ମୋହନଙ୍କ ଟିକେ ଭୁଲ୍ କାହିଁକି ମାଡିବସିଲେ ନବୀନ ? LOP Naveen Patnaik left assembly is big move| Ravi Das.

Поделиться
HTML-код
  • Опубликовано: 14 окт 2024
  • ମୋହନଙ୍କ ଟିକେ ଭୁଲ୍ କାହିଁକି ମାଡିବସିଲେ ନବୀନ ? LOP Naveen Patnaik left assembly during the Governor's speech is big move. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 289

  • @MunaBhai-qh9fl
    @MunaBhai-qh9fl 2 месяца назад +70

    ଜୟ ନବୀନ ପଟ୍ଟନାୟକ ଜୟ ବିଜେଡି 🙏🏼 କେମେରା ମାଇକି କଣପାଇଁ ବନ୍ଦକଲେ ଏହା ଅନ୍ୟାୟ ହୋଇଛି

    • @9861877023
      @9861877023 2 месяца назад

      Bhai Modi 2019 road show bel light Kati deithile,,au Prisedent Speach bel bari pada re light Kati deithile,,,Same 2 same,,sujhi gal😅😅 mana jama ru dukha karani....

    • @jitendrapradhan6986
      @jitendrapradhan6986 2 месяца назад +3

      Bhai BJP spam master se nikara dosa luheiba. Pain hei pari kama karuchi

  • @alekhchandrabarik2844
    @alekhchandrabarik2844 2 месяца назад +74

    ନବୀନ ବାବୁ ଜିନ୍ଦାବାଦ

  • @gagansuna8960
    @gagansuna8960 2 месяца назад +43

    Right Naveen sir ଜିନ୍ଦାବାଦ only Naveen ❤

  • @SarojiniSarojinisahoo-pi3um
    @SarojiniSarojinisahoo-pi3um 2 месяца назад +65

    ରାଜ୍ୟପାଳ ବି ଓଡ଼ିଶା ଅସ୍ମିତା କୁ ଠେସ ପହଞ୍ଚାଇ ଛନ୍ତି

  • @BanitaNanda-on9ld
    @BanitaNanda-on9ld 2 месяца назад +81

    ବିରୋଧୀଦଳ ର କହିବା ଆବଶ୍ୟକତା ଅଛି କିନ୍ତୁ ମାଇକ୍ ଆଉ କ୍ୟାମେରା କଣ ପାଇଁ ବନ୍ଦ କରାଗଲା

    • @archanabarik2330
      @archanabarik2330 2 месяца назад +4

      You are right 👍👍👍👍👍👍👍

    • @pradeepkumarpanda7626
      @pradeepkumarpanda7626 2 месяца назад

      @@BanitaNanda-on9ld Kete bele kahibara adhikar achhi? Jetebele Governor kahuthibe?

  • @sadanandasahoo3707
    @sadanandasahoo3707 2 месяца назад +53

    ଯେଉଁ ରାଜ୍ୟପାଳ ଙ୍କ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନହେଲା ପରେ, ତାଙ୍କର ଭାଷଣ ଦେବାର ନୈତିକ ଅଧିକାର ଅଛି କି? ତେଣୁ ତାଙ୍କ ଭାଷଣକୁ ବିରୋଧ କରିବାର ଯଥାର୍ଥତା ଅଛି। ମୂଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବୈକୁଣ୍ଠ ବାବୁଙ୍କୁ ଡାକି ଆଲୋଚନା କରିବାର ଉଦ୍ଦେଶ୍ୟ କଣ? ଯେତେ ଯେଉଠି ଏମିତି ମାରପିଟ ହେବ, ସବୁଠି ଜିଲ୍ଲାପାଳ ତଦନ୍ତ କରିବେ କି? ନା ଆଇନ କେବଳ ରାଜ୍ୟପାଳ ଙ୍କ ପୁଅ ପାଇଁ ହେଲା

    • @karunakarkisan1143
      @karunakarkisan1143 2 месяца назад +5

      ଜିଲ୍ଲlପାଳମାନେ ଯଦି ପୋଲିସର କାମ କରିବେ ତେବେ ଓଡ଼ିଶାରୁ ପୋଲିସ OFFICE/KARYALAY ଓଠାଇ ଦେବା ଦରକାର l

    • @RengaboiSimadri-y7y
      @RengaboiSimadri-y7y 2 месяца назад

      ବିଜେପି ରେ ଯେତେ ନେତା ଅଛନ୍ତି ତାର ପ୍ରାୟ ଅଛନ୍ତି ଗୁଣ୍ଡା ପ୍ରକୃତିର.

    • @PRAKASHMOHANTY-x1x
      @PRAKASHMOHANTY-x1x 2 месяца назад

      @@sadanandasahoo3707 ରାଜ୍ୟପାଳଙ୍କ ପୁଅଙ୍କ ଘଟଣାକୁ ଏତେ ନିଚ୍ଚ ସ୍ତରୀୟ ତଦନ୍ତ କରାଗଲେ ରାଜ୍ୟପାଳଙ୍କୁ କାଳେ ଅସମ୍ମାନ ହେବ;
      ତେଣୁ ଏହାକୁ "କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ" ଦ୍ୱାରା କରାଯାଉ।

  • @debasishpatra1366
    @debasishpatra1366 2 месяца назад +21

    All the Best dear Naveen Sir.🙏

  • @s.mohapatra-i1k
    @s.mohapatra-i1k 2 месяца назад +45

    ଆଗରୁ ଡକାୟତ ଜନତା ପାର୍ଟି ତରଫରୁ ଲୋକ ସଭା ରାଜ୍ୟ ସଭା ରେ ମାଇକ୍ ବନ୍ଦ କରା ଯାଉ ଥିଲା ଆଉ ଏବେ ଓଡ଼ିଶାରେ ଆରମ୍ଭ କଲେ

  • @gurukrushnadash7573
    @gurukrushnadash7573 2 месяца назад +13

    ନବିନ ପଟ୍ଟନାୟକ ,ବିଜେଡି ଓ କଂଗ୍ରେସ ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି ଉଚିତ ପଦକ୍ଷେପ ନେଇଛନ୍ତି ।

    • @pradeepkumarpanda7626
      @pradeepkumarpanda7626 2 месяца назад

      @@gurukrushnadash7573 Rajyapala ek sambidhanik padavi. Rajyapalanka bhasan ku amarjyada kariba asikhita manank rajaniti.
      Governor nka pua khaku chapuda marile ta pain aina achhi. Rajyapala dayi nuhanti.
      Agaru Rajyapala Mane Odiare bhasana deuthile na rastra bhasare?

  • @krishnakhandagiri9887
    @krishnakhandagiri9887 2 месяца назад +2

    Jay Naveen babu
    Jay BJD
    Ur right right 👍👍👍
    ରଵି ଵାଵୁ ଆପଣ ଶତ ପ୍ରତିଶତ ସତ କଥା କହିଛନ୍ତି ନବୀନ ବାବୁ ତାଙ୍କ ବିଧାୟକ କୁ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ ଏ ଭାରତୀୟ ଜନତା ପାର୍ଟିର ନେତା ମନ୍ତ୍ରୀ ମାନେ କାହିଁକି ରାଜ୍ୟପାଳ ଙ୍କୁ କାହିଁକି ସପଟ୍ କରୁଛନ୍ତି ଏଇ ରାଜ୍ୟପାଳ ମହୋଦୟ ଙ୍କୁ ଓଡ଼ିଶାରୁ ବହିଷ୍କାର କରାଯାଉ

  • @karunakarkisan1143
    @karunakarkisan1143 2 месяца назад +27

    ମାଇକ କିମ୍ବା କ୍ୟାମେରା ବନ୍ଦ କଲେ ବି ପାଟିକୁ ତ ବନ୍ଦ କରିପାରିବେ ନାହିଁ l

  • @jagannathbhagwan9385
    @jagannathbhagwan9385 2 месяца назад +35

    ଏ ଶୃଗାଳ ଦଳ ବିଜେପି କୁ ପଙରେ ପୋତି ଦିଅ ଭାରି ଉତ୍ପାତ ହେଲାଣି

  • @alekhchandrabarik2844
    @alekhchandrabarik2844 2 месяца назад +19

    Rabi sir,
    ବିଜେପି ସରକାର ଗଢିଲା, cm& D. Cm କଣ ପାଇଁ ନବୀନ ନିବାସ କୁ ଯାଇ ନବୀନ ଙ୍କୁ ଭେଟୁଛନ୍ତି l ଏଥିରୁ ଜଣାପଡୁଛି ଏମାନଙ୍କର କିଛି ଦକ୍ଷତା ନାହିଁ
    .

    • @nareshpanda4485
      @nareshpanda4485 2 месяца назад

      ଦକ୍ଷତା ନାହିଁ କିଏ କହୁଛି. ସେମାନେ ଏକ ବିଜେପି ବିଜେଡି ଗୋଟେ. ଆମେ ଭକୁଆ

    • @pradeepkumarpanda7626
      @pradeepkumarpanda7626 2 месяца назад

      Nabina ra kana Bala dakhyata thila? Sie agru mantri heithila na rajaniti re thila?

  • @amiyamohanty5473
    @amiyamohanty5473 2 месяца назад +34

    Naveen pattanaik only

  • @santoshjena5811
    @santoshjena5811 2 месяца назад +41

    ଓଡ଼ିଆ ଅସ୍ମିତା କହି ଲୋକଙ୍କୁ ଖାଲି ଭକୁଆ ବନଉଛନ୍ତି,ଜୟ ନବୀନ ପଟ୍ଟନାୟକ❤

    • @diptiskumarbal3778
      @diptiskumarbal3778 2 месяца назад +1

      Sambadika bi poster boy gote parti ra

    • @nareshpanda4485
      @nareshpanda4485 2 месяца назад +1

      ଓଡ଼ିଆ ଅସ୍ମିତା କଣ ନବୀନ ବାବୁ ପାଳନ କରନ୍ତି. ସେ ବିଧାନ ସଭା ରେ ଓଡ଼ିଆ ରେ ଭାଷଣ ଦେଇଛନ୍ତି କି

    • @diptiskumarbal3778
      @diptiskumarbal3778 2 месяца назад +1

      @@nareshpanda4485 khali odia bhasan deidele odia osmita nuha .gote bahara Loko bi hau Jia odisara devlopment karu thiba odisa ku vala pauthiba sia kan odisa osmita nuha . Rusi sunak kn england ra asimita

    • @Butterfly07697
      @Butterfly07697 2 месяца назад +1

      Khali odia asmita languge kahidele hebani ama koti odia basi nku bujhiparuthiba au odisha ra kala sanskruti ku bujhiba au odhisa ra byabahara ku bujhiba ku odia asmita kuhajye kebala language kahidele heijibani

  • @PRAKASHMOHANTY-x1x
    @PRAKASHMOHANTY-x1x 2 месяца назад +3

    ରାଜ୍ୟପାଳ ଯଦି ନିଜ ପୁଅକୁ ଭଲ ସଂସ୍କାର ଦେଇ ପାଳି ଜାଣିନାହାନ୍ତି; ସେ ନୂତନ ବିଧାନସଭାରେ କିପରି ନୂତନ ଭାବେ ନିର୍ବାଚିତ ହୋଇ ଆସିଥିବା ବିଧାୟକ ମାନଙ୍କ ପାଇଁ କିମ୍ବା ରାଜ୍ୟବାସୀଙ୍କ ପାଇଁ କି ପ୍ରକାର ଅଭିଭାଷଣ ଦେବେ ଯେ ତାହା ଶୁଣିବାକୁ ମନ ହେଇଥାନ୍ତା। ତେଣୁ ପ୍ରତିପକ୍ଷ ରାଜ୍ୟପାଳଙ୍କ ଏଭଳି ଭାଷଣ ଶୁଣିବାକୁ ଇଚ୍ଛା କଲେନାହିଁ।କକ୍ଷ ତ୍ୟାଗ କଲେ।

  • @gurukrushnadash7573
    @gurukrushnadash7573 2 месяца назад +3

    ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି ଓଡିଶା ବିଜେପିକୁ ଉପଯୁକ୍ତ ଜବାବ ଦେଇଛନ୍ତି ।

  • @sashibhusanmohapatra5976
    @sashibhusanmohapatra5976 2 месяца назад +10

    ଓଡ଼ିଶାର ଅଫିସର ଙ୍କୁ ଝାଡ଼ଖଣ୍ଡର ଗଭର୍ଣ୍ଣ ଙ୍କ ପୁଅ ବାଡ଼େଇଲା ବିଜେପି ର ଓଡ଼ିଆ ଅସ୍ମିତା କୁଆଡେ ଗଲା. I ମୋହନ ମାଝୀ କାଲି ପଲାଉ ଥିଲା କିଛି ନକହିବା ପାଇଁ, ହେଲେ nabin ବିଜେପି କୁ ପାଣି ପିଆଇ ବ, ଜୟନ୍ତ jaya nsbin.

  • @Jotrimay
    @Jotrimay 2 месяца назад +11

    ପ୍ରଭୁଙ୍କ କୃପାରୁ ମରିନାହାନ୍ତି 😭😭ନ ହେଲେ ତାଙ୍କ ସ୍ତ୍ରୀ ବିଧବା ହେଇ ସାରିଥାନ୍ତେ 😭🙏ତାଙ୍କ ସଂସାର ଭାସି ଯାଇଥାନ୍ତା 😭😭ଜଣେ ଦେଶ ର ରଖ୍ୟ କ🙏🙏🙏 ବଡଦୁଖଃ ର ବିଷୟ 🙏😭😭

  • @sailajasatapathy2552
    @sailajasatapathy2552 2 месяца назад +1

    ଆଉ ବିରୋଧୀ ଦଳର ସ୍ଥାନକୁ seriously ନେବେନି ତ ଆଉ କଣ ଫୁଲାଫାଙ୍କିଆ ଛାଡ଼ିଦେବେ ନା କଣ BJP କୁ ....... କଣ ଶାସନଭାର ହାତକୁ ଆସିଛି ବୋଲି ଯାହା ମନକୁ ଆସିବ ସେଇଟା କରିବ BJP.......Shri. Naveen Pattnaik ସବୁବେଳେ ସବୁ ରୋଲ୍ କୁ seriously ନିଅନ୍ତି ଆଉ ତାକୁ ସୁଚାରୁରୂପେ ତୁଲାନ୍ତି ମଧ୍ୟ। ସେଥିପାଇଁ ତ 24yr ଶାସନ କରିପାରିଲେ । ଆଉ ଏବେବି ଯୋଉ ରୋଲ୍ ମିଳିଛି ତାକୁ ମଧ୍ୟ ସେ ସୁଚାରୁରୂପେ ତୁଲାଇବେ ମଧ୍ଯ।।

  • @abhinandansutar197
    @abhinandansutar197 2 месяца назад +6

    ବିଜେପି ଭାବିଛି ମନମାନି ଶାସନ ଚଲେଇବ ଓଡିଶାରେ.. ବିରୋଧୀ ଦଳ ଓଡିଶା ଲୋକଙ୍କ ସ୍ୱର ତେଣୁ ବିରୋଧୀ ଦଳକୁ ଆସାନମାନ କରିବା ମାନେ ଓଡିଶା ଲୋକଙ୍କୁ asanman କରିବା ସହ ସମାନ ତେଣୁ ବିରୋଧୀ ଦଳ ନେତା ଭାଷଣ ସମୟରେ ମାଇକ ବନ୍ଦ କରିଦେବା ଏକ ହୀନ ମାନସିକତା

  • @ajayasahu4728
    @ajayasahu4728 2 месяца назад +13

    Jay Jagannath Jay BJD Jay Naveen Pattnaik sir

  • @Education-yd1mv
    @Education-yd1mv 2 месяца назад +6

    Jay Jagannath 👏👏

  • @madanmohandas534
    @madanmohandas534 2 месяца назад +16

    ଆଗରୁ କଣପାଇ। ଜିଲାପାଳଙ୍କୁ। ତଦନ୍ତ ପାଇଁ।କୁହାଗଲାନୀ

  • @surathaswain9356
    @surathaswain9356 2 месяца назад +10

    ଗଞ୍ଜାମ ଜିଲ୍ଲାର ତତ୍କାଳୀନ DRDA Chairman meeting ରେ ସାମାନ୍ୟ chair ଫିଙ୍ଗା ଘଟଣା ପାଇଁ ନବିନ ପଟ୍ଟନାୟକ ଦଳୀୟ chairman ଥିବା ସତ୍ତ୍ୱେ ତାଙ୍କୁ ପାର୍ଟିରୁ ବାହାର କରିଥିଲେ ।

    • @sunitapradhan3852
      @sunitapradhan3852 2 месяца назад

      👍 right... ଡକାୟତ BJP ର ଦମ୍ ନାହିଁ,

  • @pinkysamal4947
    @pinkysamal4947 2 месяца назад

    ଜୟ ନବିନ ଵାଵୁ ଜିନ୍ଦାବାଦ

  • @khirodmohanty3629
    @khirodmohanty3629 2 месяца назад +13

    Odisha does not want such a type of governor .

  • @kamalakantakuanr7383
    @kamalakantakuanr7383 2 месяца назад +5

    Thik katha

  • @mrsahuhk1972
    @mrsahuhk1972 2 месяца назад

    ନବୀନ ପଟ୍ଟନାୟକ ଜିନ୍ଦାବାଦ ❤

  • @pradiptakumarmishra2534
    @pradiptakumarmishra2534 2 месяца назад

    Only Naveen Sir jindabad

  • @BrundabanSahoo-ty6vq
    @BrundabanSahoo-ty6vq 2 месяца назад +21

    ରାଜ୍ୟପାଳ ପୁଅ ମାଳବାଦୀ ନେତା ଵିଧାନନ ସଭାରେ ରାଜ୍ୟପାଳ କୁ ଟିକେ ଭାଷଣଦଵାକୁ ଲାଜ ଲାଗିଵାକଥା

  • @ashokkumarmahankuda1140
    @ashokkumarmahankuda1140 2 месяца назад +28

    ନବୀନ ବାବୁ ଅତିଚତୁର ନେତା, ବିଜେପି ପାଣିପିଇବ

  • @dolagobindasahoo9267
    @dolagobindasahoo9267 2 месяца назад +2

    ରାଜ୍ୟପାଳଙ୍କ ପୁଅଙ୍କ ବିରୁଦ୍ଧରେ ଅଭିଯୋଗ ହେଇଛି ।ଅଭିଯୋଗ ହେଲେ କଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଇଯିବ ?ନୂଆ ସରକାର ହେଇଛି,ଟିକେ ସମୟ ଦିଅନ୍ତୁ ।
    ଗୋଟିଏ ଘଟଣା,ଛୋଟ ଝିଅ ପରି । ତାକୁ ମାରି ତା ଉପରେ ନଡ଼ିଆ ବାହୁଙ୍ଗା ଘୋଡେ଼ଇ ପକେଇଲେ ଯେ କୁକୁର ବିଲୁଆ କି ସାଧାରଣ ଲୋକ ସେହି ପାଖରେ ଚଳ ପ୍ରଚଳ ହେଉଥିଲେ ମଧ୍ୟ।କେହି ତାର ଟେର ପାଇଲେନି । ଏ ଘଟଣା ଠାରୁ କଣ ରାଜ୍ୟପାଳଙ୍କ ପୁଅ ଘଟଣା ବେଶୀ ଗୁରୁତର ? ସେତେବେଳେ ଆଇନ୍ ଶୃଙ୍ଖଳା ଠିକ୍ ଥିଲା ବର୍ତ୍ତମାନ ବିପର୍ଯ୍ୟସ୍ତ ହେଇଗଲା ?
    ରାଜ୍ୟପାଳଙ୍କ ଭାଷଣକୁ ବିରୋଧୀ ବାଏକଟ କରିପାରିବ,ତାବୋଲି ମାତ୍ର ଦେଢ଼ ମିନିଟରେ ? ଏଭଳି ପରମ୍ପରା ଆମ ରାଜ୍ୟ ସହିତ ଅନ୍ୟ କୌଣସି ରାଜ୍ୟରେ ଘଟିଛି କି ?

  • @SomanathDas-jg2kr
    @SomanathDas-jg2kr 2 месяца назад +5

    Right 👍👍👍 thanks

  • @MamataBehera-lk7dq
    @MamataBehera-lk7dq 2 месяца назад +7

    Right 👍

  • @mastermaneesee2581
    @mastermaneesee2581 2 месяца назад

    Right thanks.

  • @babunamallick5594
    @babunamallick5594 2 месяца назад +1

    ଓଡିଶା ବିଜେପି ଦଳ ଗୋଲାମ ଦଳ, ସିଏ ଗୁଜୁରାଟ ନେତାଙ୍କ ଗୋଲାମ ଗିରି ସବୁବେଳେ କରିବେ କାହିଁକି ନା ଏମାନେ କିଛି ନିଜସ୍ୱ ବୁଦ୍ଧିରେ ସରକାର ଚଳେଇ ପାରିବେ ନି

  • @ashoksamal7683
    @ashoksamal7683 2 месяца назад

    ରବି sir ଆପଣ ଙ୍କୁ ଧନ୍ୟବାଦ, କିନ୍ତୁ ବିଜେପି ଵାଲା ଙ୍କର ଭାଷା ର ଶାଳୀନତା ନାହିଁ

  • @ashokrout3910
    @ashokrout3910 2 месяца назад

    Naveen Patnaik sapport re Odisha basi achhi

  • @ranajitjena4668
    @ranajitjena4668 2 месяца назад +2

    ନବୀନ ପଟ୍ଟନାୟକ ରବି ଦାସ ଭଳି ଗାଲୁଆ କଥା କୁହନ୍ତି ନାହିଁ, ନବୀନ ପଟ୍ଟନାୟକ ଚିନ୍ତାଧାରା ସବୁବେଳେ ଓଡିଶା କିପରି ଉନ୍ନତି କରିବ ଏବଂ ଏହାକୁ କରିବା ପାଇଁ ଦୀର୍ଘ 24 ବର୍ଷ ସେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ନିଜର ନେତା ମାନଙ୍କୁ ନେଇ

  • @baralsubash7787
    @baralsubash7787 2 месяца назад +9

    Governor is doing politics in Odisha.

  • @abhijitpatnaik7438
    @abhijitpatnaik7438 2 месяца назад

    Love you Naveen Babu for raising issue of Governors Son

  • @sudarsanmallick6250
    @sudarsanmallick6250 2 месяца назад

    ଜଯ ନବୀନ, ଜୟ ବିଜେଡି🎉🎉🎉🎉🎉

  • @kailashojha1565
    @kailashojha1565 2 месяца назад

    ରାଜ୍ୟ ପାଳଙ୍କ ପୁଅର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଗେ କରିବା କଥା😢😢😢😢

  • @BalakrushnaPattnaik
    @BalakrushnaPattnaik 2 месяца назад

    ଓଡ଼ିଆ ଅସ୍ମିତା କୁ ନେଇ ଜିତିଛନ୍ତି.... ଓଡ଼ିଆ ଅସ୍ମିତା ପାଳନ କରିବା ବି ଧର୍ମ ହବ......

  • @BharatikrushnaRath
    @BharatikrushnaRath 2 месяца назад

    ଜଣକୁ ଅତି ସଂମ୍ମାନ ଦେଲେ ସେ ଭାବେଯେ ମୋତେ ସମସ୍ତେ ଡରୁଛନ୍ତି.

  • @parsuramsahoo7509
    @parsuramsahoo7509 2 месяца назад

    ରବି ବାବୁଏମିତି କଣ ଥା 2 ମା2 ହୋଇ ବ୍ୟକତବ୍ ଦେଉ ଛନ୍ତି,,, କଣ ଡର ନା ସ୍ବାର୍ଥ ,,।🎉🎉🎉🎉🎉

  • @bikramkeshariparida4077
    @bikramkeshariparida4077 2 месяца назад +2

    ଯଦି ନବୀନ ବାବୁ ବିରୋଧୀ ଦଳ ନେତା ଭାବେ ଠିକରେ ତୁଲାଉଛନ୍ତି ତେବେ ମହାପ୍ରଭୁ ଜଗନ୍ନାଥ ଅନନ୍ତ କାଳ ସେଇ ବିରୋଧୀ ଆସନରେ ବସାନ୍ତୁ

  • @BishwaRanjanDas-wn1ru
    @BishwaRanjanDas-wn1ru 2 месяца назад

    ନବୀନ ପଟ୍ଟନାୟକ 🙏

  • @jagatmurmu1403
    @jagatmurmu1403 2 месяца назад +25

    Bjp haribo 2029 re

  • @chandanmallick4426
    @chandanmallick4426 2 месяца назад +1

    A governor jaldi change haba darkar

    • @ShibasankarHansdah-um4wd
      @ShibasankarHansdah-um4wd 2 месяца назад

      ଆପଣଙ୍କ ହିସାବରେ କଉଁ ସରକାର ରହିଲେ ଭଲ ?

  • @SSamantaray0007
    @SSamantaray0007 2 месяца назад

    କଣ ପାଇଁ ଏ ପର୍ଯ୍ୟନ୍ତ ରାଜ୍ୟପାଳ ଙ୍କ ପୁଅ କୁ ଗିରଫ କରାଯାଇନି? ରାଜ୍ୟପାଳ ଙ୍କ ପୁଅ କଣ ଆଇନ ଠୁ ଉର୍ଦ୍ଧରେ?

  • @hrushikeshnayak6113
    @hrushikeshnayak6113 2 месяца назад

    ଓଡ଼ିଆ ଅସ୍ମିତା ଏବେ ବି ନବୀନ ପଟ୍ଟନାୟକ ଙ୍କ ପାଖରେ ଅଛି , କାହିଁକି ନା ସେ ବିଧାନ ସଭା ବାହାରେ ଆସି ଖୁବ ଇଂରାଜୀରେ ଭାଷଣ ଦେଉଥିଲେ , ତାଙ୍କ ଶାସନ କାଳର ଆଇନି ଶୃଙ୍ଖଳା ଅବସ୍ଥା ଏ ଓଡିଶାବାସୀ ଭଲଭାବେ ଜାଣିଛନ୍ତି . ଖାଲି ତାଙ୍କ ଭାଷାରେ କୁମ୍ଭୀର କାନ୍ଦଣା ଛଡା ଆଉ କିଛି ନୁହେଁ।

  • @sachitradas6257
    @sachitradas6257 2 месяца назад

    Naveen best c.m

  • @kshirodripradhan1031
    @kshirodripradhan1031 2 месяца назад

    Governorର ପିଲା ମାଡ collectorକୁ ଦେଲେ ତାହା କିପରି ଲାଗବ ସମସ୍ତେ ସମାନ

  • @satyamsibammohanty1255
    @satyamsibammohanty1255 2 месяца назад +2

    କଂଗ୍ରେସ କହୁଛି, ଓଡ଼ିଶାର ଅଶିକ୍ଷିତ ମଳିମୁଣ୍ଡିଆ ଲୋକେ ଆଗରୁ ରାଜ୍ୟପାଳଙ୍କ ଇଂରାଜୀ ବୁଝୁଥିଲେ, ଏବେ ହିନ୍ଦି କହିଲେ ସେମାନେ ବୁଝିପାରୁ ନାହାନ୍ତି, ତେଣୁ କଂଗ୍ରେସ କକ୍ଷ ତ୍ୟାଗ କଲା !!!!!

  • @AsawinikumarDas
    @AsawinikumarDas 2 месяца назад

    It is right

  • @prasantapanda1703
    @prasantapanda1703 2 месяца назад

    ହଇରେ ମାଗିହା ବିଜେଡିର କୁକୁର ସାମ୍ବାଦିକ ନବୀନ ପଟନାୟକ କଣ ଆଇନ ଶୃଙ୍ଖଳା ଠିକ ଥିଲା କି, ଯେତେବେଳେ ନରସିଂହ ମିଶ୍ର ବିରୋଧୀ ଦଳ ନେତା ହେଇଥିଲେ ତାଙ୍କୁ ଏତେ ଆସାନମାନ କରାଗଲା ଯେ ସେ ତାଙ୍କ ଗାଡ଼ିରୁ ନାଲି ଲାଇଟ ଖୋଲି ଦେଇଥିଲେ, ଯେତେବେଳେ 4 ଜଣ ତାମିଲ ପୋଲିସ କୁନ୍ଦୁଲିର ଜଣେ ନାବାଳିକା ଝିଅକୁ ଧର୍ଷଣ କରିଥିଲେ ଓ ନବୀନ ପଟନାୟକ ସରକାର ସେତେବେଳେ ରିପୋର୍ଟ ଦେଇଥିଲେ ସେ ଝିଅକୁ ଧର୍ଷଣ କରାଯାଇନି ଓ ଶେଷରେ ସେ ଝିଅଟି ଆତ୍ମହତ୍ୟା କରିଥିଲା, କଳିଙ୍ଗନଗରରେ 13 ଜଣକୁ ପୋଲିସ ଗୁଳି କରି ହତ୍ୟା କଲା ଓ ତାଙ୍କ ବାଣ୍ଡକୁ କାଟି ନେଇଥିଲା ଓ ନବୀନ ପଟନାୟକ ସେତେବେଳେ ସେ ପୋଲିସ ମାନଙ୍କୁ ପ୍ରମୋସନ ଦେଇଥିଲା, ଦିନ ଦ୍ବିପହରେ ଜଣେ ମନ୍ତ୍ରୀକୁ ହତ୍ୟା କରାଗଲା, ପରୀ ପିହୁ ବେବିନା ଇତିଶ୍ରୀ ରୁଚିକା ମମିତା ମେହେର ମାଧବୀଲତା କୁନ୍ଦୁଲି ପୀଡିତା ସ୍ମିତାରାଣୀ ଭଳିଆ ନାରୀ ନିର୍ଯାତନା କଣ ନାୟ ପାଇଥିଲେ କି, ଆଦିତ୍ୟ ଦାସ ସୋମ୍ୟରଞ୍ଜନ ସୋମ୍ୟଶେଖର ମାହାଙ୍ଗା ଡବଲ ମର୍ଡର ଓ ମର୍ଡର କରିଥିବା ବିଜେଡି କର୍ମୀକୁ ହତ୍ୟା ଏ ସବୁ ହତ୍ୟାକାଣ୍ଡରେ କଣ ଆଇନ ତା ବାଟରେ ଯାଇଥିଲା ନାଁ ନବୀନ ପଟନାୟକ ଆଇନକୁ ଯେମିତି ତା ନେତା ମନ୍ତ୍ରୀ ଭଲରେ ସେ ବାଟରେ ଆଇନକୁ ନେଉଥିଲା କହୁନୁ, ଓଡିଶା ପୋଲିସ ତ ସେତେବେଳେ ବିଜେଡିର ପୋଷା କୁକୁର ଥିଲା ଆଉ ସେଇ ଓଡିଶା ପୋଲିସ ଦ୍ୱାରା ତ ଜଣେ ମନ୍ତ୍ରୀକୁ ହତ୍ୟା କରାଗଲା ତେଣୁ ପୋଲିସକୁ ମାଡ଼ ହେଇଚି ଭଲ ହେଇଚି, ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ସବୁବେଳେ କହୁଥିଲା ଆଇନ ତା ବାଟରେ ଯିବ କିନ୍ତୁ ଆଇନକୁ ତା ସୁବିଧା ଅନୁସାରେ ନେଉଥିଲା ଏବେ ସେହି ନିୟମ ଲାଗୁ ହେଉ ଯେ ଆଇନ ତା ବାଟରେ ଯିବ, ଦୀପାଳି ଦାସର ଭାଇ ଦୁଇ ଜଣକୁ ଦୁର୍ଘଟଣା କରି ମାରିଲା ଓ ପୋଲିସ ସେତେବେଳେ ସେ ଗାଡିର ନମ୍ବର ଚେଞ୍ଜ କରିଦେଇଥିଲା ମାତ୍ର ସେଠାରେ ସିସିଟିଭି ଲାଗିଥିବାରୁ ପୁଣି ଠିକ ନମ୍ବର କହିଥିଲା ପୋଲିସ ତଥାପି ଵିଶାଲ ବିରୋଧରେ କିଛି ଆକ୍ସନ ନେଇ ନଥିଲା ପୋଲିସ, କଣ ସେତେବେଳେ ଆଇନ ତା ବାଟରେ ଯାଇଥିଲା କିରେ କହୁନୁ ବେଧ ରବି ଦାସ

  • @ମୁଁନବୀନ_ପାଣ୍ଡୁ
    @ମୁଁନବୀନ_ପାଣ୍ଡୁ 2 месяца назад +1

    Joker ନବୀନ down down 👎👎

  • @BalaramPradhan-wr4eu
    @BalaramPradhan-wr4eu 2 месяца назад

    ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ

  • @debendraswain3780
    @debendraswain3780 2 месяца назад +2

    Jay Naveen Patnaik

  • @BirendraDas-xr1sk
    @BirendraDas-xr1sk 2 месяца назад +2

    Stron opposition is highly essential for democracy.

  • @BuluBhoi-q9s
    @BuluBhoi-q9s 2 месяца назад

    Naveen Babu zindabad

  • @pramodmalik7917
    @pramodmalik7917 2 месяца назад +7

    Raghu bar choro rajyapala

  • @ମୁଁନବୀନ_ପାଣ୍ଡୁ
    @ମୁଁନବୀନ_ପାଣ୍ଡୁ 2 месяца назад +1

    ନବୀନ ବିରୋଧୀ ହେଇ ପାରିବେ ନାହିଁ 😂

  • @kshirodripradhan1031
    @kshirodripradhan1031 2 месяца назад

    ନୂଆ ସରକାର ନୁଆ ଆଇନ କେମରା ବନ୍ଦ ମାଇକ ବନ୍ଦ cm ଏହା ତୁମ ଘରର ସାମଗ୍ରୀ ନୁହଁ ମନ ଇଛା ରେ କାମ କରିବ

  • @srikantarauta8200
    @srikantarauta8200 2 месяца назад

    ମାଡିଚାଲ ଭୁଲ କଲେ ବିରୋଧ ଜୋରଜାର ବିରୋଧ କରାଜାଉ

  • @ramakantanayak0001
    @ramakantanayak0001 2 месяца назад

    Naveen sir great

  • @actionvideo1808
    @actionvideo1808 2 месяца назад

    Gd news

  • @sibanarayanpanda-fx6fb
    @sibanarayanpanda-fx6fb 2 месяца назад +3

    ରବି ବାବୁ ଏବେ ବୁଝି ପାରିଲେ କାରଣ ତଥାପି କହୁଛନ୍ତି

  • @chiranjibmohanty471
    @chiranjibmohanty471 2 месяца назад +1

    କିଛି ହବନି ଆଜ୍ଞା କଥା କୁ ଚାପି ଦିଆ ଯିବ ।

  • @baikunthacharanrout7754
    @baikunthacharanrout7754 2 месяца назад

    🙏🙏🙏

  • @AmanAnkit-m8p
    @AmanAnkit-m8p 2 месяца назад

    Jay Naveen babu 🙏

  • @premanandabhoi-y1y
    @premanandabhoi-y1y 2 месяца назад +5

    Nabin babu thik kale

  • @prabinkumarnayak5324
    @prabinkumarnayak5324 2 месяца назад

    ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ( this ward absolute right for Governor)

  • @SanatanchattarChattar
    @SanatanchattarChattar 2 месяца назад +4

    ଏବେ ପୋଲିସ bjp ଭୟରେ ହଗି ପକେଇଲେ ।

    • @prasantapanda1703
      @prasantapanda1703 2 месяца назад

      ସେତେବେଳେ ବିଜେଡି ଭୟରେ ହଗୁଥିଲା

  • @odiatechgyan605
    @odiatechgyan605 2 месяца назад +2

    ପରି ହତ୍ୟା ମାମଲାରେ ଅରୁଣ ସାହୁଙ୍କୁ କି ଦଣ୍ଡ ଦେଇଥିଲେ ନବୀନ??????

  • @pravashmishra1178
    @pravashmishra1178 2 месяца назад

    ରବି ଭାଇ ତୁମେ ଟିକେ ପେଡ ପ୍ରବକ୍ତା ବୋଲି ଲୋକେ ଉପଲବ୍ଧି କଲେଣି @ ଓଡ଼ିଆ ଅସ୍ମିତା କୁ ପାଥେୟ କରି କ୍ଷମତା ରାଜନୀତିରେ ବିଜେପି ଏବେ ଝାରଖଣ୍ଡିଆ କୁ ସୁରକ୍ଷା ଦେବା କଣ ଠିକ୍ ଥିଲା ଯେ ରାଜ୍ୟପାଳ ଭାଷଣ ଶୁଣିବା କଣ ଦରକାର କିହୋ

  • @oynarottamallmusicplayer6091
    @oynarottamallmusicplayer6091 2 месяца назад +3

    ମାଇକି ବନ୍ଦ ସରକାର 😂

  • @bijaykumardas5621
    @bijaykumardas5621 2 месяца назад +4

    Nabin jindabad

  • @pradeepkumarjena4162
    @pradeepkumarjena4162 2 месяца назад +3

    ରବିବାବୁ ଆପଣା ଥରେ ଭବନ୍ତୁ ୨୪ ବଷଁ ଶାସନ ରେ ନବିନି ପଟନାୟକ ଥିବା ପଯ୍ର୍ୟନ୍ତ ରାଜ୍ଯ େର କେତେ ବଡ ବଡ଼
    ଘଟିଛି ଥରେ ଟିଏ ନବିନି ପଟନାୟକ ମିଡିଆ ପାଖକୁ ଆସି ବାଇଟ୍ ଦେବାର
    ଦେଖିଛନ୍ତି ଆଜି କିପରି ଭାବେର ମିଡିଆ ସାମନରେ ବାଇଟ୍ ଦେଉଛନ୍ତି

    • @archanabarik2330
      @archanabarik2330 2 месяца назад

      Tume 24 years katha Kahu chha ....hele 2 month Sasan re crime' agare 24 years crime fika padi gala.....😡😡

  • @ranajitkumarmohanty9740
    @ranajitkumarmohanty9740 2 месяца назад +1

    Naveen Pattnaik is perfect in his duty & responsibility either he is in ruling party or in opposition party.
    Being a CM for 24 hours he is behaving so politely. Whereas BJP is working nothing but everyone has a great ego.

  • @kamalakantapani499
    @kamalakantapani499 2 месяца назад +8

    ବିରୋଧୀ ଦଳର ମୁଖ୍ୟ ଇଂରାଜୀ ରେ କହିଛନ୍ତି ଏହା କ'ଣ ପ୍ରକୃତରେ ଓଡ଼ିଆ ଅସୀତା

    • @brpalai9015
      @brpalai9015 2 месяца назад +2

      Odisha re mention achhi odia or english re kahiba ... Not hindi .. 😂😂😂

    • @archanabarik2330
      @archanabarik2330 2 месяца назад +1

      Engraji vasa odisha ru hata jau.....Odia Loka odia Hine kuha ntu....

    • @archanabarik2330
      @archanabarik2330 2 месяца назад +2

      Jadi Thick Nuhen ta hele odisha ru engraji vasa hata jau ......

    • @sheducationcompetitiveexam
      @sheducationcompetitiveexam 2 месяца назад +1

      ଓଡ଼ିଆ ଅସ୍ମିତା ମାନେ କେବଳ ଓଡ଼ିଆ ଭାଷା ନୁହେଁ ଯଦି କେବଳ ଓଡ଼ିଆ ଭାଷା ତେବେ କୌଣସି ଜାଗାକୁ ଯାଇ ହେବନି ରେ ଭାଇ ନା ଓଡିଶା ବାହାର କୁ ଯାଇ ହେବ

    • @manoranjanrout2926
      @manoranjanrout2926 2 месяца назад

      ଆଗ ଓଡ଼ିଆ ଅସ୍ମିତା ଲେଖିବା ଶିଖ ତାପରେ ବିରୋଧୀ ଦଳ କୁ ଅଙ୍ଗୁଳି ଉଠେଇବ

  • @BINODDAS-pw2eg
    @BINODDAS-pw2eg 2 месяца назад +12

    Jharkhandi ku jaldi hatao odishru

  • @juhiinternational7022
    @juhiinternational7022 2 месяца назад

    We want justice

  • @ashokrout3910
    @ashokrout3910 2 месяца назад

    Amar Naveen Darkar

  • @gopalbarik9088
    @gopalbarik9088 2 месяца назад +2

    Jaha hoichhi thik hoichhi Mic band hela sekath kohunahanti.

  • @suryabaral560
    @suryabaral560 2 месяца назад +2

    ତମେ କହିବା କଥା ଓଡିଆ ମାଡ଼ ଖାଉ ଭଲ

  • @madhupattnaik6417
    @madhupattnaik6417 2 месяца назад

    Naveen babu janichanti tanka kartvya kn Loko prati..hats off u Naveen babu.

  • @dibakarpanda1352
    @dibakarpanda1352 2 месяца назад +2

    ଯେ କେବେ ଅନ୍ୟକୁ ସମ୍ମାନ ଦେଇନଥିବ ସେ ମଧ୍ୟ ସମ୍ମାନ ଖୋଜିବା ବୋକମି

  • @LipiSameerNayak
    @LipiSameerNayak 2 месяца назад

    Janata karichhanti Janata change karibe

  • @Padmanav282
    @Padmanav282 2 месяца назад

    ଆଗରାଯ୍ୟ ପାଳ ଇସ୍ତପାଦିଅନ୍ତୁ

  • @gurukrushnadash7573
    @gurukrushnadash7573 2 месяца назад

    ରବି ଦାସ କଣ ବିଜେପି ର ଗୋଲାମ ହୋଇ ଗଲେଣିକି ?

  • @TheDNAMusic-jk9ev
    @TheDNAMusic-jk9ev 2 месяца назад

    Jay Shree Ram ❤

  • @BANABIHARIPRADHAN-t8d
    @BANABIHARIPRADHAN-t8d 2 месяца назад +1

    Rajyapal Hindi kahile but nabin English kahanti

  • @LipiSameerNayak
    @LipiSameerNayak 2 месяца назад +1

    Mohana majhi final

  • @PrabiraSahoo-j9m
    @PrabiraSahoo-j9m 2 месяца назад

    ଟାଉଟର ସରକାର

  • @subaratakumarsethy5159
    @subaratakumarsethy5159 2 месяца назад

    ଆମେ ବି ବାଡେଇବା

  • @beautifulearth5369
    @beautifulearth5369 2 месяца назад

    We need Education, Health, Employment & Security...................
    After that... You go enjoy.....................................

  • @laxmansahoo4681
    @laxmansahoo4681 2 месяца назад +1

    ସେ ଚାଲୁଣି 🎉ଧଳା ଜହର 🎉