Kharabela babu's debate in Parliament regarding railway recruitment for Odisha candidate was praiseworthy. His voice and logic was also excellent. He is fittest for CM post but luck does not support him.
BJP ନେତୃତ୍ୱ ଦମ୍ଭରେ ଜିତିବାର ଅବକାଶ ଅତୀତରେ ନଥିଲା ତେଣୁ BJD ସହାୟତା ନେଇଥିଲା ।ଗତଥର ବି BJD ର ମୂର୍ଖ ପଣରୁ ଓ ପଣ୍ଡିଆଁ ଭଳି ଦୂର୍ବିନିତ ମଣିଷର ଉଚ୍ଚାଭିଳାଷ ହେତୁ BJP ଏଥର ଜିତିଛି। ଖାରବେଳ ଭାଇ ଭଲ ମଣିଷ କିନ୍ତୁ RSS ତତ୍ତ୍ଵ କିଛି ବୁଝି ନାହାନ୍ତି। ଗୁରୁଜୀ in bunch of thoughts highlighted a theme titled...Strength is worshipped everywhere..BJP ଦଳ କେଭେ ବି ତାର କର୍ମୀ ମାନଙ୍କୁ ପଚାରେନି ।ଏବେ ବି ପଚାରିବନି।ପ୍ୟାରୀ କର୍ମୀଙ୍କ କଥା ବୁଝିଲେ ଓ BJP ପାଖରେ କର୍ମୀ ନଥିଲ। ମୁଁ ଥରେ ଭାଇଙ୍କ ସହ ମିଶି କଥା ହୋଇଥିଲି...I had gifted him a book titled "I love you" by Swami Chinmayananda and earnestly requested him to read....I do not know if he read it..I hope he will read it and get spirited to reset his life...
Samay o Bhagya kebal balwan eha mukhya karan nuhe. Ethi sah Kharbel baboo nkar atmanirikshan o swayam ku aabasakyata aunussre rupantar ba parivartan karibar inability heuchhi bibartanbad niyam re banchi rahibar paripanthi abang kounasi jiba ra dharatal ru discard hoijibar jathajatha karan. Jaha Kharbel baboo nijar intellectual ego paim kale nahi Mahanadee o Ganga re anek Jal prabahit hoijaichhi, enu Samay ebe aau nahi je Bhagya re patibartan asibar sambhabana achhi. Sua mumha re patar o kagaj danga sada durbal o kewal oportunity ku hmi apeksha karithae.
Kharavela Babu loka ti bhari badhiya...au Jane straightforward loka..I like his braveness
Great leader ❤❤❤❤
ଭଲ ବ୍ୟକ୍ତିତ୍ଵ ହେଲେ ବି ଭାଗ୍ୟ ବେଳେ ବେଳେ ସାଥ ଦିଏ ନାହିଁ।
ନିରଞ୍ଜନ ନିରଞ୍ଜନ ବାବୁ ଖାରବଳ ଉପରକୁ ଉଠି ଗଲେ କ'ଣ ହେବ - ଓଡିଶା କଙ୍କଡା । 2- ଖାରବେଳ ବାବୁଙ୍କୁ ଶୁଣିବାକୁ ଭଲ ଲାଗେ। ସ୍ବଚ୍ଛ ମଣିଷ । ବିଚାର ବୋଧ ପରିର୍ବତ୍ତନ କରିବେ ନାହିଁ , ଧନ୍ୟବାଦ ଖାରବେଳ ଭାଇ। ବିଜୁ ସବୁବେଳେ କହନ୍ତି ' ଐରଖାରବେଳର ଦେଶ' 3. ଭଗବାନ୍ ଶ୍ରୀ ଜଗନ୍ନାଥ କରନ୍ତୁ ସେ ଗୋଟିଏ ରାଯର ରାଜ୍ୟ ପାଳ ହୁଅନ୍ତୁ ଅନ୍ତତଃ।
Really a very good person,
People, What dose think, but a person like never seen for future.
Samaya Balaban, like Manoranjan Mishra,
Great Leader Kharbela Babu
Really a great man
୨୦୦୯ ରେ ବିଜେପି ଦଳ ହାରି ନଥାଆନ୍ତା ଯଦି ପୂର୍ବରୁ ମେଣ୍ଟ ହେବା ସମୟରେ ସଦସ୍ୟ ସଂଖ୍ୟା ୫୦ % + ୫୦ % ହୋଇଥାନ୍ତା ।
ସାବାସ ମାନସ ବାବୁ, ବହୁତ ପୁରୁଖା , ଯୋଗ୍ୟ ବ୍ୟକ୍ତି ମାନଙ୍କୁ ମଞ୍ଚକୁ ଡାକି ଅନେକ ଅକୁହା କଥା ସାମନାକୁ ଆଣୁଛନ୍ତି, କରି ଚାଲନ୍ତୁ 🙏🙏
ମନୋରଞ୍ଜନ ବାବୁ ଚାଷୀ ବର୍ତମାନ ଧାନ ବିକିପାରୁନାହିଁ ତା ବିଷୟରେ ଆଲକଚନା କରୁନ
Very honest, self-righteous and inocent person....
bjp plz do something for Mr kharabela swain
I like Kharvel swain He is a great ideal leader ସେ ଜଣେ ସାହାସୀ ସ୍ପୋଷ୍ଟ ବାଦୀ ନିର୍ଭୀକ , ଜ୍ଞାନୀ ସଚ୍ଚୋଟ ବ୍ୟକ୍ତି।
One of the best leader kharabela babu a perfect man
ଖାରବେଳ ସ୍ୱାଇଁ ଜଣେ ଜ୍ଞାନୀ ଗୁଣି ବ୍ୟକ୍ତି। କିନ୍ତୁ ଅନ୍ୟକୁ ଖାତିର କରନ୍ତି ନାହିଁ। ତାଙ୍କ ଅହଂକାର ହିଁ ତାଙ୍କୁ ଆଜି ଅସହାୟ କରି ଦେଇଛି। ଜଣେ ବିଚକ୍ଷଣ ରାଜନେତା ହୋଇ ମଧ୍ୟ କେମିତି ଜାଣି ପାରିଲେ ନାହିଁ କେତେ ଭୋଟ ପାଇବେ ? ଟିକେଟ ନ ପାଇ ମଧ୍ୟ କହୁଥିଲେ ଚାରି ଲକ୍ଷ ଭୋଟ ରେ ଜିତିଵି। ଏହା କଣ ଜଣେ ବିବେକବନ୍ତ ବ୍ୟକ୍ତି ର କଥା ହୋଇ ପାରେ। ପାର୍ଟି ର ନିଷ୍ପତି କୁ ନ ମାନିଲେ ଏହାହିଁ ଭୋଗିବାକୁ ପଡ଼େ। ଖାରବେଳ ବାବୁ ଏବେ ନିଜକୁ ତର୍ଜମା କରିବା ଉଚିତ।
Very daring person kharabela babu we like your personality sir
Very nice interview...kharbel babu is very straightforward and clever.. He is logical and sincere in his job.
Right person
Very good gentle man , speaking real truth 😊.
Time will change....again kharbel babu will come....odisha needs auch politician.....👍
Loka vala bahut vala loka
True politician..never got his honour
ବାଜପେୟୀ ଏତେ ଟଙ୍କା କେନଠୁ ଆଣିଲେ
Bhala bichara
Very good political man
Kharvel Bhai is a good Leader
Please khararabela sir, Mana duka karantu nahi apna nka Katha suni dukha laguchi.
Manmohan babu please sit in such a way that you are respecting others ....
ଏ ପାଗଳ ନେତା ଟି ଏବେ ବାଳ ବେପାର କରିବେ ।
Bht dukha lagila eei podcast dekhiki ete bada neta ete clean politician but aji dunia re se eka heijaichanti
ଆପଣ ମହାନ ଖାରବେଳ ବାବୁ। ଠିକ ମୋ ମାମୁଁ ସୁଧାକର ନନ୍ଦଙ୍କ ଭଳି
ସ୍ୱାଭିମାନୀ, ସଚ୍ଚୋଟ ଏବଂ ଜିଦଖୋର୍।ଭାଗ୍ୟର ବିଡମ୍ବନା ସତ୍ତ୍ୱେ ନିଜର ବିଚାରବୋଧ ସହ କେବେ ବି ସାଲିସ୍ କରି ନାହାନ୍ତି। ଇତିହାସ ଆପଣ ମାନଙ୍କ ପରି ନାୟକ ମାନଙ୍କୁ ସର୍ବଦା ମନେ ରଖିବ ।
Hope God will help
Khararabela sir very good BJP nata
ପ୍ରିୟ ମନୋରଞ୍ଜନ ବାବୁ, ନମସ୍କାର, ଆପଣଙ୍କ କଥା ବାର୍ତ୍ତା ସବୁ ଭଲ କିନ୍ତୁ ଆପଣଙ୍କ ଗଞ୍ଜିଟା ଭଲ ଲାଗୁନି ଗୁଣ୍ଡାପରି ଲାଗୁଛି, ସାରା ପୃଥିବୀର ଓଡ଼ିଆଲୋକ ଆପଣଙ୍କୁ ବହୁତ ଭଲ ପାଆନ୍ତି, ଗଞ୍ଜିଟା ଆପଣଙ୍କ ବ୍ୟକ୍ତିତ୍ୱକୁ ସାଜୁ ନାହିଁ l
🙏🏽 ବିନମ୍ର ଅନୁରୋଧ 🙏🏽
Bhandami
nice video 🙂
ଖରାବେଳ ସ୍ବାଇଁ ମହୋଦୟ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । କିନ୍ତୁ ଜଣେ ଭଲ ଲୋକ ବୋଲି କହିହେବ ନାହିଁ । ତାଙ୍କର ବ୍ୟକ୍ତିଗତ ଅହଂକାର ପ୍ରଚୁର ଅଛି ବୋଲି ଜଣାପଡେ ।
Pray God for well-being of Kharavela Swain.
ଏ ବାବୁ ଆଣି ଟଙ୍କାଗଣିକି ଦେଇଥିଲେ ବୋଧେ ଜାଣିଛନ୍ତି, ବାଜପେୟୀ ଦେଢ଼ ସହ କୋଟି ବିଜେଡି କୁ ଦେଲେ ବିଜେଡି ଦଳ ହେଲା ବିଜେପି କୁ ଦେଇ ସେ ଟଙ୍କା ସବଳ କରିଲେନି,ପାଗଳ ର ପ୍ରଳାପ ଗପ, ମୁଣ୍ଡ କାମ ନକଲେ ଏ ପ୍ରଳାପ କଥା ବାହାରେ,ଯୋଉ ଦଳ ଏ ବାବୁ ଙ୍କୁ ବାସି ରେ ପଚାରୁନି ଏ ସେ ପାଟି କୁ ଟେକି ବୁଲୁଛନ୍ତି କଣ ବା ଆଉ କରିବେ
ଓଡ଼ିଶା ରେ ରାଜନୀତି ନକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Manoranjan babu one request thare ex- dgp,prakash mishra sir kan podcast karantu
ବିଜୁ ପଟ୍ଟନାୟକ ଙ୍କ ଦଳ କୁ ଗଢ଼ିବା ପାଇଁ ବିଜୁ ବାବୁଙ୍କ ଛଡ଼ା ଆଉ କାହାର ଓଉକାତ୍ ନାହିଁ, ବାଜପେୟୀ ମଧ୍ୟ ନୁହେଁ।
2cr ଦେଇଥିଲେ Pramod Mahajan
Modi nka saha Katha hei Governor heipariba.
Appropriate proposal
Kharabela babu's debate in Parliament regarding railway recruitment for Odisha candidate was praiseworthy. His voice and logic was also excellent.
He is fittest for CM post but luck does not support him.
ଦେଇଥିଲେ ବ୍ଲାଙ୍କ ଚେକ୍ ୟେ ମହାଶୟ ବାଜ୍ୟ ଲୋକ
Pratap ଷଡ଼ଙ୍ଗୀ is far far better than ଖାରବେଳ
No
ପାଗଳର ପ୍ରଳାପ ଭଳି ବାଚାଳାମି କଥା.. ହତାଶିଆ ନେତା
Because he is a contradiction fellow
khali ta naveen naveen....aau kicchi nahin..aei patrakaranka dokana chalicchi naveen aau pandian pain😂😂😂😂
Kharbela sir eminti kahi kahi kounasi saphala pau nahanti
Bina tankare election ladhi heba nahi
ସବୁ ଗୁଲିଆ କଥା
Kharavela Swain is an honest politician but he doesn't know diplomacy .
Apana ku BJP dhokha dela.
Bajpayee ete parimana re lack money kouthu paaile?
Juba pidhi ki chance milu
ବିଜେପି didnot like him because ବଜେପି did not like him
BJP ନେତୃତ୍ୱ ଦମ୍ଭରେ ଜିତିବାର ଅବକାଶ ଅତୀତରେ ନଥିଲା ତେଣୁ BJD ସହାୟତା ନେଇଥିଲା ।ଗତଥର ବି BJD ର ମୂର୍ଖ ପଣରୁ ଓ ପଣ୍ଡିଆଁ ଭଳି ଦୂର୍ବିନିତ ମଣିଷର ଉଚ୍ଚାଭିଳାଷ ହେତୁ BJP ଏଥର ଜିତିଛି। ଖାରବେଳ ଭାଇ ଭଲ ମଣିଷ କିନ୍ତୁ RSS ତତ୍ତ୍ଵ କିଛି ବୁଝି ନାହାନ୍ତି। ଗୁରୁଜୀ in bunch of thoughts highlighted a theme titled...Strength is worshipped everywhere..BJP ଦଳ କେଭେ ବି ତାର କର୍ମୀ ମାନଙ୍କୁ ପଚାରେନି ।ଏବେ ବି ପଚାରିବନି।ପ୍ୟାରୀ କର୍ମୀଙ୍କ କଥା ବୁଝିଲେ ଓ BJP ପାଖରେ କର୍ମୀ ନଥିଲ। ମୁଁ ଥରେ ଭାଇଙ୍କ ସହ ମିଶି କଥା ହୋଇଥିଲି...I had gifted him a book titled "I love you" by Swami Chinmayananda and earnestly requested him to read....I do not know if he read it..I hope he will read it and get spirited to reset his life...
Kharaveela dunimulya
ରାଜଧାନୀ ରେ ପରା କୁଆଡେ ୪ ଲକ୍ଷ ଦେଶୀ ଓ ବିଦେଶୀ ଭୁତ ମାନଙ୍କର ଗୋଟେ ହେଡକ୍ୱାର୍ଟଏର୍ ଅଛି? ପାଗଳ ମାନଙ୍କର ହେଡକ୍ୱାର୍ଟଏର ତା ଆଖପାଖ ରେ କୋଉଠି ଥିବା ନିଶ୍ଚୟ | ଏ ଖାରବେଳ କୁ ସେଠିକି ପଠେଇଦିଅ ସେମାନଙ୍କୁ ମେଳି kari ଗୋଟେ ପାଗଳ Janata party (PJP) Ra ସଭାପତି ହେଇ ୨୦୨୯ ରେ ନିର୍ବାଚନ ଲଢ଼ିବା ପାଇଁ |
He is not good man that's why he didn't become a president of ବିଜେପି
Sir ଖାରବେଳ is mad fellow
He has taken money acoording to him but he has not done accordingly because he is party Changer
😂😂😂😂😂😂😂
Mishra sir your sitting style is not gentle in your every interview programme
Sir don't spent with this ପାଗଳ
Bhala loka but tinga prakruti pain aji aei abasta
Byaktito na badaliba Dara kar se Jane Biplabi
Namaskar
Aachot Loka Besi Dukha Paanti .
Kharbelas statement is always wrong. A failure candidate.
Sir manoranjan you are taking with mad fellow
Because he is going against own party
Manranjan sir you are intelligent
Why you are talking with mad fellow
Kharbela Babu ebe keun dalara?
Pagala ra pralapa, jemitia Sambadika semitia neta
monaranjan babu tume bjp agent heigalani
Vijoy babu kahichanti bjp tanka tie help karini
Out dated leader
Don't talk with this ପାଗଳ
Kendrapada ସହିତ ୟାଙ୍କର କଣ ଥିଲା ଟିକେଟ ମିଳିଲା
Samay o Bhagya kebal balwan eha mukhya karan nuhe. Ethi sah Kharbel baboo nkar atmanirikshan o swayam ku aabasakyata aunussre rupantar ba parivartan karibar inability heuchhi bibartanbad niyam re banchi rahibar paripanthi abang kounasi jiba ra dharatal ru discard hoijibar jathajatha karan. Jaha Kharbel baboo nijar intellectual ego paim kale nahi Mahanadee o Ganga re anek Jal prabahit hoijaichhi, enu Samay ebe aau nahi je Bhagya re patibartan asibar sambhabana achhi. Sua mumha re patar o kagaj danga sada durbal o kewal oportunity ku hmi apeksha karithae.
ମାନରଞ୍ଜ sir why you are talkingi with mad fellow
150 cr. Bajpeyee deithile 1999 re mane achhiii....
2019 re Mada khaithile bhuli galeni....
Ha ha ha ha ha......😂😂😂😂😂
😂😂😂😂right
ଖାରବେଳ is 6ମିଛୁଆ
That's why he is going against own party that is why he is mad fellow
ଭଲ ଲୋକ ଆଣ ନ୍ତୁ ମନୋରଞ୍ଜନ ବାବୁ
ଓଡ଼ିଶା ରେ ଆଉ କେହି ନାହାଁନ୍ତି
Nijku nije janun
He never did good work for people
Tume kaha dalara
Pagala gote
Tume Jane henkad
Ati tautara beimani
You are a cheat and cheap politician
ସବୁ ଗୁଲିଆ କଥା