PRAHALLAD NATAK . । Part-01। DIRECTION - ✓Mr. Trinatha Pradhan

Поделиться
HTML-код
  • Опубликовано: 20 сен 2024
  • Unforgettable Memory Of Trinatha Pradhan.
    Also A Famous Person. Ganjam,Odisha.

Комментарии • 9

  • @kunamishra651
    @kunamishra651 Год назад +4

    ଦୈବୀ ଶକ୍ତି ଥିବା ମଣିଷ ଜଣେ ସ୍ବର୍ଗତ ପ୍ରଧାନ ଆଜ୍ଞା।
    ସରସ୍ଵତୀ ଙ୍କ କଣ୍ଠେ ବସିବା ବିନା ଏମିତି ଗାଇବା ଅସମ୍ଭବ।
    ଧନ୍ୟ ଧନ୍ୟ ଧନ୍ୟ ଆପଣ ତ୍ରିନାଥ ଆଜ୍ଞା ।
    ଆପଣ ଙ୍କ ର କେତେ ପ୍ରଶଂସା କଲେ ବି କମ୍।
    ମୋର ଦୁର୍ଭାଗ୍ୟ ମୁଁ ଆପଣ ଙ୍କ ନାଟକ ପରିବେଷଣ ଦେଖିପାରିଲିନି।
    କିନ୍ତୁ ଗୋକୁଳାନନ୍ଦ ଆଜ୍ଞା ଙ୍କ ଗାଇବା ଶୁଣିଲେ ଆପଣ ମନେ ପଡ଼ନ୍ତି।
    😊😊😊😊❤❤❤❤

  • @kunamishra651
    @kunamishra651 2 года назад +4

    ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ପୁଣ୍ୟ ମାଟି ଉତ୍କଳ ପ୍ରଦେଶ ର । ଗଞ୍ଜାମ ଜିଲ୍ଲା ଠାରେ ଅବସ୍ଥିତ ।
    ମୁଣ୍ଡପୋତା ଗ୍ରାମ ରେ ଜନ୍ମ ଲାଭ କରିଥିବା ମହାନ୍ ପୁରୁଷ ଗୁରୁ ଶ୍ରୀ ତ୍ରିନାଥ ପ୍ରଧାନ ( କାମ୍ପ ) ଅତି ଉଚ୍ଚ କୋଟି ର କଳାକାର ଥିଲେ ।
    ତାଙ୍କ ସମୟ ରେ ସେ ଅତି ସୁନ୍ଦର ଅଭିନୟ କରି ଲୋକ ଙ୍କ ହୃଦୟ ରେ ସ୍ଥାନ ରଖି ଯାଇଛନ୍ତି ।
    ତାଙ୍କ ଅମର ଆତ୍ମା କୁ ବୈକୁଣ୍ଠ ରେ ସ୍ଥାନ ମିଳୁ ଏତିକି ମୋର ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା
    🙏🙏🙏

  • @KunaMishra-r8v
    @KunaMishra-r8v Месяц назад

    ❤❤❤😊😊😊

  • @JadipKanyari
    @JadipKanyari 9 месяцев назад

    Very nice

  • @santanusadangi2825
    @santanusadangi2825 Год назад

    🙏🙏ଜୟ ଶ୍ରୀ ହରୀ 🙏😊❤❤❤

  • @anandkumartripathy3776
    @anandkumartripathy3776 4 месяца назад

    Best.king.ganjam.gauraba

  • @NarayanaMaharana-nr7ob
    @NarayanaMaharana-nr7ob 3 месяца назад

    Bhai trinath pradhan kn video post kara