How Lord Jagannath Reunite Child with Family | Jagannath Mahima | Dr. Srikanta Parija | Odisha365

Поделиться
HTML-код
  • Опубликовано: 24 ноя 2024
  • Join this channel to support Us:
    / @odisha365
    #Jagannath #Odisha365 #JagannathMahima #DrSrikantaParija
    #AnubhutireJagannath

Комментарии • 345

  • @srikantaparija2054
    @srikantaparija2054 3 года назад +66

    ମହାପ୍ରଭୁ ହେ..... . ଡ଼ଃ. ଶ୍ରୀକାନ୍ତ ପରିଜା
    ଦିନେ ତୁମେ ଥିଲ ଆଉ ମୁଁ ଥିଲି
    ସମ୍ପୂର୍ଣ ନିରୋଳାର ମୁହୂର୍ତ୍ତ ଥିଲା..
    କଣ ହେଲା କେଜାଣି
    ଆଖିରେ ଆଖିଏ ଲୁହ ନେଇ କହିବସିଲି
    ଶୁଭୁଚି କି ତୁମକୁ ହେ....
    ଜୀବନରେ ତୁମକୁ କିଛି ବି ମାଗିନି
    ଆଜି ଜୀବନରେ ପ୍ରଥମ ଆଉ ଶେଷ ଥର ପାଇଁ କିଛି ମାଗିବି
    ଦେବ ତ?
    ହଠାତ ତୁମର କଣ ହେଲା ଯେ !
    ତୁମର ବିକଳ ଚାହାଣୀ ଦେଖି
    କହିଥିଲି ମୁଁ
    କଣ ଡରି ଗଲ ହେ......
    ନା ମୁଁ ମାଗିବି ମୋ ସ୍ତ୍ରୀ,ପୁଅ,ଝିଅ,ବନ୍ଧୁ ,ସହୋଦରଙ୍କ ପାଇଁ
    ନା ଧନ ମାନ ପ୍ରତିଷ୍ଠାର ମାଗିବା ପଣର ଅଭିଲିପ୍ସା
    ନା ତୁମ ଠାରୁ ତୁମକୁ ଛଡେଇ ଆଣିବାର ମୋ ଅଝଟ ପଣ ମାଗିବି
    ନା ତୁମ ଗମ୍ଭୀରା ଘରେ ଦୁଇ ପାଦ ସ୍ଥାନ
    ତେବେ ମହାଦାନୀ ଡ଼ରୁଛ କାହିଁକି ହେ.....
    ଅଭୟ ଦେଇ କହିଥିଲ ଯାହା ମାଗିବୁ ମାଗ
    ଆଖି ବୁଝି ଦେଲି
    ଝରୁଥିବା ଲୁହ ଆଖି ପତାରୁ ଆଙ୍ଗୁଠିରେ ନେଇ
    ତୁମ ମହାବାହୁ ଉପରକୁ ଛାଟିଦେଇ କହି ଉଠିଲି,
    ହେ ମୋର ଲୁହର ପ୍ରାଣ ପ୍ରିୟ
    ମୋ ଲୁହର ରାଣ ଦେଇ ମହାବାହୁରେ ଅଭୟ ଦିଅ ହେ...
    ମୋ ମାଗିବା ପୂର୍ବରୁ
    ଶ୍ରୀମୁଖରେ ତୁମର ହସ ନ ଥିଲା
    ବୋଧହୁଏ ମୋ ଲୁହର ଡରରେ ପୟର ମାଳା କମ୍ପନରେ
    ଆସ୍ତି ସୁଚେଇ ଦେଇଥିଲ ଅଭୟ ପ୍ରଦାନର !
    ମନରେ ପୁଳା ପୁଳା କୋହକୁ
    ତୁମ ରତ୍ନ ସିଂହାସନରେ ଧେ|ଇ
    ବିକଳ ହୋଇ କହିଉଠିଥିଲି
    ହେ ମହାବାହୁ,
    ଦିଅ ହେ .....
    ଦିଅ ହେ........
    ମୋତେ ପ୍ରତି ମୁହୂର୍ତ୍ତରେ
    ପ୍ରତି କ୍ଷଣରେ
    କେବଳ ତୁମ ପାଇଁ ତିଳ ତିଳ ମରିବା, ଦିଅ ହେ ଦିଅ ହେ...
    ପ୍ରଥମ ଥର ଦେଖିଥିଲି ତୁମ ଚକା ନୟନରେ ଲୁହ,
    ଆଉ ସେ ଲୁହର ତଥାସ୍ତୁ ନେଇ
    ପରମ ଆନନ୍ଦରେ ମୁଁ ଫେରିଲି,
    ଆଉ ସେହି ଫେରିବା ମୁହୂର୍ତ୍ତରେ
    ତୁମ ବିନା ମୁଁ ମରିବାର ସ୍ବର୍ଗୀୟ ସୁଖ ପାଇଥିଲି’
    ତୁମେ କଣ ଜାଣିବା ହେ
    ତୁମକୁ ଝୁରି ମରିବାରେ କେତେ ଯେ ଖୁସି ଅଛି?
    ତୁମକୁ ଦେଖିଲେ ମରିଯାଏ ହେ....
    ତୁମକୁ ନ ଦେଖି ତ ପ୍ରତି ମୁହୂର୍ତ୍ତରେ
    ତୁମକୁ ଦେଖିବାକୁ ତିଳ ତିଳ ମରୁଥାଏ
    ବଡ଼ ଦାଣ୍ଡ ଧୂଳି ପାଇଁ ପାଦ ମୋର ଝୁରି ମରେ
    ବଡ଼ ଦାଣ୍ଡେ ପାଦ ଥାପିଦେଲେ
    ପାଦ ମୋର ତୁମ ଦର୍ଶନ ବ୍ୟାକୁଳତାରେ ଥରି ମରିଯାଏ’
    ବାଇଶି ପାହାଚରେ ଆଣ୍ଠୁ ମାଡି ଦଣ୍ଡବତ ପାଇଁ
    ଆଣ୍ଠୁ ଯେ କେତେ ମରୁଥାଏ ତାହା ତୁମେ ଜାଣ କି?
    ଆଣ୍ଠୁ ମାଡିଦେଲେ ବାଇଶି ପାହାଚରେ
    ତୁମ ବାଇଶି ପାହାଚ ପହଣ୍ଡି ସ୍ପର୍ଶର ଅଜଣା ପୁଲକରେ
    ସେଇ ମୁହୂର୍ତ୍ତରେ ଆଣ୍ଠୁ ମରିଯାଏ ....
    ତୁମକୁ ଦରାଣ୍ଡି ପକାଇ ଆଖି ମରିଯାଏ’
    ତୁମକୁ ସମ୍ମୁଖରେ ଦେଖି ଆଖି ସହ ଆଖି ପତା
    ବୁଜି ହୋଇ ମରିଯାଏ ତୁମକୁ ଆଖି ଭିତରେ
    ଚିର କାଳ ବାନ୍ଧି ରଖିବାର ମୋହରେ....
    ହାତ ଡହଳ ବିକଳ ହୋଇ ଛଟଛଟ ହୋଇ
    ତୁମ ମହାବାହୁକୁ ଉଣ୍ଡାଳି ମରୁଥାଏ,
    ମହାବାହୁ ସାମ୍ନାରେ ମୋ ହାତ ଥାଇ ମଧ୍ୟ
    ତୁମେ ଧରା ନଦେବା ବେଳେ
    ମୋ ହାତ ନିସ୍ତେଜ ହୋଇ ମରିଯାଏ ହେ....
    କାହିଁକି କେଜାଣି ତୁମକୁ ଦେଖିଦେଲେ
    ତୁମ କଥା ଟି ମନେ ପଡିଗଲେ
    ଏ ନିଆଁ ଲଗା ପେଟଟା ମରିଯାଏ ଭୋକରେ,
    ଅନ୍ତର ସନ୍ଧିଟା ଜଳି ପୋଡି ମରିଯାଏ
    ତୁମ ମହାପ୍ରସାଦ ମହକ ଆଶାରେ
    ଆଉ ପାଟି ,ଓଠ,ଜିଭ ତ କ୍ଷଣେ କ୍ଷଣେ ମରୁଥାନ୍ତି
    ମୁଠାଏ ଅବଢ଼ା ସ୍ପର୍ଶ ଲୋଭରେ....
    ମିଛ କାହିଁକି କହିବି ହେ....
    ଦାତା ପଣେ ଆଉ କିଏ ବା ବଡ଼ ତୁମ ଠାରୁ ଅଛି ହେ....
    ଏ ଶରୀରର ପ୍ରତିଟି ଅଙ୍ଗ ମରିବା ଆଗରୁ
    ତୁମେ ଦେଇ ଦିଅ ମୁଠାଏ ଅବଢ଼ା,
    ପୁଣି ସତେଜ ହୋଇ ବଂଚିଯାଏ ମୋର ପ୍ରତିଟି ଅଙ୍ଗ,
    ବିକଳ ହୋଇ ବସି ଯାଏ ମୁଁ,
    ଆଗରେ ଥାଆନ୍ତି ମହାପ୍ରସାଦ
    ଯାହାଙ୍କ ଲାଗି ମୁଁ ଝୁରି ମରୁଥାଏ
    ତାଙ୍କ ସେବନ ଲାଗି ମୁଁ ମରୁଥାଏ,
    କିନ୍ତୁ ସେବନ କରିଦେଲେ ସରିଯିବା ଡରରେ
    ତାଙ୍କ ସେବା ନ କରି ମୁଁ ବି ସେ ମୁହୂର୍ତ୍ତରେ ମରିଯାଏ...
    ସେମିତି ଅନେଇ ରହିଥାଏ ତୁମ ମହାବାହୁ ଟେକା ମହାପ୍ରସାଦଙ୍କୁ.
    କାନ ମୋର ଝୁରି ମରୁଥାଏ କେବେ କହିବ ତୁମେ
    ଆରେ ...ଆରେ ...
    ଖାଉନୁ ଖା...
    ପେଟ ପୁରେଇ ଖାଇଦେ |
    ଅନ୍ତର ଭିତରୁ ଦଲକାଏ କୋହ ଆସି କହିଉଠେ
    ଏବେ ଯଦି ସବୁ ଭୋଜନ କରିଦେବି
    ସତ କୁହ ଆଉ ଯେବେ ମାଗିବି ତୁମେ ଦେବ ତ?
    ନ ହେଲେ ମୁଁ ଭୋକରେ ମରିଯିବି ହେ....
    କିଏ କୁହେ ତୁମେ ଠାକୁର !
    ଦେବତା !
    ଦିଅଁ !
    ଈଶ୍ୱର !
    ଧେତ..
    ସବୁ ମିଛ କଥା ସବୁ,
    ଠାକୁର କଣ କଥା କୁହେ
    ଦିଅଁ କଣ ପାଖରେ ବସି ଖୁଆଇ ଦିଏ
    ଦେବତା କଣ ଲୁହ ପୋଛି ଦିଏ
    ଈଶ୍ୱର କଣ ବିକଳ ହୋଇ ଆଉଁସି ପକାଏ..
    ସେମାନେ ଯାହା କୁହନ୍ତୁ ପଛେ
    ମୋ ପାଇଁ ନା ତୁମେ ଦିଅଁ ନା ଦେବତା ନା ଈଶ୍ୱର ନା ଠାକୁର,
    ଠାକୁର ହୋଇଥିଲେ ତୁମେ କଣ ମୋ ପାଖରେ ବସି
    ଅଝଟ ହୋଇ କହୁଥାନ୍ତ
    'ତତେ ଭୋକ ଲାଗୁଚି ପରା ନେ ଖାଇଦେ'
    ମୁଁ ବି ସେମିତି ତୁମ ଶ୍ରୀମୁଖ ଦେଖି ଦେଖି ସେବନ କରେ
    ଆଉ ଯେତେବେଳେ ମହାପ୍ରସାଦ କୁଡୁଆକୁ ଚାହିଁଦିଏ,
    ମୋ ଅଜାଣତରେ ମୋ ଲୁହରେ ମହାପ୍ରସାଦ କୁଡୁଆ ଟି ଭରିଯାଇ
    କାଣିଚାଏ ମହାପ୍ରସାଦ ଟଙ୍କ ତୋରାଣୀ ପାଲଟିଯାଏ,
    ସେ ଟଙ୍କ ତୋରାଣୀରୁ ମହାପ୍ରସାଦ ଗଣ୍ଡାକ ଦରାଣ୍ଡିବା ବେଳେ
    ମୁଁ ବି ମରୁଥାଏ..
    ହଠାତ ପୁଣି ତୁମ ଶ୍ରୀଅଙ୍ଗର ବାସ୍ନା ମୋ ଆଘ୍ରାଣ ଶକ୍ତିରେ
    ଜୀବନ ଶକ୍ତି ଭରିଦିଏ.,
    ମୋ ଲୁହ ମିଶା ମହାପ୍ରସାଦଙ୍କ ତୋରାଣୀକୁ ପିଇଦେଇ
    ମୁଁ ପୁଣି
    ସେ ମହାପ୍ରସାଦଙ୍କ ବାସ୍ନାକୁ ଝୁରି ମରିଯାଏ
    ମରିଯାଏ,ମରିଯାଏ,ମରିଯାଏ,ମରିଯାଏ......

    • @gayatrijena2150
      @gayatrijena2150 3 года назад +1

      Jay Jagannath 🙏🙏🙏 pranam sir, lila maya Prabhu he tuma lila ananya,

    • @jayjagannath2456
      @jayjagannath2456 3 года назад +9

      ତାକୁ କୁଣ୍ଢେଇ ଧରିବାକୁ ମନ, ମନଭରି ଗପିବାକୁ ମନ। ତା ସାଥିରେ ଖେଳିବାକୁ ମନ କିନ୍ତୁ ମୋ କଲା କର୍ମର ବୋଝ ମୋତେ ବାରଣ କରୁଛି। ଆଉ ପଛ କଲା କର୍ମ ପାଇଁ ନା ସେ ମୋତେ ଭାବ ଦେଉଛି ନା ପାଖକୁ ନେଉଛି। ସେ ଯହାଭି ହେଉ ମୁଁ ତାକୁ ନିଜର କରି ସାରିଛି ସେ ନ କଲା ନାହିଂ। ଜୟ ଜଗନ୍ନାଥ।।।।।।

    • @subhap7868
      @subhap7868 3 года назад +14

      ମହା ପ୍ରଭୁଙ୍କର ଜୟ ହେଉ 🙏🙏.........ଆଜ୍ଞା ପ୍ରଣାମ 🙏🙏....ଆଜ୍ଞା ଏ ସବୁ କାହାର........ନା ଭୌତିକ ସମ୍ପତି, ନା ଏ ଶରୀର, ନା ଆତ୍ମା, ଜୀବନ ନା ନିଶ୍ୱାସ,ନା ମନ, ନା ଏ ସବୁ ଅଙ୍ଗ, ସେ ଜିଭ ହେଉ କି ଆଖି.... ଆଉ ଆଖି ରୁ ଝରୁଥିବା ଲୁହ.....ସତରେ ଆଜ୍ଞା ବିଚିତ୍ର ତାଙ୍କ ଲୀଳା, ବାପ ନିଜ ଛୁଆ କୁ ମିଠା ଦେଈ ସେଇ ମିଠା ଛୁଆ ହାତରୁ ଟିକେ ଖାଇବାକୁ ଆଶା ରଖିବା ପରି ଯଦି ମହାପ୍ରଭୁ ଙ୍କୁ ଲୁହ ହିଁ ଦରକାର ତେବେ ଏ ଆଖି ରୁ ଲୁହ ଝରି ଝରି ସତରେ ଆଜ୍ଞା ଏ ଆଖି ମରିଯାଉ ହେଲେ ମହାପ୍ରଭୁ ଏତିକି ଦୟା କରିଥାନ୍ତୁ ଆଖିର ଲୁହ ରେ ତାଙ୍କ ର ସେ କାଳିଆ ମୁହଁ ରେ ଚକା ଚକା ଆଖି ଝାପ୍ସା ଦିଶିଲେ ବି ହୃଦୟ ରେ ସ୍ପଷ୍ଟ ଦିଶୁଥାଉ,ତାଙ୍କ ଦୟା ରୁ ସବୁ ଧନ୍ୟ ଦର୍ଶନ କରି ଆଖି ବି ଆଉ ନା ନେଇ ଜିଭ ବି ହେଲେ ମହାପ୍ରଭୁ ଆଖି ର ଲୁହ କୁ ନ ଦେଖି ହୃଦୟ କୁ ଦେଖନ୍ତି , ଲୁହ ତ ହୃଦୟ ରୁ ଆସୁଛି ନା....... ସବୁ ତ ସେ ଦେଖନ୍ତି କେଜାଣି କେବେ ସେ ହୃଦୟ କୁ ଧନ୍ୟ କରିବେ, ମହାପ୍ରଭୁ ଙ୍କ ଇଚ୍ଛା..... ତାଙ୍କ ଦାସୀ ହେବା ପାଇଁ ମୁଁ କିଏ ଆଜ୍ଞା, ଆଉ ଆପଣ ଙ୍କ ପରି ତାଙ୍କ ଦାସ,ଦାସୀ ଙ୍କ ର ଯଦି କିଛି ସେବା ମିଳି ଯାନ୍ତା ତାହେଲେ ଜୀବନରେ ଧନ୍ୟ ହେବା କୁ ଆଉ କିଛି ବାକି ରୁହନ୍ତାନି, ଆପଣ କୁହନ୍ତି ତାଙ୍କର ଦାସ ବୋଲି ଆପଣ ହିଁ ବୁଝିପାରିବେ ଗୋଟେ ଦାସୀ ର ମନ କଣ ଚାହେଁ କେବଳ ତା ସ୍ୱାମୀ ର ଖୁସି, ସେଥିପାଇଁ ହୃଦୟ ରୁ ପ୍ରାର୍ଥନା ଆଜ୍ଞା ଆପଣ ଖୁସି ରେ ଥାନ୍ତୁ, ଆପଣ ଖୁସି ରେ ରହିଲେ ହିଁ ମଣିମା ଖୁସି, ମଣିମା ଖୁସି ହୋଇଗଲେ ଆପଣଙ୍କ ଦ୍ୱାରା ବହୁତ ଦୁଃଖିଙ୍କ କଥା ତାଙ୍କ କାନରେ ପଡିପାରିବ ଆପଣ ଯାହା ପାଇଁ ଯାହା ମାଗିବେ ମଣିମା ଦେଇଦେବେ, ଆଉ କିଛି ଦରକାର ନାହିଁ ଆଜ୍ଞା...... କ୍ଷମା କରିବେ, କଣ ସବୁ କହି ଚାଲିଚି, କେଜାଣି କାହିଁକି ମହାପ୍ରଭୁ ଙ୍କ କଥା ଆଉ ପୁଣି ଆପଣଙ୍କ କଲମ ରୁ....କି ଶାନ୍ତି.... ୟାକୁ ବୋଧେ ଅମୃତ କୁହନ୍ତି, ଆପଣ ହୃଦୟ ରୁ କୁହନ୍ତି ସେଥିପାଇଁ ପ୍ରତିଟି ଶବ୍ଦ ହୃଦୟ କୁ ଛୁଏଁ,ଇଚ୍ଛା ହେଉଚି ହୃଦୟ ର ସବୁ କଥା କହିଚାଲନ୍ତି........ ମହାପ୍ରଭୁ ତୁମେ ଧନ୍ୟ... ତୁମ ଲୀଳା ଧନ୍ୟ.. ତୁମ ସେବକ ଧନ୍ୟ.... ତୁମର ଜୟ ହେଉ, ତୁମର ଜୟ ହେଉ 🙏🙏..........

    • @satabdisahoo2463
      @satabdisahoo2463 3 года назад

      Jay jagannath sir 🙏🙏🙏🙏

    • @swagatika5954
      @swagatika5954 3 года назад

      Jai jagannath swami 🙏jagannath sabuthu bhala.. Tanka pari kie heba

  • @biswanathchoudhary7463
    @biswanathchoudhary7463 3 года назад +2

    Jay Jagannath , Prabhu koti koti pranam 🙏🙏🙏🙏🙏🙏🙏🙏

  • @MithunJagadala-sr8cd
    @MithunJagadala-sr8cd 3 месяца назад +1

    ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻

  • @manojnayak7578
    @manojnayak7578 Год назад +1

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @bijayjena9439
    @bijayjena9439 9 месяцев назад +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @nishikantapal6481
    @nishikantapal6481 3 года назад +1

    ଜୟ ପ୍ରଭୂ ଲୀଳାମୟ 🙏🙏🙏🙏❤️❤️❤️❤️😁

  • @bilash807
    @bilash807 2 года назад +1

    ଜୟ ଜଗନ୍ନାଥ ମହାପ୍ରଭୁ ଅଛନ୍ତି ନା ସମସ୍ତଙ୍କୁ ଘନଂଟ ଘୋଡାଇ ରଖିବେ 🙏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭

  • @debajanipradhan4565
    @debajanipradhan4565 3 года назад +1

    ବୁଲାବିକାଳି ମା ରଭକ୍ତି ପାଖରେ ସବୁ ଗର୍ବ ଅହଙ୍କାର ଚୁର୍ମାର୍ ହୋଇଗଲା, ଏଇଠି ତ ସୁଦାମାର ଭକ୍ତି ବିଶ୍ୱାସ ସବୁ ଅଛି, ଦ୍ଵାପର ତ୍ରେତୟା ଯୁଗ ର ଭକ୍ତ ଆଜି ବି ଅଛି ,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ଵାମୀ

  • @jyotibilassahoo9079
    @jyotibilassahoo9079 3 года назад +13

    🙏ମୋ ପ୍ରାଣର ଠାକୁର ଜଗନ୍ନାଥ🙏 (ଲେଖା- ଜ୍ୟୋତିବିଳାସ ସାହୁ)
    ହେ ମହାପ୍ରଭୁ..ହେ ପରମବ୍ରହ୍ମ,ସ୍ବୟଂ ବୈକୁଣ୍ଠ ବାସୀ ନାରାୟଣ, ଅନାଥର ନାଥ ଜଗନ୍ନାଥ। ସ୍ବଳ୍ପ ଜ୍ଞାନ ଏବଂ କିଛି ସୀମିତ ଶବ୍ଦ ମଧ୍ୟରେ ଆପଣଙ୍କୁ ବାଖ୍ୟା କରିବାର ଇଚ୍ଛା ହିଁ ମୋର ଧୃଷ୍ଟତା ହେବ।। ତଥାପି ହୃଦୟର ଭାବନାକୁ କଲମ ମୁନରେ ପରିପ୍ରକାଶ କରିବା ପାଇଁ ଅନୁମତି ଚାହୁଁଛି।ଅନୁମତି ପ୍ରଦାନ କରନ୍ତୁ ମଣିମା।
    ଏ ସାରା ସଂସାରର ସ୍ରଷ୍ଟା ଆପଣ,ସୃଷ୍ଟି ବି ଆପଣ।।ଆପଣଙ୍କ ପାଇଁ ତ ଏ ନିଶ୍ବାସ ଟିକକ ଚାଲୁଛି।ବିଜ୍ଞାନର ବହୁ ପ୍ରଚେଷ୍ଟା ଆପଣଙ୍କ ସୃଷ୍ଟି ଆଗରେ ନତ୍ତମସ୍ତକ।ମଙ୍ଗଳ ଗ୍ରହରେ ପହଁଚି ପାରିଥିବା ମଣିଷ କିନ୍ତୁ ତା'ର ନିଜ ଶରୀରର ବିନ୍ଦୁଏ ରକ୍ତର ବିକଳ୍ପ ଖୋଜିବାରେ ଅସମର୍ଥ,ଆହୁରି ଅସମର୍ଥତା ପ୍ରକାଶକରେ ନିର୍ଜୀବ ଶରୀରରେ ପ୍ରାଣ ଭରିବାରେ।।ଏଇତ ଆପଣଙ୍କ ସୃଷ୍ଟି,ଯାହାର ବିକଳ୍ପ ହିଁ ନାହିଁ।।ଜୀବ ଦେହରେ ଚେତନା ଆପଣ,ପୁଣି ବିଜ୍ଞାନୀ ମଣିଷର ଜ୍ଞାନ ବି।କିଏ ଆପଣଙ୍କୁ ବିଶ୍ବାସ କରୁବା ନକରୁ ମୁଁ ଜାଣେ, ନାସ୍ତିକ ମନର ବିକୃତ ପ୍ରଶ୍ନ ଆପଣ,ଆଉ ବିଶ୍ବାସୀ ଭକ୍ତ ମାନଙ୍କ ପାଇଁ ସଂକ୍ଷିପ୍ତ ଉତ୍ତର ବି।
    ହେ ସ୍ରଷ୍ଟା,କୋଟି ଓଡିଆର ପ୍ରାଣର ଠାକୁର,ପ୍ରାଣ ପ୍ରିୟ ଜଗନ୍ନାଥ ଏ ଅଧମର କୋଟି କୋଟି ପ୍ରଣାମ ସ୍ବୀକାର କରନ୍ତୁ ପ୍ରଭୁ।।
    ଆପଣ କୋଟି ଓଡିଆଙ୍କ ମଉଡମଣିି,ଯାହାଙ୍କ ପାଇଁ ଏ ଜାତି ସମର୍ପି ଦେଇଛି ନିଜର ସର୍ବସ୍ବକୁ।ଇତିହାସ କହେ,ଏ ଜାତି ନିଜେ ଉପାସରେ ରହି,ପେଟ ଭରି ଖାଇବାକୁ ଦେଇଛି ଆପଣଙ୍କୁ,ନିଜେ ଚିରା ପିନ୍ଧି,ଆପଣଙ୍କ ଶ୍ରୀଅଙ୍ଗକୁ ଆଚ୍ଛାଦିତ କରିଛି ପାଟ ବସ୍ତ୍ର ଦେଇ।।ଏ ଜାତିର ପ୍ରତିଟି ହୃଦୟର ଲୁହ ଆଉ କୋହରେ ଆପଣଙ୍କ ଉପସ୍ଥିତିକୁ ଦେଖିଛି ସାରା ବିଶ୍ବ।।କ'ଣ ପାଇଁ ଏତେ ପ୍ରେମ,ଆପଣଙ୍କ ପ୍ରତି ଏ ଜାତିର? କାଠଗଣ୍ଡିଟା ପ୍ରତି ଏତେ ଦୂର୍ବଳ କ'ଣ ପାଇଁ ଏ ଜାତି??ଉତ୍ତର ହେଉଛି,ଆପଣ କୁଆଡେ ଅନ୍ତର୍ଯ୍ୟାମୀ,କେବଳ ଏ ଓଡିଆ ଜାତି ନୁହଁ,ଆପଣଙ୍କୁ ଭଲପାଉଥିବା ଭକ୍ତ ଅନୁଭବ କରିଛି ଆପଣଙ୍କ ପ୍ରତିଟି ମହିମାକୁ,ଚମତ୍କାରି ଶକ୍ତିକୁ।ସବନମ୍ ପରି ମୁସଲମାନ ଝିଅ କହିଯାଇଛି ଆପଣଙ୍କ ମହିମାକୁ,ଭକ୍ତ ସାଲବେଗ,ଦାସିଆ ବାଉରୀ,ବନ୍ଧୁ ମହାନ୍ତି,ଭକ୍ତ କବି ଦୀନକୃଷ୍ଣ ଦାସ ସମସ୍ତେ ପାଗଳ ହେlଇଛନ୍ତି ତୁମ ମହିମା ଆଗରେ।।ମୁଁ ବି କିପରି ବାଦ୍ ପଡିଥାନ୍ତି ଯେ???ଥରେ ନୁହଁ ତୁମେ ଅନେକ ଥର ମୋ ଆଗରେ ପ୍ରମାଣ କରିଛ ତୁମ ଉପସ୍ଥିତି କୁ,ଯାହାର ପ୍ରମାଣ ଦେବାର ଆବଶ୍ୟକତା ନାହିଁ।।
    ଆଖିର ଲୁହ ଢାଳି ଯେବେ ଯେବେ ଅନ୍ତରରୁ କିଛି କହିଛି,ବୁଝି ନେଇଛ ଏ ଅଧମର ଅନ୍ତରର କଥା ଆଉ ବ୍ୟଥାକୁ।ସେଲାଗି ବୋଧେ ଏ ବିଶ୍ବ କହେ ତୁମେ ଅନ୍ତର୍ଯ୍ୟାମୀ। ଜାଣିଛନ୍ତି ପ୍ରଭୁ, ପୁଅ କରି ଥରେ କୋଳରେ ଧରି ତୁମକୁ କୋଳେଇ ନବାକୁ ବହୁତ ଇଚ୍ଛା,ହେଲେ ତୁମେ କ'ଣ ଏତେ ସହଜରେ ଧରା ଦେବ?ନା.... ସେ ସୌଭାଗ୍ୟ ମୋର କାହିଁ??
    କୋଟି କୋଟି ଭକ୍ତର ଲୁହ କହି ଦିଏ କେତେ ଭଲପାଏ ଏ ଜାତି ଆପଣଙ୍କୁ।କାହା ପାଇଁ ପୁଅ ତୁମେ,କାହା ପାଇଁ ବାପା,କାହାର ଭାଇ,ଆଉ କାହାର ବନ୍ଧୁ।।ତୁମେ ତ ଏ ସାରା ସଂସାରର ବନ୍ଧୁ,ହେ ମୋର ପ୍ରାଣ ପ୍ରିୟ ଠାକୁର ଥରେ ତୁମ କୋଳରେ ମଥା ରଖି ଶୋଇବାକୁ ଦିଅ,ଆଖିର ଲୁହରେ ତୁମ ବିଶାଳ ପଦ ଯୁଗଳକୁ ଧୋଇବାକୁ ଦିଅ।ପ୍ରଶସ୍ତ ଭୁଜ ମେଲି ଆଦରରେ ତୁମ ଶ୍ରୀଅଙ୍ଗରେ କୁଣ୍ଢେଇ ଧର।ତୁମ ଚକା ନୟନରୁ ଏ ପାପୀ ନୟନ ପର୍ଯ୍ୟନ୍ତ ସେହ୍ନ,ପ୍ରେମ,ଭଲପାଇବାର ଭାବ ଯୋଡି ସାରା ଜୀବନ ତୁମ ପ୍ରେମ ଡୋରି ରେ ବାନ୍ଧି ରଖ ।ଆଉ କିଛି ଆବଶ୍ୟକତା ନାହିଁ।ଶେଷ ନିଶ୍ବାସ ଯାଏ ମୋ ରକ୍ତର ପତିଟି କଣିକାରେ ପ୍ରବାହିତ ହୋଇ ଏ ଜୀବନକୁ ଧନ୍ୟ କରି ଦିଅନ୍ତୁ ପ୍ରଭୁ,ଏତିକି କାମନା।
    ।। ଜୟ ଜଗନ୍ନାଥ।।
    🙏🙏🙏🙏

    • @sujatapraharaj3892
      @sujatapraharaj3892 3 года назад +1

      ତାଙ୍କର ତ ପାଦ ନାହିଁ । ସେ ଅପାଦ ପରା ! କେମିତି ସେ ବିଶଳପାଦକୁ ପାଇବେ !! ଜୟ ଜଗନ୍ନାଥ । ସେ ଆଖି ରେ କେବଳ ଥରଟିଏ ଏ ଆଖି ମିଶି ଯାଉ । ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ତା' କବଳରୁ ମୁକୁଳିବା କଷ୍ଟ । କାଳିଆ ସାଆନ୍ତ, ଦୟା କର, ମହାବାହୁ ।
      ଆପଣଙ୍କୁ କାଳିଆ ତ ନିଜ ପାଖକୁ ନେଇ ଯାଇଛି । ଓଡ଼ିଆକୁ ବଞ୍ଚାଇ ରଖିଥିବାରୁ ଧନ୍ୟବାଦ ।

    • @jyotibilassahoo9079
      @jyotibilassahoo9079 3 года назад

      @@sujatapraharaj3892 ମତାମତ ପାଇଁ ଧନ୍ୟବାଦ ଆଜ୍ଞା,ଜୟ ଜଗନ୍ନାଥ।।

    • @manashpalai5238
      @manashpalai5238 3 года назад

      ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @smrutismitabehera3510
    @smrutismitabehera3510 3 года назад +6

    ଆରମ୍ଭ ରୁ ଶେଷ ଯାଏଁ ଲୁହାଥିଲା ଆଖିରେ ସାର l ବେଳେବେଳେ ଆମକୁ ସବୁ ଦେଇଥିବା ଦିଅଁ ଙ୍କୁ କୃତଜ୍ଞତା ଜଣାଇବାକୁ ଭୁଲିଯାଉ ଆମେ l ଆମ ଭିତରୁ ଆତ୍ମାଭିମାନ ମରେନା l ମହାପ୍ରଭୁ ସର୍ବୋପରି ଓ ନିଜକୁ ତୁଚ୍ଛ ମଣେଇଥିବାରୁ ମହାନୁଭବଙ୍କୁ ଅଶେଷ ଧନ୍ୟବାଦ l ଜୟ ମହାପ୍ରଭୁ 🙏🙏🙏

  • @ସତସଙ୍ଗହିଁଜୀବନ

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ,, 😭😭😭😭🙏😭😭🙏🙏🙏🙏🙏🏻🙏🏻😢 ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 😭😭😭😭

  • @maminakandi885
    @maminakandi885 Год назад

    Jay Jagannath mo Prabhu

  • @anilkusahoo33539
    @anilkusahoo33539 3 года назад +1

    Jay jagannath swami
    Prabhu app ki anata Lilla
    🙏🙏🙏🙏🙏🙏🙏🙏🙏🙏

  • @dipakkanungo2916
    @dipakkanungo2916 2 года назад

    Jagannath swami nayana patha gamu bhava tume

  • @jyotidas25
    @jyotidas25 3 года назад

    Jay Jagannath...🙏🙏🙏🙏
    Sir Bhagaban apankara mangala karatu au koti paramayu diantu.🙏🙏🙏🙏

  • @rabindranathpradhan4378
    @rabindranathpradhan4378 3 года назад

    Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏

  • @gopalagrawal8200
    @gopalagrawal8200 3 года назад +5

    Fantastically described sir . Seems like all the visuals are coming clearly like a video in front of us . Again proved that Mahaprabhu Achhanti aau se kan na kari paranti !
    Teri Maya ka na paya koi paar ... Leela Teri Tu hi Jaane 🙏

  • @govindadas7095
    @govindadas7095 3 года назад

    Jai Jagannath, Dibya Anubhuti Parija Babu

  • @umaagrawal6155
    @umaagrawal6155 3 года назад +2

    You are one of the special people who always tries to give;
    Who always makes this world a better place
    Just by the way u believe in Mahaprabhu ..
    You try to care for others
    If anyone is in need of help
    You are there to lend a hand
    There is no sufficient Words to say
    To someone who always gives and hardly ever takes
    The way you connect with everyone is amazing .. ❤️❤️❤️❤️ the most beautiful thing cannot be seen ;they must be felt with the heart ... thank you

  • @subhashree-shreyanshi
    @subhashree-shreyanshi 3 года назад

    Mahapravu nka mahima apara... Apana nka Tharu suni bahut ananda laguchi 🙏

  • @Litu905
    @Litu905 2 года назад

    Jay Jagannath mahaprabhu 🙏🙏🙏🙏

  • @TheSasmitaDas
    @TheSasmitaDas 2 года назад

    Jai Shree Jagannatha 🙏🙏🙏🙏

  • @anirudhabarik5590
    @anirudhabarik5590 9 месяцев назад

    Jay Jagannath 🙏🏵️🌺🌸🌹🌷🙏🏵️🌺🌸🌹🌷🙏🏵️🌺🌸🌹🌷

  • @matruashishpatra3550
    @matruashishpatra3550 3 года назад

    Jay Jagannath .🙏🙏🙏. Guruji aapanka charana re koti pranam. Apanaka madhyama re mu Mahaprabhu Jagannath nku mo hrudaya ra dukha aau bedana ku janauchhi. Aapana MORA MAHA PRABHU NKA GARUDA BHAGABAN. KOTI KOTI PRANAM. JAY JAGANNATH

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @purusottamreddy2992
    @purusottamreddy2992 3 года назад +1

    ଜୟ ଜଗନ୍ନାଥ ଭାଇ, ଶୁଣିଲା ଆସିକି କୋହୋ ଆସି ଯାଉଥାଏ । ବିଶ୍ୱାସ ର ଭଗବାନ୍ ସିଏ ,
    Thank you Odisha 365, Its a fabulous job by you and your Team .

  • @lgpattnaik1564
    @lgpattnaik1564 3 года назад

    Pranam Srikanta Sir.Jay Jagannath.

  • @das7027
    @das7027 2 года назад

    Saranna saranna saranna"Jay jaganath swami nayanpathagami vabha tume"

  • @nilanchalbehera3246
    @nilanchalbehera3246 3 года назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏

  • @susah8982
    @susah8982 3 года назад

    କରୁଣା ମୟ, ପ୍ରେମ ମୟ ମୋ କାଳିଆର ଲୀଳାମୟ ସଂସାର. ଆଉ ଏଇ ଲୀଳା ମୟ ସଂସାରରେ ସେ ଏକା ନିଜର.. ବାକି ସବୁ ମିଛ ମାୟା ଖେଳ ତାହାର.. ଜୟ ଜଗନ୍ନାଥ ପ୍ରଭୁ ମହାବାହୁ. ସତ ସତ ନମନ ତୁମର ପାଦ ପଦ୍ମ ରେ..🙏🙏

  • @archanamohapatra2705
    @archanamohapatra2705 3 года назад

    I'm anxiously awaiting to listen Leela of jagannath through Chanel 365 .pranam srikanta sir Jay 🙏JAGANNATH

  • @patrarajatkumar1869
    @patrarajatkumar1869 2 года назад

    ହେ ମଣିମା 🙌🙏

  • @birakishoresahoo3080
    @birakishoresahoo3080 3 года назад

    Jay Jagannath.Tuma mahima atulaniya.Jagataku rakhyakara.

  • @das7027
    @das7027 2 года назад

    "Jay jaganath swami nayanpathagami vabha tume"

  • @dr.lopamudramishra1191
    @dr.lopamudramishra1191 3 года назад

    Srikant Sir apana amaku Prabhu Shree Jagannath nka Apurva Mahima epari janauthibaru apananku anek anek dhanyabad.

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @SM-pm3fp
    @SM-pm3fp 3 года назад

    ମହାପ୍ରଭୁ ଆପଣଙ୍କର ସଦାସର୍ବଦା ଜୟ ହେଉ 🙏 ଜୟ ଜଗନ୍ନାଥ 🙏

  • @pramilabarik3626
    @pramilabarik3626 2 года назад

    Jay Jagannath pranama

  • @shishirpradhan7870
    @shishirpradhan7870 3 года назад

    Jay Jagannath sharanam.

  • @paras1prihan
    @paras1prihan 3 года назад

    ଜଗନ୍ନାଥ ହେ ତୁମ ଲୀଳା ତୁମେ ଜାଣ
    ଆମେ କେବଳ ତୁମ ସାନିଧ୍ୟ ଚାହୁଁ
    ତବ ସରଣମ୍ ମମ୍ଃ

    • @srikantaparija2054
      @srikantaparija2054 3 года назад +1

      Give Him More Tears...He Will Be More Yours. Stay blessed.........

    • @paras1prihan
      @paras1prihan 3 года назад

      @@srikantaparija2054 ଧନ୍ୟବାଦ ପରିଜା ବାବୁ ମୋ କମେଣ୍ଟ ର ଉତ୍ତର ଦେଇଥିବାରୁ

  • @shantilatadas4419
    @shantilatadas4419 3 года назад

    Jay jagannath very nice program I like you I LOVE YOU I respect you narayan bless you

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @pratyushrout8993
    @pratyushrout8993 2 года назад

    Tame hi satiya tume hi asambhav ku sambhava kare para au paru cha.jai jagannath.

  • @reemasahoo7447
    @reemasahoo7447 3 года назад

    ଜୟ ଜଗନ୍ନାଥ ସାର୍........ ବହୁତ ସୁନ୍ଦର ଲାଗିଲା ଶୁଣି କରି ଆପଣଙ୍କ ମୁହଁରୁ ମହାପ୍ରଭୁଙ୍କ କଥା...... ମହାପ୍ରଭୁଙ୍କ ଉପରୁ ଆମ୍ଭେମାନେ କେବେ ବି ବିଶ୍ବାସ ତୁଟାଇବା ଉଚିତ୍ ନୁହଁ.......... ସେ ଥିଲେ......ଅଛନ୍ତି....... ଆଉ ରହିଥିବେ ମଧ୍ୟ ଆମ ମାନଙ୍କ ପାଇଁ......... ଯଦି ଆମର ଥରେ ବିଶ୍ବାସ ହେଇଗଲା ତାକୁ ଅନନ୍ତ କାଳ ପର୍ଯ୍ୟନ୍ତ ଆମ ମହାପ୍ରଭୁ ଭାଙ୍ଗିବାକୁ ଦେବେନି....... ଆମ ବିଶ୍ୱାସ ରେ ପରା ବନ୍ଧା ସିଏ......... ଖାଲି ଆମେ ବିଶ୍ବାସ କରିପାରିଲେ ହେଲା........

    • @srikantaparija2054
      @srikantaparija2054 3 года назад +1

      Give Him More Tears...He Will Be More Yours. Stay blessed......

    • @reemasahoo7447
      @reemasahoo7447 3 года назад

      @@srikantaparija2054 you are right sir..... thanks......🙏🙏🙏🙏🙏🙏

  • @pravatipanigrahi4708
    @pravatipanigrahi4708 3 года назад

    Jay Jagannath Mahaprabhu,jay Jagannath Mahaprabhu,jay jagannath Mahaprabhu

  • @suvenduray3889
    @suvenduray3889 3 года назад

    This is an extraordinary narration of MAHAPRABHU's divine deeds which originated from the belief that behind this event, it must be MAHAPRABHU. It's a fact that behind every reason and logic, there is always MAHAPRABHU directly or indirectly. But to make your gut-beleif realise that this event is orchestrated by MAHAPRABHU is a sheer divine wish of MAHAPRABHU himself. We are drenched in devotion from toe to head hearing the divine experience of MAHAPRABHU from you and pray to MAHAPRABHU to give you strength so that you can keep telling us about such eye-opening facts again and again as much as possible. JAY SHRI JAGANATHA.

  • @Targetteachership
    @Targetteachership 3 года назад

    ଏହିପରି ମଣିମାଙ୍କ ଭାବର ଡୋରି ଆପଣ ମହାପ୍ରଭୁଙ୍କ ଅନନ୍ତକୋଟି ଭକ୍ତଙ୍କୁ ଭେଟିଦେଇ ତାଙ୍କର ଅମୂଲ୍ୟ ଲୀଳାର ଅସ୍ଥିତ୍ଵର ଦିବ୍ୟ ଅନୁଭୂତି କରାଇ ଆମ୍ଭମାନଙ୍କ ହୃଦୟକୁ ଜଗନ୍ନାଥମୟ କରି ପାରିଥିବାରୁ ବହୁତ ଧନ୍ଯବାଦ୍ ସାର୍
    ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ🙏🙏🙏🙏🙏🙏🙏🙏🙏🙏🙏🙏

    • @srikantaparija2054
      @srikantaparija2054 3 года назад +1

      Give Him More Tears...He Will Be More Yours. Stay blessed......

    • @Targetteachership
      @Targetteachership 3 года назад

      Jay jay jagganath mahaprabhu 🙏🙏🙏🙏

  • @sadhananayak6828
    @sadhananayak6828 3 года назад +1

    Hai prabhu mo bhai ku koti paramayu diyantu,siye emiti tuma Jagannath sanskruti ra prachara prasara karuthau.Jay jaganath 🙏🙏🙏🌹

  • @mamatanjliparida1570
    @mamatanjliparida1570 2 года назад

    Jay Jagernath Sawami Nayan path gami vaba tume

  • @SM-pm3fp
    @SM-pm3fp 3 года назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏

  • @HarapriyaNayak078
    @HarapriyaNayak078 3 года назад

    Jay jagannatha prabhu🙏🙏🙏mote lagila srikanta sir tumehi mojagannatha🙏🙏🙏🙏sir

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed....... Be proud to say that - Tumey hin kebala mora Mahapravu....

  • @swatidhar8998
    @swatidhar8998 3 года назад

    Sir, ଆପଣଙ୍କୁ ପ୍ରଣାମ।
    ଜୟ ଜଗନ୍ନାଥ 🙏🙇‍♂️

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed........

  • @sasmitamohapatra4348
    @sasmitamohapatra4348 9 месяцев назад

    Jay Jay shree Jagannath Jay Jay shree Jagannath he mohaprabhur tuma bina anya gatinahi tuma sricharan tale biswa basinku saranadia 🙏🙏🙏🙏🙏🙏🙏

  • @bhagyalatapanda2910
    @bhagyalatapanda2910 3 года назад

    Jay jagannath swami nayan path gami vaba tuma 🙏🙏🙏🙏

  • @swatisucharita3755
    @swatisucharita3755 3 года назад

    Jay jagannath swami nayana patha gami bhaba tume

  • @subhap7868
    @subhap7868 3 года назад +1

    ମହା ପ୍ରଭୁଙ୍କର ଜୟ ହେଉ ଜୟ ହେଉ 🙏🙏.......

    • @srikantaparija2054
      @srikantaparija2054 3 года назад +1

      Kichi Maguni ....Mo Mahapravu nka paien bhala paieba ra luha tikey hin maguchi....Stay Blessed... I am blessed with the energy of all of U....

    • @subhap7868
      @subhap7868 3 года назад +1

      @@srikantaparija2054 ମହାପ୍ରଭୁଙ୍କର ଜୟ 🙏🙏.... ଏ ଆଖି ଆଉ କିଛି ପାଇଁ ନ କାନ୍ଦୁ ଆଜ୍ଞା, କେବଳ ତାଙ୍କରି ପାଇଁ ଏ ଲୁହ ଝରୁଥାଉ 🙏🙏......

  • @jagannathcreation5196
    @jagannathcreation5196 3 года назад

    Jay Jagannath mahabahu.

  • @sumitamahapatra9251
    @sumitamahapatra9251 3 года назад

    Jay Jagannatha 🙏🙏🙏 aha ki hridaysparshi katha Srikanta sir nku sat sat naman sir prati week re thare amiti amrutamaya katha bantile huantani

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed.......

  • @jayasmitaj1221
    @jayasmitaj1221 3 года назад

    Jay jagannatha mahapravunka mahima apanaka mukharu suni mu vababihula hoigali. Jay Jaganatha. Bahut Bahut dhanyabad 🙏

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @subhakantaswain1093
    @subhakantaswain1093 3 года назад

    Jai shree jagannath swami

  • @itidas3204
    @itidas3204 3 года назад

    Jai Jagannath 🙏🙏🙏😭😭

  • @thesanjibmahana
    @thesanjibmahana 3 года назад

    Jai jagannath.. I am waiting to listen your next video.

  • @manashpalai5238
    @manashpalai5238 3 года назад

    ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @jayjagannathbhajan5819
    @jayjagannathbhajan5819 3 года назад

    Jay jagannath swami nayan patha gami bhaba tume he mahaprabhu apananku eadhamara koti koti pranama

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @manaspradhan4168
    @manaspradhan4168 3 года назад

    Jay Jagannath👏. ଶିରିକାଂତ ସାର, ଆପଣଂକ ଚରଣରେ କୋଟି କୋଟି ପ୍ରଣାମ

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @adityarath3108
    @adityarath3108 3 года назад

    Sir, aha sunila beloku khusi laguchi, au akhi re luha acijauchi, Jagannath kna upre Biswas ochi, Jai Jagannath

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @bibekanandaswain3404
    @bibekanandaswain3404 3 года назад

    Jay jagannath. Jay shree madhaba.

  • @adyashreepani3801
    @adyashreepani3801 2 года назад

    Jay Jagannath Sir...
    Jibana re thare apananka Saha dekha karubaku chahen, misibaku chahen. Aasha karuchi Jagannath se soubhagya nischay pradan karibe.
    Ajay Dash
    Angul

  • @aniljati1722
    @aniljati1722 3 года назад +1

    Thank you odisha 365 , Mahapravu nkara ehibhali bichitra mahima lokalochanaku darsei, samastanku bhababihwalita kareithibaru.

    • @ODISHA365
      @ODISHA365  3 года назад +1

      Thanks
      Invite your family and friends to watch & subscribe odisha365

    • @aniljati1722
      @aniljati1722 3 года назад

      @@ODISHA365 ❤

    • @minatimohapatra1280
      @minatimohapatra1280 3 года назад

      Jay jagannath mahaprabhu 🙏🙏🙏🙏

  • @sabitaswain5513
    @sabitaswain5513 3 года назад +1

    ଆପଣଙ୍କ ଅପେକ୍ଷା ରେ ମହାପ୍ରଭୁ🙏🙏🙏

    • @srikantaparija2054
      @srikantaparija2054 3 года назад

      Kichi Maguni ....Mo Mahapravu nka paien bhala paieba ra luha tikey hin maguchi....Stay Blessed... I am blessed with the energy of all of U....

    • @sabitaswain5513
      @sabitaswain5513 3 года назад

      Sir pranam🙏

  • @jilanmaharathi1687
    @jilanmaharathi1687 3 года назад +1

    ଜୟ ଜଗନ୍ନାଥ

  • @sudhanjalidehury7854
    @sudhanjalidehury7854 3 года назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ

  • @gayatreemahapatra4481
    @gayatreemahapatra4481 3 года назад

    JAY Jagannath greatful feeling 🙏

  • @amit3372
    @amit3372 3 года назад

    Sir apansnku mora koti koti pranam

  • @girijapattnaik3533
    @girijapattnaik3533 3 года назад

    Very.intresting.Jay.jaganmath

  • @nilamanirana8108
    @nilamanirana8108 3 года назад +2

    ସାର ନମସ୍କାର ମହାପ୍ରଭୁଙ୍କ କଥା ଆପଣ କହିଲା ବେଳେ ମୁଁ ଭାବପ୍ରବଣ ହୋଇଯାଉଛି ଆପଣ ଏମିତି କହୁଥାନ୍ତୁ ଅମେଶୁଣିଶୁଣି ଆମ ଜୀବନ ସାର୍ଥକ ହେଇଯାଉ ଜୟଜଗନ୍ନଥ

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed.......

  • @sandhya234in
    @sandhya234in 3 года назад

    Jai jagannath 🙏🙏🙏🙏🦋

  • @gopalagrawal8200
    @gopalagrawal8200 3 года назад +7

    kali kaale naama-rupe krsna avataara
    naama haite haya sarva jagat nistaara
    “In this age of kali, the Holy name of the Mahaprabhu. the hare Krishna Mahamantra, is the incarnation of Lord Krishna. Simply by chanting the holy name, one associates with the Lord directly. Anyone who does this is certainly delivered.”
    Jai Jagannath 🙏

  • @gayatrijena2150
    @gayatrijena2150 3 года назад +1

    Jay Jagannath 🙏🙏🙏mu apekhya karechi mo maha Prabhu nkara Divya lila sunibapayi,,

    • @srikantaparija2054
      @srikantaparija2054 3 года назад +1

      Kichi Maguni ....Mo Mahapravu nka paien bhala paieba ra luha tikey hin maguchi....Stay Blessed... I am blessed with the energy of all of U....

  • @jayantipradhan989
    @jayantipradhan989 3 года назад

    Jai jagannath

  • @ramankartik8856
    @ramankartik8856 3 года назад

    Hare ram Krishna.....

  • @RadheKrishna-u8d
    @RadheKrishna-u8d 3 года назад +1

    Sir apaanaka bhalia gute sunder hrudayara manisha tee hele see sabu jaga re mo prabhu jagannath nku nichayan dekhi pariba🙏

  • @pranabbarik9521
    @pranabbarik9521 3 года назад

    Hrudayasparshi 🙏🙏🙏.
    Jay Jagannath 🙏🙏🙏

  • @prabinatripathy2696
    @prabinatripathy2696 3 года назад

    Jaya Jagannath 🙏🙏🙏...ଆପଣଙ୍କ ର ପ୍ରତେକ episod ଶୁଣିଲା ବେଳେ ମୋ ଆଖି ରୁ ଲୁହ ଝରିଆସେ...

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed......

  • @bhabeshkumarmahanta7669
    @bhabeshkumarmahanta7669 3 года назад

    ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ
    ଜୟ ଜଗନ୍ନାଥ 🙏🙏🙏🙏

  • @bebinabiswal5538
    @bebinabiswal5538 3 года назад

    Sir aapan Mahan.Mahaprabhu tumar sabu echha Purnna karantu.

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed.......

  • @lifeofcmnman
    @lifeofcmnman 3 года назад

    Jai jagannath. Sir apana bahut bhagyaban.Mahaprabhu n kara karuna apana nka upare rahichi.

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed.......

    • @lifeofcmnman
      @lifeofcmnman 3 года назад

      @@srikantaparija2054 I know sir , bt sir plz tell him,to help me at this moment, sir plz tell him,Jay jagannath 🙏🙏🙏🙏

  • @dipun84in
    @dipun84in 3 года назад

    prabhunka lila aparanmar 🙏

  • @satabdisahoo2463
    @satabdisahoo2463 3 года назад

    He mahabahu 🙏🙏🙏🙏

  • @manojkumarmahalik5086
    @manojkumarmahalik5086 3 года назад

    Jay Jagannath.....🙏🙏🙏🙏

  • @akhayakumarpanda8382
    @akhayakumarpanda8382 3 года назад

    Jai jagannath sabu asambhaba ku sambhaba karanti mo kala thakura.

  • @nilamaniguru9675
    @nilamaniguru9675 3 года назад

    Twameba Mata cha Pita Twameba. Jay Jagannath.

  • @bandanabehera637
    @bandanabehera637 3 года назад

    Jay Jagannath sir.🙏🙏

  • @upamadas1137
    @upamadas1137 3 года назад

    ଜୟ ଜଗନ୍ନାଥ 🙏❣️🙏

  • @annapurnamuduly122
    @annapurnamuduly122 2 года назад

    Sìr pranam. Jay jagannath

  • @krishnanjalikankiya3973
    @krishnanjalikankiya3973 3 года назад

    Jay Jagannatha 🙏

  • @sibarambehera1063
    @sibarambehera1063 3 года назад

    ଜୟ ଜଗନାଥ

  • @lopamudrasamantaray3481
    @lopamudrasamantaray3481 3 года назад

    Jay jagganath

  • @krishnamastivlogs3144
    @krishnamastivlogs3144 3 года назад

    Love from npr ..se ama gain pakhare rahuthile...jaya jagananath ..prabhu apanku koti koti pranam🙏🙏mu bi Haji thili puri re au prabhu nka dayaru mu bi mo family ku paili.. really sanga tume Maham😘😘🙏🙏🙏

    • @srikantaparija2054
      @srikantaparija2054 3 года назад

      Give Him More Tears...He Will Be More Yours. Stay blessed.......

  • @subhap7868
    @subhap7868 3 года назад +6

    🙏🙏..... ଗୋଟିଏ ପିତା ଠୁ ଜନ୍ମ ନେଇଥିଲେ ଦିନେ ଦୁଇଟି ସନ୍ତାନ
    ଦୁହେଁ ଭାବୁଥଲେ ନିଜ ମନେ ମନେ ପିତା ତ ତାଙ୍କ ଜୀବନ..
    କିଛି ଦିନର ସେ ଖୁସି ସମୟ ତ ହୋଇ ଯାଇଥାଏ ପାର
    ଏକ ପୁଅ ସେଥୁ ଦୁଃଖ କୁ ନ ସହି ଭାବୁଥାଏ ପିତା ପର..
    ପର କୁ ଆପଣା ଭାବିଣ କାନ୍ଦୁଚି ପରମ କୁ ଯିବ ଭୁଲି
    ଯାଣି ପାରିଲାନି ପିତାର ମହିମା ନିନ୍ଦା କରେ ଦାଣ୍ଡେ ବୁଲି..
    ପିତା ର ନିନ୍ଦା କୁ ଆର ସନ୍ତାନ ଟି ପାରୁନାହିଁ ଜମା ସହି
    କାହାକୁ କହିବ ତା ମନର କଥା ହୃଦ କାନ୍ଦେ ରହି ରହି..
    ଗୋଟିଏ ସନ୍ତାନ ପିତା ନିନ୍ଦା କରି ନିଶ୍ଚିନ୍ତେ ସୁଅଇ ନୀତି
    ଆର ସନ୍ତାନ କୁ ପିତା କଥା ଭାବି ନିଦ ନାହିଁ ରାତି ରାତି..
    ଭାବେ,ଏମିତି କଥାକୁ ଶୁଣିବା ଆଗରୁ ଜୀବନ ଗଲାନି କାହିଁ
    ଆର ସନ୍ତାନ ଟି ଅନ୍ତର ଆତ୍ମା କୁ ଝାଙ୍କି କାଇଁ ପାରେ ନାହିଁ..
    ପିତା ଟି ତାଙ୍କର ବଡ଼ ସାରଳିଆ କାହାକୁ ସେ ଦଣ୍ଡେ ନାହିଁ
    ପ୍ରତି କ୍ଷଣେ କ୍ଷଣେ ରକ୍ଷା କରୁଥାଏ ସନ୍ତାନ ପାଦକୁ ଚାହିଁ..
    କେବେ ସେ ସନ୍ତାନ ବୁଝିବ କେଜାଣି ଦୁଃଖ ର କାରଣ ସେହି
    ନିଜ କର୍ମ ଫଳ ଭୋଗିବାକୁ ପଡେ ଦୋଷ ତ କାହାର ନାହିଁ..
    ଦିନ ଆଉ ରାତି, ସୁଖ ଆଉ ଦୁଃଖ ସଂସାର ର ଏ ନିୟମ
    ଜୀବନେ ମରଣେ ରାମ ନାମ ବିନା ସତ୍ୟ କିଛି ନାହିଁ ଆନ..
    ହେ ପରମ ପିତା ତୁମ ଶ୍ରୀ ଚରଣେ ଏତିକି ବିନତି ମୋର
    ଦୟା କରି ତୁମେ ଭକତି ଦିଅ ହେ ସଂଶୟ ହେଉ ସୁ ଦୂର..
    ତୁମ ଶ୍ରୀ ଚରଣ କେବେ ବି ନ ଭୁଲେ ତୁମେ ହିଁ ମୋର ନିଜର
    ଭକତି ନିଶା ରେ ବୁଡେଇ ଦିଅ ହେ ଅନ୍ୟ ନିଶା ହେଉ ଦୂର 🙏🙏.........

  • @chinmayparida5039
    @chinmayparida5039 3 года назад +1

    Jay jagannath❤❤❤❤

  • @biswadarsi999
    @biswadarsi999 3 года назад

    Jaya Mahaprabhu Shree Jagannatha Swami

    • @srikantaparija2054
      @srikantaparija2054 3 года назад +2

      Kichi Maguni ....Mo Mahapravu nka paien bhala paieba ra luha tikey hin maguchi....Stay Blessed... I am blessed with the energy of all of U....

    • @biswadarsi999
      @biswadarsi999 3 года назад

      Apananka reply pai bhala lagila. Jaya mahaprabhu

  • @bandanaseth5985
    @bandanaseth5985 3 года назад

    Jay jagannath 🙏💛