Это видео недоступно.
Сожалеем об этом.

କଥା ଚାପିବାକୁ ଚାଁହୁଛନ୍ତି ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ କ'ଣ ନ୍ୟାୟ ଦେବେ? Dinanka TV | CM Mohan Majhi in trouble

Поделиться
HTML-код
  • Опубликовано: 17 авг 2024

Комментарии • 245

  • @aryabhuminewspaper1851
    @aryabhuminewspaper1851 Месяц назад +66

    ଏ ଭଳି ବ୍ୟକ୍ତି ରାଜ୍ୟପାଳ ପାଇଁ ଅନୁପଯୁକ୍ତ

  • @rasanandasethy
    @rasanandasethy Месяц назад +41

    ଓଡ଼ିଶାରେ ଅଣ ଓଡ଼ିଆ ଲେକ୍ ରାଜ କଲେଣି ଓଡ଼ିଶାର ସବୁ ଖାଇଲେ ଅଣଓଡ଼ିଆ ମାଫିଆ ମାନଙ୍କୁ ଶାସନ ଶାସନ ଦରକାର ତାକ ମାନକୁ ଓଡ଼ିଶାରୁ ବାହାର କରାଯାଉ

    • @nuelbaa8392
      @nuelbaa8392 Месяц назад

      Gujarati lootera,mafia o dalal mane Odishaku khaijibe. Ebe Achhe Din ame dekhibu !

  • @prasantapattanaik862
    @prasantapattanaik862 Месяц назад +25

    ମୁଖ୍ୟମନ୍ତ୍ରୀ କାହିଁକି କିଛି ମନ୍ତବ୍ୟ ଦେଉ ନାହାନ୍ତି?

  • @prasantakumarbiswal7570
    @prasantakumarbiswal7570 Месяц назад +14

    ଅର୍ଗସ ମିଡ଼ିଆ କୁଆଡେ ଗଲେ ତାଙ୍କୁ କୋଭିଡ 19 ହେଇଚି ନା କଣ

  • @brahmaachary3955
    @brahmaachary3955 Месяц назад +20

    ନ୍ୟାୟ ଉଚ୍ଚ ଅଦାଲତ ର ଅଧିକାର ରହିଛି

  • @gopabandhubehera453
    @gopabandhubehera453 Месяц назад +29

    ରାଜ୍ୟପାଳ କଣ,ନ୍ୟାୟ ଦବ?ନ୍ୟାୟ ଦବା,ବାଲା ହେଊଛି ଆଦାଲତ,ପୋଲିସର ଅନୁସନ୍ଧାନ ରିପୋର୍ଟ ଉପରେ,ଅଦାଲତ,ବିଚାର କରିକି,ଦଣ୍ଡ ବିଧାନ କରିବ

  • @BrundabanSahoo-ty6vq
    @BrundabanSahoo-ty6vq Месяц назад +9

    ଵିଜେପି ମାଳବାଦୀ ଦଳ ଏଠି ମୁଖ୍ୟମନ୍ତ୍ରୀ ଅଯୋଗ୍ୟ

  • @pratapmaity2499
    @pratapmaity2499 Месяц назад +14

    ନ୍ଯାୟ ଦବା ପାଇଁ ୭ଦିନ କଣ ପାଇଁ

  • @aravindapattanayak2966
    @aravindapattanayak2966 Месяц назад +7

    You are 100 % right sir
    Continue your journey
    People are always with you

  • @bichitranandatripathy3007
    @bichitranandatripathy3007 Месяц назад +14

    Arrest. Karajau

  • @deepakacharya3892
    @deepakacharya3892 Месяц назад +4

    ନ୍ୟାୟ ଥାନା କି କୋର୍ଟ ରେ ମିଳେ ନାହିଁ। ଯେସାକୁ କୁ ତେସା LAW APPLY କଲେ ନ୍ୟାୟ ମିଳେ। ଆଇନ କୁ ହାତକୁ ନିଅନ୍ତୁ ରାଜ୍ୟବାସୀ । ସୁଯୋଗ ଦେଖି ନ୍ୟାୟ ଛଡ଼ାଇ ନିଅନ୍ତୁ।

  • @ajayakumarpattanaik8102
    @ajayakumarpattanaik8102 Месяц назад +4

    Outstanding comments.

  • @vijoybaliarsingh8050
    @vijoybaliarsingh8050 Месяц назад +8

    ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ! ! FIR ଅନୁଯାୟୀ କାର୍ଯ୍ୟ ନହେଲେ , ଏହି ଘଟଣା କୁ କୋର୍ଟ କୁ ନେବା ଦରକାର ।

  • @lal78719
    @lal78719 Месяц назад +3

    Mohan Majhi take immdiate action without late!

  • @surendraswain9517
    @surendraswain9517 Месяц назад +8

    Moha majhi ajogya mukhya mantri

  • @ranajitjena4668
    @ranajitjena4668 Месяц назад +17

    ଓଡ଼ିଆ ଅସ୍ମିତା ରଖିବାକୁ ଯାଇ ଝାଡ଼ଖଣ୍ଡ ରାଜ୍ୟର ରଘୁବର ଦାସ ବର୍ତମାନ ଓଡିଶାର ରାଜ୍ୟପାଳ ଏବଂ ତାଙ୍କ ପୁଅ ଯେଉଁଭଳି ଜଣେ କାର୍ଯ୍ୟରତ ଓଡ଼ିଆ କର୍ମଚାରୀଙ୍କୁ ଆକ୍ରମଣ କଲେ ଏହାକୁ ନେଇ ଓଡିଶାରେ ଥିବା ବିଜେପିର ପଙ୍ଗୁ ସରକାର କୌଣସି ପଦକ୍ଷେପ ନନେବା

    • @Narmada-s3y
      @Narmada-s3y Месяц назад

      Raghubar the great🎉🎉🎉

    • @ranajitjena4668
      @ranajitjena4668 Месяц назад +1

      @@Narmada-s3yଝାରଖଣ୍ଡର ଗୋଟେ ତଳ ସ୍ତରର ବିଜେପି ଦଳର ଗୁଣ୍ଡା

    • @dewansoren8426
      @dewansoren8426 Месяц назад

      Amiti jharkhanda re chale ba???

    • @ranajitjena4668
      @ranajitjena4668 Месяц назад

      @@dewansoren8426 ଓଡିଶାରେ କଣ ପାଇଁ ଅଛୁ ଝାରଖଣ୍ଡରେ ରହିବୁ ଯା

  • @amulyakumarsahoo3896
    @amulyakumarsahoo3896 Месяц назад +3

    ଏମାନେ ହେଉଛନ୍ତି ସବୁ ଗୋଟିଏ ଲାଉ ର ମଞ୍ଜି, ଅଧିକ କଣ ଆସାକରା ଯାଇ ପାରେ ।

  • @nakulabehera8456
    @nakulabehera8456 Месяц назад +2

    ଏ କୋଲ କନ୍ଧ ମୁଖ୍ୟମନ୍ତ୍ରୀ ପାଟିରେ କଣ କିଏ ପୁରେଇ ଦେଇଛି

  • @pradeeptakumarpanda1054
    @pradeeptakumarpanda1054 Месяц назад +3

    Thanks too much sir

  • @pradyumnapradhan-vw5ls
    @pradyumnapradhan-vw5ls Месяц назад +3

    Ok sir

  • @PremChhura-cs1kt
    @PremChhura-cs1kt Месяц назад +4

    Thik kahuchhanti sir..

  • @tophandas587
    @tophandas587 Месяц назад +24

    A ଭଳି Governor nku Odisha ରାଜ୍ୟରୁ ବାହାର କରି ଦିଆ

  • @santoshkumarsatapathy3528
    @santoshkumarsatapathy3528 Месяц назад +1

    Excellent version.

  • @user-fb8fb5qc2n
    @user-fb8fb5qc2n Месяц назад +7

    ରାଜ୍ୟପାଳ କଣ ପୁଲିସ ନା ବିଚାରାଳୟ?।

  • @saraswatimathseducation
    @saraswatimathseducation Месяц назад +7

    Bjp ବାଲାର କୌଣସି ନୈତିକ ନାହିଁ

    • @manasimohanty942
      @manasimohanty942 Месяц назад

      Kebolo odia ashimita ku ghanto gadeikhata bjp kahi ashuchi

  • @user-sf2rn3ts1i
    @user-sf2rn3ts1i Месяц назад +3

    Sir ତାଙ୍କୁ ଛାଡ଼ନ୍ତୁ ନାହିଁ, କାନୁନ ସମସ୍ତଙ୍କ ପାଁଇ ସଂମାନ,

  • @sushreesangitasahoo6933
    @sushreesangitasahoo6933 Месяц назад +1

    ଏ ଓଡ଼ିଆ ଅସ୍ମିତା କଥା ଧମେନ୍ଦ୍ର ପ୍ରଧାନ ଠିକ୍ କହିବେ କାରଣ ଓଡ଼ିଆ ଅସ୍ମିତା ବିଷୟରେ ସବୁ ଜଣା

  • @user-fp8zm1qd3o
    @user-fp8zm1qd3o Месяц назад +5

    Mohan Majhi is not fit for CM

  • @TankunaBhai
    @TankunaBhai Месяц назад +2

    ଓଡିଶା ବନ୍ଦ ଡାକରା ଦିଆଯାଉ ସବୁ ଏକ ହୁଅ

  • @kshyamanidhisahoo1248
    @kshyamanidhisahoo1248 Месяц назад +3

    Rajya pal au cm isatpha diantu

  • @AtulDash-o6r
    @AtulDash-o6r Месяц назад +1

    ଗଭର୍ଣ୍ଣର ନିଜେ ଚାକିରିରୁ ରିଜାଇନ୍ ଦେଇ ତାଙ୍କ ଘରକୁ ଚାଲିଯିବା ଉଚିତ୍ ହେବ

  • @sirishmunduya1360
    @sirishmunduya1360 Месяц назад +1

    ନ୍ୟାୟ କେବଳ ବଡ଼ବଡ଼ିଆ ବାବୁ ମାନଙ୍କ ପାଇଁ

  • @user-zz4tg9io1f
    @user-zz4tg9io1f Месяц назад +2

    Odisha Governor, Raguvar Das, shame on you.
    You must resign and go back.

  • @nilakanthasahoo8101
    @nilakanthasahoo8101 Месяц назад +1

    ଏଭଳି ରାଜ୍ୟ ପଲ୍ ଦରକାର ନାହିଁ ତୁରନ୍ତ ଛାଡ ଛାଡ ପଦ୍

  • @sarojallinone9634
    @sarojallinone9634 Месяц назад +1

    U r absolutely right sir

  • @rahulbadset
    @rahulbadset Месяц назад +3

    ପଦରୁ ହଟିବା ଦରକାର

  • @bijayraja
    @bijayraja Месяц назад +1

    କଥା କାମ ଭିତରେ ତଫାତ କାହିଁକି ?
    ଜନସାଧାରଣ ସବୁ ଦେଖୁଛନ୍ତି. ସାଧୁ ସାବଧାନ.

  • @sanatanpradhan251
    @sanatanpradhan251 Месяц назад +3

    Right

  • @dineshrath2500
    @dineshrath2500 Месяц назад +2

    Governor should resign

  • @subratsahu4373
    @subratsahu4373 Месяц назад +1

    କୁଆଡେ ଗଲା ଓଡିଆ ଅସ୍ମିତା। କୁଆଡେ ଗଲା ନୈତିକତା

  • @subaldas9613
    @subaldas9613 Месяц назад +2

    ଓଡ଼ିଆ ଅସ୍ମିତା ପାଇଁ ନିୟ ଦରକାର ସରକାର

  • @champeswarpradhan5017
    @champeswarpradhan5017 Месяц назад +1

    You are 💯 right sir... what you said is absolutely right. Don't be afraid of anyone. We all are with you sir... speak spontaneously

  • @sibasankarsahoo822
    @sibasankarsahoo822 Месяц назад +1

    ମୁଖ୍ୟମନ୍ତ୍ରୀ ଦାରସିଂହ କୁ suport କରିଥିଲେ, ସେ କଣ ନ୍ୟାୟ ଦେବେ l

  • @dineshrath2500
    @dineshrath2500 Месяц назад +2

    Pm should take decision

  • @user-gv4mh8xh2t
    @user-gv4mh8xh2t Месяц назад

    ରାଜ୍ୟପାଳ କୁ ବହିସ୍କାର କରାଯାଉ

  • @user-gd7kx5rz1v
    @user-gd7kx5rz1v Месяц назад +1

    You are Right sir

  • @BanshidharPanda-oz9ws
    @BanshidharPanda-oz9ws Месяц назад +1

    ଏସମ୍ପର୍କରେ ବିଜେପି ମୁହଁ ଖୋଲୁନି କାହିଁକି?

  • @rabindranathsahoo-nn1qp
    @rabindranathsahoo-nn1qp Месяц назад

    ନବୀନ ପଟ୍ଟନାୟଙ୍କଠାରୁ କିଛି ଆଶା କରାଯାଉ

  • @saratchandranayak2512
    @saratchandranayak2512 Месяц назад +1

    You are right sir.

  • @renupravamohapatra1036
    @renupravamohapatra1036 Месяц назад +1

    Right statement Sir.

  • @mohanhembram427
    @mohanhembram427 Месяц назад +1

    ✔️💯 ପୁରା ପୁରି ଠିକ୍ କଥା କୋହିଛନ୍ତି ବହୁଟ ବାହୁଟ ଧନ୍ୟବାଦ୍ କାହିଁ news ଚାନେଲ ଗୁଡା ମୋହନ ସରକାର ଅସଲ ରୂପ ଦେଖେଇଲା ବିଦାୟ ନେବା ଉଚିତ୍ ରାଜ୍ୟପାଳ କୁ ଶଳା କଣ ନା ଓଡ଼ିଆ ଅସ୍ମିତା ଆମକୁ ବୋକା ବନେଇଲେ

  • @saratlenka-qo6zu
    @saratlenka-qo6zu Месяц назад +3

    Right sir

  • @padmacharanpatnaik7959
    @padmacharanpatnaik7959 Месяц назад +2

    Thanks for your high journalism.Secretary to the Governor had a bounden duty to lodge a complaint to local police in the matter as offence has taken place in Rajbhawan at Puri that too during the highest function days of Lord Jagannath.

  • @dhaneswarnanda3258
    @dhaneswarnanda3258 Месяц назад

    ଆଜ୍ଞା,, ପୁରୀ ରେ sp ଙ୍କୁ ମାଡ଼ ହୋଇଥିଲା, ଆଇଆଇସି ବି ମାଡ଼ ଖାଇ ଛନ୍ତି,,,
    ସେ ପ୍ରସଙ୍ଗ ରେ ଆପଣ କେବେ ମୁହଁ ଖୋଲି ନାହଁନ୍ତି...
    ଓଡ଼ିଆ ଅସ୍ମିତା ସହିତ କଥା ଯୋଡିବା ଠିକ୍ ନୁହଁ,,,

  • @bamansahu6900
    @bamansahu6900 Месяц назад +2

    POLICE WILL TAKE ACTION NOT GOVERNOR

  • @tophandas587
    @tophandas587 Месяц назад +2

    Chhoti kn ସବୁଦିନ ପାଇଁ ଛୋଟି କରିଦିଅ ଆମେ ମାରିବୁ ସେ ବାପ ପୁଅଙ୍କୁ

  • @Jandutuyu
    @Jandutuyu Месяц назад +1

    Nice 👍

  • @trinathsethi5036
    @trinathsethi5036 Месяц назад +2

    Thank you sir

  • @bollywoodhungama4016
    @bollywoodhungama4016 Месяц назад +1

    Right sir.

  • @ArunDas-hc5zz
    @ArunDas-hc5zz Месяц назад

    ଏଇ ଠାରୁ ଆରମ୍ଭ ହେଲା ଓଡ଼ିଶା ରେ BJP ର ପତନ ଗଣତି।

  • @manoranjandash3134
    @manoranjandash3134 Месяц назад

    କେଡେ କେଡେ ଅଲାଜୁକ ଅପାରଗ ଲୋକେ ଶାସନରେ ଥିଲେ।ନମିତା ବେଳେ କାହିଁକି ଚୁପ୍ ଥିଲେ।

  • @user-de8uf9qu2m
    @user-de8uf9qu2m Месяц назад

    Salute you to your voice against odya asmita 🎉🎉🎉🎉🎉

  • @pratiharpradhan1305
    @pratiharpradhan1305 Месяц назад +1

    ଓଡ଼ିଆ ଅସ୍ମିତା ର ଠିକା ନେଇଥିବା ପଧାନେ ଚୁପ କାହିଁକି ?

  • @ranjitkumarnayak9380
    @ranjitkumarnayak9380 Месяц назад +1

    Right bro

  • @SamserSamser-l3j
    @SamserSamser-l3j Месяц назад +2

    YesRight

  • @subaldas9613
    @subaldas9613 Месяц назад +1

    ସମ୍ବିତ ପାତ୍ର କୁଆଡେ ଗଲା

  • @judhistirprathan4975
    @judhistirprathan4975 Месяц назад +1

    ❤❤❤❤SE MAA GIHA RAJYA PAL RAJNITI KARUCHI❤❤ TA PUA KU CHHADI TAKU MAFA KARI THANTA❤❤❤

  • @sanjeevpatra1975
    @sanjeevpatra1975 Месяц назад +1

    Naya Adalat deba

  • @purnimasahu2801
    @purnimasahu2801 Месяц назад +1

    yourightsir

  • @santoshrout3978
    @santoshrout3978 26 дней назад +1

    ଅର୍ଗସ କୁଆଡେ ଗଲା😂

  • @manveersagarbage3291
    @manveersagarbage3291 Месяц назад

    Very nice explanation

  • @dhrmarautaray2302
    @dhrmarautaray2302 Месяц назад +1

    Thanks

  • @hrushikeshmahanta6590
    @hrushikeshmahanta6590 Месяц назад +1

    ପଇସା ପତ୍ର କାରବାର ସରିଗଲା already compromise

  • @lal78719
    @lal78719 Месяц назад +1

    Odisha pepole look at this case!!

  • @ChinuBehera-nj4we
    @ChinuBehera-nj4we Месяц назад +1

    B j p sarakara besidin nuhe

  • @chaitanyasahoo8971
    @chaitanyasahoo8971 Месяц назад +1

    Rajyapal resign deba uchit.tatsahita pua ku police re Surender kariba uchit. E heuchhi Jane nyayapala ra kartabya.

  • @sadasivatripathy8227
    @sadasivatripathy8227 Месяц назад +1

    Best comments

  • @user-ix6pi2op5g
    @user-ix6pi2op5g Месяц назад +1

    Mohan majhi aji rajyapalank pain CM heiparichhanti ,pandyanku doshi sajeichhanti seithhipain mohan majhi talibaku chahunchhanti

  • @BasantaBarik-fb1ei
    @BasantaBarik-fb1ei Месяц назад +2

    Ebhali rajyapala amara darkar nanhi

  • @purnachandrapradhan2399
    @purnachandrapradhan2399 Месяц назад +1

    CM Majhi why are silent on Rajbhavan issue. This shows your inclination to Governor and for the common man You have forgot that you have come from a Tribal Community.

  • @SsSwain-wx9ww
    @SsSwain-wx9ww Месяц назад +1

    Governor ku suspend kara jau

  • @surendraswain9517
    @surendraswain9517 Месяц назад +1

    Hatao raghubar das

  • @SambhunathDehuria
    @SambhunathDehuria Месяц назад +1

    Rajya pala odisha pain na tanijaparibarpain

  • @shreekrishnabhakta326
    @shreekrishnabhakta326 Месяц назад +1

    Sabu thaaru bada aacharya kathaa Mahamahim Rashtrapati nka upastith.

  • @user-ur5gc5iv6s
    @user-ur5gc5iv6s Месяц назад +1

    Governor should regine from his seat

  • @user-xk5nz2dl6r
    @user-xk5nz2dl6r Месяц назад +1

    Jadi FIR lodge heuni, tebe ODISHA lokanka bharasa uthi jiba BJP sarkar uparu. Aji Odisha lokamane BJP ku jiteithile kn ehi dinaku dekhiba pain?

  • @jayantamadhei602
    @jayantamadhei602 Месяц назад +4

    ବିଜେଡି ର ପୋଲିସ ବିଜେଡି ପାଇଁ କାମ କରୁଥିଲା ଏବେ ବିଜେପି ପାଇଁ ଅସୁବିଧା ରହିଲା କୋଉଠି ଜୟ ଜଗନ୍ନାଥ

    • @manoranjanpradhan3509
      @manoranjanpradhan3509 Месяц назад

      😂😂

    • @user-fb8fb5qc2n
      @user-fb8fb5qc2n Месяц назад +1

      କଣ ଜଗନ୍ନାଥ କହିଲେ ଝାଡ଼ଖଣ୍ଡରୁ ଗୁଣ୍ଡା ଅଶି ଓଡସା କର୍ମଚାରୀଙ୍କୁ ପିତିବେ।ରାଜ୍ୟପାଳ କେନ୍ଦ୍ର ଚାକିରିଆ ସେ କଣ କରିବେ।

  • @PrakashchandraRana-t9h
    @PrakashchandraRana-t9h 27 дней назад

    💯 correct

  • @tusardas3006
    @tusardas3006 Месяц назад +1

    Home department should be take action. Very bad message goes to society. How BJP government better than BJD government. All are on same way.

  • @user-ur5gc5iv6s
    @user-ur5gc5iv6s Месяц назад +1

    Here is British rulers

  • @ratikantasahoo4729
    @ratikantasahoo4729 Месяц назад +2

    Police Ra Ojan Nahi

  • @BasantaBarik-fb1ei
    @BasantaBarik-fb1ei Месяц назад

    Thanks bhai

  • @santoshkumarnayak4569
    @santoshkumarnayak4569 Месяц назад +2

    Non Odia nikalo

  • @DhirendraPanda-yk9gd
    @DhirendraPanda-yk9gd Месяц назад +1

    Chora mohan sarkar

  • @bhaktimarga853
    @bhaktimarga853 Месяц назад

    ରାଜ୍ୟପାଳ କଣ juudge ଯେ ନ୍ୟାୟ ଦେବେ?

  • @bidyadharswain54
    @bidyadharswain54 Месяц назад +2

    Why bjd is silence over sop assaulted by governor son. Where is your odia asmita..so people have teach ed a condign punishment to bjd. Opportunist party. Next govt congress or bjp.

  • @dakhineswarhomeohall4936
    @dakhineswarhomeohall4936 Месяц назад +1

    bJP ra charitra ra pariprakash.

  • @user-bq8jc9zk4k
    @user-bq8jc9zk4k Месяц назад +2

    Apon bohut volo bujhau chonti sir Aso niya miluni tebe Gorib dukhi ku odisha re ki niya milibo Khulam khulam durniti koruchi sorkar

  • @gitanjalimohanty6657
    @gitanjalimohanty6657 28 дней назад

    ଲଜ୍ଜାହୀନ ।

  • @mamatadilipmishra5715
    @mamatadilipmishra5715 Месяц назад +1

    Kemiti heba sabu murkha rajniti kale kn heba