‘ଥାନାରେ କାହିଁକି ନାଇଟି ପିନ୍ଧୁଛନ୍ତି’ || Bharatpur Police Station Incident || Odisha Reporter

Поделиться
HTML-код
  • Опубликовано: 9 ноя 2024

Комментарии • 1,1 тыс.

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ Месяц назад +300

    ଶୀଘ୍ର ଶୀଘ୍ର କାମ ସରିଜିବ, ଜଦି କିଏ ଆସିବ ଜାଣିପାରିବ ନାହିଁ ସେଥିଲାଗି ରାତିରେ ନାଇଟ ପିନ୍ଧୁ ଛନ୍ତି, ସେମାନଙ୍କ ର କଳା କାଳା ନାମା ସମସ୍ତେ ଜାଣିଛନ୍ତି

    • @satyabratasahoo2577
      @satyabratasahoo2577 Месяц назад +24

      ଆପଣ ଯେଉଁ କଥା କହିଲେ କେ ଦମ୍ ଠିକ୍ କଥା

    • @sachinsahoo7831
      @sachinsahoo7831 Месяц назад +12

      Subidha haba

    • @gajlu7
      @gajlu7 Месяц назад

      Nichaya thik katha nahele nari hei nariki support kariba badalare nariku torcher karinathante

    • @akshayakumarbhol4132
      @akshayakumarbhol4132 Месяц назад +24

      ଗିହଣା ଖାଇବା ସୁବିଧା ହେବ ବୋଲି ନାଇଟୀ ପିନ୍ଧିଥିଲା ।

    • @asheshdehury1482
      @asheshdehury1482 Месяц назад +3

      😂😂😂😂

  • @kishorebiswal4298
    @kishorebiswal4298 Месяц назад +137

    ପୋଲିସ ସେବାରେ ସୁଧାର ନଆସିଲେ, ସମାଜ ଅସୁରକ୍ଷିତ। ଆପଣଙ୍କ ମତାମତ ସ୍ୱାଗତ ଯୋଗ୍ୟ।

  • @arucharanpradhan5502
    @arucharanpradhan5502 Месяц назад +160

    ଦିନରେ ଥାନା ଓ ରାତ୍ରରେ ରଙ୍ଗଶାଳା ବନାଇ ଦେଇ ଛନ୍ତି। କୁକୁର ମାତୁ ସମୟଟା ତ। ଚାକିରୀରୁ ବାହାର କରିବା ଠିକ୍ ହେବ।

  • @s.lipunapradhan4393
    @s.lipunapradhan4393 Месяц назад +34

    ଏମାନଙ୍କର ଚର୍ବି ହୋଇଗଲାଣି। କେବଳ ଭରତ ପୂର୍ ଥାନା ନୁହେଁ, ଓଡ଼ିଶାରେ ସବୁ ଥାନାରେ ଏସବୁ ଦୃଶ୍ୟ ଦେଖିବାକୁ ମିଳୁଛି। ଏମାନେ ନିଜକୁ ଇନ୍ଦ୍ର ବୋଲି ଭାବୁଛନ୍ତି। ଏମାନେ ସାଧାରଣ ଲୋକଙ୍କୁ କୁକୁର ବୋଲି ଭାବନ୍ତି

  • @mitumohanty6133
    @mitumohanty6133 Месяц назад +142

    ଥାନା ଭିତରେ ପଲଙ୍କ ସେବା ହେଉନାହିଁ ତ ?

    • @nandansahu3832
      @nandansahu3832 Месяц назад +11

      Palanka seba pain nite pindhuchanti

    • @ସାଧାରଣଜନତା-ର9ଥ
      @ସାଧାରଣଜନତା-ର9ଥ Месяц назад

      @@mitumohanty6133 ଆଉ କଣ ପାଇ ସେମାନେ ରାତିରେ ଡିୟୁଟ ରେ ନାଇଟ ପିନ୍ଧୁ ଛନ୍ତି, ତାଙ୍କ ର ପା ମାଳିସାହି ଠାରୁ ଅଧିକ ରେକର୍ଡ ଖାଲି ପୋଲିସ ବୋଲି ଜନତା କହୁନାହାନ୍ତି

    • @trinathpanda2400
      @trinathpanda2400 Месяц назад +6

      Yes

    • @MehtasaabSaab
      @MehtasaabSaab Месяц назад +5

      palankaseba. hauthila. janiparuna. kemiti. tankara. palankaseba. heithanta. sesamayare. emane. thanaku. f i r. debaku. jauthile. tankara. sebaru. banchitahela. sethipain. yesabukandahela.

    • @asheshdehury1482
      @asheshdehury1482 Месяц назад +2

      Houchi kintu ambe mane dekhi Paru nahanti

  • @santoshpadhan2882
    @santoshpadhan2882 Месяц назад +193

    ଥାନା ଟା ବେଡ ରୁମ୍ ଭାବିନେଇଛନ୍ତି ବୋଧେ ।
    ତେଣୁ ସୁବିଧା ପାଇଁ ନାଇଟ ପିନ୍ଧୁଛନ୍ତି l

    • @jyotiranjanpattayat2400
      @jyotiranjanpattayat2400 Месяц назад

      Thana re hin Bed Room thae Jaiki kebe dekhi aasibo time hele

    • @mrstudent007b
      @mrstudent007b Месяц назад +1

      ​@@jyotiranjanpattayat2400 au rati re night pindhiki pura rasolia au

    • @jyotiranjanpattayat2400
      @jyotiranjanpattayat2400 Месяц назад

      @@mrstudent007b khrp laguni gote ladies police officer nku emity kahucho toma ghare jadi semity kehi lady police re job Kari thanta tahele emity kahi thanta to

    • @mrstudent007b
      @mrstudent007b Месяц назад

      @@jyotiranjanpattayat2400 tomoku khorap laguni gote lady officer dury re thaiki nighty pindhiki bosibo au police ro kn dress code nahi au se army ro wife ku kemiti khorap byobohar koragola tomoku suniki lajo laguni

    • @ambarishswain3233
      @ambarishswain3233 Месяц назад

      ​@jyotiranjanpattayat2400 kharap kahinki lagiba, kebala nighty pindha lady police ku kuhajauchhi

  • @kamarajjena5461
    @kamarajjena5461 Месяц назад +37

    ନାଇଟୀ ପିନ୍ଧା ASI ମାଡାମ IIC ଙ୍କୁ ରାତିରେ ସେବା ଦେବାକୁ ପ୍ରସ୍ତୁତ ହୋଇ ରହିଥିଲେ. Major ସାହେବ disturb କରିଦେଲେ. ତେଣୁ ରାଗରେ ଏସବୁ ଘଟିଲା

  • @swadhikarbetaj3768
    @swadhikarbetaj3768 Месяц назад +65

    ରୋଡ୍ ରୋମିଓ ଠାରୁ ସେ ଥାନାର ପୋଲିସ ମାନେ ମଧ୍ଯ କୌଣସି ଗୁଣରେ କମ୍ ନୁହଁ।

  • @prakashkumaracharya6025
    @prakashkumaracharya6025 Месяц назад +44

    ଏପର୍ଯ୍ଯନ୍ତ arrest କାହିଁକି କରାଯାଇ ନାହିଁ। ତେଣୁ BJP ସରକାର BJD ଠାରୁ ଭିନ୍ନ ବା ଉନ୍ନତ ବୋଲି କେମିତି କୁହାଯିବ?

  • @rabindranathsahoo-nn1qp
    @rabindranathsahoo-nn1qp Месяц назад +127

    ଜୟ ଶ୍ରୀରାମ ମୋହନ ମାଝୀଙ୍କୁ ବିନମ୍ର ନିବେଦନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ନଚେତ୍ କଷ୍ଟ ଲବ୍ଧ ବିଜେପି ସରକାର ଆମ ହାତରୁ ଖସିଯିବାକୁ ସମୟ ଲାଗିବନି ଜୟ ଶ୍ରୀରାମ

    • @gajlu7
      @gajlu7 Месяц назад +1

      Nua sarkar sayad kichi karibeni se kebela tanka nija jati ra lokanku support kari urnati karibe se asichanti kebala nija jatira lonkaku thaithana kareiba pain ....jai jagannath 🙏

    • @sudhirdash1265
      @sudhirdash1265 Месяц назад

      Jete sighra action niantu cm sir .na hele 29 re .Asana bjp hataru khasi Jai pare. .oddisa loka boka nuhanti bahuta chalac.

    • @Xxxlgey
      @Xxxlgey Месяц назад +1

      ​@@gajlu7 ସାୟଦ ଫାୟଦ କହନି, ଏତେ ଆଉ ଉର୍ଦ୍ଦୁ ଛୋଡ଼ି ହଅନି

    • @saratmishra7100
      @saratmishra7100 Месяц назад

      Correct

    • @sanjibkar7495
      @sanjibkar7495 Месяц назад +1

      Give the right suggestion to your favourite party government ! If CM, Majhi unable to take decision in important issue, his cabinet should take collective decision & action , because government is now crossed it's infant stage . Every moment people reckon the government's ability for delivering the governance .😂

  • @brajakishorepadhi4022
    @brajakishorepadhi4022 Месяц назад +277

    ନାଇଟ୍ ପିନ୍ଧି କି ବସିଚି ଲୁଂଗୀ ପିନ୍ଧି କି ବସିଚି ତା ଘର ବୋଲି ଭାବିଚି।

    • @tapangamer2013
      @tapangamer2013 Месяц назад +2

      Ok 😢😂😂😂😂😂😂😂

    • @PSMusic789
      @PSMusic789 Месяц назад +9

      Khela karuchhanti😂😂

    • @akshayakumarbhol4132
      @akshayakumarbhol4132 Месяц назад +21

      ନାଇଟୀ ପିନ୍ଧିଲେ ଗିହଣା ଖାଇବା ବହୁତ ସୁବିଧା ଜନକ ହେବ ବୋଲି ପିନ୍ଧିଥିଲା । ଖାଲି ଆଗ ପଟୁ ଅଳପ ଟେକି ଦେଲେ ବାଣ୍ଡ ଭର୍ତି କରିବା ବହୁତ ସହଜ ।

    • @rjsoy4432
      @rjsoy4432 Месяц назад +12

      ଆଉ କିଛି ହଉ ନଥିବ ଏହା ର କଣ garenty, ଥାନା ଗୋଟେ OYO ପାଲଟି ଯାଉଛି ଥାନା ହେଇ ରହିନି ଆଉ

    • @LMB_RAY_8070
      @LMB_RAY_8070 Месяц назад +3

      Nai Bhai ...tame asali katha ta janina ...iic rahile lungi re au mahila asi rahile nitty re 😂...wahh ...jaha haba au

  • @RabindraKumarSahoo-jn7tw
    @RabindraKumarSahoo-jn7tw Месяц назад +83

    ମା ଭଉଣୀମାନେ ସୁଭଦ୍ରା ଟଙ୍କା ଫେରେଇ ଦେଇ କୁହନ୍ତୁ, ଆମକୁ ସୁରକ୍ଷା ଦରକାର ଟଙ୍କା ନୁହେଁ

  • @prafulladash748
    @prafulladash748 Месяц назад +42

    ଯେତେ ନିନ୍ଦା କଲେ ବି କମ ହେବ। ପ୍ରଶାସନ ସବୁ ଦେଖି ଅଣଦେଖା କରୁଛନ୍ତି କିପରି..?

  • @basantarout9538
    @basantarout9538 Месяц назад +70

    Only one month Jogi Adityanath ଙ୍କୁ Cm କରି ଦିଆଯାଉ ଏ ଶଳା ପୁଲିସ ଅପରାଧି ପ୍ୟାଣ୍ଟ ରେ ମୁତି ପକେଇବେ..

    • @RupNarayanMajhi
      @RupNarayanMajhi Месяц назад +2

      UP ରେ ବି same ଘଟଣା bathroom slippers ପିନ୍ଧିକି encounter । ୟା ତ ସେ ଅଧିକାରୀ ନିଜ duty ପ୍ରତି ବହୁତ୍ ସଜାଗ, ନହେଲେ ସେ encounter fake ଥିଲା ?

    • @BabaJCBBaba-e8w
      @BabaJCBBaba-e8w Месяц назад

      ହଁ,, ଏଇଟା ମଞ୍ଜ କଥାଟା,,,,, 👍

    • @srabankumarsingh526
      @srabankumarsingh526 Месяц назад

      Bhai apano UP kebe jaichanti na khali godi media dekhiki kahuchanti?

    • @BabaJCBBaba-e8w
      @BabaJCBBaba-e8w Месяц назад

      @@srabankumarsingh526 ଶ୍ରବଣ କୁମାର ସିଂ ବାବୁ,,, ସେଇ ଗୋଦି ଆଉ ମୋଦି ପାଇଁ ହିନ୍ଦୁ ଏବଂ ହିନ୍ଦୁତ୍ବ ବଞ୍ଚିଛି,,, ଆପଣଙ୍କୁ ମୋର ଅନୁରୋଧ ରହିବ, ଆପଣ ଟିକିଏ ସମୟ ବାହାର କରି ଭକ୍ତ ସାଲବେଗ ବିଷୟରେ Google search କରି ଦେଖିବେ,,, ମୋର ବିଶ୍ୱାସ ଆପଣ ଠିକ୍ ବୁଝିପାରିବେ,,, ଯଦି ବୁଝି ପାରିବେନି ତେବେ ନେହେରୁ ବିଷୟରେ search କରିବେ,,,, OK
      Anticipating your better understanding .. thank you

  • @PurnachandraBehera-if5tu
    @PurnachandraBehera-if5tu Месяц назад +48

    ବିଜୟ ବାବୁ ଏକଦମ୍ ଠିକ କହିଲେ।5t police ହାଫ ପ୍ୟାଣ୍ଟ ଗଞ୍ଜି ନାଇଟ୍ ପିନ୍ଧିବେ। ପୂର୍ବତନ ବିଶ୍ଵ ସ୍ତରୀୟ ସରକାରଙ୍କ ମୋ police।

  • @jagdishkumarrath4631
    @jagdishkumarrath4631 Месяц назад +64

    ବିଜେଡି ସରକାର ସମୟରେ ଲୁଙ୍ଗି,ନାଇଟୀ ପିନ୍ଧିବା ଶିଖାଇଛନ୍ତି।

    • @nallproShorts
      @nallproShorts Месяц назад

      bhai tume na pura galua ta😂😂😂😂 andha bakta spoted here😅😅

    • @RupNarayanMajhi
      @RupNarayanMajhi Месяц назад +1

      ​@@nallproShortsମଞ୍ଜି ସେତେବେଳେ ପୋତାହେଇଛି, ଫଳ ଏବେ ଦେଖିଲା । iic ଙ୍କ old record ବହୁତ୍ ଖରାପ ଥିବାର ଆରୋପ ଲାଗିଛି ।
      ରାଜନୀତି କରିବା ଛାଡ, ଏ ଆରୋପ ପ୍ରତ୍ୟାରୋପ ତ ଏମିତି ଲାଗି ରହିବ,କେମିତି ନ୍ୟାୟ ମିଳିବ ସେ ଦିଗରେ ଚିନ୍ତନ କରିବାକୁ ପଡ଼ିବ ।

    • @beingShunga185BC.
      @beingShunga185BC. Месяц назад

      ​@@nallproShortstu bhai andnamaazi madrasachhap ta ki.....bjd se chor corrupt iic ki aani aadarsh thana re kain basei thila tike kah ta ??

  • @mosunajhiarinku1517
    @mosunajhiarinku1517 Месяц назад +51

    ନାଇଟ୍ ମାନେ ଏଇଆ ନାଇଟି ଫଟା ଫାଟ ଟେକିଦେବ ଯଦି ଯିଏ ଆସିବ
    ଫଟାଫଟ ଖସାଇ ଦେବ😂

  • @cksportsnews1748
    @cksportsnews1748 Месяц назад +22

    ଗୋଟେ ମୂର୍ଖ ଥିଲା ନବୀନା, ଆଉ ଗୋଟେ ଆସିଲା ମୋହନା, ବାଳ ଆକ୍ସନ ହେବ

  • @AjayakumarMishra-m7d
    @AjayakumarMishra-m7d Месяц назад +99

    100 percent right sir

  • @comedybebybasanti1265
    @comedybebybasanti1265 Месяц назад +32

    ପୋଲିସ୍ ମାନେ ରୋଡ଼ ରୋମିଓ ମାନଙ୍କ ଠାରୁ କିଛି ଟଙ୍କା ପାଉଛନ୍ତି ରୋଡ଼ ରୋମିଓ ମାନେ ପୁଲିସ୍ ଙ୍କୁ ହାତରେ ରଖିଛନ୍ତି ନହେଲେ ତାଙ୍କର ଏତେ ସାହସ ହେବନାହିଁ କାହାକୁ ରାସ୍ତା ରେ ଏମିତି କରିବା ପାଇଁ

  • @nilamadhabasamantaray3509
    @nilamadhabasamantaray3509 Месяц назад +51

    କାଛିଆ ମାରି କି ବି ଡୁଟୀ କରୁଛନ୍ତି

  • @saraswatisahoo5171
    @saraswatisahoo5171 Месяц назад +21

    ଆଗ୍ୟା ପ୍ରତ୍ୟେକ ଥାନାରେ ପୁରୁଷ ଓ ମହିଳା ପୋଲିସ ମାନେ ଏଭଳି ରଙ୍ଗିନ ପୋଷାକ ପିନ୍ଧିକି ଆସୁଛନ୍ତି। ସରକାର ଆଉ ଏମାନଙ୍କୁ ଖାକି ପୋଷାକ ଦିଅନ୍ତୁ ନାହିଁ ରଙ୍ଗିନ ପୋଷାକ ପିନ୍ଧିବାକୁ ଦିଅନ୍ତୁ ।

  • @swadhikarbetaj3768
    @swadhikarbetaj3768 Месяц назад +19

    ସଠିକ ମନ୍ତବ୍ଯ ଆପଣ ଦେଉଛନ୍ତି ସାର୍

  • @arlinakerketta399
    @arlinakerketta399 Месяц назад +7

    ଓଡ଼ିଶାର ପୋଲିସ ମାନଙ୍କ ବଦଳରେ army ମାନଙ୍କୁ ଦିଆଯାଉ ସାର୍ ।

  • @gangadhardash3430
    @gangadhardash3430 Месяц назад +55

    ଇଂରଜ ସମୟରେ ହାଫ ପ୍ୟାଂଟ
    Uniform ଥିଲା !!

    • @pradeepkumarpanda7626
      @pradeepkumarpanda7626 Месяц назад +1

      Setebele kahinki, 1980-85 parjyanta constable mane pindhuthile dress code anujayee.

    • @GaneshMajhi-i7q
      @GaneshMajhi-i7q Месяц назад +1

      Bhai traning bele sikheichhanti😂

  • @satyasankar1
    @satyasankar1 Месяц назад +25

    Sir, ଏଭଳି Police ବାଲା ଙ୍କୁ ପୁଣି କିଛି ବଡ ବଡ଼ିଆ Police officer ଏବଂ ମୁର୍ଖ ଲୋକ, Support କରୁଛନ୍ତି।
    ସେହି ଲୋକମାନଙ୍କ Family ଯେତେବେଳେ Police ଦ୍ଵାରା ଏଭଳି ନିର୍ଯ୍ୟାତିତ ହେବେ, ସେତେବେଳେ ସେମାନେ ଠିକ୍ ଜାଣିପାରିବେ।
    ଆପଣଙ୍କୁ ସାର୍ ଅନେକ ଅନେକ ଧନ୍ୟବାଦ, ଆପଣଙ୍କ ଭଳି ଗୁଣି ଲୋକ ରାଜନୀତି କୁ ଆସିଲେ, ସମାଜର ମଙ୍ଗଳ ହେବ।
    ସେ ମହିଳାଙ୍କ କଥା ଶୁଣି ମୁଁ ହତବାକ ହେଇଗଲି, ମୁଁ ନିଜେ Trauma ରେ ଅଛି, ଶେଷରେ କହୁଛି ଏଭଳି ରାକ୍ଷସ Police ମାନଙ୍କୁ ତୁରନ୍ତ ବରଖାସ୍ତ କରି ,ଆଜୀବନ କାରାଦଣ୍ଡ ଦିଆଯାଉ, ତା ହେଲେ ଏମାନେ କିଛି ସୁଧୁରି ପାରନ୍ତି। ଧନ୍ୟବାଦ ସାର୍।

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ Месяц назад +46

    ମାଗଣାରେ କେତେଟା ପଇସା ପାଇ ଡକ୍ଟର ମାଡ ଖାଉଛନ୍ତି, କେତେଟା ପଇସା ପାଇ ଡକ୍ଟର ବୋଲି ମହାନ ଆଖ୍ୟା କୁ ହରଉ ଛନ୍ତି

  • @hrusikeshmallik3221
    @hrusikeshmallik3221 Месяц назад +18

    ଏ କି ନ୍ୟାୟ ?? ଏ ସରକାରଙ୍କ ପାଇଁ ଓଡ଼ିଶାର ଭବିଷ୍ୟତ ନଷ୍ଟ

  • @sanjaytripathy9675
    @sanjaytripathy9675 Месяц назад +47

    ବିଗତ ସରକାରଙ୍କ ଅମଳରୁ ଏ ଡ୍ରେସ କୋଡ ହେଇଛି।

  • @samarmohapatra-jr3ne
    @samarmohapatra-jr3ne Месяц назад +11

    ରାଜଧାନୀରେ ବଡ଼ ବଡ଼ କତୃପକ୍ଷ ଥାଇ ମଧ୍ୟ ଥାନାରେ ବିନା କ୍ୟାମେରାରେ ନାଇଟି ପିନ୍ଧି କବାଟ କିଳି ବସି ଅଭିଯୋଗକାରୀଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେଇ ତୁରନ୍ତ କୋର୍ଟ କୁପଠାଇ ପୋଲିସ କହିବାକୁ ଚାହେଁ, ଯେ ରାତିରେ କେହି ସାହାର୍ଯ୍ୟ ପାଇଁ ଥାନାକୁ ଆସିଲେ ଗିରଫ କରିବା ସହିତ ହାତ ଗୋଡ ବାନ୍ଧି ଅର୍ଦ୍ଧଉଲଗ୍ନ କରାଯାଇ ଦାନ୍ତ ଭାଙ୍ଗି ମାଡ଼ ଦିଆଯିବ

  • @bharatratnasahoo4309
    @bharatratnasahoo4309 Месяц назад +7

    ଧନ୍ୟବାଦ ସାର ବହୁତ ଭଲ ଲାଗିଲା ଆପଣଙ୍କ ବିଚାର।

  • @mr.sanjayinformationdiscov3282
    @mr.sanjayinformationdiscov3282 Месяц назад +10

    ଆମ ଡେପୁଟି CM ମହିଳା ହେଇ ମଧ୍ୟ ଏ ବିଷୟରେ ଚୁପ କାହିଁକି,,, ଏ କି ମହିଳାଙ୍କୁ ସଂମାନ?????

  • @ranjanjena2550
    @ranjanjena2550 Месяц назад +10

    Police ବିଭାଗ ହେଉଛି ସରକାରୀ ସିକୃତି ପ୍ରାପ୍ତ ଅପରାଧ ବିଭାଗ (ଗ୍ୟାଙ୍ଗ) ଯେଉଁଠି ଅନେକ ଗୁଣ୍ଡା, ହତ୍ୟା ଅପରାଧୀ, ଧର୍ଷଣ କରୀ ରହିଛନ୍ତି ଯାହା କେବଳ ଏହି ଘଟଣା ନୁହେଁ ଅନେକ ସାଧାରଣ ଲୋକଙ୍କ ସହ ଘଟିଥିବା ଘଟଣା ରୁ ଅନୁଭବ ହେଉଛି

  • @basantarout9538
    @basantarout9538 Месяц назад +12

    ଥାନା.. ଥାନା ହେଇକି ନାହିଁ ଆଜ୍ଞା..ଏଗୁଡା ବିଜେଡି ବାଲା ଙ୍କ ପାଦ ଚଟା କୁକୁର ଦଳ ଥିଲେ ଦିର୍ଘ 24 ବର୍ଷ କର୍ମଚାରୀ ମାନଙ୍କର ଯେତେବେଳେ ଯାହା ଇଚ୍ଛା ହେଲା କରି ପାରିବେ.. ସେମାନଙ୍କୁ କୋଉ ଦଣ୍ଡ ମିଲୁଛି କେବଳ ଆମେ ଦେଖିବା ବାକି ରହିଚି.. I hate all police staff.. ଛି ଛି କଳଙ୍କ ହିଁ କଳଙ୍କ

  • @SudhirkumarPatra-mt6lj
    @SudhirkumarPatra-mt6lj Месяц назад +10

    ଏପରି police ମାନଙ୍କୁ ଚାକିରି ରୁ ବାହାର କରିଦେବା ଉଚିତ ଏବଂ arrest କରିବା ଦରକାର।

  • @benudharpradhan4323
    @benudharpradhan4323 Месяц назад +4

    ନାଇଟି ପିନ୍ଧି ଥିବା ମହିଳା police କୁ jail ପଠାଯାଉ

  • @RanjanKumar-mx1ki
    @RanjanKumar-mx1ki Месяц назад +38

    Right sir ଓଡିଶା ରେ କଡା cm ଦରକାର like ଅପରାଜିତା madam

    • @pjtoptechnology2656
      @pjtoptechnology2656 Месяц назад

      Jiye b rahu are tamaku b karidele CM tame b silent rahiba karana sabu adu dekhi chanhi kama karibaku pade are esabu se buchachoda nabin sikheijaichi

    • @jibanjyotiroul6053
      @jibanjyotiroul6053 Месяц назад

      Ebe aau kn achhi sabu sarigala DELHI wala jaha kahibe odisha re seia haba aagaru pandian katha re chalithila ebe Delhi re thiba neta maananka dwara

    • @udaynathray4251
      @udaynathray4251 Месяц назад

      Admitted your opinion 😊

  • @nabakishoresubudhi2647
    @nabakishoresubudhi2647 Месяц назад +32

    ଦୁଇ ଡାକ୍ତରଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁକରି ଗିରଫ କରାଯାଉ.....

  • @Maahi-mx3eu
    @Maahi-mx3eu Месяц назад +16

    ନାଇଟି ଲୁଙ୍ଗି ପିନ୍ଧିଥିଲେ ସବୁ କାମ ଜଲଦି।

  • @Deepak-wi5oe
    @Deepak-wi5oe Месяц назад +24

    North Korea leader Kim Jong ଭଳିଆ ଫାସି ଦଣ୍ଡ ଦେବା ଦରକାର ଏ ଭଳିଆ ପୋଲିସ ମାନଙ୍କୁ ଓଡ଼ିଶା ସରକାର ଏଥିରେ ପଦକ୍ଷେପ୍ ନେବା ଦରକାର

  • @Priyali1234
    @Priyali1234 Месяц назад +21

    Night Pindhile Besi Parishrama Karibaku Padibani.

  • @MSahoo-su2th
    @MSahoo-su2th Месяц назад +8

    Non uniform police ମାନଙ୍କୁ jitna jaldi ହୋ sake କାର୍ଜରୁ ବହିଷ୍କାର କରନ୍ତୁ। ନୋହିଲେ ନେଡି ଗୁଡ଼ କହୁଣୀକୁ ଲମ୍ବିଯିବ।

  • @ManashRanjanMishra-q2r
    @ManashRanjanMishra-q2r Месяц назад +28

    Thik kahile apana❤❤

  • @basantakumarpanda9022
    @basantakumarpanda9022 Месяц назад +7

    କ୍ଷମତା କିଛି ନିମ୍ନ ମାନସିକତା ଧାରି ବ୍ୟକ୍ତିକୁ ସସ୍ଵେଛାଚାରୀ କରିଦେଇଥାଏ ।

  • @purandarmahanta4825
    @purandarmahanta4825 Месяц назад +3

    ନାଇଟି ଟେକି ଗି ହା ଖାଉଛି ରାତିରେ ଥାନା ଭିତରେ ତାକୁ ସୁବିଧା ହଉଛି

  • @DwarikanathNayak-y9n
    @DwarikanathNayak-y9n Месяц назад +2

    ସାର ନମସ୍କାର 🙏🙏🙏 ସରକାର ଠିକ ପଇସା ଦେଉଛନ୍ତି ଥାନାକୁ ପେଟ୍ରୋଲିଙ୍ଗ କରିବା ପାଇଁ , କିନ୍ତୁ ବାବୁମାନେ ପେଟ୍ରୋଲିଙ୍ଗ ଯେତିକିଥର କରିବା କଥା ସେତିକିଥର ନକରି ଥାନାରେ ଅୟସ କରିବେ , ଡିଜେଲ ଖର୍ଚ୍ଚ ଟା ପକେଟ କୁ ଆଣି ସଖାଳୁ ପରିବା କିଣି ଘରକୁ ନେବେ

  • @apartibehera6122
    @apartibehera6122 Месяц назад +6

    ଆମ ଗାଁ ନିକଟ ଥାନା ରେ ଦିନ ବେଳା ଲେଡି ପୁଲିସ ଦିନ ତମାମ ନାଇଟି ଡ୍ରେସ୍ ପିନ୍ଧି ବସୁଛନ୍ତି।

  • @basantakumarpanda9022
    @basantakumarpanda9022 Месяц назад +6

    ବଡ଼ ଅଧିକାରୀ ମାନେ ଥାନାରେ ଥିବା ବିବାଦିତ ଅଫିସର ଙ୍କୁ ଅର୍ଥ ଲୋଭରେ ସାହାଯ୍ୟ କରିବା ରୁ ପୋଲିସ ବିଭାଗରେ ଏପରି ସ୍ଥିତି।

    • @rnayak4u
      @rnayak4u Месяц назад

      Right. How many senior officers are honest? If boss is not honest, how you expect from his subordinates.

  • @pradiptarout4070
    @pradiptarout4070 Месяц назад +6

    ସମାଜରେ ଯଦି କ୍ରାଇମ ହେଉଛି ସେଥିପାଇଁ ପୋଲିସ ଦାୟୀ

  • @ARABINDAMAHARANA-rk9dd
    @ARABINDAMAHARANA-rk9dd Месяц назад +3

    ସରକାରଙ୍କ ପାଖରେ ବ୍ୟାଗ୍ ବାଣ୍ଟିବାକୁ ଟଙ୍କା ଅଛି

  • @Trilochan111Rana
    @Trilochan111Rana Месяц назад +4

    1st DG sir ଙ୍କୁ suspend କରାଯାଉ

  • @satyabratasethi444
    @satyabratasethi444 Месяц назад +6

    ଓଡ଼ିଶାର ଅଧିକାଂଶ ଥାନାରେ ଏମିତି ହିଁ ରୁହନ୍ତି ରାତି ଡ୍ୟୁଟି ରେ ଥିବା ଷ୍ଟାଫ ମାନେ

  • @chhayakanta7328
    @chhayakanta7328 Месяц назад +16

    Right katha sir

  • @aryabhuminewspaper1851
    @aryabhuminewspaper1851 Месяц назад +3

    ଏହା ପୋଲିସ ଥାନାବାବୁ ମାନଙ୍କର ଦୈନଦିନ ଅଭ୍ୟାସ

  • @ajaybadjena6799
    @ajaybadjena6799 Месяц назад +12

    ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ବିଭାଗର ଦାୟିତ୍ବ ଥିବା ମୂଖ୍ୟ ମନ୍ତୀ କଣ ପାଇଁ କାଳକ୍ଷେପଣ ନିତୀ ଗ୍ରହଣ କରୁଛନ୍ତି,କଣ ପାଇଁ କି,

  • @kailashrauth9433
    @kailashrauth9433 Месяц назад +4

    Good question sir
    We salute you

  • @PriyabrataBehera-f5w
    @PriyabrataBehera-f5w Месяц назад +6

    ଲେଡି ପୁଲିସ ନାଇଟ୍ ଡ୍ୟୁଟି ରେ ନାଇଟ ପିନ୍ଧିବାର କାରଣ . ( ..........) ଖାଇବାର ସୁବିଧା ହେବ .
    ( ଶୂନ୍ୟସ୍ଥାନ ପୁରଣ କରନ୍ତୁ )

  • @pramodjhankar9720
    @pramodjhankar9720 Месяц назад +5

    ପୋଲିସ ଉପରେ ଆଉ ଭରସା ନାହିଁ

  • @RajibPradhan-g9n
    @RajibPradhan-g9n Месяц назад +2

    ବହୁତ ଭଲ ପ୍ରଶ୍ନ,? ଥାନାରେ ନାଇଟ ହାପ୍ପେଂଟ

  • @PradipRout-hy6mw
    @PradipRout-hy6mw Месяц назад +15

    Right sir

  • @sisirBuda-id4dp
    @sisirBuda-id4dp Месяц назад +2

    ଏହା ବୋଧେ ପୂର୍ବତନ ସୁନ୍ଦର ଗଡ଼ ଜିଲ୍ଲା ପାଳ ବିଜୟ କୁମାର ପଟ୍ଟନାୟକ, ଯଦି ହୋଇଥାନ୍ତି ତାହେଲେ ମୋର ଆନ୍ତରିକ ସମ୍ମାନ ଜଣାଉଛି, ଯାହା ଦାବି jatartha🙏

  • @BabulaBenya-w3w
    @BabulaBenya-w3w Месяц назад +5

    I love u... sir.. Right kahila

  • @BimbadharMangaraj
    @BimbadharMangaraj Месяц назад +3

    ଦେଶକୁ ଭଗବାନ ଭରଷା

  • @jitendrasahu1942
    @jitendrasahu1942 Месяц назад +3

    ମୁଖ୍ୟମନ୍ତ୍ରୀ ମୁଖ୍ୟଦାୟୀ
    ପ୍ରଶାସନ ମୁଖ୍ୟ ଅଭିଯୁକ୍ତ,
    ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଖଳନାୟକ, ରାଷ୍ଟ୍ରପତି ପ୍ରଯୋଜକ, ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶନାରେ,

  • @Rahul_B10-u8l
    @Rahul_B10-u8l Месяц назад +2

    ସୁଭଦ୍ରା ଟଙ୍କା ଫେରେଇବେ କ'ଣ? ଟଙ୍କା ଆସିନି ବୋଲି କାନ୍ଦୁଛନ୍ତି।ଯାହା ବି ରାଜ୍ୟର ଅବସ୍ଥା , ତାଙ୍କର ଟଙ୍କା ଦରକାର।

  • @kunmun9983
    @kunmun9983 Месяц назад +12

    Where is the CM mohan majhi?

  • @santoshpadhan2882
    @santoshpadhan2882 Месяц назад +2

    ନାଇଟି ନ ପିନ୍ଧି ଖାଲି ଦେହରେ ବସି ଥିଲେ ବାଟ ଘାଟରେ ସାଧାରଣ ଲୋକଙ୍କୁ ଏହି ଦିନ ଦେଖି ବାକୁ ମିଳିବ ନାହିଁ । ତେଣୁ ସରକାର ଙ୍କୁ ଗୋଟିଏ ଅନୁରୋଧ ଥାନାରେ ବିନା ଡ୍ରେସ୍ ରେ ଡିଉଟି କରିବା ପାଇଁ ଅନୁମତି ଦିଆଯାଉ । କାରଣ ରୋଡ ରୋମିଓ ଥାନା ରମିଓ ହୋଇଯିବେ ।

  • @SusantakumarSwain-t1h
    @SusantakumarSwain-t1h Месяц назад +6

    Justice for Ankita

  • @saratmishra7100
    @saratmishra7100 Месяц назад +3

    Correct statement.

  • @surjyasamanta6961
    @surjyasamanta6961 Месяц назад +4

    ଗରମ ହେଉଛି ଆଉ କଣ କରିବେ।

  • @saismita993
    @saismita993 Месяц назад +4

    Sir please keep in fighting for helpless people

  • @prafullasahoo1199
    @prafullasahoo1199 Месяц назад +3

    Congratulation ,Bijaya Babu.

  • @susantamohapatra908
    @susantamohapatra908 Месяц назад +1

    Thank you sir

  • @shishirranjanlenka.399
    @shishirranjanlenka.399 Месяц назад +8

    You are absolutely right sir.

  • @Odisha-i6r
    @Odisha-i6r Месяц назад +1

    ଥାନା ତାଙ୍କ ବାପାଙ୍କର ହୋଇଛି ପୋଲିସ୍ ମାନଙ୍କର ମନ ମୁଖୀ ଶାସନ

  • @JyotshnamayeeNayak-j1d
    @JyotshnamayeeNayak-j1d Месяц назад +7

    100%right🙏🙏

  • @jitendersahu8468
    @jitendersahu8468 Месяц назад +1

    ମୋହନ ମାଝୀ ଅଯୋଗ୍ୟ ଲାଗୁଚି

  • @samantkumar3883
    @samantkumar3883 Месяц назад +5

    How disgraceful?

  • @nabakishorelenka1915
    @nabakishorelenka1915 Месяц назад +1

    ସେ ବଦମାସ୍ ପୋଲିସ ଅଧିକାରୀ ଙ୍କୁ ପବ୍ଲିକ ମାନଙ୍କ ସାମ୍ନା କୁ ଛଡା ଜାଉ। ଜନତା ସେ ଶଳା ଅଫିସର କୁ ଦଣ୍ଡବିଧାନ କରିବେ

  • @arabindapadhi8367
    @arabindapadhi8367 Месяц назад +5

    Thanku bijyababu I support u

  • @FsuajaagHsiavavv
    @FsuajaagHsiavavv Месяц назад +1

    ଧନ୍ୟବାଦ ସାର

  • @kishorechandrapattnaik725
    @kishorechandrapattnaik725 Месяц назад +5

    Right

  • @rkg1962
    @rkg1962 Месяц назад +1

    ଥାନାରେ ପୁଲିସ କୁ ଯଦି ବିଭାଗୀୟ ପୋଷାକ ପିନ୍ଧିବାକୁ ଇଚ୍ଛା ନାହିଁ ଚାକିରି ରୁ ଇସ୍ତଫା ଦେଇ ଦେବା ଭଲ।

  • @kunmun9983
    @kunmun9983 Месяц назад +6

    Finally someone speaking the right thing...

  • @satyavusansahoo6447
    @satyavusansahoo6447 Месяц назад +1

    You are the jewel of odisha
    Your points are genuine

  • @nilamanikar954
    @nilamanikar954 Месяц назад +3

    ଭରତପୁର ଥାନା କେଶ ରେ ମୁଖ୍ୟମନ୍ତ୍ରୀ ଓ ଘରୋଇ ମନ୍ତ୍ରୀ ଭାବରେ କଣ କାର୍ଯ୍ୟାନୁଷ୍ଠନ ନେଇଛନ୍ତି।ବିଜେପି ସରକାର ଆସିବା ପୂର୍ବରୁ ବଡ ବଡ କଥା କହୁଥିଲେ ମୋହନ ମାଝି ଏବେ କାହିଁ କାର୍ଯ୍ୟାନୁଷ୍ଠାନ

  • @Mrrp56
    @Mrrp56 Месяц назад +2

    Night kain
    Gote ଗାମୁଛା ପିନ୍ଧି ବସିଲାଣି
    ଥାନାକୁ ନିଜ bed room ବୋଧେ ଭାବୁଚି

  • @d.jayadevdora9063
    @d.jayadevdora9063 Месяц назад +5

    Police station hin uteidia😂 police not right for people 😅 police kebala neta mantri mananka pain , eha hin nirat satya😅😅

  • @prasantakumarpadhi4399
    @prasantakumarpadhi4399 Месяц назад +1

    ଏ ଗୁଡ଼ିକୁ senior officers ମାନେ ଦେଖିବା କଥା। କିନ୍ତୁ monitoring ନାହିଁ।

  • @sashibhubannaik7030
    @sashibhubannaik7030 Месяц назад +1

    You are correct sir.

  • @santoshpadhan2882
    @santoshpadhan2882 Месяц назад +2

    ରୋଡ ସାଇଟ୍ ରୋମିଓ ।
    ସବୁ ପୋଲିସ ର ଲୋକ।

  • @laxmidharbarik5867
    @laxmidharbarik5867 Месяц назад +2

    ସେ ଲେଡୀ ଅଫିସର ଭାଭିଛି ସେଇଟା ପୋଲିସ୍ ଷ୍ଟେସନ ନୁହଁ ସେଇଟା ତା bedroom

    • @melisha4236
      @melisha4236 Месяц назад

      Mishra ku panda sahoo...

  • @PALAKPANDA2015
    @PALAKPANDA2015 Месяц назад

    ଜୟ ଜଗନ୍ନାଥ. ପିଚାର ବଳମୁଳି ଭାରିଛି

  • @gajendramajhi3718
    @gajendramajhi3718 Месяц назад

    ସବୁ ପୋଲିସ ବାବୁ ମାନଙ୍କର ଭୁଲ ଯୋଗୁ ଏ ପରି ଘଟଣା ଘଟିଛି

  • @MNMP2024
    @MNMP2024 Месяц назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିବା ଆବଶ୍ୟକ ! 🙏

  • @rasmikantabehera4515
    @rasmikantabehera4515 Месяц назад

    ଅତି ଉତ୍ତମ sir 👍 right

  • @ratnakarbehera1023
    @ratnakarbehera1023 Месяц назад +2

    Ek dam right katha ,sir

  • @krushnachandradash1949
    @krushnachandradash1949 Месяц назад

    ଜୟ ଜଗନ୍ନାଥ
    ସରକାର ବଦଳିଛି କିନ୍ତୁ ସାଶନ ର ପରିବର୍ତନ ହୋଇନାହିଁ ? ଏହା ବଡ଼ ଦୁଃଖ ଓ ପରିତାପର ବିଷୟ।
    କୃଷ୍ଣଚନ୍ଦ୍ର ଦାଶ
    ଆବାହକ -ବିଶ୍ବଗୁରୁ ସନାତନ ସଂଘ

  • @sumitchandra503
    @sumitchandra503 Месяц назад

    Bohut Sundar sir.....emiti pratibad darkar

  • @GaneshPrasadMishra-zl4le
    @GaneshPrasadMishra-zl4le Месяц назад +2

    Sabu thanare khata seja pkei dia. Babu manankara subidha haba. Jay jagannath.