Don't worry, everything will be alright because ଆମ ପିପିଲି ବିଧାୟକ ଅଛନ୍ତି ନା, ସେ ଏଥିପ୍ରତି ନିଶ୍ଚିତ help କରିବେ and ସୁସ୍ଥ କରିବା ର ପଦକ୍ଷେପ ନେବେ, ଏହା ଆମର ଦୃଢ଼ ବିଶ୍ୱାସ ଅଛି, please help and save her sir 🙏🙏🙏🙏
Hee prabhu jagannath rakhya kara ye jhia ku..govt ku request jaldi help kara semnka family ku...biswash rakha jagannath nka upare bhauni tme sure bhala heijibo..jay jagannath 🙏
କି କରୁଣ ଦୃଶ୍ୟ,ହେ ଭଗବାନ ଏକି ତୁମର ଲୀଳା ।ଜୟ ଜଗନ୍ନାଥ ଜୟ ମାଆ ତାରିଣୀ।
Jai jogaisawar baba
Bhii mu bii akomoto bhii 🙏🏻🙏🏻🙏🏻🙏🏻🙏🏻🙏🏻
ଅତ୍ୟନ୍ତ ଦୁଃଖଦାୟୀ। ଏହା ହିଁ ତ ନିୟତି। ଏମିତି କିଛି ଦୃଶ୍ୟ ସତରେ ହୃଦୟକୁ ଥରେଇ ପକାଏ। ଆଖିରେ ବନ୍ୟା ଆଣେ। ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ତାଙ୍କୁ ସୁସ୍ଥ କରିଦେବାକୁ। 🙏🙏
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏଲେ ଦୁଃଖ ଭୋଗୁଥିବା ଲୋକଙ୍କ ପାଇଁ ପ୍ରଶାସନର ଆଖି ପଡ଼ୁନି
Sata kahichanti Bhai
Sata kahicha bhai🙏🙏
ଏଭିଲୋକମାନକୁ ଦେଖିଲେ ମତେ ବେଶି ଦୁଖ ଲାଗୁଛି
Hm Bhai , ODISHA ra neta mane jemiti prasasana bi semiti.garib mankara dukha dekha jay nahi
Right 😭😭😭😭
ଆମେ ଭଗବାନ ଙ୍କ ଠାରେ ଏତିକି ପ୍ରାର୍ଥନା କରୁଛୁ ଯେ ତାଙ୍କୁ ଜଲଦି ଭଲ କରି ଦିଆ 🙏🙏
ଗୁଣି ଗାରେଡ଼ି କୁ କାଟିବା ବହୁତ୍ କଷ୍ଟ ଭାଇ
@@rajibojha8474 hm re Bhai mo bhauni bi emiti heiki marigala see au nai ama pakhare see mora gote boli bhauni 😭😭😭😭😭😭😭😭😭😭😭
ମା ମଙ୍ଗଳା ଏଇ ଝିଅ କୁ ଭଲ କରିଦିଅ ମା 🙏🙏🙏🙏
Maa mangala bhalakaridia🙏🙏
ଗରିବ ଙ୍କ ପାଖରେ OTV ସବୁ ବେଳେ 👌👌👌👌 ଜୟ jaganath 🙏🙏 ଗ୍ରେଟ OTV 🙏
ଆପଣ ଏକା ନୁହଁନ୍ତି..... Otv ର ସବୁଠାରୁ best program... ଏଇ ପ୍ରୋଗ୍ରାମ ରେ ଯେଉଁ ମାନେ ବି ଆସନ୍ତି ପ୍ରାୟ ଅଧିକାଂଶ case ସମାଧାନ ହୋଇଥାଏ l ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏
ସେ ଭଉଣୀ ପାଗଳ ନୁହଁନ୍ତି ....ସେ କିଛି ମନେ ମନେ ଭାବୁଛି ଯାହାକି ସେ କହିପାରୁ ନାହାଁନ୍ତି । ଏଵଂ ନିଜ କୁ ଭୁଲ୍ ଦେଈ kanduachhanti........ Please God tike help kara se sister nku 🙏🙏🙏🙏🙏🙏
ବହୁତ୍ ଦୁଃଖର କଥା ଦେଖିଲେ ଆମକୁ ବି ବହୁତ୍ ଦୁଃଖ। ଲାଗୁଛି ଭଗବାନ୍ ଦୟା କରନ୍ତୁ ଜୟ ଜଗନ୍ନାଥ
ଭଗବାନ ସବୁବେଳେ ଦୁଃଖିଲୋକ କୁ କାହିଁକି ଏମିତି ଦୁଃଖ ଦେଉଛନ୍ତି।
ଶିଘ୍ର ସୁସ୍ଥ ହେଇଜାଅ ଭଉଣୀ ଏତିକି ପ୍ରଭୁଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା 🙏
111
ତାଙ୍କର ଏଭଳି ଅବସ୍ଥା ଦେଖି ଆଖିରୁ ଲୁହ ଆସିଯାଉଚି ପ୍ରଭୁ ଜଗନ୍ନାଥ ତମକୁ ଶୀଘ୍ର ଭଲ କରିଦିଅନ୍ତୁ🙏
ପ୍ରଭୁ ଜଗନ୍ନାଥ ତୁମକୁ ଶୀଘ୍ର ସୁସ୍ଥ କରନ୍ତୁ,ଜୟ ଜଗନ୍ନାଥ 🙏🙏🙏
😭😭😭😭 ଜୟ ଜଗନ୍ନାଥ
Pravu.daya.karatu.mahima.alekha
❤️❤️❤️🙏🙏🙏🙌
gggggggggggggggggggggggggggggggggggggggggggggggggggggggggggggggggggggggggggggggggggggggggggggg43
I like you 👊
Don't worry, everything will be alright because ଆମ ପିପିଲି ବିଧାୟକ ଅଛନ୍ତି ନା, ସେ ଏଥିପ୍ରତି ନିଶ୍ଚିତ help କରିବେ and ସୁସ୍ଥ କରିବା ର ପଦକ୍ଷେପ ନେବେ, ଏହା ଆମର ଦୃଢ଼ ବିଶ୍ୱାସ ଅଛି, please help and save her sir 🙏🙏🙏🙏
ବୃଦ୍ଧ ବାପା ମା ଙ୍କୁ ଦେଖିଲେ ମଧ୍ୟ ଦୁଃଖ ଲାଗୁଛି. ଆଉ ସେ ଝିଅ କୁ ଭଲ କରିଦିଅ ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ହେ ପ୍ରଭୁ 🙏ଭଲ କରିଦିଅ
🙏 Jay Jagannath 🔔
ook
@@prashantbehera3852 /∆\@∆∆
@0\
/@/PPpL
ପ୍ରଭୁ କାଳିଆ ଠାକୁର ଦୟାକରି ଏଭଳି ଦୁଃଖ ଦିଅନି 😣
ସବୁ ତମ ଭରଷା ରେ ବଞ୍ଚୁଛନ୍ତି ଜଗନ୍ନାଥ ଦୁଃଖ ଦୂର କର 🙏🙏🙏😫🤕💙
ଭଲକରିଦିଅ ପ୍ରଭୁ 😥🙏🏽
🌹ହେ ଭଗଵାନ 🌹
ଗରିବ ଓପରେ, କାହିଁକି ଦାଉ ସାଜୁଛ ପ୍ରଭୁ
ଯେଉଁମାନେ, ଅନ୍ୟାୟ, ଅନୀତି କରୁଛନ୍ତି
ତାଙ୍କର କିଛି ହୋଉନି,,,,,
ସତରେ, ଗରିବ ହୋଇ ଜନ୍ମ ନେବା
ଭୁଲୁ 😭😭😭😭
🙏🙏🙏🙏
ହେ ପ୍ରଭୁ ଏମିତି କାହାର ବି ନ ହଉ ପ୍ରଭୁ ଭଲ କରିଦିଅନ୍ତୁ ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ
This is the News which only otv can telecast this is the ethics and morals of otv, I love you otv
ଭଲ କରିଦିଅ ଭଗ ବାନ 🙏🙏🙏🙏ଭାରି ଦୁଃଖ ଲାଗୁଚି 😭😭😭😭
ହେ ପ୍ରଭୁ ଜଗନ୍ନାଥ, ତମ କରୁଣା ଅପାର, ପିଲା ଟି କୁ ସୁସ୍ଥ କରିଦିଅ ଭଗବାନ, ତମ ଚରଣ ରେ କୋଟି ବିନତି 🙏🙏🙏🙏🙏
ପ୍ରଭୁ ଜଗନ୍ନାଥ ତାଙ୍କୁ ଶୀଘ୍ର ଭଲ କରନ୍ତୁ, ତାଙ୍କ ପରିବାର କୁ ଭଲ ରେ ରଖନ୍ତୁ
ସମସ୍ତ ଓଡ଼ିଆ ଭାଇ ମାନଙ୍କୁ ଅନୁରୋଧ ଆମେ ସମସ୍ତେ ଏକାଠି ହୋଇ ଯଦି କିଛି ଆର୍ଥିକ ସାହାଯ୍ୟ କରିପାରନ୍ତେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଝିଅଟି ଭଲ ହୋଇ ଯାଆନ୍ତା.
Right 👍
ଏଠି ତେଲିଆ ମୁଣ୍ଡରେ ତେଲ 😭ଜୟ ଜଗନ୍ନାଥ 🙏
Thank u otv epari prayas chaluthibaru
ହେ ଭଗବାନ ଲକ୍ଷ୍ମୀପ୍ରିୟା ଙ୍କୁ ଭଲ କରିଦିଅ 🙏🙏🙏🙏
Thanks OTV for this great help
ଜୟ ଜଗନ୍ନାଥ ହେ ପ୍ରଭୁ ଝିଅଟିକୁ ଶୀଘ୍ର ଭଲ କରିଦିଅନ୍ତୁ।
District Administration should help this family.
ଭଲ କରିଦିଅନ୍ତୁ ଭଗବାନ 🙏♥️♥️🙏🙏
ଭଗବାନ ଏତେ କଷ୍ଟ କାଇଁ ଦିଅନ୍ତି ।ପୁଣି ଯିଏ ଖାଇବାକୁ ପାଉନି ସେଇ ଅଧିକ କଷ୍ଟ ପାଉଛି 🥲
Thanks to media for bringing the matter to light.
🙏🙏🙏🙏🙏😭
@@tikinapanda5233 999oiiiiiiioiioóoiiiiiioioiioiiiiiiiooiiooooioiooó8ooói88i8ioiioi8oooo99
ହେ ମହାପ୍ରଭୁ ଏ ତୁମର କି ଲୀଳା.
ଏତେ ବଡ଼ ଦୁଃଖ ପ୍ରଭୁ ଏ ଗରିବ କୁ କାହିଁକି.
କି ଦୋଷ ଏ ପରିବାର ର ପ୍ରଭୁ.
ରକ୍ଷା କର ମହାପ୍ରଭୁ ରକ୍ଷା କର 🙏🙏🙏
He jagannath 🙏🥺😔 e brudha bapa nku kie sahajya kara please please please please please 🥺
ଝିଅ ସାଥିରେ କିଛି ଘଟିଛି ଯାହା ପାଇଁ ମାନସିକ ଭାରସେୟମ ହରେଇ ବସିଛି କାରଣ ପାଗେଲି କେବେ କନ୍ଦେନି ଭାଇ ବି ଭଉଣୀ ର ଏପରି ଅବସ୍ଥା ଦେଖି ସିଏ ବି ମାନସିକ ଭାରସେୟମ ହରେଇ ବସିଛି ଭଉଣୀ ଯଦି ଠିକ୍ ହୁଏ ତେବେ ଭାଇ ର ବି ଠିକ୍ ହେବାର ଆଶଙ୍କା ଅଛି
ଏ ବଡ ଦୁଃଖଦ ଖବର 😊 ଭଗବାନ ଗରିବ ପ୍ରତି ଏତେ ଦୁଃଖ ଯନ୍ତ୍ରଣା କଣ୍ ପାଇଁ 🙏🙏
Right 😭😭😭
🙏🏼🙏🏼🙏🏼🙏🏼କିଛି କହିପାରିବିନି ଖାଲି ଏତିକି କହିବି ଦୁନିଆରୁ ମାନବିକତା ହଜିଯାଇଛି 😭
God bless you 🙏🙏 ଭଗବାନ ଭଲକରି ଦିଅନ୍ତି
God blessed them.... 🙏🙏
God bless you sis . always stay healthy. it's my always prayer
Tqs
Thank you media bhai mane epari news ku deithibaru
ଅନାଥ ର ନାଥ ଜଗନ୍ନାଥ ତମେ ଏଇ ଭଉଣୀ ଙ୍କୁ ଖୁବ୍ ଶୀଘ୍ର ଭଲ କରିଦିଅ l ଏତିକି ଗୁହାରି ତମ ପାଖରେ ମୋର 🙏🙏l ଜୟ ଜଗନ୍ନାଥ 🙏🙏🙏🙏🙏🙏🙏 l
Jay jagannath god bless you
143
ଏ ପ୍ରଭୁ ଭଲ କରିଦିଅ ଜୟ ଜଗନ୍ନାଥ ତୁମେ ହିଁ ସାହାବରସା🙏
Plz god save this family 😭😭😭
Thanks to OTV.....that's great man....
ହେ ପ୍ରଭୁ ଯିଶୁ ବାପା ଏ ପରିବାରକୁ ତୁମେ sahaajya କର ଜଲ୍ଦି ଭଲ ହେଇଜାନ୍ତୁ
Prayer kara
ଭଗବାନ ତମକୁ ସୁସ୍ଥ କରନ୍ତୁ 🙏🏽 ତମେ ଅତି ଶୀଘ୍ର ଭଲ ହେଇ ଯାଓ
Thanks otv please 🙏 telecasting this type of news and help the poor people
ଭଗବାନ ତାଙ୍କୁ ଜଲଦି ଭଲ କରିଦିଅନ୍ତୁ 🙏🥺ଏପରି ଦୃଶ୍ୟ ଦେଖିହଉନି
Bhal kari deantu bhagwan🙏🙏🙏
Sarkar amo gareeb logo ko maa bhauni upar re tike dhyana dia hay prabhu jaganath amo ku tike daya kro 😢🥺🥺
Please god help me for this family 🙏🙏
Please God help me for this family 🙏🙏🙏🙏🙏🙏🙏
Please god help me for this family 🙏🙏🙏🙏🙏🙏🙏
ଜଗା ରେ ତୁହିଁ ସାହା ଭରଷା ଏମାନଙ୍କର 🙏😭
Jay jagannath swami 🙏🙏🙏
Yaa allha malik hn 😢 sabi ko acha rakha
ପ୍ରଭୁ ଭଗବାନ ଶ୍ରି ଜଗନ୍ନାଥ ତୁମକୁ ସିଘ୍ର ଠିକ୍ କରିଦିଅନ୍ତୁ..... ମୁଁ ଏତିକି ପ୍ରଭୁ ଜଗନ୍ନାଥଙ୍କୁ ପାର୍ଥନା କରୁଛି 🙏🙏🙏...ଏବଂ OTV News Channel କୁ କୃତଜ୍ଞ ଯାପନ କରୁଛି ...Thanks For otv
God bless you sister
ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଭଲ ହେଇଯିବେ ଭଉଣୀ 🙏🙏🙏
Jay maa tarini God bless you
ପ୍ରଭୁ ଜଗନ୍ନାଥ ଏ ଭଉଣି ଟିକୁ ସାହା ହୁଅନ୍ତୁ🙏🙏🙏
ଆଶା କରୁଅଛି ସରକାର ସାହାର୍ୟ୍ଯ କରିବେ ବୋଲି ପ୍ରଭୁ ଜଗନ୍ନାଥ କୁ ମୋର୍ ପ୍ରତୋନା
God bless u this family Jai jagarnath 🙏🙏🙏🙏🙏🙏
Bada kasta lage ae sabu dekhila samayare... Bhagawan mangala karantu... Jai Jagannath 🙏
Thanks OTV for expose this type of case ,,,,
Jay Jagannath 🙏🙏🙏 God bless you...
Jay maa tarini 🙏🙏🙏😢😢😢😢
Jay Jagannath, bhagwan bhala Kari diontu🙏
ଏମିତି ଵି ହେଈପାରେ ଏମିତି କିଛି ଘଟଣା ଯାହା ତାଙ୍କୁ ଆଘାତ ଦେଈଛି ଏବଂ ସେ କହିପାରୁ ନାହାଁନ୍ତି ମନେ ମନେ bhabuchhanti...........
Jay Jagannath MahaPrabhu 🙏🙏🙏
କିଛି ମାନସିକ ଦୁର୍ଘଟଣା ଘଟିଛି କିଛି କହିପାରୁନାହାନ୍ତି ଲକ୍ଷ୍ମୀ ଆଉ ସେ ଭିତରେ ଭିତରେ ରଖି ଚୁପ୍ ହୋଇଯାଇଛନ୍ତି 🙏 ଜଗନ୍ନାଥ ଙ୍କ କୃପାରୁ ସେ ଭଲ ହେଇଯାଉ ସେ ଝିଅ ଟେ 🙏
Jay jagannath 🙏🙏🙏
Oh my god god bless them both brother and 👭sister🙏🙏🙏🙏🙏
Om namah shivay 🙏🙏🙏 Jay maa ramachandi🙏🙏
ପ୍ରଭୁ, ଅତିଶୀଘ୍ର ଆପଣଙ୍କୁ ଭଲ କରିଦିଅନ୍ତୁ।
Hee prabhu jagannath rakhya kara ye jhia ku..govt ku request jaldi help kara semnka family ku...biswash rakha jagannath nka upare bhauni tme sure bhala heijibo..jay jagannath 🙏
Jagannath will blessing you sister get well soon 🙏🙏🙏🙏
JAY JAGANNATH SWAMI 🙏🙏🙏🙏 PLEASE SAVE HIM 🙏🙏
ଏ ଭଗବାନ୍ 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢
Jay Jagannath God may bless you 🙏
Thank you so much otv...
ପ୍ରଭୁ ଜଗନ୍ନାଥ ତୁମକୁ ଭଲ କରିଦିଅନ୍ତୁ 🙏🙏
Thank you 🙏 OTV
Jay Jagannath 🙏🙏
Please pray for Laksmi to Lord Jesus Christ 🙏
Jishu huantu ki alla huantu ki jagannath huantu sabu eka,he prabhu emiti dukha satru ki bi nadiantu
Emti paribaar nku govt ghara tia aga jogeidele bhala huanta 🙏Jai Jagannath
ମୁଁ ହୃଦୟରୁ କହୁଛି 🙏ମୋଦି ସରକାର.... ଜାଗାରେ ମୁଁ ଥିଲେ ମୁଁ ଏମାନଙ୍କୁ ସାହାଯ୍ୟ କରିଥାନ୍ତି....🤔🤔କଣ ଆଉ କରିପାରିବା ସବୁ ସେଇ ଭଗବାନଙ୍କ ଇଚ୍ଛା......
God bless you maa Saraswati
ଅସହାୟ ଯିଏ ଦୁଃଖ ରେ ଅଛନ୍ତି ..ଭଗବାନ ତାଙ୍କୁ ଆହୁରି ସେତେ ଦୁଃଖ ଦଉଚନ୍ତି କିଛି ଦୁସୁନି ସେ ଚକା ଆଖିଆ କୁ ...🙏🏻ହେ ଭଗବାନ ତାଙ୍କୁ ଭଲ କରିଦୀୟ ତାଙ୍କୁ ତମେ ହିଁ ଭରସା ପ୍ରଭୁ।🥺
Jagannath kebe bi sahajya karibeni sey jhia emiti heiki rahiba karana bhagban garibanku dukha dianti
Jay jaganath god bless you 😇 ALWAYS STAY HAPPY 😊
Jay jaganntha
ହେ ମହାପ୍ରଭୁ କାଳିଆ ଠାକୁର କୃପା କରନ୍ତୁ ଏ ଭଉଣୀଙ୍କୁ ଭଲ କରି ଦିଅନ୍ତୁ🙏🙏🙏🙏ଜୟ ଜଗନ୍ନାଥ🙏🙏💐💐ରାଧେ ରାଧେ💐💐🙏🙏
O my god I can't believe... Please god please this girl
😭😭
ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲ କରିଦିଅନ୍ତୁ 🥺
God bless you, govt should be taken necessary step.
God bless you sister 🙏 Jay Jagannatha 🙏
Om sai natha🙏
ଟଙ୍ଗୁରୁ ଭୁଂଗୁରୁ ଭଳି ଖବର ପଛରେ ନ ଧାଇଁ ଏମିତି ଖବର ଗ୍ରହଣ କଲେ ଲୋକଙ୍କ ଆଶୀର୍ବାଦ ରହିବ । ହେ ସରକାର ଏମାନଙ୍କ ଦୁଃଖ ଟିକେ ବୁଝିବାକୁ ଅନୁରୋଧ🙏😭😭🇮🇳
She needs a friend and psychological counseling, she might be abused by someone that she can't tell anyone, try to make trust in her
@Dwayne Jacky Suraj ...