Didi ..tama kasta mu bujhiparuchhi😭 karana same situation mo sahita heichhi .. kintu mu kharap rastare na jai.. nija chhuanku nija sahita rakhi .. nije chesta karuchhi income pain .. silei karuchhi.. online re part time job karuchhi.. amti kichhi kichhi parlour kama .mehendi .. kariki khusire rahuchi.. besi na hau pache jetiki bi hau .. mu mo pila nka saha bahut hasa khusire achhi😭...🙏🙏🙏🙏
ବଡ ଦୁଃଖ ଲାଗେ ଯେତେବେଳେ ଏପରି କାହାଣୀ ଶୁଣେ, କିଛି କରି ପାରିଲି ନାହିଁ ।
ସୁନ୍ଦର ହୃଦୟର ଅତି ସୁନ୍ଦର କବିତା
ବୋଉ ର କବିତା ମନକୁ ଛୁଇଁଗଲା
🙏🙏🙏 ମା ଆପଣ ଶହେରୁ ଶହେ ସତକଥା କହିଛନ୍ତି,,,,, ଏହି video ରୁ ବୋହୁତ କିଛି ଶିଖିବାକୁ ମିଳିଲା,,,,,,। ସମାଜ ପାଇଁ ଏବଂ ସବୁ ନାରୀମାନଙ୍କ ପାଇଁ ଏକ ଚେତନା ର ବାର୍ତ୍ତା ଥିଲା। ଏହିଭଳି ବାର୍ତ୍ତା ଯଦି ଆପଣଙ୍କୁ କିଏ ଆଗରୁ କହିଥାନ୍ତେ ହୁଏତ ଆପଣ ଏବେ କାହାର ଘରଣୀ ହେଇଥାନ୍ତେ ଏବଂ ନିଜର ଘର ସଂସାର ଖୁସିରେ କାଟି ଥାନ୍ତେ। ବୋହୁତ ବୋହୁତ ଧନ୍ୟବାଦ୍ ଆପଣଙ୍କୁ 🙏🙏🙏🙏🙏
ruclips.net/video/NNvvEfXA7h8/видео.html
Thankyu
Thank you very much for your positive comments
ଆପଣଙ୍କ ଭଳି ଇମିତି ଆଉ କିଛି ଲୋକ ରହିଲେ ସଂସାରରେ ଦୁଃଖ ରହିବନି ଭାଇ
@@nboy9584 ସମସ୍ତେ ଯଦି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ନିଜ ଲୋକ ଭଳି ବ୍ୟବହାର କରିବେ ତାହେଲେ ସମସ୍ତେ ଖୁସିରେ ରହିବା 🙏🙏🙏
ସତ କଥା ଶୁଣି ଦୁଃଖ ପ୍ରକାଶ କରୁଛି ମୁଁ ଏମିତି ଅନେକ ଜୀବନ ଅଛି ଏ ମାୟା ମୋହ ସଂସାରେ .....ହେ ଜଗତର ନାଥ ଜଗନ୍ନାଥ ଦୁଃଖୀ ଲୋକଙ୍କର ଦୁଃଖ ଦୂର କରିବାକୁ ଅନୁରୋଧ କରୁଛି ଏ ଅଧମ 🙏🙏
ମେଡମ ଆପଣ ମଜବୁର ହୋଇ ଯେଉଁ କାମ କରି ଆସୁଥିଲେ ତା ଦ୍ଵାରା ସମାଜରେ ଅସୁବିଧା କିଛି ସୃଷ୍ଟି ହୋଇଛି କି ? ନହେଲେ କିଛି ଅସୁବିଧା ହେବାରୁ ବଞ୍ଚିପାରିଛି କି? ଯଦି ସେମିତି କିଛି ହୋଇନାହିଁ ଅନୁତାପ କରିବାର କିଛି ଆପଣ ତ ସମାଜ ପାଇଁ ଉଦାହରଣ ତିଆରି କରିପାରିଛନ୍ତି।
Thanks
ବହୁ ଅସୁବିଧା ରେ ରହି ଜଣେ ଦୁଃଖିନୀ ମହିଳା ତାର ଦୁଇ ଝିଅଙ୍କୁ ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ଆମେ ଦେଖିଛୁ ତମକୁ କଣ ଆଉ କିଛି ବାଟ ମିଳିଲାନି ନିଜ ପେଟ ପୋଷିବାକୁ ଏଇଟା କଣ ଶେଷ ରାସ୍ତା....
ସବୁ ମଣିଷ ତିଆରି 😭😭ଭଗବାନ ମଙ୍ଗଳ କରନ୍ତୁ ମାଡାମ 🙏🙏
ଦିଦି ତୁମଠୁ ଶିଖିବା ଦରକାର ollywood ଷ୍ଟାର ଆଉ ଶିଳ୍ପପତିଙ୍କୁ ଏତେ ଟଙ୍କା income କରିକି ବି କାହାକୁ ସାହାଯ୍ୟ ର ହାତ ବଢ଼େଇ ନାହାନ୍ତି,ଖୋଲା ହୃଦୟ ଆପଣଙ୍କର 🙏🏿❤️
ନିଛକ ସତ ପ୍ରକାଶ କଲେ ମାଡ ମ। ଧନ୍ୟବାଦ୍। ଅବଶିଷ୍ଟ ଜୀବନ ସୁଖରେ କଟି ଯାଉ। ଶିକ୍ଷିତ ହୋଇ ଭଲ ଠିକ ଭାବେ ବେଭାର କରିଛ
ମୁଁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଲି 🙏ଲୁହ ଆସିଗଲା 🙏ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ
Right.kahucha
Thank you
thank you
right kahuchi 👍👍👍🙏🙏🙏
ସତରେ ତମେ ଜଣେ ମହାନ୍ ହୁଦୟ ବନ୍ ମଣିଷ ଟିଏ ,ତୁମେ ଜଣେ ବେଶ୍ୟା ନୁହଁ ମହାନ୍ ମଣିଷ ମା ଟିଏ,plz ଏ ପୁରୁଷ ସମାଜ ପରିସ୍ଥିତି ରେ ପଡି ଆସି ଥିବା ନାରୀଟିଏ କୁ ତାର ଦେହ ନ ଦେଖି ମନ ଦେଖିଲେ ଆଜି ଏ ସମାଜରେ ବହୁତ ନାରୀର ଜୀବନ ବଦଳି ଜାନ୍ତା ସେ ହୀ ନାରୀ ଟିଏ ଦିନେ ତୁମର ମା, ଭଉଣୀ , ଝିଅ ଟିଏ ହୋଇ ଥିବା plz plz ଏ ପୁରୁଷ ସମାଜକୁ ଅନୁରୋଧ
Tq
Absolutely. Correct
Hi
@@debajanimajhi2539 Hi
ସତେରେ ଅପଣ ବହୁତ ଧନି 🙏 ସୁନ୍ଦର🥰ହୄଦୟଟେ ଆପଣଙ୍କର ☺️☺️🤗
ଖୁବ୍ ସୁନ୍ଦର ଲେଖା ହେ ମୋର ପୂଜନୀୟ "ମା"
Thanks mam for your clear heart'
God bless you...mam
Sundar anubhuti.
ଦିଦୀ ଆପଣଙ୍କ ସ୍ବର ଏବଂ ଚିନ୍ତା ଧାରା ବହୁତ୍ ସୁନ୍ଦର୍,
You are very brilliant mama bhagaban tuma ku sahasha dianthu
ତମେ ନାରୀ ରୁପି ନାରାୟଣୀ ମା 🙏🙏🙏🙏🙏
Great mam speech less
ମହାଶୟା ଆପଣଙ୍କ ଦୁଃଖ କଷ୍ଟ ପାଇଁ ମୁଁ ଅନୁତପ୍ତ...... କିନ୍ତୁ ଆପଣଙ୍କ ପାଇଁ ଯେ କେତେ ପରିବାର ଭାଙ୍ଗି ନଷ୍ଟ ହୋଇଯାଇଛି ସେଥିପାଇଁ ମୁଁ ଦୁଃଖିତ.....ଆପଣ ସେ ଭୁଲକୁ ମୁଁ ଗ୍ରହଣ କରିପାରୁନି.... ସେଥିପାଇଁ ଖୋଲା ହୃଦୟରେ ମୁଁ ଆପଣଙ୍କୁ ମହାନ ବୋଲି କହିପାରୁନି କି କହିପାରିବିନି କେବେ..... ଆପଣ କେଉଁ ହୋଟେଲରେ ବାସନ ଧୋଇ ପଛେ ପେଟକୁ ଦାନା ମୁଠେ ଦେଇଥାନ୍ତେ କିନ୍ତୁ କାହା ସଂସାର ଭାଙ୍ଗିବା ଟା କଣ ଠିକ ହେଲା..... ଦୁନିଆରେ ସବୁ ଲୋକ ଖରାପ ନୁହେଁ... ଯଦି ଆପଣ କେଉଁ ମନ୍ଦିରରେ ବସି ଭିକ ମାଗିଥାନ୍ତ ତେବେ ବି ତୁମକୁ କେହି ନା କେହି ତ କିଛି ଦେଇଥାନ୍ତେ......
❤❤❤❤😢
Bahuta.vala.tame.didi..god.bless.you.
ଆପଣଙ୍କ କଥା ଶୁଣି ବହୁତ କଷ୍ଟ ଲାଗିଲା।।
Sampurna video dekhili , comment pain kn word nai heart touching
ଅତି ସୁନ୍ଦର 🙏
Really heart touching.
Maa apana bahuta vala, apana paristit re padi vulu karichanti tenu se vulu vulu nuhne, apananku vagaban sakti deantu apana nka jibana khusire katu 🙏🙏🙏🙏🙏🙏
Good ledi you jiniys mysister
Didi ..tama kasta mu bujhiparuchhi😭 karana same situation mo sahita heichhi .. kintu mu kharap rastare na jai.. nija chhuanku nija sahita rakhi .. nije chesta karuchhi income pain .. silei karuchhi.. online re part time job karuchhi.. amti kichhi kichhi parlour kama .mehendi .. kariki khusire rahuchi.. besi na hau pache jetiki bi hau .. mu mo pila nka saha bahut hasa khusire achhi😭...🙏🙏🙏🙏
👌👌👍🙏🙏🌹🌹💐💐
Good
ଅତି ସୁନ୍ଦର maam
ଏ କଥା ଆଜିର ପିଲା ବୁଝିବା ଦରକାର
ଯଦି ବୁଝିବେ ଦୁଃଖ ପାଇ ବେନି
ଆପଣଙ୍କ ୁ ନମସ୍କାର
ପରିଚୟ ଦେବାକୁ ସତ କହିବାର ଭୁଲ ନ ଥାଏ, କିନ୍ତୁ ସମୟ କୁଆଡେ କେତେବେଳେ କୁଆଡେ ନେବ କିଏ ଯାଣିଛି
You are good hearted lady
God bless you realy you are Great Iam proud for you
Ma'am you are really great
Clear hearted women...
ହେ ମା ଆପଣ ମହାନ୍
heartly respect u mam
You are great lady ❤️😘😘😍 beautiful mother tuma mu pranayam karuchi amiti amanisa sahita rahiba tharu better amiti rasta apnaiba 🤔🤔🙈🙉🙊🙏🙏
Thanks
😢😢😢😢
ହୃଦୟ ପର୍ଶୀ
Great thought with great mind feelings, heart scaring biography.
God bless u🙏
Forget the past, think about future. Believe god and proceed on.
@@sachiparida7111 ssssßßssssss
@@sachiparida7111 ssßßsßß
@@sachiparida7111 ssssas
@@sachiparida7111 ßsss
very clean heart
Talented lady.Respect her.Give her a job to live with respect with her rest life.God may bless her forever.
P
P
ମାଡାମ ur great. ନମସ୍କାର. Salute
Amazed and wept hearing u
Maa apanaku koti salam
So touched....
Top coverage
Namaskar
🙏🙏🙏🙏🙏🙏🙏🙏
🙏🏻 bahut bhala lagila aapna nk mana vhitara katha suni 🙏🏻 bhagwan aapna nku bhala re rakhantu 🙏🏻
You are great
ruclips.net/video/NNvvEfXA7h8/видео.html
Thanks
ନାରୀ ତୁମେ ମହାନ୍.... ଶତ ଶତ ନମନ....
He maa tamaku mora koti koti pranam
Your poem is heart t0uching .0Thanks
Tq
Thank you madam
Thanks ma'am. Great
Bohut bhala tame
Thanks
You are really human. You are great.
Great truth
ଜୟ ଜଗନ୍ନାଥ ⚫❗⚫
Satare madam tame bahut niara Manisha te salute for you
Thanks
Bahut bahut dhanyawad 🙏🙏🙏🙏🙏🙏🙏🙏🙏🙏🙏
Didi tume nari rupe Narayani
🙏🙏🙏🙏🙏🙏🙏
ହୃଦୟ ଥିବା ମଣିଷଟିଏ ।
Jay jay ho
Nice programme
Apana hele sati sata kahibara sahas achhi Papa kichhi rahilani bhagabanka pakhare rahibe
jayguru
Very talented,educated ......hats up to u
Life is a one way trafic,, ଯାଇ ହୁଏ ଆଉ ଫେରିହୁଏନି।
Right 👍
Thik kahila eita mo anubhuti
@@rajlaxmimohapatra4233 don't worry, life is a struggle
Good message for society
Great soul
Hii
U r great maa
Very sad.
ଦିଦି ଆପଣଙ୍କ କଥା ଶୁଣି ଆଖି ରୁ ଲୁହ ଆସିଜାଉଚି ଦୁଃଖି ମଣିଷ ହିଁ ଦୁଃଖ କ'ଣ ବୁଝି ପାରନ୍ତି 😢😢😢😢
Good madam.... apankar life ..👍
ruclips.net/video/NNvvEfXA7h8/видео.html
Thankyu
@@rajlaxmimohapatra4233 hi
Bahut vala apana madam.god bless you.
U r great lady
Jay jagannatha ♥️🙏
ଆପା ପ୍ରଣାମ🙏🙏ଭିଡ଼ିଓ ଦେଖିଲି ଆଖି ମୋର ଓଦା ହୋଇଗଲା,,,ଏ ଜୀବନ ଏକ ନାଟକ ଯେଉଁ ଅଭିନୟ ଆପଣ ଭଲ ପ୍ରଦର୍ଶନ କରିଛନ୍ତି,,ମନ ଛୋଟ କରନ୍ତୁନି,,,ଆପଣ ସତୀ ସାବିତ୍ରୀ,,, ମୁଁ ଆପଣଙ୍କୁ ସନଭାଇ ଭଳି ସମ୍ମାନ ଜଣାଉଛି🙏🙏
Thanks
Thanks
Didi you are great
ବହୁତ ବଡ଼ ହୃଦୟ ଆପଣଙ୍କ ମେଡମ ମୋର ସବୁ
ଥାଇକି ମୁ ଅପଣଂକ ଭଳି ବେସାହାରା ଏଣୁ ଆପଣ
ଆପଣ ମୋତେ ସତରେ
I like you
Good motivation,
U are a great women.
Jay Jagannath tumaku sah
Bad time has already gone... Good moral for society
didi you are great
I salute you ur heart golden....
Blatant interview of a woman.I hv like it.God will help if you follow your heart,not intellect.she is the example.madam,stay blessed.
You are very brilliant women beacuse your thought and poetry is outstanding 🙂
Youre great mam
Satare apankara hrudaya mahan
ଠିକ କହିଲ , ସମସ୍ତେ ଅନ୍ୟକୁ ରାମଚନ୍ଦ୍ର, ସୀତା ହେବାକୁ କହନ୍ତି ହେଲେ ନିଜେ ହୁଅନ୍ତିନି l
ଆଉ ଏହିଦୁନିଆରେ ସମସ୍ତେ ଭୁଲିଯାଇ ପାରନ୍ତି
ଯେ ପ୍ରକୃତରେ ବାପା ମା କେବେ ଭୁଲିବେନି l ଜାଣିରଖ
Right
Jay jagannath
salute lifera etebada sataku ete Sundar bhabare upastapana kale 🙏
Heart touching ❤️
ଆପଣ ବହୁତ୍ ଭଲ ମଣିଷ ହ୍ରୁଦୟ ରୁ
Good thought
😭😭
Great lady🙏
Maa apananku koti koti pranam Jay jagannath maa
Thanks
Apanaka no debe
Bahut painful apananka story🙏... Gote katha kahibaku chahibi Apana ate sundar Kavita lekhuchanti.. Ate badhiya talent apananku deichanti God.. Apana Kavita ku nija carrier kari parithante🙏🙏🙏