ପୁଅ ଦିଲ୍ଲୀରେ ଅଛି, ରାସନକାର୍ଡ କଟିବ ନା ରହିବ ? || Ration Card e-KYC Odisha || Odisha Reporter

Поделиться
HTML-код
  • Опубликовано: 20 ноя 2024

Комментарии •

  • @santoshkumarmishra2620
    @santoshkumarmishra2620 2 месяца назад +501

    ମୂର୍ଖ ଓ ଅଯୋଗ୍ଯ ଲୋକ ମନ୍ତ୍ରୀ ପଦ ପାଇଲେ ଏପରି ନିଷ୍ପତ୍ତି ନିଅନ୍ତି. ଏ ବାବଦରେ ବିରାଟ ଜନ ଆନ୍ଦୋଳନ ହେବା ନିହାତି ଦରକାର. ଲୋକେ ଆଇନ୍ କୁ ହାତକୁ ନେବାପାଇଁ ବାଧ୍ଯ ହେବେ. ସରକାର ଏ ବାବଦରେ ନିୟମ ବଦଳେଇଦିଅନ୍ତୁ.

    • @skbehera9510
      @skbehera9510 2 месяца назад +40

      Tume kahiba katha jemit luti khauthle bjd semit chalu

    • @mangulicharanjena7380
      @mangulicharanjena7380 2 месяца назад +7

      Jay shree ram

    • @Shibu9437
      @Shibu9437 2 месяца назад +8

      ତୁ ଭାରି ପାଠୁଆ ଯୋଗ୍ୟ ପୁତ୍ର ଟା.... ତୁ ମୁଖ୍ୟ ମନ୍ତ୍ରୀ ହେଲୁଣି ଅଲାଯୁକ

    • @katikamhansda2617
      @katikamhansda2617 2 месяца назад +6

      ame bi bhabhuthi le 2029 bela ku tumo ku cm Kari ba pai tu khali ha kale he la 😊

    • @ChhabindraBehera-vp6pm
      @ChhabindraBehera-vp6pm 2 месяца назад

      Badda kadhua ta tu heunu murkhmantri

  • @manojgiri786
    @manojgiri786 2 месяца назад +235

    ଆମେ ବାହାରେ ରହିଛୁ, ଆମେ କଣ କରିବୁ
    ପଞ୍ଚାୟତ ର staff ମାନଙ୍କୁ ଗୋଡେଇ ଗୋଡେଇ ପିଟିବୁ, ଯଦି ଆମ ନାମ କଟିଯାଏ କାର୍ଡ ରୁ

    • @PrangyaraniMahunta
      @PrangyaraniMahunta 2 месяца назад +8

      Panchayat staff kana kale ki

    • @Kanhu19971
      @Kanhu19971 2 месяца назад +1

      😂

    • @crazyhuddgi6873
      @crazyhuddgi6873 2 месяца назад +4

      Super idea 🤣🤣🤣🤣🤣

    • @SipraDas-mv4id
      @SipraDas-mv4id 2 месяца назад +2

      Good

    • @Xuy788
      @Xuy788 2 месяца назад +4

      କାଟିବନି କେବଳ ଅନୁରୋଧ.. ବାଧ୍ୟ ନୁହେଁ କରିବାକୁ ମନ୍ତ୍ରୀ କହିଛନ୍ତି

  • @srikantchandararout7241
    @srikantchandararout7241 2 месяца назад +297

    ଯୋଉ ଭାଇ ମାନେ ରାଜ୍ୟ ବାହାରେ ଅଛନ୍ତି ତାଙ୍କ ପାଇଁ କିଛି ଅନଲାଇନ ବ୍ୟବସ୍ଥା କଲେ ଭଲ ହୁଅନ୍ତା

    • @ShankarPanda-f5c
      @ShankarPanda-f5c 2 месяца назад +12

      Right👍

    • @prakashsahu9650
      @prakashsahu9650 2 месяца назад +6

      Right brother

    • @saichidananda9490
      @saichidananda9490 2 месяца назад +2

      Semane nahanti kipari paibe

    • @antaryamiray3608
      @antaryamiray3608 2 месяца назад +3

      ବାହାର ରାଜ୍ୟ ରେ ରହିଲେ ବି ଚାଉଳ ମିଳିବ ଏବେ one netion one Retion ମୋଦି ସରକାର ଲାଗୁ କରିଛନ୍ତି

    • @MadhuGaudo
      @MadhuGaudo 2 месяца назад

      M​@@prakashsahu9650

  • @JanakiballbhaPatra
    @JanakiballbhaPatra 2 месяца назад +16

    ଯାହାର ରାସନକାର୍ଡ ହେଇପାରୁନି ତାହାର ଵେବସ୍ତା ନାହିଁ କାଟିବାର ଵେବସ୍ତା ଆଗ

  • @nirmalchandramalik1161
    @nirmalchandramalik1161 2 месяца назад +55

    ମୁ ଓଡିଶା ରେ ଆଉ ରହିବି ନାହିଁ। ମୋହନ ବାବୁ ଦୟାକରି ଦିଲ୍ଲୀ ରେ ଘର ଦିଅନ୍ତୁ।

  • @RamdhanSingh-p7n
    @RamdhanSingh-p7n 2 месяца назад +36

    ସରକାରୀ ଲୋକ ଗାଁ କୁ ଯାଇ e KYC କଲେ ସମସ୍ତଙ୍କ ସୁବିଧା ହେବ ଖାଲି AC room ରେ ବସି କାମକଲେ କେମିତି ହେବ ❓❓❓❓❓❓❓❓

    • @Santoshtadingi-qg8vr
      @Santoshtadingi-qg8vr 2 месяца назад +1

      ଆପଣ ଟିକ କହିଛନ୍ତି ଭାଇ 🙏

  • @liteshkumar2496
    @liteshkumar2496 2 месяца назад +44

    ସମୟସିମା ବଢିବା ନିହାତି ଜରୁରୀ

  • @mangalmarndiofficial4589
    @mangalmarndiofficial4589 2 месяца назад +77

    sarkar ମୁଁ ଚେନ୍ନାଇ ରେ ଅଛି କେମିତି ଯିବି 5000 ଖୋର୍ଚୋ କରିକି ଯିବି ମୋ ଝାଳ ବୁହା ଧୋନରେ😭😭😭

    • @amiyasabat2787
      @amiyasabat2787 2 месяца назад +3

      Kan hela bhaie 5000hajar pai Sara jibana 5kg rice chhadi bana kan .

    • @mangalmarndiofficial4589
      @mangalmarndiofficial4589 2 месяца назад

      @@amiyasabat2787 ସେଇ ଚାଉଳ ମୋହନ sir ଖାଉ

    • @murmudevil9295
      @murmudevil9295 2 месяца назад

      Tu kamo kole janibu poisa ra value​@@amiyasabat2787

    • @pradhanpratyush
      @pradhanpratyush 2 месяца назад

      Hau 5 barasa kemiti katiba bhaba

    • @dbki9524
      @dbki9524 2 месяца назад

      Jhala buhaa dhana tamari kaama re hi lageibo

  • @R.NMURMU-js7sc
    @R.NMURMU-js7sc 2 месяца назад +109

    ଯେତେ ସବୁ ଦାଦନ କାମ ପାଇଁ ବାହାରକୁ ଯାଇଛନ୍ତି ସବୁ ପଲେଇ ଆସନ୍ତୁ BJP ସରକାର ଓଡ଼ିଶା ରେ ଚାକିରି ଦେବେ

    • @SandhyaraniSial-bq1dg
      @SandhyaraniSial-bq1dg 2 месяца назад +5

      Kichi milibani... 😢😢😢

    • @banamalibehera8781
      @banamalibehera8781 2 месяца назад +6

      AAGARU NAVEEN CHAKIRI DEUTHILAA PARAA.

    • @anukulamohanty6586
      @anukulamohanty6586 2 месяца назад +6

      Navin delani boli ta bjp ku anila..abe kana bjp debani.chakiri..

    • @kishorechandraroutray4967
      @kishorechandraroutray4967 2 месяца назад

      ​@@anukulamohanty6586jaha pakhare skill thiba sei kebe bhi bekar rahibani aou khangress jemetu caste census kariba pein pachare padichi tahale chakiri miliba ta bhuli jao

    • @pinkinamamunidalai3247
      @pinkinamamunidalai3247 2 месяца назад +1

      Blala ta haba

  • @Art.prabhat
    @Art.prabhat 2 месяца назад +109

    ଯେବେଠୁ bjp ଆସିଲା ସେବେଠୁ ସବୁ ଅସୁବିଧା 😅

    • @priyadarsannayak7473
      @priyadarsannayak7473 2 месяца назад +1

      Bujhuchi au luti paruna sethi pain poduchi tmara 😂😂

    • @Art.prabhat
      @Art.prabhat 2 месяца назад

      @@priyadarsannayak7473 ୩୦୦୦ ଭତା ଦବା ମିଛ,ସୁଭଦ୍ରା ଯୋଜନା ବାର୍ଷିକ ୫୦୦୦୦ ହଜାର କହିକି ୧୦୦୦୦ ରେ ପ୍ରତିଶୁତି,ରତ୍ନ ଭଣ୍ଡାର ଚୋରି, airport ନିଲାମ,ଲକ୍ଷ୍ମୀ ବସ୍ ବନ୍ଦ,ପରିବା ରେଟ ବଢ଼ିଛି,୩୦୦ ୟୁନିଟ ବିଜୁଳି ମାଗଣା ମିଛ ,ଓଡ଼ିଶାକୁ ବଜେଟ ମିଳିଲାନି 🤣🤣😀 ଏ ସବୁ bjp ର କମାଲ🤣😀😀😀

    • @Miss__lija
      @Miss__lija 2 месяца назад +1

      Right😮

    • @pradhanpratyush
      @pradhanpratyush 2 месяца назад

      ​@@priyadarsannayak7473tu Sabu deithilu Janata ku emiti hairana kariba

    • @mohammedmobarak7395
      @mohammedmobarak7395 2 месяца назад

      Not r8​@@Miss__lija

  • @manoranjanmullick3487
    @manoranjanmullick3487 2 месяца назад +7

    ଦୟାକରି ଗରିବ ଲୋକଙ୍କର ରାସନ କାର୍ଡ କାଟନ୍ତୁ ନାହିଁ 🙏

  • @PradeepMahalik-w1m
    @PradeepMahalik-w1m 2 месяца назад +22

    BJP ସରକାର ପାଗଳ ହଇଗଲାଣି ବଧେ

  • @manojkumardas8260
    @manojkumardas8260 2 месяца назад +32

    ଓଡ଼ିଶା ର ତ ତିନି ଭାଗ ଲୋକ ବାହାର ରାଜ୍ୟ ରେ ଦାଦନ ଖଟୁଛନ୍ତି ସେମାନେ କିପରି ekyc କରିବେ

  • @CameFormNothing
    @CameFormNothing 2 месяца назад +13

    ଲୋକମାନେ ମିଳିମିଶି କିଛି କରନ୍ତୁ ନହେଲେ , ଏ ମୂର୍ଖ ସରକାର ସଂସ୍ଥା ଏପରି ବଜାୟ ରହିବ।
    “ଏକତା ହିଁ ବଳ”

  • @user-ot1dt2we2x
    @user-ot1dt2we2x 2 месяца назад +11

    ମୂର୍ଖ କୁ ସରକାର କଲେ ଏହିପରି ହୁଏ ଓଡିଶା ବେଳ ଖରlପ 👍

  • @ChandanBehera-wc7cf
    @ChandanBehera-wc7cf 2 месяца назад +8

    Right bhai

  • @BobbyVisionPuri
    @BobbyVisionPuri 2 месяца назад +6

    ଆଯୋଗ୍ୟ ସରକାର

  • @Papureaction490
    @Papureaction490 2 месяца назад +2

    ସମସ୍ତେ କହୁଥିଲ ଦାଦନ ହଟିବ ବିଜେପି ସରକାର ଆସିଲେ ଏବେ କଣ ହେଲା

  • @Soumyakantanayak815
    @Soumyakantanayak815 2 месяца назад +57

    କିଛି ଦିନ time ଦିଆଯାଉ, December ଶେଷ ପର୍ଯ୍ୟନ୍ତ

  • @OPSC.ASPIRANT123
    @OPSC.ASPIRANT123 2 месяца назад +17

    ଏଇଥି ପାଇଁ ଓଡ଼ିଶା ସହିତ ସମଗ୍ର ଭାରତ ବର୍ଷରେ ଜନଗଣନା ହେଉ... ଯାହା ଫଳରେ ଭୂତ କାର୍ଡ ସହିତ ମୂଷା କାର୍ଡ କଟିଯିବ ।। ମୁଁ ସରକାର ଙ୍କୁ ଅନୁରୋଧ କରୁଛି 😢😢😢

  • @Ganeshkumarbehera-i6x
    @Ganeshkumarbehera-i6x 2 месяца назад +118

    ମୋହନ ସରକାର ର ମରିବା ସମୟ ଆସିଲାଣି
    ମଲାବେଳେ ବିପରୀତ ବୁଦ୍ଧି
    ନଵୀନ ବାବୁ ପେଟକୁ ଦାନା ଦେଇଗଲେ
    ମୋହନ ଆସି ଗାଣ୍ଡି କୁ ଗୋଇଠା ମାରିଲା
    ଉପର ଵାଲା ସବୁ ଦେଖୁଛି
    ଜୟ ଜଗନ୍ନାଥ 🙏🏻🙏🏻🙏🏻

    • @rajendradey4255
      @rajendradey4255 2 месяца назад

      ତୁ ଶଳା ଗାନଡି ମାରି ଖାଉଥୀଲୁ ଆଉ ବଧେ ଖାଇପାରି ବୁନି ମାଗିହା ମୋହନ କୁ ଦୋଷ ଦଉଚୁ ଭଡୁଆ ଶଳା ସରକାର ଠିକ୍ କଲା କୁ ତ...... ଫାଟୁଚି

    • @rajendraghadai7503
      @rajendraghadai7503 2 месяца назад

      ବିଜେପିର ସମୟ ଆସିଲାଣି

    • @mangalkumaryoutubechannel
      @mangalkumaryoutubechannel 2 месяца назад +1

      Bjp sorkar odisha ଲୋକ ମାନଙ୍କୁ ମାରି deybo

    • @Xuy788
      @Xuy788 2 месяца назад +1

      କାଟିବନି କେବଳ ଅନୁରୋଧ.. ବାଧ୍ୟ ନୁହେଁ କରିବାକୁ ମନ୍ତ୍ରୀ କହିଛନ୍ତି

    • @Xuy788
      @Xuy788 2 месяца назад

      କଟିଲେ ବିଜେପି ହାରିବ ନବୀନ ଦେଉଥିଲେ ସେଥିପାଇଁ ଚାକିରି 20-25 ଲକ୍ଷ ରେ ବିକୁଥିଲେ

  • @RabiJakaka-rd2cr
    @RabiJakaka-rd2cr 2 месяца назад +46

    ପାଗଳ ସରକାର କିଛି ବି କରିପାରିବେ କାରଣ ଏମାନେ ନିଜ ସୁବିଧା ଦେକାନ୍ତି ଅନ୍ୟ ର ଦେଖନ୍ତୁ ନାହିଁ।mental bjp।

  • @srikanthssss9563
    @srikanthssss9563 2 месяца назад +18

    ଆମେ ବାହାରେ ରହି ଦାଦନ ଖଟୁ ଅଛୁ, ତାହେଲେ କେମିତି ଯାଇ ପାରୁନାହୁ, ସାରେ କିଛି ମାସ ଦୁଇ ଓ ତିନ ମାସ ପର୍ଯ୍ୟନ୍ତ ରଖିଲେ, ଆମେ ମାନେ ଆପଣ ପାଖରେ ଚିର ୠଣୀ ହେବୁ, ଆମ ପାଇ ଏତିକି କରନ୍ତୁ ସାରେ,

  • @sorensipahiofficial1432
    @sorensipahiofficial1432 2 месяца назад +7

    ସରକାର କଣ ସାଧାରଣ ଲୋକଙ୍କୁ ହଇରାଣ କରିବା ଲକ୍ଷ୍ୟ ରେ ଅଛି ନା କଣ.
    ଯୋଉମାନେ ନିଜ ପରିବାର କୁ ଭରଣ ପୋଷଣ ଚଳିବା ଉଧେଶ୍ୟ ରେ ବାହାରକୁ ଯାଇ ଦୁଇ ପୋଇଶା ପାଉଛନ୍ତି ଶେଷରେ ତାହା ବି କରେଇ ଦବନି ବୋଧେ ନା କଣ.
    ଓଡିଶା ରେ ତୋ ଯେତିକି କାମ ଦଉଚି ଆଉ ଯଦି ଭୁଲ ରେ ଜୀଏବି କାମ କରେ ତାକୁ କେତେ ପୋଇଶା ମିଳୁଛି. ଶେଷରେ ତାହା ବି କରେଇ ଦବନି ଯାହା ଜଣା ଗଲା.
    ଏବେ ବାହାର ଦାଦନ ଖଟିବା ବାଲା କଣ କରିବେ ବାଧ୍ୟ ହେଇ ଆସିଲେବି ସେପଟେ ତାକୁ ସେ କାମରେ ସୁଯୋଗ ମିଳିବନି. ଆମ ସରକାର ବହୁତ ଭଲ କାମ କରୁଛନ୍ତି. ଧନ୍ୟବାଦ odisha ଧନ୍ୟବାଦ ସରକାର.

  • @ledtvripair7685
    @ledtvripair7685 2 месяца назад +8

    ବିଜେଡି ସରକାର ନମ୍ବର ପ୍ଲେଟ ଜବରଦସ୍ତ ବଦଳ କଲା କଣ ଲାଭ ହେଲା?

  • @Suryabhai-g9u
    @Suryabhai-g9u 2 месяца назад +9

    Ekyc ବାହାର ରାଜ୍ୟ ରେ ଡିଲର କରୁ ନାହାନ୍ତି

  • @Rahul_B10-u8l
    @Rahul_B10-u8l 2 месяца назад +16

    ଜନଗଣନା ଗଣନା କରାଯାଉନି କାହିଁକି? ବିଜେପି ସରକାର ଜନଗଣନା କରିବାକୁ ଡରୁଛି କି

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ଭୋଟ ଦେଇ ଜିତେଇଲୁ କଣ ଆମକୁ ହଇରାଣ କରିବାପାଇଁ ବାହାରକୁ ଯିଏ ଯାଇଛି ରୋଜଗାର ପାଇଁ ତା ରାସନ କଣ ହେବ ସେଥିପାଇଁ ଅନ୍ୟ ରାଜ୍ୟକୁ କୁହ ସେଠାରେ କେମିତି ହେବ କେୟାଶୀ.. ବର୍ଷରେ 60 କେଜି ଚାଉଳ ପାଇଁ କଣ ରୋଜଗାର ଲୋକ ହରେଇବେ

    • @santoshpattnayak2589
      @santoshpattnayak2589 2 месяца назад +2

      ଡିଲରକୁ ଅନ୍ଧାରିଆ ମାଡ଼ ଦିଆଯିବ

  • @skjahiruddin4252
    @skjahiruddin4252 2 месяца назад +10

    ମୁଁ ଏବେ ହାଇଦ୍ରାବାଦ ଅଛି ହାଇଦ୍ରାବାଦ ଡିଲର କୁ ପଚାରିଲି ସେ କହିଲା ତମ ଓଡ଼ିଶା କାମ ଅଛି ମୁଁ କାହିଁକି କରିବି ପୁରା ମନା କରିଦେଲେ ଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଛି ଭାବି କେ ଇସ୍କମ୍ ଆଣନ୍ତି ଓଡ଼ିଶା ରେ କାମ ନାହିଁ ବୋଲି ସମସ୍ତେ ବାହାରେ ଅଛନ୍ତି 😢

    • @Abhi-panda
      @Abhi-panda 2 месяца назад

      ଭୋଟ ତ ଦେଲୁ ଭାଇ ତୁ ନାମ ନେ

  • @PradipKumarSahu-u2w
    @PradipKumarSahu-u2w 2 месяца назад +1

    ବାଳ କଥା ଯଦି ଭଲ କରିବାର ଅଛି Only Adhar kad + Mobile no. A/c ନ bahut ଆଠୁ ଆଉ ପ୍ରମାଣ ବାଳ ଅଛି

  • @papinabarik145
    @papinabarik145 2 месяца назад +3

    ମୋହନ ସରକାର ବେସିଦିନ ଚାଲିବନି

  • @ReenaSethi-i9i
    @ReenaSethi-i9i 2 месяца назад

    Bhala katha pochari chanti mausa good 👍👍

  • @Suryabhai-g9u
    @Suryabhai-g9u 2 месяца назад +19

    ବାଳ କରିବେ ଅଲଗା ରାଜ୍ୟ ରେ ଡିଲର ମାନେ ମନା କରୁଛନ୍ତି

  • @niranjanrana5259
    @niranjanrana5259 2 месяца назад +1

    ଯଦି ଜନଗଣନା ପରି ଘର ଘର ବୁଲି କରାଯାଉ। ଆପଣଙ୍କ ନିକଟରେ ନିବେଦନ।

  • @SMJ973.
    @SMJ973. 2 месяца назад +4

    ମାସିକ 5 kg ଚାଉଳ ପାଇଁ ଦୈନିକ ମଜୁରୀ ବନ୍ଦ, ବାଃ ବାଃ ରେ ସରକାର

  • @dineshkumarbehera2363
    @dineshkumarbehera2363 2 месяца назад +1

    Jaun maane recent member add heichanti semanaku kyc karibaku hobo ki???

  • @AKSHAYBEHERA-oc6xn
    @AKSHAYBEHERA-oc6xn 2 месяца назад +7

    Sarkar change haba darakar

  • @raneemunda6778
    @raneemunda6778 2 месяца назад +1

    ବାହାର ରାଜ୍ୟ ରେ ରହୁଥିବା ଲୋକ ମାନେ କଣ କରିବେ ତେଣୁ ଏତେ ସବୁ ପାଲା କଣ ପାଇଁ?

  • @pramodkumarvlogs4429
    @pramodkumarvlogs4429 2 месяца назад +9

    ଯେଉଁ 5kg ଚାଉଳ ଦେଉଛନ୍ତି ସେ ଚାଉଳରେ ଉକୁଣିଆ ପୋକ ବାହାରୁଛି.ସରକାରଙ୍କୁ ଅନୁରୋଧ ସେଥିପ୍ରତି ସଜାଗ ରୂହନ୍ତୁ.ପୋକରା ଚାଉଳ ନ ଦେଇ ଭଲ ଚାଊଳ ଦେବା ପାଇଁ ଗାଁ ଗହଳି ମାନଙ୍କରେ ବାରମ୍ବାର ଦାବି ହେଉଛି.ସରକାର ସେଥିପ୍ରତି ନଜର ରଖନ୍ତୁ.

  • @gyananjayacreations7496
    @gyananjayacreations7496 2 месяца назад +2

    ଆମେ ଓଡ଼ିଶା ବାସୀ ବଡ଼ ଭୁଲ୍ କରିଛ BJP କୁ ଜିତେଇକି ,ଆର ଟର୍ମ କୁ BJP କୁ ପାନେ ଦବା,

  • @bipindas1982
    @bipindas1982 2 месяца назад +16

    ରାସନ୍ କାର୍ଡ Ekyc ପାଇଁ ବୟସ୍କ ଲୋକଙ୍କର finger print କାମ କରୁନି, ଆଉ eye scan facility ଦେଉ ନାହାଁନ୍ତି ଡିଲର ମାନେ, ତେବେ ବୟସ୍କ ଲୋକଙ୍କର ekyc update କିମିତି ହେବ, କଣ ସେମାନଙ୍କର ରାସନ୍ କାର୍ଡରୁ ନାମ କଟିଯିବ କି?

    • @sganeshbehera3886
      @sganeshbehera3886 2 месяца назад +2

      Sure, emananka pein necessarily step nia jau

    • @uttambaba6800
      @uttambaba6800 2 месяца назад

      au poka mistri manonkaro hebata impossible heuchhi akhi re hele valo

    • @anantacharanhembram8103
      @anantacharanhembram8103 2 месяца назад

      Semane vota pauchhanti ,chaula no paile madhya chaliba.

    • @Abhi-panda
      @Abhi-panda 2 месяца назад

      ଭୋଟ ତ ଦେଲୁ ଭାଇ ତୁ ନାମ ନେ

  • @akashbiswal3260
    @akashbiswal3260 2 месяца назад +1

    Theek katha 🙏🙏

  • @jhilimallick8602
    @jhilimallick8602 2 месяца назад +4

    February parjanta time deba darkar

  • @Er.sukadev-7k
    @Er.sukadev-7k 2 месяца назад

    Nice question asking sir thank you

  • @santoshjena5811
    @santoshjena5811 2 месяца назад +22

    5kg ଚାଉଳ ପାଇଁ ଯେଉଁ ମାନେ ବାହାର ରାଜ୍ୟ ରେ କାମ କରୁଛନ୍ତି ସେମାନେ କଣ କରିବେ😂😂

  • @Jilupuja143
    @Jilupuja143 2 месяца назад +1

    Jay Jagannath

  • @santoshdash5352
    @santoshdash5352 2 месяца назад +3

    ଓଡିଶା ବାସୀ ଏଇଟା ବିକାଶ ଧନ୍ଯବାଦ ଗୋରୁ ବେପାରି BJP 😂😂😂😂😂

  • @sujitkumarbehera8252
    @sujitkumarbehera8252 2 месяца назад +2

    ରାସନ କାର୍ଡ କଟିବନି ସରକାର ସ୍ପଷ୍ଟ କରିଦେଇଛନ୍ତି, ଏତେ ହୋ ହାଲା କଣ ପାଇଁ, ଯଦି ବାହାରେ ଅଛନ୍ତି ସେଇଠି କରିପାରିବେ, ଏବେ ଜଣା ଗଲା ତୋ ସମସ୍ତଙ୍କୁ କେତେ ଦାଦନ ଓଡିଶାରେ

  • @RajaJena-sj7qy
    @RajaJena-sj7qy 2 месяца назад +7

    Mohan sarkar end

  • @suryacreations3611
    @suryacreations3611 2 месяца назад +2

    ବେଶି ଦିନ ଏ ସରକାର ରହିବନି କ୍ଷମତା ରେ

  • @fakirmohansahoo2079
    @fakirmohansahoo2079 2 месяца назад +7

    ବିଜେପି ର ରୋଲ୍ ପ୍ରବଳ ଆରମ୍ଭ ହେଇଗଲା ନାହିଁ,ରୁହ ଆର ଥରକୁ,😂😂😂😂😂😮😮😅😅😅😅😅😊😊😊😊😊😊

  • @biswalsaraswati1752
    @biswalsaraswati1752 2 месяца назад

    Sata kahichhanti mausa

  • @JoshanaraniDalei
    @JoshanaraniDalei 2 месяца назад +3

    ଚାଉଳନ ଦବାର ଉପାୟ ଛି

  • @Hjkkc
    @Hjkkc 2 месяца назад +1

    ଏହି ବାଳ ସରକାର କୁ ହଟାଓ.. ଜନ ବଳ ବଡ଼ାଓ

  • @prafullakumarsamal761
    @prafullakumarsamal761 2 месяца назад +3

    Bhai dadana sabu chakri karibe .palei asantu

  • @BapuniJena-rj2fe
    @BapuniJena-rj2fe 2 месяца назад

    Right ନିୟମ

  • @jhasketanpradhan602
    @jhasketanpradhan602 2 месяца назад +18

    ଭାଡୁଆ ମୂଖ୍ୟ ମନ୍ତ୍ରୀ ନିଜର ବାପ ଠିକଣା ଜଣା ନାହିଁ

  • @Dipunayak-p9u
    @Dipunayak-p9u 2 месяца назад +1

    hmm 😢😢

  • @kalandicharanpanda4164
    @kalandicharanpanda4164 2 месяца назад +10

    Minimum ଦୁଇ ମାସ ସମୟ ଦେବାକଥା, ପୁନର୍ବିଚାର କରାଯିବା ଉଚିତ

    • @ugrasenbal8799
      @ugrasenbal8799 2 месяца назад +1

      Semit kichi samaya Sima dia Jai nahi

    • @sujatadas1924
      @sujatadas1924 2 месяца назад

      1yr time deba katha

    • @ugrasenbal8799
      @ugrasenbal8799 2 месяца назад

      @@sujatadas1924 hmm AAU gote year add Kari dia

  • @kumartapas1237
    @kumartapas1237 2 месяца назад +1

    Nest time, BJD Heba ସରକାର 🎉🎉🎉🎉🎉

  • @kartikmalik60
    @kartikmalik60 2 месяца назад +12

    ପୁଅ ଦିଲ୍ଲୀରେ ଚାକିରି କରିଛି ତ ଆପଣ ତ ରାସନ ପାଇବେନାହିଁ

    • @afla_toon
      @afla_toon 2 месяца назад +3

      kamo koriba pn jaithibo puo aajikali seitaku b chakiri kuhajae

    • @jagaidol999
      @jagaidol999 2 месяца назад +1

      Odisha re to chakiri nahi ame karibu kono

    • @tejashcreation143
      @tejashcreation143 2 месяца назад

      Chakiri nuhan re Bhai semane dadana sramika
      Kathata bhalaki bujha

    • @thehelpinghand36
      @thehelpinghand36 2 месяца назад

      ପାଖ ଡିଲର ରେ ବି ଏ ସୁବିଧା କରାଯାଉ ଯୋଉ ମନେ ଓଡିଶା ବାହାରେ ଅଛନ୍ତି 😂

    • @lilikumaridas4096
      @lilikumaridas4096 2 месяца назад

      Pua dilhi re Govt job Karu nhi kouthe gote private hi karuthiba so rasan kn pai katiba

  • @sureshdas9947
    @sureshdas9947 2 месяца назад

    Tama bala news bala

  • @Odiablogjyoti
    @Odiablogjyoti 2 месяца назад +5

    ବୟସ୍କ ଲୋକ ମାନେ କିପରି e kyc କରିବେ। ଯେଉଁ ମାନେ ଚାଲି ବୁଲି ପାରୁନାହାନ୍ତି ସେମାନେ କଣ କରିବେ

  • @Bogindra-zh4kg
    @Bogindra-zh4kg 2 месяца назад

    Very good

  • @NarayanDas-x7f
    @NarayanDas-x7f 2 месяца назад +11

    ପୁଅ ଚାକିରି କରିଥିଲେ କାଡ୍ କଟିଵ

  • @ajayakvideos8344
    @ajayakvideos8344 2 месяца назад

    All right sir

  • @jhadeshwarabehra
    @jhadeshwarabehra 2 месяца назад +3

    ଅ ଲ ନାଇ ନି କର ତୁ ନିବେଦନ

  • @prabhakarrout5701
    @prabhakarrout5701 2 месяца назад

    Right kahile sir

  • @mukeshbehera4511
    @mukeshbehera4511 2 месяца назад +3

    Khali mada darkar agare gote pachare gote Katha kahuchanti. Assembly re kahuchanti deadline nahi but dealer notice marichi 25 September last date. Govt pagal na loka nku pagal bhabuchi🤔🤔

  • @JitendraKumar-mh8nt
    @JitendraKumar-mh8nt 2 месяца назад

    Good 👍❤

  • @tapannaik1404
    @tapannaik1404 2 месяца назад +7

    ମୁଁ ତାମିଲନାଡୁ ଆମ୍ବାତୁର ରେ ଅଛି ଅନୁଗୋଳ ଜିଲ୍ଲାର ପାଳଲହଡା

    • @maheswarmalik1741
      @maheswarmalik1741 2 месяца назад +1

      Bhai kamo milobo na

    • @mundariipilproduction1376
      @mundariipilproduction1376 2 месяца назад +1

      ଦାଦନ ମୁକ୍ତ ହେବାକୁ ଯାଉଛି ଓଡିଶା ଫେରି ଆସ ଜଲଦି 😂😂😢😢😮😅😅

    • @kandhamalatoka4437
      @kandhamalatoka4437 2 месяца назад +1

      Kou company reki

    • @tapannaik1404
      @tapannaik1404 2 месяца назад +2

      Alkraft thermo technology Pvt Ltd

    • @manojgiri786
      @manojgiri786 2 месяца назад

      ତୁ ଟେକ୍ନୋଲୋଜି ରେ କାମ କରୁଛୁ, ତ ନାମ କଟି ଗଲେ ହେଲେ କଣ ହେଇଯିବ କି ରେ ଭାଇ, 😆😆​@@tapannaik1404

  • @bibhutibhusannayak6445
    @bibhutibhusannayak6445 2 месяца назад +2

    ଭଲ ପଦକ୍ଷେପ ।

  • @subhadrikadas-mt2et
    @subhadrikadas-mt2et 2 месяца назад +2

    1 ବର୍ଷ ସମୟ ଦିଆଯାଉ

  • @RamMandal-u2m
    @RamMandal-u2m 2 месяца назад

    Good,

  • @RameshGouda-xu9or
    @RameshGouda-xu9or 2 месяца назад

    Thaka bhai

  • @balakrushnarath4854
    @balakrushnarath4854 2 месяца назад

    Online ରେ କରିବାକୁ link ଦିଅନ୍ତୁ

  • @chandanparida4746
    @chandanparida4746 Месяц назад

    ଭାଇ ଡିଲର ପ‌ଇସା ମାଗୁଛନ୍ତି କଣ କରିଵୁ କହିଲ ଆମେ ତାମିଲନାଡୁ ରେ ଅଛି ମାସ ହଵ ଆସିଛି
    ❤❤❤❤

  • @amareshnayak4042
    @amareshnayak4042 2 месяца назад +1

    Odisha reporter
    ଦୟାକରି ପଟ୍ଟାମୁଣ୍ଡାଇ ର update ଦିଅନ୍ତୁ

  • @kamalakantabehera5391
    @kamalakantabehera5391 2 месяца назад +1

    New Ration card veryfication kebe karibe....

  • @CRAZYMENTALBOY-x8j
    @CRAZYMENTALBOY-x8j 2 месяца назад

    Sir finger deba samaya re name change heba ki nahi sir

  • @starmohapatra
    @starmohapatra 2 месяца назад +2

    ଏ ପାଗଳ ସରକାରକୁ ଖାଲି ମାଡ଼ ଦରକାର।

  • @surubaburana7094
    @surubaburana7094 2 месяца назад

    Je kounasi jagare hebar katha sir

  • @thegeniusguy2613
    @thegeniusguy2613 2 месяца назад

    Very good initiative from present govt.

  • @nishikantabirabar1385
    @nishikantabirabar1385 2 месяца назад

    ଭୂତ୍ ରାସନ୍ କାର୍ଡ କାଟି ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ୍ କାର୍ଡ ଦିଆଯାଉ ,

  • @MadhusudanMadhusudan-ef6fs
    @MadhusudanMadhusudan-ef6fs 2 месяца назад +2

    ପାଗଳ ସରକାର ଵଦ କର ଆଧାର କାଡ ଓଡିଆ ଭଲରେ ରହିବ

  • @bapinamaharathi7894
    @bapinamaharathi7894 2 месяца назад

    ଏମିତି ବହୁତ୍ ଲୋକ ବାହାରେ ଦାଦନ କାମ କରୁଛନ୍ତି ତ କେମିତି ତାଙ୍କର kyc କରିବେ

  • @dasrajesh-ru9iw
    @dasrajesh-ru9iw 2 месяца назад

    Right sair

  • @pramodapradhan9257
    @pramodapradhan9257 2 месяца назад +1

    ଯାହା ପୁଅ ଚାକିରୀ କରୁଛି ତାର ଇନକମ ପ୍ରମାଣ ପତ୍ର ନେଇକି ଆଶୁ ଏମାନେ ଭଲ ପଇସା ଆୟ କରିମଧ୍ୟ ସୁବିଧା ନେଉଥିଲା ବେଳେ ଯିଏ ପ୍ରକୃତ ଦରକାରୀ ସେ ବଞ୍ଚିତ ହେଉଛନ୍ତି
    କିଛି ଭଲ କାମ କଲେ କିଛି ଅସୁବିଧା ହୁଏ ସମାଜ ପାଇଁ ଏତିକି ତ୍ୟାଗ କରିବ ନହ୍ନି ପାର୍ଟି ଓ ଦଳ ନାଁରେ ଅଯୋଗ୍ୟ ହୋଇମଧ୍ୟ ସୁବିଧା ନବ

    • @Gugul2123
      @Gugul2123 2 месяца назад

      Aji kali ka time re kete jana nija bapa ma nku posuchntiii ?

  • @bibekanandaacharya7793
    @bibekanandaacharya7793 2 месяца назад

    ଦିବ୍ୟାଙ୍ଗ ପିଲାମାନେ ଯାହାର ରାସନ card ଅଛି, ସେମାନେ ତ dealer ପାଖକୁ ଯିବା muskil, କେମିତି ekyc କରିବେ, pl କୁହନ୍ତୁ

  • @MN2_Official
    @MN2_Official 2 месяца назад

    Yes right katha kana pain na out of state re thila log kemiti karibu online system kale vala heba mobile re b ame sabu kari paribu

  • @bhaskarharijan9861
    @bhaskarharijan9861 2 месяца назад

    Good

  • @kpkeshram
    @kpkeshram 2 месяца назад

    ଶାଳ ଗ୍ରାମ ରେ ମାଙ୍କଡ ରାଜା

  • @sapnadevi70
    @sapnadevi70 2 месяца назад

    Right👍👍👍👍

  • @TofanswainTofanswain-zo9dt
    @TofanswainTofanswain-zo9dt 2 месяца назад

    Goodsuper.

  • @PrakashDas-so9en
    @PrakashDas-so9en 2 месяца назад +1

    ଆପଣ କିଛି ସାଜିଅ କର ନାହଁ ଓଡ଼ିଶାରେ କାମ ନାହିଁ
    ବାହାର କୁ ଆସିଲି ଭୋଟ ଦେବାକୁ ଜିବୁ ରାସନ୍ କାର୍ଡ ଟିପ ଦେଖିବାକୁ ଆସିବୁ

  • @EveryTimefun5
    @EveryTimefun5 2 месяца назад

    Company ରେ ଛୁଟି ନେଇ ଭୋଟ ଟାଇମ ରେ ଯାଇ ଭୋଟ ଦବୁ ଫୁଣୀ ଆସ e -kyc କରିବା ପାଇଁ Company କଣ e-kyc କରିବା ପାଇଁ ଛୁଟି ଦେଇ ଦବ ।

  • @stgang-6391
    @stgang-6391 2 месяца назад +1

    ଏହାର ସମୟ ସୀମା ବଢିବା ଦରକାର 3ରୁ 4 ମାସ

  • @sujatabindhani2900
    @sujatabindhani2900 2 месяца назад

    Sir plez e kyc verification pain kichi time limit rakhantu nhi ama bhara state re achu

  • @ଓଡ଼ିଶାହିନ୍ଦୁଯୁବାସଂଘ

    ଆମ ଓଡିଆ ମାନେ ସବୁ ପର ବୁଦ୍ଧିଆ ଗୁଡା । ଆବେ ବୋକାଚୋଦା ଗଣ ସଠିକ ତଥ୍ୟ ନ ଜାଣି କାହିଁକି ଛୋଡି ହେଉଛ ? ତୁମ ମାନଙ୍କୁ କିଏ କହିଲା ଯେ ଟିପ ନ ଦେଲେ ରାସନ କାର୍ଡ କଟିଯିବ ବୋଲି ? ମନ୍ତ୍ରୀ ନିଜେ କହିଛନ୍ତି ଯେ ଟିପ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ୟା ପାଇଁ କୌଣସି ସମୟ ସୀମା ନାହିଁ ବୋଲି ।

  • @ManojKumar-jz6ty
    @ManojKumar-jz6ty 2 месяца назад

    ବେକାର ଧନ୍ଦା,,,