kholakatha with gokula sir//raja nataka /prahalad nataka

Поделиться
HTML-код
  • Опубликовано: 20 сен 2024

Комментарии • 45

  • @sdoctorreddy6885
    @sdoctorreddy6885 Год назад +7

    ଗଂଜାମ ଜିଲ୍ଲାର ନଂ ୧ କଳାକାର ଗୋକୁଳ ସାର୍ ମୁଁ ୟୁଟୁବ ରେ ଦେଖି ମୁଁ ସାର୍ ଙ୍କୁ ପରିଚୟ ପାଇଲି ।ଆମର ଗୌତମୀ ଗାଁର ଗୋକୁଳ ସାର୍ ଙ୍କୁ ବହୁତ ଭଲ ପାଉଛନ୍ତି। 🙏🙏

  • @kunamishra651
    @kunamishra651 Год назад +7

    ସନ୍ତୋଷ ଆଜ୍ଞା ଆପଣ ଙ୍କୁ ବୋହୁତ ବୋହୁତ ଧନ୍ୟବାଦ୍।
    କାରଣ ଆମକୁ ଆପଣ ଗୁରୁ ଗୋକୁଳାନନ୍ଦ ଆଜ୍ଞା ଙ୍କ ବିଷୟ ରେ ତାଙ୍କ ଜୀବନ ଶୈଳୀ ଓ ନାଟକ ଶିକ୍ଷା ବିଷୟ ଉପସ୍ଥାପନା କରାଇଥିବାରୁ ।
    ଗୁରୁ ଗୋକୁଳାନନ୍ଦ ଆଜ୍ଞା ଙ୍କ ଗାଇବା ଶୈଳୀ ଅତି ରମଣୀୟ , ସୁମଧୁର , ହୃଦୟସ୍ପର୍ଶୀ , ଉଚ୍ଚକୋଟୀର ,
    ଆଜ୍ଞା ଙ୍କ କଳାପରିବେଷଣ କୁ ବର୍ଣ୍ଣନା କରିବାକୁ ଓ ନାମ ଦେବା କୁ ମୋ ପାଖରେ ଶବ୍ଦ ନାହିଁ ।
    ମୁଁ ଜାଣିନାହିଁ ମତେ ପ୍ରହଲ୍ଲାଦ ନାଟକ ଏତେ ଭଲ ଲାଗେ କାହିଁକି।
    କିନ୍ତୁ ଏହା ଭଲ ଭାବରେ ଜାଣିଛି ଅମ୍ଳଜାନ ଯଦି ମୋର ଦକ୍ଷିଣ ନାସାପୁଟ ହୁଏ ପ୍ରହଲ୍ଲାଦ ନାଟକ ମୋର ବାମ ନାସପୁଟ।
    ଏବଂ ମୁଁ ପ୍ରହଲ୍ଲାଦ ନାଟକ କୁ ଭଲପାଇବା ଯଦି ଆରମ୍ଭ କରିଛି ବା ଦେଖିବା ଆରମ୍ଭ କରିଛି ତେବେ ତାହାର କାରଣ ହେଲେ କେବଳ ଗୁରୁ ଶ୍ରୀ ଗୋକୁଳାନନ୍ଦ ପ୍ରଧାନ ଆଜ୍ଞା ।
    ଯାହା ଙ୍କ କଳା ପରିବେଷଣ ମତେ ନାଟକ କୁ ଭଲ ପାଇବା ପାଇଁ ବାଧ୍ୟ କରିଦେଲା ।
    ମୁଁ ନାଟକ କୁ ମୋ ଜୀବନ ଠୁ ବି ବେଶୀ ଆଜି ଭଲ ପାଉଛି ।
    😊😊😊❤❤❤

  • @sagarkumarbhuyan8061
    @sagarkumarbhuyan8061 Год назад +2

    ସୁନ୍ଦର ଅଭିନୟ🙏🙏🙏

  • @deepakkumarsahu5663
    @deepakkumarsahu5663 Год назад +4

    Jewels of prahalad natak.

  • @surjyanarayandhara1663
    @surjyanarayandhara1663 Год назад +1

    ଗଂଜାମ ଜିଲ୍ଲାର କଳା କୁ ଜାବୁଡି ରଖିଥିବା ସମସ୍ତକୁଂ ଧନ୍ୟବାଦ ।ଏ କଳାର ମୂଳ ରୁପକୁ ପରିବେଷଣ କରିବା ଉପରେ ଆୟୋଜକ ମାନକଂ ବଡ ଦାୟୀତ୍ୱ ।

  • @nabaghanapradhan7946
    @nabaghanapradhan7946 Год назад +4

    So lovely to see beautiful pictures like this in my Uncale no one can beat at Ganja

  • @durgaprasadpanigrahy-ml7jy
    @durgaprasadpanigrahy-ml7jy Год назад +2

    No 1 kala kara bhaii❤

  • @lipsa263
    @lipsa263 15 дней назад +1

    bhai ganga sir ka khola katha video karant🙏🙏🙏🙏

  • @kunamishra651
    @kunamishra651 Год назад +5

    ଆପଣ ପୋଷ୍ଟ କରିଥିବା ଏମିତି ଗୋଟେ ପ୍ରହଲ୍ଲାଦ ନାଟକ ନାହିଁ ଯୋଉଟାକୁ ମୁଁ ଦେଖିନି।
    ଆପଣ ଙ୍କୁ ହୃଦୟ ମଧ୍ୟରୁ ବୋହୁତ ବୋହୁତ ସାଧୁବାଦ୍ ଏବଂ ଧନ୍ୟବାଦ୍ ବି।
    ମତେ ସେତେ ବେଳେ ଅଧିକା ଖୁସି ଲାଗେ ଯେତେ ବେଳେ ଆପଣ
    ଗୁରୁ :- ଶ୍ରୀ ଗୋକୁଳାନନ୍ଦ ଆଜ୍ଞା ଓ
    ଗୁରୁ :- ବୃନ୍ଦାବନ ଆଜ୍ଞା ଙ୍କ ଭିଡିଓ upload କରନ୍ତି।
    ଆପଣ ଙ୍କ ଏହି ସୁନ୍ଦର ପ୍ରୟାସ ଜାରି ରହୁ ।
    ଏବଂ ଆମ ମାନଙ୍କୁ ନାଟକ ଦେଖିବାର ସୁଯୋଗ ମିଳୁଥାଉ ।
    ଭଗବାନ ଜଗନ୍ନାଥ ଙ୍କ ପାଖରେ ଆପଣ ଙ୍କ ଆୟୁ ଆରୋଗ୍ୟ କାମନା କରୁଛି ।😊😊😊

    • @skpbharatiyasanskruti
      @skpbharatiyasanskruti  Год назад +1

      Thank you very much brother for the lovely comments

    • @kunamishra651
      @kunamishra651 Год назад +1

      @@skpbharatiyasanskruti
      ଅଭିନନ୍ଦନ ଭାଇ 😊

  • @Rpjatra
    @Rpjatra Год назад +4

    ଧନ୍ୟବାଦ ବାଦୁ ଭାଇନା

  • @pattaprateek
    @pattaprateek Год назад +3

    ଭାରି ସୁନ୍ଦର ସାକ୍ଷାତକାର । ସାରଙ୍କୁ ପ୍ରଣାମ ।

    • @kunamishra651
      @kunamishra651 Год назад +1

      ଭାଇ ଆପଣ ଙ୍କ କଳା ପ୍ରତି ଥିବା ଶ୍ରଦ୍ଧା ଓ ଆଗ୍ରହ ମତେ ବୋହୁତ ଭଲ ଲାଗେ।
      ଆଉ ଆପଣ ଜଣେ ଆଗ ଧାଡ଼ିର କଳାକାର ହୁଅନ୍ତୁ ବୋଲି ମା ସରସ୍ଵତୀ ଙ୍କ ଠାରେ ପ୍ରାର୍ଥନା ❤️

    • @Tubupanigrahi
      @Tubupanigrahi Год назад

      ଭାଇ ନମସ୍କାର
      କେମିତି ଅଛନ୍ତି

  • @JadipKanyari
    @JadipKanyari Год назад +4

    Very nice

  • @Tubupanigrahi
    @Tubupanigrahi Год назад +2

    ଗୁରୁ ଙ୍କୁ ମୋର ନମସ୍କାର

  • @susantakumarsahu2218
    @susantakumarsahu2218 Год назад +2

    Brundaban angya nkara bi episode banantu bhai

  • @user-gn9ep7eh8h
    @user-gn9ep7eh8h 11 месяцев назад

    ଇଚ୍ଛାପୁର, ଡମ୍ବରୁଧର ଦାସ,& ଗିରିଜା
    ଖଜୁରୀଆ ବିନାୟକ ସାବତ, ୧୯୧୧, ଆରମ୍ଭପରମ୍ପରାରେ
    ଇଶ୍ଵର ପ୍ରଧାନ (ଜକମକ ପଲି)୪୦ବର୍ଷ ଯାଏ
    ପ୍ରହଲାଦ,ବାଙ୍କନିଧି ସତପଥି,ଙ୍କ
    ଅର୍ଜୁନ ପାଣିଗ୍ରାହୀ ଙ୍କ
    ଗୋବିନ୍ଦ ପାତ୍ର (ସିଦ୍ଧେଶ୍ୱର)
    ସୁରେନ୍ଦ୍ର ସାମଲ।
    ବାଙ୍କନିଧି ପୁଅ ରଘୁନାଥ ସତପଥି ଙ୍କଭୁଲରୁ ଅନୁଷ୍ଠାନ ଭାଙ୍ଗିଲେ।୧୯୮୮ରୁ ବନ୍ଦ।
    ଶ୍ରୀ ବିଧାୟକ ସାବତ, ପ୍ରତିଷ୍ଠାତା, ଆଖଡ଼ା ଗଞ୍ଜାମ ର କଳା କେନ୍ଦ୍ର ଥିଲା
    ତାଙ୍କରି ଶିଷ୍ୟ ଶ୍ରୀବାଙ୍କୀନି ସତପଥି
    ଆଖଡ଼ା ଖଜୁରୀଆ

  • @mkcookinggroup9635
    @mkcookinggroup9635 Год назад +2

    ଗୋକୂଳମା6ଷ୍ଠ କାହିଁକିନାଟାରାଗ କରୁନାହଁ।ନ୍ତୀ

  • @madhunaik162
    @madhunaik162 Год назад +1

    Gokulanda sir best voice

  • @rameshgouda5507
    @rameshgouda5507 Год назад +1

    Great raja Gokul nada sir

  • @kureshdora4936
    @kureshdora4936 Год назад +1

    Gokula Sir good 👍

  • @temburukusaraju
    @temburukusaraju Год назад +3

    Ganga bishoyi interview chadontu

  • @bpstv8075
    @bpstv8075 Год назад +1

    Dhanyawad Bhai mu asha karibi ki sabu raja natak ra raja mananku sakyata karibe plz dekheibe

  • @devarajcreations310
    @devarajcreations310 Год назад +2

    ❤❤❤

  • @ranjangouda6696
    @ranjangouda6696 Год назад +1

    Pranam sontosh sar apananka chanal mu bahuta dekhe

  • @mkcookinggroup9635
    @mkcookinggroup9635 Год назад

    ଯୁନିୟନ କରିଦିଅ ନାକଟଟିକୁ ପାଞ୍ଚ ଘଣ୍ଟା କରିଦିଅ ଆଉ ରାତିକୁ ପଚାଶହଜ। ର ରଖନ୍ତୁ ସମସ୍ତ କଳାକାର ମଣ୍ଡଳକୁ ଅଶି ବିଞ୍ଚଣା ହଲେଇ ଘରକୁ ପଳାଅ ତା ହେଲେ ଜାଇ ପ୍ରହ୍ଲାଦ ନାଟକ କଞ୍ଚି କି ରହିବ

  • @bhimasenpolai5431
    @bhimasenpolai5431 Год назад +2

    Bhai sanjay sir nku anantu mahabharat master

  • @jagamohankaibarta9811
    @jagamohankaibarta9811 Год назад +1

    Apanka kolaku nomoshkar

  • @jenadilip5728
    @jenadilip5728 Год назад +3

    Danari master video Chadantu

  • @prasantpradhan8643
    @prasantpradhan8643 Год назад +1

    Dhanyabad sir ama gaon name neithibaru titigaon

  • @gramyanatak5382
    @gramyanatak5382 Год назад +1

    Thank you bhaina

  • @sudarshanbehera3745
    @sudarshanbehera3745 Год назад +1

    Danaradana pradhanku niantu

  • @rameshgouda5507
    @rameshgouda5507 Год назад +1

    Raji patra ka video chodantu