କଳାଠାକୁରପୁଅମୋହର,ଶୁଣନ୍ତୁଜଣାଶୁଣାସୁଗାୟିକାଭକ୍ତଙ୍କସୁମଧୁରକଣ୍ଠରୁ....
HTML-код
- Опубликовано: 8 фев 2025
- "ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RUclips: bit.ly/3KAQeyD
Twitter: bit.ly/38JpX3U
#bhaktankaanubhuti #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम
Jay jagannath Pandit mahodayaji pranam
Jay shree jagannath MAA laxmi narayan ❤
Jay Jagarnnath 🙏🙏🙏🙏 Jay mo mahaprabhu 🙏🙏🙏🙏🙏
🕉🙏🙏🙏🙏🙏❤
Jay jay shree jagannath 🙏🙏🙏🙏🙏
ଜୟ ପ୍ରଭୁ ଜଗନ୍ନାଥ ତୁମେ ଏକା ସାହା ଭରଷା 🙏ପ୍ରଭୁ 🙏🙏🙏
Jai shree Jagannathha 🙏🏻❤️🙌🏻
Jay Jagannath Swami 🙏🙏🙏🙇🙇🙇♥️♥️♥️
Jay jaganntha swmi ⭕❗⭕
Jay Jagannath🙏🙏🙏
Jay shree Jagannath prabhu ⭕‼️⭕🙏🙏🙏
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
Jai shree Jagannath 🙏 ❤
He prabhu mo samasyara samadhana karidea prabhu mo paribaraku bhalare rakha prabhu 🙏🏻🪔🥥
Jay jagannath swami Nayan patha gami bhaba tume 🙏🙏🙏😭😭😭😭🙏
ଜୟ ଶ୍ରୀ ଜଗନ୍ନାଥ 🙏
ଜୟ ଜଗନ୍ନାଥ ତୁମେ ରଥ ତୁମେ ରଥୀ ତୁମେ ସାରଥୀ ଆମେ ଅଧମ ଆମର ପ୍ରଣାମ ଘେନ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ତୁମର ଜୟ ହେଉ
Jay Jagannath ❤❤❤❤❤❤
Jay shree jagannath
Jay shree jagannath 🌺🪔🌺❤️🌹❤️🌹❤️🌹❤️🌹❤️🌹❤️🌹❤️🌹❤️🌹❤️
❤❤
Jay Jagannath🙏🙏🙏
Jay Jagannath🙏🙏🙏
Jai Jagannath 🙏🙏🌹🌹