I'm just proud of this girl and her independent thought... I salute her courage... She should be given enough scope.. I guarantee, she will bring change one day... Jay jagannath..
Samaja ku dekheiba drkar dekheile Sina kichhi sikhibe ...jau loko mane ninda karuthile jati pratha ku nei semananka muha Abe talaku heijaichi ...no dekheile janibe kemiti Abe bi manabikata banchi rahichi.
ସୁଭଦ୍ରାକୁ ସାହାଯ୍ଯ କରିଥିବା ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ନମସ୍କାର 🙏🙏🙏
Mote tikie subhadra phone pe number debe
plz tanka ghara adrees diantu ame tanku help karibu
Like
ସୁଭଦ୍ରା କୁ ଘୃଣା କରିଥିବା ଗାଁ ଲୋକ ମାନଙ୍କୁ କଣ ଧନ୍ୟବାଦ ଜଣେଇବ ନାହିଁ ?
କି ଧର୍ମଭାବ..!!! କି ଜାତିଭେଦ...!!!
ଧର୍ମ ଏକ ମାନବ ଧର୍ମ।
ଜାତି ଏକ ମାନବ (ସ୍ତ୍ରୀ/ପୁରୁଷ)।
ଧନ୍ୟ ତୁମ ପୂଜା ଅର୍ଚ୍ଚନା। ମାନବ ସେବା ହିଁ ମାଧବ ସେବା ଗୁଣ ଗାଉଛ। ମଣିଷ କୁ ମାନବିକତା ଦେଖାଇ ପାରୁ ନାହଁ। କାହିଁକି ଏ ସବୁ ମତଭେଦ..????🙏🙏🙏
ନିର୍ଲଜ ବ୍ରାହ୍ମଣ ମାନଙ୍କୁ କିଏ ବୁଝେଇବ ?
ଏ ମାନଙ୍କୁ ଜୋତା ମାଡ଼ ମାରିଲେ ଭଲ ବାଟକୁ ଆସିବେ
Very good mama
Sata Katha Bhai 👍🙏
Sarkar ta jati Veda srusti Karu chhanti
@@ସଚେତନନାଗରିକ thik kahicha Bhai
ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଏ ଝିଅଟିର ଚିଠି ପ୍ରତି ଧ୍ୟାନ ଦେଵେ ଏବଂ ନିଜେ ନ ଯାଇ ପାରିଲେ ସେଠାକାର ଲୋକାଲ MLA କିମ୍ବା ବିଭାଗୀୟ ଅଧିକାରୀ ମାନଙ୍କୁ କୁହନ୍ତୁ ସେଇ ଝିଅଟିର ସମସ୍ତ କଥା ବୁଝିବା ପାଇଁ ଏମିତି ବହୁତ ଝିଅ ଅଛନ୍ତି ଯୋଉମାନେ ପାଖରେ ବହୁତ ଭଲ କଳା ଥିଲେ ବି ସେମାନଙ୍କ ପରିସ୍ଥିତି ତାଙ୍କୁ ଉପରକୁ ଉଠେଇ ଦଉନି ସେମାନେ ବଣ ମଲ୍ଲୀ ଫୁଟିକି ଝଡ଼ିପଡ଼ୁଛନ୍ତି...
R8 bro
ବ୍ରହ୍ମପୁର ଦୀପିକା କୁ ନ୍ୟାୟ ଦେବା ପାଇଁ ଟିକେ ମୁଖ୍ୟମନ୍ତ୍ରୀ କୁ ଅନୁରୋଧ କର,
Love in relationship, vailantain day ଭଳି କୁତ୍ସିତ ବିଦେଶୀ ପ୍ରଥା ପାଳନ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କର,
ନ ହେଲେ ଦୀପିକା ଭଳି ଅନେକ ଉଚ୍ଚ ଶିକ୍ଷିତ ହିନ୍ଦୁ ଯୁବକ ଯୁବତୀମାନେ ବିନା ବିବାହ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରିବା,ସନ୍ତାନ ପ୍ରସବ କରିବା ଘଟଣା ଆଗକୁ ବୃଦ୍ଧି ପାଇବ,
ତେଣୁ ବେଳ ଥାଉ ଥାଉ ଏ ଭଳି ପ୍ରଥା ବିରୋଧରେ ଜନସଚେତନତା କରାଗଲେ ବହୁତ ଭଲ ହୁଅନ୍ତା
I'mp
I'm just proud of this girl and her independent thought... I salute her courage... She should be given enough scope.. I guarantee, she will bring change one day... Jay jagannath..
Yes absolutely barsha mam
Good
ଭଉଣୀ ତୁ ଲୋକଙ୍କ କଥା ଶୁଣିବୁନି ତ କର୍ମ ରେ ତୁ ଆଗେଇଚାଲେ ଭଗବାନ ତ ସାଙ୍ଗରେ ଅଛନ୍ତି🙏🙏🙏
You are great little girl. God bless you subhadra .
P
ମଣିଷ ମଣିଷ ର ମନକୁ ଭଲପାଅ.. ସବୁ ମଣିଷ ସମାନ.. ଦୟା କରି 🙏 ଜାତି ଭେଦ ଭାବ ଦୂର କରନ୍ତୁ.. ଏଥିପାଇଁ କିଛି ନିୟମ କାଢନ୍ତୁ ମାନନୀୟ ମୁଖ୍ୟ ମନ୍ତ୍ରୀ
O
You are right
Right sister
Right
ଏକ ନମ୍ବର ଚୋର ହେଉଚି ନବୀନ, ସିଏ କି ସାହାଯ୍ୟ କରିବ
ଶୁଭଦ୍ରାକୁ ସାହାଯ୍ୟ କରୁଥିବା ଲୋକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି.
God bless you,Subhadra!
ସେ ଗାଁ ନାମ କଣ ?
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମ୍ଭେ ମାନବ ସମାଜର ଭାବିବା ଉଚିତ୍ । ଯେତେବେଳେ ଜଣେ ରୋଗୀ କୁ ରକ୍ତ ଦରକାର ପଡେ ସେତେବେଳେ ତ କେହି ଜାତି, ଧର୍ମ, ବର୍ଣ୍ଣ ବିଚାର କରି ନଥାଏ, ହେଲେ ଆଜି ମଧ୍ୟ ଜାତି ବିବାଦ ଲାଗି ରହିଛି। Please sister keep your ambitions..👍👍 great 👍👍
ମୁଁ ସୁନା ଭଉଣୀ ସୁଭଦ୍ରା ଭଉଣୀ ଭଗବାନ ଏମିତି ଖୁସି ରେ ରଖନ୍ତୁ।
🤔🙄
ଟିକେ ଦୀପିକା ଭଉଣୀ ପାଇଁ ଭଗବାନ କୁ କୁହ, ତା ସ୍ବାମୀ ରାଣ୍ଡୁଆ ଦିନେଶ କୁ ସଦବୁଦ୍ଧି ଦିଅନ୍ତୁ, ଭଲରେ ରୁହନ୍ତୁ
ଧନ୍ୟବାଦ୍ ସମସ୍ତଙ୍କୁ...🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏
Please help this innocent girl CM Sir 🙏
ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟ ଭକ୍ତ ଝିଅକୁ ଆନ୍ତରୀକ ସହକାରେ ଯାହାଯ୍ କରୁନ୍ତୁ
Very happy to see her getting helping hands!!🤟🔥🙏
ସାହାଯ୍ୟ କରନ୍ତୁ ଏ ଭଉଣି ଟିକୁ ଦୁନିଆଁ କୁ ଦେଖେଇଲା ପରି ନୁହେଁ ବରଂ ଗୋଟିଏ ସ୍ବାଭିମାନି ନାଗରିକ ପରି 💔💔 ଜୟ ଜଗନ୍ନାଥ 🙏🙏
Salute.. To.. Her. Courage and anxiety.. Towards.. Study, ❤❤
Mind-blowing words
ବହୁତ ଭଲ ରେ ରୁହ ଭଉଣୀ ଭଲ ପାଠ ପଢ ତମ ସ୍ୱପନ ପୁରଣ ହଉ ଜୟ ଜଗନ୍ନାଥ 🙏
ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସବୁ କିଛି ଠିକ୍ ହୋଇ ଯିବ ଭଉଣୀ।🙏🙏🙏
ଭଗବାନ ମାନଙ୍କ ଭିତରେ କଣ ପାଇଁ ଉଚ୍ଚନୀଚ ଭେଦଭାବ କରୁଛୁ ?
କେବଳ ଜଗନ୍ନାଥ କୃପା ନୁହେଁ ମୂର୍ଖ, ସମସ୍ତ ଭଗବାନ ମାନଙ୍କ କୃପାରୁ କହିବା ଶିଖ.
ମୁଁ ଭେଦ ଭାବ କରୁନି ଦେବା ଦେବୀ ଙ୍କୁ
ଆଉ ରହିଲା କଥା ଆପଣ କହିଲେ ମୂର୍ଖ । ତୁ କୋଉ ପଣ୍ଡିତ ତ ମାଘିଆ ଶଳା
ଭଗବାନ କରନ୍ତୁ ତୁମର ସବୁ ଇଚ୍ଛା ପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ। ଦୟା କରି ସୁଭଦ୍ରା କୁ ସାହାଯ୍ୟ କରନ୍ତୁ।
ଏଇ କିଛି ଦିନ ତଳେ ଆମେ ଆଜାଦି ର ୭୫ ବର୍ଷ ଅମୃତ ଉତ୍ସବ ପାଳନ କରୁଥିଲେ ଏଇ ହେଉଛି କଣ ଆଜାଦି ର ଅମୃତ ଉତ୍ସବ ଅଜି ବି ଏଇ ଭାରତ ବର୍ଷ ରେ ଜାତିବାଦ କୁ ନେଇ ପ୍ରଶ୍ନ ଉଠୁଛି ଏଇ କଣ ଆମ ସ୍ଵାଧୀନତା......?
ମାନ୍ୟବର ସରକାର ଙ୍କୁ ଅନୁରୋଧ କି ଏଇ ଜାତିବାଦ ପ୍ରଥା ଆଉ କେତେଦିନ.....?
ଆମେ ଗୋଟିଏ ସଭ୍ୟ ଏବଂ ସୃଜନଶିଳ ସମାଜ ଭିତରେ ବଞ୍ଚିବା କୁ ଚାହୁଁ ଦୟା କରି ଏହାର ନିରପେକ୍ଷ ବିଚାର କରାଯାଉ..!
ବନ୍ଦେ ଉତ୍କଳଜନନୀ
ବିନାଶ୍ରୟେ ନ ବର୍ତ୍ତନ୍ତି କବିତା,ବନିତା ଲତା । ସରକାର ଦୟାଶୀଳ ହେବା ଦରକାର ।
Right 👍
Right kahila 👍👍👍
@@basudevrath3520 ଏ ଭଳି ନିର୍ଲଜ ବ୍ରାହ୍ମଣ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଭଲ ବାଟକୁ ଆସିବେ ମୋର ବିଶ୍ୱାସ
@@ସଚେତନନାଗରିକ Bhai namaku Brahmana matra chandal tharu ahuri hina atanti emane
❤ସୁଭ
ଦ୍ରା ତମକୁ ଇଶ୍ବର ଶକ୍ତି ଦିଅନ୍ତୁ ମା ❤ ତୁମର ଚଲା ପଥ କୁସୁମିତ ହେଉ❤ଜୟ ଜଗନ୍ନାଥ ❤
ଯିଏ ବି ସାହାଯ୍ୟ କରୁଛ ସମାଜ କୁ ଦେଖେଇକି ସାହାଯ୍ୟ କର ହେଲା. ଧନ୍ୟ ରେ
Pura right
Samaja ku dekheiba drkar dekheile Sina kichhi sikhibe ...jau loko mane ninda karuthile jati pratha ku nei semananka muha Abe talaku heijaichi ...no dekheile janibe kemiti Abe bi manabikata banchi rahichi.
@@ANDigital-bk4qu ଆପଣ କଥା ଏକଦମ ଠିକ
I just proud of this girl 👍❤️❤️❤️
ଜଗନ୍ନାଥଙ୍କ କୃପାରୁ ତୁମ ଭବିଷ୍ୟତ ଉଜ୍ଜ୍ୱଳ ହେଉ
ମଣିଷ ପଣିଆ ନିଶ୍ଚୟ ଅଛି । ବହୁତ ଭଲ କାମ ।
#Hebiswsigana
😢😢😢😢😢 god bless u girl...hope u will get all the happiness nd full fill all ur dreams 🥺🙏
ସୁଭଦ୍ରା ଭଉଣୀ କୁ ସାହାଯ୍ୟ କରିଥିବାରୁ ବହୁତ ବହୁତ ଧନ୍ୟବାଦ
God bless u Subhadra...awesome words...
Proud of you legend girl 💗💗 👌👌👌🙏🙏👍👍 please cm sir help this girl
You are powerful girl 🥰🥰🥰🥰 God bless you 🙏🙏👏👏💞
Salute Salute Salute To This Girl
Thankyou all bz all r great ❤️🙏🙏🙏 bz all r help full person God bless you subhadra ..
This is called balasore Power.
Instantly step
ଦୟାକରି ଏ ଛୁଆଁ ଅଛୁଆଁ. ଜାତି ଭେଦ ଭାବ ଦୂର କରନ୍ତୁ...
ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ
ବ୍ରାହ୍ମଣ ଲୋକ ମାନଙ୍କୁ ଜୋତା ମାଡ଼ ଦରକାର, ତା ହେଲେ ଛୁଆଁ ଅଛୁଆଁ ଜାତିବେଦ ଦୂର ହେବ
Right
God bless to her. Om Shanti
ଜୟ 🇮🇳❗🇮🇳 ଜଗନ୍ନାଥ
You are powerful girl'🥰🥰🥰 god bless you sister 🥰🥰🥰
God bless u dear....
ବହୁତ ବହୁତ ଧନ୍ୟବାଦ୍ ସାର୍ ନବୀନ ପଟ୍ଟନାୟକ ଜିଦା ବାଦ୍ ଆମର ହିର ଓଡ଼ିଆ ଶାର ହିରୋ ନବୀନ ବାବୁ ବହୁତ ଭଲ ❤❤❤❤🎉🎉🎉🎉🎉
ସମସ୍ତେ ସାହାଯ୍ୟ କରୁଛନ୍ତି ଶୁଣିକି ଖୁସି ଲାଗିଲା 🤗
Very very thank you little sister
The god bless you 🙏
Thank you OTV FOR THIS NEWS😊
This is kanak news
ଆରେ ଭାଇ ଏଠି ଗୋଟେ ଦିନ help କରିବା ଆଉ ସବୁଦିନ ଭୁଲିଯିବା, ନାଁ
ସେ କେମିତି ସବୁ ଦିନ ପାଇଁ ଚଳିବ ସେ ବେବସ୍ତ ବି କର,
ଆଜି ସାହାଯ୍ୟ କରିବା କାଲିକି ଭୁଲିଯିବା କିଏ କୁଆଡେ ଥିବେ ଆଉ ଦେଖା ଦର୍ଶନ ନଥିବ କାହାର
ଆପଣଙ୍କ ସହିତ ମୁଁ ଅଛି ।ଆପଣଙ୍କୁ ନିଶ୍ଚିତ ଜଣେ ବଡ଼ଭାଇ ଭାବରେ ନିଶ୍ଚିତ ସହଯୋଗ କରିବି
God bless you 👏👏👏
God bless you subhadra.i am proud of you.
jai shriram🙏🙏🙏🙏🙏🙏🙏🙏🙏jai shriram❤️❤️❤️❤️❤️❤️
Respected CM SIR..Please help subhadra..🙏🙏🙏🙏
God bless you sister 🙏
God bless you.
God Bless You Sister 🙏
All people help for the child 🙏
God bless you beta ❤️❤️
God bless her
God Bless you , Sister
I'm proud of you 👏👏👏👏👏👏👏 subhadra♥️♥️♥️♥️♥️♥️
Bohut bohut khushi lagila vouni Khushi re ruha 😭😭❤️
ସତରେ ସମାଜ ରେ ଏହି ଜାତି ,ପ୍ରଥା ଅନୁଯାୟୀ କେତେ ନିରୀହ ଜୀବନ ଦୁଃଖ କଷ୍ଟ ପାଉଛନ୍ତି
ସବୁ ମଣିଷ ର ସମାନ ଅଧିକାର ରହିଛି
ଜାତି ହେଉଛି ପ୍ରକୃତ ରେ ଦୁଇଟି -ମହିଳା ଓ ପୁରୁଷ
ଆଉ କିଛି ନାହିଁ ସବୁ ପ୍ରହସନ
God bless you.CM sir please help the innocent girl.
ଜୟ ଜଗନ୍ନାଥ
OK didi 🙏😭🙏
God bless you Subhadra... 🥰
Jeumaane ei jhia nku help karichhanti taanku bahut bahut dhanyabad 🙏🙏
Very good 🙏🙏🙏
Good bless you brother 🙏🙏🙏
ମୋର ଭଉଣୀ ନାହିଁ ଏ ଭଉଣୀ କୁ ଦେଖିଲେ ଦୁଃଖ ଲାଗେ 😢
Adopt her
#Hebiswsigana
ଜାତି ରହିପାରେ ରକ୍ତ ଏକା ଦୁନିଆ ରେ ସବୁ ମିଳିମିଛି ସଂସାର ଜାତିଅଜାତି ଧର୍ମ ର କଥା ମିଳିମିଛି ଚଳିବା ସମାଜର ମଙ୍ଗଳ ହୁଏ
Believe in Your self, Anything is possible 🙏❤
Ei story dekhiki aakhiru luha aasi jauchi🥺 but ama CM Sir nku bahut bahut dhanya baad🙏
Satare ei dunia re bhagwan boli achanty 🙏🤗 thank you god❤️
Great job brother👍👍👍
God bless you both, ai jiho thik kohuchu jati bisaye re
JAI JAGANNATH
Please god bless this girl' . thanks for our cm sir.really gert person Navin pattnayak sir thank you
You are great sister I'm proud of you 🙏👍
Thank you
Thank you
Great job congratulation to all active volunteers
ଦେଖନ୍ତୁ ସହହୃଦୟ ବ୍ୟକ୍ତି ବହୁତ୍ ଅଛନ୍ତି କିନ୍ତୁ ତାଙ୍କ ପାଖରେ ଖବର ପହଞ୍ଚି ପାରୁନାହିଁ। News ହେଉ କି social media ରେ ବାହାରିଲା ପରେ ସେମାନେ ଜାଣିବାକୁ ପାଉଛନ୍ତି 🙏
Satare duniya re bahut bhala loka achanti...🙏🙏🙏
Plz help this Innocent Girls Cm Sir 🙏
କିଆ ଦେଖେଇ ହଉଛ ସାହାଯ୍ୟ କରୁଛ ଯଦି ଭଲ ରେ କରୁନ ଏବେ ଦେଖେଇ ହାଉଛ ଆଗକୁ କିଏ ସୁଭଦ୍ରା ପଚାରିଲେ କହିବ ଆମେ ଜାଣିନୁ
Very good sister god bless you 🙏🙏🙏🤔👏💯
I salute you sister.God blessings are always with you.i salute your thoughts,i salute your brave.🙏
U_ ❤️ _R CORRECT 😘_💞 SISTER 👍👍 ....!!
Blessed you all... 🙏
Irequest to the honorable chief minister Sri Naveen Patnaik please kindly help poor girl
God bless you subhadra bhagawan tumaku bahut agaku niantu future re tume bahut agaku jao
Caste system bisayere samaste kahibee nahi kintu reservation bisaye sabe kahi bee
ହ୍ରୁଦୟ ରୁ ଧନ୍ୟବାଦ Kanak News 🙏🏻🙏🏻🙏🏻🙏🏻🙏🏻🙏🏻
କନକ ନିଉଜ ଏତେ ପଛରେ ଜାଣିଲା , ପଛରେ ଜାଣିବାର କାରଣ ଟଙ୍ଗୁରୁ ଭୋଳ କୁ ଖୋଜୁଥିଲା ବୋଧେ ।
Thank you all helping sir respect 🙏🙏🙏
ପ୍ରଥମେ ମୋର ସମ୍ବାଦିକ ଭାଇ ମାନଙ୍କୁ , ଶହେ ମୁଣ୍ଡିଆ । ଆଜି ସେ ଝିଅଟି ଜାହା ପାଇଲା , ଆପଣ ମାନଙ୍କ ଲାଗି ହି ପାଇଲା ।
କଣ ବିଦେଶୀ ମଦ ପିଇ ନିଶାରେ ମତାମତ ଲେଖିଛ ସାମ୍ବାଦିକ ଭାଇ ମାନଙ୍କୁ ଶହେ ମୁଣ୍ଡିଆ କଣ ପାଇଁ ?
ସମସ୍ତେ ଭଗବାନ କୁ ମୁଣ୍ଡିଆ ମାରୁଛନ୍ତି
ଦଳ ଗତ ନିର୍ବିଶେଷରେ ଯାହା କରିଛ ବହୁତ୍ ବହୁତ୍ ଧନ୍ୟବାଦ୍..!!..!!🙏🙏🙏
This is our indian...only based on castism...this is our sanatan dharm....we r proud to b Hinduism....
Bohut khusi laguchi.sabu dekhikii
Cm sir please help this innocent girl🙏😔😭😢
Please Kanak news channel mote subhadra sathire katha kareidiantu, mnu taku Mo jhia Kari rakhibi🙏
ନବୀନ କୋଉଠୁ ପଇସା ଆଣିବ ଯେ ସାହାଯ୍ୟ କରିବ.ଗାଁ ଲୋକ ମିଶି ସାହାଯ୍ୟ କରନ୍ତୁ.
Nabin ra paisa nahin tamara besi paisa achhi nabin thu
Sarakar nka pakjaru a jhia pkhaku call jaitjila
@@Alok.1432 ତୁ ଛୋଟ ଛୁଆ
@@pradoshkumar7833 bala na
@@Alok.1432 ରାଜନୀତି ରେ କଣ ସବୁ ଚାଲିଛି ଆଗ ଭଲ କି ଜାଣ.
@@Alok.1432 ତୋର ଅସୁବିଧା କଣ
God Bless U 🙏🙏🙏
ପ୍ରଭୁ ଜଗନ୍ନାଥ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ କେମିତି ଦୁଃଖ ରେ ଦେଖିପାରିବେ,ଜୟ ଜଗନ୍ନାଥ 🙏🙏🙏
Good to see all political parties help subhadra