ଦୂର ଦିଗନ୍ତ || ଅକ୍ଷୟ ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ ||

Поделиться
HTML-код
  • Опубликовано: 8 сен 2024
  • ଦୂର ଦିଗନ୍ତ || ଅକ୍ଷୟ ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ ||

Комментарии • 198

  • @sunilnath3572
    @sunilnath3572 Год назад +19

    ❤️👌❤️ ସ୍ବର୍ଗତ ଅକ୍ଷୟ ମହାନ୍ତି ଙ୍କ ଏହା ଥିଲା ମୋର ପ୍ରଥମ ସାକ୍ଷାତକାର ଶୁଣିବା ଏବଂ ଜାଣି ଖୁସି ଲାଗିଲା ସେ ଜଣେ ସଙ୍ଗୀତଜ୍ଞ ଅପେକ୍ଷା ଅନେକ ଜ୍ଞାନ ଥିବା ମଣିଷ ଜଣେ ❤️👌❤️

  • @manomishra
    @manomishra Год назад +28

    1990 ରେ Ravenshaw College ରେ ତାଂକର ଅତି ସୁନ୍ଦର ଗୀତ ସବୁ ଶୁଣିଥିଲି । ଏଈଠି ତାଂକର ସ୍ବର ଆଉ ଆଗପରି ନାହିଁ । ୧୯୬୦-୭୦ ଦଶକର ଅକ୍ଷୟ ଗୋଟେ ଅନ୍ୟ ସ୍ତରର ଥିଲେ ।

  • @rajibapradhan4978
    @rajibapradhan4978 Год назад +15

    ବହୁତ ଦିନ ଧରି ଖୋଜୁଥିଲି ଅକ୍ଷୟ ମହାନ୍ତି Sir ଙ୍କ ସହ interview ଆଜି ପାଇକି ବହୁତ ଖୁସି

  • @dukhabandhusahu4206
    @dukhabandhusahu4206 Год назад +28

    ଅକ୍ଷୟ ମହାନ୍ତି ଅନନ୍ୟ , ଅଦ୍ୱିତୀୟ। ଏଇଭଳି ପ୍ରତିଭା ଖୁବ୍ ବିରଳ । ପରିପୂର୍ଣ୍ଣ କଳା ର ଏକ ଅସରନ୍ତି ଅଭିଭ୍ୟକ୍ତି । ଚିର ନମସ୍ୟ। ସ୍ପଷ୍ଟ ବାଦି,ଖିଆଲି ,ଦରଦୀ, ଜ୍ଞାନୀ , ସମୟ।ତିତ ବ୍ୟକ୍ତିଟିଏ।🙏

  • @9853536788
    @9853536788 Год назад +49

    ହେ ଅକ୍ଷୟ... ତୁମେ ସବୁସମୟ ପାଇଁ ଅକ୍ଷୟ ର ସ୍ମୃତିରେ ଜୀବନ୍ତ.... ❤️

  • @Nissan_Jena
    @Nissan_Jena Год назад +43

    I am 17 y/o and i am jealous of the fact that i wasn't able to live the akshay mohanty era. Man was just magical. I remember every morning I used to wake up from my bed listening to his songs every morn

    • @tknayak
      @tknayak 8 месяцев назад +2

      You have not missed anything. His creations are alive and will always remain so

  • @PRADEEPKUMAR-hc9zz
    @PRADEEPKUMAR-hc9zz 10 месяцев назад +11

    ମନେ ପଡ଼ନ୍ତି ସେ ଆମର ପ୍ରିୟ ଅକ୍ଷୟ ମହାନ୍ତି,,,🙏🙏🙏

  • @shashigrahacharya8310
    @shashigrahacharya8310 Год назад +21

    Thanks for uploading such a beautiful & memorable interview with Legend Khoka Bhai. All odias across globe will miss him. 🙏🏻

  • @satyabratasahoo9880
    @satyabratasahoo9880 Год назад +21

    He was the most versatile musical genius. Everything unique.

  • @Gurubachan688
    @Gurubachan688 Год назад +19

    Rip The legend of Odia film song literature and lirics . Odisha miss you

  • @tanmayabhisheknayak5729
    @tanmayabhisheknayak5729 Год назад +6

    Akshay Mohanty the gem of odisha....the greatest singer and musician ever🙏

  • @dibyajyotirout6734
    @dibyajyotirout6734 Год назад +24

    One of the greatest singing icon

  • @arunaacreation3032
    @arunaacreation3032 Год назад +5

    ସଂଗୀତ କ୍ଷେତ୍ରରେ ମୋ ପାଇଁ ଅକ୍ଷୟ ମହାନ୍ତି ଭଗବାନ୍ 🙏🏻🙏🏻🙏🏻

  • @ommsolarenterprise6977
    @ommsolarenterprise6977 Год назад +14

    ଓଡ଼ିଆ ସଙ୍ଗୀତ ଏବଂ ସାହିତ୍ୟ ଜଗତର ପ୍ରବାଦ ପୁରୁଷ ଅକ୍ଷୟ ମହାନ୍ତି ଓଡିଶା ରାଜ୍ୟରୁ ବହୁ ଉର୍ଦ୍ଧ୍ବରେ ଥିଲେ କିନ୍ତୁ ଓଡିଶା ତାଙ୍କ ପାଇଁ ବହୁତ କମ୍ ଥିଲା।
    ଆଜି ତାଙ୍କ ଜନ୍ମ ତିଥିରେ ତାଙ୍କୁ କୋଟି ପ୍ରଣାମ 🙏🙏🙏

  • @lnyt-sn2vm
    @lnyt-sn2vm Год назад +3

    Apnku kivali dhynbad debi jani paruni hrudya ru vala paiba dd national 🙏🙏❤️❤️

  • @ranjitbhuyan5160
    @ranjitbhuyan5160 Год назад +4

    ପ୍ରଯୋଜକଂକୁ ଧନ୍ଯବାଦ୍।❤ଖୋକାଭାଇ।

  • @nilaydas2096
    @nilaydas2096 Год назад +9

    A genius in true sense and an intellectual in music industry. To be Khoka bhai ,one has to gain a lot of knowledge,hard work after all a lot many sacrifices for the love of music

  • @jugalakishorebehera2753
    @jugalakishorebehera2753 Год назад +10

    ଆପଣ ଦୁଇ ଜଣକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏😭🙏😭

  • @PradeepKumar-ph1kh
    @PradeepKumar-ph1kh 11 месяцев назад +6

    17:18 He was a futuristic, Visionary. He made "Baysara Krushnachuda" which was then opposed but loved after 40-50-60 years of its release by the youths

  • @user-ry3zs4gk4x
    @user-ry3zs4gk4x 11 месяцев назад +4

    I feel honoured to have got an opportunity to meet with him in the year 1990...A true legend of Odisha...May his soul rest in peace for all the times to come...

  • @KGCC19
    @KGCC19 7 месяцев назад +4

    A creative personality !

  • @chittaranjanojha9439
    @chittaranjanojha9439 Год назад +8

    ସାର ଦୂରଦର୍ଶନ ରେ ମୋ ଛୋଟ ବେଳେ ଗୋଟେ ସଂଗୀତ ପ୍ରତିଯୋଗିତା ହେଇଥିଲା ବହୁତ ବଡ଼ ବଡ଼ ସଂଗୀତ ନିର୍ଦ୍ଦେଶକ ବିଚାର ପତି ଥିଲେ ସେଇ ଗୁଡ଼ାକ ଆଉ ଥରେ ଦେଖିବାକୁ ସୁଯୋଗ ମିଳିଲେ ଆମେ ବହୁତ ଖୁସି ହେବୁ ❤️❤️🙏🙏

    • @himanshuranjand_HR
      @himanshuranjand_HR Год назад +1

      ମିନି ସୁପରଷ୍ଟାର ?

    • @chittaranjanojha9439
      @chittaranjanojha9439 Год назад

      @@himanshuranjand_HR ନା ମ ଆଜ୍ଞା ବୋଧେ ଆମ ଗୀତ ଆମ ସ୍ୱର ସେତେବେଳେ ଅକ୍ଷୟ ମହାନ୍ତି ଶାନ୍ତନୁ ମହାପାତ୍ର ରଘୁନାଥ ପାଣିଗ୍ରାହୀ ଆଉ ବି କିଏ କିଏ ଥିଲେ ବିଚାରପତି ମୋର ମନେ ପଡ଼ୁନି ମ

  • @spandancreations4333
    @spandancreations4333 Год назад +5

    ଓଡିଶା ଇତିହାସର ଅକ୍ଷୟ ନାୟକ । ଆମ ସଂସ୍କୃତିର ଅମର ସାରଥୀ । କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @AshuVlogs-dv9fi
    @AshuVlogs-dv9fi 8 дней назад

    ସତରେ ବହୁତ୍ ଭଲ ଲାଗିଲା ସାକ୍ଷାତକାର ଟି ❤

  • @manoranjansahoo3759
    @manoranjansahoo3759 Год назад +5

    Khokabhai is the great, no one can compare with him, he can compare with himself also👌👌👌

  • @sasankasekharpanigrahi7762
    @sasankasekharpanigrahi7762 Год назад +7

    Thanks a lot for preserving and telecasting such a valuable interview of the legendary Akshay Mohanty। Kindly release all such recordings on KhokaBhai।

  • @JyotiranjanBarik-n3p
    @JyotiranjanBarik-n3p 18 дней назад

    The legend,pride of odisha.jai khoka vai.

  • @Goslow3037
    @Goslow3037 8 месяцев назад +3

    ସେ ସମୟ ର ମଣିଷ ସେ । କି ଷଣ୍ଢ ଟୋକା କଟକର !! ତାଙ୍କ ଭଭିବା ଶୈଳୀ ଖୁବ୍ ନିଆରା ଓ ନିର୍ଭିକ ।

  • @rajibapradhan4978
    @rajibapradhan4978 Год назад +4

    Thanks a lot DD Odia

  • @hkmishramishra851
    @hkmishramishra851 Год назад +5

    Legendary Akhaya Sir is our Kishore Kumar🙏

  • @antaryamipanda2947
    @antaryamipanda2947 6 месяцев назад +3

    It's very rare in 2024 we still found DD odia thanks showing Khoka sir great meeting we saw and we dint know Akshay sir 😢even not born to see him alive unlucky but it's 1st saw goat

  • @PradeepKumarPandaEconomist
    @PradeepKumarPandaEconomist Год назад +3

    Take a bow and salute legend Khoka Bhai

  • @bisumohanty
    @bisumohanty 3 месяца назад +1

    Wonder personality...❤🎉😊

  • @prabhatpanda9161
    @prabhatpanda9161 Год назад +7

    କୋଟି ପ୍ରଣାମ ହେ ଖୋକା ଭାଇ।
    I am inspired by your musical thoughts.
    Jay Jagannath.

  • @Itskkm868
    @Itskkm868 9 месяцев назад +1

    Akshaya mahanty is a legend.. mysterious person .. unpredictable creations ... multi-talented...

  • @sameerpatra345
    @sameerpatra345 Год назад +4

    Khoka Bhai ...you always stay in our heart and remember in history forever

  • @sunilnath3572
    @sunilnath3572 Год назад +1

    🙏❤️🙏 ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ କହିଥିବା ଅନୁଭବ ଅତି ସୁନ୍ଦର ଥିଲା 🙏❤️🙏

  • @satishdas1248
    @satishdas1248 Год назад +6

    Khoka bhai is a genius, allrounder & a thinker to the core.He has taken up a point in a situation & created a song/music out of it which is appealing, heart touching. He is simply great & always will remain.

  • @besurasmr231
    @besurasmr231 3 месяца назад +1

    ❤❤❤ dammm ❤❤❤ this man intectual level is 📈peak , in today's era artist can't even match although it's the era of information, he already aware about the theory of relativity, 😮। I think tume aa loko saha sahitya thu arambha Kari ବିଜ୍ଞାନ, ପ୍ରଯୁକତିବିଦ୍ୟା ଚର୍ଚ୍ଚା ବି କରିପାରିବ ❤❤❤😲😯🗿🗿🗿🗿🗿🗿🗿

  • @pratapchandra2932
    @pratapchandra2932 23 дня назад

    What a great genius, Odisha has produced so, far…….what a creative mind ! ….

  • @manasdas5715
    @manasdas5715 10 дней назад

    ଅଭୁଲା ସ୍ମୃତି ଏକ ମୁହୁର୍ତ୍ତ ଏବେବି ଚିର ସବୁଜ 💐🙏

  • @nirmalrout7981
    @nirmalrout7981 8 месяцев назад +2

    Nice interview, pranam khoka bhai

  • @gangadharbeura3159
    @gangadharbeura3159 Год назад +4

    ଯାହାର କ୍ଷୟ ନାହିଁ ସେ ହେଉଛନ୍ତି ଅକ୍ଷୟ, ଓଡ଼ିଶାର ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ହେଉଛନ୍ତି ଆମର ପ୍ରିୟ ଖୋକା ଭାଇ। ଆମ
    ଓଡ଼ିଶାର କଥିତ ଭାଷାକୁ ନେଇ ବହୁତ ସୁନ୍ଦର ସୁନ୍ଦର ମନଛୁଆଁ ଅମର ସଙ୍ଗୀତ ଆମ ଖୋକା ଭାଇ ସୃଷ୍ଟି କରିଥିଲେ। ଖୋକା ଭାଇ ଅମର ରହେ।

  • @nkcreation8280
    @nkcreation8280 Год назад +4

    ହୃଦୟସ୍ପର୍ଶୀ ଉପସ୍ଥାପନଶୈଳୀ 🙏🏻🙏🏻🙏🏻🙏🏻

  • @somcarvan
    @somcarvan Год назад +2

    Bahut bahut mana chhuan heichhi ❤️❤️

  • @4PM384
    @4PM384 Год назад +104

    ସତରେ DD ଓଡ଼ିଆ ପାଖରେ ବହୁତ୍ କିଛି ଓଲ୍ଡ ମେମୋରିଆଲ ଜିନିଷ ଅଛି ।ଆଜି ଯାହାକୁ ଖୋଜୁଥିଲି ତା ହିଁ ପାଇଲି। ପ୍ଲିଜ ଘାଟ ସେରିଆଲ୍ କୁ ଇପଲୋଡ କରନ୍ତୁ।

    • @bibhuprasadsahoo773
      @bibhuprasadsahoo773 Месяц назад +1

      ଭାଇ ଏବେ ଜାଣିଲେ

    • @4PM384
      @4PM384 Месяц назад +1

      ମୁଁ ୨୦ ବର୍ଷ ତଳେ ବହୁତ୍ dd ଓଡ଼ିଆ serial ଦେଖି ଆସିଛି । ଏବେ ତାହା RUclips re ମିଳୁ ନାହିଁ । ଯାହା dd ଓଡ଼ିଆ ଚାନେଲ ୱାଲା old memorials ରଖିଛନ୍ତି।

    • @bibhuprasadsahoo773
      @bibhuprasadsahoo773 Месяц назад +1

      ଆମେ ପିଲା ସମୟ ରୁ dd ଦେଖିଆସୁଛୁ

  • @abhayakumardash8565
    @abhayakumardash8565 Год назад +2

    ଜୟ ଜୟ ଜଗନ୍ନାଥ ସାର କୁଁ ମୋର ପ୍ରଣାମ

  • @sunikanungo21
    @sunikanungo21 Год назад +4

    My favourite Hero Singer Akshay Mohanty. ❤❤

  • @brajendraparida5095
    @brajendraparida5095 Год назад +1

    What a great vdo. Never expected to watch my most favourite singer

  • @prahalladbehera96
    @prahalladbehera96 Год назад +5

    ସାର 🙏
    ଆପଣ କଣ ଜାଣିବା ପୂର୍ବରୁ ଆପଣ ଏ ସଂସାର ରୁ ପଳେଇ ଯାଇଛନ୍ତି..
    ତଥାପି ଆପଣଙ୍କର କିଛି ଝଲକ ରେ ମୁ ଆଜି ଆପଣଙ୍କୁ ଖୋଜୁଛି...
    ଖୋକା ଭାଇ..
    ଆପଣ ବାପାର,ପୁଅର,ଭାଇରଭଉଣୀର ମାର, ମାମୁଁର, ଦାଦାର,.. ସମସ୍ତଙ୍କର ଭାଇ... ଖୋକା ଭାଇ....

  • @kailashchandrapadhiary5512
    @kailashchandrapadhiary5512 Месяц назад +1

    ❤🎉🎉🎉🎉🎉🎉🎉🎉🎉❤
    Congratulations 🎉🎉🎉🎉❤

  • @rishikesh4340
    @rishikesh4340 Год назад +5

    ଅକ୍ଷୟ ମହାନ୍ତି (ଖୋକା ଭାଇ) ହେଉଛନ୍ତି ଓଡିଆ ଆଧୁନିକ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ୍ 🙏

  • @abhayswain8822
    @abhayswain8822 День назад

    He Akshaya tume sabudin pai Akshaya hoi rahitha aama manankara hrudayare

  • @whatisthis1900
    @whatisthis1900 Год назад +2

    dhanyabad dui jananku

  • @pratapchandraswain873
    @pratapchandraswain873 Год назад +1

    ଅକ୍ଷୟ ସେ ସଦା ଅପାସୋରା ଅଭୁଲା ସ୍ମୁତି, ହୃଦୟ ରୁ କୃତଜ୍ଞତା ଜଣାଉଛି

  • @niranjanpatra1945
    @niranjanpatra1945 Год назад +2

    Khoka bhai always memorable 🥰

  • @pramilabarik3626
    @pramilabarik3626 Год назад +2

    Jay Jagannath

  • @thirdeye9492
    @thirdeye9492 Год назад +11

    ଖଣ୍ଡେ ପାନ ବନାମ ହରିନାମ
    ଅଥୟ ଅକ୍ଷୟ ସଂଗୀତର ସର୍ବନାମ
    🙏🙏❤️

  • @Trueloveyouth
    @Trueloveyouth Год назад +2

    ମୋର ପିଲା ବେଳର ସବୁଦିନର ପ୍ରୀୟ ଅକ୍ଷୟ ❤ମହାନ୍ତି କୁଁ ଦେଖିଲି ❤❤❤ miss u sir

  • @sanjaynayak9081
    @sanjaynayak9081 Год назад +1

    Thanks a lot for providing this gems

  • @aloknayak1143
    @aloknayak1143 Год назад +3

    Sangita ra tale tale Akshya rahibe kale kale🙏🏻🙏🏻

  • @abhayamohanty9300
    @abhayamohanty9300 Год назад +1

    🙏🙏🙏 Jay Jagannath 🙏🙏🙏 (Pranam)

  • @Samayaranjki1oe
    @Samayaranjki1oe Год назад +2

    I love Akshay uncle

  • @wheretheheartis2315
    @wheretheheartis2315 6 месяцев назад +2

    23:48

  • @forrrest2495
    @forrrest2495 Год назад +2

    Fantastic interview.

  • @nibedanamusic7718
    @nibedanamusic7718 Год назад +3

    Akshaya Mahanti was real Bhakta of Jaganatha

  • @rashmiranjanpanda3205
    @rashmiranjanpanda3205 Год назад +2

    ଜୀବନରେ ହରିଥୀବା ବହୁତ୍ ଜିଣିଶରୁ ଶ୍ରୀଯୁକ୍ତ ମହାନ୍ତି ଅନ୍ୟତମ 😢

  • @AR.Strings
    @AR.Strings Год назад

    Sir amapain bahut darkar aji sei ଅକ୍ଷୟ ମହାନ୍ତି..abhali chinta dhara abhali ବ୍ୟକ୍ତିତ୍ୱ abhali sangita kara lekhaka...I salute u sir.....ଧନ୍ୟବାଦ୍.sei DD odia au setebelara anchor nku kn kahibi sabda nahi ..ate sundar interview 🙌 mo life re mu dekhinathili..

  • @prasantparida8453
    @prasantparida8453 4 месяца назад +1

    ଏକ ଜୀବନ୍ତ କଳାକାର ଓଡିଆ ସଂଗୀତ ଜଗତର ସଦାସର୍ବଦା ସେ ଅକ୍ଷୟ ତାଙ୍କୁ କୋଟି କୋଟି ପ୍ରଣାମ

  • @prafullabarik7085
    @prafullabarik7085 Год назад +4

    ଅକ୍ଷୟ ମହାନ୍ତି କେବଳ ଯେ ଜଣେ ବହୁମୁଖି ପ୍ରତିଭା ଥିଲେ ତାହା ନୁହେଁ, ସେ ମଧ୍ୟ ଥିଲେ ଓଡ଼ିଶାର ଗର୍ବ ଆଉ ଗୌରବ ।

  • @sahadevnayak4382
    @sahadevnayak4382 14 дней назад

    A great legend indeed.

  • @rojalinpanda29
    @rojalinpanda29 Год назад +2

    ଆଜି ଥାନ୍ତେ କି , ଏ ଓଡ଼ିଶାର ଅବସ୍ଥା କୋଉଠି ପହଞ୍ଚି ଯାଇଥନ୍ତା ସତରେ ,,,

  • @prasenjitpal944
    @prasenjitpal944 Год назад +2

    28.53: tho moment describes his legacy....Playing chess with death.....🙏🏼🙏🏼🙏🏼🙏🏼🙏🏼

  • @chhabindramansingh73
    @chhabindramansingh73 17 дней назад

    ବହୁତ ସୁନ୍ଦର DD tv

  • @abhayamohanty9300
    @abhayamohanty9300 Год назад

    Really Fantastic About Secruti.Bastab Opinion.

  • @sarojkumarbiswal8845
    @sarojkumarbiswal8845 Год назад +2

    Legend 👑

  • @bibhuprasadsahoo773
    @bibhuprasadsahoo773 Месяц назад +1

    ମୋ ସଂଗୀତ ଗୁରୁ ଓଡ଼ିଆ ରେ ଅକ୍ଷୟ ମହାନ୍ତି sir

  • @thinkgenuine6428
    @thinkgenuine6428 10 месяцев назад +1

    He was 100 yrs ahead of time ❤❤

  • @sandhyaranimohanty1285
    @sandhyaranimohanty1285 15 дней назад

    👏👏👏🙏🏻

  • @ajitpramod2080
    @ajitpramod2080 28 дней назад

    Mu janma hela parathu akshay mohanty nku kebe v dekhi nathili. Aji first time pain tanku dekhili thank you DD odia ❤

  • @tanmayakumar3874
    @tanmayakumar3874 Год назад

    Hrudayara ai sunya Taku, aji pachari mu jebe bujhhe❤❤❤❤❤❤

  • @subin311
    @subin311 Год назад

    Creativity at its Best ❤

  • @sandipswain3299
    @sandipswain3299 Год назад +1

    he is genious ,,,,

  • @bhagabansadangi1996
    @bhagabansadangi1996 Год назад +2

    Thank you upload karithibaru. Please emiti ahuri old interview upload karantu.

  • @RajendraMalik-rt1wi
    @RajendraMalik-rt1wi 8 дней назад

    Legend

  • @invinciblelingaraj
    @invinciblelingaraj 9 месяцев назад

    When legend speaks . True legend never dies😢😢😢.

  • @Abinash_Mohapatra
    @Abinash_Mohapatra 15 дней назад

    ସେ ବାସ୍ତବରେ ବେପରୁଆ ବାଦଶାହା ।ଭାରତର ରତ୍ନ ।ପ୍ରଣାମ ହେ ମହାନ ମଣିଷ ।🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐🎵🎶🎶🎶🎶🎶🎼🎼🎼🎼🎼🎤🎤🎤🎤🎤🎧🎧🎧🎧🎧🎧📙📙📙📙📙📙📙📘📘📘📘

  • @subhakaminayak9463
    @subhakaminayak9463 Год назад

    Bahut bhala lagila ete sundar barralap

  • @sjena4792
    @sjena4792 Год назад

    Thank you ok JAYGURU VvvNice sir

  • @jibanmantrycreation4627
    @jibanmantrycreation4627 Год назад

    Best anchor....Ranjit sir

  • @chandanjena4041
    @chandanjena4041 Год назад

    my only 1best choice . khoka bhai

  • @rudrakantajena508
    @rudrakantajena508 11 дней назад

    Odia industry can never get such talent

  • @triplehiodia.1714
    @triplehiodia.1714 Год назад +2

    More such videos plz.

  • @nilapari9955
    @nilapari9955 Месяц назад

    ❤❤❤❤❤❤❤❤❤❤❤

  • @sanjaysahu7196
    @sanjaysahu7196 8 месяцев назад

    Ati sundar...

  • @zzerowolf
    @zzerowolf Год назад +1

    legend

  • @tknayak
    @tknayak 8 месяцев назад +1

    Can you please publish when this interview was conducted

  • @yoyocreation7535
    @yoyocreation7535 11 месяцев назад

    ଅତି ସୁନ୍ଦର କଥା ଟିଏ କହିଲ ସାର୍

  • @bibhashsahu979
    @bibhashsahu979 Год назад

    Great personality,He is Bachhnan of Odiea industry.🎉

  • @bibhuprasadsahoo773
    @bibhuprasadsahoo773 Месяц назад

    ଆଜି ବି ସେ ଜୀବିତ