ଛାତି ଥରୁଛି ସେ ଝିଅ ବାଇଟ ଶୁଣିଲେ ! Lawer must come for Ankita Pradhan, Bharatpur PS Case.

Поделиться
HTML-код
  • Опубликовано: 19 сен 2024
  • ଛାତି ଥରୁଛି ସେ ଝିଅ ବାଇଟ ଶୁଣିଲେ ! Lawer must come for Ankita Pradhan, Bharatpur PS Case.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 139

  • @cutekajal123
    @cutekajal123 2 часа назад +15

    ଜଣେ ଲୋୟଲ ଜଣେ ଆର୍ମି ଅଫିସର ଝିଅ ଆର୍ମି ଅଫିସ ବାନ୍ଧବୀର ଯଦି ଏଇ ଅବସ୍ଥା ସାଧାରଣ ଗରିବ ଶ୍ରେଣୀ ଲୋକ ମାନଙ୍କୁ ମିଛ କେଶ ରେ ଫାଂସେଇ ଦେବେ ଅଙ୍କିତା ମାଡାମ କୁ ମାନସିକ ଶାରୀରିକ ନିର୍ଯାତନା ଦେଇ ଥିବାରୁ ସେମାନଙ୍କୁ ଫାଶୀ ଦିଆଯାଉ ଓଡିଶା ସରକାର ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ 😊🙏

  • @basantakumarpanda9022
    @basantakumarpanda9022 Час назад +11

    ନବିନ ପଟ୍ଟନାୟକ ଓ ପାଣ୍ଡିଆନ କେତେ ବର୍ଷ ଦାୟୀ ରହିବେ ସରକାର ସ୍ପଷ୍ଟ କରନ୍ତୁ।

  • @bhabagrahimishra1780
    @bhabagrahimishra1780 Час назад +6

    କାହା ସମୟରେ ପୋଲିସ ନବ ଦାସ କୁ ଗୁଳି କରିଥିଲା,କାହା ସମଯ ରେ ପୋଲିସ ପ୍ରତାପ ଜେନା ର ଏଫ୍ ଆଇ ଆର ରଖୁ ନ ଥିଲା ,କାହା ସମୟ ରେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ କୁ ଯିବାକୁ ପୋଲିସ ଅଟକାଇ ଥିଲା ।ତମେ ବିଜେଡି ର ଚାଟୁକାର । ପାଣ୍ଡିଆନ ପଛରେ 70 ପୋଲିସ ଥିଲେ ।

  • @ratikantaray6787
    @ratikantaray6787 2 часа назад +4

    ଯଦି ଜଣେ ମେଜର କୁ ଏମିତି ଅବସ୍ଥା କରିପାରନ୍ତି ତା ହେଲେ ସାଧାରଣ ଲୋକେ ର ଅବସ୍ଥା କଣ ହେବ... ଏ ସରକାର କୁ ଜଳଧି ଓଡ଼ିଶା ରୁ ହଟା ଯାଉ

  • @banabiharimohanty6007
    @banabiharimohanty6007 Час назад +4

    ପ୍ରଥମେ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ତାପରେ ସମସ୍ତ ପୋଲିସ ଅଫିସର ମାନଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ ଏବଂ ଜେଲ ରେ ପୁରାନ୍ତୁ ସେମାନଙ୍କୁ

  • @BasantaBehera-gl3li
    @BasantaBehera-gl3li 2 часа назад +20

    ଏବେ ସବୁ ଆଡେ ଏମିତି ହଉଚି ଏଇ ମିଛୁଆ ସରକାର ରେ ଏମିତି ଘଟଣା ଦେଖିବାକୁ ମିଳୁଛି ଛି ଛି

  • @utkaleswarnaik7325
    @utkaleswarnaik7325 Час назад +7

    First କଥା ମୁଁ request କରି କହିବି କି ଆମ ସେନା ବାହିନୀ ରେ ଯେତେ ଜଣ ସୈନିକ ଅଛନ୍ତି ସମସ୍ତେ ଆସିକି ନିଜ ନିଜ ଘରେ ବସନ୍ତୁ,,,ସେ ପାକିସ୍ତାନ ହେଉ କି ଚୀନ ହେଉ ସମସ୍ତେ ଆସିକି ଘରେ ପଶି ପଶି ମାରନ୍ତୁ ସମସ୍ତଙ୍କୁ ତମେ କାହିଁକି ଆଉ କାହା ପାଇଁ ସେଠି ଜଗିବ ଯଦି ତୁମେ ନିଜେ କି ତୁମ ଘର ଲୋକେ ସେଫ୍ଟି ନାହାନ୍ତି ତାହେଲେ ଅନ୍ୟ ପାଇଁ ଚିନ୍ତା କରିବା କିଛି ଦରକାର ନାହିଁ 😢😢

  • @SPINFOTAINMENT
    @SPINFOTAINMENT 2 часа назад +14

    ମୋହନ ମାଝି ଚୋର ମାଝି ଶଳା Home Department ନିଜ ପାଖରେ ରଖିକି ଚୁପ୍ ବସିଛ କଣ ପାଇଁ ।
    କେବେ ହେବ action ଏମିତି ବେଧ ପିଲାଙ୍କ ଉପରେ ଯେଉଁମାନେ ଏତେ ଅମାନୁଷିକ କାର୍ଯ୍ୟ କରିଛନ୍ତି।

  • @BimbadharMangaraj
    @BimbadharMangaraj Час назад +1

    ସବୁ ସାମ୍ବାଦିକ ଓ ଆଇନଜିବୀ ମାନଙ୍କୁ ଅନୁରୋଧ ଏହିଭଳି
    ଅପରାଧୀଙ୍କ ସପକ୍ଷରେ ମକଦମା
    ଲଢନ୍ତୁ ନାହିଁ

  • @biju2045
    @biju2045 Час назад +1

    ସମସ୍ତେ ଦୁଃଖିତ ଅଭିଯୁକ୍ତ କୁ କଠୋର ଦଣ୍ଡ ମିଳୁ କିନ୍ତୁ ଏ ଯୋଉ ସାମ୍ବାଦିକ ଙ୍କୁ ଯଦି ନବ ଦାସ,mamita, ପିହୁ,ପରି,ବେବିନା,ଇତିଶ୍ରୀ,ମାଧାବିଲତ ଙ୍କୁ ଅନ୍ୟ।ୟା ହେଲାବେଳେ ଏତେ ଜୋର ରେ ପାଟି କରିବାର ଓଡ଼ିଶାବାସୀ କେବେ ଦେଖିନାହାନ୍ତି jhahou ଚାଟୁ karita ର ସବୁ ସୀମା କୁ ଟପିଛନ୍ତି ଲଜ୍ୟା ଲାଗିବା କଥା

  • @banabiharimohanty6007
    @banabiharimohanty6007 Час назад +1

    ମୁଖ୍ୟମନ୍ତ୍ରୀ କଣ ପାଇଁ ଚୁପ ଏହି ଘଟଣା ପଛରେ ମୋହନ ମାଝୀ ଙ୍କ ହାତ ଅଛି ସେଥିପାଇଁ ସେ ପୁରା ଚୁପ ଅଛନ୍ତି

  • @Skgbul470
    @Skgbul470 Час назад +1

    ଲୋକଙ୍କୁ ଚା ଦେବେ କଣ ଚା ପଇସାରେ ପୋଲିସ ମାନେ ନାଲି ଚା ସହିତ ଚଖାନା ଖାଇ ଫୁର୍ତ୍ତି ରେ.

  • @kalingaranjan2074
    @kalingaranjan2074 2 часа назад

    ଓଡ଼ିଶାରେ ବିଜେପି ହୁଏତ ଉତ୍ତରପ୍ରଦେଶ ବିଜେପି ଭଳି ରାଜ୍ୟକୁ ବଦଳାଇପାରେ

  • @anilbaliarsingh6475
    @anilbaliarsingh6475 3 часа назад +12

    Actually Pandian was good👍

  • @mrutyunjayparida-b1o
    @mrutyunjayparida-b1o Час назад +1

    ସେଇଟା ଥାନା ନୁହଁ, ଗରୁ ଗୋହାଳ, ଏମାନେ 5 ବର୍ଷ pandian and Nabin ନାଁରେ ଦୋଷ ଦେବେ

  • @snvvishwanathamprasantm7867
    @snvvishwanathamprasantm7867 2 часа назад

    ଏ ଭ୍ରଷ୍ଟ ବାମପନ୍ଥୀ ଦଳ ମାନେ କାହିଁକି System /ବା ତନ୍ତ୍ର ର ସଂସ୍କାର କାହିଁକି ଆଣିଲନାହିଁ ଦୀର୍ଘ ବର୍ଷ ଧରି ଶାସନ କରୁଥିଲ...? ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା . ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. CC TV ସବୁ କାର୍ଯ୍ୟାଳରେ ଲଗାଯାଉ ଏବଂ ତାହାର ନିୟମିତ ଯାଞ୍ଚ କରାଯାଉ. ଧନ୍ୟବାଦ

  • @SanatanchattarChattar
    @SanatanchattarChattar Час назад

    ବିଜେପି ର ମହିଳାଙ୍କ ପ୍ରତି ଏଭଳି ହେଲେ ଭଲ ହେବ । ହେଲେ ଯାଇଁ ରାଷ୍ଟ୍ରପତି ମୁହଁ ଖୋଲିବ ।କଲିକତା ଘଟଣାରେ ମୁହଁ ଖୋଲିବ ଏବେ ଚୁପ୍ ,,,କି ରାଷ୍ଟ୍ରପତି

  • @BabulukumarSahu-mm2nr
    @BabulukumarSahu-mm2nr 2 часа назад

    କେଦାର ସାର୍ ପ୍ରଣାମ ମୁଁ ଆପଣଙ୍କ ବାଇଟ୍ ଖୋଜି ଖୋଜି ଦେଖେ ପ୍ରତିଦିନ ❤

  • @Faltutokarafaltuvideo
    @Faltutokarafaltuvideo 2 часа назад +3

    ଏ ପୋଲିସ ସବୁ ଗୋଟେ ଗୋଟେ ବିଜେଡି ର ପୋଷା କୁକୁର ଏଇ ସବୁ ବିଜେପି ସରକାର କୁ ବଦନାମ କରିବାକୁ ପ୍ରୟାସ କରା ଯାଉଛି ଯଦି ବିଜେପି ସରକାର ଏଇ ବିଷୟ ରେ କିଛି ଦୃଢ଼ କାର୍ଯ୍ୟ ନୁଷ୍ଠାନ ନ ନେବେ ତ ଆଗକୁ ଭଉତ ବଡ ବିପଦ ହେବ ବିଜେପି ସରକାର ଙ୍କ ପାଇଁ 👈କେମିତି ମୋହନ ମାଝୀ ଚୁପ ହେଇ ବସିଛନ୍ତି ନିଜ ହାତରେ ହୋମ ଡିପାଟମେଣ୍ଟ ରଖିକି କାହିଁକି ପଦକ୍ଷେପ ନେଉ ନାହାନ୍ତି 👈😭

  • @JaiUtkalaMaa
    @JaiUtkalaMaa Час назад

    ଆମେରିକାରେ ସବୁ ପୋଲିସ ଦେହରେ କ୍ୟାମେରା ଓ ମାଇକ୍ରୋଫୋନ ଲାଗି ଥାଏ । ଏଠି ଥାନାରେ ସାମାନ୍ଯ ସିସିଟିଭି ନାହିଁ। ଛଅ କୋଟି ଖର୍ଚ୍ଚ କରି ମଡେଲ ଥାନି ବନେଇଲ ପନ୍ଦର ହଜାର ଖର୍ଚ୍ଚ କରି ସିସି ଟିଭି କାହିଁକି ଲଗା ଗଲାନି। ପୋଲିସର ଈଳା କାରନାମା ସବୁ ଲୁଚାଇ ରଖିବାକୁ ।

  • @wanderlustbaba9145
    @wanderlustbaba9145 20 минут назад

    ସାଧାରଣ ଲୋକଙ୍କ କ କଥା କିଏ ସୁନୁଚି ଭାଇ ..ପରିବର୍ତ୍ତନ ଦରକାର

  • @ACTIVE_BOY_
    @ACTIVE_BOY_ Час назад

    ସେତେବେଳେ ବି ଯେମିତି ଥିଲା ଏବେ ବି ସେମିତି ଅଛି କିନ୍ତୁ କଥା ହେଉଛି ଲୋକଲୋଚନକୁ ଆସିଗଲା 😅

  • @sureshkumarswain9961
    @sureshkumarswain9961 Час назад

    ସାଧାରଣ ଲୋକେ ସେମିତି ରହନ୍ତି

  • @Babajicharansingh4513
    @Babajicharansingh4513 27 минут назад

    ଏହି ସବୁ କାର୍ଯ୍ୟକ୍ରମ 5t ରୁ ଅଭ୍ୟାସ ଅଚ୍ଛି |

  • @BasantaBehera-gl3li
    @BasantaBehera-gl3li 2 часа назад +1

    You are right sir 🙏🙏

  • @rabindrakumarsahoo4920
    @rabindrakumarsahoo4920 24 минуты назад

    ୫ଟି ବେଳେ ତ ସବୁ ଠିକ୍ ଥିଲା।ପରୀ,ବେବିନା,ମାଧବୀଲତା,ପିହୁ,ମମିତା ମେହେର (ଆହୁରି ଅନେକ)ଘଟଣାସବୁ ଘଟିଲା କାହିଁକି ? ସେତେବେଳେ ନାରୀଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିଲା।ଏଇ ଦୁର୍ନୀତି ପରାୟଣ ପୁଲିସ ପ୍ରଶାସନ ପୂର୍ବ ସରକାର ସମୟରେ ଚେର ଗହୀରକୁ ଚାଲିଯାଇଥିଲା।ମୋହନ ସରକାର ଧୀରେ ଧୀରେ ସାବାଡ କରିବେ,କାହାକୁ ଛାଡିବନି।ଆଉ ଏ ବିଜେଡିର ଚାମଚା ମୁଖପାତ୍ର କେଦାର ମିଶ୍ର ପୁରା ବଦ୍ଧପାଗଳଟିଏ।ବିଜେପି ବିରୁଦ୍ଧରେ ଭଡଭଡ ହେଇ ପାଗଳ ହେଇଗଲାଣି।ୟାକୁ ପାଣ୍ଡିଆ ଶାସନ ଭଲ ଲାଗୁଥିଲା।ପାଣ୍ଡିଆର ଡ୍ୟାସ୍ ଚାଟିବାରେ ୟାର ଭାରି ଆଗ୍ରହ। ତାମିଲ୍ ଗୋଡାଣିଆଟା।ଓଡିଆ ଶାସନ ୟାକୁ ପସନ୍ଦ କେମିତି ହବ। ଅଲଜ୍ୟାଟା। ଛିଃ।ଧିକ୍।

  • @prabodhapal6926
    @prabodhapal6926 2 часа назад +2

    ନବ ଦାଶ କୁ ମାରିଲା ଜଣେ ପୋଲିସ କୁଆଡେ ଯାଇଥିଲେ କେଦାର ବାବୁ

    • @c_lrgamerz9438
      @c_lrgamerz9438 2 часа назад

      Aaabe sala eebe kn heichi seta kn disuni andhabhakt.... Jou dina ta maa ku eemti heba sedina eeita kahibu hela

  • @CHITTA05
    @CHITTA05 2 часа назад +1

    You are right sir

  • @saratkumarsahu2775
    @saratkumarsahu2775 Час назад

    ନିଜ ପାଟି କଥା କେବଳ ଶୁଣୁ ଥିଲେ ତା ଛଡା କିଛି ନୁହଁ ବାଳ ୫ ଟି ସରବତ ଦେଉଥିଲା ନବିନ ପଟନାଏକ ତ ଜଗନାଥ ରୂପ ନେଇଥିଲେ ସେ ପରା ଆମ ଜଗନ୍ନାଥ
    ବୋଲି କହୁଥିଲ ଯାହାହେଉ ଏହିଭଳି
    ବାଇମୁଣ୍ଡି ଯଦି ସାତଟା ପଖାପାଖି ଓଡିଶାର ଥାନ୍ତେ ବହୁତ ଉନ୍ନତି ହୁଅନ୍ତା

  • @sanjaynayak80
    @sanjaynayak80 2 часа назад +1

    Right 👍

  • @kalandisingh4787
    @kalandisingh4787 51 минуту назад

    25 year ହେଲାଣି ଏମିତି ଅବସ୍ଥା ହେଇଯାଇଛି ଏବେ ସମାଧାନ ହେବ

  • @srikanta671
    @srikanta671 6 минут назад

    ନାଇଟି ପିନ୍ଧିକି ଗିହାଁଗେହିଁ ହେଉଛନ୍ତି
    ସିସିଟିଭି କେମିତି ଲାଗିବ

  • @PrasantkumarMallick-tm7lc
    @PrasantkumarMallick-tm7lc 55 минут назад

    ନବୀନ ଗଛରେ ଫଳ ।ନବ ହତ୍ୟା ମମିତା ମେହେର ବେଳେ କଣ ଶୋଇ ଥିଲ ।

  • @nehaparida4358
    @nehaparida4358 58 минут назад

    ଅଭ୍ୟାସ ହୋଇ ଟଯାଇଛି

  • @manasranjansahoo5951
    @manasranjansahoo5951 56 минут назад

    ଆରେ ଭାଇ ତମେ କେତେ ମାଲ ନେଇଜ ବିଜେଡି ଵାଲା ଠାରୁ

  • @ratiranjanbehera2106
    @ratiranjanbehera2106 2 часа назад

    ଏହି ଘଟଣା ଏମିତି ଯେ BJD ସରକାର ମର୍ଡର କରି ପଳେଇଲେ କିନ୍ତୁ ଯେହେତୁ BJP ହାତରେ ସେହି ଛୁରୀ ପଡ଼ିଗଲା BJP ଦାୟୀ। ତୁମକୁ ଅନୁରଧ କରୁଛୁ ଏହି କଥାକୁ ନେଇ ରାଜନୀତି କରନି। ତାଙ୍କୁ ମୁଁହ କିଏ ଦେଇଛି

  • @nakulnaik1423
    @nakulnaik1423 42 минуты назад

    ଆପଣ ପକ୍କା ନେଷ୍ଟି politician, ଯେ କୌଣସି matter ହେଉ, ଆଉ ଅଲଗା କିଛି ମିଳେନି, bjd ଶାସନ ରେ ସମୟରେ police ବଟି ଆଦାୟ କରି ଗାଁ ଗାଁ ରେ ମହୁଲି ମଦ କାରବାର ବୃଦ୍ଧି ସାଙ୍ଗକୁ ଅପରାଧ କରିବାକୁ ଉସକାଉ ଥିବା ଦେଖିଛି

  • @narendrabarik9855
    @narendrabarik9855 Час назад

    ତମେମାନେ 5t କରି ଏଭଳି କାମ କରିଛ ଏବେ ବଡ କଥା କହୁଚ, ଭଦ୍ର ବାବୁ ମମିତା, ବେବିନା ପରି ମାହାଙ୍ଗା ଘଟଣା କୁଆଡେ ଗଲା, ଗାଲୁଆ କଥା କହୁଛ

  • @jayanteenanda768
    @jayanteenanda768 39 минут назад

    ଏ ସାମ୍ବାଦିକପ୍ରତ୍ଯକ୍ଷଦ୍ରଷ୍ଟା

  • @prabhatswain3792
    @prabhatswain3792 Час назад

    BJD ରେ ଏହିଭଳି ଅବସ୍ଥା ଥିଲା କିନ୍ତୁ ଆଉ ନୁହେଁ ।

  • @rajkishorbarik7718
    @rajkishorbarik7718 42 минуты назад

    Really right..sir

  • @KesabaBehera-of8kl
    @KesabaBehera-of8kl 37 минут назад

    ୫ ଟି କାଳରେ କେସ ଚପଇ ଦିଆ ଯାଇଥିଲା

  • @pramodajena1514
    @pramodajena1514 59 минут назад

    5T ‌ସମୟରେ ପୋଲିସ୍‌ ବେଶି ପାଣ୍ଡି ମାରୁଥିଲେ

  • @pramodajena1514
    @pramodajena1514 56 минут назад

    VIP କେବଳ ନବିନ ବାଳନା

  • @Binodkumarpanigrahi2187
    @Binodkumarpanigrahi2187 Час назад +3

    ଯେଉଁ ମାନେ ବିଜେପି ସରକାର କୁ ପସନ୍ଦ କରନ୍ତି, ସେମାନେ ବର୍ତ୍ତମାନ କଣ ଭାବୁଛନ୍ତି, ନବୀନ
    ନବୀନ ଭଲ ନା ମୋହନ ଭଲ,ମୋ ମତରେ ନବୀନ ହିଁ ଶ୍ରେଷ୍ଟ

  • @nehaparida4358
    @nehaparida4358 Час назад

    ୨୫ ବର୍ଷ ବ୍ୟବସ୍ଥାକୁ ୨୫ ଦିନରେ

  • @pramodajena1514
    @pramodajena1514 57 минут назад

    ଲୋକଟି କିଏ ଜାଣି ହେଉନି ଚୋରଟା

  • @dipakmohapatra8161
    @dipakmohapatra8161 38 минут назад

    Right

  • @nabinsahoo2236
    @nabinsahoo2236 2 часа назад +2

    Se lady drink kariki police ku kamudi dauchi aau police kan gelha kariba

  • @roast520
    @roast520 39 минут назад

    ଆରେ ଭାଇ bjd ସମୟରେ ପରି କେଶ୍ , ମୋମିତା କେଶ୍ ,ଏମିତି ଅନେକ ନାରୀ ନିର୍ଯାତନା ଥାନା ରେ ଦବି ଯାଇଛି , ପୁରୁଣା କଥା କୁ ଆଉ କେହି ମନେ ପକାଉ ନାହାନ୍ତି, BJP ଶାସନ କାଳରେ ଏହି କଥା ମନେ ପଡୁଛି,ଧିକ ତମ ପୁରୁଷ ପଣିଆ କୁ BJD ସରକାର ସମୟରେ କେତେ ଜଘନ୍ୟ କାଣ୍ଡ ଘଟିଛି ସେଗୁଡ଼ାକ କଣ ଦେଖା ଯାଉନି ତମକୁ

  • @subasnayak1510
    @subasnayak1510 Час назад

    ଫାଇବ ଟି ର ମୁଖ୍ୟ
    ତୋ,,, ଗେରସ୍ତ କି

  • @arunarout2635
    @arunarout2635 Час назад

    ସବୁ bjd କରିଚି

  • @SujataRoyDailyVlogs
    @SujataRoyDailyVlogs 3 часа назад +2

    Right sir

  • @chandramnisahoo1348
    @chandramnisahoo1348 2 часа назад

    Kedarbabu thik kahuchhanti,all staff of Bharatpur PS should be punished.

  • @GundichaNayak8787
    @GundichaNayak8787 Час назад

    You are right kedar babu

  • @EKIARTVLOG-vt8hk
    @EKIARTVLOG-vt8hk 51 минуту назад

    Thik kahichanti sir

  • @USER-Ajubhai
    @USER-Ajubhai 21 минуту назад

    BJD bele besi amiti ହଉଥିଲା

  • @PradeepKumarBehera-or9ee
    @PradeepKumarBehera-or9ee 45 минут назад

    Jay Naveen pattnayak babu Jay Bjd 🙏🙏🙏👍👍👍♥️♥️♥️

  • @ramnathpatra9241
    @ramnathpatra9241 Час назад +1

    Youu aree saying wrong.

  • @shashinaik2184
    @shashinaik2184 56 минут назад

    Odisha police very very poor conditions

  • @dambarudharojha7951
    @dambarudharojha7951 Час назад

    Sir partham thik kahile

  • @dr.rangadharkar5314
    @dr.rangadharkar5314 2 часа назад

    Ei IIC Bharatpur ra gote bada aparadhee case file karibaku chahinle mote gurutwa diyeni ,he is rightly suspended 🎉

  • @manoranjanbarik6834
    @manoranjanbarik6834 29 минут назад

    Adv agauku asibe... nischaya

  • @abhimanyusutar4466
    @abhimanyusutar4466 51 минуту назад

    Mahan majhi ଦାଇ

  • @khanukhatua6919
    @khanukhatua6919 Час назад

    Trilogy Katha keteassaneilokaasanti

  • @Manoj-y4t
    @Manoj-y4t 47 минут назад

    Sir write kahuchhanti

  • @USER-Ajubhai
    @USER-Ajubhai 21 минуту назад

    B J D bala police ta sudhuri paruni

  • @OMMPRAKASH-fr3bb
    @OMMPRAKASH-fr3bb Час назад

    Starting odia asmita

  • @pinkysethi7537
    @pinkysethi7537 2 часа назад +3

    Pandian should come first again

  • @Vlogsss-m6y
    @Vlogsss-m6y Час назад

    Infosys police station re emiti chalichi . Gote kama pain gale se 1000 thara daudeibe .

  • @simanchalaswain5809
    @simanchalaswain5809 24 минуты назад

    Woho 5t na thhila Aebe 100,Dina BJP Sarkar re Police Aemiti hoee gala?
    BJD ra Bisa manzi katha tike kahile Bhala huanta,

  • @JaiUtkalaMaa
    @JaiUtkalaMaa Час назад

    ଚୋର ଗୁଣ୍ଡା ଆଜାଦିରେ ଉତ୍ପାଦ ହେବେ। ଜନତା ଫେରାଦି ହେଲେ ପୋଲିସଠୁ ମାଡ ଖାଇବ। ଓଡ଼ିଶା ପୋଲିସ ଚୋରଠୁ ବି ବେସି ହାରାମି। ମୋହନ ମାଝି ନିଜ କୂ ଜଗନ୍ନାଥ କହି ବୁଲୁଛି।

  • @ShubhajyaJena
    @ShubhajyaJena Час назад

    Hii

  • @sudarsandas9094
    @sudarsandas9094 51 минуту назад

    Sabu police nk bevyar kharap

  • @Pinkyswain9862
    @Pinkyswain9862 2 часа назад

    5T time re nava das murder case kemiti heithila.
    Gote renowned talented leader ku ame hareilu.

  • @jayarammalla6393
    @jayarammalla6393 Час назад

    Jay nabin Jay Bjd❤❤❤❤❤

  • @dayanidhimohanta7376
    @dayanidhimohanta7376 2 часа назад

    Mohan majhi ku 5t police thanare kan karuthila

  • @sudarsansatapathy790
    @sudarsansatapathy790 25 минут назад

    These policies are being trained by the BJD government. BJD hi hi.
    Purely low category thoughts.

  • @RanjanSahoo-m2w
    @RanjanSahoo-m2w 43 минуты назад

    Aeni ministar Chari aakhia ku hatae

  • @Hmts143
    @Hmts143 26 минут назад

    BJD sasan bhitare eei sabu police Paisa deiki job paichanti.

  • @rashminanda6310
    @rashminanda6310 2 часа назад

    Aparajita sadangi nku odisha ra cm karajau. Dhangare jie katha kahi paruni sie kan odhisha ra unnati kariba? Police dept yara badhia example😡

  • @bansingbhatra685
    @bansingbhatra685 2 часа назад

    5 t samayre bi same.jie bhula karuthila ta sapakhyare police and poltical party jie niya maguthila taku niya
    milunathila

  • @nikunjanathbehera1782
    @nikunjanathbehera1782 Час назад

    Amiti Bias Sambadika mo jibanare Dekhini.

  • @BikramB07jan
    @BikramB07jan Час назад

    I saw the PS video clip of miss Pradhan shouting to all police officers.. Undoubtedly she is highly arrogant & rude .
    Rest the reaction video of Police will reveal the actual incident & truth .

  • @baikunthapanda279
    @baikunthapanda279 35 минут назад

    5tmane kan 90 bhag police ko jana thiba ki ? Manasik vabe semane Indra .

  • @murmubabu7137
    @murmubabu7137 47 минут назад

    Adhika gopuchha, 5t bele jemiti ebe bi semiti,khali bjd ku teki,bjp ku kahile kichhi heba nahi .bigata dinaru eha abhyas re parinat hei chhi, agaku dekha kn heuchhi...

  • @abhimanyusutar4466
    @abhimanyusutar4466 52 минуты назад

    Bjd

  • @narayanpradhan2325
    @narayanpradhan2325 Час назад

    pandian sahita BJP bilkul tulana nahi. Best IAS best odia asmita best gentleman and needy for Odisha. Our glass is coloured hence we see Pandian otherwise

  • @nabinsahoo2236
    @nabinsahoo2236 2 часа назад

    Jia bhul karichi taku punisment dia , not political agenda kara nahin

  • @rn9492
    @rn9492 Час назад

    Bjp=expected
    Ebe pati kholuni odia asmita odia asmita kari kari jitigala ebe au muhan kain kholiba
    Utterly shameful
    Kauthi b loka au safe nahanti

  • @ranjitprusty1711
    @ranjitprusty1711 2 часа назад

    We demand that police officers and arrests but some police behaviour came from the last government which has an interface with the political party.
    Please don't tell 5T police government, that create from last government due to that reason now general people face.

  • @abinashrath8435
    @abinashrath8435 2 часа назад

    24 years ra behaviour 4 month re change heigala

  • @abdulshareef
    @abdulshareef Час назад

    BJP ସରକାର ଜିନ୍ଦାବାଦ

  • @ShubhajyaJena
    @ShubhajyaJena 56 минут назад

    BJD time re police pura sata kahu thila BJP time re michha kahuchhi.. To muha ku laja nahin lo

  • @AJAYAKUMARNayak-xx5kv
    @AJAYAKUMARNayak-xx5kv 2 часа назад

    Bjd 5t sahasha kama agaru amiti thila

  • @mamitaraika4677
    @mamitaraika4677 42 минуты назад

    Bilamba kaiki jaldi pasi karantu deri karantu ju mane sapot karanti semanamgku bi

  • @BijuPalaka-y3z
    @BijuPalaka-y3z Час назад

    Band 5t

  • @lipakkumardas105
    @lipakkumardas105 Час назад

    Kebala bjd ra 24 yr pani police rutwa emiti , police ku each every thana re emiti police ku hele jae police thik heba.

  • @HarasSethi-r7v
    @HarasSethi-r7v 47 минут назад

    5t, kalare, police, kukura, thila,

  • @ShubhajyaJena
    @ShubhajyaJena Час назад

    Abe heuni bjd time re besi amiti heichhi but setebele media ku mana thila