Sir apanankara ahi kabita satare hruday sparsi mo akhire luha bhari dela Apanankara ahi kabita sunila pare amiti laguchi mo jibana ra katha apana ahi kabita re kahideichanti
Well said bhai but the sad thing is that some people never learnt anything from your poetry but put them in their status/Timeline everyday. To hide their misdeeds they like & share your posts everyday to show the world how good and great they are. (ଯେମିତି କି ପରକୀୟା ପ୍ରୀତି ହଉ କି ତେଲ ମାରି ମାରି ଆକାଶ ଛୁଇଁବା କଥା ହେଉ ସବୁଥିରେ masterpiece)
ଆପଣ ଙ୍କ ଚିନ୍ତା ଧାରା କୁ ପ୍ରଣାମ.....🙏🏻
ଅନ୍ତତ୍ୟ ହୃଦୟ ବିଦାରକ 😟
ବେଙ୍ଗ ଦ୍ୱାରା ସମାଜ ସଚେତନ ହେବା ଦରକାର ଧନ୍ୟ ବାଦ କବିଙ୍କୁ
ଶୁଭ ଭାଇ nka କବିତା ବହୁତ ମନଛୁଆଁ ହୋଇଛି
ଚମତ୍କାର ।👏
ଜୟ ଜଗନ୍ନାଥ ଭାଇନା super
ବାଃ ଖୁବ୍ ସୁନ୍ଦର୍ ଆପଣଙ୍କ ଠୁ ଅନେକ କିଛି ଶିଖିବାର ଅଛି 👌
♥️ବହୁତ ସୁନ୍ଦର ରଚନା ।ଧନ୍ୟବାଦ କବି ।🌹
🌹ଧନ୍ୟବାଦ sir 🌹
ଖୁବୁ ଚମତ୍କାର 👌👌👌
ଜୟ ଜଗନ୍ନାଥ
🙏🙏🙏🙏
ସାର ବହୁତ ଭଲ ଲାଗିଲା। ମୋ ହୃଦୟ କୁ ଶାନ୍ତି ଲାଗିଲା
ଅତି ସୁନ୍ଦର ଭାବରେ ସମାଜର ବାସ୍ତବ ଚିତ୍ର ପ୍ରତିପାଦିତ ହୋଇଛି ଏହି ଛୋଟ କବିତାଟି ରେ
ruclips.net/user/shortsfauhHN_5zkU?feature=share 🙏
ବହୁତ ବଢିଆ ପାର୍ଥକ୍ୟ ମଧ୍ୟରେ ଜୀବନଶୈଳୀ
ଅତି ସୁନ୍ଦର କବିତା ସାର୍ । ଆପଣଙ୍କ କବିତା ସବୁବେଳେ ନିଆର ଆଉ ସମଜାକୁ ଗୋଟିଏ ଭଲ ବାର୍ତା ମନ୍ଧ୍ୟ ଦେଇଥାଏ । ମାଡିଚାଲ 🙏🙏
ଅତ୍ୟନ୍ତ ହୃଦୟସ୍ପର୍ଶୀ ରଚନା
ତମ କବିତା ପଢ଼ିକି କିଏ କ'ଣ ଲେଖେ
ଲେଖେ ମୁଁ ମୋ ହୃଦୟରେ
ଲେଖେ ମୁଁ ମୋ ହୃଦୟରେ...
ଅତି ସୁନ୍ଦର ଲେଖା sir👌👌👌
ଅପ୍ରିୟ ଶତ କଥା ସାର.
Bahut badhia lekha sir
Jay jagannath
ମୋ ଭାବନାକୁ ସମ୍ପୂର୍ଣ୍ଣ ରୂପେ ଲେଖିଦେଲେ🙏🙏💐💐💐
ଖୁବ ସୁନ୍ଦର କବିତାଟିଏ ସାର୍
ଆପଣଙ୍କ ଏ କବିତା ସମାଜ ସୁଧାରିବାରେ ସହାୟକ ହେଉ
Bahut bhala laguchhi apananka kabita 🙏
Ajira duniyara bastbata chitra...
ହଁ ବହୁତ ସୁନ୍ଦର କବିତା. ସରକାର ଥରେ ଏ କବିତା କ୍ରିଏସନ କୁ ଦେଖନ୍ତୁ. ଆପଣ ଜାଣିବେ ସମାଜ ରେ କଣ ଚାଲିଛି. ଆଉ ମଦ ପାଇଁ କେତେ ଯେ ପରିବାର ନଷ୍ଟ ହେଇଯାଉଛି.
Bahut badhia Guruji
ଠିକ୍ କହିଛନ୍ତି ସାର୍
ବାଃ ଖୁବ୍ ସୁନ୍ଦର 👍
ଅପ୍ରିୟ ସତ୍ୟ ଯାହା ମୋ ସହ ମଧ୍ୟ ଘଟିଛି ।🙏
Sir ye kabitati bahut bhala heichi
ବହୁତ ସୁନ୍ଦର କବିତା ସାର୍ 🙏🙏🙏❤️।
Sir evali kavita bahut kam lekhanti guruji❤❤ thankssir
Jay jagannath swami
Emiti kabita odia ra garba
thank you sir 👍👍👍👍👍
ଆପଣଙ୍କ ଚିନ୍ତା ଧାରା କୁ ପ୍ରଣାମ 🙏
♥️♥️♥️
💯 thank kamijiba sir mun apanankara pada chun baku chahunchhi sir
ଅତି ସୁନ୍ଦର କବିତା ସାର.🙏
Bahut Sundar God bless you 🙌🏻
ଅତି ସୁନ୍ଦର
Wow very nice
Bahut sundar ✍️ 🙏
Ati Sundar ❤
ବହୁତ ସୁନ୍ଦର କବିତା.. Its very Beautiful and heart touching.. Explaining style very attractive.. Bahut bahut dhanyavaad..
Ati Sunder!!Ati Madhura!!
ବହୁତ ସୁନ୍ଦର ,କବିତା .👍
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଛି ବୋଧହୁଏ ଶିଖିବେ,,,
Lanita is very strong. Thank you .
Awesome line bhai
Wow bahut sundar
bhala laguchhi
ଚମତ୍କାର କବିତା
Keep it up 👍
Bahut Badhiya
Your writting skill and anlaysis really excellent sir ..
Super sir👌👌👌👌🙏🙏🙏🙏🙏
Ati sundar
Bhi bahut badhia
Jay jagannath 🙏🙏
Wah wah bahat badhiya
Bahut sundar sir ❤❤
Bahut sundar sir ate sundar kabita abruti mu su na thili
Bahut sunder sir.
Jay Jagannath
Bhai pura badhiya heichi..what the lines...corruption has happened like anything everywhere
Bahut sundar kabita sir🙏🙏🙏
Bhai mu tuma bada fan...love u bhai...my home Jagatsinghpur naugaon...
ବହୁତ୍ ବଢିଆ ଲାଗିଲା,
I respect you sir
I also
You are great sir
Very nice Sir 🙏
Bhai Ready. Salute
Super sir ,its Real
Sir Namaskar 🙏
ହୃଦୟ ସ୍ପର୍ଶୀ🙏🙏🙏🙏🙏
Your Lanita is very strong
Ohhh such a beautiful poem for removing the disparity in the society....U r great sir👍
Yes
Good story sir
🙏
So nice kabita sir touch my heart
🙏🙏🙏
BEAUTIFUL POME
Keep it.all the best.
Bhai video sabubele upload kara....all the best my big brother....♥️♥️♥️🙏🙏🙏
Good 🙏
Super
Unique Composition....Really a Heart touching Poem.....
A1
Nice poem
Sir
ପୁରା ସତ କଥା sir
ruclips.net/user/shortsLaswmSMAuOM?feature=share🙏🕉️💐
Mindfully
Very very true
👌👌👍👍👍👏👏👏
Truth of life👌
ଆପଣଙ୍କୁ ଏବେ ପରୀକ୍ଷା ଦେବାର ସମୟ ଆସିଛି ସାର୍ ଆପଣଙ୍କ ବାପାଙ୍କ ପାଖରୁ ବୋହୁତ୍ ଓୌଷଧ ଖାଇଚି ଭଲ ବି ହୋଇଛି ଆପଣଙ୍କ ସାଥେ ଫଟୋ ବି ଦୁଇ ଥର ଉଠାଇଛି ମୁଁ ବୋହୁତ୍ ଲୋକଙ୍କୁ ଆପଣଙ୍କ ବିଷୟରେ କହିଚି ଆପଣ ଗୀତ ଲେଖନ୍ତି ବୋଲି ମୋ ଜୀବନରେ ବୋହୁତ୍ ଦୁଖଃ ଥିଲା ଦଶ ଦିନ ଲାଗିଲା ସବୁ ଲେଖୁନାହଁ ଆପଣ ଚାହିଁଲେ ଜାଣି ପାରିବେ ମୋ ଫ୍ରେସ୍ ବୁକ୍ ରେ ସବୁ ପଢିଲେ ଜାଣି ପାରିବେ , ଆପଣ ଙ୍କର ଗୋଟେ ଗୀତ ରୋମାଣ୍ଟିକ୍ ଗୀତ ଅଛି ମୋର ଏବେ ମନେ ପଡୁନି,, ହ୍ୟୁମାନ୍ ସାଗର ଆଉ ପ୍ରଜ୍ଞା ହୋତା ଗାଈ ଛନ୍ତି ସେ ଗୀତ ଶୁଣି ମୋ ଆଖି ରୁ ଲୁହ ବାହାରିଥିଲା, ମୋ ଫ୍ରେସ୍ ବୁକ୍ ଆଇଡି ର ନାଁ ହେଉଛି behera babu ମୋ ଝିଅ ଦୁଇଟି ଆଉ ମୁଁ ସେ ଡିପି ରେ ଫଟୋ ଅଛି
Sir namaskar. Really a good one and reflection of our society
Heart touching....
Sir today I spent my 2hr for your kavita am proudly listen every kavita salute you sir
Kabitati khub yugapojog
i hoichhi
We are writi sit
Outstanding flow of poet 🙏
Rajnitika dalaupare sathhik fit bashuchi
🙏🙏🙏🙏🙏
🤗🤗🤗🤗🤗🤗🤗 subscribed
Thanks for subbing!
Sir apanankara ahi kabita satare hruday sparsi mo akhire luha bhari dela
Apanankara ahi kabita sunila pare amiti laguchi mo jibana ra katha apana ahi kabita re kahideichanti
Well said bhai but the sad thing is that some people never learnt anything from your poetry but put them in their status/Timeline everyday. To hide their misdeeds they like & share your posts everyday to show the world how good and great they are. (ଯେମିତି କି ପରକୀୟା ପ୍ରୀତି ହଉ କି ତେଲ ମାରି ମାରି ଆକାଶ ଛୁଇଁବା କଥା ହେଉ ସବୁଥିରେ masterpiece)