Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଓଡିଆ ଭାଷା ର କାବ୍ୟ କବିତା ଲୋପ ପାଇବାକୁ ବସିଲାଣି, ଓଡ଼ିଆ ଛାନ୍ଦ କବିତା କେତେ ଯେ ଶୃଡି ମଧୁର ତାହା ବର୍ଣ୍ଣନାତୀତ, ଆପଣଙ୍କର ଅଭିନବ ପ୍ରୟାସ ନୂତନ ଆଶାର ସଂଚାର କରିବ। ପ୍ରୟାସ ଜାରି ରହୁ। ଜୟ ମା ସରସ୍ବତୀ।...
My fevorite ଗଙ୍ଗାଧର ମେହେର
ଯେଉଁ ମହାଶୟ ମାନେ ଅତି ପୁରାତନ ହଜି ଯାଇଥିବା ସ୍ମୃତିକୁ ପୁଣି ଉଦ୍ ଜୀବିତ କରାଉ ଛନ୍ତି ସେମାନଙ୍କୁ। ମୋର କୋଟି ପ୍ରଣାମ
ଦେବସ୍ମିତା ଦିଦି ଏହି look ରେ hindi singer arunita madam ଭଳି ଦେଖା ଯାଉଛନ୍ତି l ବହୁତ ସୁନ୍ଦର ❣️💓❤️❤️
ଆପଣ ଏତେ ସୁନ୍ଦର ବିଭୁତି ଗୁଡିକ ଆଣି ଓଡ଼ିଆ ସାହିତ୍ୟର ଉତ୍ଥାନ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି..❤❤❤
ମୋ ମାଟିର କବି, ମହାନ୍ ସାରସ୍ବତ ସ୍ରଷ୍ଟା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କାଳଜୟୀ ରଚନା ଶୁଣିବାକୁ ବହୁତ୍ ଭଲ ଲାଗେ, କବୟତ୍ରୀ- କମଳିନୀ ଦେବୀ ବରଗଡ଼
This series should be continued till the completion of TAPASWINI... Very lovely elaboration.
Bahut Sundar.Debasmita Acharya madam nku ashesh Dhanyabad.
ନିସ୍ତରିଲି,ନିସ୍ତରିଲି।ଅନେକ ଦିନ ପରେ ତପସ୍ଵିନୀ ଶୁଣିଲି। ସ୍ଵଭାବ କବି,ଗାୟିକା ମହୋଦୟା,ଅନ୍ବୟକରୁଥିବା ମହାଶୟ, ବାଦ୍ୟ ଗୁରୁ ଙ୍କ ସମୂହ ଚେଷ୍ଟା ରେ ଭାବାନ୍ତର ସୃଷ୍ଟି ହେଉଛି। ସମସ୍ତଙ୍କୁ ପ୍ରଣାମ।।
Outstanding. Pundit Niranjan ji and Debasmita madam' s sky high performance wins the heart indeed.
ଅତି ସୁନ୍ଦର । ବହୁବର୍ଷରୁ ଏହିପରି ସଂଗୀତ ସହିତ ଆଲୋଚନା ପ୍ରବଚନ ପରିକଳ୍ପନା କରିଥିଲି । ପ୍ରଥମଥର ପାଇଁ ଦର୍ଶନ କଲି । ଡ. ସାହୁ ,ଗାୟିକା ଦେବସ୍ମିତା ଆଚାର୍ଯ୍ୟ ଏବଂ ସିଦ୍ଧାର୍ଥ ଟିଭିଙ୍କୁ ଅଶେଷ ଅଶେଷ ଅଭିନନ୍ଦନ । ....✍
ବହୁତ ସୁନ୍ଦର ଭାବରେ ବନ୍ଦନା କରାଯାଇଛି।
ଅତି ସୁନ୍ଦର। ସିଦ୍ଧାର୍ଥ ଭକ୍ତିର ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ଶୁଭେଚ୍ଛା
ବହୁତ ସୁନ୍ଦର ଓ ଉପାଦେୟ ଉପସ୍ଥାପନା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ କଣ୍ଠଶିଳ୍ପୀ ବେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠରେ ସିଦ୍ଧାର୍ଥ ଭକ୍ତି ସଙ୍ଗୀତ ପରିବେଷଣ ।ଏଥିପାଇଁ ଅନେକ ଧନ୍ୟବାଦ ।
ପଣ୍ଡିତ ଡକ୍ଟର ନିରଞ୍ଜନ ସାହୁଙ୍କର ଜ୍ଞାନବର୍ଦ୍ଧକ ସୁନ୍ଦର ବ୍ୟାଖ୍ୟା ପାଇଁ ଆମର ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ ।
Debasmita is the bright future of singing world,Tapswinis song are naturally describing by GangadharMeher.Many many thanks to Siddhartha bhakti Chanel.
Please continue for time.Singer and explicator are the best.
ଅତି ଉଚ୍ଚକୋଟୀର ଉପସ୍ଥାପନା
କଣ୍ଠରୁ ସତେ ଯେପରି ଅମୃତ ଝରୁଛି ।।।ସିଧାର୍ଥ ଭକ୍ତି ର ଏହି କାର୍ଯ୍ୟକ୍ରମ ଅତି ଲୋକପ୍ରିୟ ।।।।
ଅତି ସୁନ୍ଦର ପ୍ରୟାସ
karyakrama bahut sundar heichhi amiti ahk kabyara samasta sarga ku upastapana pain anurodha
ସ୍ୱାଧ୍ୟାୟ ତଥା ପଣ୍ଡିତମାନଙ୍କ ସଂସ୍ପର୍ଶ ସହିତ ମା ସରସ୍ଵତୀଙ୍କ ଆଶୀର୍ବାଦ ତାଙ୍କୁ କାବ୍ୟ ରଚନାରେ ପ୍ରବୃତ୍ତ କରିଥିବ ।
ଏଭଳି ଆଲୋଚନା ମାନେ ଚାଲୁ ସାର୍ ମତେ ବହୁତ ସାହାଯ୍ୟ କରୁଛି ....
ବହୁତ ସୁନ୍ଦର ❤।ଆମର ପ୍ରାଚୀନ ପରମ୍ପରା ବଜାୟ ରହୁ। ଭକ୍ତିଭରା ବିରହ ସ୍ଵରରେ ଆହୁରି ହୃଦୟ ସ୍ପର୍ଶୀ ହୋଇ ପାରିବ। ଟିକିଏ ଷ୍ଟାଇଲିସ୍ ହୋଇଯାଇଛି ।
Upasthapana saili khub uchhakotira hoichi, gayika madhya sundar kantha re gana karichanti, Meher nka vakti-prema- sradhha rupaka anjali ehi sarga ra pratiti sabdare jhankruta hoichi, ame pathake- darsake dhanya helu evali sundar byakhyana suni. Meher nku hrudayaru pranaam.
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ ଟି ମାତା ସୀତାଙ୍କ ବନ ଗମନ ପରେ ସେଠାରେ ତପସ୍ଵିନୀ ଜୀବନଯାପନ କରିଥିଲେ। ଏହା ହିଁ ମାତା ସୀତାଙ୍କ ବିଷୟରେ ସୁନ୍ଦର ରଚନା।
Thanks a lot to sidharth channel. Ati sundar prayas.
ପ୍ରଣୟ ବଲ୍ଲରୀ କୁ ମଧ୍ୟ ଏପରି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବା ପାଇଁ ଅନୁରୋଧ... 🙏🙏🙏
Very nice ❤❤
Thanks to Siddhartha bhakti chanel.
ଭଉଣୀ ଦେବସ୍ମିତା ଆଚାର୍ଯ୍ୟ ଖୁବ୍ ସୁନ୍ଦର ଓ ମଧୁର କଣ୍ଠରେ ଗାଇଛନ୍ତି ତପସ୍ଵିନୀ କାବ୍ୟର ପ୍ରଥମ ସର୍ଗ । ହେଲେ ପରବର୍ତ୍ତୀ ପଦମାନ --କୌମୁଦୀ କି ଘନ ହୋଇ ବହିଛୁ ଶରୀର- ଠାରୁ ଗାଇବା ବେଳେ ଶେଷ ଅକ୍ଷରଟି ଟିକିଏ ଭିନ୍ନ ଭାବରେ ଗାଇଛନ୍ତି ଯାହା ଭଲ ଲାଗୁ ନାହିଁ । ଶେଷଭାଗ ପ୍ରଶ୍ନ କଲା ଭଳି ନ ଗାଇ ଲମ୍ବେଇ ଗାଇବା ଉଚିତ ।
Bahut sundar. Kanthasilpinku Dhanyabad.
Bahut bahut dhanyabad.....emiti sabu kabya ku prastut kale bhala heba...
Debasmita nka ehi bhali video kahin asuni we need more this kind of video from Debasmita acharya am her biggest fan 🤩
କବିଙ୍କର ଭାରତୀ ଭାବନା କାବ୍ୟକୁ ମଧ୍ୟ ଏପରି ସବିସ୍ତାରେ ବର୍ଣନା କରିବାକୁ ସବିନୟ ଅନୁରୋଧ...... 🙏🙏🙏🙏🙏
ସିଦ୍ଧାର୍ଥ ଭକ୍ତି ଚାନେଲ ଏ ପ୍ରାଚୀନ ଓଡ଼ିଆ ଜାତୀୟ ମହାକାବ୍ୟ ର ମହାସ୍ରୋତକୁ ଜନତା ପାଖରେ ପ୍ରଖର କରିବାକୁ ଯେଉଁ ଚେଷ୍ଟା,ପ୍ରୟାସ ଓ ପ୍ରୟୋଗ କରିଛନ୍ତି, ସେଥିପାଇଁ କୋଟି ସାଧୁବାଦ ଓ ଭଲ ପାଇବା।ଏପରି କାର୍ଯ୍ୟକ୍ରମ ଆହୁରି ପରିବର୍ଦ୍ଧିତ ହେଉ।।ଜୟ ଶ୍ରୀ ଜଗନ୍ନାଥ,ଜୟ ଉତ୍କଳ
Aha kete sundara upastapana ❤❤❤bahut badhia ❤❤❤
ma'am ଯେମିତି ସୁନ୍ଦର ଯେମିତି smile, ସେମିତି ବି voice, a versatile singer of odisha 😂
Thanks a lot..
Good platform
ବହୁତ ଭଲ ଲାଗୁଛିଶୁଣିବାକୁ ମଧ୍ୟ ଭଲ ଲାଗୁଛି l 🙏🙏🙏
Bahut bhala lagila
Great attempt. Presentation is excellent.
❤❤❤so beautiful ❤❤ thanks 😊😊 tapaswini kabya 💖💖
Beautiful presentation very Very nice thanks from RUKMINI PRODUCTION 🎉🎉🎉
Sweet to listen to . thanks a lot
❤️🙏
ଅଶେଷ ଅଶେଷ ଧନ୍ୟବାଦ
Ahha koili gaila bhali laguchii Debasmita di nka voice 😍😍😍😍😍😍😍😍😍
Ati sunder pranamam
Madam namaskara,bahut sundar voice.
ବହୁତ ସୁନ୍ଦର
Khub Sundar
Super
Please discuss on pranayaballari
Bahuta sundar prayas
Swabhaba kabi Gangadhar meher🙏🙏Mui bargarh re rahesi au nijku bahut garbita lagsi jete bele bhi swabhaba kabi kn kabya sunsi.
Good work of Sidharth bhakthi channel.👍
Pdf mili pariba ki tapaswini kabya ra
ଉପସ୍ଥାପକ ମହୋଦୟ, ଆପଣଙ୍କ ମୋବାଇଲ ନମ୍ବର ଟି ପଠେଇଲେ ଭଲ ହେବ।
Very nice
Wow....nice
Dhanaybadadebasimta
❤❤❤
Very nice 👍
Beautiful
💙🙏🙏🙏
Debasimita
Tapaswini kavya re ketoti swarga achhi please 🙏 Kia jani chha bele kahi debe🙏
😮😅😅
ମାତ୍ର ପଞ୍ଚମ ଶ୍ରେଣୀ ପାଠ ପଢ଼ି ଓଡ଼ିଆ ଭାଷା ତଥା ସଂସ୍କୃତ ଭାଷାରେ ଗଙ୍ଗାଧର ମେହେର ଏଭଳି ବିଦ୍ୱାନ୍ କବି ହୋଇପାରିଲେ କିପରି ?
Mo pakhe achhi
ନିକଟସ୍ଥ ପୁସ୍ତକ ଭଣ୍ଡାର ରୁ ତିରିଶ ଚାଳିଶ ଟଙ୍କା ରେ ମିଳୁଥିବା ଏହି ବହିଟି କିଣନ୍ତୁ। ସାହିତ୍ୟ ବଞ୍ଚିବ,ଭାଷା ବଞ୍ଚିବ , ପୁସ୍ତକ ପ୍ରକାଶକ ଅନୁପ୍ରାଣିତ ହେବେ।ଆଶା ମୋ ଅନୁରୋଧ ବିଚାର କରି ରଖିବେ।
Miliba
Unwanted explanation to be avoided
Gangadhar meher nka bisayare kahila bele pandita Babu jepari kahila ki panchama sreni Gangadhara meher padhichhi kahiba ketedura samichina tenu byabahara re pandit Babu sudhara karantu
ଓଡ଼ିଆରେ ଡକ୍ଟର ସଂକ୍ଷେପରେ ଲେଖିବା ବେଳେ ଡଃ (ବିନ୍ଦୁରହିତ) ଏଠାରେ ଡ଼ଃ ମୁଦ୍ରିତ ଅଛି । କେହି କେହି ଏପରି ଲେଖୁଥିଲେ ବି ଆରମ୍ଭ ଡ - ରେ ବିନ୍ଦୁ ନ ଲଗାଇବା ଠିକ୍ । ସଂସ୍କୃତରେ ବିନ୍ଦୁ ଡ଼ ଓ ଢ଼ ବ୍ୟବହାର ହେଉ ନାହିଁ ।
Se kalajjayee kabi nku koti pranam
Bahut sundar
ଓଡିଆ ଭାଷା ର କାବ୍ୟ କବିତା ଲୋପ ପାଇବାକୁ ବସିଲାଣି, ଓଡ଼ିଆ ଛାନ୍ଦ କବିତା କେତେ ଯେ ଶୃଡି ମଧୁର ତାହା ବର୍ଣ୍ଣନାତୀତ, ଆପଣଙ୍କର ଅଭିନବ ପ୍ରୟାସ ନୂତନ ଆଶାର ସଂଚାର କରିବ। ପ୍ରୟାସ ଜାରି ରହୁ। ଜୟ ମା ସରସ୍ବତୀ।...
My fevorite ଗଙ୍ଗାଧର ମେହେର
ଯେଉଁ ମହାଶୟ ମାନେ ଅତି ପୁରାତନ ହଜି ଯାଇଥିବା ସ୍ମୃତିକୁ ପୁଣି ଉଦ୍ ଜୀବିତ କରାଉ ଛନ୍ତି ସେମାନଙ୍କୁ। ମୋର କୋଟି ପ୍ରଣାମ
ଦେବସ୍ମିତା ଦିଦି ଏହି look ରେ hindi singer arunita madam ଭଳି ଦେଖା ଯାଉଛନ୍ତି l ବହୁତ ସୁନ୍ଦର ❣️💓❤️❤️
ଆପଣ ଏତେ ସୁନ୍ଦର ବିଭୁତି ଗୁଡିକ ଆଣି ଓଡ଼ିଆ ସାହିତ୍ୟର ଉତ୍ଥାନ ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି..❤❤❤
ମୋ ମାଟିର କବି, ମହାନ୍ ସାରସ୍ବତ ସ୍ରଷ୍ଟା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କାଳଜୟୀ ରଚନା ଶୁଣିବାକୁ ବହୁତ୍ ଭଲ ଲାଗେ,
କବୟତ୍ରୀ- କମଳିନୀ ଦେବୀ
ବରଗଡ଼
This series should be continued till the completion of TAPASWINI... Very lovely elaboration.
Bahut Sundar.
Debasmita Acharya madam nku ashesh Dhanyabad.
ନିସ୍ତରିଲି,ନିସ୍ତରିଲି।ଅନେକ ଦିନ ପରେ ତପସ୍ଵିନୀ ଶୁଣିଲି। ସ୍ଵଭାବ କବି,ଗାୟିକା ମହୋଦୟା,ଅନ୍ବୟକରୁଥିବା ମହାଶୟ, ବାଦ୍ୟ ଗୁରୁ ଙ୍କ ସମୂହ ଚେଷ୍ଟା ରେ ଭାବାନ୍ତର ସୃଷ୍ଟି ହେଉଛି। ସମସ୍ତଙ୍କୁ ପ୍ରଣାମ।।
Outstanding. Pundit Niranjan ji and Debasmita madam' s sky high performance wins the heart indeed.
ଅତି ସୁନ୍ଦର । ବହୁବର୍ଷରୁ ଏହିପରି ସଂଗୀତ ସହିତ ଆଲୋଚନା ପ୍ରବଚନ ପରିକଳ୍ପନା କରିଥିଲି । ପ୍ରଥମଥର ପାଇଁ ଦର୍ଶନ କଲି । ଡ. ସାହୁ ,ଗାୟିକା ଦେବସ୍ମିତା ଆଚାର୍ଯ୍ୟ ଏବଂ ସିଦ୍ଧାର୍ଥ ଟିଭିଙ୍କୁ ଅଶେଷ ଅଶେଷ ଅଭିନନ୍ଦନ । ....✍
ବହୁତ ସୁନ୍ଦର ଭାବରେ ବନ୍ଦନା କରାଯାଇଛି।
ଅତି ସୁନ୍ଦର। ସିଦ୍ଧାର୍ଥ ଭକ୍ତିର ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ଶୁଭେଚ୍ଛା
ବହୁତ ସୁନ୍ଦର ଓ ଉପାଦେୟ ଉପସ୍ଥାପନା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ କଣ୍ଠଶିଳ୍ପୀ ବେବସ୍ମିତା ଆଚାର୍ଯ୍ୟଙ୍କ କଣ୍ଠରେ ସିଦ୍ଧାର୍ଥ ଭକ୍ତି ସଙ୍ଗୀତ ପରିବେଷଣ ।
ଏଥିପାଇଁ ଅନେକ ଧନ୍ୟବାଦ ।
ପଣ୍ଡିତ ଡକ୍ଟର ନିରଞ୍ଜନ ସାହୁଙ୍କର ଜ୍ଞାନବର୍ଦ୍ଧକ ସୁନ୍ଦର ବ୍ୟାଖ୍ୟା ପାଇଁ ଆମର ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ ।
Debasmita is the bright future of singing world,Tapswinis song are naturally describing by GangadharMeher.Many many thanks to Siddhartha bhakti Chanel.
Please continue for time.
Singer and explicator are the best.
ଅତି ଉଚ୍ଚକୋଟୀର ଉପସ୍ଥାପନା
କଣ୍ଠରୁ ସତେ ଯେପରି ଅମୃତ ଝରୁଛି ।।।ସିଧାର୍ଥ ଭକ୍ତି ର ଏହି କାର୍ଯ୍ୟକ୍ରମ ଅତି ଲୋକପ୍ରିୟ ।।।।
ଅତି ସୁନ୍ଦର ପ୍ରୟାସ
karyakrama bahut sundar heichhi amiti ahk kabyara samasta sarga ku upastapana pain anurodha
ସ୍ୱାଧ୍ୟାୟ ତଥା ପଣ୍ଡିତମାନଙ୍କ ସଂସ୍ପର୍ଶ ସହିତ ମା ସରସ୍ଵତୀଙ୍କ ଆଶୀର୍ବାଦ ତାଙ୍କୁ କାବ୍ୟ ରଚନାରେ ପ୍ରବୃତ୍ତ କରିଥିବ ।
ଏଭଳି ଆଲୋଚନା ମାନେ ଚାଲୁ ସାର୍ ମତେ ବହୁତ ସାହାଯ୍ୟ କରୁଛି ....
ବହୁତ ସୁନ୍ଦର ❤।ଆମର ପ୍ରାଚୀନ ପରମ୍ପରା ବଜାୟ ରହୁ। ଭକ୍ତିଭରା ବିରହ ସ୍ଵରରେ ଆହୁରି ହୃଦୟ ସ୍ପର୍ଶୀ ହୋଇ ପାରିବ। ଟିକିଏ ଷ୍ଟାଇଲିସ୍ ହୋଇଯାଇଛି ।
Upasthapana saili khub uchhakotira hoichi, gayika madhya sundar kantha re gana karichanti, Meher nka vakti-prema- sradhha rupaka anjali ehi sarga ra pratiti sabdare jhankruta hoichi, ame pathake- darsake dhanya helu evali sundar byakhyana suni. Meher nku hrudayaru pranaam.
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ ଟି ମାତା ସୀତାଙ୍କ ବନ ଗମନ ପରେ ସେଠାରେ ତପସ୍ଵିନୀ ଜୀବନଯାପନ କରିଥିଲେ। ଏହା ହିଁ ମାତା ସୀତାଙ୍କ ବିଷୟରେ ସୁନ୍ଦର ରଚନା।
Thanks a lot to sidharth channel. Ati sundar prayas.
ପ୍ରଣୟ ବଲ୍ଲରୀ କୁ ମଧ୍ୟ ଏପରି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିବା ପାଇଁ ଅନୁରୋଧ... 🙏🙏🙏
Very nice ❤❤
Thanks to Siddhartha bhakti chanel.
ଭଉଣୀ ଦେବସ୍ମିତା ଆଚାର୍ଯ୍ୟ ଖୁବ୍ ସୁନ୍ଦର ଓ ମଧୁର କଣ୍ଠରେ ଗାଇଛନ୍ତି ତପସ୍ଵିନୀ କାବ୍ୟର ପ୍ରଥମ ସର୍ଗ । ହେଲେ ପରବର୍ତ୍ତୀ ପଦମାନ --
କୌମୁଦୀ କି ଘନ ହୋଇ ବହିଛୁ ଶରୀର- ଠାରୁ ଗାଇବା ବେଳେ ଶେଷ ଅକ୍ଷରଟି ଟିକିଏ ଭିନ୍ନ ଭାବରେ ଗାଇଛନ୍ତି ଯାହା ଭଲ ଲାଗୁ ନାହିଁ । ଶେଷଭାଗ ପ୍ରଶ୍ନ କଲା ଭଳି ନ ଗାଇ ଲମ୍ବେଇ ଗାଇବା ଉଚିତ ।
Bahut sundar. Kanthasilpinku Dhanyabad.
Bahut bahut dhanyabad.....emiti sabu kabya ku prastut kale bhala heba...
Debasmita nka ehi bhali video kahin asuni we need more this kind of video from Debasmita acharya am her biggest fan 🤩
କବିଙ୍କର ଭାରତୀ ଭାବନା କାବ୍ୟକୁ ମଧ୍ୟ ଏପରି ସବିସ୍ତାରେ ବର୍ଣନା କରିବାକୁ ସବିନୟ ଅନୁରୋଧ...... 🙏🙏🙏🙏🙏
ସିଦ୍ଧାର୍ଥ ଭକ୍ତି ଚାନେଲ ଏ ପ୍ରାଚୀନ ଓଡ଼ିଆ ଜାତୀୟ ମହାକାବ୍ୟ ର ମହାସ୍ରୋତକୁ ଜନତା ପାଖରେ ପ୍ରଖର କରିବାକୁ ଯେଉଁ ଚେଷ୍ଟା,ପ୍ରୟାସ ଓ ପ୍ରୟୋଗ କରିଛନ୍ତି, ସେଥିପାଇଁ କୋଟି ସାଧୁବାଦ ଓ ଭଲ ପାଇବା।ଏପରି କାର୍ଯ୍ୟକ୍ରମ ଆହୁରି ପରିବର୍ଦ୍ଧିତ ହେଉ।।ଜୟ ଶ୍ରୀ ଜଗନ୍ନାଥ,ଜୟ ଉତ୍କଳ
Aha kete sundara upastapana ❤❤❤bahut badhia ❤❤❤
ma'am ଯେମିତି ସୁନ୍ଦର ଯେମିତି smile, ସେମିତି ବି voice, a versatile singer of odisha 😂
Thanks a lot..
Good platform
ବହୁତ ଭଲ ଲାଗୁଛି
ଶୁଣିବାକୁ ମଧ୍ୟ ଭଲ ଲାଗୁଛି l 🙏🙏🙏
Bahut bhala lagila
Great attempt. Presentation is excellent.
❤❤❤so beautiful ❤❤ thanks 😊😊 tapaswini kabya 💖💖
Beautiful presentation very Very nice thanks from RUKMINI PRODUCTION 🎉🎉🎉
Sweet to listen to . thanks a lot
❤️🙏
ଅଶେଷ ଅଶେଷ ଧନ୍ୟବାଦ
Ahha koili gaila bhali laguchii Debasmita di nka voice 😍😍😍😍😍😍😍😍😍
Ati sunder pranamam
Madam namaskara,bahut sundar voice.
ବହୁତ ସୁନ୍ଦର
Khub Sundar
Super
Please discuss on pranayaballari
Bahuta sundar prayas
Swabhaba kabi Gangadhar meher🙏🙏
Mui bargarh re rahesi au nijku bahut garbita lagsi jete bele bhi swabhaba kabi kn kabya sunsi.