Natia Comedy Part 193 || Nua Khai

Поделиться
HTML-код
  • Опубликовано: 8 сен 2021
  • Order Natia and Gendu T-shirt here - www.sofikart.com
    Natia New T-shirt -www.sofikart.com/page/product...
    www.sofikart.com/page/product...
    Gendu Yello T-shirt - www.sofikart.com/page/product...
    Gendu White T-shirt - www.sofikart.com/page/product...
    Gendu Black T-shirtwww.sofikart.com/page/product...
    Kumfu Panda t-shirt - www.sofikart.com/page/product...
    Tree Print T-Shirt - www.sofikart.com/page/product...
    Men Bear Print T-Shirt - www.sofikart.com/page/product...
    Men Silence Print T-Shirt - www.sofikart.com/page/product...
    Men Love Laugh Print T-Shirt - www.sofikart.com/page/product...
    Order Natia T-shirt at - www.sofikart.com/index.php?ro...
    Order more T-shirt - www.sofikart.com/page/shirts
    Order Natia Comic Book Now from - www.sofikart.com
    Like our Facebook Page - / utkalcartoonworld
  • КиноКино

Комментарии • 4,2 тыс.

  • @lneeludora5377
    @lneeludora5377 2 года назад +121

    ନୂଆଁ ଖାଇ ଉପଲକ୍ଷେ ନଟିଆ ଗୃପ୍ କୁ ବହୁତ ଧନ୍ୟବାଦ

  • @Sonic-BOM
    @Sonic-BOM 2 года назад +55

    ସମସ୍ତ ଭିଡିଓ ପରେ *Utkal cartoon world* ମୋର ପ୍ରିୟ ବୋଲି ବିବେଚନା କରିବାର ମୋର ଏକ ଭଲ କାରଣ ଅଛି |

  • @mahabahucreation3703
    @mahabahucreation3703 2 года назад +134

    ସତରେ ପଶ୍ଚିମ ଓଡ଼ିଶା ଏକ ନିଆରା ସ୍ଥାନ । ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
    ଜୟ ମା ସମଲେଇ 🙏🙏

  • @Gumuloi
    @Gumuloi Год назад +8

    ଆମରsambalpurରେଅପଣଙ୍କୁ welcome

  • @kamallochansahoo756
    @kamallochansahoo756 2 года назад +115

    ମୋତେ ଏ Episode ଟି ବହୁତ୍ ବହୁତ୍ ଭଲ ଲାଗିଲା, ଆଉ ନୂଆ ଖାଇ ବିଷୟରେ ବହୁତ୍ ଅଜଣା କଥା ଜାଣିବାକୁ ପାଇଲି। 🙏ଜୟ ମା ସମଲେଶ୍ଵରୀ 🙏

  • @Techgamer-kd8bh
    @Techgamer-kd8bh 2 года назад +101

    Advance ନୂଆଖାଇ ଜୁହାର 🙏🙏🙏

    • @nivas6150
      @nivas6150 2 года назад +1

      Juhaar juhaar 🙏🙏🙏

  • @asitkumarsahoo5265
    @asitkumarsahoo5265 2 года назад +22

    କି ସୁନ୍ଦର ଚିତ୍ରଣ ବହୁତ ଭଲ ଲାଗିଲା।ଜୟ ମା ସମଲେଶ୍ବରୀ ଉତ୍କଳ କଟୁନ world କୁ ମୋର ଧନ୍ୟବାଦ।😇😇😇😇 ଏବଂ ଆମପାଇଁ ଏମିତି ନୂଆଁ ବହି ତିଆରି କରି ଉପସ୍ଥାପନା କରାନ୍ତୁ।

  • @OdiaVlogsbysridhar
    @OdiaVlogsbysridhar 2 года назад +7

    ଏଇ ଯୋଉ ସୁନ୍ଦର ଆଖି ଦୁଇଟୀ ଭିଡିଓ ର କମେଣ୍ଟ ଦେଖୁଛି ଭଗଵାନ ସେମାନଙ୍କୁ ସଦାଵେଳେ ଖୁସି ରେ ରଖି ଥାନ୍ତୁ😊

  • @prashantapadhan4386
    @prashantapadhan4386 2 года назад +46

    Lots of love from Western Odisha.
    ଗୁର୍ଦୁଟେ ଧନ୍ୟବାଦ ଉତ୍କଳ କାର୍ଟୁନ୍ ୱାର୍ଲ୍ଡ।ନୂଆଁଖାଇ ଜୁହାର🙏

  • @LARVAenEspanol
    @LARVAenEspanol 2 года назад +259

    ସମାଜ ପାଇଁ ଏକ ଆଦର୍ଶ କାହାଣୀ .. ଏପରି ବାର୍ତ୍ତା ଦେଇଥିବାରୁ ଧନ୍ୟବାଦ .. !!!

  • @jhalakkumarbarik7269
    @jhalakkumarbarik7269 2 года назад +5

    ଦିଲ୍ ଖୁସ୍ କରିଦେଲ ନଟିଆ ଦାଦା❤️

  • @hrudanandamajhi7332
    @hrudanandamajhi7332 2 года назад +6

    ଯାହା ହଉ ବହୁତ ଦିନ୍ ପରେ ନଟିଆ କମେଡ଼ି ରେ ସଭ୍ଲପୁରୀ ଭାଷା ଟିକେ ସୁନ୍ବା କେ ମିଲ୍ଲା

  • @Krishnadasbls180
    @Krishnadasbls180 2 года назад +45

    ପବିତ୍ର ଗଣେଶ ପୂଜା ଓ ନୂଆଖାଇ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏🙏🙏🙏😄

  • @rohitabhue4338
    @rohitabhue4338 2 года назад +241

    ଗଣେଶ ପୂଜା ଓ ନୂଆଁଖାଇର ଅଭିନନ୍ଦନ । ଓ ନୂଆଁଖାଇ ଜୁହାର ସମସ୍ତ ନଟିଆ କମେଡି ଟିମ୍ ଓ ଦର୍ଶକ ମାନଙ୍କୁ ।🙏

  • @Pallabimajhi
    @Pallabimajhi 2 года назад +16

    Waawaa 🙌🥰🔥❤️ proud to be a Sambalpurien 🥰🥰🥳🥳🥳🥳🤗🤗🤗🤗🤗🤗🤗🤗🤗😘😘😘😘😘

  • @rajarammohanrout9211
    @rajarammohanrout9211 2 года назад +6

    ବହୁତ୍ ସୁନ୍ଦର ଭାଈ ❤️

  • @suvendukumar4213
    @suvendukumar4213 2 года назад +91

    ନୂଆଁଖାଇ ତିହାର ର ଭିଡିଓ ଏତେ ଭଲ ଭାବେ କରିଥିବାର ଲାଗି ବହୁତ ଧନ୍ୟବାଦ ।

  • @learnwithprabhat
    @learnwithprabhat 2 года назад +37

    *ସମସ୍ତ ପଶ୍ଚିମ ଓଡ଼ିଶା ବାସୀଙ୍କୁ ନୂଆଖାଇ ଜୁହାର ହୋ🙏*
    ନୂଆଖାଇ ବହୁତ୍ ଧୁମ୍ ଧାମ ରେ ପାଳନ କରାଯାଏ 😘
    _ନଟିଆ ର ମଉସା ଆଜି entry କଲେ..._
    *ମଉସା ଙ୍କ ଘର ତାହାଲେ ସମ୍ବଲପୁର 😘*

  • @manassamal3656
    @manassamal3656 2 года назад +16

    ଓଡ଼ିଶା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ନୂଆଖାଇ ପର୍ବ ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ.... 🙏 ସମସ୍ତେ ଖୁସିରେ ରୁହନ୍ତୁ... 🙏

  • @rukmanikalet1131
    @rukmanikalet1131 2 года назад +5

    I'm from sambalpur jai maa samlei 🙏🏻🙏🏻

  • @sattwikx99..
    @sattwikx99.. 2 года назад +20

    ନୂଆଖାଇ ଜୁହାର🙏💖
    ଜୟ ମା ସମଲେଶ୍ଵରୀ🙏❤️🙏
    🌾🌾🌾Happy Nuakhai🌾🌾🌾

  • @debendrasethi9673
    @debendrasethi9673 2 года назад +149

    ପବିତ୍ର ଗଣେଶ ଚତୁର୍ଥ ଓ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏🙏ଜୟ ମା ସମଲେଇ 🙏🙏🙏

  • @hareshbag5381
    @hareshbag5381 2 года назад +36

    I enjoyed by watching this amazing video, I really thankful to Utkal cartoonworld for making this auspicious Nua Khai Video also this video made me emotional.
    Thank you..!
    Lots of Love from Western Odisha🙏❤️

  • @kgfgaming7901
    @kgfgaming7901 2 года назад +5

    Congratulations 👍 5m

  • @learnwithprabhat
    @learnwithprabhat 2 года назад +59

    9:43
    *ଜୟ ମା ସମଲେଇ 🙏*
    _ସମ୍ବଲପୁରୀ ଡ୍ରେସ ରେ ସମସ୍ତେ ବଢିଆ ଦିଶୁଛନ୍ତି ।_
    ଖାଇବା ଟା ମସ୍ତ 👌👌

  • @shastriunacademy4588
    @shastriunacademy4588 2 года назад +143

    ସମଗ୍ର ଭାରତ ଭୂମିରେ ଆମ ଏ ଓଡ଼ିଶା।
    ପ୍ରତ୍ୟେକ ଜିଲ୍ଲାର ଗଣ ପରବେ ନେବା ମଜା।।👍👍👍

  • @sambitpattanayak8305
    @sambitpattanayak8305 2 года назад +65

    Always comes with a new concept...
    Thank you Utkal cartoon world..great effort❤️

  • @dileswarnaik1232
    @dileswarnaik1232 2 года назад +30

    One of the best episode I ever seen in natia comedy.

  • @mangalprasaddas5772
    @mangalprasaddas5772 2 года назад +256

    ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପରେ ଏହି ଇପିସୋଡ ଟି ବହୁତ ଭଲଲାଗିଲା ଧନ୍ୟବାଦ

  • @amaadetikeaasa9786
    @amaadetikeaasa9786 2 года назад +19

    ବାହାନ ଅଜ୍ଞାନୀକ
    ଦିଆ ଜ୍ଞାନ
    ସଭିଙ୍କ ବିଘ୍ନ ପ୍ରଭୁ
    କର ଖଣ୍ଡନ
    ଜୟ ଜୟ
    ପଭୁ ଗଜାନନ 🙏
    ଗଣେଶ ଚତୁର୍ଥୀର
    ଅନେକ ଅନେକ ଅଭିନନ୍ଦନ 🙏

  • @ranjanmirdha8406.
    @ranjanmirdha8406. 2 года назад +5

    Thank u so much Natia team....for highlighting most beautiful festival Nuakhai

  • @akashacharaya
    @akashacharaya 2 года назад +6

    One of best episode . Really like it . Thanks .

  • @trilochanentertainment5965
    @trilochanentertainment5965 2 года назад +15

    ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଖାଇ ନବାନ୍ନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🏻 ମାଁ ସମଲେଶ୍ଵରୀ ସମସ୍ତଙ୍କର ମଂଗଳ କରୁ ।ଜୟ ମାଁ ସମଲେଇ 🙏🏻🙏🏻🌺🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @umeshofficialmusic5680
    @umeshofficialmusic5680 2 года назад +26

    ନବରଙ୍ଗପୁର ରୁ ନୂଆଖାଇ ଜୁହାର

  • @m.rrajeshkumar5382
    @m.rrajeshkumar5382 2 года назад +1

    Thanku utkal world western odisha bigest festival Nuakhai tihar
    Samku Nuakhai juhar🙏🙏🙏🙏

  • @karandharua8319
    @karandharua8319 2 года назад +2

    ହେଲା ଯେ ବହୁତ ଭଲଲାଗିଲା,,,, ଜୟ ମା ସମଲେଶ୍ବରୀ🙏

  • @goudhansabar5817
    @goudhansabar5817 2 года назад +42

    ସମସ୍ତ ଓଡ଼ିଶ।ର ଭାଇ ଭଉଣୀ ଙ୍କୁ ନୂଆଁଖାଇ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
    🙏🙏🙏

  • @panchanannaik4119
    @panchanannaik4119 2 года назад +406

    ବହୁତ୍ ବହୁତ୍ ଧନ୍ୟବାଦ୍ ଉତ୍କଳ ଦାଦା ନୂଆଁଖାଇ କୁ ସମ୍ମାନ ଜଣାଇ ଏହି ଭିଡିଓ ତିଆରି କରିଥିବାରୁ।🙏🙏🙏

  • @sangeetshradha3391
    @sangeetshradha3391 Год назад +2

    Utkal ଦାଦା ଧନ୍ୟବାଦ ନୂଆଖାଇ ଭିଡ଼ିଓ

  • @Debasis_Gopal479
    @Debasis_Gopal479 2 года назад +230

    ପବିତ୍ର ଗଣେଶ ଚତୁର୍ଥୀ ଓ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ଆଗାମୀ ଦିନ ସବୁ ସୁଖ ମୟ ହେଉ 🙏

    • @sahutrilokesh7
      @sahutrilokesh7 2 года назад +2

      Please like share and subscribe 🙏🙏🙏 😥😥😥

    • @sahutrilokesh7
      @sahutrilokesh7 2 года назад +1

      ruclips.net/video/PhCc-fcQSJc/видео.html

    • @firegamers2189
      @firegamers2189 2 года назад +1

      My name is ALSO DEBASISH

    • @Jaga8259
      @Jaga8259 2 года назад +1

      Happy Ganesh chaturthi 🙏🙏🙏

    • @arunarout4393
      @arunarout4393 2 года назад

      Aqwszxv but I will be an expert of appeals to me that it is the trial court of appeals to me that it is the 😎😭😀😘😘😂😂❤️❤️❤️❤️❤️❤️❤️😀 the trial court of India is the trial court and concentrated under

  • @mamabarik9707
    @mamabarik9707 2 года назад +84

    ଆମକୁ ବହୁତ୍ ଖୁସି ଲାଗିଲା ଯେ ନଟିଆ କାହାଣୀ ମାଧ୍ୟମ ରେ ଆମ ସମ୍ବଲପୁର ର ଗଣ ପର୍ବ ନୂଆ ଖାଇ ଜୁହାର ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ। ବହୁତ୍ ବଢିଆ ଲାଗିଲା କାହାଣୀ। ଜୟ ମା ସମଲେଇ 🙏Love from Sambalpur 🙏.

  • @goldmoviestudio9014
    @goldmoviestudio9014 2 года назад +45

    Thank you for showing the culture of nuakhai and western odisha❤️🥰❤️

    • @ssoftoonsjl7497
      @ssoftoonsjl7497 2 года назад

      ruclips.net/video/JQ-p0Dgoqjc/видео.html

    • @user-ce9ft1zn2z
      @user-ce9ft1zn2z 9 месяцев назад +1

      Very nice natia comedy ❤❤🥰🥰

  • @user-od9qd3rn2g
    @user-od9qd3rn2g Год назад +1

    ମୋ ପଶ୍ଚିମ ଓଡ଼ିଆ ର ନୂଆଖାଇ ସାର ବିଶ୍ବ ପ୍ରସିଦ୍ଧ ଜୟ ମା ସମଲେଶ୍ଵରୀ 🙏🙏🙏

  • @socreation....8748
    @socreation....8748 2 года назад +20

    ନୂଆ ଖାଇ ଭେଟ ଘାଟ।ଆପଣ କୁ ମୋର ନୂଆ ଖାଇ ଜୁହାର।....🙏🙏🥰🥰
    ନଟିଆ ର ମାଉସୀ ଙ୍କୁ କିଏ ପ୍ରଥମ ଥର କିଏ ଦେଖିଲା ,..,?..like kara..😃🥰😃

  • @basudevkisan9997
    @basudevkisan9997 2 года назад +81

    ପରବ୍ ଭିତରେ ପରବ୍
    ଆମର ପରବ୍
    ନୂଆଖାଈ ପରବ୍।
    ନୂଆଖାଇ ପରବ୍ ଉଧେ ସମସ୍ତଙ୍କୁ ନୂଆଖାଈ ଜୁହାର ।

    • @kp_online
      @kp_online 2 года назад +2

      ⏲️😏🥳☺️🙏🏼

    • @basudevkisan9997
      @basudevkisan9997 2 года назад

      @@kp_online 🙏

    • @odia2935
      @odia2935 2 года назад

      ruclips.net/video/tsAbkRroQj4/видео.html

  • @lokeshnayak8391
    @lokeshnayak8391 2 года назад +5

    Really heart taughtin video

  • @sidhantkumarraut8790
    @sidhantkumarraut8790 2 года назад +7

    What an ideal representation this is !
    Bastabare yakuhin kuhanti prakruta jatiprema ebam bhatrubhabara ananya prampara.
    Ebhali eka niara prayas dwara odisha ra sanskriti, aitihya ebam parampara ku biswara kona anukonare pahanchaithibaru.
    Dhanya jagannath dhanya amara odisha.
    Wish you a very very creativity mindset go ahead to utkal bhai and team.

  • @sanchitasahoo79
    @sanchitasahoo79 2 года назад +49

    ଗଣେଶ ଚତୁର୍ଥୀ ଓ ନୂଆଖାଇ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @soumyaranjanjena4264
    @soumyaranjanjena4264 2 года назад +37

    ପବିତ୍ର ଗଣେଶ ପୂଜା ଏବଂ ନୂଆଖାଇ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ 🙏

  • @rissisudha3527
    @rissisudha3527 2 года назад +5

    What a amazing... Mast song👌

  • @kgfgaming7901
    @kgfgaming7901 2 года назад +10

    3.2 million views in 2 days what a growth 📈👍

  • @rojinabehera4161
    @rojinabehera4161 2 года назад +5

    Mate bahut bahut bahut vala lagila thank you so much all team for reminding our culture

  • @birajpattanayak
    @birajpattanayak 2 года назад +257

    ଗଣେଶ ଚତୁର୍ଥୀ ଓ ନୂଆଖାଇ ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ❤️

    • @manasijena2322
      @manasijena2322 2 года назад

      Same to u

    • @arunarout4393
      @arunarout4393 2 года назад

      Awwwqwery the trial court of appeals to me that it is the 😎😭😭😭❤️😀😀😘😘😂😂❤️❤️❤️❤️😀😀😘😂❤️😀😀 fret about it will not 🚭🚫 the intended r reader to me that it will

    • @jhunujhunu9764
      @jhunujhunu9764 2 года назад

      ଗଣେଶ ପୂଜା ଓ ନୂଆ ଖାଇ ର ଅନେକ ଅନେକ ଶୁଭେଚ୍ଛା

    • @odia2935
      @odia2935 2 года назад

      ruclips.net/video/tsAbkRroQj4/видео.html

    • @narayansahu2245
      @narayansahu2245 2 года назад

      Same to u bro

  • @pujaranitarai1233
    @pujaranitarai1233 2 года назад +6

    Wowwwwwwwwww😌💝great presentation of western culture. Ty natia team.. Keep growing

  • @karismabehera9108
    @karismabehera9108 2 года назад +1

    ଖୁବ ସୁନ୍ଦର ଉପସ୍ଥାପନା ❤️❤️❤️
    ବହୁତ ବଢିଆ ବନେଇଛ ଦାଦା 🙏🙏🙏

  • @subashmeher8854
    @subashmeher8854 2 года назад +28

    Thank you sir🙏🙏
    ନୂଆଖାଇ ଜୁହାର୍ 🙏🙏
    Amr western odisha ra culture upare natia comedy vdo baneithibar lagi I M impressed....
    Again thank you..
    ଜୁହାର 🙏🙏

  • @anandswain1869
    @anandswain1869 2 года назад +71

    Am extremely happy for this episode..amar sambalpuri language re karithibaru apanku bahut bahut dhanyabad..jai maa samalei..maa samalei sabku khusire rakhu.. happy nuakhai..

  • @hbrpresent5782
    @hbrpresent5782 Год назад +1

    ବହୁତ୍ ବଢିଆ ଲାଗିଲା,,, ଅତି ସୁନ୍ଦର ଉପସ୍ଥାପନା କରିଛନ୍ତି

  • @chudamanirana125
    @chudamanirana125 2 года назад +15

    Thanks to Utkal cartoon world for expressed the Sambalpuri culture as NUAKHAI

  • @nilakantameher5570
    @nilakantameher5570 2 года назад +19

    Love from western Odisha
    Jai maa samlei 🙏🙏🙏

  • @jogendrasabar6408
    @jogendrasabar6408 2 года назад +67

    ଆପଣ୍ ମାନ୍ କେ ସମ୍ କେ ମୋର୍ ନୂଆଖାଇ ଜୁହାର୍ ।🌾
    ମା ସମଲେଇ ଆପଣ୍ ମାନ୍ କର୍ ଜିବନ୍ ନେ ସୁଖ୍ ସମୃଦ୍ଧି ଆନନ୍ ।
    ଜୈ ମା ସମଲେଶ୍ୱରୀ 🙏🏻

  • @Sani__4996
    @Sani__4996 2 года назад +2

    It is a very interesting part 🙂 i love 💕 the video

  • @balaramsahu1042
    @balaramsahu1042 2 года назад +5

    So amazing,this episode was so epic. Best wishes for nuakhai

  • @Movieadda14317
    @Movieadda14317 2 года назад +29

    HAPPY GANESH CHATURTHI NATIA BHAI

  • @shibhamkalsha2111
    @shibhamkalsha2111 2 года назад +61

    🌺ଜୟ ମା ସମଲେଇ 🌺
    ep no-193 ବହୁତ ଭଲ ଲାଗିଲା Specially ନଟିଆ ର ସମ୍ବଲପୁରି କହେବାର ...
    🙏ନୂଆଁଖାଇ ଜୁହାର🙏

  • @chandrakantipalei1979
    @chandrakantipalei1979 2 года назад +6

    Thanks to all team members...for this amazing episode...😍👌😍

  • @AB-ux4kp
    @AB-ux4kp 2 года назад +26

    Love from westren Odiaha (Kalahandi)♥️
    Thanks for portraying our culture and festival.

  • @Trueloveyouth
    @Trueloveyouth 2 года назад +16

    ବହୁତ ବଢିଆ
    ସମସ୍ତଙ୍କୁ ନୂଆଖାଇଁ ଭେଟଘାଟ ଗୋ
    ନଟିଆ ଆଉ ଗେଣ୍ଡୁ ପରିବାରକୁ ନୂଆଖାଇଁ ଗଣପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
    ଜୟ ମାଁ ସମଲେଶ୍ୱରୀ ❤🚩🙏🌻

  • @bsyoutubechannel6760
    @bsyoutubechannel6760 2 года назад +23

    🙏ନୂଆ ଖାଇ ର ଶୁଭେଚ୍ଛା 💐ନଟିଆ ଟିମି🍛

  • @playpradhan2664
    @playpradhan2664 2 года назад +9

    This culture is too good ☺

  • @soumyaranjankhatua3989
    @soumyaranjankhatua3989 2 года назад +13

    This part is mind blowing part 🧡🧡

  • @abhiseksahoo1206
    @abhiseksahoo1206 2 года назад +28

    ଗଣେଶ ଚତୁଥୀ ଓ ନୂଆଖାଇ ର ଶୁଭେଛା🙏🙏🖐👍

  • @roshankumarnaik7507
    @roshankumarnaik7507 2 года назад +35

    ଆଗ୍ୟ ନୂଆଖାଇ ଜୁଆର 🙏🙏🙏 ମୁଇଁ କଳାହାଣ୍ଡିରୀ ପିଳା ଆମର କଳାହାଣ୍ଡି କେ ଆସନ ନୂଆଁଖାଇ ପାଳନ କର୍ମ ସବକେ ମର ନୂଆଖାଇ ଜୁଆର 🙏🙏🙏🙏🙏

  • @user-iz3yh8io9v
    @user-iz3yh8io9v 4 месяца назад +1

    ଓଡ଼ିଶା ର ସମସ୍ତ ଭାଈ ଓ ଭଉଣୀ ମାନଙ୍କୁ ନୂଆଁଖାଇ ପର୍ବ ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏ସମସ୍ତେ ଖୁସି ରେ ରୁହନ୍ତୁ ❤❤❤❤❤❤❤❤❤❤

  • @prakashchandraparida5252
    @prakashchandraparida5252 2 года назад +2

    Daanga actually u r great

  • @dushyantdiaries3709
    @dushyantdiaries3709 2 года назад +15

    Utkal cartoon world all team members ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏହି video ମାଧ୍ୟମ ରେ ଆପଣ western odisha ର ମାଟି, ପାଣି, ପବନ ଓ କଳା ସଂସ୍କତି ତଥା western culture କୁ present କରିଥିବାରୁ 🙏🙏🙏

  • @manaskumarrout4320
    @manaskumarrout4320 2 года назад +33

    ମା ସମଲେଶ୍ଵରୀ...... 🙏

  • @bansidharmedia5150
    @bansidharmedia5150 2 года назад

    ନଟିଆ ଗୃପର ସଭିଙ୍କୁ ନୂଆଁଖାଇ ଉଧେ ଅଭିନନ୍ଦନ

  • @amitkumarmahakul4184
    @amitkumarmahakul4184 2 года назад +2

    Jaha kaha dada dill khus kari delaaaa e video... words kam aee ete bhal hye chy j... Sambalpuria bhai like te hyu... jay maa samlye.. Nuakhai juhar sab k

  • @PrakashKumar-rp5mh
    @PrakashKumar-rp5mh 2 года назад +24

    ପବିତ୍ର ଗଣେଶ ଚତୁର୍ଥୀ ଓ ନୂଆଖାଇ ପର୍ବ ର ହାର୍ଦିକ ଶୁଭେଛା ଓ ଶୁଭକାମନା

  • @sony7883
    @sony7883 2 года назад +24

    Mausi voice so sweet ❤️❤️🔥 nice video ...jay maa samlayi

  • @sumantakuanravlogs4996
    @sumantakuanravlogs4996 2 года назад +2

    Very nice video Nuakhaiparab

  • @prativamohanty7714
    @prativamohanty7714 2 года назад +89

    From my childhood I have never seen this kind of act from an entertainment field , induction of western Odisha culture language is a great effort @utkal cartoonworld,best wishes to the team.

  • @pitabasameher887
    @pitabasameher887 2 года назад +16

    Love from western Odisha ❤

  • @BikashKumar-ji3yf
    @BikashKumar-ji3yf 2 года назад +9

    ଗଣେଶ ଚତୁର୍ଥୀ ଓ ନୁଆଁଖାଇ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜୟ ମା ସମଲେଇ 🙏🙏🙏🙏

  • @swetastansthem5947
    @swetastansthem5947 Год назад +2

    14:01 Best part😂😂

  • @sprituallearner7430
    @sprituallearner7430 2 года назад +1

    Bahut badhia👌👌..ati sundar..I love my odia culture..Thnxx..Utkal team..I'am not Sambalpuria but I like very much all sambalpuri tradition nd maa samlei🙏🙏..

  • @prstmpatra1521
    @prstmpatra1521 2 года назад +56

    ନୂଆ ଖାଇ ଜୂଆର ମୋର୍ ତରଫରୁ ଶୁଭ କାମନା ଜୟ ମାଁ। ସମଲେଶ୍ଵରୀ ନଟିଆ କମେଡି ମକେ ତ ବହୁତ ବଢ଼ିଆ ଲାଗଲା

  • @biswajitbarge5177
    @biswajitbarge5177 2 года назад +6

    Dill khus Heigala ❤️
    Thank you for making the nuakhai video 🙏🏻🙏🏻
    Very very thanks full utkal carton World. 🙏🏻🙏🏻
    ସମସ୍ତଙ୍କୁ ମୋର ନୂଆଖାଇ ଜୁହାର 🙏🙏🙏

  • @utkalkesarimohanty3476
    @utkalkesarimohanty3476 2 года назад +2

    ମୋର ପଶ୍ଚିମ ଓଡିଶା ରେ ଜଣେ ସାଙ୍ଗ ଥିଲେ ବହୁତ ଭଲ ହୋଇଥାନ୍ତା ଯିଏ କି ଏ ପର୍ବ କୁ ମୋତେ ଡାକିଥାନ୍ତା।

  • @ODIASTORIZS
    @ODIASTORIZS 2 года назад +1

    ବହୁତ ଭଲ ହୋଇଛି ନଟିଆ ତା ସାଙ୍ଗ ସହ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଶୁଭକାମନା ଜୟ ମା ସମଲେଇ ଜୟ ଜଗନ୍ନାଥ

  • @tapasentertainment9135
    @tapasentertainment9135 2 года назад +101

    Really Odisha all festival we never found in the world. It's a learning period of our young generation to know about our culture. Happy Ganesh Chaturthi and Nuakhai to All of you people's of Odisha.

  • @pankajpradhan6344
    @pankajpradhan6344 2 года назад +220

    Utkal cartoon world all team members ମାନଙ୍କୁ ନୂଆଁଖାଇ ଜୁହାର 🙏 ନୂଆଁଖାଇ କୁ ନେଇକରି ଭିଡିଓ କରିଥିବାରୁ ବହୁତ ବହୁତ ଧନ୍ୟବାଦ ମା ସମଲେଇ ଙ୍କ ଠାନେ ଏତିକି ଗୁହାରି ମା ସମଲେଇ ସମକୁ ଖୁସି ରେ ରଖୁନ୍

  • @dharmumunda9263
    @dharmumunda9263 Год назад +1

    ଜୟ ମା ସମ୍ବଲେଇ 🙏🙏🙏🚩🚩

  • @pintunayak981
    @pintunayak981 2 года назад +1

    ବହୁତ ଭଲ ଲାଗିଲା ନୂଆଖାଇ ର ଏଇ ପ୍ରୋଗ୍ରାମ

  • @Krishnadasbls180
    @Krishnadasbls180 2 года назад +10

    3:00 ବହୁତ ସୁନ୍ଦର କଗୁଛି 😃😃

  • @The_Shorts_boy248
    @The_Shorts_boy248 2 года назад +64

    ସମ୍ବଲପୁରିଆ ହେଇ କରି ମୁଇ ବହୁତ ଖୁସ ଆଏ❤️❤️

  • @idgafworld1195
    @idgafworld1195 Год назад +1

    Oww 😁 ଇ ଏପିଶୋଡ ମତେ ଭଲ lagla sate ,😁😁😁

  • @PremK_
    @PremK_ 2 года назад +3

    I just looooooove Sambalpuri accent 😍🥰😍🥰😍🥰😍..
    Love from Balasore

  • @soumyashreerout1345
    @soumyashreerout1345 2 года назад +40

    ନଟିଆ ମାଉସୀ voice ଭାରି sweet ... 😉😉