ଆମ୍ବ ଟାକୁଆ ମୃତ୍ୟୁ ଟ୍ରାଜେଡି; ତଦନ୍ତ ପାଇଁ ଯାଇ ହଟହଟା ହେଲେ ଆଡଡିସି ଓ ଜିଲ୍ଲାପାଳ | Nandighosha TV
HTML-код
- Опубликовано: 27 ноя 2024
- #ଆମ୍ବ_ଟାକୁଆ_ମୃତ୍ୟୁ_ଟ୍ରାଜେଡି
#ହଟହଟା_ଆଡଡିସି_ଓ_ଜିଲ୍ଲାପାଳ
ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଟ୍ରାଜେଡିର ୬ ଦିନ ପରେ ଏକପ୍ରକାର ନିଜସ୍ବ ପ୍ରଶାସନିକ ବିଫଳତାକୁ ମାନିଲେ ସରକାର। ଅପବାଦରୁ ବଞ୍ଚିବାକୁ ଆରଡିସି ତଦନ୍ତର ଦେଲେ ନିର୍ଦ୍ଦେଶ। ୨୪ ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ ପାଇଁ ମାଣ୍ଡିପଙ୍କା ଗାଁରେ ପହଁଞ୍ଚିଲେ ଆରଡିସି । ତଦନ୍ତ ପାଇଁ ଯାଇ ହଟହଟା ହୋଇଛନ୍ତି ଆରଡିସି ଓ ଜିଲ୍ଲାପାଳ ।
#Daringbadi #NandighoshaTV #Odisha Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
Poltics ଭିତରେ ସାଧାରଣ ଗରିବ ଲୋକ ପେଷି ହେଇ ଯାଉଛି 😢😢
ସବୁ ଜିନିଷ ଦାମ୍ ବଢିଲା
ଏତେ ଦିନ ପରେ ନନ୍ଦିଘୋଷରେ ❤ଭଲ ନିଜୁ ବଜେଇଲା
ନନ୍ଦିଘୋଷ ବିଜେଡି ର ବିଫଳତା କୁ ଦେଖଉଛୁ... 24 years ରେ ଗୋଟେ ପକ୍କା ଘର ଟେ ହେଇପାରିଲାନି ଏମାନଙ୍କ ପାଇଁ... ଏମାନେ କଣ ଆମ ଓଡିଶା ର ନୁହଁନ୍ତି କି????
ମନ୍ତ୍ରୀ ଙ୍କ ଭାଷଣ ବାଜି ହାସ୍ୟାସ୍ପଦ
ଓଡ଼ିଶାରୁ ଵିଜେପିହଟାଅ ଓଡିଶାବଞାଆ
ଜୟ ବିଜେଡି ଜୟ ନବୀନ ଜୟ ବବି ଭାଇ
Jay andha bhakta jay BJP
ମୁଖ୍ୟମନ୍ତ୍ରୀଯଥାଶୀଘ୍ର ଇସ୍ତଫାଦେବଦରକାର
2016,18 re heithila nabin kete thara istafa deichi
Right
ଯୋଗାଣ ମନ୍ତ୍ରୀ କୁ ଚପଲ ମାଡ଼ ଦରକାର । ଆଦିବାସୀ ଜନଜାତି କୁ କଣ ଭାବୁଛି।
V@@Sarojnayak36ନବୀନ ପଟ୍ଟନାୟକ ବାଳକୁ ଇଏ ସରିହବ। ବେଲଜ୍ୟା ସରକାର
Murkha sharkar
🌹ଜୟ ଜଗନ୍ନାଥ ଜୟ ନବୀନ ବାବୁ 🌹
ପ୍ରକୃତ ରେ Bjp ସରକାର ଙ୍କ ସିଷ୍ଟମେଟିକ ହିଁ ପୁରା ଭୁଲ. 👉ଉପର ମୁଣ୍ଡରୁ ଚେଇର ରେ ବସି ନିୟମ ବନାଇ ଦେଉଛନ୍ତି କିନ୍ତୁ public କେଉଁ ଅସୁବିଧା ହେଉଛନ୍ତି ସେ ମାନେ ଜାଣି ସୁଦ୍ଧା ଓଜଣା
ଜୟ ବିଜେଡ଼ି ❤
Gobar khia 😂😂😂
ଖାଲିମିଛକଥା ଏହିଜୀବଯାଇଛି ଫେରାଇପାରିବକି କଣ ପାଇଁ ଏମିତି ସୁକିଲା ଯୋଜନା କିଛି ଲାଭ ନାହିଁ ଯେତିକି କଲର ମାରିକି ପଇସା ଯାଉଛି କିନ୍ତୁ ଏଠି ଖାଇବାକୁମିଳୁନି ଧନ୍ୟରେ ରାଜନୀତି ଆପଣଙ୍କ ଖୁରାକୁ 100🙏
ଆଦିବାସୀ ମୁଖ୍ୟମନ୍ତ୍ରୀ, ଆଦିବାସୀ ରାଷ୍ଟ୍ରପତି.. ଆଦିବାସୀ ଅନାହାର ମୃତ୍ୟୁ... ସବୁ ତ ସେଇ ନବୀନ ପଟ୍ଟନାୟକ ଦାୟୀ...😅😅😅😅
ଆମେ ସବୁ ଭାବୁଥିଲୁ କଣ ଗୋଟାଏ ବିଶେଷ ଧରଣର ତଦନ୍ତ ଇଏ ମାତ୍ର କେଡ଼େ ସାଧାରଣ ତଦନ୍ତ ଇଏ ଯାହାଲୋକମାନେ ଜାଣିପାରିଛନ୍ତି ତାକୁ ପୁଣିଥରେ ଜନସାଧାରଣଙ୍କ ଅର୍ଥବ୍ୟୟ କରି କରାଯାଉଛି କିନ୍ତୁ ସାଧାରଣ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ଖାଉଟି କଲ୍ୟାଣ ଯୋଜନା ରେ ଖାଦ୍ୟ ନପାଇ ମୃତ୍ୟୁ ଘଟୁଛି ଏହାପୁଣି କୋଉଠି ପାରମ୍ପରିକ ଖାଦ୍ୟ ଥିଲା😢 ଆମେ କନ୍ଧମାଳ ବାସିନ୍ଦା ଜାଣିପାରିଲୁନି ରାଜନୈତିକ ନେତା ମାନେ ଜଣାଇଲେ ବାଃ ମଣିଷ ର କ୍ଷୁଧା ଓ ରାଜନୀତି ରପରିଣାମ ମୃତ୍ୟୁ ଯାହା ଉପନିବେଶବାଦୀ ଇଂରେଜ ଶାସନ କାଳରେଥିଲା ପରମ୍ପରା
ବାହାପିଆ ମନ୍ତ୍ରୀ
ସରକାର ଏମାନଙ୍କୁ ଏତେ ଅବହେଳା କରୁଛି କାହଁକି? ଆମେ ଯୋଉ ପାଣି ପବନ ପ୍ରକୃତି ରୁ ପାଉଛୁ ସେମାନେ ବି ପାଉଛନ୍ତି, ଆମେ ଯୋଉ ସରକାର ବାଛିଛୁ ସେମାନେ ବି ସେଇ ସରକାର ର ଅଧୀନରେ ଅଛନ୍ତି ତେବେ ପାତର ଅନ୍ତର କାହଁକି???? 24 ଵର୍ଷ ଶାସନ ରେ ସେମାନଙ୍କ ପାଇଁ ଗୋଟେ ପକ୍କା ଛାତ ଘର ଟେ କରିପାରିଲେନି... ମୌଳିକ ଆବଶ୍ୟକତା ବ୍ୟକ୍ତି ର ଯଦି ପୂରଣ କରିପାରିବନି ସରକାର କାହଁକି ଅଛି???
ଆଗ କୁ ଆହୁରି ଓଡିଶା ର ଖରାପ ସ୍ଥିତି ହେବ, ଏଟା ଟ୍ରେଲର ବାକି ଫିଲ୍ମ ବାକି ଅଛି
ଔର୍ଗୁସ news କୁଆଡେ ଗଲରେ
BJP ର ଭୁଲ Aurus ଦେଖେଇବ ନାହିଁ
Jay Jay Navin
Election ଆଗରୁ ସବୁ politics ମାନେ ସବୁ ଲୋକଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜାଣିଥାନ୍ତି କିନ୍ତୁ Election ସରିଲେ କେହି କାହାକୁ ପଚାରି ମଧ୍ୟ ନଥାନ୍ତି 😡😔😔
Bjp re odisha marijiba
Bjd
Bjp ସରକାର ଓଡିଶାକୁ 20 ବର୍ଷ ତଳକୁ ଠେଲିଦେବ
ହେ ଭଗବାନ
ଆଦିବାସୀ ବହୁତ୍ କଷ୍ଟ ସହିଥାନ୍ତି ସରକାର କୁ ଦେଖା ଯାଉନି ଅନ୍ଧ ସରକାର୍
Mohan babu eisthap dia
2018 re nabin ku kahiluni istafa dia
Nabin yaku tk gehi Dio 😂
ବିଜେଡି ର ଭୁଲ ଥିଲା ତାମାନେ ନୁହଁ ଯେ ବିଜେପି ଠିକ୍ କିମ୍ବା କଂଗ୍ରେସ ଠିକ୍। ସବୁ ଗୋଟେ ଚାଉଳର ଭାତ।ନେତା ତାଙ୍କ ଜାଗାରେ ଠିକ୍ ଅଛନ୍ତି କିନ୍ତୁ ଜନତା କଳି ଲାଗି ଭାଇ ଭାଇ ସମ୍ପର୍କ ଭିତରେ ଫାଟ ସୃଷ୍ଟି ହଉଛି ଆଉ ଏହା ଆଜିକା ଦିନରେ ବହୁତ୍ ବଢ଼ିଛି।
@@Sarojnayak36bhakuda jouthi dekha habu seithi mada khaibu
@@Sarojnayak36 tu kahi thilu ki Navin sarkar re hela Bali mohan sarkar v karibe ki
Naveen Patnaik sir thile aji emiti asubidha hai no thanta
Nabin babu no1cm
Nabinbabunka bhali loka world re kehinahanti miss you sir please come back 🙏🏻😭😭 justice for family Nabinbabunka bele antanta bhokare kehimarinahanti
Bjd once more
ମୁଖ୍ୟମନ୍ତ୍ରୀ ଆଦିବାସୀ ରାଷ୍ଟ୍ରପତି ଆଦିବାସୀ ହେଲେ ଆଦିବାସୀ ଭାଇ ଭଉଣୀ ମାନଙ୍କ ପାଇଁ କରିଛ ନ୍ତି କଣ ଥରୁଟେ ବି କିଛି କହିଲେ ନାହିଁ
ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜେ ଆସିକି ତଦନ୍ତ କରନ୍ତୁ
Jay Naveen pattnayak babu Jay Bjd 🙏🙏🙏👍👍👍♥️♥️♥️
ଏ ସରକାର ନହ ଜୀବ
ନବୀନ ସରକାର ସମୟରେ ଆମ୍ବ ଟାକୁଆ ଖାଇ ମରିଥିଲେ ସେତେବେଳ ନବୀନ ଇସ୍ତାପା ଦେଇନଥିଲେ ଚାରି ମାସ ର ସରକାର କାହିଁ ଇସ୍ତାପା ଦେବେ
Naveen sarkar deinathila boli mohan majhi dabani aeita kou bala thik katha kahila ? au naveen pattnaik ro kou kulo re nahu tu au toro bjp sarkar 😅
ଆଉ ନଗଡାରେ କଣ ଚାଲିଚି
ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅ l
ଆଦିବାସୀ ମୁଖ୍ୟ ମନ୍ତ୍ରୀ ଆଦିବାସୀ ରାଷ୍ଟ୍ରପତି କ'ଣ କରୁଛନ୍ତି? ସେମାନଙ୍କ ପାରମ୍ପରିକ ଖାଦ୍ୟ ଆମ୍ବ ଟାକୁଆ ଜାଉ ବୋଲି ଯେଉଁ ମନ୍ତ୍ରୀ କହୁଛନ୍ତି ତାଙ୍କୁ ଦଣ୍ଡ ଦିଆଯାଉ
24ବର୍ଷ ବାଆଁ ହାତ ହଲେଇ ହଲେଇ ବର୍ବାଦ କରି ଓଡିଶା କୁ ଲୋଟିଲେ, ଯଦି ବିକାଶ କରିଥାନ୍ତେ ତାହେଲେ ଆଜି ଏଇ ଦିନ ଦେଖିବାକୁ ମିଳନ୍ତା ନାହିଁ!
ଯେତେ ଜଲଦି BJP ସରକାର ହଟିବ ସେତେ ଜଲଦି ଅମେ ଦୁଃଖ କଷ୍ଟ ରୁ ବଞ୍ଚିବୁ 😢
ମଦ, ସିଗାରେଟ, ଗୁଟଖା ଖାଇବାକୁ ପଇସା ହେଉଛି ଆଉ କିଛି ପାଇ ସରକାର ଦାୟୀ ବା ବା ରେ ମଣିଷ
Kain Bjp ku Dela vote loka mane Dekha kn hauchi sabu
ଏ ସରକାର ଗରିବର ନୁହଁ। ଜ୍ୟାକେଟ ପିନ୍ଧି ଖାଲି ଫଟୋଉଠାଇବା ସରକାର।
ଏଇ ଲୋକ ମାନେ ଚାଷ ବାସ କରୁ ନାହାନ୍ତି କି ? ଖାଲି ସରକାର ଙ୍କ ମାଗଣା ୧ ଟଙ୍କିଆ ଚାଉଳ କୁ ଅପେକ୍ଷା। ନିଜ ବାଡ଼ିରେ ପରିଶ୍ରମ କରି କିଛି କିଛି ଶସ୍ୟ ପନିପରିବା ଚାଷ କଲେ ଆରମ୍ ରେ ଖାଇବା ମିଳିବ। ଆଦିବାସୀ ଲୋକ ଟିକେ ଅଳସୁଆ ଓ ମଉଜ ମାଜଳିସ ପ୍ରକାର ର। ସେଥିପାଇଁ ଏତେ ଦୁଃଖ ପାଉଛନ୍ତି। So sad😢😢
Kbe kandhamal jaicha. Semane kouthi rahuchanti drkhicha. Tanku jami deidia semane chasha karibe. Chaula dia heini seita dekha jauni .
ସେ ଗାଁରେ ଆଜିବି ଚାଳ ଘର ଦିଶୁଛି, ନନ୍ଦିଘୋଷ ଟିଭି ର କ୍ୟାମେରା ର ବ୍ୟାଟେରୀ ସରିଯାଇଛି ବୋଧେ ସେସବୁ ଦେଖାଇବାକୁ ? ହଇରେ ନନ୍ଦିଆ 24ବର୍ଷ ରେ ଯଦି ଏତେ ବିକାଶ ହେଲେ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବଂଚିତ ହେଲେ କେମିତି ?
ସୁଭଦ୍ରା ପଇସା ପାଇଛନ୍ତି କି ନାହିଁ?
EKYC ପାଇଁ ନେଟୱାନ ନାହିଁ ଦୋସ ଏ ନୁଆ ସରକାର ନା ପୁରୁଣା ସରକାର ର
Right sir
ସବୁ ଲୁଟି ଖାଇବା ପାଇଁ ମୋଦି ଙ୍କ ଯୋଜନା ଏହା ।ଆଦିବାସୀ ରାଷ୍ଟ୍ରପତି ଓ ଆଦିବାସୀ ମୁଖ୍ୟ ମନ୍ତ୍ରୀ କରି ଓଡ଼ିଶା କୁ ଲୁଟିବା ପାଇଁ ହିଁ ମୋଦି ଙ୍କ ଯୋଜନା।ଲୋକ ଜାଣି ପାରୁ ନାହାନ୍ତି ଯେ ଭିତରେ ଯୋଜନା କଣ ଚାଲିଚି ବୋଲି ।ଆଦିବାସୀ ରାଷ୍ଟ୍ରପତି,ମୁଖ୍ୟ ମନ୍ତ୍ରୀ ହେଲେ ବୋଲି ଖୁସି ହେଉ ଛନ୍ତି ।ହେଲେ ମୋଦୀଙ୍କ ଭିତିରି ଯୋଜନା କୁ ବୁଝି ପାରି ନାହାଁନ୍ତି ଓଡ଼ିଶା ଲୋକ।
ଚାଷ କର, ସବୁ ବେଳେ free ଖାଈବା ଅଭ୍ୟାସରେ ରହିଲ
Tama nijar jami deidia chasha karibe.
@simple-g4k ଅନବୁଧିଆ ,କେବେ ଚାଷ କରିଛୁ ନା। କରିବା ଲୋକ ମାଗେନି କରିଚାଲେ।ଏତେ ଚାଲାକ୍ ଭାବୁଛୁ କି ନିଜକୁ।pm,cm, Kalia, election ମଦ ମାଂସ ସବୁ free। ଯେତେ ଦିନ ପ୍ରଚାରରେ ବାର୍ବାଦ କରୁଛ, କିଛି କାମ କରୁନ।ଚାକିରିଆ ବି ଚାଷରେ ବ୍ୟସ୍ତ ମାତାଲି ନାରାଜ।
@simple-g4k aa chasa karibu,langal dhara janichhu na
@@shortsvideo949 mun Kain chasha karibi murkha tu chasha karunu. Tu under matric bht pandita bhabuchu. Chasi chasha kare. Tu kama kare . Mun job karuchi
@@shortsvideo949 mada mansha sabu tame Mane khaucha.
ବିଜେପି ହଟାଅ, ବଡ ବଡ ବାଇଗଣ ବିକ୍ରି କରୁଛି କେବଳ ଠକିବା କାମ ତାର
Otv kuade gala
OTV NEWS ହେଉଛି ବିଜେପି ସରକାର ଜାଣିନ କି । ପୋକା ହାରାମି😂😂😂😂
Agoku besi heba semiti
ପୁରା ଚାଉଳ ମହଜୁତ
Behia bjp sarkar
BJP hatao Odisha banchao 🎉🎉🎉🎉🎉
BJP ହଟାଓ ଓଡିଶା ବଚାଓ
Cm odisha re kam odisha bahare adhika
Prathak pancha barsaku serve kariba darkar
Chaahe Jitne Vi Sarkaar Ajaaye Change To Hum Khud Hi Khud Ko Karenge...Kisi Ke Bharose Mat Raho Jahaa Jo Vi Km Mile Karliyaa Karo Plz 🙏
Beiman bjp
Jay Naveen Babu Odisha lokanka Pani kamo karonti Odisha loke heucanti Naveen paribar , bikash karonti Naveen sarkar, bjp hela ranga mariba katha kuha sarkar Odisha re, 2029 ku bjp hataya Odisha bancao
mantri gale gann ku mada jumula ku
Mukhyamantri sethaku kahinki jibe se ta dhola bajeibe, jatra pendal re bhauja prema mitha boli dialogue maribe, ethiru sina free hele se loka nka pakaku Jai tanka katha bujhibe
Bjp budeba
Se nast bhrast mantri cm region Kariba katha manabikata pai
Naveen Pattnaik should visit this place first
Sarkaar change
24 year Sarkar re rahila gaon ku network dei parilani bjd sarkar
Bahasphot maruchhanti mantri,e sarakarara kuhalia o michhua
Aage subidha kori no tibaru A parititi, Rasta o Laino bebosta
Docoits akjut odisha govt.re.
Bjp rahile odisha 10year pachhaku paleiba
galua ALU mantri
Ambo takua khai bohut adivasi mori jaichanti bohut borsa helani au kete sarkar asileni au kete .sarkar.gaeni kintu samadhan nahi.jai sambidhan.
Prati maasa re tharaku tharaku dia
Tini maasa re thare dia nahi
24 Years BJD Sasan kaya Drigbade Matepaka Vellaj BJP sarkaar Aya Mokh Hogiya Jay BJP sarkaar Jay Sri ram
Se kathakuha joganmantri urgently resign karibakatha. Seta khatia ganare byasta. Rajyakatha kn ketebele bujhibe?
Agaru asithile 2ta jibana Kan jaithanta ki. CM, president para Jane jane adibasi para
Nabina dislikes this type of news.wait for final report.This way nabina pandu may not be benefited
E sorkar ku vote dei ame bohut bhul kolu ....ye sorkar kebolo kothha kuha sorkar...Modi bholia thhoko sorkar
Prabhati bulichanti London..mohan dhola bajeichanti..Raja ghare soichanti pune kbk tanka area..se sethikara Raja aua upa mukhyamantri..krushna to lila karuchanti..kama kie Kariba..Manoj Ahuja utkal janani bande😅😅😅😅
Bjp hotao orissa banchao
HUNGER INDEX RE ATE TOLOKU AEITHI PAIN 😂😂😂....BUT ANDHABHAKT MANIBE NAHI
Are Mohan ku Daka
Eimananka mp, MLA kuade gale. Semane kainki jau nahanti.
Otv kuade gola re OTV bhai mane
Augus jibani news karibaku sarkar support news nuhe ba
Mukhyamantrii taa bidesh grasta ree jibee odiaa asmitaa kahii Delhi khalii jibee gujuratii kn order anibakuu.odiaa loka chaulaa napaiii amba takua jauu khaii maruu eyee para odiaa asmitaa.andhabhaktaa manakuu eitaa disibanii.dhanyaa jumlaa dalaa.
Neta mantri ku nirbara kan panhi nije parisrama kara magya mane kaiba.
Ahimagihebjplokankumaribaku. Asila. Kandha. Sabubele. Andha. Jogana. Mantrikugehibakatha
Sabu rajneataa chora
Bjp re odisha marijib
କର୍ମ କରି ଖାଇବା ଶିଖନ୍ତୁ. ମାଗଣା ମିଳିବ ଠିକ ନୁହେଁ.
Jani thanta tama paribaroru Kia thila
Haire andhabhakat patha satha tike padhe re
Jou magana miluchi seita tamaku milile emti kahinathanta !
Andha bhakta sabu kuade gala ki re
Sarkar badmas sarkar jade kise christen jae sahajay kara ta kahi ba dharmantara karucchnte gai lokoku mu anurodha karuchi aga asnto
BJP Jaomane Asochanti Semanako Àge mada mara
peta amaghia ku moha naku
Lajya,andhabhakta ethire bharat biswaguru? Jumlabaj kahanka,odissa basi tumaku khyamadebenahi.
Modi ka ye gyarenty odissa no1. Jumlabaj, Feku Bharatiya Jatra Party.
Khali magana chaula ku anei rahile hebaki nije khaiba pain kichhi rojagar kale ete asu bidhia hei thantaki sabu sarkar deba jadi au manisa hei banchiba kichhi labha nahin