ନିଆଁ ଲଗାଉଛନ୍ତି ବଡ଼ ନେତା… ଡେଉଁଛନ୍ତି କର୍ମୀ ! || Berhampur Mahanagar Nigam || BJD vs BJD || OR

Поделиться
HTML-код
  • Опубликовано: 6 фев 2025
  • ବିଜେଡି VS ବିଜେଡି...ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ...ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା। ସମୟ ଯେତିକି ବିତୁଛି ସେତେ ଉଗ୍ର ରୂପ ନେଉଛି ବ୍ରହ୍ମପୁର ବିଜେଡିର ଅର୍ନ୍ତକନ୍ଦଳ। ଭଲ ଭାବେ ଦେଖନ୍ତୁ, ବୁଧବାର, ବିଏମସି ବୈଠକ ବେଳେ ମୁହାଁମୁହି ସ୍ଥିତିରେ ମେୟର ଓ କର୍ପୋରେଟର୍। ଚାମ୍ବର ଭିତରେ ଯେମିତି, ବାହାରେ ତାଠୁ ଅଧିକ ବିଗିଡ଼ା ସ୍ଥିତି। ସବୁଠୁ ବଡ଼ କ ଥା ଯେଉଁ ଦୁଇ କର୍ପୋରେଟର୍ ଗୋଷ୍ଠୀ ଗଣ୍ଡଗୋଳ ଲାଗିଛନ୍ତି ସେମାନେ ସବୁ ବିଜେଡିର ।
    ନିଆଁ ଲଗାଉଛନ୍ତି ବଡ଼ ନେତା… ଡେଉଁଛନ୍ତି କର୍ମୀ ! || Berhampur Mahanagar Nigam || BJD vs BJD || Odisha Reporter || Berhampur Politics
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #NaveenPatnaik #Ganjamdistrict #bjdpolitics #rameshchandrachyayupatnaik

Комментарии • 13

  • @Skstarvlog3735
    @Skstarvlog3735 7 дней назад +3

    ବିଜେଡି ଶେଷ ହେଇଯିବ ଅଣ ଓଡ଼ିଆ ବୁଢ଼ା ନବୀନ କୁ କିଛି ଜଣା ନାଇ।ନିଜ ଦଳ ରେ କଣ ହଉଚି ।

  • @SambhunathDas-rp7cx
    @SambhunathDas-rp7cx 7 дней назад

    ଦୁଃଖ ଏତିକି ଯେ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନ ପଟ୍ଟନାୟକ ମୁଖ ପଦ୍ମଦଳାକାର ହୃଦୟଂ କର୍ତ୍ତରି ଯୁକ୍ତ ନୀତିରେ ରାଜ୍ୟ ଶାସନ ଚଳାଇ ବାପାଙ୍କର ସୁନାମକୁ ଧୂଳିସାତ କରିଦେଲେ l

  • @exploreodisha9704
    @exploreodisha9704 6 дней назад

    ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ସବୁ ଟଣାଓଟରା

  • @lalitkumarBehera-q3q
    @lalitkumarBehera-q3q 7 дней назад

    Power sarile start hela khela

  • @KrishnaJena-xx8up
    @KrishnaJena-xx8up 7 дней назад

    OTV, OR, ARGUS KU ODISHA RU BOYCOT KARA

    • @kumarsankar203
      @kumarsankar203 7 дней назад +3

      @@KrishnaJena-xx8up kn pain .. aau nandi Ghosh chaanel ku padma purasakar dia jibaki...

  • @nofirkoticrimekhulasa
    @nofirkoticrimekhulasa 7 дней назад +2

    CBI officer police commissioner gote police post re jadi posting dia jae entire gangster ku dhariki pressmeet kareibaaku one month

  • @MithunuKumarNahak
    @MithunuKumarNahak 7 дней назад

    Jouthi dekhile khali rau rau heuchhanti BJD lady 🤣🤣🤣 Au bala achhi je BJD asiba 🫵🏼🤣

  • @nofirkoticrimekhulasa
    @nofirkoticrimekhulasa 7 дней назад +1

    CBI ed investigation ajira dina re hele 1000 CBI officer lagile bi otv odisha reporter chora gudaku dhariba ku barsa barsa lagi jiba