଯୁଗ ହିନ୍ଦୁ
    ଦେଖିବ.

    • @Manasteacher
      @Manasteacher 3 года назад

      Ehi ta lila

    • @jagyenswarputa4348
      @jagyenswarputa4348 3 года назад +1

      ଭାଇ ତୁମେ ୟତି ନରସିଂହl ଙ୍କର ଭିଡିଓ ଦେଖ ଭବିଷ୍ୟତ କଥା ଜାଣପାରିଥିବ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

  • @narayandalai9799
    @narayandalai9799 3 года назад +4

    ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
    ଜୟ ହନୁମାନ 🚩🚩🌲🌿☘️🌳🌱🌺
    ଜୟ ପଞ୍ଚସଖା 🚩🚩🌳🌿☘️🌲🌱
    ଜୟ ଦାଉ ମହାରାଜା 🚩🚩🌿🌿🌲🌱
    ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
    ଜୟ ସୁଦର୍ଶନ 🚩🚩🌲🌲🌺🌺
    ଜୟ ପତିତ ପାବନ ବାନା 🚩🚩

  • @jayantisamal3397
    @jayantisamal3397 3 года назад +2

    Sadhu baba ahuri 100 barsha bachantu 🙏🙏 haribol....

  • @bhagirathipati7378
    @bhagirathipati7378 3 года назад +27

    ଆପଣ ଯାହାଂକ ସହ କଥା ହେଉଛନ୍ତି ତାଂକ କଥାକୁ ପ୍ରଥମେ ଶୁଣିବାକୁ ପ୍ରଯତ୍ନ କରନ୍ତୁ।

  • @mr.siplone
    @mr.siplone 3 года назад +2

    Jay jagannath Swami🙏❤️😍

  • @ଗୋପାଳଚନ୍ଦ୍ରଯେନା

    🙏🙏ପ୍ରଣାମ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଗକୁ ଜାରି ରହୁ

  • @dharmendrasahoo2301
    @dharmendrasahoo2301 3 года назад

    ସତ୍ୟ ବାବୁ, ମାଳିକାରେ ବର୍ଣିତ 2022ମସିହା ରେ ଚୀନ ପ୍ରଥମେ ଓଡିଶା ଉପରେ ଆକ୍ରମଣ କରିବ, ସାତଦିନ ସାତରାତି ଅନ୍ଧାର ହୋଇବ, ଅର୍ଥାତ 2026 ମସିହା ମେ ମାସ 26 ତାରିଖ ରୁ ଜୁନ ମାସ 2 ତାରିଖ ପର୍ଯ୍ୟନ୍ତ, କରୁଣାକର ମଉସା ଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟ ସ୍ପର୍ଶୀ,🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @narayandalai9799
    @narayandalai9799 3 года назад +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🚩🚩🚩🚩ରାଧେ ରାଧେ ରାଧେ ରାଧେ 🚩🚩🚩🚩🌺🌻🌳🌲☘️🌻🌲🌲🌲🏵🌴🥥🥥🍐🍑🍋🍌🍍🍒🍎🍓🍃🍈🌿☘️🌳🌱🌺🌹🌴🍀🌿🌿🌿🌿🌲

  • @narayandalai9799
    @narayandalai9799 3 года назад +1

    ଜୟ 🍀🌴ମାଁ🚩🌴 ମହାମାୟୀ🚩🍀🍒🍍🥥🥥🍌🍌🌿🌿🌲🌲🍒🍍🌺🍀🚩🌴🍎🌻🌱🌳☘️🥥🍋🍇🌿🌻🌱🌳☘️🍎🚩🌴🍀🌺🍍🍒🌲

  • @santoshmadala8416
    @santoshmadala8416 3 года назад +5

    ସତ୍ୟ ଭାଇ ଆମର ଗୋଟିଏ ଅନୁରୋଧ ମଉସାଙ୍କୁ ଭେଟନନ୍ତୁ ତୃତୀୟ ବିଶ୍ଵ ଯୁଦ୍ଧ ସମୟରେ ଭାରତ ସପକ୍ଷରେ କୋଉ କୋଉ ଦେଶ ରହିବେ

  • @narayandalai9799
    @narayandalai9799 3 года назад +1

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @manasparida3144
    @manasparida3144 3 года назад +16

    କଳ୍କୀ ଲୀଳା ଚାଲିଛି 2019 ସେପ୍ଟେମ୍ବର ମାସରୁ

    • @lulululu904
      @lulululu904 3 года назад +1

      Kemiti yekatha kahiparuchhanti je September ru start helani boli !

    • @munusatya984
      @munusatya984 3 года назад

      Right

    • @munusatya984
      @munusatya984 3 года назад

      Vegetarian tame

  • @sunitasarkar1262
    @sunitasarkar1262 Год назад

    Love you satya vanja Chanel❤❤❤❤❤❤❤❤❤ nice episode👌👌👌👌👌👌👌👌 thank you satya vai🙏🙏🙏🙏🙏🙏🙏🙏🙏 jay jagannath🙏🙏🙏🙏🙏🙏🙏🙏🙏 jay malika bachan🙏🙏🙏🙏🙏🙏

  • @satyajitpratap6535
    @satyajitpratap6535 2 года назад +1

    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର ଜୟ 🙏
    ଜୟ ଶ୍ରୀ ପଞ୍ଚସଖାଙ୍କ ର ଜୟ 🙏
    ଜୟ ସନାତନ ଧର୍ମ ର ଜୟ 🙏

  • @ChoudhuridalaBehera
    @ChoudhuridalaBehera Год назад

    Jay jaganath swami mo nayan patha gami bhaba tume 🙏🙏🙏🙏jay Panchhasakha 🙏🙏🙏🙏🙏

  • @princesukanta2052
    @princesukanta2052 2 года назад

    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @ajaybehera8685
    @ajaybehera8685 3 года назад +22

    ମଉସା ଯାହା ବି କହୁ ଛନ୍ତି ସତ୍ୟ କଥା ଜୟ ଜଗନ୍ନାଥ

  • @rashmisahoo291
    @rashmisahoo291 2 года назад

    Jay Jagannath 🙏🏼🙏🏼🙏🏼 Jay Panchasakha 🙏🏼🙏🏼🙏🏼🙏🏼🙏🏼

  • @sitaaram_Creations_1982
    @sitaaram_Creations_1982 Год назад

    ଜୟ ଶ୍ରୀ ଜଗନ୍ନାଥ,, ଜୟ ପଞ୍ଚସଖା 👏👏👏

  • @nilakanthajena5144
    @nilakanthajena5144 2 года назад

    Jay jagannath jay pancha sakha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @janmejaynayak5459
    @janmejaynayak5459 3 года назад +22

    ଭଲ ସାଆନ୍ତ ଜଣକୁ ପାଇଛ ସତ୍ୟ ବାବୁ।

    • @niranjannayak276
      @niranjannayak276 3 года назад

      Again you cantactthis mahapurush plese

    • @cat8909
      @cat8909 3 года назад

      Sarat mallick from odisha cuttack niali ,i am very happy to see ur program hope u continue ur work.

  • @ajaybehera8685
    @ajaybehera8685 3 года назад +12

    ପ୍ରଭୁ ଜଗନ୍ନାଥ କରନ୍ତୁ ମଉସା 100 ବର୍ଷ ବଞ୍ଚ ନ୍ତୁ

  • @gudibariki1641
    @gudibariki1641 Год назад

    Jay Jagannath swami nayana patha gami bhaba tume 🙏♥️♥️♥️♥️♥️

  • @bharat4625
    @bharat4625 Год назад +3

    This conversation literally touched my ❤...I tried to feel & understand ft.Baba's emotions and experiences and I would definitely say best discussion ever done by you...keep it up 🙌🏻🙏🏻

  • @anusahu5442
    @anusahu5442 Год назад

    Bahut bhala lagila episode t 🙏🙏

  • @ranjuktapattanaik177
    @ranjuktapattanaik177 3 года назад

    Badhiaa laguchi satya Bhai Suniba ku Bahut ichha hauchi aagaku

  • @gourangapanda7884
    @gourangapanda7884 Год назад

    Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam satya bhai baba nku pranama

  • @prasadmajhi5559
    @prasadmajhi5559 3 года назад +2

    🌅 ଜୟ ଜଗନ୍ନାଥ💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ🗽

  • @bighneswarmohanty2760
    @bighneswarmohanty2760 3 года назад +2

    ଜୟ ଜଗନ୍ନାଥ 🙏🙏🙏

  • @rajeshnayak8207
    @rajeshnayak8207 Год назад

    bahutu bhala laguchi mausa 😄 bahutu bahutu bhala laguchi old is gold 👌

  • @narayandalai9799
    @narayandalai9799 3 года назад +3

    pranam 🌿☘️guru ☘️🌿dev🌿☘️

  • @Jagannath989
    @Jagannath989 3 года назад +2

    ॐଗୁରୁ ଦେବନମଃଜୟ, ଶ୍ରୀ ଜଗନ୍ନାଥ ସ୍ୱାମୀ, ଶ୍ରୀ ଅଚ୍ୟୁତାନନ୍ଦ ନମଃ

  • @pranayaroutray6269
    @pranayaroutray6269 3 года назад +1

    Babanka Katha Bahuta Hrudayasparshi ebo Manamugdhakar Ate.
    Jay Jagannath ,Jay Panchasakha🙏🙏🙏

    • @sudhakardash6365
      @sudhakardash6365 3 года назад

      Satya Babu please you visit bhakta Sudan tanti at olaver jagannath temple

  • @narmadamaharana3779
    @narmadamaharana3779 Год назад

    Jay Jagannath 🙏🙏🙏 Jay panchasakha 🙏🙏🙏

  • @indiamohanty7418
    @indiamohanty7418 3 года назад +17

    Really true simple man God bless him.

  • @premchandnayak7962
    @premchandnayak7962 3 года назад

    ସଦଗୁରୁ ଶ୍ରୀ ପୂର୍ଣ୍ଣାନନ୍ଦ ଗୋସ୍ୱାମୀ
    ହଂସପୁର, ଗଞ୍ଜାମ ଜିଲ୍ଲା
    ବିଷୟରେ ମାଳିକାରେ ବର୍ଣ୍ଣିତ ହୋଇଅଛି କି ନାହିଁ ଟିକେ ଅନୁସନ୍ଧାନ କରିବେ । ଅନୁରୋଧ ରହିଲା ସତ୍ୟ ଭାଇ ।
    ପ୍ରତେକ୍ ଏପିସଡ ତମର ଦେଖେ
    ବହୁତ୍ ଖୁସି ଲାଗୁଛି ।
    ଭାଷା ନାହି ମୋର କହିବା ପାଇଁ
    ବାରମ୍ବାର ଦେଖିଲେ ମଧ୍ୟ ଏ ଆଖି ମନ ବୁଝୁନାହି,ତମର ପ୍ରୟାସ କୁ ବହୁତ୍ ଧନ୍ୟବାଦ୍🙏🙏🙏

  • @PradyumnaKumarSahu91
    @PradyumnaKumarSahu91 3 года назад +5

    Mausa🙏..you r great..old is always gold...bujhila...

    • @bnmohanty8071
      @bnmohanty8071 3 года назад

      Marisa is really a very powerful intellect .So,I request mr.satyabau to do a branch of episodes regarding this Mausa.Namaste

  • @jayantisamal3397
    @jayantisamal3397 3 года назад +3

    Bahut bhala lagila sadhu baba nka katha

  • @chandandehuri2383
    @chandandehuri2383 3 года назад +1

    Thankes,satya,ଭାଇ

  • @bishnumaharana4046
    @bishnumaharana4046 3 года назад

    Jay jagannath Jay jagannath Jay jagannath❤🌻🙏🌻❤

  • @narayandalai9799
    @narayandalai9799 3 года назад +1

    ଜୟ 🌿🚩ମାଳିକା 🚩🌿ବଚନ🌿🚩

  • @gudibariki1641
    @gudibariki1641 Год назад

    Jay Jagannath 🙏🙏♥️🙏

  • @pratibhamallick8257
    @pratibhamallick8257 3 года назад +2

    Mausa nka katha bahut bhala lagila...Thanks for sharing.

    • @Asishi3379
      @Asishi3379 3 года назад

      Mausanka katha bujhiala 😊🕊️🕊️🕊️

  • @manjushreepanda2069
    @manjushreepanda2069 3 года назад +4

    Jay jagannath Jay pancha sakha

  • @arabindajena945
    @arabindajena945 3 года назад +1

    Jai shree mahaprabhu jagannath 🙏🙏🙏

  • @maheswarmuduli6127
    @maheswarmuduli6127 3 года назад +1

    ସତ୍ୟ ଭାଇ ଠିକ ସମୟ ଦେଖି ବେପାର ଚଲେଇଚ, ବଢିଆ ବହୁତ ବଢିଆ କିନ୍ତୁ କାହାର ହେଲେ କଥା ମିଶୁନି ଠିକ ରେ ନାନା ମୁନି ନାନା ମତ.

  • @subratdas6633
    @subratdas6633 3 года назад +1

    Jaya jaganath, Jaya pancha sakha, 🙏🙏🙏🙏🙏

  • @arjuncharansahoo6968
    @arjuncharansahoo6968 3 года назад +7

    A mausaa jaha kahile Olaver re sudama baiee nkaa pithaa knuu jaantuu satya babu. Adress :Aul, Block Rajkanika, village -Olaver (Deulaaa sahieee)

  • @soumyaranjanmohapatra8374
    @soumyaranjanmohapatra8374 3 года назад

    Bhudha baba nka Katha bhala lagila 🙏🏻🙏🏻🙏🏻🙏🏻

  • @sudhanshusekharpatra2468
    @sudhanshusekharpatra2468 3 года назад

    Jai jagannath... jai jagannath.....jai jagannath....

  • @rajanikantbehera4762
    @rajanikantbehera4762 3 года назад

    ସତ୍ୟ ଭାଇ ଆପଣ ଓଳାଭର ଥରେ ଯାଆନ୍ତୁ ମହାତ୍ମା ଙ୍କୁ ଦରଶନ କରନ୍ତୁ ଆମକୁ କରାନ୍ତୁ 🙏🙏🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @omofficial7788
    @omofficial7788 Год назад

    ଇଛାମୟ ହରି ଜୟ ଜଗନ୍ନାଥ

  • @dasnirmalkumar9999
    @dasnirmalkumar9999 3 года назад +8

    Jay Jagannath 🙏 🙏 🙏 🙏 🙏 🙏 🙏 🙏 🙏

  • @narayandalai9799
    @narayandalai9799 3 года назад +1

    omm☘️🌿🌱🚩 namaha🚩🌿🌱🍀 sibaya🍀🌿🌱🚩🌲🍀🌿

  • @sibendrakhuntia4723
    @sibendrakhuntia4723 3 года назад +1

    Aau vala vhta pakhaku jantu. Jay jaganatha

  • @SPRITUALUNIVERSA
    @SPRITUALUNIVERSA 3 года назад +5

    13+42=55 ରାଜାଙ୍କ ଅଙ୍କ ରେ।।।। ଘୋର କଳି ହେବ।
    ୧୯୭୦ ମସିହା ଠାରୁ ହିସାବ କଲେ ୫୧ ଅଙ୍କ ଚାଲିଛି।। ବାହା ଙ୍କ ହିସାବ ୧଼୦୦%ସତ୍ଯ।।।

    • @jonyjony9090
      @jonyjony9090 3 года назад

      ଆମେ କଣସତରେ ଏତେ ଜଲଦି ମରିଯିବା

    • @SPRITUALUNIVERSA
      @SPRITUALUNIVERSA 3 года назад

      Sabu bele hari nama japa karantu bhai...

    • @maulanabakruddindeobandi6255
      @maulanabakruddindeobandi6255 3 года назад +1

      @@jonyjony9090 ବଞ୍ଚିକିରି କଣ ଆଲୁଅ କରୁଚ ? 😂😂

    • @jonyjony9090
      @jonyjony9090 3 года назад

      @@maulanabakruddindeobandi6255 😠😠😠😠😠😠

    • @maulanabakruddindeobandi6255
      @maulanabakruddindeobandi6255 3 года назад +1

      @@jonyjony9090 ଆରେ ଭାଇ ମରିବା ବଞ୍ଚିବା ସବୁ ମହାପ୍ରଭୁଙ୍କ ହାତରେ। ମୋ ଉପରେ ରାଗିଲେ କଣ ହେବ?🤣🤣

  • @debrajbhoi9677
    @debrajbhoi9677 3 года назад

    Jay jagannath. ...☔🙏🙏🙏

  • @neerennayak7417
    @neerennayak7417 3 года назад +2

    ସତ୍ଯଭାଇ ତୁମେ ବଢିଆ କାମ କରୁଛ

  • @BDBTRY
    @BDBTRY 3 года назад +1

    JAY JAGANNATH MOHAPRABHU. . KALIA THAKUR TUME HI SAHABHARSA...

  • @jyoshnaranipanda4377
    @jyoshnaranipanda4377 3 года назад

    JaiJagannath ❤❤❤🙏🙏

  • @rajeshnayak8207
    @rajeshnayak8207 Год назад

    mausa bahutu kichi janichanti 🙏🙏🙏🙏au bahutu kichi sikhibare achi

  • @ujagarnaik2005
    @ujagarnaik2005 3 года назад +6

    ସତ୍ୟବଭାଇ କାଲି ର ନିଉଜ ଦେଖିବ ପର୍ବ ତ ସିଖରେ କଇ ଫୁଟିଛି

  • @mayadharmahal5647
    @mayadharmahal5647 3 года назад

    Thanks for your chanel.

  • @ASISH_JENA
    @ASISH_JENA 4 месяца назад

    ଅତିସୁନ୍ଦର କଥା କହୁଛନ୍ତି

  • @jharanamallick3405
    @jharanamallick3405 3 года назад

    🙏🙏🙏🙏 jai jagannath swami Nayan patha gami bhaba tume 🙏🙏🙏🌹🌺🌺🪔💐

  • @debiprasadjena9627
    @debiprasadjena9627 3 года назад

    JAY JAGANNATH🙏🙏🙏

  • @bipinnayak9561
    @bipinnayak9561 3 года назад +1

    Jay jagannath 🙏🏽🙏🏽

  • @surendranathdas4313
    @surendranathdas4313 2 года назад +1

    Dear satyababu thank you so much for your best efforts

  • @susantamalla6225
    @susantamalla6225 3 года назад

    Jay. Jagannath. Mausa.. Namaskar

  • @rikupradhan3075
    @rikupradhan3075 3 года назад +1

    Vala laguchi ki ..... Pratek episode bhala bhala video vala laguchi... Jadi pratek day 10... Ti video aasebi dekhibaku echha achhi jay jagannath🙏🙏🙏🙏🙏 jaye pancha sakha🙏🙏🙏🙏🙏

  • @pratapmalik9512
    @pratapmalik9512 3 года назад

    ସତ୍ୟ ଭାଇ ବହୁତ ଭଲ ଲାଗୁଛି ତମ ପ୍ରୋଗ୍ରାମ

  • @neerennayak7417
    @neerennayak7417 3 года назад

    ଜୟ ଜଗନ୍ନାଥ ଜୟମାଳିକା ଜୟ ଜୟ ଜୟ ଜୟ ଜୟ

  • @vholasankar3519
    @vholasankar3519 3 года назад

    Thank you Satya babu🙏🙏🙏🙏🙏

  • @laxmipriyamohapatra7121
    @laxmipriyamohapatra7121 3 года назад

    Jay Jagannath Swami 🙏🙏🙏
    Mausa thik kahichhanty 👍🙏
    Paschima desha gudika already Hadamala helani Corona Prabhaba re A Mausa bahut kichhi janichhanty au Corona ku nei thik katha kahichhanty 🙏🙏🙏
    Jay Panchasakha 🙏🙏🙏

  • @seemapatra9773
    @seemapatra9773 9 месяцев назад

    ❤❤❤❤

  • @soumyaranjanmohapatra8374
    @soumyaranjanmohapatra8374 3 года назад +1

    ମଉସା ଙ୍କ ସହ ଆହୁରି ଆଳାପ ହେଉ ସେ ବହୁତ୍ କିଛି ଜାଣିଛନ୍ତି।

  • @aswineekurout5078
    @aswineekurout5078 3 года назад

    Bahut bhala lsgila

  • @ajaysamal1195
    @ajaysamal1195 3 года назад

    Jai jagannth jai Achutaya nada jai pacha sakha Namah

  • @ratikantnanda.businessdeve3155
    @ratikantnanda.businessdeve3155 3 года назад

    ଆମ ସ୍ଥାନୀୟ ଅଂଚଳ କୁ ଯାଇଥିବାରୁ ଧନ୍ୟବାଦ 🙏

  • @stargamingyt4899
    @stargamingyt4899 3 года назад

    Dhany bhakta

  • @champasahu735
    @champasahu735 3 года назад

    Achha laga

  • @sivacharanajena5568
    @sivacharanajena5568 3 года назад +1

    ସାତ ଦିନ ସାତ ରାତି ହେବ ।
    ଏହାର ଅର୍ଥ ଏହା ହୋଇ ପାରେ କି
    ଏକ ନକ୍ଷେତ୍ର ( ତାରା) ର ମୃତ୍ୟୁରେ
    ଜଳିବ । ଏହାର ଆଲୋକରେ ସାତ ରାତି
    ସାତଦିନ ହେବ । ଆକାଶରେ ଦୁଇଟି ସୂର୍ଯ୍ୟ
    (ଏବର ସୂର୍ଯ୍ୟ ମରୁଥିବା ତାରା ଏକ ସୂର୍ଯ୍ୟ)
    ରହିବା ଫଳରେ ସାତ ଦିନ କେବଳ
    ଆଲୋକ ରହିବ । ଅନ୍ଧାର ରହିବ ନାହିଁ ।

  • @Gopabandhu91
    @Gopabandhu91 3 года назад

    ଜୟ ପଞ୍ଚସଖା ଜୟ ଜଗନ୍ନାଥ
    ମଉସାଙ୍କୁ ପ୍ରଣାମ

  • @soumyadas9951
    @soumyadas9951 3 года назад +4

    BABAnkar katha HRUDAY SPARSHI.
    BABANKA GYAN kalana kariba samvab nuhein. Apananka padre koti pranam.
    JAY JAGANNATH SWAMI NAYAN PATH GAMI BHABATU ME....
    CHINESE PRESIDENT is the main culprit.
    JAY PANCHA SAKHA
    JAY ACHYUTAYANAND

  • @ronitkumarrkd8646
    @ronitkumarrkd8646 3 года назад

    Thanks bhai well journey

  • @manisasenapati700
    @manisasenapati700 3 года назад

    ଭଲ ଲାଗିଲା

  • @chandannaik8715
    @chandannaik8715 3 года назад +1

    Jay jagannatha
    Ww3

  • @basudevmohanty3504
    @basudevmohanty3504 3 года назад +3

    Dear Satyabu , thanks for ur endeavour.. please give d details of route chart of all pithas.

  • @kksentertainment1996
    @kksentertainment1996 3 года назад +1

    Talented mausha..

  • @gitanjlidas108
    @gitanjlidas108 3 месяца назад +1

    Amm ghara chhata re

  • @kanha7255
    @kanha7255 3 года назад +3

    Jay Jagannath,🙏
    God bless U Satyababu for ur hardwork🙏

  • @skygod2926
    @skygod2926 3 года назад

    Jay Jagannath
    Jay gurudev
    Jay panchasakha
    Jay kalki ram
    Jay mata di
    Jay shree ram ram🙏🙏

  • @SanjayNayak-gk6ty
    @SanjayNayak-gk6ty Год назад

    Thank you satya babu

  • @krishnadash4569
    @krishnadash4569 3 года назад

    Mausa thik kahuchhanti.mausanku 🙏🙏🙏🙏

  • @sibanisam1
    @sibanisam1 3 года назад +6

    Such a humble person