କେମିତି ନିଜର ନିର୍ଦୋଷତା ପ୍ରମାଣ କରିପାରିବ ପୋଲିସ କହିଦେଲେ ଆଇନଜୀବି Major Bharatpur Case

Поделиться
HTML-код
  • Опубликовано: 11 ноя 2024

Комментарии • 270

  • @numerologistsannjoy5996
    @numerologistsannjoy5996 Месяц назад +116

    ମୁଁ ଆଜି ପଯ୍ୟନ୍ତ ଗୋଟିଏ କଥା ବୁଝି ପାରୁନି ଯେ ଜଣେ ଦାଗି ପୋଲିସ ଅଫିସର ପାଇଁ ପୁରା ପୋଲିସ ଦିପାର୍ଟମେଣ୍ଟ ତାକୁ ବଞ୍ଚାଇବାରେ ବ୍ୟସ୍ତ 🤣🤣🤣

    • @hometventertain
      @hometventertain Месяц назад +5

      Sabu chora bhai bhai para😂

    • @All_Things_HR
      @All_Things_HR Месяц назад +1

      😂

    • @rajeshdigal636
      @rajeshdigal636 Месяц назад +7

      ki unity re bhai choro pain

    • @aproudjagannathbhaktkaling6054
      @aproudjagannathbhaktkaling6054 Месяц назад +7

      ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା
      Aeia hela logic aau 😅

    • @motoggaming8484
      @motoggaming8484 Месяц назад +1

      Jemeiti army association asila, police' association asigala

  • @HaladharNayak-d5e
    @HaladharNayak-d5e Месяц назад +35

    25 ବର୍ଷ ହେଇଗଲା ଏମିତି ଚାଲିଛି
    ସେଥି ପାଇଁ ଆମେ ସମସ୍ତେ ଦାଇ,
    ଜୟ ଜଗନ୍ନାଥ।

  • @swarnapravamohanty9659
    @swarnapravamohanty9659 Месяц назад +28

    ଭାଈ ଆପଣ ଜାହାଜ କହିଲେ ସତ୍ୟ ପୁଲିସି ବାଲା ପୂରା ହାରାମି

    • @manju450
      @manju450 Месяц назад

      Police most corrupt

  • @OLLYWOODFILMS
    @OLLYWOODFILMS Месяц назад +17

    ଭାଇ simple କଥା ହେଲା ଭିଡିଓ ଝିଅ କରୁଥିଲା ଭିଡିଓ ପୋଲିସ ବାଲା ବି କରୁଥିଲେ।ଭାଇ ପୋଲିସ ବାଲା ଯୋଉ ଭିଡିଓ କରିଥିଲେ ଝିଅ ଅଙ୍କିତା ଥାନା ରୁ ଯେତେବେଳେ out ହେଲେ ତାର ଭିଡିଓ କରିନାହାନ୍ତି।ଏଥିରୁ ପ୍ରମାଣିତ ହଉଚି କି ଅଙ୍କିତା ମୋବାଇଲ ସେମାନେ ଜବରଦସ୍ତି ନେଇଯାଇଛନ୍ତି ଆଉ ସେମାନଙ୍କୁ ଟୋର୍ଚର୍ କରିଛନ୍ତି।ଯଦି ଅଙ୍କିତା ଥାନା ଭିତରେ ଥିଲା ବେଳେ ପୋଲିସ ବାଲା ଭିଡିଓ ବନାଇଛନ୍ତି ତାହାଲେ ଅଙ୍କିତା ଥାନା ରୁ ଗଲା ବେଳେ କାଇଁ ଭିଡିଓ ନାହିଁ। Is that clear,?

  • @ranjannaik5653
    @ranjannaik5653 Месяц назад +40

    ଆଦର୍ଶ ଥାନାରେ ଦାଗି ପୋଲିସ ରଖିଲା କିଏ ଥାନାରୁ cctv ହଟେଇଲା କିଏ,ତାକୁ ଆଗ ଜେଲ ଦେବା ଦରକାର,, ମୋହନ ମାଝି sir police commission Ku ପଚାରନ୍ତୁ

  • @nimainmajhi3776
    @nimainmajhi3776 Месяц назад +27

    ସେହି,,ଥାନାରେ,,ଅନେକ,,ଅ,ସାମାଜିକ,,କାମ,,ହୁଏ,,,, ପୋଲିସ,,ର,,ଦୋ,,ଲୁଚେଇ,,ବା,, ପାଇଁ,,,ଏହି ଖେଳ,,,, ତାଙ୍କ ପୁରା,,ଭୁଲ

  • @KapilSamal-i8c
    @KapilSamal-i8c Месяц назад +30

    ଭାଇ ବୁଝିପାରୁନ ବଡ଼ ବଡ ପୁଲିସ ବାଲାଙ୍କର କୌଣସି secret data ଏହି ପୋଲିସ ପାଖରେ ଅଛି, ସେଇଥି ପାଇଁ ବଞ୍ଚାଇବାକୁ ପ୍ରାଣ ପଣେ ଚେଷ୍ଟା ଚଳେଇଛି।ଭାଇ ଭିତିରିଆ କଥାପରା ।

  • @PrasantaMohapatra-yg8fo
    @PrasantaMohapatra-yg8fo Месяц назад +14

    ପୋଲିସ ଯେଉଁଠି ଲାଞ୍ଚୁଆ,ସେଠି ବିଶ୍ୱାସ କେମିତି ରହିବ?
    ନିୟମ ର ରକ୍ଷକ, ଏଠି ଭକ୍ଷକ.....
    ପୋଲିସ ଅ ସାମ୍ବିଧାନିକ କାର୍ଯ୍ଯ କରୁଛି।

    • @ଜୟଜଗନ୍ନାଥ-ଠ8ଡ
      @ଜୟଜଗନ୍ନାଥ-ଠ8ଡ Месяц назад

      ଏ ଦେଶ ରେ କିଏ ଭଦ୍ର?

    • @aproudjagannathbhaktkaling6054
      @aproudjagannathbhaktkaling6054 Месяц назад

      ​@@ଜୟଜଗନ୍ନାଥ-ଠ8ଡଯିଏ ଭିତରେ ରାବଣ କିନ୍ତୁ ଉପରେ ରାମ ହେଇ ଲୋକଙ୍କୁ ଭୁଆଁ ବୁଲେଇବାରେ ସକ୍ଷମ ସେ ଆଜିକାଲିକା ଦୁନିଆରେ ଭଦ୍ର ର ପ୍ରତୀକ

  • @itsmebiswajit91roul37
    @itsmebiswajit91roul37 Месяц назад +11

    ଭଲ ଓକିଲାତି ଆପଣଙ୍କ ର

  • @sanjayapattanaik9215
    @sanjayapattanaik9215 Месяц назад +4

    Thank you sir

  • @birajinisamantaray2508
    @birajinisamantaray2508 Месяц назад +6

    ଅଙ୍କିତା ପ୍ରଧାନ ବଦଳରେ ସାଧାରଣ ଝିଅ ସେହି ସ୍ଥାନରେ ଥିଲେ, ଏତେ ସକ୍ରିୟ ହୋଇଥାନ୍ତା କି??

  • @sureshnayak2347
    @sureshnayak2347 Месяц назад

    Good judgement sir
    Thank you

  • @bhagyadharanayak
    @bhagyadharanayak Месяц назад +11

    ଥାନା ଭିତରେ ଯଦି ମର୍ଡର ହୁଏ
    ଦାୟୀ କିଏ?
    ସାକ୍ଷୀ କିଏ ଦେବ?
    ଦୋଷୀ, ଯିଏ ମାରିଛି ନାଁ ଯିଏ ମରିଛି?
    କାହା ର କଥା ପ୍ରମାଣ ଯୋଗ୍ୟ ?
    ମିଛ କିଏ କହୁଛି ?
    କ୍ରାଇମ୍ ସି ସି ଟିଭି ଆଗରେ ନ ହେଲେ
    ଅପରାଧି ଖସିଯିକ କି?
    ଅନ୍ଧାରରେ ଅପରାଧ ହେଲେ ଦୋଷୀ
    କିପରି ଦଣ୍ଡିତ ହେବ?
    ପୋଲିସ୍ ଯଦି ନିଜେ କ୍ରାଇମ୍ କରେ
    ସାଧାରଣ ଜନତା କେଉଁଠୁ ନ୍ୟାୟ ପାଇବେ?

  • @khirodkumarota2997
    @khirodkumarota2997 Месяц назад +1

    Sir, 100% correct statement . Thanks

  • @pradeepdas2932
    @pradeepdas2932 Месяц назад +7

    ପୋଲିସ ଡିପାର୍ଟମେଣ୍ଟ ଯଦି ସଚ୍ଚୋଟ ଥାନ୍ତା ରାଜ୍ୟ/ ଦେଶ ସୁନା ପାଲଟି ଯାଇଥାନ୍ତା

  • @razzkara7608
    @razzkara7608 Месяц назад +1

    U r right

  • @PramodBhai-hf4ke
    @PramodBhai-hf4ke Месяц назад +2

    Thank ❤️

  • @prasantaroutray7449
    @prasantaroutray7449 Месяц назад +1

    Right ok Bhi❤❤❤

  • @chnarottampraharaj948
    @chnarottampraharaj948 Месяц назад

    Your opinion is very correct

  • @gajendranathjena356
    @gajendranathjena356 Месяц назад +1

    ପୋଲିସ ଉପରେ ପୋଲିସର ସନ୍ଦେହ ଆର୍ମି ଅଫିସର ଉପରେ ଆର୍ମି ଆଉ ଆର୍ମି ଅଫିସରଙ୍କ ବିଶ୍ୱାସରହୁନି ? ଲୋକଙ୍କୁ ସୁରକ୍ଷା ବ୍ୟବସ୍ଥା ଏମିତିରେ କଣ ହୋଇପାରେ😮 ପୋଲିସ ନିଜର କଥାକୁ ଲୋକେ ବିଚାର କରିବେ😊

  • @GOAT_Ishaan_7
    @GOAT_Ishaan_7 Месяц назад

    Right sir

  • @PurnachandraBehera-if5tu
    @PurnachandraBehera-if5tu Месяц назад +3

    ପୂର୍ବତନ ବିଶ୍ଵ ସ୍ତରୀୟମୁଖ୍ୟ ମନ୍ତ୍ରୀ ନବୀନ ବାବୁ କୋର୍ଟ କୁ ମାନନ୍ତି ନାହିଁ। ଅନେକ ପ୍ରମାଣ ଅଛି।

  • @debabratagumansingh7450
    @debabratagumansingh7450 Месяц назад +4

    G00d

  • @chittaranjannaik1636
    @chittaranjannaik1636 Месяц назад +5

    କଥାରେ ଅଛି ଭାଇ ଚାକିରି କରିବ ପୋଲିସି,,,,ମାଛ ଖାଇବ ଇଲିସି ,ସେଥି ପାଇଁ ପୋଲିସ ମାନେ କିଛି ମାନୁ ନାହାନ୍ତି ଆଉ ,,,,,,ମୋହନ sir ଏହି ଚୋର ମାନଙ୍କୁ ,,,ଚାକିରି ରୁ ବାହାର କରାଯାଉ

  • @sunilsankarswain1886
    @sunilsankarswain1886 Месяц назад +6

    You are right sir

  • @chandansahoo8857
    @chandansahoo8857 Месяц назад

    Right 👍👍👍

  • @durgakar9447
    @durgakar9447 Месяц назад +8

    💯 ❤ Right sir

  • @BaikunthaNayak-tx6ep
    @BaikunthaNayak-tx6ep Месяц назад +1

    ଅନ୍ୟାୟ ର ସୀମା ଟପିଗଲା ପରେ . ନିଜ ବିଭାଗର ଅଫିର ରଙ୍କୁ ମଧ୍ୟ ଚ଼ିହ୍ନିପାରୁନାହାଁନ୍ତି । ପାନ ଦୋକାନ ରେ ସିସିଟିଭି ଲାଗୁଛି |ଏତେବଡ଼ ଥାନାରେ ନାହିଁ। କଥା କଣ ?

  • @prabodhamohanty4999
    @prabodhamohanty4999 Месяц назад +1

    କାହାରି କିଛି ହବନି,,,, ଧୀରେ ଧୀରେ ସମସ୍ତେ ଭୁଲି ଯିବେ,,,,, ଆମେ ଯୋଉ ସାଧାରଣ ସେଇ ସାଧାରଣ

  • @BrundabanSahoo-ty6vq
    @BrundabanSahoo-ty6vq Месяц назад +1

    ଥନା ଭିତରେ କଣ ଭୁତ ଅଛି ପୂଜାକରୁଥିଲେ ପ୍ରମାଣ ନଷ୍ଠକରିଵା ପାଈ ସଡଯନ୍ତ୍ର

  • @madhusudansahoo9162
    @madhusudansahoo9162 Месяц назад

    Good, knowlwdge sir

  • @pramodsahoo838
    @pramodsahoo838 Месяц назад

    Very good

  • @PramodBhai-hf4ke
    @PramodBhai-hf4ke Месяц назад +2

    🙏

  • @prakashmajhi7201
    @prakashmajhi7201 Месяц назад +2

    ଆଜ୍ଞା ପୋଲିସ୍ ଉପରେ ବଡ ବଡିଆ ଙ୍କ କଥା ଛାଡନ୍ତୁ କିନ୍ତୁ ସାଧାରଣ ଲୋକଙ୍କର totally ଉପରେ ଭରସା ନାଇଁ କାଇଁକି ନା ମୁ ଜଣେ ସାଧାରଣ ଲୋକ ମୁ ଅନୁଭବ କରିଚି

  • @DrBiplabSiladitya
    @DrBiplabSiladitya Месяц назад +2

    Well said Barun

  • @pravasranjannayak2144
    @pravasranjannayak2144 Месяц назад

    Right

  • @Psvlogging01
    @Psvlogging01 Месяц назад

    Thank u sar❤

  • @pradiptakanungo1675
    @pradiptakanungo1675 Месяц назад +1

    Thanks for yr valuable suggestion.

  • @BalaramDas-zv9mp
    @BalaramDas-zv9mp Месяц назад +1

    ଏ ଓକିଲ ବାଳ କିଛି ଜାଣେନି
    ଏ କହୁଛି ଆମ ଦେଶ ହେଉଛି ଏକ ହିନ୍ଦୁ ରାଷ୍ଟ୍ର 😂
    ଥାନା ରେ ପୂଜା ପାଠ କରିବା ଠିକ୍ ବୋଲି ମଧ୍ୟ ଏ ଓକିଲ କହୁଛି 😊

  • @DinabandhuNaik-yw1xs
    @DinabandhuNaik-yw1xs Месяц назад

    ନବୀନ ପଟ୍ଟନାୟକ ସରକାର ରେ ଏହି ଥାନା ତିଆରି ହୋଇଛି ଏଥିରେ ନବୀନ ପଟ୍ଟନାୟକସମ୍ପୂର୍ଣ୍ଣ ଦାୟୀ

  • @rajeshkumarmahanta6255
    @rajeshkumarmahanta6255 Месяц назад

    ସବୁ ଭଲ ହେଇଚି

  • @RanjanSethy-w5u
    @RanjanSethy-w5u Месяц назад +7

    ହଁ ହଁ ଠିକ୍ କହୁଛ

  • @bidyabhushan2583
    @bidyabhushan2583 Месяц назад

    Nice beautiful sir

  • @pareshchandrasi
    @pareshchandrasi Месяц назад

    Fine okilo brother.

  • @PuspaJena-j7f
    @PuspaJena-j7f Месяц назад +3

    ପୋଲିସି ୨ ଦିନ ଆହୁରି ଫସିବ

  • @pradeepdas2932
    @pradeepdas2932 Месяц назад +1

    ସେମାନଙ୍କୁ ଘରକୁ ପଠାଇ ଦିଅ
    ସବୁ ଚିନ୍ତା ଯିବ

  • @akshayabaral2128
    @akshayabaral2128 Месяц назад

    CC tv should be installed.

  • @pradeepdas2932
    @pradeepdas2932 Месяц назад +2

    ପୋଲିସ ଡିପାର୍ଟମେଣ୍ଟ ଯଦି ସଚ୍ଚୋଟ ଥାନ୍ତା ରାଜ୍ୟ/ ଦେଶ ସୁନା ପାଲଟି ଯାଇଥାନ୍ତା
    ମାନେ ରାମରାଜ୍ୟ ହୋଇଯାଇଥାନ୍ତା

  • @sibapati8437
    @sibapati8437 Месяц назад +1

    ମୋହନ ସରକାର jindabad

  • @Debendradas-r8c
    @Debendradas-r8c Месяц назад

    ପବ୍ଲିକ ଆଖିରେ ପୋଲିସ ସମ୍ପୁର୍ଣ୍ଣ ଦାୟୀ ତେଣୁ ପାଥଁଜଣ ପୋଲିସ କୁଂ ତୁରନ୍ତ ଗିରଫ କରାଯାଉ,ଅନେକ ତଥ୍ଯ ଦେଇ ଥିବାରୁ ଧନ୍ୟବାଦ ସାର,

  • @ishwardash500
    @ishwardash500 Месяц назад +1

    5:08 jahakabuchhAntysabkarectok🎉🎉🎉

  • @binayakrai9009
    @binayakrai9009 Месяц назад

    ଅନ୍ୟାୟ କୁ ସମର୍ଥନ କରି କୌରବ ଧ୍ବଂସ ହେଲା ପୋଲିସ୍ ଅନ୍ୟାୟ କୁ ସମର୍ଥନ କରନାହିଁ ବଦନାମ ହେବ ଡିପାର୍ଟମେଣ୍ଟ ଆମ ଓଡିଶା ର ବଦନାମ କରନାହିଁ

  • @biswanathbehera1125
    @biswanathbehera1125 Месяц назад

    Whether approximate time of injury as reported by Medical or AIMS is well comensurating or well matched to the period of detention in custody of P.S.

  • @MaminaSingh-dg9vs
    @MaminaSingh-dg9vs Месяц назад +2

    Right sir🙏

  • @ultraorganicgreenfresh2073
    @ultraorganicgreenfresh2073 Месяц назад +2

    ଏ ଥର ଦିନା ଗାଣ୍ଡି ମରେଈ ଜିବ.. ଖସି ଯିବା ଅସମ୍ଭବ

  • @samirkumarparida4266
    @samirkumarparida4266 Месяц назад

    ଦୀପ ତଳ ଅନ୍ଧାର

  • @jajatidas530
    @jajatidas530 Месяц назад +1

    ପୋଲିସ୍ ଷ୍ଟେସନ ରେ କେୟୁଥି ବି ଲୋକ ଙ୍କ ସେବା କରନ୍ତିନି, Nemalo thana ରେ ମୁଁ ଦେଖିଛି, ପୋଲିସ୍ ଯୁଆ ଖେଳୁ ଥିବା ଲୋକ ଙ୍କୁ ସାପୋର୍ଟ କରିଥିଲା fir lodge କରି ନ ଥିଲା

  • @suryanarayansahu5375
    @suryanarayansahu5375 Месяц назад

    Iic ଉପରିସ୍ଥ ଅଧିକାରୀଙ୍କୁ ସି ସିଂ ଟିଭି ଜଦି ଲାଗିଥିଲା ବର୍ତମାନ କାହିଁକି ଲାଗିଥିଲା ଏ ବିଷୟରେ ଥାନା ଅଧିକାରୀ ଗୋଚର କାହିଁକି ଜଣାଇଲେ ନାହିଁ। ଏଥିପାଇଁ ଦାୟିତ୍ଵ କାହାର। ଥାନା ଭିତରେ ଗଛିତ ଥିବାcctv ବିଷୟ ବୁଝି ବାକୁ ଚେଷ୍ଟା କର। ପାଞ୍ଚ ଜଣଙ୍କୁ ଜଣେ ପୁଣି ପୁଲିସ୍ ଥାନାରେ କିଛି କରି ପାରିବେ ନାହିଁ।ଏହା ନିହାତି ସତ୍।

  • @nalini4321
    @nalini4321 Месяц назад

    What will happen if the public go to open road? What will happen if the public act violence?

  • @rabinarayanasahoo6098
    @rabinarayanasahoo6098 Месяц назад

    How a complainant (girl & a Lawyer, Entrepreneur)went to PS to lodge a complaint /file FIR, proceeded to commit an
    offense that too attempt to
    murder to a number of Police
    personnel inside Police
    station.

  • @MotilalSwain-r9m
    @MotilalSwain-r9m Месяц назад

    You are right , police show their gravity

  • @maitri56
    @maitri56 Месяц назад +9

    Sei jhia ti mobile re recording karuthila...sei data kahin?

    • @pradeep9108
      @pradeep9108 Месяц назад

      Police pakhare

    • @motoggaming8484
      @motoggaming8484 Месяц назад +1

      Sea deba nai😂

    • @bsn8527
      @bsn8527 Месяц назад +1

      Se Jhia Debani😂😂Seithi sata Katha luchi rahichi😂😂

  • @bibhutiparida7565
    @bibhutiparida7565 Месяц назад

    ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ବିପକ୍ଷରେ ଅଧସ୍ତନ କର୍ମଚାରୀ ମାନଙ୍କର ପ୍ରତିବାଦ !!

  • @jamesbondagent0075
    @jamesbondagent0075 Месяц назад

    ଏଥର ସବୁ ପୋଲିସବାଲା ଦେଶର ସୁରକ୍ଷାକର୍ମୀ ସୁରକ୍ଷାବଳ ARMY ଙ୍କ କ୍ଷମତା ଏବଂ ଅଧିକାର ବିଷୟରେ ଜାଣିଗଲେ | କୌଣସି ARMY / DEFENCE ଲୋକଙ୍କ ସହ ଲାଗିବା ପୂର୍ବରୁ ୧୦୦ ଥର ଭାବିବେ 😂😂😂😂😂😂😂😂 lଶଳା ପୋଲିସବାଲା LAW Book ରେ ARMY OFFICER ଙ୍କଅଧିକାର ଏବଂ କ୍ଷମତା ବିଷୟରେ ଜାଣିନାହାନ୍ତି | ଏମାନଙ୍କୁ ଆଉ ଥରେ ତାଲିମ୍ ଶିବିର BIJU Pattanayak Training centre କୁ ଆଉ ଥରେ ପଠାଯାଉ । ଆଉ ରହିଲା ଚୋର ଧରିବା କଥା ଏମାନଙ୍କ ଜଳହସ୍ତୀ😅😅😅 ଏବଂ ଗର୍ଭୀଣୀ ନାରୀ ଚେହେରାକୁ 😂😅😅😅 ଦେଖି ଜାଣି ହେଉଛି । ଏହା ଏକ ନିନ୍ଦନୀୟ ଘଟଣା 😢l

  • @sheetalsubhadarshini4449
    @sheetalsubhadarshini4449 Месяц назад

    New law requires

  • @basantibalapanigrahi5289
    @basantibalapanigrahi5289 Месяц назад

    The police people should read police manual and action should be taken against the police those who have done Revolution and recruit the new police those who are unemployed.

  • @GobindaChBhoi
    @GobindaChBhoi Месяц назад

    Both IIC of Police and victim of Army ward should be taken polygraph test, narco analysis and Brain Mapping. Honb'le chief justice should pass order for the same to reveal truth as during incident no CC TV available. So resolve issue of Military Dept. and Police Dept. as both are uniforned person and public servant and safeguarding people & Nation. Both Dept. should get justice except wrong doer.

  • @notserious6190
    @notserious6190 Месяц назад

    Not notice but after taking congnzigence issued notice to government

  • @NiranjanMohanty-w5g
    @NiranjanMohanty-w5g Месяц назад

    ପୋଲିସ ସଙ୍ଘ ତାକୁ ସପୋର୍ଟ କରୁଛ ଲାଜ ନାହିଁ ତା ମାନେ ତମେ ଉପରସ୍ତ ଅଧିକାରୀ ସମସ୍ତେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଲାଲେ ଲାଲ କାରଣ ସେମାନେ ଧରାପଡ଼ିଲେ ଚାକିରୀ ଯିବା ସହ ଇଜ୍ଜତ ଚାଲିଯିବ, ନ ହେଲେ ଏତେ ଲୋକ ଦିନକୃଷ୍ଣ ନା ରେ ଏତେ କମ୍ପ୍ଲେନ ଦେଉଛନ୍ତି ସାରା ପୋଲିସ ସଙ୍ଘ କଣ ଦେଖୁନାହାନ୍ତି ନା ନ ଦେଖିବାର ଅଭିନୟ କରୁଛି

  • @sarojnayak6839
    @sarojnayak6839 Месяц назад

    I mean required All police station CCTV's are centralise moniter in BHUBANESWAR.

  • @sidharthkumar126
    @sidharthkumar126 Месяц назад

    ନିହାତି ମୁଣ୍ଡ ବଥେଇବ ସଭିଙ୍କ ର, କାଇଁ ନା ସେ ଖାଲି ରାଜ୍ୟ ର ନୁହଁ ଦେଶର power . ଦେଶ ପାଇଁ ତ ସବୁ ରାଜ୍ୟ ରୁ ଚାଲି ଆସିବେ 😅

  • @tusarranjandas1608
    @tusarranjandas1608 Месяц назад

    Perfectly a balance view and very correct interpretation of the situation. 👍

  • @sukantapati8299
    @sukantapati8299 Месяц назад +2

    cc tv nathibaru, police mane misi bhala bhabe rape kale, sethi pai inquiry heba darkar.

  • @Anantanaikananta
    @Anantanaikananta Месяц назад +1

    ପଇସା ଖାଇକି ପୋଲିସ ଦଲାଲି କରୁଛି

  • @birajinisamantaray2508
    @birajinisamantaray2508 Месяц назад

    In the both places the lady provoked others by forwarding her self while the major didn't control his girlfriend.

  • @bishwaranjanpanigrahi6617
    @bishwaranjanpanigrahi6617 Месяц назад

    Advocate sir higher police authority know everything about monopoly of police

  • @POWER_OF_BAPPA
    @POWER_OF_BAPPA Месяц назад

    କୁଆଡେ ଗଲେ ସେ ସମାଜସେବୀ ମହିଳା ତାଙ୍କର ଟିକେ ପ୍ରତିକ୍ରିୟା ନିଅଯାଉ ବହୁତ ଭାଷଣବାଜି ମରୁଥୁଲେ ସେଦିନ ଡିଜିପିଙ୍କ ଆଗରେ ତାଙ୍କର ଭିଡିଓ ଟିକେ ଓଡିଶାବାସୀଙ୍କ ସାମ୍ନାକୁ ଅଣାଯାଉ

  • @PratapMangaraj-l8y
    @PratapMangaraj-l8y Месяц назад

    ଭୁବନେଶ୍ଵରରେ ଯେତେ ଥାନା ଅଛି ସବୁଠୁ ଅଧିକ କ୍ରାଇମ୍ ଭରତପୁର ଥାନା ଅଞ୍ଚଳ ଏଠାରେଅନେକବସ୍ତିଅଛି ବହୁତ୍ ଅପରାଧୀ ଏହି ବସ୍ତିଅଞ୍ଚଳଭିତରେ ଅଛନ୍ତି

  • @sanjayanaik-n9s
    @sanjayanaik-n9s Месяц назад

    ସେମାନେ କଣ ଆଇନ ଉର୍ଦ୍ହରେ କି ? Video କିଏ କଲା,,,? ଦଣ୍ଡ ଦିଆଯାଉ

  • @prasantakumarrout5906
    @prasantakumarrout5906 Месяц назад

    ଆପଣ ଭଲ କହୁଛନ୍ତି, କିନ୍ତୁ ଟିକେ ପୁଲିସ ସପକ୍ଷରେ ଅଛନ୍ତି l

  • @brajakishor121
    @brajakishor121 Месяц назад

    ଆମ ଶରକାର ତ ଛକା ପୋଲିସ୍ ଭଲ ଆସିବ କେଉଁଠୁ

  • @mrromeo7850
    @mrromeo7850 Месяц назад

    ସବୁ ପୋଲିସ ସେମିତି ଭାଇ

  • @SurendraKarjee-pk8bu
    @SurendraKarjee-pk8bu Месяц назад

    ପୋଲିସ୍‌ ଏହି ପରି ଭୁଲ୍ କଲେ ଯେ ଜଣେ କମାଣ୍ଡୁ କୁ ବି ଛାଲିଲେ ନାହିଁ ଆଉଁ ଆମ ପରି ସର୍ବ ସାଧାରଣ ଲୋକଙ୍କ କଣ ହେବ ସିନ୍ତା କଲେ ଭୟ ଲାଗୁଛି ସର୍ବ ଓଡ଼ିଶା ବାସୀ ..ଆପଣ ମାନଙ୍କ Answer କଣ ।plz comment karaa tu 🙏🙏🙏🙏

  • @Tunapradhan-i1e
    @Tunapradhan-i1e Месяц назад

    ସାର୍ ଆପଣ ଓକିଲ ସତରେ ଥତାଆହେଳେ ପୁଲିସ ଥାନା ଭିତରେ ଭିଡ଼ିଓ ବାହାର କରନ୍ତୁ

  • @prabodhabebarta705
    @prabodhabebarta705 Месяц назад

    Govt should dismiss, stop family pensions & arrest all these police personnel including CP&DCP, who dare to stand in protest against arrest of BHARATPUR POLICE.

  • @santoshkumarajena8880
    @santoshkumarajena8880 Месяц назад

    ଏମାନେ ପୋଲିସ ବିଭାଗର କଳଙ୍କ
    ଏଭଳିକାଳଙ୍କ କୁ ଫାଶୀ ଦେବା କଥା

  • @premchandmahanta9398
    @premchandmahanta9398 Месяц назад

    ପୋଲିସ ବିଜେଡି ସହିତ ଲିଙ୍କ୍ ଥିଲା ବୋଲି ସିସିଟିଭ ଲାଗି ନଥିଲା । ସିସି ଟିଭି ଲାଗିଲେ ବିଜେଡିର ଭିତିରି କଥା ଜଣାପଡିବ ବୋଲି ଲାଗି ନାହିଁ

  • @sadanandasahoo3707
    @sadanandasahoo3707 Месяц назад +2

    ବୋଧହୁଏ ପୋଲିସ ଫସିଲା ମୂଖ୍ୟମନ୍ତ୍ରୀ ଙ୍କ ସମ୍ପର୍କୀୟ ଙ୍କୁ ବଞ୍ଚାଇବା ପାଇଁ ।

  • @rajendrakumarbhoi5120
    @rajendrakumarbhoi5120 Месяц назад

    True that police have lost his identity due to casual work.

  • @Routrayster
    @Routrayster Месяц назад

    Police behave is very worst that IIC should be punished

  • @pravashmishra1178
    @pravashmishra1178 Месяц назад

    ହଁ ମ ଆର୍ ଏସ ଏସ ସମର୍ଥକ ଜଷ୍ଟିସ ମହୋଦୟ ଯାହା କରିବେ ଲୋକେ ଉପଲବ୍ଧି କଲେଣି 😅

  • @laxmidharbarik5867
    @laxmidharbarik5867 Месяц назад

    ଏ ସବୁ ୨୪ ବର୍ଷ ର କଳଙ୍କ ଏବେ ବାହାରୁଛି

  • @amjadsk.2469
    @amjadsk.2469 Месяц назад

    Ei case re related 3ta side ra prabala dosha achhi. Kehi kanaku kum nahanti...
    Samastanku punishment miliba darkar.

  • @rajaashoksamrat417
    @rajaashoksamrat417 Месяц назад

    ସମ୍ବିଧାନରେ ଚାକେରି ଖଣ୍ଡେ ମିଳୁ,ବୋଲି ବହୁତ ପୁଜା ପାଠ,ଚାଲେ,ଚାକେରି ପାଇଲା ପରେ , ସମ୍ବିଧାନକୁ,ଭୁଲେ, ସମ୍ବିଧାନର ରଖ୍ୟା କରିବା ପାଇଁ,ଇଶୋରଙ୍କର ସପତ ପାଠ,ମାନେ,ଇଶୋର ଙ୍କର ରାଣ ନିଅମ ପକେଇଥାଏ,ବା ବା ରେ ଦୋଗୋଲା ମଣିଶ

  • @PramodDas-hn4ow
    @PramodDas-hn4ow Месяц назад

    ଏଇ ଭିଡିଓ କଣପାଇଁ, ଓକିଲ ପୋଲିସ ଚାଁଚେରା ଭାଇ, ସମାଧାନର ରାସ୍ତା କଣ ନକହି ସିସିଟିଭି ସିସିଟିଭି ହଉଛ,

  • @rameshpanda03
    @rameshpanda03 Месяц назад

    Kichi change asi bani police working culture re....

  • @GaluRamMajhi
    @GaluRamMajhi Месяц назад

    ୧୦୦ଦିନର ସରକାର କେମିତି ଦାଇହବ? ୨୫ବର୍ଷ bjd ସରକାର ଆଳୁ ଚୋପା ଛଡ଼ାଉ ଥିଲା

  • @drtusharkantinayak7523
    @drtusharkantinayak7523 Месяц назад

    ସେଇ ଗୋଟାଏ କଥାକୁ ବାରମ୍ବାର ଦୋହରାଇ ଭିଡିଓ ସରିଗଲା । ସିସିଟିଭି ।

  • @s.k.swainodisha1085
    @s.k.swainodisha1085 Месяц назад +2

    Odisha police most corrupted

  • @bibekanandaray4591
    @bibekanandaray4591 Месяц назад

    ଯେଉଁ ଥାନାରେ CCTV camera ଯେଉଁଠି ଅଛି ତାହା ଭିତରୁ ପ୍ରାୟେ ୨୫% କାର୍ଯ୍ୟ କରୁନାହିଁ।