Akhu Rasa I Sukuta comedy part - 184 I Odia Comedy I Cartoon jokes I Pk creative world
HTML-код
- Опубликовано: 1 окт 2024
- Akhu Rasa I Sukuta comedy part - 184 I Odia Comedy I Cartoon jokes I Pk creative world
#Akhurasa #sukutacomedypart-184 #odiacomedy #cartoonjokes #pkcreativeworld #newsukutacomedyVideo
#Entertainmentvideo #cartooncomedy #Funnyvideo #animationshortfilm
Concept : Chadhei Bhai, Prafulla Nayak
Writer : Chadhei Bhai
Voice : Chadhei Bhai, Prafulla, Nalu, Bhama, Mama, Babul, Tusar, pinky, mamuni
Animation : Prafulla, Satyaban, Pinky, Bhama, Rajashree, Tusar, Mamuni
Background : prafulla, Tusar
Background Music : Keyboard Nalu
Thank u
Apanamanku Anurodha Apanamane Pura Video Dekhantu
This Video is not allowed for reuse/redistribution in any form and manner on any source. copyright owner : PK Creative World
❤ ସକାଳୁ ସକାଳୁ ସୁକୁଟା କମେଡି ଦେଖି ମଜା ଆସିଗଲା , ମୋ ପରି ଆଉ କିଏ ଦେଖୁଛନ୍ତି like କର
Beautyful story
ଧନ ଥିଲେ ଖାଇବାକୁ ଚାଉଳ ମେଳିବ ନାହିଁ ଚାଷୀ ମାନେ କେତେ କଷ୍ଟରେ ବିଲ ଚାଷ କରୁଛନ୍ତି 😂 ସେ ଚାଉଳ
କୁ ଧନୀ ଲୋକ ମାନେ ଘରେ ବସି ଆରାମରେ ଖାଆନ୍ତି
💛🇮🇳
B-😢😮❤❤🎉 mo vg by 😮alp om me
ଭାଇ ବହୁତ ଲେଟ ହଉଚି ଭିଡ଼ିଓ ଆସିବାରେ ଆଉ ଟିକେ ଶୀଘ୍ର ଭିଡ଼ିଓ ଉପଲୋଡ କଲେ ଆମେ ଆଉ ଟିକେ ଖୁସି ହୁଅନ୍ତୁ ବହୁତ ଅପେକ୍ଷା କରିବାକୁ ପଡୁଚି ଆଉ ଟିକେ ଶୀଘ୍ର ଉପଲୋଡ କର ଭାଇ.. ଜୟ ଜଗନ୍ନାଥ.. 🙏🙏
ଜଗତସିଂହପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ
✋✋
❤❤❤❤❤
To bou bia
Tq bro
ଏ ଭିଡ଼ିଓ ରୁ କିଛି ଶିଖିବାକୁ ପାଇଛି ଯିଏ ଏମିତି ଭାବୁଛ ଲାଇକ କରିବେ ❤
❤
Ma giha tote kahiki like koriba
@@rajiblochangiri7862 keve jaichi to maa Niko je kahuchu rum
@@rajiblochangiri7862 like nai Karu baile dhar mutha kina morta
😊
ଓଡ଼ିଶାର Cartoon ଏଡ଼େ ଉଚ୍ଚ ସ୍ତରକୁ ଯାଇ ସାରିଲାଣି। 😲 ଅଥଚ ଆମର କିଛି ଜ୍ଞାତ ନାହିଁ। ସତରେ ଗର୍ବୀ ମଣିଷର ହୃଦୟକୁ ଏଇ ଭିଡି଼ଓ ପରିବର୍ତ୍ତନ କରିଦେବ। ମାନବିକତା ଉପରେ ଏହା One Of The Best Video...😘😘
bbye 😅
Bahuta sundra story 👍
🎉🎉🎉🎉🎉😂❤❤❤🎉😢😢😮😅😅😊😊😊😅😅😮😢😢🎉😂❤@@Vintageff-vk4lb
T20 India champion,ଯେଉ ମାନେ india କୁ ଭଲପାଆନ୍ତି , ସେମାନେ like କରନ୍ତୁ
ସମସ୍ତ ଗୁରୁଜନ ମାନଙ୍କୁ ମୋ ତରଫରୁ ପ୍ରଣାମ,ସୁକୁଟା ର କମେଡି ସମସ୍ତ ଭିଡିଓ ଭଲ ଲାଗେ, କିଛି ଶିଖି ବାକୁ ମିଳେ, ଗର୍ବ ଓ ଅହଂକାର କଣ ପାଇଁ,ଧନୀ ଓ ଗରିବ ସମସ୍ତେ ସମାନ, କିଛି ଭୁଲ୍ ଥିଲେ କ୍ଷମା କରିଦେବେ ଗୁରୁଜନମାନେ, ଜୟ ଜଗନ୍ନାଥ
P
ବହୁତ ସୁନ୍ଦର ଭିଡ଼ିଓ ଦେଖିବାକୁ ମିଳିଛି ଏଥିରେ କିଛି ଶିଖଣିଅକଥାଅଛି ଚାଷୀ ମାନଙ୍କୁ ସମ୍ମାନ ଦେଇ ଶିଖ ଜୟ ଜଗନ୍ନାଥ 🙏
1:22 1:27 1:28
Dgh❤rhbvgj😂gh❤sfh😢sf🎉
@@adityaadityadas6294କକକୁ
@@RohitaBhati 0m
ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ଦେଖିବାକୁ କେଉଁ ମାନେ ଅପେକ୍ଷା କରି ରହିଛ like 👍 କର
ବହୁତ୍ ଭଲ ଲାଗିଲା। ଧନ୍ୟବାଦ୍ pk creative 🙏
ଆସିଛେ ଏକା ଯିବା ଏକା ଯିବେନି ସାଥେ କେହି ଯାହା ଧନ ଅର୍ଜିଥିବା ତାକୁ ସାଥେ ନେଇଯିବା ନାହିଁ ସେ ମଣିଷ ଜୀବନ ପଶୁଠାରୁ ହିନ ନଥିଲେ ଶିକ୍ଷ୍ୟା ସଂସ୍କାର ଭଉଣୀ ଭାଇ ତେବେ ଧନ ସମ୍ପତି ପାଇଁ ଏତେ ଗର୍ବ ଅହଙ୍କାର କରିବା କଣ ପାଇଁ ଆଜି ଅଛି ଧନ କାଲି କି ନଥିବ ଗର୍ବ ଜମା କରନାହିଁ ଶିକ୍ଷ୍ୟା ସଂସ୍କାର ଥିଲେ ସମ୍ମାନ ମିଳିବ ସବୁଠି ଭଉଣୀ ଭାଇ ବିଚାର କରିବ କଥାକୁ ମୋହର ଦେହକୁ ନବ ନାହି ଭୁଲ୍ ଥିଲେ କ୍ଷମା କରିଦେବ ଭାବି ନିଜ ସାନ ଭାଇ
You are right bhai ଏଇତ ଜୀବନ ଭାଇ, ଜୟ ଜଗନ୍ନାଥ
Ok
ମୟୂରଭଞ୍ଜ ବାରିପଦା ରୁ କିଏ କିଏ ଦେଖୁଛନ୍ତି??? Cmnt korantu🎉🎉🎉
Mu bi baripada ro
Mubi bhi Udala ru
Mu karanjia re
Baripada
Satare tama mauyar bhanaja dist bahut badhiya kala dam sunei dam mu bahut jaga bulichi bahut bhala lagila mayuarbhanja dist
ମୋ ମନ ପୁରିଗଲା ଏ ଭିଡିଓ ଦେଖିକି thanks
କିଏ କିଏ ମାହାଙ୍ଗା, ସାଲେପୁର ର କୋଉ କୋଉ ଗାଁ ରୁ ଦେଖୁଛ କମେଣ୍ଟ କର... ମୋ ଗାଁ ଲଳିତଗିରି
Ctc
Ctrl
Kusupur
@@butunbiswajit4506 ଆମ ଘର ଇତୁକୁରା
Nimina
ଧନୀ ମାନେ ବଳି କିଛି ମାନ୍ୟତା ନାହିଁ କି ଗର୍ବ କରିବା ବି ଭଳନାଇ ଭଗବାନ୍ ହିଁ ଆମର ପ୍ରକୃତ ରେ ଗରିବ ହିଁ ଭଗବାନ୍ ଭଲ ଲାଗିଥିଲେ like କରିବେ
ଧନ୍ୟବାଦ୍ ଭାଇ ଜୟ ଜଗନ୍ନାଥ
Asugoy77jhyuiyfpiittripeuuryooiy
କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛ friend like କର
Very nice Comedy Video 😂😂😂😅😅😅😊😊😊😮😮😮🎉🎉🎉❤❤❤😂😂😂😂
ଏମିତି ଭିଡିଓ ଆଣି ଥିବାରୁ ବହୁତ୍ ଖୁସି🥰 ଲାଗିଲା ବହୁତ୍ ଧନ୍ୟବାଦ୍ ❤
ଜୟ ଜଗନ୍ନାଥ 🥰🙏😇
ନିଶ ❤
Sukuta comedy odisa ko କିଛି ଭଲ ଶିକ୍ଷା ଦେଇଥାଏ
Good good, sukuta comedy thank you
ପୁରା ଯାତରା style ହେଇଛି 😂😂😂😂
Jatara dekhila pari lagila 😂😂 bt very nice 👍🏻
ସୁକୁଟା କମେଡି ବହୁତ୍ ସୁନ୍ଦର୍ ଲାଗିଲା❤❤😮😮😮😮😮❤❤❤❤❤😊😊😊❤❤❤❤❤❤❤
Real Jatra show😊😊
କିଛି ନୁହଁ ବହୁତ୍ କିଛି ଶିଖବାପାଇଁ ମିଳିଲା 😂😂😂😂😂
Bahut Dina pare asila sukuta comedy
Bohut sunder kahani bhabre kohichhonti mote bohut bholo lagila😢
Salute sukuta comedy🙏🙏
Video ଟି ବହୁତ ବଢିଆ ହେଇଚି ମୋ ଆଖି ରୁ ଲୁହ ଆସିଗଲା 🥹
ଭିଡିଓ ଟି ବହୁତ ସୁନ୍ଦର୍ ହେଇଛି
ସମାଜ୍ ପାଇଁ ଏହା ସୁନ୍ଦର୍ ବ୍ରତା ଟି ଏ
ଆମ ଇଣ୍ଡିଆ କୁ ଭଲ ପାଉଥିଲେ T20 world cup ଇଣ୍ଡିଆ ଚାମ୍ପିଅନ୍ ପାଇଁ like ଓ comment କର ସାଙ୍ଗ ମାନେ
🥳🇮🇳
❤️❤️@@Deepak-kumar-senapati
Jatra heigala❤
ATI sundar advice dele samaja ku🎉
Sukuta comedy pain Like gute hau
I hate the language of Bhadrak, of Sambalpur and of West Bengal.
ଜୟ ଜଗନ୍ନାଥ.. Realy heart touching
Gret video ❤❤❤❤mind fress hai gala 😢😢😢
କାସ ଏ ସବୁ କଥା ସମସ୍ତେ ବୁଝି ପାରନ୍ତେ କି
Sabu dina emiti comedy post kartnu bohuta vhala laguchi
Wow ପୁରା ଜାତରା ପରି ହେଈ ଛି😢
Tu maghia ta ky be
Very nice story ❤❤❤❤❤❤❤❤
ସତ ରେ ବହୁତ ଶିଖିବାକୁ ମିଳିଲା❤❤
Yes Good Message For Social Media ❤
So beautiful story(jay jagannath🙏🙏🙏)
Aji ehi video dekhiki mo akhiru luha palei asila ...😢
Sukuta comedy is the best comedy ❤
ଯୋଉ ମାନେ ଆଦିବାସୀ like କର❤❤😢
One Line ____ Excellent . Money can buy everything but not behaviour .
ବହୁତ ବଢିଆ, ବହୁତ୍ ସୁନ୍ଦର୍, ବହୁତ କିଛି ଶିଖିବାକୁ ମିଳିଛି
Tuguru ta amara good boy aau
It is the best leson for our society
ଜୟ ଶ୍ରୀ ରାମ 🌹❤️🌹❤️🌹👌👌👌
ନାଇସ୍ ❤❤❤
Always we get great humunity in trival people.
TQ sukuta Comedy ଏଇ ଜାତି ଆଉ ଅଛୁଁଆ ଭେଦ ଭାବନା ଲୋକ ମାନଙ୍କ ମନ ରୁ କେବେ ଯିବ,,କେବଳ ବାହାଘର ବେଳେ ଜାତି ଦେଖିବା ନା ହେଲେ ଆଉ ସବୁ ଅନ୍ୟ କାମ ରେ ଜାତି ଦେଖିବା ନାଇ କାରଣ ସେ ସବୁ ରେ ସ୍ବାର୍ଥ ଥାଏ ନା ,, ବ୍ରାହ୍ମଣବାଦ୍ ହଟାଇ ଜାତି ଓଠାଓ
Mate supurt କର 😢
ବହୁତ ଭଲ ଲାଗିଲା ଧନ୍ୟବାଦ🙏🙏🙏❤️❤️❤️❤️❤️❤️
Ete Dina pare emiti vedio dekhi akhire pani asigala bhaut bhala vedio karichanti 🙏🙏
Bahut sunder message ❤
ଭେରୀ naice
Love from odisha😅😅😅😅😅
Bahut bhala video...... keep it up....PK Creative World Team...💐
ଯେଉଁ ମାନେ ଧନୀ ବୋଲି କହି ଗର୍ବ କରୁଛନା। ଗର୍ବ କରିବା ବନ୍ଦ କର। ଯିଏ ଧନୀ ସିଏ ମୋତେ ରିପ୍ଲେ ଦିଅ 🥰🥰🥰
Every scene best ❤❤❤
Dhani loka nka pakha re dhana sampati thile kan haba bhala sanskar nathiba au gariba loka nka pakha re dhana sampati nathi le kan hela semane dhani loka nka pari garbi nuha au ki ahankari nuha gote gariba katha kati khata banauchi au sei khata re dhani loka mane soi bara janati kintu ta
parisrama ra phala janatini 😢😢
Ete dina pare episode ta bahut bhala lagila
Ehi video dekhi mu emotional hoigali 😢😢
comedy bahut bhala hoichhi 🎉🎉🎉
Bohuto sundar 🎉🎉🎉🎉🎉🎉😊
ଏ ଭିଡିଓ ଭିତରେ କିଛି ସିଖିଲ ଯଦି ଲାଇକ କରିଦୀଅ😢😢😢😢😢😢😢😢😢😢😢😢😢
😍😍
Wow this episode mind blowing
Thanku samaja ku a Vali vala sikshya dei thibaru 🙏🙏🙏
Nice story ❤❤❤❤
ଚଗଲା ଟା 😂😂 ମୋତେ ଧଡ଼ିଆ character ବହୁତ ଭଲ ଲାଗେ 😂😂 but all characters also nice 🙏🙏
Very beautiful n best episode 👌
Good morning jay shree ram
Bjp lok
@@pramodjena810 yes
Utkal cartoon world ଅପେକ୍ଷା ଏହି channel ର content ଗୁଡ଼ିକ ଅଧିକ ବାସ୍ତବ ଏବଂ ଶିକ୍ଷଣୀୟ। Utkal cartoon world ଖାଲି ବକୱାସ।
The best comedy scenes, best sentence
ପୁରା ଯାତ୍ରା ଲେଖେ ଲାଗୁଛେ
Sambalpuri like here 👍👍
😊😊😊😊
ଧନି ମାନେ ନିଜର ଭୁଲ କେବେ ହେଲେସୁଧରନି ନାହିଁ ସୁକୁଟା ଯେପରି ଧନି ଝିଅକୁ ଉଚିତ ଶିକ୍ଷା ଦେଇଥିବାରୁ ଧନବାଦ
ଶୁକୁଟା ଭାଇ ଭିଡିଓ ବହୁତ ବହୁତ ଭଲ ହୋଇଛି ନୀତି ଶୀଖ୍ୟା ମୀଳିବ ବହୁତ ବହୁତ ଭଲ
❤ ସମାଜ ପାଇଁ ବହୁତ ଭଲ ମେସେଜ।
Mistke- ଗଛ ମୂଳରେ ଥିବା PCW bottle ପାଣି Kinely bottle ହୋଇଯାଇଛି।
ଏଇ ଭିଡିଓ ସବୁଠୁ ବହୁତ ଭଲ ଲାଗିଲା
ମଣିଷ ମାନେ ବୁଝି ଯାଆନ୍ତୁ
ଆଉ ସମସ୍ତଙ୍କୁ ସାହାର୍ଯ୍ୟ କରନ୍ତୁ
ଅତି ସୁନ୍ଦର ଭାବରେ ପରିବେଷଣ କରା ଯାଇଛି ଭିଡିଓ ଟି,ବହୁତ୍ ବଢିଆ ଲାଗିଲା 🥰😍👍👏👏🙏ଏମିତି ଆହୁରି ସୁନ୍ଦର ସୁନ୍ଦର ଭିଡ଼ିଓ ପ୍ରସ୍ତୁତ କରି ସମସ୍ତଙ୍କ ର ମୋନରଞ୍ଜନ କରୁଥାନ୍ତୁ 🙏
Social media କାର୍ଟୁନ୍ ମାଧ୍ୟମ ରେ ଭଲ ଉପଦେଶ ଦେଇ ଥିବା ରୁ ଧନ୍ୟ ବାଦ 🙏
Aji mor birthday କିନ୍ତୁ mor zero like 😔😔
Bohut.sundor.kahaniti.heichi.dhhanio.bad.sukuta.bhai
Very nice story ...
Very nice vdo
😭😭😭😭😭 ଭାଇ ଆଖିରୁ ଲୁହ ଆସିଗଲା ଯେ ମଣିଷ ଥିବା ସେହିବୁଝୀ ପାରିବ
ଏଇ କାରଣ ରୁ ମୁଁ ଛୋଟ ବେଳୁ ହିଁ ଧନୀ ମାନଙ୍କୁ ଠାରୁ ସବୁବେଳେ ଚେଷ୍ଟା କରେ ଦୂରେଇ ରୁହେ 🙏
ମୁଁ ତୋ ଅନୁଗୋଳ ଜିଲ୍ଲାରୁ ଭାଇ ,କିଏ କେଉଁ ଜିଲ୍ଲାରୁ କହିବେ ଭାଇ,
Same
Sukuta bhai. This really Imonational story.
ସତରେ ଆଜି ମୋତେ ବହୁତ ବହୁତ ଖିସି ଲାଗୁଛି 😂😂😂😂😂😂😂😂
Mu dekhibaku kala kintu mate setebele kasta hue jetebele achhnua jatira jhianka pari desucchi .achhuan jati kn manisa jati nunha
Good advice for society.
Super 💯💯💯❤❤❤❤
ସତରେ ଏ episode ରେ ଆଖିରୁ ଲୁହ ପଳେଇ ଆସିଲା