Visitors Stuck At Middle Of River Nagavali In Rayagada | Rescue Operation On

Поделиться
HTML-код
  • Опубликовано: 15 сен 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Website :- kanaknews.com/
    Instagram :- www.instagram....
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #RiverNagavali #rescueoperation

Комментарии • 652

  • @prasantnaik6473
    @prasantnaik6473 2 года назад +183

    ସରକାରଙ୍କୁ ଅନୁରୋଧ ସଙ୍ଗେ ସଙ୍ଗେ ହେଲିକ୍ୟାପଟେର ନେଇ ଉଦ୍ଧାର କରାଯାଉ ଦୁହି ଜଣଙ୍କୁ 🙏🙏🙏

    • @Sunilk9777
      @Sunilk9777 2 года назад +8

      Perfect line 💯

    • @selfstudy9278
      @selfstudy9278 2 года назад +3

      Daudire asi haba

    • @prasantnaik6473
      @prasantnaik6473 2 года назад +10

      Alreddy ଡ଼ଉଡ଼ିରେ ଉଦ୍ଧାର କରା ହେଲାଣି ଓ ଦୁହିଜଣ ଆଇସାରିଲେଣି ଲ. ଏବେ ସେମାନେ ଠିକ ଅଛନ୍ତି, କିଛି ଅସୁବିଧା ହୋଇନାହିଁ thanks NDRF teem god bless you

    • @suraprasadbehera8503
      @suraprasadbehera8503 2 года назад +1

      right bro

    • @sasmitasahoo2309
      @sasmitasahoo2309 2 года назад +1

      Helicapter sahajya kariparib

  • @prasadmajhi6465
    @prasadmajhi6465 2 года назад +158

    🌅 ସରକାର ପ୍ରତ୍ୟେକ ଜିଲ୍ଲାରେ ହେଲିକପ୍ଟର ଦିଅନ୍ତୁ,ମାଁ ମଝିଘରିଆଣୀ ମାଁ ସାହା ହୁଅନ୍ତୁ🙏🙏🙏

    • @swapnilhembram
      @swapnilhembram 2 года назад +3

      ରାଫେଲ ବିମାନ ଦେବ......

  • @sidharthamishra4318
    @sidharthamishra4318 2 года назад +107

    Arindam ଙ୍କ ଘଟଣାର ପୁନରାବୃତ୍ତି ନ ହେଉ।

  • @amareshamohanty69
    @amareshamohanty69 2 года назад +120

    ସେ ଦୃଶ୍ଯ ସବୁ news channel କହୁଛନ୍ତି । କିନ୍ତୁ helicopter କାହିଁକି ଆସୁନାହିଁ । ବାୟୁସେନାର ସହାୟତା କାହିଁକି ନିଆ ଯାଉନାହିଁ ?

    • @santosh34556
      @santosh34556 2 года назад +3

      Helicopter Khali Bodo neta nko payin

    • @azurbleh
      @azurbleh 2 года назад +2

      Because you need a helipad for it to land besides it requires hell lot of skills to climb into a flying helicopter, bit mistake may end up falling into the water it's way more dangerous than you are thinking duh

    • @bkbutu9801
      @bkbutu9801 2 года назад

      ruclips.net/video/DOaPyuPBcJ4/видео.html.

    • @deeptinaik510
      @deeptinaik510 2 года назад

      Yes your right

  • @odianewstodays
    @odianewstodays 2 года назад +89

    ମୁଁ ବି ଅର୍ଥ କରି କହୁନାହିଁ କିନ୍ତୁ ମୋର କହିବା କଥା ହେଲା ପର୍ଯ୍ୟଟକ ହୁଏତ ଜଙ୍ଗଲରେ ବୁଲନ୍ତି କିନ୍ତୁ ନଦୀ ମଝିରେ କଣ କରୁଥିଲେ ଯେଉଁ ସମୟର ମୌସୁମୀ ବର୍ଷା ଜାରି ରହିଛି, ସେମାନେ କଣ ଲାଇଫ ସର୍ଭାଇଭର୍ ସୁଟିଂ କରୁଥିଲେ ନା ଅଭିଜ୍ଞତା ହାସଲ କରୁଥିଲେ ଏଗୁଡ଼ିକ ଚିନ୍ତା କରିବା କଥା , ଯାହା ବି ହେଉ ସେମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଉ

    • @dkswainvlogs
      @dkswainvlogs 2 года назад +4

      Pagala gote gote thanti 🤪

    • @odianewstodays
      @odianewstodays 2 года назад +3

      @@OD30VLOGMKG ହଁ ପରା ବୁଲା ବୁଲି କରନ୍ତୁ କିଛି କଥା ନାହିଁ କିନ୍ତୁ ସ୍ଥାନ କାଳ ଦେଖିବେ ନା ନାହିଁ ଏବେ ଯେଉଁ ଅସୁବିଧା ହେଉଛି

    • @muktikantaswain5695
      @muktikantaswain5695 2 года назад +2

      Kichhi udhar kariba darkar nahin sevsale Nadi vitaraku kahin jaithile sale ebe nam nio

    • @sashibarik9076
      @sashibarik9076 2 года назад +2

      Right bro

    • @SauravKumar-ck6cr
      @SauravKumar-ck6cr 2 года назад +1

      ରୀଲ ବନେଇବା କୁ ଯାଇଥିଲେ ଏଗୁଡା

  • @sukantpatnaik3187
    @sukantpatnaik3187 2 года назад +77

    ହେଲିକାପଟର ଆଣ ଓଡିଶା ସରକାର ର ଦାଇତ୍ୱ ହୀନ ଭଳି ଲାଗୁଚି....

    • @MSD_FANS579
      @MSD_FANS579 2 года назад +1

      Paisa nahi petrol pai. 😀😀

    • @jkmusicplus999
      @jkmusicplus999 2 года назад +2

      Helicopter personal bike ନୁହେଁ ଯେ ସାଙ୍ଗେ ସାଙ୍ଗେ ପଳେଇବ। ଏଥିରେ ଦାୟିତ୍ଵ ହିନ କିଏ ସରକାର ନା ସେମାନେ?

    • @meera9818
      @meera9818 2 года назад

      @@MSD_FANS579 🧐😂😂

    • @asishnaik402
      @asishnaik402 2 года назад

      @@jkmusicplus999 ta mana tama chahucha samana mari gantu

  • @riteshkumar0121
    @riteshkumar0121 2 года назад +11

    ବହୁତ ବଢ଼ିଆ ଝାଡ଼ା ବାନ୍ତି ରୋଗୀଙ୍କୁ ଦେଖିବାକୁ ଯାଇ ନଈ ମଝିରେ କେମିତି କେମିତି ଲୋକ ଅଛନ୍ତି ।ରୋଗୀ ରୋଗରେ ନୁହେଁ ଆଙ୍କ ଟେନସନରେ ମରିଯିବେ ହେ ଭଗବାନ୍ କିଛି କର

  • @bhalapila3443
    @bhalapila3443 2 года назад +11

    ଭାଷ କହିବାକୁ ଇଛା ହଉଛି ଶଳା ଦେଖୁଛ ମଝିରେ ଫସି ଯାଇଛନ୍ତି ତାକୁ ପୁଣି ଦୌଡ଼ି ପକେଇବା safegurd ଦେବା ବାଳ ହେଲିକେପ୍ଟର ରେ ନବୀନ ବୁଲିବ ଏଥି ରଶି ଲଗେଇ ନଦୀ ମଝିରୁ ଉଦ୍ଧାର ହେବ ବା ବା ତମ ବୁଦ୍ଧି କୁ ଶଳା ସଙ୍ଗେ ସଙ୍ଗେ ହେଲିକେପ୍ଟର ମଗାଅ ଆଉ ଶୀଘ୍ର ଉଦ୍ଧାର କର ମୋ କଥା ରେ କେତେ ଜଣ ଏକ ମତ like କରନ୍ତୁ

  • @jkmusicplus999
    @jkmusicplus999 2 года назад +15

    ଆରେ ଭାଇ କଥାରେ ଅଛି କାଦୁଅ କୁ ଯିବ କାହିଁକି ଗୋଡ ଧୋଇବ କାହିଁକି । ନଈ ଭିତରେ କଣ ପାର୍କ ଥିଲା ବୁଲିବାକୁ ଯାଇ ଥିଲ । ସବୁତ ତ ଖାଲି ସରକାର ର ଭୁଲ ନୁହେଁ ? ନିଜର କିଛି ଭୁଲ୍ ନାହିଁ। ଆଉ helicopter କାହା ବାପାର ନୁହଁ ଯେ ଯିଏ ଯୋଉଠି ଫସିବ। ସଙ୍ଗେ ସଙ୍ଗେ helicopter ଉଦ୍ଧାର ପାଇଁ ପଳେଇବ।

  • @priyasamal5310
    @priyasamal5310 2 года назад +5

    ଆଉ ଅଳ୍ପ କିଛି ଯେବେ ପାଣି ଆସିଯାଏ ଦୁଇ ଜଣ ଭାସିଯିବେ ଆଉ ଜୀବନ ଚାଲିଯିବ ଏ ଦୁଇଜଣଙ୍କୁ ଯେମିତି ବି ହେଉ ଉଧାର କରାଯାଉ

  • @dharitrimishra3442
    @dharitrimishra3442 2 года назад +10

    Arindam Sir nka katha mane padi jauchi😭😭😭😭😭Jaldi udhhar hei jaantu.... Jai maa mangala🙏

  • @pinklipodiavloger8699
    @pinklipodiavloger8699 2 года назад +273

    Helicaptor re anunahanty kn pain

  • @sashibarik9076
    @sashibarik9076 2 года назад +8

    ଆରେ ସେଠି ଲୋକ ମାନେ ଏମିତି କଣ ପାଇଁ ହଉଛନ୍ତି ଯଦି ଗୋଡ ଖସିଯିବ ସେମାନେ ବି ଭାସିଯିବେ so ପ୍ଲଜ଼ ଏମିତି ସେଠି ହୁଅନ୍ତୁନାହିଁ

  • @BioEduLab2023
    @BioEduLab2023 2 года назад +47

    Use helicopter as soon as possible to rescue them.Because it's too hard to rescue by Fireman .So plz government plz rescue the two lives.

    • @sanjivstarpanda4948
      @sanjivstarpanda4948 2 года назад

      Magihan sarkaar bhai ethi kichi nahin helicopter anibe chutiya ga sola sobu

    • @reenasahoo1494
      @reenasahoo1494 2 года назад

      Right

    • @tdz5819
      @tdz5819 2 года назад

      ସରକାର ମଣିଷ ମରିଗଲେ ବି ସେ ଉଣ୍ଡିକି ବସିଥିବେ

    • @Nehasamezingworld
      @Nehasamezingworld 2 года назад

      Right

    • @bsaisirish6044
      @bsaisirish6044 2 года назад

      Flying Helicopters has some protocols. It's not easy as you say.

  • @barunabehera
    @barunabehera 2 года назад +11

    ସେଇ ମୂର୍ଖ କାମ ପାଇଁ ହାତୀ ବଞ୍ଚେଇ ପାରିଲ ନାହିଁ ଅଥଚ ଅନ୍ୟ ମାନଙ୍କ ଜୀବନ ଚାଲିଗଲା

  • @billaxx6700
    @billaxx6700 2 года назад +6

    Please bhagaba amanku banchei dia🙏🙏🙏🙏🙏😭😭😭

  • @muchiramhembram6268
    @muchiramhembram6268 Месяц назад +1

    ବର୍ତମାନ ଉଭୟ ଦୁଇ ଜଣ ପ୍ୟାଣ୍ଟ୍ ସାର୍ଟ ଖୋଲି ଦିଅନ୍ତୁ ପାଣି ଭିଜିଗଲେ ବସ୍ତ୍ର ଉପରେ ଓଜନ ହେବ, ଦରକାର ପଡିଲେ ପହଁରିବା ପାଇଁ ସହଜ ହେବ ଏବଂ ଦେହ ହାଲୁକା ହେବ।

  • @jayjagannathtemple8945
    @jayjagannathtemple8945 2 года назад +31

    ଓଡିଶା ରେ ଉଦାଯାହାଜ ନାହିଁବା ଏଟା ଓରିଶା ଏଠି କୋଉ ସରକାର ର ଆଉକତ ନାହିଁ 😁

    • @bkbutu9801
      @bkbutu9801 2 года назад

      ruclips.net/video/DOaPyuPBcJ4/видео.html.

    • @tapanbehera5924
      @tapanbehera5924 2 года назад

      Mg naveen ki baala karuchhi

    • @srabankumar8037
      @srabankumar8037 2 года назад

      Gandi fuleiki Soithiba Nabin magya

    • @tapanbehera5924
      @tapanbehera5924 2 года назад

      @@srabankumar8037 chhuchaare chief minister😂😁😂

    • @akashmeher9130
      @akashmeher9130 2 года назад

      Are bhai odisa re bahut Kichi nahi just one cricket acedmy au jete achi sabu bekar

  • @mamasoren9356
    @mamasoren9356 2 года назад +14

    Jay Jagannath 🙏

  • @damayantidas5308
    @damayantidas5308 Месяц назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏଇଭଳି ସବୁ ଜାଗାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି ନିହାତି ହେଲିକପ୍ଟର ଯୋଗେ ସମସ୍ୟା ସମାଧାନ କରିହେବ ମୋର ସରକାରଙ୍କୁ ପ୍ରାର୍ଥନା ଗୁହାରି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @laxmanmurmu4020
    @laxmanmurmu4020 2 года назад +2

    ମୂର୍ଖ ମାନଙ୍କୁ ନେଇ ଦୁଇ ମୂର୍ଖଙ୍କୁ ଉଦ୍ଧାର କରିବାର ପ୍ରୟାସ,,, ଦ୍ବିତୀୟ ଗଜରାଜ ଉଦ୍ଧାର,,,

    • @swapnaswapna7219
      @swapnaswapna7219 2 года назад

      Tame ete pathua achha sethi only comments daba kn darakar kn Kari pariba kariki dekhao

  • @swathi3104
    @swathi3104 2 года назад +3

    Bapre ଶୀଘ୍ର ରକ୍ଷା କର late karani 🙏🏻🙏🏻🙏🏻

  • @bishnupriyapanda6672
    @bishnupriyapanda6672 2 года назад +12

    ସରକାର ହେଲିକ୍ୟାପ୍ଟର ଯୋଗେ ସେମାନଙ୍କୁ ଉଦ୍ଧାର କଣ ପାଇଁ କରୁନାହାନ୍ତି, ସେମାନେ ମରିଗଲା ପରେ କଣ ହେଲିକାପଟର ପଠେଇବେ

  • @dibyaranjantripathy6859
    @dibyaranjantripathy6859 2 года назад +2

    Helicopter କିଛି ଦରକାର୍ ନାହିଁ ଗୋଟେ କ୍ରେନ୍ ଆଣି ଦେଲେ ଖେଳ ହେଇ ଯିବ, ଯଦି ସେତିକି ବି ଓଉକାତ୍ ନାହିଁ ତେବେ ଗୋଟେ ଇଲେକ୍ଟ୍ରି ଖୁଣ୍ଟ ପକେଇ ଦେଲେ ବି ସଂସ୍ଥା ଚାଲିବ

  • @Heartless_842
    @Heartless_842 2 года назад +6

    Good job Rayagada police staff and social media... Send all over travel because now rain season so carefully ... Don't take risk

  • @sangitasamantaray7342
    @sangitasamantaray7342 2 года назад +59

    God please help them🙏🙏😇

    • @KunalRout-w4z
      @KunalRout-w4z 2 года назад +2

      O mam God can't help him because God is not here

    • @Sunilk9777
      @Sunilk9777 2 года назад +1

      mam people only can help them....if God real they are not face this type of problem.

    • @KunalRout-w4z
      @KunalRout-w4z 2 года назад

      @@Sunilk9777 we made for face this type of problem it is the nature which created by the god😃

    • @shayarisibublag1229
      @shayarisibublag1229 2 года назад

      @@KunalRout-w4z O

    • @bipracharanparida5516
      @bipracharanparida5516 Год назад

      ​@@Sunilk97770
      9
      🎉

  • @anilsahoo9249
    @anilsahoo9249 2 года назад +6

    Helicaptor re ରୋଗୀ ବୁହାହେବେ କହୁଥିଲେ ନବୀନ ବାବୁ,,,ଏବେ ଏମାନେ kna rogi ନୁହନ୍ତି ।

    • @nirakarjena3699
      @nirakarjena3699 2 года назад

      ଏମାନେ ରୋଗୀ ନୁହେଁ ରେ ଭାଇ ଏମାନେ ନଈ ମଝିରେ upabhogi ❤️👍

    • @SauravKumar-ck6cr
      @SauravKumar-ck6cr 2 года назад

      ରୀଲସ ଉପଭୋଗୀ ଏମାନେ 😂

  • @Charuy2980
    @Charuy2980 2 года назад +4

    Hmn hmm madam ame dekhi paruchhu ki vali vabare dui jana parjyataka nadi majhire fasi rahichhanti... Madam bahut interesting dhanga re news paribesana karuchhanti 🙏

  • @sachidanandanaik7271
    @sachidanandanaik7271 2 года назад +3

    ନବିନ ଯୁଆଡେ ଯିବେ ହେଲିକ୍ୟାପିଟର ନେଇଯିବେ ଏବେ ଜିବନ ଵଂଚାଇବା ପାଇଁ ଏୟାର ଲିପ୍ଟି କରାଯାଉ ।

  • @kishanbehera9993
    @kishanbehera9993 2 года назад +2

    Jay Jagannath swami bless you 🙏🏿❣️

  • @jiturockez8572
    @jiturockez8572 2 года назад +9

    Air left karaoo dui jiban banchijiba 🙏🏼🙏🏼🙏🏼

  • @purbipraska3883
    @purbipraska3883 2 года назад +2

    He maa majhi gouri tame tanku saha huo maa🙏🙏🙏🙏 Bharata sarakara nku Anuradha ki j helkaputor madyamo re kada jau

  • @Nstar111
    @Nstar111 2 года назад +1

    ଅଗ୍ନିସମ ବିଭାଗ କୁ ନ ପଠା ଯାଇ.
    ଯଥାଶୀଘ୍ର ବାୟୁସେନ ବିଭାଗ କୁ ପଠାଇଲେ ଉଚିତ ହେବ
    ନହଲେ ବହୁତ ବଡ଼ ଅଘଟଣ ଘଟିଯିବ.
    ତୁମ news ଟିମ ଠିଆ ହୋଈ news କଲେ କଣ ହେବ.
    କିଛି ହେବନି.
    ତୁମ news owner ଟିକେ ନିଜ ହାତରୁ ଟଙ୍କା ଖଚ୍ଚ କରି
    ହେଲିକପ୍ଟର ରେ ସେ ଲୋକ ଙ୍କୁ ଉଧାର କରନ୍ତୁ
    News ଚାନେଲ ର credit ବଢିବ.

  • @bindusagar9315
    @bindusagar9315 2 года назад +8

    ଲାଇଫ ଜାକେଟ ଯେଉଁ ଠି ପହଞ୍ଚି ପାରିଲା ମଣିଷ କିପରି ପହଞ୍ଚି ପାରିବ ନାହିଁ

  • @raajrajesh8859
    @raajrajesh8859 2 года назад +2

    God protection them god bless you both of you

  • @madhuchhandadalai3921
    @madhuchhandadalai3921 2 года назад +3

    God help them 🙏🙏

  • @swayamshreedas9515
    @swayamshreedas9515 2 года назад +1

    Jay jagannath 🙏

  • @sumankumarnayak1637
    @sumankumarnayak1637 2 года назад +13

    Rescue haegole..... Thanks for all your blessings......& Thank to our Rayagada Firefighters ❤️♥️❤️♥️

  • @SambalpurivlogAk
    @SambalpurivlogAk 2 года назад +5

    Star hele kete belu uddhar huanta but sadharana loka ku kie pacharuchhi😭😭😭😭

  • @baidyarajjaganathodisa6244
    @baidyarajjaganathodisa6244 2 года назад +2

    ପଯ୍ୟଟକ ଦୁଇଜଣ ଅନ୍ଧ ନୁହେ ତ
    ବନ୍ୟାଜଳ କେତେସ୍ପୀଡ୍ ରେ ଆସିଥିଲା କୀ
    ଏମାନଙ୍କୁ ଆସିବାକୁ ସମୟ ମିଳିଲାନି

  • @sambhuluha8919
    @sambhuluha8919 2 года назад +1

    Thank you all staff

  • @biswajitmahakud1360
    @biswajitmahakud1360 2 года назад +7

    ଯେତେଶୀଘ୍ର ସମ୍ଭବଉଧାରକରାଯାଉ

  • @rashmitabastaria9199
    @rashmitabastaria9199 2 года назад +1

    Save them god 🙏🙏🥺🥺

  • @tukunabehera6307
    @tukunabehera6307 2 года назад +3

    Jay maa mangala 🙏

  • @binodtiger5649
    @binodtiger5649 2 года назад +1

    Bahut bhala heichi 👏💪

  • @sarojkumarpaikaray6749
    @sarojkumarpaikaray6749 2 года назад +1

    Jay Jagannath 🙏❤️🙏

  • @dkmdipu736
    @dkmdipu736 2 года назад +1

    Plzz help good 🙏🙏🙏

  • @subhankarsamal6590
    @subhankarsamal6590 2 года назад +2

    Kana tame bahara lokanku help kariki ate prasansa gotaucha nija belaku kichi nahii btw alga kouthi hele ate belaku helicopter asisarantani eia pa odisha athi government paisa kharcha kariba purbaru 100 thara bhabiba...!!

  • @satyadurga1267
    @satyadurga1267 2 года назад +1

    ❤️jayjagannath❤️🙏❤️🙏❤️🙏🙏🙏🙏

  • @surashbehara7516
    @surashbehara7516 2 года назад +1

    Jay jaganatha 🙏🙏🙏

  • @purnimafamilyvlog2423
    @purnimafamilyvlog2423 2 года назад +1

    Jay jagarnath prvu bancheidia🙏🙏🙏🙏🙏

  • @Kalihundi_sankrittana_mandali
    @Kalihundi_sankrittana_mandali Месяц назад

    Hei par bhiu Jay Jagannath j

  • @sasikantasahoo408
    @sasikantasahoo408 2 года назад

    May God team help

  • @amitff6370
    @amitff6370 2 года назад

    Very good sabas ....adhika khatiria

  • @amoslakra9422
    @amoslakra9422 2 года назад +9

    A request to Odisha govt. that please send one helicopter to lift them up. Please don't wait for anything take action to save them.

  • @bijukhadia64
    @bijukhadia64 2 года назад +1

    He prabhu rakhya kara🙏😢

  • @Mohini-p2y
    @Mohini-p2y Месяц назад

    Maa majhigouri maa plz Saha huontu plz maa

  • @dukhutirky3530
    @dukhutirky3530 2 года назад +26

    May God save them 🙏

  • @rameshkuamr6155
    @rameshkuamr6155 2 года назад

    God bless him Jagannath .

  • @madhujena-tn7xi
    @madhujena-tn7xi 2 года назад

    Jay jagannath.....
    Hey maha prabhu rakhta karantu

  • @baijayantirout7874
    @baijayantirout7874 2 года назад

    ଜୟ ଜଗନ୍ନାଥ🙇🧡

  • @girishbalapradhani8142
    @girishbalapradhani8142 Год назад

    God please help them 🙏

  • @enakshisahu8985
    @enakshisahu8985 2 года назад

    Jai Jagannath Swami rakhya Kara Prabhu 🙏🙏🙏🙏🙏🙏🙏🙏

  • @joginathajogi
    @joginathajogi 9 месяцев назад

    Jay jaganatha

  • @joshanadevi2419
    @joshanadevi2419 2 года назад

    Help god

  • @manojbehera7127
    @manojbehera7127 2 года назад +1

    Jay Jagannath

  • @rinabhoi7092
    @rinabhoi7092 2 года назад

    He bhagaban tmku koti namaskar 😭😭😭😭😭 banchei dia

  • @trinathpatra305
    @trinathpatra305 2 года назад +4

    Rescue heigalani without helicopter
    Rescue by FIRE & ODRAF team💪

  • @sonalijena2821
    @sonalijena2821 2 года назад +1

    God please help them

  • @ajitbehera9520
    @ajitbehera9520 2 года назад

    ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ପଠାନ୍ତୁ

  • @sasmitamallick9554
    @sasmitamallick9554 2 года назад

    🙏🙏 He Prabhu rakhya kara 2 Jana nku

  • @preetilifestyle5582
    @preetilifestyle5582 2 года назад +9

    Dangerous situation. Nadi vitaraku Kain jauchanti tourists 😡🤬

  • @Bikramharijan730
    @Bikramharijan730 Месяц назад

    Har Har mahadev 🙏🙏🙏🙏🙏🙏🙏🙏

  • @nirakarjena3699
    @nirakarjena3699 2 года назад +3

    ସେ ଆଗ କହୁ ନଈ ମଝିରେ କଣ ପାଇଁ ରହିଥିଲା 🙄 ପାଣିରେ ପଶି କଣ କରୁଥିଲା.... ଶଳା ତୋରି ପାଇଁ କେତେ staff ହଇରାଣ ହଉଛନ୍ତି...

  • @manoranjanmullick3487
    @manoranjanmullick3487 2 года назад

    ଜୟ ଜଗନ୍ନାଥ

  • @SmitaSethi-e7i
    @SmitaSethi-e7i Месяц назад

    God bless you 😢😢😢

  • @sweeetgirl7890
    @sweeetgirl7890 2 года назад

    He prabhu

  • @hindustanmonisha1206
    @hindustanmonisha1206 2 года назад

    A ବହୁତ୍ normal Achi କିଛି ହେବ ନାହିଁ jai jagannath 🙏🙏👍

  • @readandplay56yt15
    @readandplay56yt15 2 года назад +1

    Save me god please

  • @manjusapatra2251
    @manjusapatra2251 2 года назад +1

    Plz govt help him emti dekhuthiba semane vasijibe daya kari helicapictar aaana midia re hajare thara prachara kale kn heba plz help kara

  • @pinkiharijan4726
    @pinkiharijan4726 2 года назад +1

    God help 🙏🙏

  • @bhabani8748
    @bhabani8748 2 года назад

    Jay jagannath 🙏🙏🙏🙏🙏 rakhya koro prabhu

  • @user-rashmi-c91
    @user-rashmi-c91 Месяц назад

    Waheguru Ji sab ke upar apni Kripa banae rakhna 🙏🙏♥️♥️

  • @padmalochansahu8105
    @padmalochansahu8105 2 года назад

    Jay jagannath swami

  • @dillippradhan996
    @dillippradhan996 2 года назад +1

    God save 🙏 the two.why did they enter there?They didn't think the present situation of rivers.They will enjoy but many people will suffer.
    I hope they will be saved.

  • @pupunidas7933
    @pupunidas7933 2 года назад

    Tanku rasi daudi dia se jore dharikiri asibe jaldi udhara kara duiti jibana banchi jiba ...Prabhu Jagannatha tankara kichhi asubidha na hau prabhu

  • @sandayapala6479
    @sandayapala6479 2 года назад +1

    🙏🙏🙏

  • @kajalgouda7958
    @kajalgouda7958 2 года назад +3

    Ebe ta odisha re barsa lagi Rahiche jani suni emane jaechanti buliba ku

  • @manoramadhaundia2438
    @manoramadhaundia2438 2 года назад +1

    God save him

  • @mamataparida2685
    @mamataparida2685 2 года назад +1

    Now it's 2022 we are seeing flood in odisa very sad but what to do from childhood till end of the life village people are facing difficulties due to flood even Cuttack city with bbsr people

  • @jonyjony9090
    @jonyjony9090 2 года назад

    ,ବର୍ଷା ଦିନେ ଘରେ ରହିବାକୁ ହଉନି ବର୍ଷା ଦିନେ ବୁଲିବାକୁ ପଳାଉଛ

  • @samitajena7746
    @samitajena7746 Месяц назад

    Jy Jagannath

  • @cute_penisha7078
    @cute_penisha7078 2 года назад +21

    Sooo Cute Voice Madam 💙💙😍

    • @bitcoearn3288
      @bitcoearn3288 2 года назад +7

      Ye dekhne aaya hai yaha 😒

    • @kanhasahoo5959
      @kanhasahoo5959 2 года назад

      Bsdk idhar kya ho raha h or tuje lediki ki voice ki padi h MDCD...😡😡

    • @spinexom
      @spinexom 2 года назад +5

      Raha nehi jata
      Tadap hi asi hey naa

    • @manojkudada4486
      @manojkudada4486 2 года назад +2

      Ghuda muhin

    • @ranarout1861
      @ranarout1861 2 года назад +2

      Tor vaesa Dara kar

  • @d.jcreation4858
    @d.jcreation4858 2 года назад +1

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @swayamprabhasingh3424
    @swayamprabhasingh3424 2 года назад

    Pls god help them

  • @nrusinghaprusty2053
    @nrusinghaprusty2053 2 года назад +1

    Odisha re kn helicopter nahi ki

  • @akashmeher9130
    @akashmeher9130 2 года назад

    Ama Odisha re amiti situation re bahut time lage

  • @minakhipanda6917
    @minakhipanda6917 Месяц назад

    Amanka laguchi punya ra bala acchi ja hau banchi janatu jay 🙏 jagannath

  • @purandarbhainsa3409
    @purandarbhainsa3409 2 года назад

    Jay jagannath

  • @subhashree-shreyanshikhurd9956
    @subhashree-shreyanshikhurd9956 2 года назад

    Jhula Pola dekhibaku badhithiba nadi bhitare !!!! Lokamane eimti murkhami kanhiki karanti kejani...,, He prabhu tanku rakhyakarantu ...