Natia Comedy Part 166 || Paallaa || Utkal Cartoon World

Поделиться
HTML-код
  • Опубликовано: 3 май 2021
  • Order Natia T-shirt at - www.sofikart.com/index.php?ro...
    Kumfu Panda t-shirt - www.sofikart.com/page/product...
    Tree Print T-Shirt - www.sofikart.com/page/product...
    Men Bear Print T-Shirt - www.sofikart.com/page/product...
    Men Silence Print T-Shirt - www.sofikart.com/page/product...
    Men Love Laugh Print T-Shirt - www.sofikart.com/page/product...
    Order more T-shirt - www.sofikart.com/page/shirts
    Order Natia Comic Book Now from - www.sofikart.com
    Like our Facebook Page - / utkalcartoonworld
  • КиноКино

Комментарии • 3,9 тыс.

  • @subhamgaming7280
    @subhamgaming7280 3 года назад +47

    ପିଲାଦିନେ ପାଲା ଦେଖିବାରୁ କି ମଜା ଲାଗୁଥିଲା ସେ କଥା ମୋତେ ମନ ପଡ଼ିଗଲା ଆଉ କିଏ କିଏ ପିଲାଦିନେ ପାଲା ଦେଖିବାକୁ ଭଲପାଉ ଥିଲ ଲାଇକ କର

  • @soumyashreerout1345
    @soumyashreerout1345 3 года назад +44

    ମୁଁ ନଟିଆ କମେଡି ନ ଦେଖୁଣୁ ଆଗ like 👍 କରେ । କିଏ ମୋ ଭଳି ଦେଖିବା ଆଗରୁ like & share କରନ୍ତି ?? ....

  • @DeepanKumar-sk8jm
    @DeepanKumar-sk8jm 3 года назад +9

    ବହୁତ। ବଢିଆ। ନଟିଆ। କମେଡି। ସବୁ। ହେଲା। ଯେ। ଡଙ୍ଗା। କୁଆଡେ। ଗଲା। ପାଲା। ବହୁତ। ବଢିଆ। ଲାଗୁଚି। I. Like. NatiaComedy.

  • @MissBandanaVlogs
    @MissBandanaVlogs 3 года назад +8

    ଯିଏ ମୋ comment ପଢୁଛି ଭଗବାନ ତାଙ୍କ ବାପା ବୋଉ ଙ୍କୁ 1000ବର୍ଷ ଆୟୁଷ ଦିଅନ୍ତୁ 🥰🥰🥰🥰🥰🥰

  • @phrmukeshodia
    @phrmukeshodia 3 года назад +108

    କୋଉ ମାନେ ଭିଡ଼ିଓ ଦେଖିବା ଆଗରୁ କମେଣ୍ଟ୍ ପଢୁଛ ଗୋଟିଏ ହିଟ୍ ଲାଇକ୍ ଏବଂ କମେଣ୍ଟ୍ କର..🤣🤣 ଆଜିର ଦିନଟି ଆପଣଙ୍କର ମଙ୍ଗଳ ମୟ ହେଉ....🙏
    🌄ଶୁଭ ସକାଳ🌾 🙏ଜୟ ଜଗନ୍ନାଥ

  • @jitendraworld7617
    @jitendraworld7617 3 года назад +66

    ଭାଇ ଯାହା କୁହ ଆଜି କାଲି କା style ମରା ଛୁଆ ଆ ମଜା ନେଇନାହାନ୍ତି... ଏ ଖୁସି ସତରେ ନିଆରା. ଧନ୍ୟବାଦ ଉତ୍କଳ cartoon world 👌 ଯୋଉ ମାନଙ୍କୁ ପାଲା episode ଭଲ... ଲାଗିଛି ଭିଡ଼ିଓ କୁ like କରନ୍ତୁ... ମୋ comment like କଲେ କିଛି ହବ nahi.. ଭିଡ଼ିଓ କୁ like କରନ୍ତୁ.. ଭିଡ଼ିଓ viral ହଉ. ହରି ବୋଲ.
    ଆହୁରି ଏକ ବାର....///

    • @nareshpande338
      @nareshpande338 3 года назад +1

      Ho frend sata katha

    • @bapunujada388
      @bapunujada388 3 года назад +1

      Nice😊

    • @jitendraworld7617
      @jitendraworld7617 3 года назад

      @PRASASAD BALIARSINGH ete similarity kmt mo name sahita ???😂

    • @jitendraworld7617
      @jitendraworld7617 3 года назад

      @PRASASAD BALIARSINGH Tq
      jitendra prasad Baliar singh mo na❤️boli ...😂...kahii

    • @jitendraworld7617
      @jitendraworld7617 3 года назад

      @PRASASAD BALIARSINGH ajana loka nku khrp bhabile kn lava😂

  • @pradipkishore9928
    @pradipkishore9928 3 года назад +27

    ଓଡ଼ିଆ ସଂସ୍କୃତି ପରମ୍ପରା କୁ ସୁନ୍ଦର ଭାବରେ ଉପସ୍ଥାପନା କରୁଥିବାରୁ ସବୁ କାର୍ଯ୍ୟ କର୍ତା ମାନକୁଂ ହାର୍ଦ୍ଦିକ ଅଭିନନ୍ଦନ, ଜୟ ଜଗନ୍ନାଥ କୃପା ଆପଣଙ୍କ ଉପରେ ସଦାସର୍ବଦା ରହୁ, ଜୟ ଜଗନ୍ନାଥ।।

  • @Godly_Message
    @Godly_Message 3 года назад +8

    ଓଡ଼ିଆ ସଂସ୍କୃତି ପାଲାକୁ ନଟିଆ ରେ ସ୍ଥାନ ଦେଇଥିବାରୁ ଉତ୍କଳ ଭାଇଙ୍କୁ ଧନ୍ଯବାଦ 🙏🏻🙏🏻ଆଗକୁ ଏମିତି ଅନ୍ୟ ଓଡ଼ିଆ ପରମ୍ପରାକୁ ସ୍ଥାନ ଦେବାକୁ ଉତ୍କଳ ଭାଇଙ୍କୁ ଅନୁରୋଧ 🙏🏻

  • @mrnihar3603
    @mrnihar3603 3 года назад +28

    ଓଡ଼ିଆ କଳା ସଂସ୍କୃତି କୁ ଭାଇ ବଜାଇ ରଖିଛ ଧନ୍ୟବାଦ 🙏🙏🙏🙏

  • @PaagalKhopdi
    @PaagalKhopdi 3 года назад +11

    ଯାହା ହେଉ ଆମ ଉତ୍କଳ ମାଟି ର କଳା, ସଂସ୍କୃତି ,ଐତିହ୍ୟ ,ପରମ୍ପରା ଆଜିବି ଉତ୍କଳ ର କୋଣ ଅନୁକୋଣରେ କେଉଁଠି ନା କେଉଁଠି ଜୀବିତ ଅଛି ,ଆଶା କରୁଛୁ ଆଗକୁ ରହିବ ମଧ୍ୟ, ସେଥି ମଧ୍ୟରୁ ଉତ୍କଳ କାର୍ଟୁନ ଚାନେଲ ର ସମସ୍ତ କର୍ମକର୍ତ୍ତା ମାନଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ 😊 ଧନ୍ୟବାଦ ଜୟ କଳା 🙏ଜୟ ଜଗନ୍ନାଥ

  • @Shortsonic37
    @Shortsonic37 3 года назад +6

    ଓଡ଼ିଶାର କଳା ଓ ସଂସ୍କୃତିକୁ natia comedy ମାଧ୍ୟମରେ ଉପସ୍ଥାପନା କରିଥିବାରୁ Utkal Cartoon World ପରିବାରକୁ ଶୁଭେଚ୍ଛା ଓ ଶୁଭକାମନା ।

  • @soumyaranjanbehera8758
    @soumyaranjanbehera8758 3 года назад +4

    ବହୁତ ଭଲ ଲାଗିଲା। ନଟିଆ କମେଡି କୁ ଅନେକ ଅନେକ ଧନ୍ୟବାଦ୍।

  • @bimalkumarbehera7221
    @bimalkumarbehera7221 3 года назад +9

    ଓଡିଶାର ସଂସ୍କୃତି ଓ ପରମ୍ପରା ପ୍ରତି ସର୍ବଦା ଜାଗ୍ରତ ଥିବା ଏକମାତ୍ର ଚାଁନେଲ ଉତ୍କଳ କର୍ଟଊନ ୱରଲଦ.. ଧନ୍ୟବାଦ ଏମିତି ଆଗକୁ ଆହୁରି ଭିଡ଼ିଓ କରିଚାଲ ✌️🌎🌎🌎🌎

  • @kaliarout4587
    @kaliarout4587 3 года назад +184

    ପିଲା ଦିନେ ପାଲା କଥା ମନେ ବହୁତ ପଢୁଛି🌹
    ପିଲା ଦିନେ ପାଲା ହେଲାବେଳେ କୋଉ ମାନେ ଶୋଇଛନ୍ତି
    ସେମାନେ ଲାଇକ୍ କର 👍
    ଧନ୍ୟବାଦ🌹
    ଜୟ ଜଗନ୍ନାଥ🙏🚩

    • @youtubepbp7445
      @youtubepbp7445 3 года назад +2

      Chandu bhali amebi karichhu

    • @localdon1187
      @localdon1187 3 года назад +1

      ମୁର୍ଖ ପିଲା ଲେଖିଆସୁନି ନିଜ ଓଡ଼ିଆ ଭାଷା ବି ଭୁଲି ଗଲୁଣି😭😭🙄🙄

    • @kaliarout4587
      @kaliarout4587 3 года назад

      @@localdon1187 ଭାଇ ଭୁଲୁ କୋଉଠି

    • @pintugouda3517
      @pintugouda3517 3 года назад

      @@youtubepbp7445 o

    • @santoshkumarmahal8804
      @santoshkumarmahal8804 3 года назад

      Poo

  • @Promixervideo
    @Promixervideo 3 года назад +4

    Thanks for utkal cartoon world

  • @MissBandanaVlogs
    @MissBandanaVlogs 3 года назад +2

    ଯିଏ ମୋ comment ପଢୁଛି ଭଗବାନ ତାଙ୍କ ବାପା ବୋଉ ଙ୍କୁ ସବୁବେଳେ ଖୁସିରେ ରଖନ୍ତୁ 🥰🥰🥰🥰🥰🥰🥰

  • @sidharthloves3738
    @sidharthloves3738 3 года назад +19

    Natia pai like ☺️

  • @plmotivationchannel
    @plmotivationchannel 3 года назад +11

    So Nice....Mind blowing ❤️
    Abe au gaon gahalire pala houni...dhire dhire sabu uthi galani
    Thanx...utkal sir pala ra kichhi sruti mane pakeidele
    Kia kia pala dekhicha tale 👍kara
    👇👇

    • @dipunayak4297
      @dipunayak4297 3 года назад

      I love you ❤️❤️❤️❤️❤️

  • @pupupplifestyle6375
    @pupupplifestyle6375 Год назад +1

    ବହୁତ ବହୁତ ଧନ୍ୟ ବାଦ ଆମ ଓଡିଶା ର କଳା ସଂକୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ କରି ଥିବାରୁ. ପ୍ରଭୁ ଆପଣଙ୍କୁ ଦୀର୍ଘାୟୁ karantu🙏🙏🙏ଜୟ ଜଗନ୍ନାଥ

  • @mood1111
    @mood1111 3 года назад +1

    ନଟିଆ କମେଡି ର ଅଷ୍ଟପ୍ରହରୀ ର ଇପିସୋଡ୍ କରୁନ ଜଉଥିରେ ନଟିଆ କଳସ ବୁଡେଇଵ😍😘😗😙😚😜😍😘😗😙😚😜😘✊😊😘✊😊🔔📢📢🎄🎅☃️❄️🔔📢📢🎄🎅☃️❄️😎😎😎😎

  • @amarpursty6276
    @amarpursty6276 3 года назад +5

    ଆଜି ନଟିଆ ର ଏହି ଏପିସୋଡ୍ ପୁରା ଫିଲ୍ମ ଭଳି ଲାଗିଲା 😀 ଯଦି ହଁ ତେବେ ତଳେ ଗୋଟେ 👍🏻👌🏻👍🏻👌🏻 ଲାଇକ୍ କର ଓ କମେଣ୍ଟ୍ କର
    ଶୁଭ ସକାଳ ଓଡ଼ିଶା 🌄🌅🌄🌅

  • @indraparua136
    @indraparua136 3 года назад +14

    Good morning 🙏🏻 nice ❤️👌🙏🏻

  • @mood1111
    @mood1111 3 года назад +46

    ଭାଇ ମାନେ ଜଦି ତୁମେ ନଟିଆ ର ଅଷ୍ଟପ୍ରହରୀ ଦେଖିବାକୁ ଚାହୁଁଚ ତାହାଲେ ତୁମେ ମୋତେ ଲାଇକ କରି ସପୋର୍ଟ କର ଓ 😎ନଟିଆ ର ଅଷ୍ଟପ୍ରହରୀ ର କମେଣ୍ଟ କର😘😘😘😘😘😘😘😘 ସେଥିପାଇଁ ଗୋଟିଏ ଲାଇକ ❤

  • @priyadarshiniabibliophile6637
    @priyadarshiniabibliophile6637 3 года назад +4

    Koumane natia comedy ra 1 to 166 part jae Sabu dekhicha .hit like 👍👍

  • @mantudigitalbbsr1924
    @mantudigitalbbsr1924 3 года назад +7

    ବହୁତୁ ବହୁତୁ ଧନ୍ୟବାଦ ଜଣାଉଛି ନଟିଆ କାର୍ଟୁନ୍ 😁😘😁😘❤️🙏💐😷👈😷👈

  • @ganesh_roul143_official
    @ganesh_roul143_official 3 года назад +5

    ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ ଜେଉଁ ପାଲା ଏହି karton chennal ମାଧ୍ୟମରେ ପ୍ରକାଶିତ ହୋଇ ପାରିଛି ତେଣୁ ଗୋଟେ like

  • @rockrajsamir723
    @rockrajsamir723 3 года назад +3

    Sabu episode thu eita bhala episode sqtqre 👍😘😘😘

  • @dollysdiary9601
    @dollysdiary9601 3 года назад +16

    ଓଡ଼ିଆ ସଂସ୍କୃତିକୁ ନଟିଆ ମାଧ୍ୟମରେ ଆଜିକା ଯୁଗର ପିଲାଙ୍କ ପାଖରେ ପହଞ୍ଚାଇବା ଏକ ଉନ୍ନତ ପ୍ରୟାସ । ଆମ କଳା ଓ ସଂସ୍କୃତିକୁ ବଞ୍ଚାଇବାପାଇଁ ସମସ୍ତ ନଟିଆ ଟିମ୍ ଙ୍କୁ ଅନେକ ଅନେକ ଧନ୍ୟବାଦ ।👍👍👍

  • @guluswain9643
    @guluswain9643 3 года назад +10

    ମନ ଛୁଆଁ ଏପିସୋଡ ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ୱାର୍ଲ୍ଡ ଆଗକୁ ମାଡ଼ି ଚାଲ 👍👍🤩🤩🤩😍😍👏👏👏👏👏

  • @sanucreativity7491
    @sanucreativity7491 3 года назад +6

    ଯେଉଁ ମାନେ ଯାହା ଦେଖିବା ପାଇଁ ଭଲ ପାଅ
    ପାଲ୍ଲା=Like
    ମେଲୋଡି=Comment

  • @prasantapatsani363
    @prasantapatsani363 3 года назад +1

    ଅତି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବା ଅନୁଷ୍ଠାନକୁ ସର୍ବ ପ୍ରଥମେ ମୁଁ ମୋର ସାଧୁବାଦ ଜ୍ଞାପନ କରୁଛି ।

  • @shisubikash9481
    @shisubikash9481 3 года назад +3

    Chamatkar prayash ..bhai.goan chhadiba 20 yr india chhadiba 2 yr ..hele aji b ram nabami re goan ra se badi pala bhuli hueni ..bahut Miss kare ..Kass puni se pila dina feri
    asantaki ... really more sad.....

  • @jogeshmoharana5696
    @jogeshmoharana5696 3 года назад +8

    Super Stori ନଟିଆ ପାଲା ବଢିଆ ହୋଇଛି (ସବୁଠାରୁ ପାଲା ବଢିଆ ଲାଗିଲା) Thank you sir

  • @SmtoonStory
    @SmtoonStory 3 года назад +177

    ଓଡ଼ିଆ କଳା ସଂସ୍କୃତି ର ପ୍ରତୀକ ପାଲାକୁ ନଟିଆ କମେଡି ମାଧ୍ୟମରେ ଉପସ୍ଥାପନା କରିଥିବାରୁ ନଟିଆ ପରିବାରକୁ ଧନ୍ୟବାଦ🙏 ସେଥିପାଇଁ ଗୋଟେ ଲାଇକି ହେଇଯାଉ 👍

  • @prakashsilu2361
    @prakashsilu2361 3 года назад +25

    ଯଦି ଆପଣ ମାନେ ନଟିଆ କମେଡି ଦେଖୁଛନ୍ତି ଏବଂ ପସନ୍ଦ କରୁଛନ୍ତି ତେବେ ଦୟାକରି ଗୋଟିଏ ଲାଇକ କରିବେ 👍

  • @KalahandiaBoy
    @KalahandiaBoy 3 года назад +3

    I love pala

  • @durgacharanagouda3325
    @durgacharanagouda3325 3 года назад +45

    Odia bhai mane ahi video ku adhika adhika share kara jemiti eida trending re rahiba...
    Good job utkal gourab sir...

  • @lovelymitali8058
    @lovelymitali8058 3 года назад +31

    ଆମ ଓଡ଼ିଆ ସସ୍କୃତି ଲୋପ୍ ହେଇଯାଉଥିବା ବେଳେ ନଟିଆ କମେଡ଼ି ମନେ ପକାଇ ଥିବାରୁ ଅନେକ ଅନେକ ଧନ୍ଯବାଦ 🙏ନଟିଆ ଉତ୍କଳ କାଟୁନ୍ ବେଷ୍ଟ 👍

  • @kiranchoudhury8801
    @kiranchoudhury8801 3 года назад +4

    Bohut dinu pala dekhinathilu dekhi maza lagila ❤️❤️❤️😘😘🙏🙏 thanks nattaa🙏 take care all natiaa team 👍🏻😘🙏🙏 God bless you all ❤️❤️❤️

  • @bikashranjanmallick5959
    @bikashranjanmallick5959 3 года назад +6

    Natia pura super ସକାଳ ର ଆରମ୍ଭ ଆଜି ପୁରା ମସ୍ତ ହବ

  • @____4371
    @____4371 3 года назад +19

    ଉତ୍କଳ ବାବୁ ଙ୍କୁ ଧନ୍ୟବାଦ । କାର୍ଟୁନ ବାହାନା ରେ ପିଲା ଙ୍କୁ ଓଡ଼ିଆ ସଂସ୍କୃତି ସହିତ ବି ଯୋଡିବାକୁ ଚେଷ୍ଟା କରୁଛନ୍ତି 🙏🙏🙏

  • @pabitraparida6800
    @pabitraparida6800 3 года назад +1

    So nice......... very beautiful😍😍..........

  • @preetisahu7925
    @preetisahu7925 3 года назад +23

    ଛୋଟବେଳ ର କଥା ସବୁ ମନେ ପଡିଗଲା..
    ଆମେମାନେ ବି ଛୋଟ ବେଳେ ଏମିତି ଝଗଡ଼ା କରୁଥିଲୁ।👍🏼😄😄

  • @samirbehera8589
    @samirbehera8589 3 года назад +10

    Really ପାଲା ହୋଇଗଲା ...ପୁରୁଣା ପରମ୍ପରା ମନେପଡ଼ିଗଲା 🙏🙏🙏🙏 ଧନ୍ୟବାଦ ଆପଣଙ୍କୁ🙏🙏🙏

  • @abhayakumarbehera5670
    @abhayakumarbehera5670 3 года назад +28

    ଉତ୍କଳର କଳା ସଂସ୍କୃତିକୁ ଏମିତି ଆଗକୁ ନେଈଚାଲନ୍ତୁ, ଜୟ ଜଗନ୍ନାଥ🙏 ଆପଣ ଙ୍କ ଟିମ୍ କୁ ବହୁତ ଧନ୍ଯବାଦ

  • @haripria443
    @haripria443 3 года назад +4

    ଏମିତିରେ ମତେ ପାଲା ବୋହୁତ ଭଲଲାଗେ ଆଉ ଆଜି ନଟିଆ କମେଡି ମାଧ୍ୟମରେ ଆପଣ ଆମ ମାନଙ୍କ ମନକୁ ଖୁସି କରିଦେଲେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ଆପଣ ସବୁବେଳେ ଏମିତି ଆଗକୁ ଯାଆନ୍ତୁ🙏

  • @sbvlogwithsupriyakar8350
    @sbvlogwithsupriyakar8350 3 года назад +1

    କୋଭିଡ ସମୟରେ ପାଲା ଦେଖି ମନ ବହୁତ ଖୁସି ହେଲା

    • @mrajesh6235
      @mrajesh6235 3 года назад

      Wa.. Wo.... Dear...... You so

  • @dillipkumarmusical7061
    @dillipkumarmusical7061 3 года назад +228

    ଡାଙ୍ଗ କୁ କୋଉ ମାନେ miss karila like kara👍

  • @abhiseksahoo1206
    @abhiseksahoo1206 3 года назад +270

    ନଟିଆ କମେଡି ଆମ ସଂକୃତିର ଉନତି କରୁଛି ସେଥିପାଇଁ ଏକ ଲାଇକ୍ କର ।😄😅😊

  • @kumarmaniboita2014
    @kumarmaniboita2014 3 года назад +6

    ମୋତେ ବହୁତ ଖୁସି ଲାଗିଲା ଯେମିତି ମୋ ପିଲା ବେଳର ପାଲା ଦେଖିବା କଥା ମନେ ପଡିଲା।।।ବହୁତ ବଡିଆ ଲାଗିଲା।

  • @nrusinghanathmohapatra5326
    @nrusinghanathmohapatra5326 3 года назад +2

    ପିଲା ଦିନର ସ୍ମୁତି ମନେପଡ଼ି ଗଲା। ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ୱର୍ଲ୍ଡ। ଏହିପରି ସୁନ୍ଦର ସୁନ୍ଦର ବିଷୟ ବସ୍ତୁ ସହ ନଟିଆ କମେଡି ବହୁତ୍ ସୁନାମ ଅର୍ଜନ କରୁ।
    ଟିଭି ପରଦାରେ ନଟିଆ କମେଡି ଧାରାବାହିକ ଭାବରେ ପ୍ରସାରିତ ହେଉ।

  • @haldharnag3166
    @haldharnag3166 3 года назад +41

    Love you Natia ♥️❤️❤️❤️
    Nice story

  • @rajeswarilenka7036
    @rajeswarilenka7036 3 года назад +22

    Im waiting this episode very excited
    Bisu pain like hei jauuuu

  • @onelike247
    @onelike247 3 года назад +57

    ବହୁତ ଦିନ ପରେ ପାଲ ତ ଦେଖିବାକୁ ମିଳିଲା।
    ଧନ୍ୟବାଦ utkal cartoon, ପ୍ରକୃତରେ ଆମ ସଂସ୍କୃତି କେତେ ସୁନ୍ଦର।👍👍👍

  • @kalpanasahoo133
    @kalpanasahoo133 3 года назад +38

    ପିଲାଦିନର ସ୍ମୃତି ସବୁ ମନେ ପଡିଗଲା thank you ନଟିଆ କମେଡି 😍😍

  • @amitkumarbhol5826
    @amitkumarbhol5826 3 года назад +26

    ଓଡିଶାର କଳା, ସଂସ୍କୃତି, ପରମ୍ପରା ର ପ୍ରତୀକ ପାଲାକୁ ଉପସ୍ଥାପନା କରିଥିବାରୁ ଅନେକ ଅନେକ ଧନ୍ୟବାଦ 🙏

  • @OdishavillageAspirantSangharsh
    @OdishavillageAspirantSangharsh 3 года назад +46

    ହେଲେ ଏତେ ବଡ଼ ପାଲା ପରିବେଷଣ ରେ ଡାଙ୍ଗ ର ଅନୁପସ୍ଥିତ, ଆମେ ବହୁତ ମିସ କରୁଛୁ, ନହେଲେ ପାଲା ଆଉ ଆହୁରି ମଜାଦାର ହେଇଥାନ୍ତା ନୁହେଁ କି?

    • @kshirodkubarik8377
      @kshirodkubarik8377 3 года назад +2

      ଭଲ କଥାଟେ ମୁ ବି ବହୁତ୍ ମିସ୍ କରୁଅଛି ମୋ ଆଉଟିକିଏ ମଝିରେ ଚଡ଼ିଦେଇଚ ମୋ ଅଠଲା ମାରିବା କଥା ତକ

    • @shibaprasad2863
      @shibaprasad2863 3 года назад +1

      Hn bhai danga ta thile bhala hei thanta

  • @tunajena9447
    @tunajena9447 Год назад +3

    Beautiful story

  • @radhamadhaba7387
    @radhamadhaba7387 3 года назад +7

    ଓଡିଆ କଳା ସଂସ୍କୁତିର ପ୍ରତୀକ ପାଲାକୁ ନଟିଆ କମେଡ଼ି ମାଧ୍ଯମରେ ଉପସ୍ଥାପନା କରିଥିବାରୁ ନଟିଆ ଟିମ୍ କୁ ଧନ୍ଯବାଦ୍.

  • @beautycutylifestyle
    @beautycutylifestyle 3 года назад +8

    Most waiting this❤️👍

  • @srikantablogs2350
    @srikantablogs2350 3 года назад +19

    ୧୦ ଟଙ୍କାରେ ପୂରା ପରିବାର ପାମ୍ଫଡ ଖାଈବେ 😂😂😂😂

  • @user-fx6mx4st3m
    @user-fx6mx4st3m 3 месяца назад +12

    ନଟିଆ ଭାଇ ପୁରା ପିଲା ଦିନ କଥା ମନେ ପକେଇ ଦେଲ କଣ ଥିଲା ସେ ଦିନ ଆଉ କଣ ହେଇ ଗଲା ଆଜିର ଦିନ

  • @sriramdalai7562
    @sriramdalai7562 3 года назад +7

    ଧନ୍ୟ ବାଦ ଉତ୍କଳ କାର୍ଟୁନ୍। କେତେ ଦିନ ପରେ ପାଲା ଦେଖିଲୁ ।

  • @beautycutylifestyle
    @beautycutylifestyle 3 года назад +87

    ଯାହା ହେଉ ଆଜି ସକାଳେ ପାଲା ଦେଖିବାକୁ ମିଳିଲା👍❤️😘😘🙏

  • @archanapradhan4416
    @archanapradhan4416 3 года назад +11

    ଓଡ଼ିଆ କଳା ସଂସ୍କୃତି ର ପରମ୍ପରା କୁ ସବୁବେଳେ ବଜାୟ ରଖିବା ଦରକାର ଜୟ ଜଗନ୍ନାଥ 🙏🙏

  • @sonalitripathy9340
    @sonalitripathy9340 3 года назад +1

    Paala bhali gote sundar story karithibaru Natia comedy ku bahut bahut thank you😊😊 puni thare puruna smruti ku mane pakeidela sethipain puni thare thank you😊😊

  • @mr_gochhikarvlogs1178
    @mr_gochhikarvlogs1178 3 года назад +7

    Natia series ra sabuthu bada episode 👌🏼🙏🏻

  • @dancinggirlipsita7061
    @dancinggirlipsita7061 3 года назад +7

    ଏବେ ଆମ ସଂସ୍କୃତି ଲୋପ ପାଇଗଲା ବେଳକୁ ଆପଣ ମାନେ episode ମାଧ୍ୟମରେ ତାର ପୁନରୁଦ୍ଧାର କରିଛନ୍ତି।। ଦେଖିକି ବହୁତ୍ ଭଲ ଲାଗିଲା।। ଧନ୍ୟବାଦ୍ Utkal Cartoon world ।। ଆମକୁ ଏମିତି ମନୋରଞ୍ଜନ କରିଥିବାରୁ।।

  • @AkashAkash-ql7kw
    @AkashAkash-ql7kw 3 года назад +200

    ଏବେ ଆମ ସଂସ୍କୃତି ଲୋପପାଇଯାଉଥିବା ବେଳେ ଆପଣ ତାର ପୁନର ଉଦ୍ଦଆର କରିବାର ପ୍ରୟାସ ମତେ ବହୁତ୍ ଭଲ ଲାଗିଲା। Really proud of utkal catorn world.

    • @bidyabidya9805
      @bidyabidya9805 3 года назад

      Dosnsrcdodmos#xpdnoddnfidkdobdkskdncssvosmsxsis7381548364😊😀😁😂😃😄😅😆😇😈😉😯😐😑😕😠😬😡😢😴😮😣😤😥😦😴😴😴😴😴😴😴😧😨😩😰😟😱😲😳😵😶😷😞😒😍😛😜😝😋😗😙😘😚😎😭😌😖😔😪😏😓😫🙋🙌🙍🙅🙆🙇🙎🙏😺😼😸😹😽😽😿🙀🙉👫👪👭👪👪👪

    • @tapaskumarmohapatra909
      @tapaskumarmohapatra909 3 года назад +1

      23r778

    • @narmadadashnjjjhjhjpgijioj9559
      @narmadadashnjjjhjhjpgijioj9559 3 года назад

      Bk

    • @subhalaxmipattanayak5495
      @subhalaxmipattanayak5495 2 года назад +1

      Immunity to meetNon-profit

    • @akhilasethi2460
      @akhilasethi2460 2 года назад

      Ki

  • @ashutoshsundara9741
    @ashutoshsundara9741 2 года назад +7

    ଛୋଟାବେଳର କିଛି ସ୍ମୃତିକୁ ଲୋକମାନଙ୍କ ମଧ୍ୟରେ ଉଜ୍ଜୀବିତ କରୁଥିବାରୁ ମୁ #Utkal Cartoon କୁ ଧନ୍ୟବାଦ।

  • @moyonmoyon1275
    @moyonmoyon1275 3 года назад +1

    So beautiful video 👌👌👌pila dina ra katha mane padigala I just love it ❤️& my family enjoying so much 👍

  • @shrutishreesahu2639
    @shrutishreesahu2639 3 года назад +6

    I'm also waiting ❤️

  • @rasabarshacreations
    @rasabarshacreations 3 года назад +62

    ଓଡ଼ିଶାର କଳା ଓ ସଂସ୍କୃତିକୁ natia comedy ମାଧ୍ୟମରେ ଉପସ୍ଥାପନା କରିଥିବାରୁ Utkal Cartoon World ପରିବାରକୁ ଶୁଭେଚ୍ଛା ଓ ଶୁଭକାମନା ।
    Awesome

  • @ayusman4679
    @ayusman4679 3 года назад +17

    ଓଡ଼ିଆ କଳା ସଂସ୍କୃତି ର ପ୍ରତୀକ ପାଲା କୁ ନଟିଆ କମେଡି ମାଧ୍ୟମରେ ଉପସ୍ଥାପନ କରିଥିବାରୁ ନଟିଆ ପରିବାରକୁ 👍👍👍👍 ଟେ ହଉ 🙏🙏

  • @desialoveguru6228
    @desialoveguru6228 3 года назад +10

    Sir ଏହି ଭିଡିଓ ଦେଖିଲା ପରେ ଆମ ଆଦିବାସୀ ଗ୍ରାମର ହେଉଥିବା କଥା ମନେ ପଡୁଛି ତେଣୁ ନାଟକ ବା ଯାତ୍ରା ଭିଡିଓ ଗୋଟିଏ ତିଆରି କରନ୍ତୁ sir please . ଅନୁରୋଧ କରୁଛି ।

  • @banamalidash7146
    @banamalidash7146 3 года назад +83

    Lock down re natia ra gute mast episode dekhi mana kusi heigala😁👍👍❤️

  • @nikitasharmaofficial2579
    @nikitasharmaofficial2579 3 года назад +19

    ନଟିଆ ସାର୍ ଆଉ ଆମ କମେଣ୍ଟ, ପଢୁ ନାହାନ୍ତି, ସେଥିପାଇଁ, ବୋଧହୁଏ, ଆମ କମେଣ୍ଟର, Reply ଦେଉ ନାହାଁନ୍ତି , ହଁ ଚଳିବ ,
    ବହୁତ୍ ଭଲ ଲାଗିଲା, ଏ ଭିଡିଓ ଟା ଦେଖିଲା ପରେ, ମୋ ଛୋଟ ବେଲ ପୁରୁଣା ସୃତି, ମନେ ପଡ଼ିଲା #Rashmita_Mishra

  • @jyotshnaranibehera1500
    @jyotshnaranibehera1500 3 года назад +1

    ବହୁତ ଭଲ ଲାଗିଲା। କାରଣ ପାଲା ଏବେ ଆଉ ନାହିଁ ,ପିଲାମାନେ ସବୁ mobile game ଦେଖୁଛନ୍ତି

  • @jyotiranjanbiswal1498
    @jyotiranjanbiswal1498 3 года назад +5

    Beautiful story ❤️❤️

  • @RakeshMishra2604
    @RakeshMishra2604 3 года назад +64

    ଓଡ଼ିଆ ସଂସ୍କୃତି କୁ ମନେ ରଖିଥିବାରୁ ଅଶେଷ ଧନ୍ୟବାଦ।

  • @dharanidhardalabehera5125
    @dharanidhardalabehera5125 3 года назад +28

    jau mane pala dekhibaku bhalapauchanti ma comment re like karidiantu

  • @mahendranayak8984
    @mahendranayak8984 3 года назад +13

    Pala 2 asu boli joumane chan hucha gote like kara

  • @biswajitsahoo847
    @biswajitsahoo847 3 года назад +28

    ପିଲା ଦିନର ସ୍ମୃତି ମନେ ପଡିଗଲା ।।।।ଅତି ଚମତ୍କାର ।।।। ବହୁତ ସୁନ୍ଦର ❤️❤️❤️

  • @mamalijournalist152
    @mamalijournalist152 3 года назад +32

    ପାଲା ଦେଖିବାର ଗୋଟିଏ ଅଲଗା ହି ମଜା ଲାଗେ 😂😂😂😂😂😊😊😊😊😊😊😊
    ଆଉ ଅନେକ ଶିକ୍ଷଣୀୟ କଥା, ସଂସ୍କୃତି ପରମ୍ପରା
    ଜାଣିବାର ସୁଯୋଗ ମିଳିଥାଏ ।🙏👍🙏

  • @jimendrakumar1842
    @jimendrakumar1842 3 года назад +58

    ନଟିଆ ଏବଂ ପୂଜା ର love ଆରମ୍ଭ କର,

  • @umacet1
    @umacet1 3 года назад +4

    କଣ ମସ୍ତ୍ video ଟେ ବନେଇଲ ଉତ୍କଳ ଭାଇ। ମୁଁ ଦୁଇଥର ଦେଖୋସାରିଲିନି ମ। ବଢିଆ ଲାଗିଲା ପାଲା ଦେଖିକି। କେବେ ଭରତଲିଳl ଉପରେ ହଉ ଗୋଟେ ଭିଡିଓ କିମ୍ବା ଦଣ୍ଡନାଚ

  • @anjankumardas8718
    @anjankumardas8718 3 года назад

    Comedy ହେଲେବି ପୁରୁଣା ପରମ୍ପରା କୁ ଲୋକ ଲୋଚନକୁ ଆଣି ପାରୁଛନ୍ତି ସେଥିପାଇଁ ଅଶେଷ ଧନ୍ୟ ବାଦ

  • @pramothmandal735
    @pramothmandal735 3 года назад +8

    Good morning too all'

  • @alhadinibagartti6148
    @alhadinibagartti6148 3 года назад +33

    ନଟିଆ କମେଡି ପରିବାର କୁ ଲାଇକ କର tha best 👌👌👌👌👌👌👌

  • @ashisadash8224
    @ashisadash8224 3 года назад

    ନଟିଆ କମେଡି ଓଡ଼ିଶାର କଳା ସଂସ୍କୃତି କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ଧନ୍ୟବାଦ ନଟିଆ କମେଡି 👍

  • @Bossofuniverse
    @Bossofuniverse 3 года назад

    Ame agare basiki mixture khaibu tame ama pachhare basiki pada sunghiba😂😁😁😂🤣😂😂🤣😁😁😂

  • @ommnamahshivay-oq1sq
    @ommnamahshivay-oq1sq 3 года назад +37

    ବହୁତ ଭଲ ଲାଗିଲା ...ପିଲା ଦିନ ଗାଁ ଆଉ ଗାଁ ଲୋକ ସବୁମନେ ପଡ଼ିଲେ 😢😢💜

  • @funbikash1296
    @funbikash1296 3 года назад +10

    😂😁😘😘ବହୁତ ସୁନ୍ଦର ଉପସ୍ତାପନ😘😘

  • @kamaljyotshna9964
    @kamaljyotshna9964 3 года назад

    Thank you so much ama kalaa sanskruti ra pratikaku upastapana karithibaru😘😘😘
    Jay Jagannath....

  • @debasismahakud6983
    @debasismahakud6983 3 года назад +3

    Jahaku bhala lagila please like karantu

  • @opgamerpravat5542
    @opgamerpravat5542 3 года назад +18

    Jay jagannath 👍🏿👍🏿👍🏿👍🏿 🙏🏿🙏🏿🙏🏿🙏🏿🙏🏿

  • @ajsameer1832
    @ajsameer1832 3 года назад +52

    Good morning 🌻 utkal cartoon family love u all ❤️❤️❤️🙏🙏

  • @ganeswarsahoo1961
    @ganeswarsahoo1961 3 года назад +1

    ପିଲା ଦିନ କଥା ମନ ପଡ଼ି ଗଲା

  • @shibaprasad2863
    @shibaprasad2863 3 года назад +1

    Bahutt sundar lagila natia& palla super brooo

  • @pabitramaharana5063
    @pabitramaharana5063 3 года назад +44

    Love from Rajasthan