କାଲିଠୁ ଆରମ୍ଭ ହେବ ଖେଳ! - Prasanta Jagadev, MLA Khordha | Controversial Remarks on Opposition BJD

Поделиться
HTML-код
  • Опубликовано: 29 сен 2024
  • #odishapolitics #bjpgovernment #mohanmajhi #odishacm #oathtaking #pravatiparida
    Join this channel to get access to perks:
    / @odishalive
    L I K E || S H A R E || S U B S C R I B E
    News Website: www.odisha.live
    Facebook: / odishalive
    RUclips: / odishalive
    Twitter: / odishalive
    Instagram: / odishalive
    Click the 'bell' icon and Subscribe!
    The Event/production is a creation of OdishaLIVE.
    ---
    An OdishaLIVE Web Production.
    www.odisha.live
    (A Web Initiative of Academy for Media Learning Private Limited)
    A/23, (Ground Floor) Surya Nagar, Near Hotel Venus,
    Governor House Road, Bhubaneswar - 751003 (Odisha).
    Produced and broadcast in public interest.
    Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
    #bhubaneswar #cuttack #sambalpur #berhampur #rourkela #angul #balasore #puri #paradip #jajpur #keonjhar #baripada #phulbani #koraput #rayagada #jharsuguda #sundargarh #bolangir #kalahandi #boudh #sonepur #nayagarh #bhadrak #kendrapara #jagatsinghpur #dhenkanal #nuapara #gajapati #mayurbhanj #khordha #nabarangpur #malkanagiri #ganjam #bargarh #deogarh

Комментарии • 534

  • @rajneeshkumar1303
    @rajneeshkumar1303 3 месяца назад +18

    ସକାଳୁ ସକାଳୁ ମଦ ପେଟେ ପି ଦେଇକି ମେଡ଼ିଆ ଆଗରେ ଗପୁଚି 😂

    • @Ranjankumar-fz8xj
      @Ranjankumar-fz8xj 3 месяца назад +1

      ମଦ କଣ ତୋ ବୋପା ଦେଇଥିଲା

    • @Gshsjskssnsn
      @Gshsjskssnsn 3 месяца назад

      @@Ranjankumar-fz8xj na to Bou deithila au gandire neithila 😂😂😂😂

  • @Jitendraaaaaaaaa
    @Jitendraaaaaaaaa 3 месяца назад +118

    ଏଇ ବେଧ ଛୁଆ ଟାକୁ ପାକିସ୍ତାନ ପଠେଇ ଦିଅ,, ଶଳା କୁଜି ନେତା

    • @simanchaldora1699
      @simanchaldora1699 3 месяца назад

      ଏମିତି ବ୍ୟକ୍ତିଙ୍କୁ ଯଦି ପାକିସ୍ତାନ ପଠାଯିବ, ତେବେ ଖେଳ କରିବ କିଏ ? ଖେଳ ହଉ ଆମେ ଟିକେ ଦେଖିବା ପାଇଁ ଇଛୁକ ଅଛୁ.. ସେ ତ ତାଙ୍କ ନିର୍ବାଚନ ରେ ବିଜୟୀ ହୋଇଛନ୍ତି, ଲୋକ ତାଙ୍କୁ ନେତା ଭାବେ ବାଛିଛନ୍ତି, ତମର କାଇଁ ଜଳା ପୋଡା ହଉଛି କିୟୋ.. ପାଞ୍ଚ ବର୍ଷ ଅପେକ୍ଷା କର ତାପରେ ଦେଖିବା..

    • @sanjaybiswal9242
      @sanjaybiswal9242 3 месяца назад +6

      ଭସା ଠିକ୍ କରି

    • @pintumahapatra8320
      @pintumahapatra8320 3 месяца назад

      Kn hala ki a to bopa ki ra chodi pua mg​@@sanjaybiswal9242

    • @MKS72028
      @MKS72028 3 месяца назад +2

      Pura thik achi

    • @somiyopattnaik444
      @somiyopattnaik444 3 месяца назад +1

      Choro ta tu

  • @karunakarmohanty89
    @karunakarmohanty89 3 месяца назад +27

    ଆର ମୁଣ୍ଡ କାମ କରୁନାହିଁ ମେଡିସିନ ଦିଆଯାଉ ଜୟ ଜଗନ୍ନାଥ

    • @patitakumarchoudhury9855
      @patitakumarchoudhury9855 3 месяца назад

      ପାଗଳ ଟା ନିଜକୁ ବଡ଼ ଜ୍ଞାନୀ ଭାବୁଛି 😃😃

  • @ganeshdhal135
    @ganeshdhal135 3 месяца назад +10

    ଆରେ ସତ କହିଦେଲାରେ ଦେଶକୁ କିଏ ଲୁଟିଲା

  • @DukhaNaik-os1eg
    @DukhaNaik-os1eg 3 месяца назад

    ଖାଲି କହିଲେ ହେବ ନାହିଁ କାମରେ କରିବା ଦରକାର ତ ହେଲେ ଆମେ ଜାଣିବୁ ଆମ ଓଡିଶା ର ମୁଖ୍ୟମନ୍ତ୍ରୀ ଟିକ ଅଛି 🤩🤩😊

  • @satishacharya9171
    @satishacharya9171 3 месяца назад

    ଏ ଲୋକଟାର ଆୟୁଷ ସରି ଆସିଲାଣି ପତଳା ସେଥିପାଇଁ ଏ ପ୍ରକାର ପ୍ରଳାପ କରୁଚି

  • @adityaprince1987
    @adityaprince1987 3 месяца назад

    ବାଳ ଟା ହବ, ସବୁ ସୁବିଧା କେବଳ Govt. ବାଲାଙ୍କ ପାଇଁ, Private ଵାଲା ମରୁଛନ୍ତି,

  • @bapinakarana5812
    @bapinakarana5812 3 месяца назад

    Very good sir

  • @rajeshmohanty2051
    @rajeshmohanty2051 3 месяца назад

    Ganesh bhai jay ho

  • @davidpahad3
    @davidpahad3 3 месяца назад

    BJP ର ଏହି " ଚିଙ୍ଗୁଡ଼ି ପକାଇ ଶେଉଳ ଟାଣିବା" ରାଜନୀତି ଓଡ଼ିଶାକୁ ସତ୍ୟାନାଶ କରିବ।
    ଓଡ଼ିଶାର ସବୁକିଛି ସମ୍ପତ୍ତି କୁ ଶିଳ୍ପପତି ମାନଙ୍କୁ ବିକ୍ରୟ କରାଯିବ।
    ଶେଷରେ ଓଡ଼ିଶା ଦରିଦ୍ର ଗରିବ ସ୍ଥିତିରେ ପହଞ୍ଚିବ।
    ସେତେବେଳେ ଓଡ଼ିଶାର ଆଉ କିଛି ନ ଥିବ।
    ପରିଶେଷରେ ୫ ବର୍ଷ କାଳରେ ଯେଉଁ ତାନାସାହି, ସମ୍ବିଧାନ ବିରୋଧୀ BJP ର ଅସଲ ଅବତାର ଓଡ଼ିଶାବାସୀ ବୁଝିବେ, ସେତେବେଳେ ୨୦୨୯ ରେ BJP କୁ ପଦାଘାତ କରିବେ।
    ସାବଧାନ ଓଡ଼ିଶାବାସୀ
    ଓଡ଼ିଶାରେ ମହାବିପଦ ମାଡ଼ି ଆସିଛି

  • @suryakara6207
    @suryakara6207 3 месяца назад

    ଏଟା କୁକୁର ଭଳି ଥିଲା ଏବେ ମୋଦୀ ର କୁକୁର ହୋଇଛି ତୁ ବାଳ ମଦୁଆ ଟା ଯା କଥା କୁ କଣ ଭରସା କରିବେ ଲୋକ ଅପରାଜିତା ପାଇଁ ଏ ଶଳା ଜିତିଲା ନହଲେ ୟାର ସତା ଚିଲିକା ଦେଖିଛି ମାଡୁଆ ଙ୍କ ବୋକୋଚା ବୁହା 😄

  • @dreamlife0074
    @dreamlife0074 3 месяца назад

    Wah didi wahhhhh....

  • @ranajitjena4668
    @ranajitjena4668 3 месяца назад +12

    ତୁ ଯୋଉ ଜେଲରେ ଥିଲୁ ଫୁଣି ସେହି ଜେଲକୁ ଯିବୁ ବାହାଦୁରି ଦେଖାଇଲେ କଣ ହେବ ବେଧ ଛୁଆ

  • @Prakash_9861
    @Prakash_9861 3 месяца назад +85

    ଏଟା ମତେ କାଇଁ ପାଗଳ ଟା ଭଳି ଲାଗେ
    ଅମୁହାଁ ଖାଲି ଗପୁଚି ମୂର୍ଖ

    • @abhimanyumanik3663
      @abhimanyumanik3663 3 месяца назад +7

      ତୋ ଜେଜେ ପରି ଦେଖା ଯାଉଚି ଭଲ ରେ ଦେଖେ

    • @rajdeepbiswal1996
      @rajdeepbiswal1996 3 месяца назад +3

      Pagal pari lage kan pura hard mental

    • @Prakash_9861
      @Prakash_9861 3 месяца назад +1

      @@abhimanyumanik3663 ମୋ ଅଣଓଡ଼ିଆ ଜେଜେ ଭଳି ଲାଗୁଚି

    • @srustidhardey5817
      @srustidhardey5817 3 месяца назад

      ଜେଲ ଯିବୁ 🎉🎉🎉

    • @nirajadash2748
      @nirajadash2748 3 месяца назад

      ସେ ପାଗଳ ନୁହଁ ଓଡିଶାବାସି ପାଗଳ ବୋଲି ଗୋଟେ ପାଗଳକୁ chooes କରିଛନ୍ତି

  • @sumitrakhuntiasumina5294
    @sumitrakhuntiasumina5294 3 месяца назад +92

    ସାର୍ ଆପଣ ବି bjd ରେ ଥିଲେ ଯାହା ଲୁଟି ଛନ୍ତି ସେଇଟା ବି ଇଡି ଯାଞ୍ଚ କରା ଯିବ କି ନାହିଁ ଟିକେ ଆମ ଓଡ଼ିଶାବାସୀ କୁ ଜଣେଇବେ

    • @bijoykumardas4173
      @bijoykumardas4173 3 месяца назад +14

      ଠିକ୍ କହିଛନ୍ତି ହେଲେ ସେ bjp ରେ ମିଶିଗଲାପରେ Mr.clean ହୋଇ ଜାଇଛନ୍ତି ।😂😂

    • @nisithabeura9948
      @nisithabeura9948 3 месяца назад +2

      Haaa haaa haa haa thik thik bhai,, nihati darkar?? Aee avadra ta pura over chadhha...

    • @pratyusmohanty6815
      @pratyusmohanty6815 3 месяца назад +4

      BJP WASHING MACHINE RE SE PURA CLEAN

    • @GitaraniJana-x2s
      @GitaraniJana-x2s 3 месяца назад +1

      Bhai Dil Se salute

    • @PankajSabar-hu7rw
      @PankajSabar-hu7rw 3 месяца назад

      ସାର ୧୪ ୧୯ ରେ ଆପଣ କଉପାଟିରେ ଥିଲେ ଆପଣ ବି ଖଣିର ଚାଖ ଖାଇଛନ୍

  • @muralidharparida9228
    @muralidharparida9228 3 месяца назад +54

    ଆପଣ BJD ରେ ଥିବା ବେଳେ କେତେ ଲୁଟି ଛନ୍ତି ସେଇଟା ବି ଇଡି ଯାଞ୍ଚ ହେବ କି ନାହିଁ

  • @mamatadash1794
    @mamatadash1794 3 месяца назад +23

    Bhagaban tote sahaya huantu ate garba rabanara bi rahini

  • @binodbiharimishra5066
    @binodbiharimishra5066 3 месяца назад +14

    ଭାଇ ବେଶି କଥା କହ ନାହିଁ...ମୋଦି ନବୀନ ବନ୍ଧୁତ୍ୱ ବିଷୟରେ ତମେ କିଛି ଜାଣିନ... କାଲି ଅନୁଭବ କରି ପାରିଲନିକି ? ବିଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିବାକୁ ମନୋନୀତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଯିବା କେବେ ଇତିହାସରେ ଦେଖିଚକି ? ସମୟ ଚକ ଗଡିବାକୁ ବେଳ ଲାଗେନାହିଁ....ସତର୍କ ରୁହ, ନହେଲେ ପସ୍ତେଇବ ।

  • @rasanandasethy
    @rasanandasethy 3 месяца назад +5

    ଓଡ଼ିଶାରୁ ବିହାରୀ ହଟା ବଗାଳି ମନକୁ ହଟା ଆଗ

  • @odishafoodflavour7774
    @odishafoodflavour7774 3 месяца назад +11

    ସାବଧାନ ବୋତଲ ଧରି ନିଶାରେ ପୁଣି କାହା ଉପରେ ଗାଡି ଚଢେଇଦେବ 🤣🤣

  • @digitalpipul
    @digitalpipul 3 месяца назад +40

    ଭାବୁଥିଲା ଜଗଦେବ୍ ରାଉ ରାଉ ହେଲେ କାଳେ ମନ୍ତ୍ରୀ ପଦ ମିଳିଯିବ, କିନ୍ତୁ ବିଶ୍ବାସ କୁ ନେଲାନି ବିଜେପି...

    • @Khordha-f2h
      @Khordha-f2h 3 месяца назад +1

      Ati ru eti

    • @NalaniMehar
      @NalaniMehar 3 месяца назад

      Bjd ta

    • @rajivkumar9990
      @rajivkumar9990 3 месяца назад +1

      ସଦା ବେଳେ ଏ ଭୁଲ ଭାଲ କରିବେ ଆଙ୍କୁ କିଏ ପଦ ଦେବ,,, ଆମେ ବି ଚିଲିକା ରେ ଭରଷା କରିକି ବହୁ ପରିମାଣ ଭୋଟ ରେ ଜିତେଇ ଥିଲୁ,, କିନ୍ତୁ ସିଏ ଖାଲି କୁହନ୍ତି କିଛି କରନ୍ତିନି ,,କି ଭୁଲ କରିଥିଲୁ ତାଙ୍କର ସେ ଆମ ଦଳଭାଗିଂ ଦେଇକି ପଳେଇଲେ କିନ୍ତୁ ବହୁତି ଭରଷା କରିଥିଲୁ,, ଆପଣଙ୍କୁ ଅନୁରୋଧ ଏମିତି କିଛି କାମ କର ଯେମିତି ଲୋକେ ଝୁରିବେ,,, ଏମିତି କିଛି କାମ କରନି ଯେମିତି ଲୋକେ ମିଛୁଆ ନ କୁହନ୍ତି

    • @anupsahoo9958
      @anupsahoo9958 3 месяца назад

      Chhatarkhia neta jagdeb

    • @amiyakumardas3802
      @amiyakumardas3802 3 месяца назад

      ଜଗଦେବ ବୋଉ ବିଆ

  • @prabodhapanda5184
    @prabodhapanda5184 3 месяца назад +35

    ଏତେ ଗର୍ବ କାହିଁକି ?. 24 ବର୍ଷରେ ଆପଣ 23ବର୍ଷ 6 ମାସ ଥିଲେ ?.

  • @Bikramkumarmalik-B2s
    @Bikramkumarmalik-B2s 3 месяца назад +3

    ତୁ ବି ସେଇ 25 ଭିତରେ ନାହୁଁ କି ରେ

  • @papunadethi9371
    @papunadethi9371 3 месяца назад +2

    ଏଇଟା ପରମ ମହା ମାଘିଆ ସେଥିପାଇଁ ଗାଁଢୀ ମରେଇଲା ଅଈନା ବାସନ୍ତୀ ଅପା କୁ କରେଇକି ମାଡିବସିବୁ

  • @SURYAKANTAJENABabu
    @SURYAKANTAJENABabu 3 месяца назад +21

    ଏହି ଶଳା ଟା କିଏ ଦେଖା ହେଲେ ଗୋଡେଇ ଗୋଡେଇ ପିଟନ୍ତି

    • @Ranjankumar-fz8xj
      @Ranjankumar-fz8xj 3 месяца назад

      ଯା କହିଦବୁ ସହରକୁ ତୋ ବୋପା ଆସିଛି

    • @SURYAKANTAJENABabu
      @SURYAKANTAJENABabu 3 месяца назад +1

      ତୁ ମାଗିଆ କୋଉଠି ଦେଖା ହ ତୋ ଵୋପ ବାହା ଘର ଦେଖିବୁ

  • @swapnilraja1409
    @swapnilraja1409 3 месяца назад +2

    ମୋଦି ଏମିତି ଜଗୁଆଳୀ ଯେ, 2-3 ମୋଦି ତାକୁ ମୋଡ଼ିକି ପଇସା ନେଇ ପଳେଇଲେ, ନହେଲେ ଦ୍ଵାରପାଳ ପଇସା ଖାଇ ଛାଡିଦେଲା😂 ଆଉ ଅନେକ ଏମିତି ଗୁଜୁରାତି ଏବେ ପଇସା ନେଇ ପାଲେଇଲେଣି 😂

  • @karunakarkisan1143
    @karunakarkisan1143 3 месяца назад +5

    ଏ ପାଗଳ ଓଡ଼ିଶା କଣ ଦେଶକୁ ମଧ୍ୟ ରସା ତଳକୁ ଠେଲି ଦେବ l ସର୍ବଦା ତୀବ୍ର ପ୍ରତିବାଦ କରନ୍ତୁ l

  • @abhiramkadraka4324
    @abhiramkadraka4324 3 месяца назад +4

    BJP କୁ ବହୁତ Fight ରକ୍ତ ସଞ୍ଚାଳନ କରାଯିବ..ଆପଣ ଟିକେ ଅପେକ୍ଷେ

  • @abhimanyumanik3663
    @abhimanyumanik3663 3 месяца назад +7

    ତମେ ଯେତେ ସବୁ କୁକୁର ଙ୍କ ପରି ଭୁକୁଚ କଣ ହେବ ଲେଖା ଛିଡି ଗଲା ରେ ଭାଇ

    • @rajivkumar9990
      @rajivkumar9990 3 месяца назад

      ନବିନ ସାର୍ କିନ୍ତୁ ମିଛୁଆ ନଥିଲେ ,,,ଥିଲେ ବହୁତି ସରଳ ଆଉ ସଚୋଟ୍ ବି କେହି ଭୁଲି ପାରି ବେନି ଭାଇ ଟାଇମି ଆସିଲେ ଆପଣେ ବି ଝୁରିବେ ଅପେକ୍ଷା କର

    • @ommsaiaromaticsenterprises5211
      @ommsaiaromaticsenterprises5211 3 месяца назад

      Lekha tuma ghara ra bi chidiba wait and watch my bro

  • @SusantaDas-hu3qx
    @SusantaDas-hu3qx 3 месяца назад +34

    Mental neta

    • @sanjayasahoo9278
      @sanjayasahoo9278 3 месяца назад +1

      Modi modi hauchi ete, 250 seat chhuine parilani. 88yr odishara gathana pare 1st bjp cm heichi . Ete garba v thik nunhe.
      Double engine sarkar jemiti pachhadu Double lata na khao.

    • @nisithabeura9948
      @nisithabeura9948 3 месяца назад

      Thik kahicha ❤❤

  • @subhankarjena2778
    @subhankarjena2778 3 месяца назад +9

    Ye mg vote kiye dela

  • @ranisubidexpress5905
    @ranisubidexpress5905 3 месяца назад +1

    ଶଳା ବିଜେଡି ଚୁର ଥିଲୁ ଦଳରୁ kaadi dele

  • @mantunayak4490
    @mantunayak4490 3 месяца назад +22

    Tate.Laja.Lagune.madua

  • @MuOdia1994
    @MuOdia1994 3 месяца назад +1

    ଏ ଶଳାଟା ଗୋଟେ ପରମ ଟାଉଟର ,ଓଡିଶା ବାସୀଙ୍କ ସହ ଖେଳକରିବ କହୁଛି ଶଳା, କାହିଁକି ଏମାନଂକୁ ବାରମ୍ବାର ଜିତାଉଛନ୍ତି (ଦଳନୁହଁ ଭାଇମାନେ ଉପଯୁକ୍ତ ନେତାଙ୍କୁ ଭୋଟ ଦିଅନ୍ତୁ )

  • @lalitendubehera5357
    @lalitendubehera5357 3 месяца назад +6

    ବେଧେଇ ଛୁଆ ଛୋଡ଼ି ହୋଉଛି, ଏ ବେଧେଇ ଛୁଆ କଣ କହୁଛି ନିଜେ ଜାଣି ପାରୁନି

    • @subhasispattnaik5405
      @subhasispattnaik5405 3 месяца назад

      Diabatis ପାଇଁ ମୁଣ୍ଡ କାମ କରୁନି

  • @dhaneswardas3369
    @dhaneswardas3369 3 месяца назад +1

    କାଲି ଠୁ ଆରମ୍ଭ ହେବ ପେଳ😆😆😆😆😆😆😆😆😆😆😆😆😆😆😆😆😆😆

  • @pinturanjan7576
    @pinturanjan7576 3 месяца назад +1

    Congress 70yr re 70lakhs core loan karithila au bjp last 10 yr re 150lakhs loan karichi.kan development heichi mu bujhiparuni.

  • @raghuguru8584
    @raghuguru8584 3 месяца назад +1

    କଣ ପ୍ରଶାନ୍ତ ଜଗଦେବ ଛୋଡ଼ିବ ଡହରା ଟା

  • @ranjanrashmipradhan7180
    @ranjanrashmipradhan7180 3 месяца назад +4

    Public has given the vote...Please work for Public ....the generation& the upcoming generation will get the benifits of it.

  • @soumyasubaspati6274
    @soumyasubaspati6274 3 месяца назад +9

    Yaku, kehi bala ra bi pacharibeniii dekhibaa, ahankari manisaa nija gata ni kholuchiiii

  • @PrasannaKumarpanigrahi
    @PrasannaKumarpanigrahi 3 месяца назад

    ମୁଁ, ମୋଦିଜୀ, ଲୋକ, ବୋଲି, ମୋତେ, 43ବର୍ଷ, ହେଲା, କିଛି, ସାହାଯ୍ୟ, ମିଳିନାହିଁ, 🌹ପ୍ରସନ୍ନ, କୁମାର, ପାଣିଗ୍ରାହୀ ନାଁରେ, କଣ, ମିଳିଛି, କମ୍ପୁଟର, ଚେକିଂ କରନ୍ତୁ, ପାଟପୁର, ଶାସନ, କାଦୁଅପଡା, patana🌹❤️

  • @prangyaparamitanayak3305
    @prangyaparamitanayak3305 3 месяца назад +5

    Desa ku ta tume hni lut karicha

  • @ashishbarik7846
    @ashishbarik7846 3 месяца назад +1

    Tu gotie magia,kalithu bjd jordar ladhei kariba mane rakhitha,amora counter kariba pain sabu block nd panchayat haba

  • @PrasannaKumarpanigrahi
    @PrasannaKumarpanigrahi 3 месяца назад

    ମୋ, ଲେବର, କାର୍ଡ ରେ, ଲକ ଡାଉନ, ସମୟରେ, ଆସିଥିବା, ଟଙ୍କା, କିଏ, ଖାଇଛି, ମୋହନ, ସରକାର, ଓଡିଶା, ଆପଣ, ଧରନ୍ତୁ, ଗରିବ, ବ୍ରାହ୍ମଣ, ଟଙ୍କା, 🌹❤️

  • @knightbulls6805
    @knightbulls6805 3 месяца назад +14

    25 yrs re jagdev 10yrs re chora thilea

  • @KhanucharanMahalik
    @KhanucharanMahalik 3 месяца назад

    Chitfund.khani.durnit.thanamein.
    F.i.r.durnit.nakili.education.jib.jantu.
    Hatiya.fourst.lakidi.durnit.katarmecin.calaiba.vilege.mein.sbdha.pradusan.honeysey.bachey.padneyhipata.
    Koi.soneyhipata.karjanusthan.kiyajaey.rupsa.balesore.hatiadiha.

  • @srustidhardey5817
    @srustidhardey5817 3 месяца назад +1

    Good BJD govt ଜେଲ 🎉🎉🎉🎉❤❤❤❤❤❤❤

  • @BibhutiBhusan-vw7mt
    @BibhutiBhusan-vw7mt 3 месяца назад +2

    Nbin modi kola koli tume khela karani BJP dhndaere mada khaib

  • @sandeshdas1690
    @sandeshdas1690 3 месяца назад

    ଲୁଲୁ ମହାପାତ୍ର
    ପ୍ରଦୀପ ମହାରଥୀ ଜାଗାରେ ବର୍ତମାନ ପ୍ରଶାନ୍ତ ଜଗଦେବ ସବୁ ସମୟ ସ୍ରୋତରେ ଗୁଣ୍ଡା ରାଜ ଚାଲିଛି ଯୁଗେ ଯୁଗେ ନୂଆ କିଛି ନୁହେଁ

  • @ashirbadpal8678
    @ashirbadpal8678 3 месяца назад

    ଏ ଅଳିଆ ଗଦାଟାକୁ ବିଜେପି କଣ କୋଉ ପଦବୀ ଦେଲାଜେ ଏମିତି ହଉଚି

  • @mamatadash1794
    @mamatadash1794 3 месяца назад +1

    Mla jemiti huanti cm nka upare prabhab pade au tu jaha hauchu khali dekhe

  • @narayanpanigrahi2856
    @narayanpanigrahi2856 3 месяца назад

    Chitfound ଟଙ୍କା ଫେରିପାଇବା କଥା କେତେ ସତ ,କେତେ ମିଛ । କାରଣ ଗତ ସରକାର ତ କିଛି କରି ପାରିଲେନି । ତାଙ୍କ ଲୋକସବୁ ସେଥିରେ ମିଶି ସଫା କରି ସାରି ଛନ୍ତି ।🌹🙏🌹

  • @KishorkumarMeher-y1e
    @KishorkumarMeher-y1e 3 месяца назад

    କି ଖେଳ କରିବୁ।ତୁ ତ ବେହିଆ bjd re ଥିଲୁ ଲାତ ମାରିକି ନବୀନ ବାହାର କରିଦେଲା।ମୁଁହ ରେ ଲଗାମ ଦେଇ କଥା ବାର୍ତ୍ତା କର ଯଦି ଆଗକୁ ଉନ୍ନତି କରିବାର ଅଛି

  • @ranisubidexpress5905
    @ranisubidexpress5905 3 месяца назад

    ଆଜି ନବୀନ ପଟ୍ଟନାୟକ sir nem re kahuchhu

  • @balaramsahoo8262
    @balaramsahoo8262 3 месяца назад

    ଖେଳ ଏମିତି କଲ ଯେ ପ୍ରଥମ ପଦକ୍ଷେପ ଭୁଲ ପ୍ରମାଣିତ। ଜ୍ଞାନ ଆହରଣ କର। ତା ପରେ ଜ୍ଞାନ ବାଣ୍ଟିବ।

  • @gitanjalibehera6931
    @gitanjalibehera6931 3 месяца назад

    ତୁ ନିଲଠା ତତେ କିଛି ପଦବୀ ମିଳିଲାନି ଆଉ କଣ କରିବୁ ନିଜମନକୁ ବୁଝେଇଦେ ରେ କୁତା ତୋ ମୁହଁକୁ ଲାଜ ନାହିଁ ତୁଖାଲି ଟିକେ ନଲଠା ବେଶି ନୁହେଁ ଅଳ୍ପ ଟିକେ

  • @NiranjanMohanty-w5g
    @NiranjanMohanty-w5g 3 месяца назад

    ଅଲଜ୍ୟା ବେଧ ଛୁଆ ଗଣିଆ ଖୁନି ଆସାମୀ ତୁ ଜଗୁଆଳି ନୁହେଁ ଅଇଁଠା ଖିଆ ନିମକ ହାରାମ କୁତ୍ତା

  • @JayKumar-j6g
    @JayKumar-j6g 3 месяца назад +1

    କିଛି କରିପାରିବନି ଫପା ଗପ

  • @pradhankulu2843
    @pradhankulu2843 3 месяца назад +1

    କିଛି ବାଳ ବଙ୍କାହବନି ଛି

  • @sudhansusekhardash9010
    @sudhansusekhardash9010 3 месяца назад

    ଅଲଜ୍ୟା ବୋଲି ଗୋଟେ ଶବ୍ଦ ଅଛି ଭୁଲି ଯାଇଛନ୍ତି ବୋଲି ଚର୍ଚ୍ଚା।

  • @srikantsahoo6563
    @srikantsahoo6563 3 месяца назад

    ପ୍ରଶାନ୍ତ ଭାଇ ସେ ଦିଲ୍ଲୀପ କୁଆଦେଗଲା? ତା ଉପରେ ଟିକେ କଣ ହେଉ?

  • @malayamishra8895
    @malayamishra8895 3 месяца назад

    ମହାଭାରତରେ ଯ୍ୟୟଦ୍ରଥ ଚରିତ୍ର ଗୋଟେ ଥିଲା ଟିକେ ମନେ ପକେଇବ

  • @ShyamsundarJani-q1y
    @ShyamsundarJani-q1y 3 месяца назад

    ତମେ ଟିକ କହୁଛ ଆଜ୍ଞା ଅଘକୁ କେଳ ହେବ ମାନେ ସବୁ ଓଡ଼ିଶା ର ଲୁଟି କାଇବ

  • @rakeshmahanty7320
    @rakeshmahanty7320 3 месяца назад

    ଅଇଁଠା ଖିଆ କୁକୁର ଗୁଡ଼ା bjd ରୁ ଖାଇ ଖାଇ ଏବେ ସାଧୁ ଦେଖେଇ ହଉଚି

  • @pramodanaspirant
    @pramodanaspirant 3 месяца назад

    କଂଗ୍ରେସ୍ ରେ ଗୋଟେ ସୁର ଆଉ BJP re ଗୋଟେ ଇଏ ଶଳା କାର୍ଟୁନ୍ 😅

  • @shortbylizaa6410
    @shortbylizaa6410 3 месяца назад

    ଶାଳ ଖେଳ ଦେଖାଇବା ରେ ପାକିସ୍ତାନ କୁ ପଥାଇଦିଆ ସଲା m.gggg

  • @sambalpuriatube9707
    @sambalpuriatube9707 3 месяца назад

    Bjp bala eka yaku tanka dala ru bida karibe

  • @susantajena3466
    @susantajena3466 3 месяца назад +1

    Prasant bhai tuma katha re bahuta maja achhi

  • @sriharash-j3i
    @sriharash-j3i 3 месяца назад

    ଏଗୋ ଜୋକର ଶବୁ ଠାରୁ ରେ ଏଥିରୁ ଗୋଟିଏ ଗୋଟିଏ ଫିଶି ରହୀବା ଦରକାର😅😅😅

  • @SanjibBehera-mw5vv
    @SanjibBehera-mw5vv 3 месяца назад

    ମଦିଵାଵୁ ଆକୁ ଗଟିଏ ମଂତରି ପଦ ଦିଅ ନହେଲେ ପାଟିକରି ସୁଟରେ ହଗି ଦେଵ

  • @RakeshSarangi-z8z
    @RakeshSarangi-z8z 3 месяца назад

    Jagdev Babu apanabi bjdpartyre mla thile.now mlaof bjp..apanankathare jadi Ed lagijae tebekaribekana .seithi joguapanabjpku paleiasichanti Ed tharubanchibaku

  • @kartikpatra2346
    @kartikpatra2346 3 месяца назад

    ଖେଳଟା ଭଲରେ ଆରମ୍ଭ କର ନହେଲେ ତୋ ଗାଣ୍ଡିରେ କିଳା ଟା ଆଗ ପଶିବ

  • @basudebsenapati2181
    @basudebsenapati2181 3 месяца назад +7

    To kathara kichi mulay nahi

  • @patitakumarchoudhury9855
    @patitakumarchoudhury9855 3 месяца назад

    ବାଳ ଖେଳିବୁ, ସବୁ ଦଳର ନେତା ମନ୍ତ୍ରୀ ଟାଉଟର ଚୋର,

  • @ramchandramarndi9325
    @ramchandramarndi9325 3 месяца назад

    Bjd re jetiki toutor thile semane bjp re misichhanti odishabasi tanka kathaku biswas kale.

  • @theologicalcalculationands3590
    @theologicalcalculationands3590 3 месяца назад

    ତମେ ତ bjd ରେ 10 ବର୍ଷ ଥିଲ, କଣ ଖାଇଛ। ତାଉଟର ଟା

  • @Bpn_123
    @Bpn_123 3 месяца назад

    Are murkya, development and employment bisyare katha haaa... Kette din hindu- Muslim au mandir - masjid kariki kariki vote neba

  • @ranisubidexpress5905
    @ranisubidexpress5905 3 месяца назад

    ବିଜେଡି ପଇସା ଖାଇ ସଲ ଆଜି ବଡ଼ ହେଇଛୁ

  • @ramachandra8999
    @ramachandra8999 3 месяца назад

    ❤rama❤pratek m l a nku MLA/anchalik minister power rahibapayi odisha cm nku anuradha tks lordzrmji

  • @subhasispattnaik5405
    @subhasispattnaik5405 3 месяца назад

    ଅପରା ଅପାଙ୍କ ମନ୍ତ୍ରୀ ପଦ ମିଳିଲାନି, କିଛି କହିବେକି

  • @vasundharaofficial
    @vasundharaofficial 3 месяца назад

    Durnithi bjd, gunda bjd, tamil bjd, odisha ku gorib korithiba bjd hatila

  • @JYOTIRMAYEEMISHRA-x9x
    @JYOTIRMAYEEMISHRA-x9x 3 месяца назад +6

    Ki khela kheliba dhana

  • @Healthin2791
    @Healthin2791 3 месяца назад +4

    ଏଇଟା ବିଧାୟକ ର ଆଚରଣ ନୁହେଁ

  • @shortbylizaa6410
    @shortbylizaa6410 3 месяца назад

    ବାଳ ଏହି ଗୁଣ୍ଡା କୁ କିଏ ମନ୍ତ୍ରୀ ଦେବ

  • @hemantaprusty9930
    @hemantaprusty9930 3 месяца назад

    Are Odisha ra neta swapna dekhuna modi swapna dekhiba tame Kan stamp..

  • @Dashsoubhagya
    @Dashsoubhagya 3 месяца назад

    Sabhya bhasa nhn...kalithu haba khela..eei hauchanti lokanka pratinidhi jie kama jagare khela ku besi agarha karanti..apananka chintadharaku loka swikar karichanti..tanku dhanyabaad aau apananku khela nimante bht suvecha...

  • @mrutyunjayakalta7010
    @mrutyunjayakalta7010 3 месяца назад

    ଏ ଦେଶ କୁ କେ ଲୁଟିଛି ଦେଶ ରେ ସରକାର ତମର ସରକାର ଶେ ଲୁଟୁଛନ୍ତି କି

  • @sunilkumarparida3162
    @sunilkumarparida3162 3 месяца назад

    Ei maghia kebe sudhuribani. Naveen sir nka kichhi rahilani tu kou banda bala loka ta

  • @ranjitakumarpatra294
    @ranjitakumarpatra294 3 месяца назад

    Bala katha kahucha....tame kou dala re thila bhai....5g chaliba eithara....gujurati sahana...

  • @JambeswarPrusty-cu2tg
    @JambeswarPrusty-cu2tg 3 месяца назад

    Tu gote bala bichara karibu.. Navin pattnaik orissa bichar already sari deichi

  • @ranjankumarnayak3747
    @ranjankumarnayak3747 3 месяца назад

    Apana kana bjd thila bele lutu nathile ki sir , ebe guru gyana deucha

  • @RakeshSarangi-z8z
    @RakeshSarangi-z8z 3 месяца назад

    Tume player list re achhaki nahin jaditumara nahin tebeaudiance valia dekhiba

  • @pareshchandraswain3026
    @pareshchandraswain3026 3 месяца назад

    ଏଥର ଖେଳ ହବନି ମାଗିଆ ପେଳ କଟା ହବ 😂😂

  • @DeepakDipu-d9b
    @DeepakDipu-d9b 3 месяца назад

    Tu Auu. Kn karibu ki Bjp re kukura valia Achu .... Kukura ra kama jaha tu Sai kama karibu ..... Bjp Bala khai sarila pare jaha baliba taku tu jiva lagai chatibu

  • @shashikantasasina2289
    @shashikantasasina2289 3 месяца назад

    ଏଇଭଳିଆ ଲୋକ ଙ୍କୁ ଟିକେଟ କେମିତି ମିଳୁଛି

  • @SimanchalMali-gb3xh
    @SimanchalMali-gb3xh 3 месяца назад

    ରେ ପାଗଳ ତୁ ବିଜେଡି ରେ ଥିଲୁ ତୁ କେତେ ଲୁଟିଛୁ

  • @Sunilkumar-lt9dx
    @Sunilkumar-lt9dx 3 месяца назад +1

    Tu magia bahut kahuchu

  • @narendrakpalai3995
    @narendrakpalai3995 3 месяца назад

    BJP re tm abasta kn haba tike wait kara pua, Odisha dekhiba, Karan tame Dala dia BJP.

  • @Jagannathadham
    @Jagannathadham 3 месяца назад

    ଆରେ ତୁ ପା ବିଜେଡି ରୁ ଆସିଛୁ ତୁ କଣ ଖସିଯିବୁ

  • @lilamayasahu6669
    @lilamayasahu6669 3 месяца назад

    କୋଉଠି ଠିଆ ହେଲେ ସେଇତି ଜିତୁଛନ୍ତି