Thanks to our young and energetic Minister Suraj Suryabanshi ji. Private tuition should be banned. Those Government teachers, Lectures, Professors are doing tuition, it should be banned.
ଯାହା କୁହାଯାଉଛି ତାହା କରି ଦେଖାଇବା ଉଚିତ୍। Be serious for use of odia language in all departments because previous govt.s have been failed in the past. BJ P Govt.should give priority to make it implemented. ଇଂରାଜୀ ରେ ଲେଖିବାର କାରଣ ଓଡ଼ିଆ ଭାଷା ଆଜି ଯୁବ ପିଢୀ ଓ ସରକାରୀ ଅଫିସର ତଥା ବହୁ ନେତାଙ୍କ ଦ୍ଵାରା ଅବକ୍ଷୟୀତ ହେଉଅଛି। ଓଡ଼ିଆକୁ ୧ମ ଓ ଇଂରେଜୀ କୁ ୨ୟ ଭାଷା ଋପେ ସବୁ କ୍ଷେତ୍ରରେ ବ୍ୟବହାର କରାଯାଉ।
Nice interaction by the journalist with leader. Needs young generation educated leaders for all over the India,who can feel present situation of country.
Education minister will be fillup vacant professor post in all college and university of Odisha, Secondly fillup vacant teacher post in all school in Odisha Speach dele heba nahi Work in Ground level Open Govt Engineering college and Medical college
Bahut bhala bhala students ghare basichhanti .. competative exam pain prepare hauchhanti but keteka pauchhanti au keteka paunahanti..tahale joumane rahigale semane kn karibe ?
ITI au Diploma pare chakiri miluchi kintu khas kari B. A, graduation pare chakiri miluni kn pain? kebala B. Sc. au B com. Pila iti, diploma pila pandita ame nuha ama family ra financial problem acchi ta ame patha padhibu na majduri karibu?
ITI au Diploma pare chakiri miluchi kintu khas kari B. A, graduation pare chakiri miluni kn pain? kebala B. Sc. au B com. Pila iti, diploma pila pandita ame nuha ama family ra financial problem acchi ta ame patha padhibu na majduri karibu
ଓଡିଶା ରେ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ମନରେ ଖୁବ୍ ଭଲ ପାଇବା ଅଛି ଏଥିରେ ସନ୍ଦେହ ନାହିଁ
କିନ୍ତୁ ଏଇ ଓଡ଼ିଆ ଭାଷା ଚାକିରୀ ସମୟରେ କଣ ପାଇଁ ବ୍ୟବହାର କରାଯାଉ ନାହିଁ
ଯେତେବେଳେ ଗୋଟେ ପିଲା ଚାକିରୀ ପାଇଁ ଖୁବ୍ ବ୍ୟସ୍ତ ଥାଏ ଓ ସେ ପିଲାଟି ଓଡିଆ ମିଡିୟମ ବିଦ୍ୟାଳୟ ରେ ପଢ଼ିଥାଏ ସେତେବେଳେ ସେ ପିଲା English ର interview ଓ ପ୍ରଶ୍ନ ପତ୍ର ଦେଖି ଡରି ଯାଏ ଏବଂ ଶେଷରେ ପିଲାଟିର ଦକ୍ଷତା ଥାଇ ମଧ୍ୟ ସଫଳ ନ ପାଇ ନିରାଶ ହୁଏ ଓ ବୋହୁତ୍ ପିଲା ବେକାରୀ ସମସ୍ୟା ପାଇଁ ଆତ୍ମହତ୍ୟା ମଧ୍ୟ କଲେଣି
ନା ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ ନା ବେକାରୀ ସମସ୍ୟା ଦୁରୀକରଣ
ସବୁ ଖାଲି ଭାଷଣ
Sata katha bhai
Thik katha khaichhanti apana
Sata katha kahila bhai
Thik katha
ଓଡ଼ିଆ ଭାଷା ରେ interview ହେବା ଦରକାର।
ସତରେ ଏଇ ପରି ବ୍ୟବସ୍ଥା କଥା ଶୁଣି ମୁଁ ବହୁତ ଖୁସି , ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ଏବଂ ଏଇ କାର୍ଯ୍ୟରେ ସଫଳ ହୁଅନ୍ତୁ.
ପ୍ରତ୍ୟେକ ନାମ ଫଳକ ଗୁଡ଼ିକୁ ଓଡ଼ିଆରେ ଲେଖା ହେଉ।ଓଡ଼ିଆ ଭାଷାକୁ ଓଡ଼ିଶାରେ ଅଗ୍ରାଧିକାର ଦିଆଯାଉ, ଧନ୍ୟବାଦ୍ news ଓଡ଼ିଆ ଧନ୍ୟବାଦ୍ ସୁରଜ୍ ବାବୁ।
ମନ୍ତ୍ରୀ ହେଵତ ଏମିତି, Thanks Suraj 🙏 👍👍👍
Kan Bala ta bujhilu
Right
Kou kam ku nuho 😂😂
ରାଜ୍ୟ ସଭାଓଲୋକସଭାରେଓଡିଶାନେତାଓଡିଆରେଭାଷଣଦିଅନ୍ତୁଓଡିଆରେଦସ୍ତଖତକରନ୍ତୁ🎉ଜୟହୋଓଡିଆଜୟଜୟ🎉🎉🎉🎉🎉
ସବୁ ଦର ଦାମ୍ ର ଭଲ develop ହେଉଛି ଯାହା ଫଳରେ ଜନ ସାଧାରଣ ଲୋକଙ୍କୁ ଜିନିଷ କିଣିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି...
ବହୁତ काबिल କଥା କହୁଛ... ପିଲା ପଢି ବୁଢ଼ା ହେଲେଣି.. post ବାହାର କରୁଛ ଯେ ସମୁଦ୍ରକୁ ସଂଖେ... l ନେତା ମାନଙ୍କର ବି nomination ପୂର୍ବରୁ ଗୋଟେ exam ହୁଅନ୍ତା ହେଲେ ଜାଣନ୍ତ...l 2.5 lakh ମାଗଣାରେ ପାଇଲେ କଣ ହବ.. ପୂର୍ବ ସରକାର ଯେମିତି,ବର୍ତ୍ତମାନ ସରକାର ତା ଠାରୁ ବି ଦୁର୍ବଳ...l ଅନେକ ଆଶା ନେଇକି ସରକାର ବଦଳେଇଥିଲୁ ଆମେ, ହେଲେ ଏମାନଙ୍କ ବାହାପିଆ କଥା ଶୁଣିକି ନିରାଶ ଲାଗୁଛି...
Bhai Pura thik katha kahicha
Right
Right bro
ସରକାରୀ ଜବ୍ ପଛରେ 😂 , ନିଜର କୌଣସି ବିଜନେସ୍ ନାହିଁ, start up କରୁନ???
ରାଜନୀତି ବହୁତ ହେଉଥିବାରୁ
ବହୁତ୍ ଭଲ ଲାଗିଲା ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ଧନ୍ୟବାଦ୍ ଜଣାଉଛୁ ସାର୍ 😊🙌🙏🙏
ସବୁ ସ୍କୁଲ ରେ କଳା ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଅନ୍ତୁ... ଓଡ଼ିଆ ଅସ୍ମିତା ବଞ୍ଚି ରହିବ... ପିଲାମାନଙ୍କର ପରମ୍ପରା ସଂସ୍କୃତି ଜ୍ଞାନ ବଢିବ
I agree
Right
ମୁଁ ଗ୍ୟାରେଣ୍ଟି ଦେଇ କହୁଚି ଆମ ଓଡ଼ିଶାରେ କେହିବି ଖାଣ୍ଟି ଓଡ଼ିଆ କହୁ ନାହାନ୍ତି ଦୁଇଟି ଭାଷା ମିଶେଇ କହୁଛନ୍ତି ଉଦାହରଣ ମୁ ବିଦ୍ୟାଳୟ କୁ ଯାଉଛି ମୁ ସ୍କୁଲ କୁ ଯାଉଛି ମହା ସୟ ବଦଳରେ ସାର କହୁଛନ୍ତି ମହା ବିଦ୍ୟାଳୟ ରେ କଲେଜ କହୁଛନ୍ତି
ବିଜେପି 6 ମାସରେ ରେଡ ଏବଂ ଅନ୍ୟାନ ଦରବୣଦି କରି ଯେତିକି ଲୁଟିଛି ଓଡିଶାରେ Investment କରି ନାହି
ଓଡିଶା ରେଡ ପଇସା କଉଠି ଗଲା ମଦୀ ହାତରେ
ବିଜେପି ଗଟିଏ ବି ଠିକ ସେ ପ୍ରତିଶୣତି ପୂରଣ କରି ନାହାନ୍ତି ଏପଯ୍ୟନ୍ତ 6 ମାସ ହେଲାଣି କି ବାଳ ବିକାଶ ବିଜେପି
ଆମ ଧାମନଗର ରେ ଏବେ ପ୍ରତି ପଂଚାୟତ ରେ 100 ଲେଖାଏଁ ଚାକିରୀ ମିଳି ଗଲାଣି. ଲାଜ ନାହିଁ ଏ ମନ୍ତ୍ରୀ ମହାଶୟ କୁ ଏବଂ ନିର୍ବାଚନ ପୂର୍ବରୁ ଭାଷଣ ଏବେ ମନ୍ତ୍ରୀ ଙ୍କର ଚାଲିଛି କଷଣ
Pandian deuthila chakiri ...10 lakhs..20 lakhs neiki 🎉🎉🎉sir sabu Rajaneta ....
ଆରେ ଡହରା ତୁ ନିଜେ କହୁଛୁ ପରା ଚାକିରି ମିଳିଲାଣି 12:04
ଓଡ଼ିଆ ଭାଷାକୁ ଗୁରୁତ୍ବ ଦିଆଯାଉ। ❤ ଓଡ଼ିଆ ଭାଷାର ନାମଫଳକ ବାଧ୍ଯତାମୂଳକ କରାଯାଉ। ଖାଲି ଭାଷଣ ଦିଅନା.. ପୁରୀ ଭୁବନେଶ୍ୱର, କଟକ, ସମ୍ବଲପୁର ରାଉଲକେଲା ରେ ଓଡ଼ିଆ ଭାଷା ଦୟନୀୟ ଅବସ୍ଥାରେ.., ଏବଂ ସୀମାନ୍ତ କଥା ନ କହିଲେ ଭଲ।
ବହୁତ ସୁନ୍ଦର ❤
ପାଠ ପଢିବା ଅର୍ଥ ଖାଲି ଚାକିରି ନୁହଁ
ବହୁତ ଭଲ ହେବ sir ଏମିତି କଲେ
ବହୁତ ସୁନ୍ଦର
ବହୁତ୍ ବଢିଆ ଲାଗିଲା
Suryavanshi is the Master Architect of progressive Aspects.
Ha ha ha
ଭାଷଣ ରେ ସବୁ ଭଲ ଲାଗେ.. ବାସ୍ତବରେ ନୁହେଁ 👍
Good news
ଧନ
Thanks to our young and energetic Minister Suraj Suryabanshi ji. Private tuition should be banned. Those Government teachers, Lectures, Professors are doing tuition, it should be banned.
Everything possible for Suraj Bhai 💐
Thanks you sir ; Jay shree Ram
ଆଜ୍ଞା ନମସ୍କାର ।
ମୁଁ ଭବିଷ୍ୟତ କ'ଣ କରିବି। ମୋର ପାଠ ପଢା ୨୦୨୨ ମସିହାରେ graduation ସରିଛି। ହେଲେ ମୁଁ କ'ଣ କରିବି ଓ ୨୦୨୫ ଆସିଗଲାଣି ହେ
ସରକାରୀ ସୁବିଧା ପାଇପାରୁନାହୁ।
ସରକାର କିମ୍ବା ସରକାର ତରୁ କାମ କରିଥିବା ଆଜ୍ଞା ମାନେ ଆମ ଦୁଃଖ ଦୂର କରିବେ କି ?
ନମସ୍କାର ଜୟୀ ଜଗନ୍ନାଥ........।
ସୁପର
Really great....
Right 👍
Good desicion
Best minister of Odisha Surybanshi suraj ❤😊
Verry good
Thank you suraj babu
ଜୟ ବିଜେପି
ଯାହା କୁହାଯାଉଛି ତାହା କରି ଦେଖାଇବା ଉଚିତ୍।
Be serious for use of
odia language in all
departments because
previous govt.s have been failed in the past.
BJ P Govt.should give priority to make it implemented.
ଇଂରାଜୀ ରେ ଲେଖିବାର କାରଣ
ଓଡ଼ିଆ ଭାଷା ଆଜି ଯୁବ ପିଢୀ
ଓ ସରକାରୀ ଅଫିସର ତଥା
ବହୁ ନେତାଙ୍କ ଦ୍ଵାରା ଅବକ୍ଷୟୀତ
ହେଉଅଛି।
ଓଡ଼ିଆକୁ ୧ମ ଓ ଇଂରେଜୀ କୁ ୨ୟ
ଭାଷା ଋପେ ସବୁ କ୍ଷେତ୍ରରେ ବ୍ୟବହାର
କରାଯାଉ।
Nice interaction by the journalist with leader. Needs young generation educated leaders for all over the India,who can feel present situation of country.
Right sir
Thanks, for ur nice tips Mr Suryawanshi Suraj sir, God bless u
ମେଡିକାଲ ର ଶିକ୍ଷା ଓଡ଼ିଆ ଭାଷାରେ କଲେ ଓଡ଼ିଶା ବଦଳିବା ହୁଏତ ବହୁତ ଭଲ ହେବ।
ଟାଟା ରେ kn ହେଉଛି ଆମେ ଜାଣି kn କରିବା ଯଦି ଟାଟା, ଜିନ୍ଦଲ ରେ ଜାହା job ବାହାରୁଚି ସେଇ ପୋଷ୍ଟ ଆମ ସରକାର college ମାନଙ୍କୁ ପୋଷ୍ଟ କଲେ ସେଠି କେତେ ପିଲା interview dei qualified ହେଇ ପୋଷ୍ଟ ପାଇଲେ ଆମେ ଯୁବକ ଖୁସି ହେବୁ, କାରଣ ବର୍ତ୍ତମାନ ଚାକିରି ବିକ୍ରି ହେଉଛି, ସେଟା କେବେ ହବ ଆମ ଯୁବକ ଖୁସି ହେବେ
Right 👍
ଅନ୍ତର୍ଜାତୀୟ କ୍ରିକେଟ ରେ ଯଦି ଓଡ଼ିଆ ପିଲା କେବେ ପ୍ରବେଶ କରିବେ?
Right sir ❤
ପଞ୍ଚାୟତ ର ୧୦୦ ଚାକିରି କାହିଁ
Kain update dekhe 100 kn 500 galani ahuri post baharauchi ,baharibo tame ta update dekhuna Khali chakiri Kain kahibo
Good
କାହିଁକି ଅଫିସ ମାନଙ୍କ ରେ ଓଡିଆ ଲେଖାଯାଇନାହିଁ
ଗୋଟିଏ English medium ପିଲା ଆଉ ଏକ ଓଡ଼ିଆ ପିଲା ଭିତରେ କାହାର କେତେ ଓଜନ ?🙂
Good job
Suraj bhai ok
What a speech
ମାଗିହା ନିୱଜ଼
ଅଫିସର ବାବୁମିନେ ଚାହିଁ ଲେ ହେବ
ଏମିତି କହିଲି ଓଡ଼ିଶାର ଶିକ୍ଷା କୁ ଓଡ଼ିଆ ଏବଂ ଇଂରାଜୀ କଲେ ଓଡ଼ିଶା ବଦଳିବା କୁ ମୋ ମତରେ ୫ ବର୍ଷ ହିଁ ବହୁତ
Graduation ku 3year karantu please please please please
ମୁଖ୍ୟ ମନ୍ତ୍ରୀ ସମ୍ବିଧାନ ଦିବସ କୁ ସ୍ବାଧୀନତା ଦିବସ କହୁଛନ୍ତି ଏଇଟା ଓଡ଼ିଆ ଅସ୍ମିତା
Kn hela manisa Mane bhula bhula kaigala Kan hela
Education minister will be fillup vacant professor post in all college and university of Odisha,
Secondly fillup vacant teacher post in all school in Odisha
Speach dele heba nahi
Work in Ground level
Open Govt Engineering college
and Medical college
Good disicion🙏💞
ଯାହାକୁ ଦେଖିବୁ ଦେଖ ସବୁ mg ଏକ
You are a wonderful host❤
ପ୍ରତି ପଂଚାୟତ ରେ 100 ଚାକିରୀ କାଇଁ 😂😂😂😂😂
100 chakiri 5000 chakiri post galani update dekhuna bodhe
I am proud of you like a Minister Suraj sir
Suraj bhai welcom
Ammo college 26/12/2024 dino asithiba ru..... Thanks you Suraj bhi
ଇଆଡ଼େ ସିଆଡେ କଣ କହୁଛ, ଠିକ କୁହ
ମୋର ଅନୁରୋଧ ବେର୍ଣ୍ଣବୋଧ ବହି ଶେରଣୀ 1,2,3 ରେ ପଢା କରା ଗଲେ ଓଡ଼ିଆ ବଞ୍ଜୀବ ନ ହେଲେ.............
Suraj sir apananka sahita urgent katha kipari hae paribi
Edn minister explain vividly the meaning of ' asmita" according the reporter .
ସୂର୍ଯ୍ୟ ବଂଶୀ ଙ୍କ ଟାଇଟେଲ କଣ
Sethi
First time dekhuchi media education , unemployment katha uthila and ama minister bi samil heichanti discussion re.
Sir odia language and odisha state ku grow kijiye famous kijiaa .sir odisha me sob education people ki job chahiye. Sorkar ki request meraa
College leacture nahanti , University re professor nahanti ,oavs ,be nahanti kn Bala karuchhanti sujyabangshi Suraj
6 masa heigala Forester ra dicission deiparuni,2 masa heigala Ri ra report asiparuni auu chakiri debe emane puni.
WEL COM TO SURAJ BABU
Nabin is right man adopted OAV school
Nabin give tips through OAV in rural orisha
College re au school posting kaudina ashiba
Vecancy fillup kara aaga ..
ନା କୁ ସୁରଜ୍,ସବୁ bjd pori ପର ହାତରେ ଟେକିଦେଇ ନେତା😂😂😂
Health and Education should have to free
Bahut bhala bhala students ghare basichhanti .. competative exam pain prepare hauchhanti but keteka pauchhanti au keteka paunahanti..tahale joumane rahigale semane kn karibe ?
Suroj sir great poltics hebo ago ku
Education free karibe ki
Electric department 15 year service Kalani daramanahie
B j p jinda bad
Sir ossc re cgl re mu apply koriparuni karana honors mora odia. Jehetu mu p.h.d. korinahi ssb bi deiparuni. A odia asmita kano mu bujhi paruni.
Ssb re ta phd need nuhen
😮😮😮😮
Gariba pila mane private school, college re podhi paribeni seithi panees govt school pila manaku aago important dia jau
😊
ITI au Diploma pare chakiri miluchi kintu khas kari B. A, graduation pare chakiri miluni kn pain? kebala B. Sc. au B com. Pila iti, diploma pila pandita ame nuha ama family ra financial problem acchi ta ame patha padhibu na majduri karibu?
ITI au Diploma pare chakiri miluchi kintu khas kari B. A, graduation pare chakiri miluni kn pain? kebala B. Sc. au B com. Pila iti, diploma pila pandita ame nuha ama family ra financial problem acchi ta ame patha padhibu na majduri karibu
Upsc kahi hele odia language re exam heuni khali odia osmita kohi dele heboni taku kamore koriki dekheibaro achhi
Art college and utkat university of culture ku tike sudharantu ... Ahuri bhala kalakar ai utakala matire baharibe
Jaha hau mantri kia achhanti boli jana paduchhi
15barsa helani a sabu jinisa dekhibaku milunathila
Purbasarkar amaodia bhasa, Sanskriti, paramparaku thikbhabare parichalana kariparinahin , HOI HO SETHIPUA, Tamasarkar kaanta oltei pakeichha utar😊debaki.
Aga tike pachara prati panchyat re 100 job kebe deba
Jubo samaj nkar chakiri byabastha thi age bichar karantu ethi patha padhi. Loko chakiri punahanti .......
Govt school pila kanaku aago guruta dia jau
11 hours video 😂😂😂
Promise is promise 😂😂 that's why it not fullfill
Skilled odisha and skill India ku bhalare promotion karajau . Pilamane janiparunahnati