- Видео 58
- Просмотров 134 428
Trinath Music
Индия
Добавлен 2 сен 2015
ନମସ୍କାର ।
ଆମ RUclips Channel କୁ Visit କରିଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍। ଏହି Channel ଟି ମୋ ଅଜା ଯିଏକି 1990's ର ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ କଳାକାର ଶ୍ରୀ ତ୍ରିନାଥ ପ୍ରଧାନଙ୍କ ସ୍ମୃତି ରେ ପ୍ରେରିତ ହୋଇ ଆମ ଗଞ୍ଜାମ କଳା ସଂସ୍କୃତି କୁ ଆପଣଙ୍କ ପାଖରେ ଜୀବିତ ରଖିବାପାଇଁ ପ୍ରସ୍ତୁତ କରିଛି। ଏହି ଚାନେଲ ରେ ବିଶେଷ କରି ଗୁରୁ ଶ୍ରୀ ଗୋକୁଳାନନ୍ଦ ପ୍ରଧାନଙ୍କ କଳା ପ୍ରଦର୍ଶନ ଆପଣ ଦେଖିପାରିବେ। ଯିଏକି ସ୍ବର୍ଗତ ତ୍ରିନାଥ ପ୍ରଧାନଙ୍କ ପ୍ରେରଣାରେ ଏହି କଳା ସଂସ୍କୃତି କୁ ଆପଣାଇ ଏହାକୁ ଜୀବିକା ରୂପେ ଗ୍ରହଣ କରିଛନ୍ତି। ପ୍ରହଲ୍ଲାଦ ନାଟକ ଭଗବାନ ବିଷ୍ଣଙ୍କର ନରସିଂହ ଅବତାରର ନାଟ୍ୟ ରୂପ ଅଟେ। ଏଥିରୁ ଆପଣ ଭକ୍ତ ପ୍ରହଲ୍ଲାଦଙ୍କ ପ୍ରଗାଢ଼ ଭକ୍ତି ଏବଂ ନିଷ୍ଠା ଦେଖିବେ। ଯାହାଦ୍ଵାରା ଆମ ମାନଙ୍କ ମନରେ ଭଗବାନଙ୍କ ପ୍ରତି ବିଶ୍ବାସ ଏବଂ ଶ୍ରଦ୍ଧା ବଢିଥାଏ। ଏହି Channel କୁ ଅଧିକ ମାତ୍ରାରେ share କରନ୍ତୁ ଏବଂ ଅମା କଳାକୁ ବଜାୟ ରଖନ୍ତୁ।

ପ୍ରହଲ୍ଲାଦଙ୍କୁ ରାଜନୀତି ଶିକ୍ଷା | ଗୁରୁ ଶ୍ରୀ Gokulananda Pradhan | Ganjam Culture | #TrinathMusic
Guru Sri ଗୋକୁଳାନନ୍ଦ ପ୍ରଧାନଙ୍କ ପ୍ରତ୍ୟେକ ଭିଡ଼ିଓ ଦେଖିବା ପାଇଁ ଆମ Channel କୁ #subscribe କରନ୍ତୁ।
Some Fundamental History about Prahallad Natak.
Prahallada Nataka (Odia: ପ୍ରହଲ୍ଲାଦ ନାଟକ Prahallāda Nāṭaka, or simply Rajā Nāṭa) is a traditional play native to the Indian state of Odisha. It narrates the story of Vishnu's man-lion avatar, Nrusingha or Narasimha, through over 200 songs based on almost 30 ragas of Odissi music. The play is based on a text by Raja Ramakrusna Chhotaraya, King of Jalantara, a small kingdom in former southern Odisha, now in the Srikakulam district of Andhra Pradesh.

Просмотров: 1 162
Видео
ରାଜା ହିରଣ୍ୟକଶିପୁ। କଣ୍ଠ ଏବଂ ନିର୍ଦ୍ଦେଶନା - ତ୍ରିନାଥ ପ୍ରଧାନ। ଗଞ୍ଜାମ ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକ।
Просмотров 2002 года назад
ରାଜା ହିରଣ୍ୟକଶିପୁ। କଣ୍ଠ ଏବଂ ନିର୍ଦ୍ଦେଶନା - ତ୍ରିନାଥ ପ୍ରଧାନ। ଗଞ୍ଜାମ ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକ।
Prahallad Mithun Swain || ହେ ନାରାୟଣ...|| ହରି ଙ୍କୁ ଜଣାଣ || ପ୍ରହଲ୍ଲାଦ ଙ୍କୁ ଅଗ୍ନି ଦଣ୍ଡ || ମିଥୁନ ସ୍ବାଇଁ
Просмотров 5 тыс.3 года назад
ପ୍ରହଲ୍ଲାଦ ଙ୍କୁ ଅଗ୍ନି ଦଣ୍ଡ। ତାପରେ ହାରୀଙ୍କୁ ଜଣାଣ। ରାଜା - ଶ୍ରୀ ଗୋକୁଳାନନ୍ଦ ପ୍ରଧାନ ପ୍ରହଲ୍ଲାଦ - ମିଥୁନ ସ୍ବାଇଁ ଶ୍ରୀ ଶ୍ରୀ ଗୋପୀନାଥ ନାଟ୍ୟକଳା ସଂସଦ - ବାମକୋଇ ଗୁରୁ - ଶ୍ରୀ ଗୋକୁଳାନନ୍ଦ ପ୍ରଧାନ। ••••••••••••••••••••••••••••••••••••••♪••••••••••♪•••••••••••••••••••••••••••••••••••••••••••••••••••••••• Share this Video। Subscribe Now। Channel Owner (ତ୍ରିନାଥ Music) - Alok Pradhan
Raja Hiranyakashipu Makeup Tutorial || Raja Sri Gokulananda Pradhan || Self Make-up || Royal Entry
Просмотров 11 тыс.3 года назад
Subscribe Now 😉
Highlight 2:39 - 7:39 from Raja Sri GOKULANANDA PRADHAN || Live Now
Просмотров 2833 года назад
Highlight 2:39 - 7:39 from Raja Sri GOKULANANDA PRADHAN || Live Now
Raga Surat | ତେଲୁଗୁ ସଙ୍ଗୀତ | Gokulananda Pradhan | Guru - Late. Sri. Trinath Pradhan, #trinathmusic
Просмотров 3,3 тыс.3 года назад
Raga Surat | ତେଲୁଗୁ ସଙ୍ଗୀତ | Gokulananda Pradhan | Guru - Late. Sri. Trinath Pradhan, #trinathmusic #teluguraga #trinathkampo Comments Bellow..... LIKE !!! SHARE !!! SUBSCRIBE !!!
ସରସ୍ଵତୀ ବନ୍ଦନା 🙏🏻 | ଅତି ସୁନ୍ଦର ଭାବପୂର୍ଣ୍ଣ କଣ୍ଠ ରେ... | Gokulananda Pradhan #trinathmusic #gokula
Просмотров 3,3 тыс.3 года назад
ସରସ୍ଵତୀ ବନ୍ଦନା 🙏🏻 | ଅତି ସୁନ୍ଦର ଭାବପୂର୍ଣ୍ଣ କଣ୍ଠ ରେ... | Gokulananda Pradhan #trinathmusic #gokula
ଯୁଦ୍ଧ ସମୟରେ ଲୀଳାବତୀ ଙ୍କ କଣ୍ଠରୁ.... | ଆହେ ପ୍ରାଣେଶ୍ୱର | Sri. Gokulananda Pradhan #trinathmusic #gokula
Просмотров 3,5 тыс.3 года назад
ଯୁଦ୍ଧ ସମୟରେ ଲୀଳାବତୀ ଙ୍କ କଣ୍ଠରୁ.... | ଆହେ ପ୍ରାଣେଶ୍ୱର | Sri. Gokulananda Pradhan #trinathmusic #gokula
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | ଦ୍ୱିତୀୟ ଭାଗ | #gokulananda #rajanatak #nrusinghanath #prahladnatak
Просмотров 6 тыс.3 года назад
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | ଦ୍ୱିତୀୟ ଭାଗ | #gokulananda #rajanatak #nrusinghanath #prahladnatak
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | Part - 1 | Gokulananda Pradhan , At-Mundapota #gokulananda #nrushingha
Просмотров 7413 года назад
ହିରଣ୍ୟକଶିପୁ ର ନୃସିଂହ ଦର୍ଶନ | Part - 1 | Gokulananda Pradhan , At-Mundapota #gokulananda #nrushingha
ନୃସିଂହ ଅବତାର ବିରାଜମାନ | Gokulananda Pradhan | Village - Mundapota | #nrusinghaavatar #gokulananda
Просмотров 7 тыс.3 года назад

ରାଜନୀତି ବାଣୀ | ରାଗ - ଅରଭୀ, Performance by Gokulananda Pradhan #arabhiraga #gokulanandapradhan
Просмотров 3,4 тыс.3 года назад

କୁଳ ଉଦ୍ଧାରଣ କଲୁ ମୋର। ଭାବପୂର୍ଣ୍ଣ ଭାଷାରେ ଅତିସୁନ୍ଦର... । Gokulananda Pradhan #prahalladnatak #gokul
Просмотров 3,2 тыс.3 года назад
କୁଳ ଉଦ୍ଧାରଣ କଲୁ ମୋର। ଭାବପୂର୍ଣ୍ଣ ଭାଷାରେ ଅତିସୁନ୍ଦର... । Gokulananda Pradhan #prahalladnatak #gokul
ସୁନ୍ଦରୀ, ପ୍ରିୟସହି ମୋର ରେ... | ଭୈରବୀ ରାଗ | ଗୋକୁଳାନନ୍ଦ ପ୍ରଧାନ #gokulanndapradhan #trinathmusic
Просмотров 3,1 тыс.3 года назад
ସୁନ୍ଦରୀ, ପ୍ରିୟସହି ମୋର ରେ... | ଭୈରବୀ ରାଗ | ଗୋକୁଳାନନ୍ଦ ପ୍ରଧାନ #gokulanndapradhan #trinathmusic
ଜନ୍ମ ପରେ ମୃତ୍ୟୁ ସଖୀ ଗୋ । ଏଇତ ବିଧି ର ବିଧାନ ।ରାଗ - ଶିବ ରଞ୍ଜନୀ, Gokulananda Pradhan #prahalladnatak
Просмотров 3,6 тыс.3 года назад
ଜନ୍ମ ପରେ ମୃତ୍ୟୁ ସଖୀ ଗୋ । ଏଇତ ବିଧି ର ବିଧାନ ।ରାଗ - ଶିବ ରଞ୍ଜନୀ, Gokulananda Pradhan #prahalladnatak
ପ୍ରହଲ୍ଲାଦ ଙ୍କ ହରି ଗୁଣଗାନ | Harmonium Play by Gokulananda Pradhan | Amaizing Performance | #gokul
Просмотров 3,4 тыс.3 года назад
ପ୍ରହଲ୍ଲାଦ ଙ୍କ ହରି ଗୁଣଗାନ | Harmonium Play by Gokulananda Pradhan | Amaizing Performance | #gokul
ରାଜନୀତି | ଗୋକୁଳାନନ୍ଦ ପ୍ରଧାନ | Full Vedio | Prahallad Natak | #trinathmusic #gokulanandapradhan
Просмотров 7 тыс.3 года назад
ରାଜନୀତି | ଗୋକୁଳାନନ୍ଦ ପ୍ରଧାନ | Full Vedio | Prahallad Natak | #trinathmusic #gokulanandapradhan
Prahlad Natak |Gokulananda Pradhan | ଶିକ୍ଷକ - ✓Sri. Trinath Pradhan | ହିରଣ୍ୟଶିପୁ ବିଦାରଣ |#ବ୍ରହ୍ମପୁର
Просмотров 2 тыс.3 года назад
Prahlad Natak |Gokulananda Pradhan | ଶିକ୍ଷକ - ✓Sri. Trinath Pradhan | ହିରଣ୍ୟଶିପୁ ବିଦାରଣ |#ବ୍ରହ୍ମପୁର
The Velly view Of Maa Balakumari , Chikiti,Ganjam
Просмотров 954 года назад
The Velly view Of Maa Balakumari , Chikiti,Ganjam
PRAHALLAD NATAK . । Part-03। DIRECTION - ✓Mr. Trinatha Pradhan
Просмотров 7 тыс.6 лет назад
PRAHALLAD NATAK . । Part-03। DIRECTION - ✓Mr. Trinatha Pradhan
PRAHALLAD NATAK . । Part-02। DIRECTION - ✓Mr. Trinatha Pradhan
Просмотров 3,8 тыс.6 лет назад
PRAHALLAD NATAK . । Part-02। DIRECTION - ✓Mr. Trinatha Pradhan
PRAHALLAD NATAK . । Part-01। DIRECTION - ✓Mr. Trinatha Pradhan
Просмотров 5 тыс.6 лет назад
PRAHALLAD NATAK . । Part-01। DIRECTION - ✓Mr. Trinatha Pradhan
R.K Cricket Club 🏏 , KELUA.\nCelebrating in very enjoyful and happiness.🎉 ☺#Nikhil #Kumar.
Просмотров 4547 лет назад
R.K Cricket Club 🏏 , KELUA. Celebrating in very enjoyful and happiness.🎉 ☺#Nikhil #Kumar.
Sonpur, enjoining moment with my friends.. #Nikhil Kumar..
Просмотров 467 лет назад